Тёмный

ହତଭାଗିନୀ || Hatabhagini || Odia short film || Manmay Dey 

Manmay Dey
Подписаться 771 тыс.
Просмотров 1,7 млн
50% 1

concept - Sillubibhu
location - Srinix college of engineering, Balasore
Actor
soumya
aurabinda
tanu
mehek
Download the OctaFX Trading App and double your deposit with the promo code MANMAYDEY 🎁
Press bit.ly/OctaFX_...
and get 5,000 USD on your demo account!
Start getting your second income with OctaFX 🏆
OctaFX Analytics Telegram Channel - t.me/real_octa... 📈
#manmaydey #Hatobhagini #odiashortfilm #bapankascooter #odiacomedy #balaanniversary #kaliasandha
#kalingakhatti #rajudascomedy #chandanbiswalcomedy #chhuaheijiba
#funnyanugulia #khordhatoka #kumarroneevlogs #aurabinda

Опубликовано:

 

19 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 2 тыс.   
@ManmayDey
@ManmayDey Год назад
Download the OctaFX Trading App and double your deposit with the promo code MANMAYDEY 🎁 Press bit.ly/OctaFX_Manmay and get 5,000 USD on your demo account! Start getting your second income with OctaFX 🏆 OctaFX Analytics Telegram Channel - t.me/real_octafx_analytics 📈
@samarndra977
@samarndra977 Год назад
Fast view 👍👍
@mr.avijit8499
@mr.avijit8499 Год назад
Manmay Dey Bhai Krishna Aau Sudama Concept Ku Neiki Gote Shot Film Kara Bhaii ❣️❣️ #Dosti Ku Neiki Gote Bada Example .👏👏 Asha Kare Ki Apana Mananka Dwara Semiti Video Heipariba Sathi Pain Request Karuchhi Bhaii . Please 🙏 #Manmay Bhai & Team 💞#Manmay Dey
@dekhoapnadesh8397
@dekhoapnadesh8397 Год назад
😘😘😘😘😘🙏🙏🙏
@rashmitajena7098
@rashmitajena7098 Год назад
Nice
@sasmitapanda3008
@sasmitapanda3008 Год назад
bhai next topic teenage dipretion upare karntu plz 🙂
@sahurudranarayan
@sahurudranarayan Год назад
ଛୋଟ ଝିଅଟି ଅଭିନୟ ସତରେ ହୃଦୟ ଜିତିଗଲା♥️wish her many more success ahead🙏
@biwajitviswajeet
@biwajitviswajeet Год назад
ସାରା ଓଡ଼ିଶା ର ଆଶୀର୍ବାଦ ସର୍ବଦା ମନ୍ମୟ ଭାଇ ଙ୍କ ଉପରେ ଥାଉ❤
@kanakalatamandal8146
@kanakalatamandal8146 Год назад
Sara odisha ra kahinki sara varatara thau
@little5753
@little5753 Год назад
କେତେ ଥର ଆଉ ହୃଦୟ କୁ ଜିତିବ ଭାଇ ❤️❤️.... Seriously heart touching 🥺
@payalpadhan7413
@payalpadhan7413 Год назад
L
@rashmitasahoo5724
@rashmitasahoo5724 Год назад
❤❤❤❤
@PinkyMahantha
@PinkyMahantha 10 месяцев назад
Yes
@badboy_prasant
@badboy_prasant Год назад
Jhia ra acting sabuthu best 👍👍👍 A dunia re ghatuthiba sata katha ku nei ki story heichi 😘😘😘. Jay jagannath 🙏🙏
@chittaranjansahu8159
@chittaranjansahu8159 Год назад
ବହୁଦିନପରେ ବିଶେଷକରି ମୁଁ ଯେଉଁ ବିଷୟବସ୍ତୁ ଉପରେ ଏକ ସୁନ୍ଦର କାହାଣୀଟିଏ ଦେଖିବାକୁ ଖୋଜୁଥିଲି ତାହା ଆପଣମାନେ ତିଆରି କଲେ, ନିଶ୍ଚିନ୍ତ ଭାବେ ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଆପଣମାନଙ୍କର ସମସ୍ତଙ୍କର ଅଭିନୟ .... ଶେଷରେ ଏତିକି କହିବି କି ଆପଣମାନଙ୍କ ଦ୍ୱାରା ଏକ ନିଚ୍ଛକ ଓଡ଼ିଆ ଫିଲ୍ମ ତିଆରି ହେଉ... ଯାହାଦ୍ୱାରା ଓଡ଼ିଆ ଫିଲ୍ମ ପ୍ରତି ଅତୀତରେ ଯେମିତି ଭଲ ପାଇବା ଥିଲା ସେମିତି ଭଲ ପାଇବା ଫେରି ଆସୁ......ଅଶେଷ ଅଶେଷ ସମସ୍ତଙ୍କୁ ଧନ୍ୟବାଦ 💐💐💐💐❤️❤️❤️❤️💐💐💐👍👍👍👍(ମୂଷାପାପୁଲି,ରନ୍ତଲେଇ,ଅନୁଗୋଳ).......
@Pkm373
@Pkm373 Год назад
ଆଖିରୁ ଲୁହ ଲୁଚେଇ ହେଲାନି, ଅତି ଚମତ୍କାର ଅଭିନୟ ଝିଅର ❤
@rajeshnisikaofficial
@rajeshnisikaofficial Год назад
Mora bi akhire luha asigala Last re
@Duryodhon2022
@Duryodhon2022 Год назад
😂😂😂😂😂😂
@AnnoyedBakedBread-mg3dl
@AnnoyedBakedBread-mg3dl 5 месяцев назад
😅
@sursangamentertainment9739
@sursangamentertainment9739 Год назад
ଛୁଆ ତ ହୃଦୟ ଜିତି ନେଲା, ବହୁତ ଭଲ, ଏମିତି ମା ବାପା ଛୁଆ ଜନ୍ମ କରିବାକୁ ସମୟ ପାଉଛନ୍ତି ହେଲେ ଛୁଆ ର ଯତ୍ନ ନେବା ପାଇଁ ନୁହଁ, ଭଲ ବୁଦ୍ଧି ଶିଖିଲେ ମା ବାପା
@Mrhit2o2
@Mrhit2o2 Год назад
Bhai point katha ta kahilo❤
@madhusmitamallick4599
@madhusmitamallick4599 Год назад
Thik kahile 👍👍
@dekhoapnadesh8397
@dekhoapnadesh8397 Год назад
👍👍👍👍👍👍
@srinibaspradhan1536
@srinibaspradhan1536 Год назад
Srinibas Pradhan hatina
@manojkumarmallik8790
@manojkumarmallik8790 Год назад
Right ❤❤❤❤❤❤
@sushantbagh7973
@sushantbagh7973 Год назад
Manmay bhai dil se love you ❤super v uper❤,😭😭😭
@MrDthoughts
@MrDthoughts Год назад
ଅତି ସୁନ୍ଦର ସାମାଜିକ ବାର୍ତ୍ତା, ବହୁତ ଭଲ ଅଭିନୟ ❤
@prajnashreemohakud8347
@prajnashreemohakud8347 Год назад
ଛୋଟ ଝିଅଟିର ଅଭିନୟ ବହୁତ ଭଲ ଲାଗିଲା ।ବହୁତ ସୁନ୍ଦର. Concept👏👏👏
@kumarajay2085
@kumarajay2085 Год назад
Acting _100 % Choreography _100,% Emotions _100% Story Amazing ❤ Mast haichi Bhai aahuri Ameti Aagoku Madi Chalo Aame tumo Saho Achu Sara Odisha Basi ❤ love from Balasore ❤
@UnfilteredMunda
@UnfilteredMunda Год назад
ସତରେ କୁନି ଝିଅର ଏଭଳି ଅଭିନୟ ଦେଖି ମୁଁ ପୁରା emotional ହେଇଯାଇଥିଲି ଯାହାକୁ କୁହନ୍ତି chota paket bada bhamaka 😍
@sursangamentertainment9739
@sursangamentertainment9739 Год назад
ଭାଇ ମୁ ଏମିତି ହଜି ଯାଇ ଥିଲି ଯେ ଅଭିନୟ ବୋଲି ଭୁଲି ଯାଇ ଥିଲି, ଯଦି ସତରେ ଏମିତି ମୋ ସାମ୍ନା ରେ ହୁଅନ୍ତା, ସେ ବୋପା ଆଉ ମା ଙ୍କୁ ଚପଲ ରେ ବାଡେଇ ବାକୁ ଇଚ୍ଛା ହଉ ଥିଲା, କିନ୍ତୁ ଅଭିନୟ ଏମିତି କରିଛନ୍ତି ସମସ୍ତେ, ଜୀବନ୍ତ ଅଭିନୟ, ସମସ୍ତ କଳାକାର ଙ୍କୁ ହୃଦୟ ରୁ ନମସ୍କାର
@narattamsahani4257
@narattamsahani4257 Год назад
ସତରେ କୁନି ଝିଅ ର ଅଭିନୟ ପୁରାପୁରି ଜୀବନ୍ତ ଥିଲା ।
@Sk-ex2hr
@Sk-ex2hr Год назад
​​@@sursangamentertainment9739 hmm bhai acting bobal kou bollywood wala b kama ku nuha yanka agare😍
@anubeautylifevlog
@anubeautylifevlog Год назад
Hmm right bahut Sundar act choto jhio ra 👌👌❤️
@Allrounderkunu
@Allrounderkunu Год назад
Video ବହୁତ ସୁନ୍ଦର ହେଇଛି ❤❤ ହୃଦୟକୁ ଛୁଇଁଲା ଭଳି 🙏🙏
@travel_with_prateek2236
@travel_with_prateek2236 Год назад
ବିଭିନ୍ନ ପ୍ରକାର ର ଭିଡିଓ ଆଣୁଥିବା ରୁ ବହୁତ ବହୁତ ଧନ୍ୟବାଦ ଏବଂ ବହୁତ ଶୀଘ୍ର ବଡ ପରଦା ରେ ଅଭିନୟ କରିବାକୁ ଆସିବ ତୁମେ ଏବଂ ତୁମ ଟିମ୍....❤❤❤
@sangramkesharimallik5224
@sangramkesharimallik5224 Год назад
❤❤ bahut bhala story bhai ❤❤🎉🎉🎉
@jasminerathod6422
@jasminerathod6422 Год назад
Every story of manmaya Dey is not only heart touching but also eye droping, awesome ❤
@sukumarpatra5203
@sukumarpatra5203 Год назад
Yes
@smrutimuktasingh9567
@smrutimuktasingh9567 Год назад
Yes, it's true 🥺
@chandankumarbaskey
@chandankumarbaskey Год назад
100% right
@rudramadhabmohapatra8022
@rudramadhabmohapatra8022 Год назад
True... 🥺
@silukishorasethi2000
@silukishorasethi2000 Год назад
ଏହି ପରି ଭିଡିଓ ଆମ ସମାଜ ପାଇଁ ବୋହୁତ ପ୍ରେରଣା ପ୍ରଦାନ କରିଥାଏ । ଏବଂ ସମାଜକୁ ବୋହୁତ ଶିକ୍ଷା ଦେଇଥାଏ। ଆପଣ ଏହି ପରି ଭିଡିଓ ସୃଷ୍ଟି କରି ସମାଜକୁ ଶିକ୍ଷା ଦେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।
@sudiptamohapatra1743
@sudiptamohapatra1743 Год назад
ସତରେ ହୃଦୟକୁ ଛୁଇଁଲା ❤❤❤
@subhashreerout4853
@subhashreerout4853 Год назад
Mind blowing story.after watching this vedio i can't control my tear
@barsamohanty2231
@barsamohanty2231 Год назад
ଭିଡିଓ ଟି ଭଲ ହେଇଚି ବାପା ମାଆ ଙ୍କ ପାଇଁ ଭଲ ଶିକ୍ଷା 👌👌👌👌👌👌
@biwajitviswajeet
@biwajitviswajeet Год назад
ହୃଦୟ ଛୁଆଁ ଲାଗିଲା ଭାଇ❤❤ ଏଥିରୁ ସମାଜ କିଛି ଶିଖୁ ନହେଲେ ଆଗାମୀ ଦିନ ରେ ଏକ ବିଷାକ୍ତ ପୃଥିବୀ ସୃଷ୍ଟି ହେବ❤❤❤,,, ଯେଉଁଥିରେ ସ୍ନେହ କି ଭଲପାଇବା ନଥିବ କେବଳ ସ୍ୱାର୍ଥ ହିଁ ସ୍ବାର୍ଥ ଥିବ
@madhusmitagiri7337
@madhusmitagiri7337 Год назад
Satare..
@Nayak_indrajeet6232
@Nayak_indrajeet6232 Год назад
ସୁନ୍ଦର ବିଷୟବସ୍ତୁ ସହ ଅଧୁନାତନ ସମାଜ ରେ ସନ୍ତାନ ସନ୍ତତିଙ୍କୁ ସ୍ନେହଶ୍ରଦ୍ଧା ଅବହେଳା କରୁଥିବା ବାପା ମା'ଙ୍କ ନିମନ୍ତେ ଅତି ଶିକ୍ଷଣୀୟ ବାର୍ତ୍ତା... 🙏🏻🥹🙏🏻.. 😍ଏହି ଭଳି ମାର୍ମିକ ସଂଳାପିତ କାହାଣୀ ନିମନ୍ତେ ଆନ୍ତରିକ ଧନ୍ୟବାଦ ମନ୍ମୟ ଭାଇ 🙏🏻🙏🏻🙏🏻
@ANNIE-12469
@ANNIE-12469 Год назад
'ବାପା' 'ମାଆ ' ଯାହା ପାଇଁ ଏ ସବୁ କରୁଛନ୍ତି ତାକୁ ସମୟ ଦେବା ପାଇଁ ଭୁଲିଯାଉଛନ୍ତି, ସବୁବେଳେ ଅପେକ୍ଷା ଥାଏ କେବେ ଆସିବ ମନ୍ମୟ sir ଙ୍କ video। ବହୁତ କିଛି ଶିଖିବାର ଥାଏ । ଏମିତି ଗୋଟେ chhanel ଯୋଉଠି କେବେ boring ନଥାଏ। Interest ଥାଏ ସବୁ video ର part-2 କେବେ ଆସିବ।Thank you Manmaya sir &all team member👍👍🤝🤝🤝
@diptikantakhatua
@diptikantakhatua Год назад
Part 2 Sure Aniba Manmay Bhai
@akashekashq3441
@akashekashq3441 Год назад
A million of thanks to the script writer of this video. Really, some parents work very hard for the future of their children but they forget to spend some time with them what is highly necessary. The child artists acting is awesome.😮
@rajprasadsingh9731
@rajprasadsingh9731 Год назад
ବହୁତ୍ ସୁନ୍ଦର କାହାଣୀ ସହିତ ବହୁତ୍ ବଢିଆ ଅଭିନୟ।👌🏻
@pradipbehera2851
@pradipbehera2851 Год назад
ସତରେ ଏ ଭିଡ଼ିଓ ଟା ମୋ ହୁର୍ଦୟ କୁ ଛୁଇଁଲା ବହୁତ ଭଲ ହେଇଛି e ଭିଡ଼ିଓ ସମସ୍ତ ଙ୍କୁ ଧନ୍ୟବାଦ ଆପଣ ମାନେ ଏ ସୁନ୍ଦର୍ ଭିଡ଼ିଓ କରିଥିବାରୁ ❤❤❤❤
@sibaragmail1914
@sibaragmail1914 Год назад
Video ta badhia heichi acting ta top level ka hai 👏👏👏
@rajlovesmom
@rajlovesmom Год назад
ବହୁତ ଭଲ ମନ କିଣିନେଲ ମନ୍ମୟ ଭାଇ ସମସ୍ତଙ୍କୁ ନେଇକି କରୁଛ ଫିଲ୍ମ ଠାରୁ ଅଧିକ ସୁନ୍ଦର... I'm really great full to seen this video till last...bcz it's memorising to our family and children's...great lesson and thought for all of us...society need to be thinked 👍👍🙏🙏🙏
@TheGanjamGirl_rb999
@TheGanjamGirl_rb999 Год назад
ବହୁତ୍ ସୁନ୍ଦର୍ ହୋଇଛି l ସମସ୍ତ ଙ୍କର ଅଭିନୟ ହୃଦୟ ସ୍ପର୍ଶୀ ହେଉଛି l
@prachisai2818
@prachisai2818 Год назад
ଅତି ସୁନ୍ଦର କାହାଣୀ ❤❤
@sasmitamallick645
@sasmitamallick645 Год назад
Emotional video manmaya dey teem pain like heijau❤❤🎉
@brsgamer3
@brsgamer3 Год назад
ସତରେ ମନ୍ମୟ ଦେୟ ଭାଇ ହୃଦୟ କୁ ଛୁଇଲା
@Kartik.1994
@Kartik.1994 Год назад
ଛୁଆଟି ର ଅଭିନୟ ବହୁତ ଭଲ,ଏହା ଏକ ଭଲ ମେସେଜ ଆଜିକାଲି ସମାଜ ପାଇଁ,ବହୁତ ବହୁତ ଧନ୍ୟବାଦ manmay dey
@narasinghamohanty6306
@narasinghamohanty6306 Год назад
All actors are excellent....but I surprised at the acting of the small girl....woow...how maturely and perfectly doing her acting....
@tapurinkucreation8438
@tapurinkucreation8438 Год назад
😭😭😭😭 Bahut bahut ଧନ୍ୟବାଦ manmay ଭାଇ...ଏମିତି ସୋସିଆଲ message ସବୁ ବେଳେ ଓଡିଶା ବାସୀଙ୍କୁ ଦେଇଚାଲ, ଭଗବାନ ତୁମକୁ ବହୁତ ଆଶ୍ରିବାଦ ଦେବେ 🙏. 👌👌👌👍👍👍
@GiriManoranjanPapu
@GiriManoranjanPapu Год назад
Heart touching vdo Manmay vai, Akhi ru luha asigala ❤️
@bijaykumar817
@bijaykumar817 Год назад
ସତରେ ଆପଣ ମାନଙ୍କର ଅଭିନୟ, ଓ ଏହାର ରଚୟିତା, ନିର୍ଦ୍ଦେଶନା ଅତି ଉଚ୍ଚକୋଟୀର ଆପଣ ମାନଙ୍କର ଏକ ସୁନ୍ଦର ପ୍ରୟାସ ସାମାଜ ପାଇଁ ଏ ବାର୍ତ୍ତା କୁ ମୁଁ ହ୍ରୁଦୟରୁ ସାଧୁବାଦ ଜଣାଉଛି ❤,🙏🙏
@Rajesh-it7uo
@Rajesh-it7uo Год назад
ସତରେ ଭାଇ ମାନିବାକୁ ପଡିବ ତମକୁ ଏମିତି ଗୋଟେ concept ବାଛି ଥିବାରୁ, ନିଶ୍ଚିତ ଏ short ଫିଲ୍ମ ବେଷ୍ଟ short ଫିଲ୍ମ ଆୱାର୍ଡ ପାଇବ 🎉
@Madhab602
@Madhab602 Год назад
ଏହି ସୁନ୍ଦର ଆକ୍ଟ କୁ ପ୍ରତେକ ବାପା ମା ଦେଖିବା ଜରୁରୀ🧐🧐 ସତରେ ଭାଈ ଏହା ପୁରା ହୃଦୟ କୁ ଛୁଈ ଗଲା❤️💕❤️
@niranjanmaity8227
@niranjanmaity8227 Год назад
ପରବର୍ତ୍ତୀ ସମୟରେ... ରାମୁ କାକା ଙ୍କୁ ଭୁଲି ଯାଇଥିବା.. ଭାଇଭଉଣୀ ମାନେ ଟିକେ ଏବେ ରାମୁ କାକା କଥା.. ମନେ ପକାଓ... 👍👍👍👍👍
@thestoryofnextgeneration1603
I am extremely speechless bro 😢 outstanding performance by every team member ❤❤❤
@UnfilteredMunda
@UnfilteredMunda Год назад
କୁନି ଝିଅ ପାଇଁ ଗୋଟିଏ like ♥
@papuncreation64
@papuncreation64 Год назад
ସତରେ ବୋହୁତ ହୃଦୟ ସ୍ପର୍ଶି ବୋହୁତ ଖୁସି ଲାଗେ ଯେତେବେଳେ ମନ୍ମୟ ଭାଇ ଟିମ୍ ଙ୍କୁ ଦେଖିକି ମୋ ତରଫରୁ ବୋହୁତ ଶୁଭେଛା ଶୁଭ କାମନା ସମାଜକୁ କିଛି ଶିଖିବା ପାଇଁ ମିଳେ my Fevorite TEAM ମନ୍ମୟ ଭାଇ all ଟିମ୍ ଧନ୍ୟବାଦ୍ ଭାଇ ।
@DiveInCinema
@DiveInCinema Год назад
The child actor just amazed me by his performance. Story and screenplay are too good 👍. Every one performed well but the performance of child actor's father was so dull. Creativity.... Quality Content....is the motto of Manmay Dey's channel
@lijarani2
@lijarani2 Год назад
Good massage for our society seriously ଆଖିରୁ ଲୁହ ଆସିଗଲା ଏମିତି ହେଉଛି ଏବେ କା time ରେ ଝିଅ ଟି vala acting karichanti all are good actor love you all
@Beast4peace_
@Beast4peace_ Год назад
Next level acting pilara ❤️✌️
@s.rmusic8709
@s.rmusic8709 Год назад
ବହୁତ ବଢିଆ ଲାଗିଲା. ଗୋଟେ 1 hour ର short movie ବନାନ୍ତୁ ଅପଣଂକ content ବହୁତ ବଢିଆ ଅଛି
@priyankarout470
@priyankarout470 Год назад
Very beautifully and really heart touching video....keep it up Mamay bro
@namratasamadarshini6582
@namratasamadarshini6582 Год назад
ଅତି ମନଛୁଆଁ କାହାଣୀଟିଏ..... thanks manmay for this beautiful content....
@adityapradhan2996
@adityapradhan2996 Год назад
Goosebumps asigala. Best message to society. Kudos team
@sangramkesharibiswal2514
@sangramkesharibiswal2514 Год назад
What a content ? Again proved that Manmay dey Team ,Doing something for our society. I salute ur team.
@travellover6563
@travellover6563 Год назад
Thank you, you made me realize that my father has given something more than other 😊
@jagannathswami4088
@jagannathswami4088 Год назад
Love from ganjam, great message for this society 🙏🙏🙏💓
@Chin245iyg
@Chin245iyg Год назад
Really tears on my eyes... hats off to the team and the girl's acting was enchanting...future star ✨...Go ahead.
@niharkantabehera9776
@niharkantabehera9776 Год назад
Bahut badhiya lekha... Bharat Mata ki Jai 🇮🇳🙏🙏🙏🙏
@manishakadambalu6327
@manishakadambalu6327 Год назад
Bohut sundara heichi story congratulations manmay Dey ❤❤❤
@Pinku601
@Pinku601 Год назад
Outstanding story state level performance😮
@babitabeherababitabehera5821
ସତରେ ଭାଇ ମୋ ଆଖିରୁ ଲୁହ ଆସିଗଲା heart teaching 😭😭🙏🙏
@tanushreeojha6870
@tanushreeojha6870 Год назад
Its very painful to have a busy mother and father just supep acting manmay sir salute you ❤❤❤❤
@tapasparida1832
@tapasparida1832 Год назад
Wow what a beautiful story....for new couple...👌👌
@KirtiMahi07
@KirtiMahi07 Год назад
Bahut badhia acting kari6i jhia taa 🙏🙏 Bhagwaan tmku ahuri agaku niantu tamara cchala bataku kusumita karantu 🥰🥰 JAY JAGANNATH
@sasmitadas6160
@sasmitadas6160 Год назад
Small with your child will change your life ❤❤ Very heart touching 💘💘
@geetanjalibehera1132
@geetanjalibehera1132 Год назад
Such a beautiful story ❤ Really a child always needed ur parents' love 💕😢😢😢
@t-seriesmeraodisha
@t-seriesmeraodisha Год назад
Odia film tharu 1000 guna re bhala 🥰🥰😍🥰😍😍😍🥰
@chinmayakumar9071
@chinmayakumar9071 Год назад
ବହୁତ୍ ବଢିଆ ଲାଗିଲା ଆପଣକଂ ଏହି ଭିଡିଓ ବହୁତ୍ ନୂଆ ନୂଆ କଣ୍ଟେଣ୍ଟ ନେଇକି ଆସୁଛନ୍ତି ...ସତରେ ଆମ ଓଡ଼ିଆ ଜାତି ପାଇଁ ଆଉ ଆପଣଙ୍କ ପାଇଁ ଆମେ ଗର୍ବିତ ❤❤❤❤ଧନ୍ୟବାଦ୍ ମନ୍ମୟ ଭାଇ ଙ୍କ ଟିମ୍ ଆଉ ମନ୍ମୟ ଭାଇ କୁ ❣️❣️❣️❣️❣️🙏🙏🙏
@gurudevofficial5300
@gurudevofficial5300 Год назад
ସତରେ ବହୁତ ଭଲ ଲାଗିଲା ❤❤❤❤❤
@chittaranjansahoo4179
@chittaranjansahoo4179 Год назад
Again another masterpiece by #Manmay_Dey and team ❤️❤️❤️
@Ankitabeheravlog
@Ankitabeheravlog Год назад
Finally 😎 video asila ❤️❤️😍 your all stories Full of imsion and lesson tnx for this highly motivated msg for society tnx a lot carry on with all....🙏👏🎉 First comment
@thesibushorts
@thesibushorts Год назад
This generation's parents really Doing this type of things (Not everyone)..They only know how to produce a baby but they don't know how to handle a baby from tiny age to mature. Really You are doing very great work Manmay Dey & total team.. if India have R2H , swagger Sharma then odisha have Manmay Dey who is doing Very good content.🎉 very well work bro
@ub93483
@ub93483 Год назад
Outstanding performance by all team members
@amishaworld8142
@amishaworld8142 Год назад
Wow..eaita gte short film nuhe ebe ka jamana re yaku nei gte 3hr wala film kale bht demand rahiba ❤..This is the one of my fvt vdo..Eaita ama samaj ra sabu loka nka upare effect pakeiba..Thnx mt gte concept anithiba ru 🙏🏻🥺🥰
@kendujharatok
@kendujharatok Год назад
Happy ending ❤❤
@hrudanandasankhua5824
@hrudanandasankhua5824 Год назад
ମନ୍ମୟ ଭାଇ ଭିଡ଼ିଓ ବହୁତୁ ସୁନ୍ଦର ହେଇଛି ଜୟ ଜଗନ୍ନାଥ 🙏 Good bless you 👍
@tanushreeojha6870
@tanushreeojha6870 Год назад
And a million of thanks you dear brother for this great video ❤we all feeling proud to have you 🎉❤love and care from jajpur
@user-ox7fo7jt4y
@user-ox7fo7jt4y Год назад
ସତରେ ଅତିସୁନ୍ଦର 😢
@subhasmitanayak8342
@subhasmitanayak8342 Год назад
ମୋ ପାଖରେ କିଛି ଶବ୍ଦ ନାହିଁ 😢😢😢😢Awesome👍👍👍
@kuanrsoren1358
@kuanrsoren1358 Год назад
Little superstar ✨️...Super Acting ❤❤
@_miss_anchal_
@_miss_anchal_ Год назад
In Every video definitely society ku msg thiba hi thiba.... Outstanding all videos... Superb... 🔥 🔥 Aeia hin hauchi aaji Kali nuclear family re 😒😒
@nsovandas3617
@nsovandas3617 Год назад
Performance of that little girl was so accurate.god bless uuuu. And its a very good story also a message for our society. Keep it up team
@anilkumardehury524
@anilkumardehury524 Год назад
ଛୋଟ ଛୁଆଟି ଅତି ସୁନ୍ଦର୍ ଅଭିନୟ କରୁଛି,👌👌
@gobindchandrasamal5398
@gobindchandrasamal5398 Год назад
Kn kahi dhanyabad debi Bhai mu kichhi Jani paruni ...Hats off team Manmay...An outstanding concept...
@sagarikasethy2235
@sagarikasethy2235 Год назад
All members are very nice and their acting is also excellent and beautiful But the small girl's acting is outstanding..... Best of luck to all team members you doing very well and have a bright future 🙂
@Subhrajyoti_19
@Subhrajyoti_19 Год назад
ଆଖିର ଲୁହକୁ ଅଟକେଇ ହେଲାନି ଏ ଭିଡ଼ିଓ ଦେଖିଲା ପରେ । ସତରେ ବହୁତ ସୁନ୍ଦର ହୋଇଛି ଏ ସ୍ୟାଡ ଷ୍ଟୋରୀ ।
@jayantakumarbehera3733
@jayantakumarbehera3733 Год назад
East or west manmay bhai video is always best ❤🥰LOVE FROM BALASORE 🥰🥰🥰❤❤❤
@pabitrakumarprusty
@pabitrakumarprusty Год назад
Bhai Video Ate Bhala Heichi Je Mu Comment Na Kariki Rahi Parilini Bhai Samastanka Acting Ate Natural Je Mo Tarafharu Samastanku GREAT SALUTE 🫡 And Thank You For Your Team To Spread This Type Of Content Video's . #ManmayDey👍
@Jenavlogs02
@Jenavlogs02 Год назад
Beautiful Story, Screenplay, Direction 🔥
@aryaachandan
@aryaachandan Год назад
ପିତା ମାତା ଋଣ କେହି ଜୀବନ ରେ ସୁଝି ପାରେ ନାହିଁ 🙏🏻 କିନ୍ତୁ କିଛି ମା ବାପା ମାନେ ତାଙ୍କର ସନ୍ତାନ ମାନଙ୍କୁ ଏତେ ଅବହେଳିତ କରିଦିଅନ୍ତି ଯେ ସେହି ସନ୍ତାନ ମାନେ ମା ବାପା ଥାଇକି ବି ମଧ୍ୟ ନିଜକୁ ଅନାଥ ଭଳି feel କରନ୍ତି 🥺 ସବୁ ମା ବାପା ଙ୍କୁ ଅନୁରୋଧ ଯେ ସେମାନେ ଯେତେ ବି ନିଜ କାମ ରେ ବ୍ୟସ୍ତ ରହିଲେ ବି ଯଥା ସମ୍ଭବ ନିଜ ଛୁଆ ମାନଙ୍କୁ ନିଜ ସ୍ନେହ ପ୍ରେମ ରେ ଟିକେ ବାନ୍ଧି ରଖନ୍ତୁ 🙏🏻 ଏଇ କାହାଣୀ ଟି ସତ ରେ ହୃଦୟସ୍ପର୍ଶୀ ଏବଂ ଅତୁଳନୀୟ ❤️ ସବୁ ଥର ପରି ଏଥର ମଧ୍ୟ ମନ୍ମୟ ଭାଇ ଏବଂ ତୁମ ଟିମ୍ ମୋ ଭଲ ପାଇବା ଜିତି ନେଇଛନ୍ତି 💓💓 ଆଉ ଆଶା କରେ କି ସାରା ଓଡ଼ିଶା ବାସୀ ଙ୍କର ଭଲ ପାଇବା ଜିତି ନେଇକି ସଭି ଙ୍କ ହୃଦୟ ରେ ନିଜର ସ୍ଥାନ ଅଧିକାର କରି ପାରିବ ଭାଇ 🙏🏻🙏🏻❤️❤️ ଆଉ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଇବି ଯେ ତୁମ ର ପ୍ରତି ଟି ଭିଡିଓ ମାଧ୍ୟମ ରେ କିଛି ନା କିଛି ଶିଖଣିୟ ବାର୍ତ୍ତା ଆମ ର ଏଇ ସମାଜ କୁ ଆସୁଛି ଯେଉଁଥି ପାଇଁ ତୁମେ ସବୁବେଳେ ମୋର favourite ହେଇ ରହିବ ଭାଇ ❤️❤️❤️
@anandasahu9407
@anandasahu9407 Год назад
Hats off to you Bhai❤️.Akhi re luha asigala
@anwesadey5930
@anwesadey5930 Год назад
Really a great concept..Kudos to the entire team n the ring master Manmay Dey...❤
@dandanacha1272
@dandanacha1272 Год назад
what a wonderful story ❤❤❤❤❤
@MRBJ2VLOGGER
@MRBJ2VLOGGER Год назад
ହୃଦୟ କୁ ପୁରା କିଣି ନେଲ ମନ୍ମୟ ଭାଇ 💯
@singingstar.....1561
@singingstar.....1561 Год назад
Sir I am your biggest fan... 😊💕😊 1st comment.. 😊
@Odishaeatmania
@Odishaeatmania Год назад
The acting of this cutest sister was awesome....God bless you ❤
@OFFICIAL_PRADHAN
@OFFICIAL_PRADHAN Год назад
Nice concept ❤😮 This is a message for our society
@sarojsathua4251
@sarojsathua4251 Год назад
You deserve millions of hearts 😊, hats off bro....
@pranabmondal9741
@pranabmondal9741 Год назад
These channel will never disappoint you with content, amazing creators,real ethics based story line, loved this channel ❤❤❤❤
@r.g.s.creation9784
@r.g.s.creation9784 Год назад
Really very heart touching 😢 Thanks for every team members ❤❤
@tapankumarpusty4791
@tapankumarpusty4791 Год назад
Feeling proud for balasore for your creative video
@maheshsamal178
@maheshsamal178 Год назад
Really a heart touching story with an important social message for the parents who are watching..🎉🎉🎉❤
Далее
Natia Comedy Part 442 ||  Bhuta Bus
12:58
Просмотров 5 млн
How to Build a Homemade Bike Using a Barrel
00:21
Просмотров 1,4 млн
Bike Vs Tricycle Fast Challenge
00:43
Просмотров 32 млн
How to Build a Homemade Bike Using a Barrel
00:21
Просмотров 1,4 млн