Тёмный
No video :(

ଅଳ୍ପକେ ବର୍ତ୍ତିଗଲା ଜୀବନ ବାଘ ମୁହଁରୁ || THAILAND TIGER ATTACK  

ମୁଁ TRAVELLER
Подписаться 1 млн
Просмотров 753 тыс.
50% 1

ପ୍ରିୟ RU-vid ପରିବାର ଆପଣ ମାନଙ୍କ ଭଲପାଇବା ପାଇଁ ଧନ୍ୟବାଦ ,
ବର୍ତ୍ତମାନ Facebook ରେ ମଧ୍ୟ Page ଖୋଲା ଯାଇଛି | ଆପଣ ଯାଇ Like & Follow କରନ୍ତୁ ତାଦ୍ଵାରା ଆପଣ Live Updates ଏବଂ Unseen Footage ଦେଖିପରିବେ l
ସୋସିଆଲ ମିଡିଆ ହ୍ୟାଣ୍ଡଲଗୁଡିକ: ମୋତେ Instagram, Twitter ଏବଂ Facebook ରେ ମୋତିଆନ୍ତରୀକ ଅପଡେଟଗୁଡ଼ିକ, ଆକର୍ଷକ ଭିଜୁଅଳ୍‌ସମୂହ, ଏବଂ ସଂକ୍ଷିପ୍ତ ଆଲୋଚନାମୂଳକ ସହିତ ଅନୁସରଣ କରନ୍ତୁ।
📷 ଇନ୍ସ୍ଟାଗ୍ରାମ :-
/ laba_hansda
📘 ଫେସବୁକ ID :-
/ mutraveller1

Опубликовано:

 

5 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,8 тыс.   
@MuTraveller
@MuTraveller 11 месяцев назад
ଯଦି ଧଳା ବାଘ କୁ ପ୍ରଥମଥର ଦେଖିଲେ, ଭିଡ଼ିଓ ଟିକୁ ସାଙ୍ଗ ଏବଂ ସହପାରିବାର ସହ SHARE କରନ୍ତୁ 😃
@MrAshok07655
@MrAshok07655 11 месяцев назад
ଜୟ ଜଗନ୍ନାଥ 🙏🙏
@pinky6776
@pinky6776 11 месяцев назад
ଟିକେ ବି ଡ଼ର ନାହିଁ ଏ ଭାଇକୁ😂😂
@santanubro
@santanubro 11 месяцев назад
Maza aaya dekh kar 10:23 ❤
@RMalik110
@RMalik110 11 месяцев назад
Ok Bhai 👍
@SasmitaMohanta-ru6vb
@SasmitaMohanta-ru6vb 11 месяцев назад
Jay Jagannath❤
@pravakarsahoo8743
@pravakarsahoo8743 11 месяцев назад
ଧନ୍ୟତୁମେ ଲବଭାଇ ବିପଦରେ ଥାଇ ଆମକୁ ଖୁସି ଦେଉଛ.ବହୁତ୍ ବହୁତ୍ ଧନ୍ୟବାଦ୍
@bhubanbhoi5852
@bhubanbhoi5852 11 месяцев назад
ଧନ୍ୟ ତୁମେ ମଣିଷ,, ତୁମେ ସବୁବେଳେ ଜୀବନକୁ ବିପଦରେ ରଖି ,, ଆମକୁ ଦୁନିଆର ଅନ୍ଧାରକୁ ଆଲୋକିତ କରିଥିବାରୁ ତୁମକୁ କୋଟି ଧନ୍ୟ
@Kn__Vlog
@Kn__Vlog 11 месяцев назад
Bhai tk nain pura over heigala
@sandhyaranimalik4017
@sandhyaranimalik4017 11 месяцев назад
​@@Kn__Vlogଲାଗୁଚି ସହିପାରୁନ 😂😂😂😂 ବିଚରା ନିଜେ ତ କିଛି କରିପାରିବନି ଖାଲି ଅସହ୍ୟ ହେବ😂😂😂😂
@chhabimohanty2112
@chhabimohanty2112 11 месяцев назад
ବହୁତ୍ ସାହସୀ ଯୁବକ ବହୁତ୍ ବହୁତ୍ ଧନ୍ୟବାଦ୍ ଜୟ ଜଗନ୍ନାଥ ବନ୍ଦେ ଉତ୍କଳ ଜନନୀ ଜୟ ଭାରତ ମାତା ଦୀର୍ଘାୟୁ କାମନା କରି ରହୁଛି।❤🙏🙏💅💅💯💯💯👌👌👌👍👍👍💋❤️🏆🏆🌹🌹💅💅🙏🙏🙏👌👍💓❤️
@jaharigaming
@jaharigaming 11 месяцев назад
ଦେଖିବା ଏହି ପତାକା 🇮🇳 ପାଇଁ କେତୋଟା Like👍 ମିଳିବ ???
@jaharigaming
@jaharigaming 11 месяцев назад
Tranding
@Jayadevjd07
@Jayadevjd07 11 месяцев назад
Bhai comment re 🇮🇳 Flag pai keteta like milibo tu pagal ki. First kotha hela comment re 🇮🇳 Flag kotha bant kar aau 2nd kotha no compare bro tame flag aau like compare karucha 😮😮
@user-mq4sk3zb8g
@user-mq4sk3zb8g 11 месяцев назад
milibani kanpani aame kan pakistani bhabila
@Bikash5958
@Bikash5958 11 месяцев назад
@user-jl3ue5ii6x
@user-jl3ue5ii6x 4 месяца назад
🇮🇳
@biswanathnaik4486
@biswanathnaik4486 11 месяцев назад
କି ଭାଗ୍ୟବାନ୍ ଭାଇ ତମର ଜିଅନ୍ତା ବାଘ 🐅 ମାନଙ୍କୁ ଛୁଇଁ ପାରୁଛ ❤
@truefact2639
@truefact2639 11 месяцев назад
ଧନ୍ୟତୁମେ ଲବଭାଇ ଓ ତୁମ ବାପାମାଆକୁଂ କୋଟି ପ୍ରଣାମ ତୁମପରି ସନ୍ତାନକୁ ଜନ୍ମ ଦେଇଥିବାରୁ...🙏
@truefact2639
@truefact2639 11 месяцев назад
ଜୟ‌ ଜଗନ୍ନାଥ🙏
@JS-jp7yb
@JS-jp7yb 11 месяцев назад
Taara maa marigala
@Mohapatra487
@Mohapatra487 11 месяцев назад
Jay jagannath🙏🙏🙏🙏
@UllasParida-eu2km
@UllasParida-eu2km 11 месяцев назад
ସତରେ ଭାଇ କି ଭାଗ୍ୟ ତୁମର ଧଳା ବାଘ ସହ ଖେଳୁଛ ଜୟ ଜଗନ୍ନାଥ ଭାଇ
@ShaniSingh_01
@ShaniSingh_01 11 месяцев назад
ଦେଶ ବିଦେଶ ରେ ବୁଲିକି ଇତିହାସ ରଚିବା ଓ ଓଡିଶା କୁ ଆଗକୁ ନେବା ପାଇଁ ଲବ ଭାଇ ଜନ୍ମ ହୋଇଛନ୍ତି ❤❤❤
@AshokKumar-wc7ob
@AshokKumar-wc7ob 11 месяцев назад
100 right ❤
@barsha2749
@barsha2749 11 месяцев назад
Right 👍
@odiajhiaabantika
@odiajhiaabantika 11 месяцев назад
🙏
@kiskutech9335
@kiskutech9335 11 месяцев назад
Loba hansda is power full adi vasi.
@JS-jp7yb
@JS-jp7yb 11 месяцев назад
Micha
@LittleDanceralisha
@LittleDanceralisha 11 месяцев назад
ଭାଇ ଧଳା ବାଘ ତୁମ ସହିତ ପାଖରୁ ଦେଖି ବହୁତ୍ ଖୁସି ଲାଗିଲା❤... ଭାଇ ଆମେ ବହିରେ ଥାଇଲାଣ୍ଡ ରେ ଧଳା ହାତୀ ଦେଖିବାକୁ ମିଳିଥାଏ ବୋଲି ପଢ଼ିଛୁ ...plz ଭାଇ ଯେହେତୁ ତୁମେ ଥାଇଲାଣ୍ଡ ଅଛ plz ଭାଇ ଆମକୁ ଥର ଟିୟେ ଧଳା ହାତୀ ସହିତ ପରିଚୟ ଭିଡିଓ ମାଧ୍ୟମରେ ଦେଖେଇ ଦିଅ .. ମୋର ଆଶା & ବିଶ୍ବାସ ଅଛି ଆମ ଲବ ଭାଇ ନିଶ୍ଚୟ ଆମକୁ ଧଳା ହାତୀ ସହିତ ପରିଚୟ କରାଇବେ plz... ଆପଣ ମାନେ ଦେଖିବାକୁ ଚାହୁଁଥିଲେ plz 👍
@anjusexpress9073
@anjusexpress9073 11 месяцев назад
କିଏ କିଏ ଅପେକ୍ଷା ରେ ଅଛ କି ଲବ ଭାଇଙ୍କ 2024 ସୁଦ୍ଧା 1m ହୋଇ👍🏻ଯାଉ
@trilochananayak2590
@trilochananayak2590 11 месяцев назад
ଜୟ ଜଗନ୍ନାଥ 🙏 ଭାଇ ବହୁତ intresting ଲାଗିଲା ଏହି ଭିଡ଼ିଓ ଟି ❤️ ପୁରୀ ହୃଦୟ ରୁ ଭଲ ପାଇବା ଦଉଛି ❤️❤️❤️❤️❤️❤️❤️
@Tikilifestyle
@Tikilifestyle 11 месяцев назад
ଲବ ଭାଇ ଙ୍କ ସବୁ ଭିଡିଓ ରୁ ବହୁତ ନୂଆ ନୂଆ ଶିକ୍ଷା ମିଳୁଛି 👍👍👍କିଏ କିଏ କେଉଁଝର ରୁ ପ୍ରତ୍ୟେକ ଦିନ ଲବ ଭାଇଙ୍କ ଭିଡ଼ିଓ ଦେଖୁଛ ❤️ସେ like କରନ୍ତୁ ଆଉ ଗୋଟେ share କରନ୍ତୁ ❤️❤️❤️ସେ
@Tikilifestyle
@Tikilifestyle 11 месяцев назад
Omg vai ବାଘ ସହିତ 😳😳😳
@user-qi4uq9uj5o
@user-qi4uq9uj5o 11 месяцев назад
Kendujhar anandpur
@Tikilifestyle
@Tikilifestyle 11 месяцев назад
ଧଳା ବାଘ ମୁଁ ବି ପ୍ରଥମ ଥର ଦେଖିଲି ❤ସେ like କରନ୍ତୁ
@user-qx8ri2dl6s
@user-qx8ri2dl6s 11 месяцев назад
6370198185
@sandhyaranimalik4017
@sandhyaranimalik4017 11 месяцев назад
​@@iambantyବୋଧେ ଆଚାର କରିବେ😂😂😂
@sweetsneha627
@sweetsneha627 2 месяца назад
ଭାଇ ବହୁତ ଖୁସି ଲାଗିଲା ଜେ ଆମ ଓଡ଼ିଶା ର ଓଡିଆ ପୁଅ ବାହାର ଜିନିଷ ଦେଖଉଚ ଧଳା ବାଘ ବହୁତ୍ ସୁନ୍ଦର ❤❤❤
@subhadarsinayak9773
@subhadarsinayak9773 11 месяцев назад
ଜୟ ଜଗନ୍ନାଥ ଭାଇ। ଏହିପରି ଆପଣ ବହୁତ୍ ଆଗକୁ ଯାନ୍ତୁ। ଆମ India ଏବଂ ଓଡିଶା କୁ ବିଦେଶ ରେ represent କରନ୍ତୁ। ଏହିପରି video କରି ଆମକୁ ବିଦେଶ ସମ୍ପର୍କରେ ବହୁତ୍ କିଛି ଜ୍ଞାନ ଦେଉଛନ୍ତି
@mrgvolg78
@mrgvolg78 11 месяцев назад
କିଏ କିଏ ଲବ ଭାଇ ର ବଡ଼ ଫେନ୍ ❤❤❤
@jotin_kumar
@jotin_kumar 11 месяцев назад
ଜୟ ଜଗନ୍ନାଥ ସ୍ୱାମୀ ❤ ନୟନ ପଥଗାମୀ ❤️ ଭବ ତୁମେ 🚩🙏🏻
@sukultudu137
@sukultudu137 11 месяцев назад
ବାରହମଣ ମୁଖରୁ ଜନ୍ମ ହେଲେ କେମିତି ହିନ୍ଦୁ ଶାଷତର କୁହେ❤❤❤
@jotin_kumar
@jotin_kumar 11 месяцев назад
@@sukultudu137 ????
@sukultudu137
@sukultudu137 11 месяцев назад
@@jotin_kumar ଭାରତ ର ଅନଧ ଶିକ୍ଷା କୁ ମୁଁ ବିନାଷ କରିବି
@jotin_kumar
@jotin_kumar 11 месяцев назад
@@sukultudu137 👍🏼👍🏼
@naukrimajobs_edu
@naukrimajobs_edu 11 месяцев назад
​@@sukultudu137sabu chodi pakeibu ....aage bhika magiki khaiba band kare ma-gehi puid
@anilbindhani2965
@anilbindhani2965 11 месяцев назад
ବହୁତ ଭଲ ଭାଇ ମାନେ ବିଦେଶ ଯାଇ ଓଡ଼ିଶା ର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ଦେଖୁଛ ଲବ ଭାଇ ।ଜୟ ଜଗନ୍ନାଥ ଭଲରେ ରଖି ଥାଆନ୍ତୁ। ଜୟ ହିନ୍ଦି ଇଣ୍ଡିଆନ୍ ଭାଇ
@bilasinipradhan4997
@bilasinipradhan4997 11 месяцев назад
ସତରେ ଜୟ ଜଗନ୍ନାଥ ତୁମପାଇଁ ଆମ ପରିବାର ତରଫରୁ ଅନେକ ଅନେକ ଆଶୀର୍ବାଦ
@TGFunny-tapan
@TGFunny-tapan 11 месяцев назад
କେଉଁ ମାନେ ଲବ ଭାଇ ଙ୍କୁ ହୃଦୟ ରୁ ଭଲ ପାଅ ❤️❤️❤️❤️ ମୁଁ ଭଲ ପାଏ 100% ଆପଣ ମାନେ କେତେ ଭଲ ପାଆନ୍ତି
@SKGAMIG-iv7rv
@SKGAMIG-iv7rv 11 месяцев назад
ଭାଇରେ ଧଳାବାଘ ଦେଖିକି ପୁରା ମନଖୁସି ହୋଇଗଲା❤❤
@Ranjeet7894
@Ranjeet7894 Месяц назад
ଜୟ ଜଗନ୍ନାଥ ଲବ ଭାଈ ❤❤❤ ବହୁତ୍ ବଢିଆ ଲାଗିଲା ଆପଣଙ୍କ ଭିଡିଓ ❤❤❤
@ratanlalpurty6199
@ratanlalpurty6199 11 месяцев назад
ଧନ୍ୟବାଦ ଭାଇ, ଧଳା ବାଘ ପ୍ରଥମ ଥର ଦେଖିଲି ଭଲ ଲାଗିଲା, God Blesse you 🙏❤️🙏❤️🙏❤️
@PkKoraputia-ts1cz
@PkKoraputia-ts1cz 11 месяцев назад
ବହୁତ ଭଲ ଲାଗିଲା 👌👌👌
@satya_satya656
@satya_satya656 11 месяцев назад
This man born for make history in world 🌎 Dil se love you bhai❤
@krutibas-vlogs
@krutibas-vlogs 11 месяцев назад
ଧନ୍ୟବାଦ ଭାଇ ଆପଣ ଙ୍କୁ ଘରେ ରହି ବାଘ ଦେଖିଲି ପ୍ରଥମ ଥର ଏମିତି ଅନୁଭବ କଲି କି ସାମନା ରେ ଅଛି ବୋଲି so thankyou and all the best bro I support
@jotin_kumar
@jotin_kumar 11 месяцев назад
WHITE ELEPHANTS PARK କୁ ଯାଇ tk ଦେଖାଅ ଭାଇ 🌟🐘🐘U SO GREAT BRO👌
@priyameher2320
@priyameher2320 11 месяцев назад
Sabu vdo unique bro Maja aasigala vdo thanku
@ZxDAnuska
@ZxDAnuska 11 месяцев назад
Big fan
@kariahembram3216
@kariahembram3216 11 месяцев назад
ବାଘ ଆମର ଜାତୀୟ ପଶୁ 😮🎉❤
@rajasheerising9141
@rajasheerising9141 11 месяцев назад
Bahut sunder 💖💖💖💖
@sidhuraika2946
@sidhuraika2946 11 месяцев назад
#see WHITE TIGER...Laba Bhai wish you very good morning.. ତମେ ସତରେ ବହୁତ ଭାଗ୍ୟବାନ ମଣିଷ ଭାଇ, ଯିଏକି ବାଘକୁ ଛୁଇଁ ପାରୁଛି, ତାକୁ ଆଉଁସି ପାରୁଛି ଏବଂ ତା ସାଙ୍ଗରେ ଫୋଟ ବି ଉଠେଇ ପାରୁଛି,ତା' ବି ଅତି ପାଖରୁ। ଏମିତିକା ଦୃଶ୍ୟ ଦେଖିବା ଅତ୍ୟନ୍ତ ମନୋରମ,ଓ ଚମତ୍କାର ମଧ୍ୟ। ତମକୁ ଅଶେଷ ଧନ୍ୟବାଦ ଭାଇ ଏସବୁ ଦୃଶ୍ୟ କୁ ଦେଖାଉଥିବା ରୁ। ମୁଁ ବି ପ୍ରଥମ ଥର ସମ୍ପୁର୍ଣ୍ଣ ଧଳା ବାଘ କୁ ଦେଖଲି। ଧନ୍ୟବାଦ ଭାଇ ଧନ୍ୟବାଦ।।❤❤❤
@mistohero8209
@mistohero8209 4 месяца назад
Laba ଭାଇ ବାଘ ସହିତ ଲଢି ଆସିଛନ୍ତି😎💐💐💐😍😍😃
@bhutlulakra2508
@bhutlulakra2508 11 месяцев назад
ଭାଇ ତୁମେ ଶିମିଳିପାଳ ଜଂଗଲରେ ବାଘ❤ଦେଖି ବଡ ହେଇଛ❤
@BirupakshyaKanhar-cu8su
@BirupakshyaKanhar-cu8su 11 месяцев назад
ଧନ୍ୟବାଦ ଭାଇ ତମକୁ
@sagarkumarmohanta
@sagarkumarmohanta 11 месяцев назад
ଲୋବ ଭାଇ ଆଇଲୋଭ ୟୁ ଦିଲ ସେ ଭଗବାନ ତୁମକୁ ଖୁସିରେ ରଖନ୍ତ
@sudhi965
@sudhi965 11 месяцев назад
ମୋ ଭାଈ ଲୋ ❤❤❤❤
@satyabrata254
@satyabrata254 11 месяцев назад
ଭାଇ ତମକୁ ଯେତେ ଧନ୍ଯବାଦ ଦେଲେ ମଧ୍ଯ କମ୍ ହେବ❤❤❤
@manojpradhan3184
@manojpradhan3184 11 месяцев назад
ଲବ ଭାଇ ତୁମ ପାଇଁ ଶୁଭ ସକାଳ ମୁଁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଭାଇ RU-vidr ସାଙ୍ଗ ମାନଙ୍କୁ କହୁଛି ୧୦୦-୨୦୦. ସାହାଯ୍ୟ କରାଯାଉ ଓଡ଼ିଶା ରେ ନା ରହୁ କେତେ ଜଣ ରାଜି Like କରନ୍ତୁ
@Anweshahostelofficial
@Anweshahostelofficial 11 месяцев назад
Daringbadi ra kauthe gara vai
@manojpradhan3184
@manojpradhan3184 11 месяцев назад
@@Anweshahostelofficialଭାଇ ମୋ ଘର ଦାରିଙ୍ଗିବାଡ଼ି ଶିବ ମନ୍ଦିର ସାହି ଆପଣଙ୍କ ର
@kandhamaldesiacomedy8864
@kandhamaldesiacomedy8864 11 месяцев назад
Vai mubi daringbadi❤❤❤
@milibiswal1293
@milibiswal1293 11 месяцев назад
Ok
@milibiswal1293
@milibiswal1293 11 месяцев назад
Ok
@soubhagyasingh7409
@soubhagyasingh7409 11 месяцев назад
ଧଳା ବାଘ ଜୟ ହିନ୍ଦ୍
@Bikashparidavlogger.Artist
@Bikashparidavlogger.Artist 11 месяцев назад
ଜୟ ଜଗନ୍ନାଥ ଓଡ଼ିଶା ❤🙏
@tripathyharish8462
@tripathyharish8462 2 месяца назад
Bohut khubsurat bhai white tiger
@RatanlalSiduVlogs
@RatanlalSiduVlogs 11 месяцев назад
An Inspiration for Youth of Odisha❤ Nija comfort zone ru bahariki jao aau desha duniya dekha, desha re hi nuha but duniya re desha ra naa kara❤ Jai Hind
@deepakkumarmishra5267
@deepakkumarmishra5267 11 месяцев назад
ସ୍ପିଚ ଲେସ ❤❤❤❤❤
@besrabayarproduction4144
@besrabayarproduction4144 11 месяцев назад
Ama desha ra jatiya pashu dekhi kete khusi lagila? Mote bahut khusi lagila❤❤❤
@jaleswarabehardalai2427
@jaleswarabehardalai2427 11 месяцев назад
ଧଳା ବାଘ ଦେଖିକି ବହୁତ ଖୁସି ଲାଗିଲା ଲବ ଭାଇ ଜୟ ଶ୍ରୀ ରାମ
@user-xm1kc9en6h
@user-xm1kc9en6h 11 месяцев назад
ଧଳା ବାଘ ଦେଖିକି ମୁଁ ବହୁତ khhusi ସବୁ ବାଘ ଭଲ ଲାଗିଲେ ଯାହାବି ହଉ ଏତେ ସାରା ବାଘ ଦେଖି ବାକୁ ମିଳିଲେ ଭାଗବାନ ତମର ମଙ୍ଗଳ କରନ୍ତୁ ତମେ ତ ଭାଇ ମୟୂରଭଞ୍ଜ ର ଗର୍ଵ ❤️❤️❤️ ଲବ ଭାଇ
@sabitridevi3919
@sabitridevi3919 11 месяцев назад
❤bahut khusi lagila dhala bagha dekhi ❤
@debasishcreation.07
@debasishcreation.07 11 месяцев назад
Power of 💪😎 laba bhai sahashi proud of you 💖 ❤❤
@ajitk.suvani1993
@ajitk.suvani1993 5 месяцев назад
ଲବ ଭାଇ ବହୁତ ଭଲ ଲାଗିଲା
@dineshbhoi6480
@dineshbhoi6480 11 месяцев назад
Everyday I am waiting for your new videos.. excellent video laba bhai.. first time white tiger.. thank you so much... Jai hind jai bharat 🇮🇳🇮🇳.. like comment share 🙏🙏
@SAGAR_SS__
@SAGAR_SS__ 11 месяцев назад
👉Amazing 🤩 bhai 👼
@santaandpooja123
@santaandpooja123 11 месяцев назад
Praise the lord brother ,God bless you
@AnimalStoryOfficial
@AnimalStoryOfficial 11 месяцев назад
OMG! After watching the video introduction of Tiger Hotel, I feel like I've been invited to immerse myself in a captivating world. From the breathtaking scenery to the unique interior spaces, everything reflects a deep respect and attention to detail. I can't wait to experience all the fantastic amenities and services that Tiger Hotel promises to offer. This will undoubtedly be a memorable trip!
@GuluSakti-qh2pt
@GuluSakti-qh2pt 11 месяцев назад
ମୁଁ ପ୍ରଥମ ଥର ଦେଖିଲି। ଭଲ ଲାଗିଲା। ଜୟ ଜଗନ୍ନାଥ ମହା ପ୍ରଭୁ
@deepakgamer2083
@deepakgamer2083 6 месяцев назад
ଭାଇ ଧଳା ବାଘ ମୁଁ ପ୍ରଥମ ଥର ଦେଖିଚି, ଲବ ଭାଇ ଆପଣଙ୍କୁ ଧନ୍ୟବାଦ
@rakeshchandrapradhan114
@rakeshchandrapradhan114 11 месяцев назад
ଭାଇ ତୁମ ସାହସୀ କତା କୁ ମାନିବାକୁ ପଡ଼ିବ ଭାଇ 🙏🏻🙏🏻🙏🏻
@balarammallick9372
@balarammallick9372 5 месяцев назад
Thank you Bhai ଆପଣଙ୍କ ପାଇଁ ଆମେ ଧଳା ବାଘ ଦେଖିପାରିଲୁ
@Kalahandiavlogger
@Kalahandiavlogger 11 месяцев назад
ଜୟ ଜଗନ୍ନାଥ 👍🙏 ଭଲ ଲାଗିଲା ଲବ ଭାଇ ❤
@Rosterboy888
@Rosterboy888 11 месяцев назад
ଠିକ୍ ଅଛି ପିନ୍ କରି ଦେଉଛି 🖕🖕🖕
@user-hp1dn3ug7p
@user-hp1dn3ug7p 11 месяцев назад
Very nice laba bhai
@kumarsipun1738
@kumarsipun1738 11 месяцев назад
ଧଳା ବାଘ ❤
@grsentertainment6989
@grsentertainment6989 11 месяцев назад
ଲବ ଭାଇ ତମେ ମୁଁ traveller ନ ଦେଇ National traveller ଦେବା କଥା ଏତେ critical ଜାଗା କୁ ଯାଇ ଏ ସବୁ କରୁଛ ମାନିବାକୁ ପଡ଼ିବ ଦେଖିଲେ ତ ଡର ଲାଗୁଛି ପାଖରୁ ଦେଖିଲେ ଆଉ ରହି ହୋଵ ନାହିଁ ପ୍ୟାଣ୍ଟ୍ ରେ ଏକ କରି ଦେଇ ହୋବ 😅😂❤❤
@radheshyamsamarath3270
@radheshyamsamarath3270 11 месяцев назад
ଜୟ ଜଗନ୍ନାଥ,ଜୟ ଓଡ଼ିଶା🙏🙏🙏
@binodiniofficial7472
@binodiniofficial7472 11 месяцев назад
Bahut khusi laguchi laba bhai ete sabu katha mane dekhuchha
@akshayswain1984
@akshayswain1984 11 месяцев назад
ତମ ସାହସ କୁ ମାନିବାକୁ ପଡିବ❤ Nice Video
@sumitapanda5805
@sumitapanda5805 11 месяцев назад
ମାନିବାକୁ ପଡ଼ିବ ରେ ଛୁଆ ତୁମକୁ।ବାଘ୍ କୁ ଛୁଇଁକରି ଆସିଲ।ବଢିଆ ସାହସ।ମୁଁ ଧଳା bagh ପ୍ରଥମ ଦେଖିଲି ଭିଡିଓ ରେ।ବହୁତ୍ ଅଦ୍ଭୁତ ଜିନିଷ ଦେଖୁଛ ଆଉ ଆମକୁ ବି ଦେଖାଉଛ।ଅନେକ ଆଶୀର୍ବାଦ❤❤❤❤
@maheswargantayat7537
@maheswargantayat7537 11 месяцев назад
🙏🙏🙏🙏🙏🙏🙏🙏🙏🙏 ଭାଇ ତୁମ ସାହଷ କୁ ମାନିବାକୁ ପଡିବ ( ଜୟ ଲବ ଭାଇ ଜୟ ଧଳା ବାଘ ) ... ❤️❤️❤️ .. I
@knightriderBCD
@knightriderBCD 11 месяцев назад
ଧଳା ବାଘ ନନ୍ଦନ କାନନ ରେ ଅଛି❤
@prabhatpattanayak8926
@prabhatpattanayak8926 11 месяцев назад
Laba Bhai ... You are very Dangerous with Adventures.. You are a tiger with heart.. You Odisha Tiger.. God bless you... Pls.Don't take a Risk ..
@official.kubera2
@official.kubera2 7 месяцев назад
Super bhai❤❤❤❤❤
@fcomedy77
@fcomedy77 11 месяцев назад
ଲବ ଭାଇ ତମେ ଜଣେ ଓଡ଼ିଶା ର ଗୌରବ 🎉 ❤ ଲବ ଭାଇ ଜିନ୍ଦାବାଦ
@priyatamakanhar7893
@priyatamakanhar7893 11 месяцев назад
ଭାଇ ତମର ଭିଡ଼ିଓ ବହୁତ ଖୁସି ଲାଗୁଚି ଆଗକୁ ଏମିତି ନୂଆ ନୂଆ ଭିଡ଼ିଓ ଆଣ😊😊😊
@sksidharthofficial3263
@sksidharthofficial3263 11 месяцев назад
ମୁଁ ମଧ୍ୟ ଆପଣଙ୍କ ପରି ପାଠ ପଢ଼ିବା ସହିତ bloging କରିବା ଆରମ୍ଭ କରିଛି, ଆପଣ ମାନଙ୍କ ସମସ୍ତ ଙ୍କ Support ଦରକାର -🙏😚
@bantidslr4821
@bantidslr4821 11 месяцев назад
Hmmm🎉🎉🎉🎉
@biratbhoiclx7225
@biratbhoiclx7225 11 месяцев назад
Hnn❤
@kumarjit779
@kumarjit779 11 месяцев назад
Hmmm
@justinnyke
@justinnyke 11 месяцев назад
🎉
@odishablogs7583
@odishablogs7583 11 месяцев назад
Hmmm
@TribeVloggernilu962
@TribeVloggernilu962 4 месяца назад
ବହୁତ ସୁନ୍ଦର
@narayansoren2647
@narayansoren2647 11 месяцев назад
Fantastic laba dada
@Mahadev111bhakt
@Mahadev111bhakt 11 месяцев назад
Bhai dil se salute apko,, amo odisha re amti video fast tame,,, thank you so much,, bhagwaan tumaku sabu bele safe rakhantu😊😊
@babushaan3621
@babushaan3621 11 месяцев назад
White tiger White shirt. ... God bless u brother Lot's of love from phulbani❤
@binoda5508
@binoda5508 11 месяцев назад
ବହୁତ ଭଲ ଲାଗୁଛି ଭାଇ
@sundarmohanmarndi7979
@sundarmohanmarndi7979 11 месяцев назад
ବହୁତ ସୁନ୍ଦର ବାଘ❤❤😂😂🎉🎉
@danceboypintu353
@danceboypintu353 11 месяцев назад
Bhai bahut suder lagila tiger dekhi bhai nku support karntu all frnds love you all🥰🥰
@dalabandhumajhi7721
@dalabandhumajhi7721 11 месяцев назад
ମୁଁ ଓଡ଼ିଶାର ଯେତେ ୟୁଟ୍ୟୁବର ଦେଖିଚି ହେଲେ ଲବ ହାଁସଦା ବଳିଆ କାହାର ସାହାସ ନାହିଁ ଜୟ ଜଗନ୍ନାଥ
@dolibisoi2789
@dolibisoi2789 11 месяцев назад
O my God 🙏 bhai aapana super hiro Tiger 🐅🐯 sahita khelucha 🙏 White Tiger bahut sundar dekha jauchi
@SarojiniSamal-zf8np
@SarojiniSamal-zf8np 11 месяцев назад
ଭାଇ ତମ ସାହାସକୁ ମାନିବାକୁ ପଡ଼ିବ👍 ଜୟ ଜଗନ୍ନାଥ
@rajeshkumartarai6178
@rajeshkumartarai6178 11 месяцев назад
Salute Bhai
@jyotiranjanmohanty9719
@jyotiranjanmohanty9719 11 месяцев назад
Power of self confidence, Nice video, ଜୟ ଜଗନ୍ନାଥ।
@KailasiniNaik-yh5xi
@KailasiniNaik-yh5xi 11 месяцев назад
Bahut badhia 🎉👍
@ajayakumarmohanty9582
@ajayakumarmohanty9582 11 месяцев назад
ଧଳା ରଙ୍ଗର ବାଘ ଓ ଅନ୍ୟ କେତେକ ବାଘ ଦେଖିଲୁ। ସେମାନଙ୍କୁ ଛୁଇଁବାର ଅନୁଭୂତି ଜଣାଇଲେ। ବହୁତ ଭଲ ଲାଗିଲା। ଧନ୍ୟବାଦ ।
@dharanibhue525
@dharanibhue525 11 месяцев назад
mind blowing ..laba bhai ❤️❤️❤️
@soomu7162
@soomu7162 11 месяцев назад
Love from sundargarh.. Odisha ❤
@chandramanikharsel1892
@chandramanikharsel1892 11 месяцев назад
Really you are the Hero of Odisha...
@devilskk1955
@devilskk1955 11 месяцев назад
ଧଳା ବାଘ କିଏ କିଏ ପ୍ରଥମେ ଦେଖିଲ like କର ଲବ ଭାଇ ଙ୍କ ପାଇଁ 🙏🙏
@Ranmit_Vlogs
@Ranmit_Vlogs 11 месяцев назад
ଆମ ବାଘ ଟୋକା ଯାଇଛି ବାଘ ପାଖକୁ Lots of love from @Ranmit_Vlogs
@kandhamalatoka4437
@kandhamalatoka4437 11 месяцев назад
Love from kandhamala
@jayramsamal9242
@jayramsamal9242 11 месяцев назад
You are best laba bhai love you bhai
@sidharthkumar126
@sidharthkumar126 11 месяцев назад
😂😂😂😂😂କି ହେଲମେଟ ରେ ଭାଇ 😮ବୋଇତ କଖାରୁ କୁ କାଟିକି ମୁଣ୍ଡରେ ରଖି ଦେଇଛନ୍ତି ଯେମିତି
@bapunsahu5750
@bapunsahu5750 11 месяцев назад
😂😂😂
@Danguakola370
@Danguakola370 11 месяцев назад
Very nice and u proved the number one blogger of odisha❤🎉🎉love laba bhai go ahead❤🎉👍👌🙏
@harizKhan506
@harizKhan506 4 месяца назад
Nice bhai
@siddyantamajhi3784
@siddyantamajhi3784 11 месяцев назад
ଦେଖିବା ଏହି ପତାକା 🇮🇳 ପାଇଁ କେତୋଟି like 👍 ମିଳିବ ????
@Dsrrsren7184
@Dsrrsren7184 11 месяцев назад
ଓଡିଶା ପାଇଁ ବହୁତ୍ ଗୌରବ ❤ so love you lobo Bhai and you are proud of odisha and very nice video . ଜୟ ଜଗନ୍ନାଥ
@priyanshi568
@priyanshi568 11 месяцев назад
Best talented boy for laba hansda🙏🙏👍👍👌
@debndrajena4338
@debndrajena4338 11 месяцев назад
ଲବ ଭାଇ ତମ ସାହସ ମାନିବାକୁ ପଡିବ. ଭହୁତ ଭଲ ଲାଗୁଚି ତମ ଭିଡ଼ିଓ. ଭଗବାନ ତୁମକୁ ଭଲରେ ରଖନ୍ତୁ. ଏମିତି ଆଗକୁ ଭଲ ଭିଡ଼ିଓ ଦେଖିବାକୁ ମିଳୁ. ଜୟ ଜଗନ୍ନାଥ 🙏🙏🙏
Далее
3d printed demon core vs real
00:24
Просмотров 6 млн