Тёмный

ସୋସିଆଲ ମିଡ଼ିଆ trending Boy "ଟେଙ୍ଗେ ଟେଙ୍ଗେ" ସହ ଦେଖା ହେଲା || meet with tange tange Viral boy 

ମୁଁ TRAVELLER
Подписаться 917 тыс.
Просмотров 2,2 млн
50% 1

ସୋସିଆଲ ମିଡ଼ିଆ trending Boy "ଟେଙ୍ଗେ ଟେଙ୍ଗେ" ସହ ଦେଖା ହେଲା || meet with tange tange Viral boy
#mutraveller
My Hindi video link -
Meet with tange tange
• Meet with tange tange ...
My email-labahansda97@gmail.com

Опубликовано:

 

22 мар 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 4,9 тыс.   
@MuTraveller
@MuTraveller 4 месяца назад
ମୋ କାମ ସରିଲା ଏବେ ଆପଣମାନଙ୍କର ପାଳି ସେୟାର କରନ୍ତୁ 🙏🙏🙏
@pnmotocreation
@pnmotocreation 4 месяца назад
Good morning
@Sanket032
@Sanket032 4 месяца назад
Tq so much brother❤
@user-yj4oy6kc9w
@user-yj4oy6kc9w 4 месяца назад
So nice brother puri bi aasa
@maheshjhodia349
@maheshjhodia349 4 месяца назад
I love you brother
@scpursantalientertainment
@scpursantalientertainment 4 месяца назад
I love u Lobo bhai❤❤❤❤❤
@sudhirmpm7488
@sudhirmpm7488 4 месяца назад
ସାରା ପୃଥିବୀ ର ଲୋକ ତାକୁ କେହି ଧରି ପାରୁନଥିଲେ ଆମୋ ଓଡ଼ିଶା ହିରୋ ଲବ ଭାଇ ଧରିଛନ୍ତି ❤❤❤❤❤❤❤
@Ameshpradhan143
@Ameshpradhan143 4 месяца назад
👍👍👍👍👍👍
@Kanha-e7q
@Kanha-e7q 4 месяца назад
You are good bro😂
@hembrambabuproduction2349
@hembrambabuproduction2349 4 месяца назад
କି କଥା କହିଲ ଭାଇ 😂😂😂😂
@tusharkantamallik789
@tusharkantamallik789 4 месяца назад
Right 👍👍
@SantoswiniSAHOO
@SantoswiniSAHOO 4 месяца назад
Right 👍
@rajeshcreation9426
@rajeshcreation9426 3 месяца назад
ଓଡ଼ିଶା ରୁ ଯିଏ ଦେଖୁଛ-ଜୟ ଶ୍ରୀ ରାମ 🚩🔥🚩
@sumitrareddysumitrareddy7317
@sumitrareddysumitrareddy7317 2 месяца назад
Jay shree Ram 🙏🙏🙏
@GagaraiLadura
@GagaraiLadura 3 месяца назад
ଢେଙ୍କାନାଳ ଜିଲ୍ଲାରୁ କିଏ କି ଏ ଦେଖୁଛନ୍ତି like ଗୋଟି ହେଉ❤❤❤
@JesusLoveyou
@JesusLoveyou 3 месяца назад
ମୁଁ ଚ୍ୟାଲେଞ୍ଜ ମାରୁଛି ଲବଭାଇଙ୍କ ପରି ଏତେ ପ୍ରେମି ଏତେ ସରଳ, ଏତେ ସାହସିକ ମେଳାପୀ ମଣିଷ ଅଭିନୟ ନୁହଁ ସବୁ ଦେଶର ସଂସ୍କୃତି,ଖାପଖୁଆଇ ଆମ ଓଡିଶାର ତଥା Indiaର Talented ଦେଖାନ୍ତି। ଏହିପ୍ରକାର କୌଣସି Youatuber ସାରା ବିଶ୍ବରେ ଜଣେସୁଧା ମିଳିବ ନାହିଁ। Thank you Laba Bhai for Your Talented ❤❤👍👍👍🙏🏻🙏🏻🙏🏻👌 God bless you
@deepakkumarmishra5267
@deepakkumarmishra5267 4 месяца назад
Interesting and amazing part ସବୁଠାରୁ ଅଧିକ ତୁମେ ନିଜେ ..........ଓଡ଼ିଆ ସାନ୍ତାଳୀ ପିଲା ଆମେ ଗର୍ବିତ ତୁମ ପାଇଁ ❤❤❤❤❤🎉🎉🎉🎉🎉🎉❤❤❤❤❤❤❤❤❤❤❤
@BFBalmiki
@BFBalmiki 3 месяца назад
ଜଗତସିଂହପୁର ର ଗୋରେଖନାଥ ପୀଠ ରୁ ଲାଇକ ହଉ।
@user-tl3mm8jv2p
@user-tl3mm8jv2p 3 месяца назад
ଓଡ଼ିଶା ରୁ କିଏ କିଏ ଦେଖୁଛନ୍ତି ଲାଇକ କରନ୍ତୁ 😂😂😂
@AdvJKDas
@AdvJKDas Месяц назад
Me as An Advocate from Cuttack
@lipakkumar7056
@lipakkumar7056 4 месяца назад
ମାଡି ବସିଛି ସେ tenge tenge କୁ... Sabas
@gobindamajhi2022
@gobindamajhi2022 4 месяца назад
Very nice 👍
@user-sy4lt9xm8l
@user-sy4lt9xm8l 4 месяца назад
ଜୟ ଜଗନ୍ନାଥ ଲବ ଭାଇ ମୋତେ ବହୁତ୍ ଗର୍ଵ ଲଗୁଚିଜେ ଜଣେ ଓଡ଼ିଆ ପୁରା ପୃଥିବୀ ଦେଖେଇ ପାରୁଚି ଆମକୁ love you bro
@user-jq9xm7qp9o
@user-jq9xm7qp9o 3 месяца назад
ତିନି ଦିନରେ 1.2 m views❤
@jayantakumar5622
@jayantakumar5622 3 месяца назад
ଟେଙ୍ଗେ ଟେଙ୍ଗେ ମୁହଁରୁ ଜୟ ଜଗନ୍ନାଥ🙏🙏🙏ଜୟ ଓଡିଶା❤❤❤Thanks ଲବ ଭାଇ
@hemantabahera8047
@hemantabahera8047 4 месяца назад
ଶୁଭ ସକାଳ ବହୁତ୍ ଭଲ ଲାଗିଲା ସେ ପିଲା ମାନଙ୍କୁ ଦେଖା କଲ ଆଉ ତାଙ୍କୁ ଯେଉଁ ଟଙ୍କା ଦେଲ ସେ ଟଙ୍କାରେ ତାଙ୍କର ପାଠ ପଢ଼ା ଖାଇବା ରେ କାମରେ ଲାଗୁଛି ଜାଣି ବହୁତ୍ ଖୁସି ଲାଗିଲା,, କିନ୍ତୁ ମନରେ ଅବଶୋଷ ରହିଗଲା ଯେ ତେଙ୍ଗେ ତେଙ୍ଗ dence ଦେଖି ବାକୁ ମିଳିଲାନି ବହୁତ୍ ବହୁତ୍ ଧନ୍ୟବାଦ୍ thenks brother BBSR ରୁ ମୁଁ ହେମନ୍ତ ଭାଇ,, ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤❤❤❤❤
@sudarsanmallick1923
@sudarsanmallick1923 4 месяца назад
ଲବଭାଇଙ୍କର ଗୋଟିଏ ମହାନ ଗୁଣ କଣ ଜାଣ କି ? ଆଳୁ ପରିବା, ସବୁ ପରିବାରେ ମିଶିଯିବେ, କହିବାର ଅର୍ଥ ଯୋଉ ଦେଶକୁ ଯିବେ ସେହି ଦେଶର ଲୋକମାନଙ୍କ ସହିତ ନିବିଡ ସମ୍ପର୍କ ସ୍ଥାପନ କରିପକାନ୍ତି.ଏହି ଗୁଣ ବିଶ୍ବରେ କାହା ନିକଟରେ ନାହିଁ କହିଲେ ଚଳେ।ପୁରା "ନିଜର" ଓଡିଶାବାସୀ ଭାବରେ ମୁଁ ଗର୍ବିତ ଧନ୍ୟ ମୋର ଲବଭାଇ ❤
@ALLSANTALIROMANTICSONG
@ALLSANTALIROMANTICSONG 4 месяца назад
Nihati
@ARUNKUMARHANSDAH-kc6qd
@ARUNKUMARHANSDAH-kc6qd 4 месяца назад
Right
@hemantabahera8047
@hemantabahera8047 4 месяца назад
Right ❤❤❤
@Bisumobile179
@Bisumobile179 4 месяца назад
🎉khushi lagila charampa.. 🎉Asa laba 🎉
@happylucky4839
@happylucky4839 3 месяца назад
Swami bibekananda nkara thila
@Kanhupro
@Kanhupro 3 месяца назад
Love from Odisha bhai amiti aghaku badhi chala amiti nua nua volg hard work karichala
@MiliDas-dq1om
@MiliDas-dq1om 3 месяца назад
Congratulations bhai apana jaha kahithile seya hin hela apananka a video 1 million cross karigala 🎉🎉
@sumanstatusedit75
@sumanstatusedit75 4 месяца назад
🙋‍♂️ ଭାଇ ମୁ ଏଇ ଭିଡ଼ିଓ ଦେଖିବା ପାଇଁ ରାତିରେ ଶୋଇନି ଭାଇ.. ମୋତେ ତମ ଭିଡ଼ିଓ ଦେଖିବା ପାଇଁ ବହୁତ ବହୁତ 👌ଭଲ ଲାଗେ 👌ମୋ ପାଇଁ ଭାଇ ଙ୍କ ପାଇଁ ହୃଦୟ ରୁ ❤️ଲବ ଭାଇ i love you bhai ❤
@miliranidash3552
@miliranidash3552 4 месяца назад
Mu bi
@theanimal3153
@theanimal3153 4 месяца назад
❤❤❤❤❤
@theanimal3153
@theanimal3153 4 месяца назад
ଅପେକ୍ଷା ଥିଲା❤❤❤
@-gunu123
@-gunu123 4 месяца назад
Laba bhai jindabad ❤❤❤❤❤❤❤
@mangal-babu_production
@mangal-babu_production 4 месяца назад
❤❤❤❤
@NationOdia
@NationOdia 4 месяца назад
କେତେ ଜଣ ଲବ ଭାଇକୁ ଭଲ ପାଆନ୍ତି ♥️♥️♥️♥️ଲାଇକ କରନ୍ତୁ
@Debasmita....
@Debasmita.... 3 месяца назад
ଆମେ ଓଡ଼ିଆ ଭାରି ବଢିଆ ❤ ଜୟ ଜଗନ୍ନାଥ❤
@RabiHantal-wg2xs
@RabiHantal-wg2xs 3 месяца назад
Hii
@gurucharanmundary3089
@gurucharanmundary3089 3 месяца назад
. ଲବ ଭାଇ ସତରେ ତମେ ଯାହା କହୁଛନ୍ତି କରିକି ଦେଖାଉଛନ୍ତି ଓଡିଶା sundar garh very happy❤❤❤❤❤❤❤
@santoshnayak7906
@santoshnayak7906 4 месяца назад
ମୁଁ ତମ ପାଖରୁ ଗୋଟେ ଭଲ କଥା ଶିଖିଲି ଛୋଟ ଛୁଆ ମାନଙ୍କୁ ପଇସା ଆବଶ୍ୟକତା ଠାରୁ ତାଙ୍କର ଖାଦ୍ୟ ଅନ୍ୟାନ୍ୟ ନିତାନ୍ତ ବ୍ୟବହାର ଜିନିଷ ଦେବା ଉଚିତ, love you laba ଭାଇ ଆମ ପାଇଁ ବହୁତ କଷ୍ଟ କରୁଛ
@krushnalohar675
@krushnalohar675 4 месяца назад
ଟେଂଗେଟେଂଗେ କୁ ଦେଖେଇ ଲୋ ବହୁତ ଖୁସି ଲାଗିଲା thank you labobhai
@jadupatilifestyle8939
@jadupatilifestyle8939 3 месяца назад
ଜଗତସିଂହପୁର ଜିଲ୍ଲା ରୁ କେଉଁମାେନ ଦେଖୁଛନ୍ତି ଲାଇକ୍ କର
@LikuRout-or7si
@LikuRout-or7si 3 месяца назад
ମୁଁ ଯାଜପୁର ପିଲା ହେଲେବି ମୁଁ ନିଜକୁ ଗର୍ଵ କରେ ମୁଁ ଓଡ଼ିଆ ଜୟ ଜଗନ୍ନାଥ ମାଡ଼ିଚାଲ ଭାଇ ଜୟ ଜଗନ୍ନାଥ 🙏🙏
@Madhasoren459
@Madhasoren459 4 месяца назад
କିଏ କିଏ ଚାହୁଁଛ tenge tenge video 1million ହେବ ବୋଲି ଯଉ ମାନେ ଚାହୁଁଛ ଗୋଟିଏ ଲେଖାଏଁ ଲାଇକ କର ❤❤❤
@ALLSANTALIROMANTICSONG
@ALLSANTALIROMANTICSONG 4 месяца назад
Mu
@Jajpur.toka.2891
@Jajpur.toka.2891 3 месяца назад
Kahara koi chinta tame magia kete ta acha bala khali like kara kai chodi houcha
@nijolokoferozbhai7909
@nijolokoferozbhai7909 3 месяца назад
​@@Jajpur.toka.2891...tu
@Krishnamusic112
@Krishnamusic112 3 месяца назад
😂😂​@@Jajpur.toka.2891
@badalbhai659
@badalbhai659 3 месяца назад
ଆପଣ ଟେଙ୍ଗେ ଟେଙ୍ଗେର ସମ୍ପର୍କରେ କ'ଣ ହୁଅନ୍ତି..?
@sudhirmpm7488
@sudhirmpm7488 4 месяца назад
Tenge tenge ଧାରା ପଡ଼ିଲା ଏହା କେବଳ ଲବ ଭାଇ ପାଇଁ ହୋଇପାରିଲା ଲବ ଭାଇ କି ଜୟ
@swapnikasahu
@swapnikasahu 2 месяца назад
Nice vlog👍🤩 ଜୟ ମାଁ ସମଲେଇ🙏
@JituDas-ou9nu
@JituDas-ou9nu 3 месяца назад
ଜଗତସିଂହପୁର ରୁ କିଏ କିଏ ଦେଖୁଚନ୍ତି like.କର ❤👈🏼
@Sanojjani
@Sanojjani 3 месяца назад
Maghia banda jagatsinghpur rakh be
@nabinashrestha6027
@nabinashrestha6027 2 месяца назад
ाेे्िौू्बेुुपनन्नंनैिौि❤❤िे्ुुैिौम्
@virat.1986
@virat.1986 4 месяца назад
ଭାଇ କୁ ବହୁତ ବହୁତ ଧନ୍ୟବାଦ ଆଉ ବହୁତ ସୁନ୍ଦର ଜଗନ୍ନାଥଙ୍କ କୃପାରୁ ସବୁ ଦିନ ଖୁସି ହୋଇ ରୁହ
@StudyHelp2U
@StudyHelp2U 4 месяца назад
Jay Jagannath Au Odia ଭାଷାରେ ବହୁତ ଭଲରେ "ଟେଙ୍ଗେ ଟେଙ୍ଗେ" କହିପାରିଲା ମୋତେ ଏହା ଅଧିକ ଭଲ ଲାଗିଲା ।
@rm_goten
@rm_goten 3 месяца назад
Beutiful voice tenge tenge boy
@user-do5ur3jz1c
@user-do5ur3jz1c 3 месяца назад
Nice vlog daa 😊😊 tenge tenge very nice song 🥰🥰
@jaysriram51
@jaysriram51 3 месяца назад
ଜୟ ଶ୍ରୀ ରାମ ଭାଇ ଭଗବାନଙ୍କ କୃପାରୁ ଏମିତି ଆଗକୁ ବଡି ଚାଲ । ଧନ୍ୟବାଦ ଟେଙ୍ଗେ ଟେଙ୍ଗେ ପାଖକୁ ଯାଇଥିବାରୁ ।
@sahildasg7442
@sahildasg7442 3 месяца назад
Jay shree ram
@sunirmalvlogs
@sunirmalvlogs 4 месяца назад
ଲବ ଭାଇଙ୍କ ଗୋଟିଏ କାମ ଗର୍ବ ଅନୁଭବ ହୁଏ କି ସେ ଅଲଗା ଦେଶର ଲୋକଙ୍କ ମୁହଁରୁ ଜୟ ଜଗନ୍ନାଥ କୁହାଇଥାଏ, Jay Jagannath 🙏 proud of Odisha
@TusharPatel-jp2sh
@TusharPatel-jp2sh 3 месяца назад
J give it
@TusharPatel-jp2sh
@TusharPatel-jp2sh 3 месяца назад
Thank for you and I
@dipakguru523
@dipakguru523 3 месяца назад
Tme jia ki sabuthu Sunder aau bhala odia pila 👌👌❤️❤️❤️❤️🙏🙏💖💖 your Great Bhai
@jagadishtudu248
@jagadishtudu248 3 месяца назад
ଲବ ଭାଇକୁ ବହୁତ ବହୁତ ଦାନ୍ୟବାଦ ❤️❤️❤️❤️
@bibhudattasahoo3511
@bibhudattasahoo3511 4 месяца назад
ଲବ vai ର 1 MILION karidia re odisha ଭାଇ ଓ ଭଉଣୀ mane ❤❤ Jay JAGANNATH 🙏
@Sunil14324
@Sunil14324 3 месяца назад
ମୟୂରଭଞ୍ଜରୁ ଯେଉଁ ମାନେ ଦେଖୁଛ ଟିକେ ଲାଇକ ହେଇଯାଉ ❤
@khusimohanta3620
@khusimohanta3620 3 месяца назад
Rairangpur
@sabitamohanta3662
@sabitamohanta3662 3 месяца назад
Baripada❤
@shibaprasadsingh980
@shibaprasadsingh980 3 месяца назад
Badasahi
@queenkhushi352.
@queenkhushi352. 3 месяца назад
Kaptipada
@user-dp2ry2wm6r
@user-dp2ry2wm6r 3 месяца назад
Bahut badia Odia Bhai meet to Tange tange So very much
@jogeshdora580
@jogeshdora580 3 месяца назад
Vai dhanyawad bahut kasta karucha aamaku khusi lagila aama odia toka pura duniya re buliki odia pain garba ra katha, JAI JAGANNATH
@SKMANOJENTERTAINMENT
@SKMANOJENTERTAINMENT 4 месяца назад
ଓଃ ଭାଇ କି views ଆସୁଛି।1 million କ୍ରସ କରି ଯିଉ।ମାରାଂ ବୁରୁ ଜାହେର ଆୟ।ଜୟ ଜଗନ୍ନାଥ। Love From MAYURBHANJ Rairangpur
@sureshmajhi4280
@sureshmajhi4280 3 месяца назад
ତେଙ୍ଗେ ତେଙ୍ଗେ କୁ ଦେଖାଇ ଥିବାରୁ ଧନ୍ୟବାଦ ଲବ ଭାଇ,❤️👍
@user-ie4gw9tp2w
@user-ie4gw9tp2w 3 месяца назад
Mu Koraput ru dekhuchi l am big fan in laba। bhai 🎉❤🎉
@ratanpuriapila32
@ratanpuriapila32 3 месяца назад
Bhai tame bahut ,dil dar mu traveller🎉❤❤❤❤❤❤❤
@Bikashparidavlogger.Artist
@Bikashparidavlogger.Artist 4 месяца назад
ଯେଉଁ ମାନେ ଓଡ଼ିଆ ଲାଇକ୍ କରନ୍ତୁ ଯାହା ଦ୍ଵାରା ଜଣାପଡିବ କେତେ ଓଡ଼ିଆ ଲାଇକ୍ କରୁଛନ୍ତି। "ଜୟ ଜଗନ୍ନାଥ"🙏🙏🙏🙏🙏🙏🙏🙏🙏⭕‼️⭕🙏🙏🙏🙏🙏🙏
@ShakuntalaComedian30
@ShakuntalaComedian30 4 месяца назад
😂😂😂😂😂😂
@ShakuntalaComedian30
@ShakuntalaComedian30 4 месяца назад
😂😂😂😂😂😂😂
@ShakuntalaComedian30
@ShakuntalaComedian30 4 месяца назад
😂😂😂😂😂😂😂
@Bikashparida871
@Bikashparida871 4 месяца назад
😂😂😂😂
@Bikashparida871
@Bikashparida871 4 месяца назад
😂😂😂😂😂
@user-df7qf8kq1u
@user-df7qf8kq1u 4 месяца назад
ଆମ ଲବ ଭାଇ ଥିଲେ ଆମକୁ ସବୁ ଫୋନ୍ ରେ ଦେଖିବାକୁ ମିଳିଯିବ ଆଉ କୁଆଡେ ଯିବା ଦରକାର ନାହିଁ । Really we love you all laba bhai and we proud of you,we proudly say we're odia
@pradipshaw7193
@pradipshaw7193 3 месяца назад
Bahut sundar presentation😮... Bahut kichi fact janiba ku milila... Thanku bhaii❤❤❤stay healthy😍
@ngbhaiak8425
@ngbhaiak8425 3 месяца назад
ବହୁତ ବଢିଆ ଧନ୍ୟବାଦ ❤❤❤❤
@RanjanOdiaTv
@RanjanOdiaTv 4 месяца назад
ଲବ ଭାଇ ଙ୍କ ପାଇଁ ଗୋଟିଏ ଲାଇକ୍ ହେଉ 👌👍
@mahendradas6420
@mahendradas6420 4 месяца назад
ଗରୀବ ପିଲାଙ୍କୁ ସାହାଯ୍ୟ କରିବା ତରିକା ବହୁତ୍ ବଢିଆ ଭାଇ ❤❤❤ଏଥିପାଇଁ ଗୋଟେ ଗୋଟେ like ହୋଇଯାଉ ❤❤❤
@baidharmurmu1163
@baidharmurmu1163 3 месяца назад
Laba bhai ame bahut proud feel karuchu Tama unique travel work...and sabu kama re success heicha...we R pray for God for always success for everything ❤❤❤we love you Laba DaDa
@user-tu7pg8uk3p
@user-tu7pg8uk3p 3 месяца назад
କଟକ ଜିଲ୍ଲା ରୁ କିଏ ଦେଖୁଛନ୍ତି ଦୟାକରି like କରନ୍ତୁ
@RB.gaming799
@RB.gaming799 4 месяца назад
ଟେଙ୍ଗେ ଟେଙ୍ଗ ଆଜି ଧରା ପଡ଼ିଲା ଆମ ଓଡ଼ିଆ ଲବ୍ ଭାଇ ହାତରେ ଧରା ପଡ଼ିଲା😊😊❤❤
@B-ow9zf
@B-ow9zf 4 месяца назад
ବହୁତ୍ ବଢିଆ ଲାଗିଲା ଲବ ଭାଇ ପାଇଁ ଗୋଟେ ଲାଇକ ହେଇଯାଉ ❤❤❤
@bikashmohapatra8135
@bikashmohapatra8135 4 месяца назад
Laba is really a very good traveler. One problem is that His communication skills are not very good. But overall ok.
@ChandanKumar-hr7ss
@ChandanKumar-hr7ss 3 месяца назад
କେନ୍ଦ୍ରାପଡ଼ା ଜିଲ୍ଲାରୁ ଯିଏ ଦେଖୁଛ like tk ହେଇଯାଉ ❤
@rojalinbehera6242
@rojalinbehera6242 3 месяца назад
Hn Bhai mun
@OMMSTUDYTREASURE23
@OMMSTUDYTREASURE23 3 месяца назад
Yes
@hemantakumarsingh51
@hemantakumarsingh51 3 месяца назад
Thank you LABO BHAI mu heouchee mbj shyamakhunta block ru
@debasisdishaexpress
@debasisdishaexpress 4 месяца назад
ଓଡିଆ ଲୋକ ଏମିତି ଏତେ ସୁନ୍ଦର୍ ଭିଡ଼ିଓ ଦେଖିବେ ନାହିଁ... କିନ୍ତୁ ଓଡ଼ିଶାର କିଛି ନଙ୍ଗୁଳି ଭିଡ଼ିଓ ଚାଡ଼ିବେ ଦେଖିବେ ଆଉ ସ୍ଵାମୀ ସ୍ତ୍ରୀ ହଗିଲେ ଖାଇଲେ ଶାଳୀ ଆସିଲା ପୁଅ ମୂତିଲା ଏହି ଭିଡ଼ିଓ ଛାଡ଼ିବେ ତାକୁ ଦେଖିବେ... ଲବ୍ ଭାଇଙ୍କ ଭିଡ଼ିଓ ଦେଖ ସେ ଆମ ଓଡ଼ିଶା ନାଁ ବହୁତ୍ ଆଗକୁ ନେଉଛନ୍ତି ❤
@SIMU188
@SIMU188 4 месяца назад
Right
@travelentertainmentvlog199
@travelentertainmentvlog199 3 месяца назад
ଓଡ଼ିଆ ମାନଙ୍କ ଗୁଣ ସେଇଆ
@Adityafoodandvlogs
@Adityafoodandvlogs 3 месяца назад
Emiti sundar vidio ra mulya bujhba darkar ama odia pua ti kete sundar vidio karuchi bhagaban bahut agaku niantu ❤❤❤❤❤
@hembramkola1346
@hembramkola1346 3 месяца назад
Right
@anitalifestyle8159
@anitalifestyle8159 3 месяца назад
Right
@Suser-gv1cw9fe8v
@Suser-gv1cw9fe8v 4 месяца назад
ଵ‌ଡିଆ ଲାଗିଲା ମୋତେ ଭାଇ ❤❤❤ ଠାକୁର ମୁଣ୍ଡା ମୟୂରଭଞ୍ଜ #Hovlogerodia
@freestyleavidancer4373
@freestyleavidancer4373 3 месяца назад
Balesor ..ru kau kau mane dekhu chonti ..gote like. .Hei jau ❤👍
@beautifulifevlogs
@beautifulifevlogs 3 месяца назад
Waahh...Tenge Tenge ..Bhubaneswar ru kie dekhuchanti like karibe ...
@bajisingh4924
@bajisingh4924 4 месяца назад
ମୟୂରଭଞ୍ଜ ଜିଲ୍ଲା ❤
@SatyabrataDas56785
@SatyabrataDas56785 4 месяца назад
Omg ଟେଙ୍ଗେ ଟେଙ୍ଗେ fans ଲାଇକ କର 😄😄😄
@MrDeepakbiswal
@MrDeepakbiswal 3 месяца назад
Dear Laba you are the genius boy of Odisha. Really always waiting for your updates. Lord Jagannath bless you.❤
@Rinkuvlogs750
@Rinkuvlogs750 3 месяца назад
Big fan from KANDHAMAL district
@dwarikanath1958
@dwarikanath1958 4 месяца назад
ଟେଂଗେ ଟେଂଗେ ପିଲା ର ନୃତ୍ୟ ଶୈଳୀ ବହୁତ ଭଲ।
@RanjanOdiaTv
@RanjanOdiaTv 4 месяца назад
ମୁଁ ଭାବୁଛି ଏହି ଭିଡିଓ ଓଡ଼ିଶା ର ସବୁ ଲୋମାନଙ୍କ ମାନଙ୍କ ପାଖରେ ପହଞ୍ଚିବ 👌
@rbmusicofficialchannel8407
@rbmusicofficialchannel8407 3 месяца назад
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ରୁ କିଏ କିଏ ଦେଖୁଛ ଗୋଟେ ଲାଇକ 👍🏻 କର
@surjyakalakura4068
@surjyakalakura4068 3 месяца назад
Malkangiri ❤️ love you laba bhai 😍😻
@dpcreation2792
@dpcreation2792 4 месяца назад
ମୟୁରଭଞ୍ଜ ରୁ କିଏ କିଏ ଦେଖୁଛନ୍ତି ଗୋଟେ ଲାଇକ ହେଇଯାଉ
@im_king_uday
@im_king_uday 4 месяца назад
😊😊😊😊😊
@balaramsingh9851
@balaramsingh9851 4 месяца назад
@newgaming6048
@newgaming6048 4 месяца назад
Aame mayurbhanjiya Dil se khola....
@A2z.hemanta.dj.
@A2z.hemanta.dj. 4 месяца назад
Mu mayurbhanj ra udala ru and you
@AgastiDas-ls7xy
@AgastiDas-ls7xy 4 месяца назад
Dil mayurbhanjiya bhai
@rashmiranjanmohanty8526
@rashmiranjanmohanty8526 4 месяца назад
Mr. Hans Smile is Awesome 👌Love from Odisha
@PRASAD78094
@PRASAD78094 3 месяца назад
ଗଞ୍ଜାମ ଟୋକା ଲାଇକ କରନ୍ତୁ
@user-qy4be7ko6p
@user-qy4be7ko6p 3 месяца назад
❤❤love for odisha❤❤
@rajeshkumarmajhi2540
@rajeshkumarmajhi2540 3 месяца назад
ଜୟ ଜଗନ୍ନାଥ ଭାଇ ବହୁତ୍ ସୁନ୍ଦର ❤
@hrudanandasankhua5824
@hrudanandasankhua5824 4 месяца назад
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@debrajbudek1861
@debrajbudek1861 3 месяца назад
Bargarh ru bhai mane like kara
@tankadharkumbhar5287
@tankadharkumbhar5287 7 дней назад
Keep on your travel best of luck.... ,& tenge tenge
@badalkumarpapu2671
@badalkumarpapu2671 3 месяца назад
ଗୋଟେ film release ହେଲା ଭଳିଆ ଲାଗୁଛି ଆଜିର ଏ vdo ❤
@susantadas9713
@susantadas9713 3 месяца назад
ପ୍ରିୟ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ହୋଲିର ହାର୍ଦ୍ଦିକ ଅଭିନନ୍ଦନ ଲବ ଭାଇ ଆମ ଓଡ଼ିଶାର ହିରୋ ତାଙ୍କ ପାଇଁ ପ୍ଲିଜ୍ ଲାଇକ କରନ୍ତୁ ଓ ଟେଙ୍ଗେ ଟେଙ୍ଗେ ଭାଇରାଲ ବଏ ପାଇଁ ଗୋଟିଏ ଲେଖାଏଁ ଲାଇକ କରନ୍ତୁ ❤❤❤❤❤❤❤❤❤❤❤❤❤❤❤❤❤❤ ମୁଁ ଓଡ଼ିଆ ହୋଇ ଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ❤❤❤। I love my india ❤❤❤❤❤❤❤❤all the best dear my friend s❤❤❤
@mr.jayaram3959
@mr.jayaram3959 3 месяца назад
ରାୟଗଡା ଜିଲ୍ଲାର କିଏ କିଏ ଦେକୁଚ like ହେଓ
@Odiarider791
@Odiarider791 3 месяца назад
I❤️rayagada
@Sauna_Tudu_Official
@Sauna_Tudu_Official 3 месяца назад
1 million views complete🎉🎉🎉
@NatDukan
@NatDukan 4 месяца назад
ଏ ଭିଡିଓ ଗୋଟେ ଦିନ ଭିତରେ 1 million + views ଯିବା ଦରକାର
@Anantavloggerdesia
@Anantavloggerdesia 4 месяца назад
ଟେଂଗେ ଟେଂଗ ପାଇଁ like ହେଇଯାଉ
@badalbhai659
@badalbhai659 3 месяца назад
ବାଳ ଟା ମିଳିବ ସେଥିରୁ
@moshim_001
@moshim_001 3 месяца назад
Amar Sambalpur wale like kara pile. Love from sambalpur.❤️❤️❤️ Jay maa samleswari.🙏🙏
@sankarkumarofficial6426
@sankarkumarofficial6426 3 месяца назад
1 Million complete 🎉🎉🎉😊😊
@bibhutimuduli2318
@bibhutimuduli2318 4 месяца назад
ନୟାଗଡ଼ ରୁ ଯୋଉ ମାନେ ଦେଖୁଚ ଗୋଟେ ଲାଇକି ହେଇଯାଉ ଜୟ ଜଗନ୍ନାଥ
@mohansharma8339
@mohansharma8339 4 месяца назад
Bhapur
@Shraban25
@Shraban25 4 месяца назад
DASPALLA
@biranchipalei8278
@biranchipalei8278 4 месяца назад
ଭାପୁର
@bibhutimuduli2318
@bibhutimuduli2318 4 месяца назад
ମୋର ଖଣ୍ଡପଡ଼ା ଖଳିଶାହି
@kumardipuvlogs
@kumardipuvlogs 4 месяца назад
Nayagarh ❤
@Ashokkumarrr
@Ashokkumarrr 3 месяца назад
କେନ୍ଦୁଝର ଆନନ୍ଦପୁର ରୁ ଭାଇ ଭଉଣୀ ମାନେ ଲାଇକ୍ ଗୋଟେ ହଉ 🥰
@Duryodhon2022
@Duryodhon2022 3 месяца назад
ଆନନ୍ଦପୁର
@user-jo9tl3vl9f
@user-jo9tl3vl9f 3 месяца назад
Hello friend I am kendujhar Anandapur block
@ranjitabehera3860
@ranjitabehera3860 3 месяца назад
I am anadpur
@sureshkumarnayak9515
@sureshkumarnayak9515 3 месяца назад
Harichandan pur😊
@SurprisedCaptainHat-em3kc
@SurprisedCaptainHat-em3kc 3 месяца назад
Dhakotha
@merlumajhi2462
@merlumajhi2462 7 дней назад
Laba brother you are great 👍 i watching for your video love you bro I'm from Kalahandi district
@anupamjena8416
@anupamjena8416 3 месяца назад
ଶେଷରେ କିଛି ପଦ କଥା ହୃଦୟକୁ କୁ ଛୁଇଁ ଗଲା ଲଭ ୟୁ ଫ୍ରମ୍ ଓଡ଼ିଶା❤❤❤
@ALOK4KSTATUS
@ALOK4KSTATUS 4 месяца назад
ବ୍ରହ୍ମପୁର ରୁ କିଏ କିଏ ଦେଖୁଛନ୍ତି ଲବ ଭାଇ ଙ୍କୁ ❤️
@DilipBagh-k1i
@DilipBagh-k1i 26 дней назад
ବହୁତ ସୁନ୍ଦର ହେଇଛି
@kalyanipatra9153
@kalyanipatra9153 3 месяца назад
Bahut bhal lagila bhai tuma video dekhiki . ........
@surmidhurmientertainment4423
@surmidhurmientertainment4423 4 месяца назад
ସାନ୍ତାଳି ଲୋକମାନେ ଲାଇକ୍ କର ରେ 👍 ଜୟ ଜଗନ୍ନାଥ⭕❗⭕
@ALLSANTALIROMANTICSONG
@ALLSANTALIROMANTICSONG 4 месяца назад
Hay
@Odishadjqfamily
@Odishadjqfamily 4 месяца назад
ଲବ ଭାଇକୁ ଯେଁଉ ମାନେ ହୃଦୟ ରୁ ଭଲ ପାଉଛ ଗୋଟେ like ❤ କର
@ManchuSabar-ui2hf
@ManchuSabar-ui2hf 3 месяца назад
ବହୁତ ବହୁତ ଧନ୍ୟବାଦ ଓ ସମ୍ମାନର ସହ ବହୁତ ବହୁତ ସୁନ୍ଦର ଦେଖା ଯାଉଛୁ
@Prati559
@Prati559 3 месяца назад
Gajapati ru kau mane dekhucha like kara
@Sahu362
@Sahu362 4 месяца назад
ନବ ଭାଇଙ୍କ ପାଇଁ ଟେଙ୍ଗେ ଟେଙ୍ଗେ ଥରାପଢିଗଲା ❤ trending tinga tinga ପାଇଁ like 🧐
@Jajpur.toka.2891
@Jajpur.toka.2891 3 месяца назад
Tame magia kete ta acha khali like like hei mala magia
@user-df7qf8kq1u
@user-df7qf8kq1u 4 месяца назад
ଆମ ଓଡ଼ିଶାରେ କେବଳ ଜଣେ ମାତ୍ର ଏମିତିକା ହିରୋ ଅଛି , ସେ ଆଉ କେହି ନୁହଁ ଆମ ସମସ୍ତଙ୍କ ପ୍ରିୟ ଲବ ଭାଇ ।
@mithundada5814
@mithundada5814 3 месяца назад
Congratulations for 1 million views 🎉❤
@shila5768
@shila5768 2 месяца назад
Aapana bahut bada bhagya apana Sabu country buli bhala bhala video banauchhanti ❤❤❤❤bahut bhala lagila
@Likuncreation143
@Likuncreation143 4 месяца назад
Love you laba bhai finally tenge tenge saha ଦେଖା ହେଇ ଗଲା ଓଡ଼ିଆ ଭାଷା ରେ କହିଲା ତେଙ୍ଗେ ଟେଙ୍ଗେ ଲବ ଭାଇ କୁ viral kara ସମସ୍ତେ ମୋ କମେଣ୍ଟ କୁ ଲାଇକ କର
Далее
Кто быстрее? (GTARP)
19:19
Просмотров 450 тыс.
D3 BMW XM LABEL Король.
31:52
Просмотров 481 тыс.
Stray Kids "Chk Chk Boom" M/V
03:26
Просмотров 34 млн
Кто быстрее? (GTARP)
19:19
Просмотров 450 тыс.