Тёмный

ଅଛୁଆଁ ରଜ || achhuan raja || odia short film || odia film || manmay dey 

Manmay Dey
Подписаться 774 тыс.
Просмотров 3,6 млн
50% 1

Get Your Dream Job In 15 Days For Free: relvl.co/737g
Brand Promotion By SKYZONEMEDIA
(support@skyzonemedia.com)(9990610462)
#manmaydey #odiacomedy #paramasundari #odiashortfilm #balaanniversary #kaliasandha
#kalingakhatti #rajudascomedy #chandanbiswalcomedy #chhuaheijiba
#funnyanugulia #khordhatoka

Опубликовано:

 

2 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 3,5 тыс.   
@ManmayDey
@ManmayDey 2 года назад
Get Your Dream Job In 15 Days For Free: relvl.co/737g Brand Promotion By SKYZONEMEDIA (support@skyzonemedia.com)(9990610462)
@pinkimikkivlogs
@pinkimikkivlogs 2 года назад
Best video ever ru-vid.com/video/%D0%B2%D0%B8%D0%B4%D0%B5%D0%BE-GZZI92ACPtM.html
@teaching_Joseph
@teaching_Joseph 2 года назад
Vai mun bi video karibaku chanhu6i Amaku bi tike sahajya kara 😇😇😇
@lalu9551
@lalu9551 2 года назад
Hii
@OYEJITU143
@OYEJITU143 2 года назад
Hmm
@OYEJITU143
@OYEJITU143 2 года назад
@@teaching_Joseph ❤️
@anilkumarbehera5540
@anilkumarbehera5540 2 года назад
Ollywood movie କୁ ଛାଡି Manmay Bhai video କିଏ ଦେଖିବା ପାଇଁ ବହୁତ ଭଲପାଅ 👍 like kara 🥰🥰
@rashmilatabhoir2791
@rashmilatabhoir2791 2 года назад
Mu sabu bele aneiki basi thae kebe new video asiba😇🙂
@khetramajhilifestyle491
@khetramajhilifestyle491 2 года назад
I'm always ❤️
@rashmilatabhoir2791
@rashmilatabhoir2791 2 года назад
@@khetramajhilifestyle491 hm
@serialupdate8416
@serialupdate8416 2 года назад
Mu sobubele 😍😘
@namitamohakud7942
@namitamohakud7942 2 года назад
Mee
@cuteAdyashaVlog
@cuteAdyashaVlog 2 года назад
ଆଖିରେ ଲୁହ ଆସିଗଲା.... କି ଅଭିନୟ କରୁଛ... ଯେତେ ପ୍ରସଂଶା କଲେ ବି କମ ହବ
@Radhekrishna123.69
@Radhekrishna123.69 2 года назад
No words.. Just applause 👏 କେଡେ ସୁନ୍ଦର ବିଷୟ ବସ୍ତୁ ସାଙ୍ଗକୁ... ସୁନ୍ଦର ଅଭିନୟ ଜୟ ଜଗନ୍ନାଥ 🙏🙏🙏
@Me78a
@Me78a 5 месяцев назад
ଜୟ ଜୟ ଶ୍ରୀଜଗନ୍ନାଥ 🙏🙏🙏
@m__shree
@m__shree 2 года назад
ଖୁବ୍ ସୁନ୍ଦର 👌👌👌.....ଦିଦି ଆଉ ଭାଇ ମାନେ... ଜୟ ଜଗନ୍ନାଥ... 🙏🏻❤❤...
@ManasPolei797
@ManasPolei797 2 года назад
ନିଚ୍ଛକ ଅଭିନୟ,, ସତରେ ହୃଦୟକୁ ଛୁଇଁଗଲା.. ପୁରା ଟିମ କୁ ଧନ୍ୟବାଦ.. 🙏
@anitamarndi6276
@anitamarndi6276 2 года назад
Right akhire luho asi gola😒
@manojjena1839
@manojjena1839 2 года назад
ସତରେ ତୁମେ ଏକ ସୁନ୍ଦର ସମାଜ ଗଢ଼ିବ ଏ ସଂସାର ରେ. ଏମିତି ଆଗକୁ ବଢିଚାଲେ. ଆମେମାନେ ଆପଣଙ୍କ ସାଥିରେ ଅଛୁ. 🙏ଜୟ ଜଗନ୍ନାଥ 🙏
@barshanayak776
@barshanayak776 2 года назад
ସବୁ ଭିଡ଼ିଓ ରେ କିଛି କିଛି ଶିଖିବାକୁ ମିଳୁଛି 🙏🏻 Thank you so much manmay bhai 🙏🏻
@mrpsahoovlog6075
@mrpsahoovlog6075 2 года назад
Aaaahouuu
@alonemental9865
@alonemental9865 2 года назад
Right 👍👍👍👍👍
@avayakumarprusty
@avayakumarprusty 2 года назад
ଖୁସି ଲାଗିଲା ଦେଖିକି ଏମିତି କାହାଣୀ ଟିଏ.. ସମସ୍ତ ଟିମ୍ ମେମ୍ବର ମାନଙ୍କୁ ହୃଦୟରୁ ଢେର୍ ସାରା ଭଲ ପାଇବା....
@m.kunugouda3269
@m.kunugouda3269 Год назад
ବହୁତ ସୁନ୍ଦର ସମସ୍ତଙ୍କର ଅଭିନୟ । ମୁଁ ଆଜି ପ୍ରଥମ ଥର ପାଇଁ ଦେଖିଲି । ଯେ' ଏମିତି ବି ଜୀବନ୍ତ ଅଭିନୟ କରିଥିବା କଳାକାର ଅଛନ୍ତି ବୋଲି । ସତରେ ମୋ ମନକୁ ଛୁଇଁଗଲା ସମସ୍ତଙ୍କ ଅଭିନୟ 💯👌🙏। ଆଉ କିଛି ସମୟର ଭିଡିଓ ଭିତରେ ବହୁତ କିଛି ଶିଖିଲା ଭଳି କଥା ଅଛି । ବହୁତ ସୁନ୍ଦର .........।।
@dpk5640
@dpk5640 2 года назад
ଜଗା ଭାବ ର ଠାକୁର, ସେ ହିଁ ନାରୀ, ସେ ହିଁ ପୁରୁଷ, ମାତା ରୂପେ ଆମ କୁ ଜନ୍ମ ଦେଇ ପିତା ରୂପେ ଆମ କୁ ପରିପାଳନ କରେ। ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
@ashiskumargochhayat7764
@ashiskumargochhayat7764 2 года назад
Jay jagannath
@nirupamasamal9465
@nirupamasamal9465 2 года назад
Jay Jagannath 🙏😌
@swtans7952
@swtans7952 2 года назад
aapan proof karidele ki period ra value nahin
@mssonaly2876
@mssonaly2876 2 года назад
Thik katha 🙏
@starsushobhan9097
@starsushobhan9097 2 года назад
ମନ୍ମୟ ଭାଇ , ଅନନ୍ୟା ଦେଇ ପୁରା ଗ୍ରୁପ୍ ପାଇଁ ଗୋଟେ ଲାଇକ ହଉ 🥰🥰🥰
@bibhusahu8242
@bibhusahu8242 2 года назад
ଯେତେ ବି ତୁମ ଭିଡ଼ିଓ ସବୁ ହୃଦୟସ୍ପର୍ଶୀ ମତେ ବହୁତ୍ ଖୁସି ଲାଗେ emotional ମଧ୍ୟ ଲାଗେ
@subratmuduli6464
@subratmuduli6464 2 года назад
ଆଖିରେ ଲୁହ ଆସିଗଲା😭ସତରେ ବହୁତ ଭକ୍ତି ଭରା କାହାଣୀ ଟେ ହୋଇଛି । ଚମତ୍କର🙏🙏🙏 ଜୟ ଜଗନ୍ନାଥ🙏🙏🙏
@arpitaratha4331
@arpitaratha4331 2 года назад
ଆପଣଙ୍କ ପୁରା ଟିମକୁ ଧନ୍ୟବାଦ ଆଜ୍ଞା ବହୁତ ସୁନ୍ଦର ଭିଡ଼ିଓ ଆଣୁଛନ୍ତି, ବହୁତ ଭଲ ଲାଗୁଚି ଦେଖିବାକୁ , ଆଉ ଥରେ ହୃଦୟରୁ ଧନ୍ୟବାଦ .କିନ୍ତୁ ମୁଁ ଏଇଠି ଛୋଟ କଥା କହିବାକୁ ଚାହିଁବି ଆଜ୍ଞା ଋତୁଶ୍ରାବ ଖରାଫ ନୁହେଁ ଏହା ନାରୀର ନାରୀତ୍ୱର ଲକ୍ଷଣ . ଏହା ଯୋଗୁଁ ତ ସୃଷ୍ଟିର ପରିକଳ୍ପନା କରାଯାଏ , କିନ୍ତୁ ଏହି ସମୟରେ କିଛି ନିୟମ ମାନିବାକୁ ପଡେ , ହିନ୍ଧୁନାରୀ ମା ଲଷ୍ମୀ, ସରସ୍ବତୀ ଏବଂ ପାର୍ବତୀଙ୍କୁ ଅନୁସୂରଣ କରନ୍ତି କିନ୍ତୁ ଏଇଟାବି ସତ ଯେ ମା ଲଷ୍ମୀଙ୍କ ଋତୁଶ୍ରାବବେଳେ ସେ ଜଗନ୍ନାଥ ମହାପ୍ରଭୁଙ୍କ ଠୁ ଦୁରେଇ ରୁହନ୍ତି ଏମତି କି ଅବଢ଼ାବି ସେ ତିଆରି କରନ୍ତି ନାହିଁ ମାନୁଛି ଆଜି ର ସମାଜରେ ଏତେ ନିୟମ ମାନିବା ସମସ୍ତଙ୍କ ପାଖରେ କଷ୍ଟସାଧ୍ୟ କିନ୍ତୁ କିଛି ଟା ମୌଳିକ ନିୟମତ ଆମକୁ ମାନିବାକୁ ପଡିବ ପ୍ରତିଟି ନାରୀ ଲଷ୍ମୀ ସଦୃଶ୍ୟ ତେବେ ଲଷ୍ମୀପୁରାଣ ମଧ୍ୟ ଏହା ଲିପିବଦ୍ଧ ହୋଇରହିଛି ଋତୁଶ୍ରାବ ବେଳର ନିୟମ ତେବେ ଏତେ ପରେ ଗୋଟିଏ କଥା ଆମେରିକା ଯଦି ମାନିବା ଠାକୁର ନା ମାନିଲେ ପଥର . ଧନ୍ୟବାଦ ଆଜ୍ଞା
@gugulavlog
@gugulavlog 2 года назад
Ryt
@lipusubhasmart9951
@lipusubhasmart9951 2 года назад
Right
@laxmipriyabehera2711
@laxmipriyabehera2711 2 года назад
Ryt
@itskabita9076
@itskabita9076 2 года назад
Hm ryt
@abinassahu8503
@abinassahu8503 2 года назад
ବୋହୁତ ବୋହୁତ ଧନ୍ୟବାଦ୍ ଆପଣ ମାନଙ୍କୁ ମୋ ଭିତରେ ବୋହୁତ ଦିନ ହେଲା ଏ କଥାର ସନ୍ଦେହ ଥିଲା କିନ୍ତୁ ମୁ କେବେ ବି କାହାକୁ ପଚାରି ପାରୁନଥିଲି କି କହି ପାରୁନଥିଲି ଆପଣ ମାନେ ଏତେ ସୁନ୍ଦର ଭାବେ ବୁଝାଇଛନ୍ତି ଯେ ସମ୍ମାନ ଯୋଗ୍ୟ ଏଟା । ଆପଣ ମାନେ ସମାଜ କୁ ଆଡେଇ ଏତେ ଭଲ ଭାବେ ବୁଝାଇଛନ୍ତୀ ଯେ କି ବୋହୁତ ବୋହୁତ ଧନ୍ୟବାଦ୍ ଆପଣ ମାନଙ୍କୁ 👏🙏👏
@motivation_kumaranil6552
@motivation_kumaranil6552 2 года назад
ଏହି ଷ୍ଟୋରି ସବୁଠାରୁ ଅଲଗା ଥିଲା। ବହୁତ ସୁନ୍ଦର କାହାଣୀ । ଜୟ ଜଗନ୍ନାଥ‌ ,,,,,, ଆମେ ଓଡ଼ିଆ ଆମ ଜଗା ଓଡ଼ିଆ 🚩 🙏
@lipsadhallifestyle
@lipsadhallifestyle 2 года назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-HgDbT-A25Wg.html
@ppcreation2888
@ppcreation2888 2 года назад
ସବୁ ଭିଡ଼ିଓ ରେ କିଛିନା କିଛି ଶିଖିବାକୁ ମିଳୁଛି 🥰🥰 Thank you All
@Cuty_Nikun
@Cuty_Nikun 2 года назад
Sata kahile apana
@rtalk7330
@rtalk7330 2 года назад
ବାଃ ବାଃ..ମୋ କାଳିଆ କୃପାରୁ ଆପଣ ସମସ୍ତ team ର ମଙ୍ଗଳ ଓ ଉନ୍ନତି ହେଉ।ମୋ ଭାବର ଠାକୁର ସିଏ ମୋ ଭାବ ବିନୋଦୀଆ ମୋ ଅନ୍ଧାର ଆଲୋକ ସିଏ ମୋ ଚକା ଆଖିଆ।🙏🏻🙏🏻 🥰👍👍😊
@narasinghamohanty6306
@narasinghamohanty6306 2 года назад
Only one emerging odia star.... who can again revive the ollywood...through his both thought and act
@nayakpintu9787
@nayakpintu9787 2 года назад
Wow what a wonderful short film..this should be played nationally in all languages and should be awarded....🙏🙏🙏🙏🙏
@chirasenbhai7749
@chirasenbhai7749 2 года назад
Wow nice video
@mangulumahi8639
@mangulumahi8639 2 года назад
ଭାଇ ଭିଡିଓ ଟି ଏବେ ଦେଖିଲି 🙏 ଆଖି ରୁ ଲୁହ ଝରିଗଲା. କି ସୁନ୍ଦର ଅଭିନୟ ସମସ୍ତଙ୍କର ମନକୁ ଛୁଇଁ ଗଲା. ସମାଜ କୁ ବାର୍ତ୍ତା ଟିଏ 🙏🙏❤️❤️
@anilkumarjena7590
@anilkumarjena7590 2 года назад
ଅତ୍ୟନ୍ତ ହୃଦୟସ୍ପର୍ଶୀ। ପରିବର୍ତ୍ତନ ସବୁବେଳେ ନିଜଠୁ ଆରମ୍ଭ ହବା ଦରକାର........
@rajeswarireddy8515
@rajeswarireddy8515 2 года назад
ଆମ ପୂର୍ବଜମାନେ ଏପରି ନିୟମ ରଖିବାର ଉଦ୍ଦେଶ୍ୟ ହେଉଛି period time ରେ ପେଟ ବହୁତ ଯନ୍ତ୍ରଣା ହୁଏ ,ତେଣୁ କୈାଣସି କାମ ନଦେଇ rest ଦିଆଯିବା ଉଦ୍ଦେଶ୍ୟରେ ରଖାଯାଇଛି। ତା ଅର୍ଥ ନୁହଁ ଯେ ଏହି ସମୟରେ ଝିଅ ଅପବିତ୍ର ହୋଇଯାଏ।
@simplebanty3048
@simplebanty3048 2 года назад
Ryt
@sabitrisuna1068
@sabitrisuna1068 2 года назад
Haa tame thik kahicha
@priyadarshineesahoo4864
@priyadarshineesahoo4864 2 года назад
Right 👍🏻
@bandanabehera4660
@bandanabehera4660 2 года назад
Right
@Sunita.972
@Sunita.972 2 года назад
Rest ଦିଅନ୍ତି କିନ୍ତୁ ସବୁ ଜିନିଷ କୁ ଛୁଇଁ ବାକୁ ମନା କାହିଁକି କରନ୍ତି ଘରେ ଯଦି ଆଉ କିଏ ନଥିବେ ତ ସେ ରୋଷେଇ କରିକି ଖାଇବା ବି ପାରିବନି
@bhagatmajhi27
@bhagatmajhi27 2 года назад
ବହୁତ ସୁନ୍ଦର ହେଇଛି ଭିଡିଓ ❤️❤️❤️❤️ଜୟ ଜଗନ୍ନାଥ 🙏🙏🙏
@feelingsalagaprakar9343
@feelingsalagaprakar9343 2 года назад
ସତରେ ଏକ ପବିତ୍ର ଚିନ୍ତାଧାରା.... ଏହା ଆମ ସମାଜ ପାଇଁ ଏକ ନୂଆ ଶିକ୍ଷା ଓ ଚେତନା ର ରାସ୍ତା ଦେଖାଇବ ଅତି ସୁନ୍ଦର ଅଭିନୟ ଓ ଏକ ପରିବର୍ତ୍ତନ ନବ ଆରମ୍ଭ ଜୟ ଜଗନ୍ନାଥ 🙏
@babudakua4684
@babudakua4684 2 года назад
,ବହତଭଲ
@sankarmaity3939
@sankarmaity3939 2 года назад
ଭାଇ ଏ ଭିଡିଓ ଟା 21 ମିନିଟ୍ ର ନୁହଁ ଏ ଭିଡିଓ ଟି 21 ହଜାର କୋଟି ଲୋକଙ୍କ ମନରୁ ଭ୍ରମ ଦୂର କରିଦେବ🙏🙏🙏🙏
@tophanbiswal
@tophanbiswal 2 года назад
ତୁ ଭାଇ ପରମ ବେଡା,କଣ ପାଇଁ ନା ଆମ ଓଡ଼ିଶା ରେ ସାଢେ଼ 4 କୋଟି ଲୋକ ଅଛନ୍ତି ଭାଇ,କିନ୍ତୁ ହିନ୍ଦି ରେ ଭିଡିଓ ହେଲେ ବହୁତ୍ ଭଲ ବି ହୁଅନ୍ତା,ଆଉ ଓଡ଼ିଆ ରେ ବି ହଉଛି ଭଲ ଲାଗିଲା କିନ୍ତୁ ଆମ ଭାରତ ବାସି ଦେଖିବା ପାଇଁ ହିନ୍ଦୀ କି ଅନନ୍ୟା ଭାଷା ରେ ଭିଡିଓ କରନ୍ତୁ ।
@cynuxfreefire
@cynuxfreefire 2 года назад
@@tophanbiswal tu bi beda ama odisha re 4.50 koti ru above loko achanti👍
@pravasinimaharana4907
@pravasinimaharana4907 2 года назад
Right vai
@SusilaNaik-ud6kk
@SusilaNaik-ud6kk 3 месяца назад
Very nice
@s_h_y_g_i_r_l_8078
@s_h_y_g_i_r_l_8078 2 года назад
It's a most wonderful story 🙏🙂 thanks to manmay bro for understand the every girls feelings 😒 am so thankful to you 👍I wish all people understand this video and respect every girls at the moment.Thank you 👍🤗 everyone who have play the roles for a beautiful vedio🙂
@bichitrasethi748
@bichitrasethi748 2 года назад
ବହୁତ ସୁନ୍ଦର ଅଭିନୟ 🙏🙏🙏 ଟିମ ର ସମସ୍ତ ମେମ୍ବର କୁ ଅଶେଷ ଅଶେଷ ଧନ୍ୟ ବାଦ 👍👍👍
@maheswarsahoo2235
@maheswarsahoo2235 2 года назад
ସୁନ୍ଦର ଶିକ୍ଷା,, ଆଉ ରୂପା ପିଣ୍ଟୁ ତାଙ୍କ ଭିଡ଼ିଓ କେତେବେଳେ ମାର୍କେଟ ଗଲେ କେତେବେଳେ ଶାଢ଼ୀ କିଣିଲେ କେତେବେଳେ ସୁନା କିଣିଲେ କିଏ ତାଙ୍କ ଘର କୁ ଆସିଲା ଭିଡ଼ିଓ ଦେଖି ବିରକ୍ତ ଲାଗିଲାଣି 🤣
@sonali1899
@sonali1899 2 года назад
Pura satya katha kahicha bhai
@pankajbehera1779
@pankajbehera1779 2 года назад
Tame se chatara guda ku dekhuch kn pani
@sambitsambit3777
@sambitsambit3777 2 года назад
Mu ta tanka vdo jama b dekhuni
@JAYJEET-
@JAYJEET- 2 года назад
😂😂😂😂
@sanghamitrajena4059
@sanghamitrajena4059 2 года назад
Right nice video ଛୁଆ ଆଉ ଅଛୁଆଁ ଭେଦଭାବ ଏ ସବୁ ଭୁଲ୍ କଥା
@sanjayrout978
@sanjayrout978 2 года назад
ବହୁତ୍ ବଢିଆ ଲାଗିଲା,ମଝିରେ ଯେତେବେଳେ ଗୋଲ ମରିଚ ପାଣି ଦେଲ ସେତେ ବେଳେ ଗୋଟେ ଗୀତ ଟିଏ ହୋଇଥିଲେ ଆହୁରି ବଢିଆ ହୋଇ ଥାନ୍ତା,
@simplebanty3048
@simplebanty3048 2 года назад
🤭🥰🤣
@prasantadashpupu7853
@prasantadashpupu7853 2 года назад
ଦେଵଦାନବ ଗନ୍ଧର୍ବ ଯକ୍ଷଵିଦ୍ୟାଧରୋରଗୈଃ । ସେବ୍ୟମାନମ୍ ସଦାଚାରୁକୋଟିସୂଯ୍ୟୈସମପ୍ରଭମ୍ । ନମୋ‌ ଜଗନ୍ନାଥାୟ ନମୋ ନମଃ।🙏🙏🙏 Script wise and acting wise mind-blowing team work.Especially congratulations to manmay bro for his great effort and dedication.
@jsb2884
@jsb2884 2 года назад
Make sure women is getting sufficient rest in this time. 🙏It doesn't mean she would be working in this period.The only thing is that periods should not be treated as a disease or Sin. She has every right to do anything on her will.💞
@dibyaodiavlogger8992
@dibyaodiavlogger8992 2 года назад
ବହୁତ୍ ସୁନ୍ଦର ଚିନ୍ତାଧାରା Manmay ଭାଇ ✌️✌️✌️✌️❣️❣️❣️❣️❣️
@bhabaneesankarchhotaray5232
@bhabaneesankarchhotaray5232 2 года назад
ଭାଇର ଭିଡିଓ ସର୍ବଦା ଅନ୍ତରର ଗଭୀର ପ୍ରଦେଶ କୁ ସ୍ପର୍ଶ କରିଛି ଆଉ ଆଗକୁ କରୁଥିବ ମଧ୍ୟ ଏତକି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୋର କାମନା ଯାହା କୁହ ଭାଇ ଭିଡିଓ ଟା ଭିଡ଼ିଓ ଭଳି ହେଇଛି🙏
@koushalyajena8488
@koushalyajena8488 2 года назад
Thank you manmay bhai . ଏତେ ସୁନ୍ଦର story ମାଧ୍ୟମରେ ଏ ସମାଜକୁ ଏକ ବାର୍ତ୍ତା ଦେଇଥିବାରୁ।
@dancinggirlipsita7061
@dancinggirlipsita7061 2 года назад
ସତରେ ସମସ୍ତଙ୍କ ଅଭିନୟ ମନ ଛୁଆଁ ଥିଲା। ଆଉ ଶିକ୍ଷଣୀୟ ବି, କଥା ରେ ଅଛି ଯୋଉଥି କାଲିଆ ର ଡୋରି ଲାଗିବ, ସେଠି କିଏ ବା ଅଟକେଇ ପାରିବ।
@mamataparida5244
@mamataparida5244 2 года назад
ବହୁତ୍ କିଛି ଶିଖିବାକୁ ମିଳିଲା ଆଜିର ଦୁନିଆ ଏ ରୀତି ନୀତି ନିୟମ କୁ ଛାଡି ନୂତନ ଭାବେ ଆରମ୍ଭ କରି ପାରିବେ ଧନ୍ଯବାଦ ଏହି ସୁନ୍ଦର ଶିଖା ଦେଇଥିବା ରୁ 🙂
@rajeshbaral4862
@rajeshbaral4862 Год назад
ବହୁତ୍ ସୁନ୍ଦର video ଟିଏ ଏଇଟା ସମସ୍ତେ ବୁଝିବା କଥା ❤️ ଜୟ ଜଗନ୍ନାଥ 🙏 great salute to your whole team 👍👌
@prajnashreemohakud8347
@prajnashreemohakud8347 2 года назад
ବହୁତ ସୁନ୍ଦର କାହାଣୀ ହେଇଛି ଭାଇ 👍👍👍 ପୁରା ହୢଦୟସ୍ପର୍ଷୀ ♥। ଜୟ ଜଗନ୍ନାଥ🙏 last seen is superb👏👏
@mkmanasi2326
@mkmanasi2326 2 года назад
ବହୁତ ସୁନ୍ଦର ଶିକ୍ଷା ଦେଇଛ ସମାଜକୁ 🙏
@anilpradhan1260
@anilpradhan1260 2 года назад
Odisha is the state where people celebrate menstruation or periods as a festival(RAJO) bt still people's hve misconception that a girl is unholy during her periods day Really great work nd great lesson towards tha society nd their thoughts
@rasmitabehera3027
@rasmitabehera3027 Год назад
Right
@debajanidas113
@debajanidas113 2 года назад
It's really very heart touching..... you have shown the truth that happens in every girl's life.... really appreciating 😌 ☺
@65-jyotiparnaray55
@65-jyotiparnaray55 2 года назад
ଗୋଟେ ସତ କଥା ହେଲା. ଏସବୁ ଅନ୍ଧବିଶ୍ୱାସ ଅସ୍ଥି ମଜ୍ଜାଗତ ହେଇଗଲାଣି. ତେଣୁ ଯେତେ youngster ହେଲେ ବି ଗାଁ ଗହଳି ରେ ଏସବୁ ଆଜି ବି ପାଳନ ହଉଚି. ଏ short story ଦେଖି ମୁଁ ବି କାନ୍ଦୁଚି କେଜାଣି କାହିଁକି 😭
@lipsadhallifestyle
@lipsadhallifestyle 2 года назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-HgDbT-A25Wg.html
@Gajabexpression
@Gajabexpression 2 года назад
Hn bro
@Invincible31
@Invincible31 2 года назад
Khali kan villages Area Especially big city re v manuchanti esabu...
@swtans7952
@swtans7952 2 года назад
Puja re ta mana na 7 days
@parameswarbehera8252
@parameswarbehera8252 Год назад
Bhai Tama video satare pura hrudayaku chhueinchi pura most 100 💯
@prakashkisan9263
@prakashkisan9263 2 года назад
ମନକୁ ଛୁଇଁ ଲା ଭଳିଆ ଲାଗିଲା ❤️❤️ ସୋସାଇଟି ପାଇଁ ଗୋଟିଏ ଶିକ୍ଷା
@netajidas5425
@netajidas5425 2 года назад
Incredible job. that's call perfect short film . we are waiting your upcoming Odia industry ra bhitri katha movie ra.....
@netajidas5425
@netajidas5425 2 года назад
Bhai tahale movie ta kebe asuchhi
@rakeshbehera1514
@rakeshbehera1514 2 года назад
Bhai odia industry ra vitiri katha kebe asuchi
@mrmanojvlogs8904
@mrmanojvlogs8904 2 года назад
hmm bhai kebe aasibo
@RDMCREATION
@RDMCREATION 2 года назад
I can't believe this is constant manmay bro good 😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊😊
@sasmitadas6160
@sasmitadas6160 2 года назад
I can't understand why girls get so much pain in their life Mind-blowing concept Thank you Manmay bhai for this story ♥️♥️🥺😊😊
@lipinaniranjan4616
@lipinaniranjan4616 2 года назад
👌👌👌👌
@smileygirl1503
@smileygirl1503 2 года назад
Really very very very wonderful story 🥰🥰🥰🥰🥰🥰🥰🥰🥰
@balaramdehuri7771
@balaramdehuri7771 2 года назад
@@smileygirl1503 cp
@subhadrapradhan5868
@subhadrapradhan5868 2 года назад
@@smileygirl1503 t
@sonalimallick2949
@sonalimallick2949 2 года назад
And after this all girls give all this pain to boys and this is not right
@ananyapriyadarshini451
@ananyapriyadarshini451 2 года назад
So heart touching ❣️ A good message to old generation peoples 👍Now it's a time to change ❤️ all people should be obey this rule from supreme court 👍
@taranisensamal6115
@taranisensamal6115 2 года назад
Heartily thanks to all members of your team. Heart touching concept.....
@shradhanjaliroul766
@shradhanjaliroul766 2 года назад
Nice story 🙂 bhai 👍 ai story ta dekhi ki mo akhire luha ashigala, ama samag pain aita gote bhala massage,🙂 mu bi jagannatha nku bahut mane 🙇 Jay Jagannath🙏🙏🙏
@kichigalpakathaalpa577
@kichigalpakathaalpa577 2 года назад
ଅନ୍ୟ ସବୁ ପାକୃତିକ ପକ୍ରିୟା ଭଳି ଏହା ବି ଏକ ପାକୃତିକ ପକ୍ରିୟା, ସେଇ ସମୟ ରେ ନାରୀ ମାନଙ୍କୁ ରେଷ୍ଟ ଦେବା ପାଇଁ ଏ ସବୁ ନିୟମ ହୋଇଥିଲା
@sambitsambit3777
@sambitsambit3777 2 года назад
Yes absolutely right
@creativeangelsumedha4982
@creativeangelsumedha4982 2 года назад
You're absolutely right 👍👍👍👍
@subhadarsinitripathy5699
@subhadarsinitripathy5699 2 года назад
Bilkul right.....atleast sei udesya re hau pachhe jhia nku tk rest miluthila....but jadi smt na hue ....then jhia nku tk rest bi milibani....sabu kama karibaku padiba au kasta sahi jhia karibaku bi badhya Hebe.....anya bhayare....
@sambitsambit3777
@sambitsambit3777 2 года назад
@@subhadarsinitripathy5699 yes I agree with you...these rules r best for women
@minaketan9333
@minaketan9333 2 месяца назад
Bt ebe se rule ku badhya Kari mental harrasment bi kara jauchhi
@Lulubehera484
@Lulubehera484 5 месяцев назад
Satare bahut bhala lagila e vdo dekhiki apanaka sabu vdo mote bahut bhala laguchhi❤❤
@sanjitasial8627
@sanjitasial8627 2 года назад
ସମାଜ ରେ ଏମିତି ଚାଲିଛି ସାଧାରଣତଃ ଗାଁ ଗହଳିରେ ଲୋକ ମାନେ ଏହାକୁ ସହଜ ରେ ଗ୍ରହଣ କରି ପାରିବେ ନାହିଁ 😥😥
@runubalasahoo8050
@runubalasahoo8050 2 года назад
You are right
@debashishparida7288
@debashishparida7288 2 года назад
Jay jagannath🙏 🥰 1st scene is very proud of be Odia 🙂
@biswaranjan87jena
@biswaranjan87jena 2 года назад
Au besi dina nuhe emiti andha biswasa sighra lop paie jiba apekhya karantu au dharya dharantu chamatkar concept au chamatkar abhinanya . Ollywood emanankatharu kichhi sikhu💕💕💕💓
@srikantablogs2350
@srikantablogs2350 2 года назад
ଗୋଟେ ପବିତ୍ର ସୃଷ୍ଟିର ଆରମ୍ଭ ଅପବିତ୍ର ରୁ👌👌👏👏👏👏
@manojkumarbiswal9654
@manojkumarbiswal9654 2 года назад
ଖୁସି ଲାଗିଲା ଏମିତି ଗୋଟିଏ କାହାଣୀ ଦେଖି କି। ସୁନ୍ଦର, ଅତି ସୁନ୍ଦର👍
@chinmayeemishra5756
@chinmayeemishra5756 2 года назад
Satare akhire luha asigala... Thanks to manmay Dey's team.. superb concept
@laxmidharbehera5297
@laxmidharbehera5297 2 года назад
Really a great message for our society nice concept, nice acting salute all the team members 🙏🙏🙏🙏🙏👍👍👍👍♥️♥️♥️♥️🧡🧡🧡🧡🧡❤️❤️
@runulata7033
@runulata7033 2 года назад
ଠାକୁର୍ ପୁଜା ଟା ଅତି ଖରାପ୍ ନହେଲେ ଆଉ ଜେତିକ୍ ଏକ୍ଦମ୍ ଠିକ୍
@tapasranjannayak9810
@tapasranjannayak9810 2 года назад
ଭାଇ ମୁ ତୁମୋ ସବୁ ଭିଡ଼ିଓ ଦେଖୁଛି ବହୁତ ସୁନ୍ଦର ହେଇଛି ଭିଡ଼ିଓ ଗୁଡାକ ♥️🌹🥰🥰🥰♥️
@ମୋବେବିଇନୁkicthen2102
ବାସ୍ତବ ଜୀବନରେ ଏମିତି ଲୋକମାନଙ୍କର ଭଲ ଭାବନା ରହିବା ଦରକାର ଆଉ ଲୋକମାନେ ଛୁଆଁ ଅଛୁଆଁ ଭେଦଭାବ ଓ ଅନ୍ଧ ବିଶ୍ବାସ ଠାରୁ ଦୁରରେ ରହିବା ଦରକାର
@manassuhanisubha8053
@manassuhanisubha8053 2 года назад
Right
@minatibehera3773
@minatibehera3773 2 года назад
"Gote pabitra srusti ra arambha kebe apabitra hei parenaa " This line is enough to describe the whole story ❤🙏
@bscreativeandcookingworld1744
@bscreativeandcookingworld1744 2 года назад
Right
@abinassahu8503
@abinassahu8503 2 года назад
Right 👍
@jisen_2910
@jisen_2910 2 года назад
Right
@sudampradhan1163
@sudampradhan1163 2 года назад
Really super and u r right
@arpita8157
@arpita8157 Год назад
👍
@akashkumarpanigrahi7119
@akashkumarpanigrahi7119 2 года назад
Bhai video ta awesome ....no words for it ........Bhaire khali gote katha mun jetiki janichi Jagannath nku ganthi nathiba phula mala dia jae.....
@kichigalpakathaalpa577
@kichigalpakathaalpa577 2 года назад
ଏତେ ନିଆରା ବିଷୟ ଟିକୁ ନେଇ ରୋଲ କରିଥିବାରୁ ଅନେକ ଅନେକ ଧନ୍ୟବାଦ ❤ସେ ଯାହା ବି ହେଇଯାଉ ପଛେ ଏ ଭେଦ ଭାବ ନାରୀ ହିଁ ନାରୀ ପାଇଁ ସୃଷ୍ଟି କରିଛି
@entertainmentpoint3218
@entertainmentpoint3218 2 года назад
Sata kathaa
@subhalaxmidash330
@subhalaxmidash330 2 года назад
Really .....🥰 It's soo outstanding really 👍, This episode is given helpful teaching to us , Really We proud of you manmaya Bhai❤️❤️
@rashissahu4318
@rashissahu4318 2 года назад
Super best acting ❣️ good massage 🙏 jay Jagannath 🙏🙏🙏
@SLFpoeticvoices
@SLFpoeticvoices 2 года назад
ହୃଦୟ ରୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏଭଳି ଶିକ୍ଷଣୀୟ କଣ୍ଟେଟ ଟିଏ ଆଣିଥିବାରୁ।
@jagannathmishra371
@jagannathmishra371 Год назад
Jay jagannath
@saraswatibehera1541
@saraswatibehera1541 2 года назад
Really heart touching concept 😭🙏🙏🙏 jay Jagannath 🙏
@OmmPrasad-uh6yv
@OmmPrasad-uh6yv Год назад
ହୁଦୟ ବିଦାରକ ଜିବନ୍ତ କାହାଣୀ 😊
@sampatpratap3083
@sampatpratap3083 2 года назад
Out of the box thinking . Outstanding video and concept. Befitting guys. Proud to be a girl.🙏👌👍👏💖💕💓❤
@rajkishorebehera8295
@rajkishorebehera8295 2 года назад
ଗପ ଟି ଦେଖି କି ବହୁତ ଭଲ ଲାଗିଲା ସତରେ ମନ କୁ ଛୁଇଁଲା ଭଳି କାହାଣୀ ହେଇଚି 💖💖😊😊🎊🎊😍😍💕✨️
@talentedboyrb
@talentedboyrb Год назад
Bahut sunder script heichi.....
@puspitarout5449
@puspitarout5449 2 года назад
Bahut sundar Concept mano ku chuingola ❣️🥰😊😊 Aemiti Grow kara All team member's ....... Lots of love 😊❣️❤️❤️Guy's ....... 🥰😊
@pintupanda721
@pintupanda721 2 года назад
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବତୁମେ କୋଦା ଚିତ କାଲନ୍ଦ୍ ତଟ ବିପିନ ସଂଗୀ ତୋକରବ. ମୁଦା ବିରି ନାରୀ ବଦନ କମଳାଶ୍ୱା ଜମ ଧୂପ .ରୋମା ସମ୍ଭାର ବ୍ରହ୍ମା ସୁରପତି ଗଣେଶ ଚିତ ପଦ ...ପ୍ରଭୁ ଜାଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭାବତୁମେ
@sandhyaranibehera8607
@sandhyaranibehera8607 2 года назад
Woww what a wonderful concept.... 👏
@ramakrushnadas167
@ramakrushnadas167 2 года назад
When the jaga words came out from ananya apa a stimulus playing in our body and that jaga view was great❣️🙌❤️.
@souravranjan6224
@souravranjan6224 2 года назад
Comment bro 🤘🏿
@akashdas477
@akashdas477 2 года назад
ଅତି ସୁନ୍ଦର ମେସେଜ ସହିତ ଅତି ସୁନ୍ଦର ଅଭିନୟ ସମସ୍ତଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ 🙏
@rajendradas2653
@rajendradas2653 2 года назад
Super
@srikantnaik4175
@srikantnaik4175 2 года назад
Bahut badhia concept
@sasmitakumaribisoyi4063
@sasmitakumaribisoyi4063 2 года назад
I'm speechless 🙏 very heart touching concept... Keep growing all group members ❤️ .. jay jagannath
@prince_dp01
@prince_dp01 2 года назад
Bahut bhala lagila video ta ❤️❤️❤️❤️ Jay Jagannath 🙏🏻🙏🏻🙏🏻🚩🚩🚩 🥺🥺 Bahut bhala acting karichanti samaste
@rashmitasingha1660
@rashmitasingha1660 2 года назад
Mast acting is the Ananya mam I'm crying 😥
@lilukumarpradhan5699
@lilukumarpradhan5699 2 года назад
ମନକୁ ଛୁଇଁଲା ପରି କାହାଣୀ ଟିଏ...... ଅନେକ ଅନେକ ଶୁଭେଚ୍ଛା... ଭାଇ....
@tapaswinitapaswini8591
@tapaswinitapaswini8591 2 года назад
Hu
@juli_n_juli
@juli_n_juli 2 года назад
Heart ❤️ tauching concept bro ❤️❤️❤️❤️❤️ amazing 😍😍😍😍
@sushreetarasethi9325
@sushreetarasethi9325 2 года назад
Immma
@juli_n_juli
@juli_n_juli 2 года назад
@@sushreetarasethi9325 😃😃😃😃😃😃😃
@rani____2000
@rani____2000 2 года назад
Wow Really superb acting...Keep it up
@NB_biswalvlog
@NB_biswalvlog 2 года назад
ଆଗ କାଳ କଥା ମାନି କେବେ କାହାକୁ ଦୁଃଖ ଦିଅନି 🙏🙏, ସମୟ ଆସିଲେ ସବୁ ବଦଳି ଯାଇଥାଏ। ଭଗବାନ ସମସ୍ତ ନଙ୍କ ପାଖରେ ଅଛନ୍ତି
@sandhyaranipatra5864
@sandhyaranipatra5864 2 года назад
Wahhh I just want to appreciate all of the team member for making a perfect video on this concept 👏👏at present day all the person living in our surroundings should learn something from this concept ❤️❤️❤️ love you manmay bro... Keep it up
@prachitanayamohapatra2576
@prachitanayamohapatra2576 2 года назад
Jete jaha karile bhi jou mane e sabu re biswas karanti tanka upare kichhi bhi effect padibani.... Kahin ki na mun prathame e sabu mo gharu Kariba pain chesta Kari bhi success heini....
@sangitasahoo4022
@sangitasahoo4022 2 года назад
Super hit
@subratpanigrahi7169
@subratpanigrahi7169 2 года назад
What a story mannnnnnnnnnn❤️❤️❤️❤️
@Pkm373
@Pkm373 2 года назад
Bhai.... Well done.... Keep it up.... Jay Jagannath.... Your story always gives some lessons to our society.... Please bro bring next story about the problem of caste in our society 🙏🙏🙏🙏
@_miss_anchal_
@_miss_anchal_ 2 года назад
Wow ... Wow... Wow... Wala story ... ସମାଜ ପାଇଁ ଏକ ମହାନ ବାର୍ତ୍ତା । ହେଲେ ଏ ପରିବର୍ତ୍ତନ କୁ ଗ୍ରହଣ କରିବା ଏ ଅନ୍ଧବିଶ୍ୱାସୀ ସମାଜ ପକ୍ଷେ ଅତ୍ୟନ୍ତ କଷ୍ଟକର । କିପରି ଏମାନଙ୍କ ଭାବନା ବଦଳାଯାଇପାରିବ 😑😑ଅନେକ ଝିଅ ଏଥିପାଇଁ suffer ହେଉଛନ୍ତି । ଏଭଳି ଋଢିବାଦୀ ପରମ୍ପରା ତଳେ ଚାପି ହୋଇ କେତେ ଯେ ନିର୍ଯ୍ୟାତନା ସହୁଛନ୍ତି ତାହା କେବଳ ସେ ଝିଅ ଟେ ହିଁ ଅନୁଭବ କରି ପାରେ । ଏ ସମାଜ କୁ ଏ ଝିଅ ମାନଙ୍କର ଅନୁରୋଧ ପରିବର୍ତ୍ତନ ଜରୁରୀ ଅତ୍ୟନ୍ତ ଜରୁରୀ ।🙏🙏 Thank you so much Manmay Sir and Your team .... For creating this type of story to awake our society... ✨Lotzz of love for your team ... And all the best for the upcoming videos .... ❤️❤️✨
@Chhoma6385
@Chhoma6385 2 года назад
Aapana emiti movie karu thibe plz . Love u so much sir🥰🥰🥰🥰🥰
@shastriunacademy4588
@shastriunacademy4588 2 года назад
ଏହି ଭିଡିଓ ଦ୍ୱାରା କିଛି ଲୋକଙ୍କ କୁ ରୀତିନୀତି ସହ କୁସଂସ୍କାର ଦୂର ହେଇଯାଉ।❣️
@goutamvlogsbls07
@goutamvlogsbls07 2 года назад
Emotional + Best Cast play = Manmay Dey 😘😘😘❤❤❤✨✨, LOVE❤❤❤ FROM BLS... BHOGRAI...
@sibabehera3910
@sibabehera3910 2 года назад
Bhai heart ku chuila pari video te bahut sara bhala paiba love u all...tama video ollywood aji ka movie apekhya 100% super......
@rojismitamohapatra9829
@rojismitamohapatra9829 2 года назад
ପିରିୟଡ ସମୟରେ ଠାକୁରଙ୍କୁ ଛୁଇଁବା ମନା ଏଟା ତ ଠିକ୍ କଥା ପୂଜାବି କରିବା କଥା ନୁହେଁ ଛୁଆଁ କଥା ନୁହେଁ ଛୁଆଁ କିଛି ଦୁନିଆରେ ନଥାଏ କିନ୍ତୁ ମାସିକ ଧର୍ମ ଚାଲୁଥିବା ସମୟରେ ଠାକୁରଙ୍କୁ ଚୁଇଁବା ପାପ ବୋଲି ମୁନୀ ଋଷିମାନେ କହିଛନ୍ତି ସେମାନଙ୍କ କଥାକୁ ସଂସ୍କାର ନୁହେଁ
@krushanpradhan2946
@krushanpradhan2946 2 года назад
You are right barta🌷🌷🌷🌷🌷🌷🌷
@samreeptatarai5278
@samreeptatarai5278 Год назад
Right
@guru959
@guru959 Год назад
Right katha
@Rudra10800
@Rudra10800 Год назад
Kauthire lekha achi? Hygienic pai mandir ku jiba mana karana mandira re loka bhida thae science hisab re....
@Khusi9078
@Khusi9078 6 месяцев назад
Right ​@@Rudra10800
@amlankumarmishra5588
@amlankumarmishra5588 2 года назад
Wonderful Direction Mind-blowing Acting Excellent concept Outstanding team work 👍 Last scene dialogue was very heart touching 😍
@skmediapresent3092
@skmediapresent3092 Год назад
Pura Natural Acting ❤❤❤❤❤ Extremely Superb
Далее
When Goalkeepers Get Bored 🤯 #3
00:27
Просмотров 2 млн
I Built a SECRET Lamborghini Dealership!
33:02
Просмотров 7 млн
Вопрос Ребром - Серго
43:16
Просмотров 1,7 млн
When Goalkeepers Get Bored 🤯 #3
00:27
Просмотров 2 млн