Тёмный

ଆଫ୍ରିକା ଝିଅକୁ ଆଚାର ଚଟେଇ ଦେଲି || ଏଠି ଗୋରୁ ଚରାଳି ପାଖରେ ବନ୍ଧୁକ ଥାଏ AFRICA ODIA VLOG 

ମୁଁ TRAVELLER
Подписаться 1 млн
Просмотров 1,3 млн
50% 1

ଆଫ୍ରିକା ଝିଅକୁ ଆଚାର ଚଟେଇ ଦେଲି || ଏଠି ଗୋରୁ ଚରାଳି ପାଖରେ ବନ୍ଧୁକ ଥାଏ AFRICA ODIA VLOG
My Instagram id LABA HANSDA
My my Tour Guide no +251 94 169 1376
ସୋସିଆଲ ମିଡିଆ ହ୍ୟାଣ୍ଡଲଗୁଡିକ: ମୋତେ Instagram, Twitter ଏବଂ Facebook ରେ ମୋତିଆନ୍ତରୀକ ଅପଡେଟଗୁଡ଼ିକ, ଆକର୍ଷକ ଭିଜୁଅଳ୍‌ସମୂହ, ଏବଂ ସଂକ୍ଷିପ୍ତ ଆଲୋଚନାମୂଳକ ସହିତ ଅନୁସରଣ କରନ୍ତୁ।
📷 ଇନ୍ସ୍ଟାଗ୍ରାମ :-
/ laba_hansda
📘 ଫେସବୁକ ID :-
/ mutraveller1
📱 Social Media Handles: Follow me on Instagram, Twitter, and Facebook for real-time updates, stunning visuals, and engaging discussions.
My Facebook :-
/ mutraveller1
Instagram ID :-
/ laba_hansda

Опубликовано:

 

14 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 3 тыс.   
@manojkumarsahu4527
@manojkumarsahu4527 Год назад
ଏହି ଭିଡିଓ ଜେଉ ମାନେ ଦେଖୁଛନ୍ତି ତାଙ୍କ ମା ବାପାଙ୍କୁ ଭଗବାନ ଆୟୁଷ ଦିଅଁନ୍ତୁ
@BhagirathaPrusty-yd4tj
@BhagirathaPrusty-yd4tj Год назад
ଜଣେ ଜନଜାତିର ହୋଇ ଦେଶ ବିଦେଶ ଯାଇ ଏତେ ଭଲ ଭିଡିଓ ବନାଉଛନତି,ଇଏ ମହାମହିମ ରାଷ୍ଟ୍ରପତି,ଯିଏ ଜନଜାତିରୁ ଦେଶର ପ୍ରଥମ ନାଗରିକ, ତାଙ୍କ ସହିତ ସମାନ ❤
@salominayak9999
@salominayak9999 Год назад
ଆଦିବାସୀ ଭାଈ
@hemendratandi5441
@hemendratandi5441 Год назад
Paisa kouthi paauchanti ebe bhai sabu desa bulibaku
@BhagirathaPrusty-yd4tj
@BhagirathaPrusty-yd4tj Год назад
@@hemendratandi5441 ଭାଇ ସେ କଥା ମୁଁ କହି ପାରିବି ନାହିଁ, ସତରେ ତ ଆମେ ଦେଖୁଛୁ ବୁଲୁଛନ୍ତି
@hemendratandi5441
@hemendratandi5441 Год назад
Baaki se Bhai ku very much thanks odisha ru jai ki video sabu out of country ra dekhau thiba ru ....
@M.mrespect0
@M.mrespect0 Год назад
ru-vid.comUJJtIxa69VM?feature=share
@Sundaravrajesvaradas
@Sundaravrajesvaradas Год назад
ତୁମ କୁ ଆଦିବାସୀ ପିଲା ବୋଲି କହି ହେବନି , ତୁମେ ବହୁତ ସ୍ମାର୍ଟ , ଉପସ୍ଥିତ ବୁଦ୍ଧି ବି ବହୁତ ଅଛି , ସବୁ ଭଲ ତୁମର , thank you for everything
@melisha4236
@melisha4236 Год назад
Adiwasi pila kn smart nuhanti?
@sizzlinglife8198
@sizzlinglife8198 Год назад
@@melisha4236 TV serial movie maker mane adiwasinka image kharap kariki rakhichanti... emananka hisab re adiwasi kebala kala kala bhuta bhalia heithibe au ajib jinsa sabu lageithibe au kebala maar pit kariba janithiba Kintu actually ame bht sarala au dayalu... au rahila Cota katha ta dekha bhai Cota b taku milithae jie hard working thae kahikina ame sabu nija kama ghara kama sabu eka karu au sathire padhiba bht kasta heithae
@Xxxlgey
@Xxxlgey Год назад
ତମକୁ ପଣ୍ଡିତ ପିଲା ବୋଲି କହି ହେବନି, ତୁମେ ବହୁତ ମୂର୍ଖ ,ଅନୁପସ୍ଥିତ ବୁଦ୍ଧି ବହୁତ ଅଛି,
@damayantidas5308
@damayantidas5308 Год назад
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ପୁଅରେ ତୁମ ବାପା ମାଙ୍କୁ ବହୁତ ବହୁତ ଧନ୍ୟବାଦ ତୁମ ପରି ପୁଅ ପାଇ କି ତୁମେ ବି ସାରା ଜୀବନ ବାପା ମାଙ୍କୁ ଭଲରେ ରଖିବ ବାପା ମାଙ୍କର ଆଶ୍ରୀବାଦ ତୁମ ଉପରେ ରହିଛି ଓ ରହିବ ଚନ୍ଦ୍ର ସୂଯ୍ୟ ଥିବା ପଯ୍ୟନ୍ତ ତୁମେ ବହୁତ ଆଗକୁ ଯିବ ଜୟ ଜଗନ୍ନାଥ
@despacitomilan8188
@despacitomilan8188 Год назад
❤❤❤❤🎉🎉🎉
@gs_official_vlog
@gs_official_vlog Год назад
Tankara Maa Kichhi Dina Tale Nahanti Seti Painta Munda Chula Nanda heichanti
@ashiskumargochhayat7764
@ashiskumargochhayat7764 Год назад
Jay Jagannath
@Biswo1395
@Biswo1395 Год назад
Thanks bahi mast katha kahila
@GoodNews24x7odia
@GoodNews24x7odia Год назад
Badhia laguchi tama vlog
@RCkadamINC
@RCkadamINC Год назад
ଲବ ଭାଇ ପାଇଁ ଗୋଟେ like ହେଉ ଜୟ ଜଗନ୍ନାଥ ❤🙏🙏
@bhagabanpradhan7500
@bhagabanpradhan7500 Год назад
କନକ ନିୟୁତ ରୁ ତୁମ ବିଷୟରେ ଜାଣିବାକୁ ପାଇଲୁ ଜଣେ ଆଦିବାସୀ ପୁଅ ନିଜ ଚେଷ୍ଟାରେ ଏତେ ବାଟ ଆସିପାରିଛି ଧନ୍ୟବାଦ
@gourisankarjena5442
@gourisankarjena5442 Год назад
Odisha's No.1 International Travel Vlogger. Proud of you brother
@simplelifevlogersugyani6140
👍👍
@santhacharandas7385
@santhacharandas7385 Год назад
ଭାଇ ଯେତେ ଦୁଃଖରେ ଥିଲେ ମଧ୍ଯ ତୁମ ଭିଡିଓ ଦେଖଲା ପରେ ବହୁତ୍ ଖୁସି ଲାଗେ.❤❤
@MIZUL..
@MIZUL.. Год назад
Right bro 🥰🥰🥰
@pikunnaik4338
@pikunnaik4338 Год назад
Right 👍
@anitamallick8067
@anitamallick8067 Год назад
Right brother
@BimbadharMangaraj
@BimbadharMangaraj 4 месяца назад
ବହୁତ ବହୁତ ଧନ୍ଯବାଦ୍ ଓଡିଆ ଜାତିର ଟେକ ରଖ
@O_G.ESPORT16-SHORT
@O_G.ESPORT16-SHORT Год назад
ଯିଏ ଭାଇ କୁ ନମ୍ବର 1vloger ମାନନ୍ତି ମୋ comment କୁ like kara
@udyasoran224
@udyasoran224 Год назад
😅Vv
@udyasoran224
@udyasoran224 Год назад
😅Vvir
@HadibandhuMajhee
@HadibandhuMajhee Год назад
❤❤
@_2DU_STAR_143
@_2DU_STAR_143 Год назад
🖐️✋
@pradipkumarsahoo2112
@pradipkumarsahoo2112 Год назад
🙋
@saikalyan4321
@saikalyan4321 Год назад
ଏତେ Speed ରେ ବଢୁଥିବା ଓଡ଼ିଆ youtube channel କେବଳ ତୁମର ଭାଇ❤❤❤❤ ମାଡ଼ି ଚାଲ
@SurendraHansdah-gk5cj
@SurendraHansdah-gk5cj Год назад
Bhai tribe blogger rani ra bi
@amautkal
@amautkal Год назад
ଭାଇ ତମର ଶେଷ କଥାଟା ବହୁତ ଭଲ ଲାଗିଲା ,ସେଇଥୀ ପାଇଁ ହୃଦୟର ଧନ୍ୟବାଦ୍,❤️❤️❤️
@bishelifestyle
@bishelifestyle Год назад
ଭାଇ ତୁମ ପାଇଁ ଆମ ମାନଙ୍କୁ ନୁଆଁ କିଛି ଶିଖିବାକୁ ମିଳୁଛି ...ଯେଉଁ ମାନେ କିଛି କାମ କରୁ ନାହାନ୍ତି ..ତାଙ୍କ ପାଇଁ ବି ଗୁଟେ ବଡ ମେସେଜ ଆଏ.. Thank you labha bhai. ❤❤❤❤
@jayramnk5533
@jayramnk5533 Год назад
ଭାଇ ସାରା ଦୁନିଆ କୁ ଏତେ ପ୍ରାଂଜଳ ଭାବରେ ବୁଝେଇ କି ଦେଖଉ ଥିବାରୁ ବହୁତ ବହୁତ ଧନ୍ୟବାଦ । Best of luck ଭାଇ Happy journey❤ Love from ମୁଁ ଆଦିବାସି କନ୍ଧମାଳ ଛୁଆ 🇮🇳❤❤❤
@bibhuofficial3168
@bibhuofficial3168 Год назад
ମୁଁ ବି କନ୍ଧମାଳ ଜିଲ୍ଲାର ଭାଇ ❤❤❤
@supper-funy8
@supper-funy8 Год назад
ru-vid.comUJJtIxa69VM?feature=share
@rajkumarmallick8139
@rajkumarmallick8139 Год назад
Mu b kandhamal plb ra bro.,...
@sukultudu137
@sukultudu137 Год назад
ବାରହମଣ ମୁଖରୁ ଜନ୍ମ ହେଲେ ବିଆରୁ ନୁହେଁ ଅନଧ ଭକ୍ତ ର ଶିକ୍ଷା ମୁସଲମାନ କେଉଠୁ ଜନ୍ମ ହେଲେ ବିଆରୁ
@akcreative6751
@akcreative6751 Год назад
Mu b kandhamal chua ❤️✨
@bibekanandaray4591
@bibekanandaray4591 Год назад
ଆମର ଜନଜାତିର ଭାଇ ଟିକୁ ରାଷ୍ଟ୍ରପତି କରିବା କଥା। ଆମର ନବୀନ ପଟ୍ଟନାୟକ ମୋଦି ସରକାର କୁ ଲେଖା ପଠାଇ କଥା।ସତ great man , salute
@BIJAYINIPANDA
@BIJAYINIPANDA Год назад
ଭାଇ ଆପଣ ଙ୍କ ବ୍ଲଗ୍ ବଢିଆ ଲାଗୁଛି. ଆଉ ମଝିରେ ମଝିରେ ଆଫ୍ରିକା ଝିଅ ଙ୍କ ସହ ମଜା ମଜା କଥା ମସ୍ତ୍ ପୁରା... 😃👌👌
@sibaprasadmohanty6902
@sibaprasadmohanty6902 Год назад
ଭାଇ ଏବେ situation ଏମିତି ହେଲାଣି କି ତମର video ନାଦେଖିଲେ ରହି ହଉନି 😢😢 କଣ୍ଟେଣ୍ଟ ବହୁତ strong ❤
@madantudu9490
@madantudu9490 Год назад
Right
@barungouda700
@barungouda700 Год назад
Bala na
@Rajashree_321
@Rajashree_321 Год назад
Right😂😢
@bharatranjanrout3951
@bharatranjanrout3951 Год назад
ଯାହା ବି ହେଉ ନିଜ ଜୀବନ କୁ ବାଜି ଲଗେଇ ସମଗ୍ର ମାନବ ଜାତିର କଲ୍ୟାଣ ପାଇଁ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମ୍ବାଦ ପରିବେଷଣ କରିଥିବାରୁ ଆପଣଙ୍କୁ କୋଟି କୋଟି ପ୍ରଣାମ କରୁଛି। ଧନ୍ୟବାଦ🙏
@indianeating2322
@indianeating2322 Год назад
ଭାଇ ଭଦ୍ରକ କଥା ଯାହାବି କହିଲ ସବୁ ୧୦୦%ସତ ଭାଇ ମୋ ଗାଁବି ଭଦ୍ରକ /ଧାମନଗର I love you bhai Africa ମାଟି ରେବି ଭଦ୍ରକ କଥା କହିଲେ
@RamakantKatual
@RamakantKatual Год назад
Right 👍 mo b bhadark kaupur lovely 🌹 soo much bhai Jay jagannath
@bandanasingh173
@bandanasingh173 Год назад
ଭଦ୍ରକ ମୋ ଶାଶୁ ଘର,କାଉପୂର୍ ମୋ ଭାଣିଯି ବିଭା ହୋଇଛନ୍ତି
@SujanPatra-h5z
@SujanPatra-h5z Год назад
Hiii bhai
@jitenbiswal6367
@jitenbiswal6367 Год назад
ଭାଇ ତମ ବ୍ଲଗ୍ ଦେଖୀ ବହୁତ୍ ଖୁସି ଲାଗିଲା, ତମର ବହୁତ୍ ଜଲଦି 1Million ହେଇଯିବ
@kdsahoo1
@kdsahoo1 Год назад
ସମସ୍ତେ ବଡ ବଡ ଦେଶର video କରୁଛନ୍ତି କିନ୍ତୁ ଏତେ ଅସୁବିଧା ରେ ରହି ଆମକୁ ଅନୁନ୍ନତ ଦେଶ ର ସଂସ୍କୃତି, ଜୀବନ ଚଳନୀ ସନ୍ଦେଶ ଦେଉଛ ସେଥିପାଇଁ ତୁମକୁ ବହୁତ ଧନ୍ୟବାଦ. ତୁମେ ସୁସ୍ଥ ରହି ତୁମ କାର୍ଯ ଜାରି ରଖ...❤
@ranjanjena4939
@ranjanjena4939 Год назад
ଧନ୍ୟବାଦ୍ ଭାଈ। ଭଦ୍ରକ କଥା କହି ଥିବାରୁ। ମୁଁ ଭଦ୍ରକ ପିଲା❤️‍🩹❤️‍🩹❤️‍🩹❤️‍🩹❤️‍🩹
@PUREKNOWLEDGE9556
@PUREKNOWLEDGE9556 Год назад
ସେ ଝିଅ ର ମନକୁ ତମେ ବହୁତ୍ କଷ୍ଟ ଦେଲ ଭାଇ। ତା ହୃଦୟ ଭାଙ୍ଗି ଦେଲ।
@chandrasekharsanta-bj2ux
@chandrasekharsanta-bj2ux Год назад
ଭାଇ ସେ ଏରିଆ ର ସବୁ ସମସ୍ୟା କହିବାରୁ ବହୁତ ଧନ୍ୟବାଦ ସତରେ ଆମେ ଭାରତ ରେ କେତେ ଭଲ ରେ ଅଛୁ. ତାହା ଆପଣଙ୍କ ଭିଡ଼ିଓ ମାଧ୍ୟ୍ୟମରେ ଜାଣି ପାରୁଛୁ 😢
@smrutipayal
@smrutipayal Год назад
ଭାଈ 1 million subscribers ଜଲଦି ହେଇଯିବେ 😍😍🤩💐
@niranjanmallik7937
@niranjanmallik7937 Год назад
ହଉ ମୁଁ ଅପେକ୍ଷା କରିଛି
@jitenbehera9864
@jitenbehera9864 Год назад
ତମେ ଓଡ଼ିଆରେ କଥା କହିଲେ ବଢିଆ ଲାଗୁଛି ଆଗକୁ ମାଡି ଚାଲ ...ଜୟ ମା ତାରିଣୀ
@NayakBabuofficial
@NayakBabuofficial Год назад
Hii
@rajacreation294
@rajacreation294 Год назад
Bhainka ghara bhadrak Africa nuha
@Allah_Suar
@Allah_Suar Год назад
Jay maa tarini
@dipikasahoo4206
@dipikasahoo4206 Год назад
ଯାହା ହଉ ଭାଇ ତୁମ ପାଇଁ ଆମେ ଅନ୍ୟ ଦେଶ ବିଷୟ ରେ ଜାଣିପାରୁଛୁ| ଧନ୍ୟବାଦ ଭାଇ| ଜୟ ଜଗନ୍ନାଥ
@KetakiThakur-qn1ry
@KetakiThakur-qn1ry 5 месяцев назад
Video Last khata bahut voll lagila Bhai thank you so much ❤and love you bro 🎉🎉🎉
@satyabrat7640
@satyabrat7640 Год назад
ଭାଇ ମାନେ କିଏ ଭାବୁଛ ଆମ ଓଡିଆ ଟୋକା no.1 ବ୍ଲଗର like କରନ୍ତୁ
@RamsinghHaiburu-c6u
@RamsinghHaiburu-c6u Год назад
Bahut bhala Laguchi bhai
@Rajababu-gk6kp
@Rajababu-gk6kp Год назад
ଭାଇ ସେଠାକାର ଝିଅ ମାନଙ୍କୁ ମହୁ କହି ଆଚାର ଛଟେଇଲ କେତେ ଖୁସିରେ ତୁମକୁ ଆଲିଙ୍ଗନ କରିଲେ । ଏହା ପରେ ତୁମର ଭିଡିଓ ଗୁଡ଼ିକ ବହୁତ ଭଲ ଲାଗିଲା ❤❤
@hopeoplecare
@hopeoplecare Год назад
ମୁଁ ହେଇଥାନ୍ତି କି
@supper-funy8
@supper-funy8 Год назад
ru-vid.comUJJtIxa69VM?feature=share
@JhooRajhu-wq2he
@JhooRajhu-wq2he Год назад
​@@hopeoplecare tu hei thile gandi mari de thantu sala chura😂
@chhabimohanty2112
@chhabimohanty2112 Год назад
ମୋ ଭାଇ ର ଭିଡ଼ି ଓ ପୃଥିବୀ ପୃଷ୍ଠରେ ଦେଖିବା ବିରଳ। ବହୁତ୍ ସୁନ୍ଦର୍ ଦିସୁଛି। ପ୍ରାଏ ବିପଦ ଜାଗା କି? ଜୟ ଜଗନ୍ନାଥ ବନ୍ଦେ ଉତ୍କଳ ଜନନୀ ଜୟ ଭାରତ ମାତା ଦୀର୍ଘାୟୁ କାମନା କରି ରହୁଛି ଆପଣଙ୍କ ର।🙏🙏💅💅💅🏆🏆💯💯💯💯♥️♥️👌👌👍👍💯💯🏆💅🙏❤️
@Soybrothers440
@Soybrothers440 Год назад
Odisha 's only one No -01 international traveller... God bless you forever.. and so your family....
@rajeshnisikaofficial
@rajeshnisikaofficial Год назад
ଭାଇ ଏସବୁ ଭିଡିଓ ଦେଖି ଭଗବାନଙ୍କୁ ଧନ୍ୟବାଦ ଦେଉଛି କାହିଁକି ନା ମୋତେ ଭାରତ ଭଳି ଦେଶରେ ଜନ୍ମ ଦେଇଛନ୍ତି
@chandannaik5477
@chandannaik5477 Год назад
Hn bhai
@madhusmitanayak4764
@madhusmitanayak4764 Год назад
Hn bhai mu same vabuchi..loka mane amathu bi bahut asuvidha re rahuchanti..
@rabimallick1164
@rabimallick1164 Год назад
Many many thanks my dear brother for showing other countries culture
@O_G.ESPORT16-SHORT
@O_G.ESPORT16-SHORT Год назад
ଭାଇ ନମସ୍କାର ମୁଁ ଆପନଙ୍କୁ ମୁ ଦେଖିବାକୁ ଅପେକ୍ଷା କରିଛି❤❤❤କେବେ ଆମ ଗାଁ ଆସିବେ କହିଦିଆନ୍ତୁ
@rrsloverboy9454
@rrsloverboy9454 Год назад
ଆମ ଓଡ଼ିଶା ବି କିଛି ଜିନିଷ ଅଛି ସେଇଟା ଦେଖାଉ ଯେମିତି ଆମ ଦେଖିଲେ ଖୁସି ହେବୁ କି ଆମ ଓଡ଼ିଶା ରେ ଏମିତି ଲୋକ ଅଛନ୍ତି ଆଊ ଏମିତି ବି ଜାଗ ଅଛି
@DhyanaNaik-dz9qs
@DhyanaNaik-dz9qs Год назад
ଭଗବାନ ତୁମକୁ ଖୁସିରେ ରଖନ୍ତୁ ❤❤❤❤❤❤
@kanhabaral2209
@kanhabaral2209 Год назад
ଭାଇ ଆପଣ ଓଡ଼ିଆ ରେ କୁହନ୍ତୁ ଯାହା ହେଉ ଆପଣ ଓଡ଼ିଶା ରୁ ଯାଇକି ଆଫ୍ରିକା ରେ ଭିଡିଓ ଵନ‌ଉଛନ୍ତି ଦେଖିବାକୁ ବହୁତ ଖିସି ଲାଗୁଛି 👍👍👍👍
@dineshbhoi6480
@dineshbhoi6480 Год назад
Odisha no-1 international vlogger.. Happy journey chotu bhai...
@BalaramSethi-i9w
@BalaramSethi-i9w Год назад
Beautiful pictures
@sarojkumarbarik3534
@sarojkumarbarik3534 Год назад
ସ୍ବାଗତମ୍ ଲବ ହାଁସଦା। ତୁମ ଭିଡିଓ ଗୁଡିକ ବହୁତ ଭଲ ଲାଗୁଛି।ତୁମର କହିବା ଶୈଳୀ ଓ ଉପସ୍ଥାପନା ବହୁତ ଉଚ୍ଚ କୋଟୀର। ତୁମର ପରିଶ୍ରମ ଓ ଓଡିଶା ବାସୀଙ୍କ ଭଲ ପାଇବା ତୁମକୁ ଅଳ୍ପ ସମୟ ମଧ୍ୟରେ ବହୁତ ସଫଳତା ଦେଇ ପାରିଛି। LOVE YOU LABA .
@anilrana9641
@anilrana9641 Год назад
ଭାଇ ବହୁତ ଦୁଃଖ ରେ ଅଛନ୍ତି ଲୋକେ କାହିଁ କେତ ଭିଡ଼ିଓ ବନାଉଛ ଆମେ ତୁମର ସାଙ୍ଗରେ ଅଛୁ ଆଖି ରୁ ଲୁହ ଆସିଗଲା i love ଇଣ୍ଡିଆ 🙏🙏🙏
@dilipkumarsahu2285
@dilipkumarsahu2285 Год назад
Beautiful your speech and traveling
@chiku4140
@chiku4140 Год назад
ଭାଇ ବହୁତ ସୁନ୍ଦର ଭିଡିଓ ବନଉଛ ମାଡିଚାଲ ଏମିତି ଯାରି ରହୁ❤❤❤
@jyotiranjannayakvlogs367
@jyotiranjannayakvlogs367 Год назад
ଦେଖା ଯାଉଛି ମଡ ମଡ଼ିଆ କିନ୍ତୁ କାମ ବହୁତ ବଢିଆ epic dialogue 😂😆😄Nice informative video ଲବ ହାଁସଦା ❤frm ଆନନ୍ଦପୁର
@BiswanathroutRout-official
@BiswanathroutRout-official 11 месяцев назад
ବହୁତ ସୁନ୍ଦର ହେଇଛି
@biswaranjansahoo6331
@biswaranjansahoo6331 Год назад
U r a very brave boy in my odisha... Keep it up bro.. Bande utkala janani... 👍👍💐💐🙏🙏🙏🙏
@odishaempire5038
@odishaempire5038 Год назад
ଲବ ଭାଇ ତୁମ ଭିଡିଓ ବହୁତ୍ ହୁର୍ଦୟ ସ୍ପର୍ସି । ତମେ ଡେଲି ଭିଡିଓ ପକାଓ । ମୁଁ ତ ତମ ଭିଡିଓ ଅପେକ୍ଷା ରେ ସଦାବେଳେ ରୁହେ । ଲଭ ୟୁ ବ୍ରୋ । ଆମ ପାଇଁ ଏମିତି ଭଲ ଭଲ ଅପଲୋଡ଼ କରୁଥିବାରୁ ତୁମକୁ ବହୁତ୍ ବହୁତ୍ ଧନ୍ୟବାଦ୍। ଭାଇ ପ୍ରତିଉତର ଅପେକ୍ଷା ରେ ରହିଲି ।👍👍
@Creativeschoollife
@Creativeschoollife Год назад
ଆମେ ଭାବୁ କି ସବୁ ଭାଷା ଜନିଥିଥିଲେ ହିଁ ଆମେ ବୁଲି ପରିବା କିନ୍ତୁ ସେଟା ପୁରା ଭୁଲ । ଭାଇ amoro ଓଡ଼ିଆ ମାଟିକୁ ପୁରା ଗର୍ଭିତ କରିଛନ୍ତି ବୋହୁତ ଖୁସି ଲାଗୁଚି ଆଲୋଗା ଦେଶରେ ଆମୋ ଭାଷା ଶୁଣି😢😢😢😊😊😊
@ChandkaTukuda
@ChandkaTukuda Год назад
ଭାଇ ତୁମକୁ ଧନ୍ୟବାଦ ! ଭାଇ ତୁମ ଭିଡ଼ିଓ ଦେଖିବାକୁ ବହୁତ ଭଲ ଲାଗେ . 👌👌
@krishnachandramukhi9377
@krishnachandramukhi9377 Год назад
Love from Bangriposi, ମୟୁରଭଞ୍ଜ 🌿
@GouravSwain-ly3od
@GouravSwain-ly3od 6 месяцев назад
ଭାଇ ଆପଣଙ୍କ ଭିଡିଓ ରୁ ଆଫ୍ରିକା ର ଦୈନଦିନ ଜୀବନ ଅତିବାହିତ ସମ୍ପର୍କରେ ଜନସାଧାରଣ ଅବଗତ ହୋଇ ହୋଇପାରିବେ❤❤❤❤
@dipuvlogs1996
@dipuvlogs1996 Год назад
ନବ ଭାଇ ❤ ବହୁତ ଭଲ କାମ କରୁଚ ଓଡ଼ିଆ ମାନଙ୍କ ର ତୁମେ ଗର୍ବ
@uttammurmu2730
@uttammurmu2730 Год назад
Nabo Bhai nuhn laba bhai
@aroxsantali5374
@aroxsantali5374 Год назад
ଦେଖା ଯାଉଛି ମୋଡ୍ ମୋଡ଼ିଆ, ହେଲେ କାମ କରେ ବହୁତ୍ ବଢ଼ିଆ I Epic line 😂😂😂 2:57
@Mnls956
@Mnls956 Год назад
😂
@HadibandhuMajhee
@HadibandhuMajhee Год назад
@pikunnaik4338
@pikunnaik4338 Год назад
Mu suniki bahut hasili😃😍
@supper-funy8
@supper-funy8 Год назад
ru-vid.comUJJtIxa69VM?feature=share
@Kamakshya
@Kamakshya Год назад
Hn mu bi
@madansethy-c5f
@madansethy-c5f 9 месяцев назад
God bless travel life Thanks bhae
@GuluSakti-qh2pt
@GuluSakti-qh2pt Год назад
ଜୟ ଜଗନ୍ନାଥ ମହା ପ୍ରଭୁ ଭାଇ ଭଲ ରେ ରୁହନ୍ତୁ ଏମିତି ଭଲ ଭଲ ଜାଗା ଦେଖାନ୍ତୁ
@musicbandmahesh8790
@musicbandmahesh8790 Год назад
ଭାଇ ତମ ଭିଡିଓ ଯେତେ ଦେଖିଲେ ଆହୁରି ଦେଖିବାକୁ ଇଛା ହେଉଛି ❤❤ I love you brother.
@RashmiBehera-m3d
@RashmiBehera-m3d 6 месяцев назад
❤❤❤ jaya jaganath tam ku val re rakhantu...
@birendrasamantaray5773
@birendrasamantaray5773 Год назад
ଭାଇ ମୁ ଅନେକ୍ vlogger ଦେଖିଚି ସେମାନେ Hill station, City,Hotel,mall ଦେଖାନ୍ତି but u r different ତୁମେ ଆଉ ତୁମ ଭିଡିଓ ବହୁତ୍ ଭଲ ❤ ତୁମେ ସେ ଜାଗା ରେ adjust କରିପାରୁଛ ସେଇଟା ବଡ଼ କଥା କାହିଁ କି ନା comfort Life ବାହାରେ ହିଁ real life ଥାଏ ଯୋଉଟl ତୁମେ ଦେଖାଉଛ ❤❤❤❤
@tempamajhi8574
@tempamajhi8574 Год назад
Great performance laba dada
@vivekrao3954
@vivekrao3954 Год назад
Thank you for your journey sweet memory god bless you on your every path
@sudhir954
@sudhir954 Год назад
ବହୁତ ସୁନ୍ଦର
@supper-funy8
@supper-funy8 Год назад
ru-vid.comUJJtIxa69VM?feature=share
@PhulkumarJani-ch3tk
@PhulkumarJani-ch3tk 7 месяцев назад
ଓକେ.. ବାଇ
@PhulkumarJani-ch3tk
@PhulkumarJani-ch3tk 7 месяцев назад
🌹
@utkalkesharipalei6499
@utkalkesharipalei6499 Год назад
ଆଫ୍ରିକା ଜଙ୍ଗଲ ରାସ୍ତା ରେ ବାଘ, ଭାଲୁ,ହାତୀ ନାହିଁ କି ଭାଇ ??❤
@m3official745
@m3official745 11 месяцев назад
God bless you bro..... Many thanks for you,you're one of the world best vloger...
@prashantajena1149
@prashantajena1149 Год назад
ମୁଁ ସେହିଦିନ କମେଣ୍ଟ କରିବା, ଯେଉଁ ଦିନ ଶୀର୍ଷ କୁ ଛୁଇଁବାକୁ ଜୟ ଜଗନ୍ନାଥ 🙏🏽
@rjrooneyking2382
@rjrooneyking2382 Год назад
love you ଭାଇ ଆମେ ଆଦିବାସୀ ଜୟ ଆଦିବାସୀ 🚩🚩🚩
@laxmankrisani4356
@laxmankrisani4356 Год назад
you are a great traveller Laba bhai may god bless you forever ..Good Luck
@Cknayak789
@Cknayak789 Год назад
ଆମେ ଓଡିଆ ଭାରିବଢିଆ 🙏 ଜୟ ଜଗନ୍ନାଥ 🙏
@01Bharatiya
@01Bharatiya Год назад
ସେଠିକା ଲୋକଙ୍କର ଜଞ୍ଜାଳ ନାହିଁ ଯେତେ modernization ସେତେ ଜଞ୍ଜାଳ ଜୀବନ
@jayshribarik7446
@jayshribarik7446 Год назад
Right
@charuchho6853
@charuchho6853 Год назад
ଅତି ସୁନ୍ଦର ଲବଭାଇ
@budhhadevMunda
@budhhadevMunda Год назад
ଭାଇ ତୁମ ଭିଡ଼ିଓ ଦିକିଲେ ଘରୁ ବିହାରିବାକୁ ଇଚ୍ଛା ହୁଅନି ବହୁତ ଭଲ ଲାଗେ odiasha no 1 vlog bhai
@riyanraaj4048
@riyanraaj4048 Год назад
Jaldi 1 million haba bhai ame full support karuchi
@SumitraNayak-k5l
@SumitraNayak-k5l 10 месяцев назад
Bhai Aagaku badhi chala
@sagarkumarpatra2944
@sagarkumarpatra2944 Год назад
ଭାଇ vlog ରେ ଭଦ୍ରକ କଥା କହିଲା ଭଲ ଲାଗିଲା,କାରଣ ସବୁ ଭଦ୍ରକ କଥା ଜାଣିଲେ 🤗👍
@rohitpradhan5545
@rohitpradhan5545 Год назад
ଭାଇ ବହୁତ ଭଲ କଥାଟେ କହିଲେ ♥️♥️♥️♥️ ଭିଡ଼ିଓ ସହିତ ଏମିତି କଥା କହୁ ଥାଆନ୍ତୁ👍 ହରି ଓମ
@nvicky802
@nvicky802 Год назад
Very interesting video brother thank you so much and god bless you
@hemantaswain1421
@hemantaswain1421 Год назад
Kudos to our odia boy exploring Africa. Praiseworthy video
@padmarao9904
@padmarao9904 Год назад
😊
@SUNDARNAIK143
@SUNDARNAIK143 Год назад
ଏକ ମାସ ଭିତରେ ୧ଲକ୍ଷ ୨୬ ହଜାର ରୁ ଅଧିକ Subscriber ବହୁତ୍ ସ୍ପିଡ୍ ରେ ବଢୁଛି ଖୁବ୍ ଜଲ୍ଦୀ ୧ Million Subscriber ହେବାକୁ ଯାଉଛି
@hurshibehera9012
@hurshibehera9012 Год назад
Thank you Bhai. God bless you
@pritamscooking
@pritamscooking Год назад
U deserve this bro... Apana ete paisa kharcha kari ki vdo banauchanti ta ame kemiti ba like subscribe na karibu.... Keep going.. Aau Africa ra mountain, national park tk dekhaiba pain try kariba.
@NARENGAMING-m9g
@NARENGAMING-m9g Год назад
Kichi tume micha kahuna bhai sabu bhalo kahucha i love you brother 👍❤️🥰🥰🥰🥰🫶❤️❤️❤️❤️❤️❤️
@dst722
@dst722 Год назад
Love you brother Jai jagannath Jai maa samalei
@DamburudharBhumia-eu3vh
@DamburudharBhumia-eu3vh Год назад
Odisha Malkangiri ru Bhai thank you Jay Jagannath
@YTSHORTS45678
@YTSHORTS45678 Год назад
ଭାଇ ତମ ନା କଣ ? ଭାଇ ବୋହୁତ ଖୁସି ଲାଗୁଚି ଯେ ତମେ ଏତେ risk ନେଇ ବାହାର ଦେଶ ବିଦେଶ ର ସବୁ କିଛି ବ୍ଲଗ୍ ମାଧ୍ୟମରେ ଦେଖାଉଥିବାରୁ .....ହୁର୍ଦୟ ରୁ ଅଶେଷ ଅଶେଷ ଧନ୍ୟବାଦ ତୁମକୁ i salute you ❤❤❤❤❤❤❤
@BhagbanBala
@BhagbanBala 5 месяцев назад
ଲଭ ବାଇ ଜୟଶ୍ରୀ ରାମ
@MR_BISWAJIT01
@MR_BISWAJIT01 Год назад
Wow 🥺 great Be strong and move no. it's time to be happy again ❤️❤️❤️ after seen this I can't stop my loving for you brother ❤❤❤❤❤❤❤❤😊
@mr.promodkumar251
@mr.promodkumar251 Год назад
Excellent bro ,I'm so proud of u from odisha (Ganapati)🥰🥰🥰
@baburammunduya1882
@baburammunduya1882 Год назад
Adi napay place...Dilse adi adi sarhaw bayha 👍👍👍👍💐💐💐💐
@minatimahapatra522
@minatimahapatra522 Год назад
ଭାଇ ତୁମ cyclone କଥା ଶୁଣି 2013 cyclone ଦିନର କଥା ମନେ ପଡ଼ିଲା
@jayjagannathstainlessworky6450
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏❤️ ସବୁବେଳେ ଆଗରୁ ମାଢିଚାଲ🎉🎉🎉
@JogeswarNaik-cr2ee
@JogeswarNaik-cr2ee 7 месяцев назад
Laba Hansdah, Really great.......
@mrbenu4961
@mrbenu4961 Год назад
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଭାଇ ଆପଣଙ୍କୁ ଭଗବାନ୍ ଖୁସୀରେ ରକନ୍ତୁ ଭାଇ ଆପଣ ଭିଡ଼ିଓ ବହୁତ୍ ବଢିଆ ଲାଗୁଛି
@Ishanvillagecooking
@Ishanvillagecooking Год назад
Super Jai jagannath 🙏🙏🙏
@DibakarKanhar-jt7pp
@DibakarKanhar-jt7pp Год назад
ଲବ,ଭାଈ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଜୟ ଜଗନ୍ନାଥ, ମୁଁ ଆଦିବାସୀ ଛୁଆ,କ
@kaliajena8157
@kaliajena8157 Год назад
ଜଗନ୍ନାଥ 🙏🙏🙏ଆପଣଙ୍କୁ ସବୁଦିନେ ଖୁସି ରେ ରଖି ଥାନ୍ତୁ
@santilatamurmu4761
@santilatamurmu4761 Год назад
I proud to be a santali Labo Hansda
@titikshyaprasadbehera
@titikshyaprasadbehera Год назад
bhai bahut badhia jinisa sabu dekhibaku pauchhu & janibaku paichhu, bahut bahut dhnyabaad
@Miki-Express
@Miki-Express Год назад
ଆପଣଙ୍କ video ଦେଖିବାକୁ ବହୁତ୍ ମଜା ଲାଗୁଚି😂❤❤❤❤❤❤❤
@jagabandhu686
@jagabandhu686 Год назад
ଯାହା ହଉ, ଓଡ଼ିଶା ର ନାମ ରଖିଲ ଭାଇ। ଆଗେଇ ଚ଼ାଲ ଭାଇ 👍👍
@gopibisoibisoi280
@gopibisoibisoi280 Год назад
bahata bhala loguchi bhai tumara block vidio thank you bhai
@sameerpradhan143
@sameerpradhan143 Год назад
ଭାଇ ତମ ଭିଡିଓ ଭହୁତ ଭଲ ଲାଗୁଚି ଅହୁରିବି ଅମିତି ଜାଗାକୁ ଯାଇକି ଭଲ ଭିଡିଓ ବନାଓ 👍👍
Далее
Which part do you like?😂😂😂New Meme Remix
00:28