Тёмный

ଏଇ ଆଠ ଜଣ ଓଡ଼ିଆଙ୍କ ହୁକୁମରେ ଚାଲିଛି ଭାରତ | Draupadi Murmu | Pm Modi | India President | Narendra Modi 

DURABARTTA NEWS
Подписаться 136 тыс.
Просмотров 785 тыс.
50% 1

DURABARTA NEWS | ODISHA NEWS | NATIONAL NEWS
ଓଡିଶା ଲୋକେ ଚଳେଇବେ ଭାରତକୁ..#Draupadimurmu #Draupadi #Durabarttanews #generalknowledge #Odisha #Durabarttaodianews #Indiapresident #President #Presidentofindia #Life #Lifestyle #Odia #Modi #Narendramodi #Pmmodi #India #Indianews #News #Viral #Lic #Rbi #Govt #Latestnews #Breakingnews #Viral #Viralnews #Video
#DURABARTTANEWS is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.
Please Subscribe our Channel and press the bell icon to get notification about our new updates.
🔶Facebook : / durabarttanews
🔶RU-vid : / @durabarttanews
◾◾◾◾◾◾◾◾◾◾◾◾◾◾◾◾◾◾◾◾
Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair.
© Durabartta Digital Live
#OdishaNews #OdiaNews #LatestNews

Опубликовано:

 

17 май 2023

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 580   
@santoshkhandei5969
@santoshkhandei5969 Год назад
କିନ୍ତୁ ଓଡିଶାକୁ ଚଲଉଛି ଜଣେ ଅଣଓଡ଼ିଆ !!!
@ashokkumarmallick1375
@ashokkumarmallick1375 Год назад
Right
@evernature8177
@evernature8177 Год назад
😂😂ki logic bhai 😂
@dayabariha9396
@dayabariha9396 Год назад
Bhai tume bhota dei uthei a6a
@trinathnandi7208
@trinathnandi7208 Год назад
ସତରେ ଭାଇ
@Dalai143
@Dalai143 Год назад
Bramhaastra ମାରିଲ 👌👌❤️👌👌
@sme-teaching4170
@sme-teaching4170 Год назад
ଓଡ଼ିଆଙ୍କ ପାଇଁ ଗର୍ବ କରାଯାଉ , ମାତ୍ର ଅହଂକାର କରାନଯାଉ । ଧନ୍ୟବାଦ 🙏
@baikunthabehera3971
@baikunthabehera3971 Год назад
Aama athhare rastrapati bhasanha samaya re line kati maa ku sanman dhei bidha karichhanti upare bhaunhi subhdhra bitare gochhi kata
@JinaJina-gk1ht
@JinaJina-gk1ht Год назад
🙏🙏🙏
@JinaJina-gk1ht
@JinaJina-gk1ht Год назад
Rayagada
@prakashbhuyan8948
@prakashbhuyan8948 Год назад
Right
@anantasahoo3917
@anantasahoo3917 Год назад
​@@baikunthabehera3971a
@nirakarsahoo7004
@nirakarsahoo7004 Год назад
କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡ଼ିଆ ମାନେ ଆଜି ବହୁ ଭାବେ ସମ୍ମାନିତ, କିନ୍ତୁ ଦୁଃଖର ସହିତ କହିବାକୁ ପଡୁଛି ଆମେ ସବୁ ଆମ ରାଜ୍ୟରେ କିଛି ଅଣ ଓଡ଼ିଆ ଅଧିକାରୀ ମାନଙ୍କ ଦ୍ବାରା ଶାସିତ ଓ ଏସବୁ ସମ୍ଭବ ହୋଇପାରିଛି କେବଳ ଆମ ମଧ୍ୟରେ ଥିବା କିଛି ମୁଷ୍ଟିମେୟ ମାଗଣା ଖିଆ ବନ୍ଧୁ ମାନଙ୍କ ଯୋଗୁଁ । ଆମ ରାଜ୍ୟର ତଥାକଥିତ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଓ ତାଙ୍କର କିଛି ଅଣ ଓଡ଼ିଆ ପାରିଷଦ ବର୍ଗଙ୍କ ଦ୍ଵାରା ଗଠିତ ମାଗଣା ଖିଆ ଗୋଷ୍ଠୀ ପ୍ରକାରାନ୍ତରେ ଜନମାନସକୁ ବିଭ୍ରାନ୍ତ କରି ବାରମ୍ବାର ଶାସନ ଗାଦିକୁ ଅକ୍ତିଆର କରିବାରେ ସଫଳ ହୋଇଛନ୍ତି ଆମର ଏହି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, କିନ୍ତୁ ରାଜ୍ୟର ବିକାଶ ଶୂନ୍ୟ ଓ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଓ ରାଜ୍ୟର ଚାଷୀ କୂଳ ଆଜି ହତାଶ ଏବଂ ଯୁବଗୋଷ୍ଠୀ ଆଜି ଦାଦନ ଶ୍ରମିକ, ନବୀନ ବାବୁଙ୍କ ଏକାଦିକ୍ରମେ ୨୩ ବର୍ଷର ଶାସନ ପରେ ମଧ୍ୟ ।
@santoshkumaracharya3521
@santoshkumaracharya3521 Год назад
ସତରେ ଓଡ଼ିଶା ! ବନ୍ଦେ ଉତ୍କଳ ଜନନୀ 🙏
@susanamurmu1514
@susanamurmu1514 Год назад
ଜୟ ଜଗନ୍ନାଥ, ଜୟ ଓଡ଼ିଆ, ଜୟ ଓଡିଶା 🙏🙏🙏🙏🙏
@ajaybadjena6799
@ajaybadjena6799 Год назад
ଆଉ ଏ ସୁଯୋଗ ଆସିଵ ନାହିଁ ଦୁଃଖର ଵିଷୟ ଓଡିଶାକୁ ଶାସନ କରୁଅଛି ଜଣେ ତାମିଲି ମୂଖ୍ୟମନ୍ତ୍ରୀ,
@kingbetaentertainment7059
@kingbetaentertainment7059 Год назад
Our chief minister is Naveen Patnaik and he is also an Odian and his place of birth is Cuttack.
@dillipkumardash433
@dillipkumardash433 Год назад
Hmm Pa 😒😒
@gamechanger9683
@gamechanger9683 Год назад
Nice shot odia president d .murmu is a robot of bjp
@mkpradhan647
@mkpradhan647 Год назад
@@kingbetaentertainment7059 abe gadha pandiyan sasan karuchi, navin nuhe
@laxmansahoo4681
@laxmansahoo4681 Год назад
ଏଥିପାଇଁ ନବୀନା ଦୁଃଖିତ 👍କାରଣ ସେ ଓଡିଆ ପୁଅ ନୁହେଁ 👌
@kingbetaentertainment7059
@kingbetaentertainment7059 Год назад
ସେ ଓଡ଼ିଶା ରେ ଜନ୍ମ ହେଇକି ବିଦେଶ ରେ ପାଠ ପଢୁଥିଲେ ସେଥି ପାଇଁ ସେ ଓଡ଼ିଆ ଜାଣିନି😂
@user-if4cz5cc4e
@user-if4cz5cc4e 2 месяца назад
He born in Odisha
@arunprasaddash1399
@arunprasaddash1399 Год назад
୮ଜଣ ଓଡ଼ିଆ ମାନଙ୍କ ଦ୍ୱାରା ସାରା ଭାରତବର୍ଷ ଚାଲୁଅଛି। କିନ୍ତୁ ବଡ ଦୁଃଖର କଥା ଓଡିଶା ପରି ରାଜ୍ୟ କୁ ତାମିଲ ପ୍ରସାସକଙ୍କ ହାତରେ ସାସନ ଚାଲୁଅଛି।........
@bimbadharjena1572
@bimbadharjena1572 Год назад
ଓଡିଆ ଲୋକ ଖାଲି ଆଲୋଚନା କଲେ କ'ଣ ହେବ, ତଥାପି ତାଙ୍କର ସଦ୍ ବୁଦ୍ଧି ଆସି ପାରିନି । ଜଗନ୍ନାଥ ଓଡ଼ିଶାର ଜନସାଧାରଣଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ ।
@baikunthabehera3971
@baikunthabehera3971 Год назад
Abhada nakhai abe thharu netanku madha magilenhi .a magenhakhia nku kanha kahiba babu kahila nabin ghosanha kalenhi prati votar ku 1 quat whosky .gota kukuda gote .500 tanka
@chintamanimajhi640
@chintamanimajhi640 Год назад
ଓଡିଶା ବାସୀଙ୍କ ପାଇଁ ଜଗନ୍ନାଥ ମହାପ୍ରଭୁ ଅଛନ୍ତି। ଏବଂ ଦେଶ ସ୍ୱାଧୀନତା ପାଇଁ ସହିଦ ହୋଇଥିବା ମହା ସଂଗ୍ରାମୀ ମାନଙ୍କ ଆଶୀର୍ବାଦ ଅଛି।
@neerennayak7417
@neerennayak7417 Год назад
ଓଡିଶା ର ଲୋକେ କାହା କଥାରେ ଗୋଲାମ ଗିରି କରୁଛୁ ଧନ୍ଯଆମଜୀବନ
@gyananjayacreations7496
@gyananjayacreations7496 Год назад
ମହାନ୍ ମୋ ଓଡ଼ିଶା ମଟି, ବନ୍ଦେ ଉକ୍ତଳଜନନୀ 🙏
@rahullima8398
@rahullima8398 Год назад
I'm very proud of my ODISHA . Salute to my ODISHA .
@Factsmine--2.0
@Factsmine--2.0 10 месяцев назад
Bharatiya hoi ki ଇଂରାଜୀ re katha karuchha puni😢😢😢
@ranjitpati5265
@ranjitpati5265 Год назад
ସବୁ ବଡ଼ ପଦ ପଦବୀ ରେ ସାଧାରଣ ବର୍ଗ ର ଲୋକ ସରକାର ଯେତେ ସଂରକ୍ଷଣ ବ୍ୟବସ୍ଥା କଲେ ବି ସାଧାରଣ ବର୍ଗ ର ଲୋକ ର ବିଚକ୍ଷଣ ବୁଦ୍ଧି
@birenbehera3546
@birenbehera3546 Год назад
ସତ କଥା ପଦେ କହିଲେ ।। ଆଉ ଗୋଟେ କଥା ଓଡ଼ିଶା ର ଲୋକଙ୍କୁ ଭଲ ଶିକ୍ଷା ବ୍ୟବସ୍ଥା କରୁନାହିଁ ଏ ସରକାର ।।।। ଜାଣିଶୁଣି ସ୍କୁଲ ମାନଙ୍କରେ ଶିକ୍ଷକ ନିଯୁକ୍ତି କରୁନାହାନ୍ତି । ଉତ୍ତମ ଶିକ୍ଷା ପ୍ରଦାନ କରିବା ପାଇଁ ଭଲ ଶିକ୍ଷକ ଦେଉ ନାଁ ଆହାନ୍ତି ଜାଣି ସୁଣିକି ଯଦି ଶିକ୍ଷା ବ୍ୟବସ୍ଥା କୁ ସୁଦୃଢ କରାଯାଏ ଏ ସରକାର ର ଅସଲ ମୁଖା ତଳେ ପଡିଯିବ ତେଣୁ ଉତ୍ତମ ଶିକ୍ଷା ବ୍ୟବସ୍ଥା ନାହିଁ ଜାଣି ଶୁଣି ଓଡ଼ିଶା କୁ ମୁର୍ଖ କରାଯାଉଛି।।।😢😢😢
@FITTESTFITTER
@FITTESTFITTER Год назад
Bhul chinta dhara Bhai .. President Draupadi Murmu & Girish Chandra Murmu 2 Adivasi ST atanti .
@user-cw5pm4qt1t
@user-cw5pm4qt1t 4 месяца назад
ରେ ମହାମୁର୍ଖ ମାନେ ସମସ୍ତେ ସମାନ
@maa..1234
@maa..1234 Год назад
ଆଉ ଜଣଙ୍କୁ ଛାଡ଼ିଦେଲେ, ସେ ହେଉଛନ୍ତି ପାଣିପାଗ ବିଶେଷଜ୍ଞ ମୃତୁଞ୍ଜୟ ମହାପାତ୍ର
@dhanwatariBirua
@dhanwatariBirua 4 месяца назад
ଓହୋଃ ସେଥିପାଇଁ ତ ଓଡ଼ିଶାର ପୁଅ ଝିଅମାନେ ସମସ୍ତେ ଓଡ଼ିଶା ବାହାରେ କଠୁଛନ୍ତି, ଧନ୍ୟବାଦ ଓଡ଼ିଶାର ସରକାରଙ୍କୁ 100% 70% ଓଡ଼ିଶାର ପିଲା ବା ଝିଅ ପିଲା ମାନେ ବାହାର ରାଜ୍ୟକୁ ଯାଉଛନ୍ତି ଦାଦନ ଶ୍ରମିକ କଟିବା ପାଇଁ, ଯେତେ ବି ଓଡ଼ିଶାର ବଡ ବଡ଼ ନେତା ମାନଙ୍କୁ ବହୁତ ବହୁତ ଧନ୍ୟବାଦ୍
@BidyadharNaik-ds8qk
@BidyadharNaik-ds8qk Год назад
ନରେନ୍ଦ୍ର ମୋଦି ଓଡ଼ିଆ ଲୋକଙ୍କୁ ବହୁତ ଭଲ ପାଆନ୍ତି ସେଥିପାଇଁ ତ ଓଡ଼ିଆ ଜାତି ଗର୍ବିତ
@studyfever2709
@studyfever2709 Год назад
Right
@msantoshkumar6974
@msantoshkumar6974 2 месяца назад
BJP ❤❤❤❤❤❤BJP BJP BJP
@user-hp3kt5nz9y
@user-hp3kt5nz9y Месяц назад
Utkala bhumire janmithibaru mu gorbita
@sitendas5609
@sitendas5609 Год назад
ଓଡ଼ିଆ ପାଇଁ ଲକ୍ଷାଧିକ ଲୋକ ଗର୍ବ କରିବା ବଦଲରେ ଅହଙ୍କାର ନକରାଯାଇ ,ଜୟ ଜଗନ୍ନାଥ
@junulatamalik
@junulatamalik Год назад
Bande utkala Janani 🙏🇮🇳
@hisisoren1866
@hisisoren1866 Год назад
Jai odisha Jai odishavashi🙏🙏🙏
@bimalkantanayak3818
@bimalkantanayak3818 Год назад
Please make Bhubaneswar world's best city...Har Har Mahadev ki jai..Jai Jaggarnath..
@user-vo2ff8yd1h
@user-vo2ff8yd1h Год назад
ଜଣେ ଅଣ ଓଡ଼ିଆ ରେ ଚାଲିଛି ଓଡିଶା ଶାସନ
@Snjay739
@Snjay739 Год назад
ଆମ ଓଡ଼ିଶା କୁ ଶାସନ କରୁଛି ଜଣେ ଅଣ ଓଡିଆ 👍
@mangrajgamango1057
@mangrajgamango1057 Месяц назад
ସେଥିପାଇଁ ସବୁ ରାଜ୍ୟ ଠାରୁ ଓଡିଶା ଗରିବ ନିଜ ସ୍ୱାର୍ଥ ପାଇଁ
@sanjaykumarnaik-uh6xb
@sanjaykumarnaik-uh6xb Год назад
🇮🇳🇮🇳🇮🇳Bande Utkal Janani 🇮🇳🇮🇳🇮🇳 🙏🙏🙏🙏🙏
@sankardakua4626
@sankardakua4626 Год назад
I am proud of my Odisha
@user-cw9gp5ty9f
@user-cw9gp5ty9f Год назад
କିନ୍ତୁ ଓଡ଼ିଶାର ବାସ୍ତବ ଚିତ୍ର/ସ୍ଥିତି !!! ??? "ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର, ଚିରି ଭିତର ଦେଖ କି "ନାରଖାର " " ।
@swatisuchitrasahoo1143
@swatisuchitrasahoo1143 Год назад
Right
@NareshChandrasamal-sr8ey
@NareshChandrasamal-sr8ey Месяц назад
ଜୟ ଓଡ଼ିଶା
@kulamanipandit4609
@kulamanipandit4609 Месяц назад
ହଁ ଆଜ୍ଞା ଏତ ଆମ ଓଡିଶାର ଗର୍ଵ ଆଉ ଗୌରଵ ର କଥା ।
@user-rr2rk5se7s
@user-rr2rk5se7s Год назад
I'm very proud of my Odisha
@rakeshbaral8474
@rakeshbaral8474 Год назад
Good news ❤
@user-wj6pr8ci7c
@user-wj6pr8ci7c 4 месяца назад
କିଏ କହିଲା ଯୋଉଠି ଓଡ଼ିଆ ରାଷ୍ଟ୍ରପତି ଙ୍କୁ ପ୍ରଧାନମନ୍ତ୍ରୀ respect ଦେଉନାହାନ୍ତି ସେଥି ପୁଣି odia
@durgakantmohanty6073
@durgakantmohanty6073 Год назад
ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ.
@alokgurujibhanjngr1510.ODISHA
Jai Odisha state Jai Bharat 🎉
@user-pt2yo7sr7v
@user-pt2yo7sr7v 4 месяца назад
Raght baat hai sir ji Jaya shree ram jaye jagannath jaye
@ranjitrana932
@ranjitrana932 Год назад
i am very happy for you my Odisha
@user-dr1ic6bi3c
@user-dr1ic6bi3c 4 месяца назад
ଜୟ ଶ୍ରୀ ରାମ
@SambhunathMohanta-SG
@SambhunathMohanta-SG Год назад
ଏମାନେ ସବୁ ରହିକିବି ଓଡିଶା ଗରିବ (poor man )🙍👳🧓🧑‍🦳😭
@frankdileepsingh1187
@frankdileepsingh1187 4 месяца назад
କିନ୍ତୁ ଓଡ଼ିଶାର କିଛି ଉନ୍ନତି ହଉ ନାହିଁ ।
@kulamanipandit4609
@kulamanipandit4609 Месяц назад
ଜୟ ଶ୍ରୀରାମ ।।
@muktiranjanpatra4538
@muktiranjanpatra4538 Год назад
Good news odiaa ODISHA
@user-rl4fd6yj4s
@user-rl4fd6yj4s Месяц назад
proud of my odissa love you odissa
@soudaminiswain7045
@soudaminiswain7045 Год назад
Jay Jagannath 🙏 Jay Odisha,Jay odia
@pradipkumarnaik2906
@pradipkumarnaik2906 Год назад
ମୋଦି ‌ଛଡା‌କେହି ଭାରତ ଶୀସନ କରି ‌ପାରିବେ ନାହିଁ । ଓଡ଼ିଶା‌କୁ ନିଜ ର କରିବା ପାଇଁ।
@user-dr1ic6bi3c
@user-dr1ic6bi3c 4 месяца назад
ଜୟ ଶ୍ରୀ ଜଗନ୍ନାଥ
@samarendrarout4341
@samarendrarout4341 Год назад
Superb 😍😍... Thanks Modi Ji❤ ...Jay Jagannath 🙏❤️
@lbig5443
@lbig5443 Год назад
Proud to be a Odia ❤❤❤❤
@narayansahu1659
@narayansahu1659 Год назад
ଜୟ ପ୍ରଭୁମାଆ ଲଷ୍ମୀଜଗନ୍ନାଥ ଜୟ ଭାରତ ମାଆ ଜୟ ହିନ୍ଦ ଜୟ ପ୍ରଭୁମାଆ ସୀତାରାମ ଜୟ ପ୍ରଭୁ ଲକ୍ଷ୍ମଣ ଜୟ ପ୍ରଭୁ ହନୁମାନ🙏❤️🙇🌺🇮🇳😊
@brajarajnath6229
@brajarajnath6229 5 дней назад
Jay Jagannath🙏🙏🙏
@biswamberbhutia3280
@biswamberbhutia3280 Год назад
ଆଦାନି ଓ ଅମିତ ଶାହା ଦେଶ ଚଲେଇ ଛନତି। ମୋଦୀ କେଵଳ ଭାଷଣ ଓଡିଶା ନବୀନ ଭଳି। ଯଦି ଦେଶ ଆଗକୁ ଯାଉଛି ପେଟୋଲ 50 ରେ ମିଳିଥାନତା। ଗିଆସ 450 ଭିତରେ। ଟିକସ ଵଢୁଛି ଯଦି ଏ ସାଧାରଣ ଜିନିଷ ଉପରେ କଣ ପାଇଁ ଟିକସ ଲାଗିଲା। ହାଇ ସିକ୍ୟୁରିଟି, ପଲୂସନ ଓ ଇନୁସୁରାନସ ଯେଉଁ ନେଉଛ ତା ଟଙ୍କା କଣ ପାଇଁ ଦେଉଛ ଯଦି ଦେଶର ଅର୍ଥନୀତି ଆଗେଇ ଛି ଏ ସଵୁ ନେତା କଥା ନୁହେଁ। ଯେମିତି ଆମ ଗଣେଷ ପୂଜା ରେ ଯଦି ପୈଠ ଟଙ୍କା ଅଧିକ ଅଛି ଆମେ ସେଇ ଵର୍ଷ କମ ଟଙ୍କା କଲେକସନ କରି ତା ଠାରୁ ଆହୁରି ଭଲ ଗଣେଷ ପୂଜା କରୁ। ତମ ର ଯଦି ଅର୍ଥନୀତି ଆଗେଇଚି ସଵୁ ଜିନିଷ ମେଡିସିନ ରେ ଵି 4 ଗୁଣା ଟିକଷ ଲଗେଇଲ। ତମେ ସଵୁ ନିଉଜ୍ ଭୁଲି ଯାଅ ନିଜ ମନରେ ପଚାର ଦେଶ ଗରିବ ହେଉଛି କି ଧନୀ ।
@ChandanBehera-wc7cf
@ChandanBehera-wc7cf 10 месяцев назад
Jay Jagannath ❤❤❤❤❤❤
@ganeshmahakul1304
@ganeshmahakul1304 Месяц назад
Jay Jagannath 🙏🙏
@rabindrakumarmohanty9415
@rabindrakumarmohanty9415 Год назад
ମୋଦୀ ସରକାର ଓଡ଼ିଆ ମାନଙ୍କୁ ଯେତିକି ଗୁରୁତ୍ୱ ଦେଉଛନ୍ତି ଓଡ଼ିଆ ମାନେ ତାହା ଵୁଝିବା ଦରକାର। ରାଜ୍ୟ ସରକାର କେନ୍ଦ୍ର ସହିତ ଭଲ ସମ୍ପର୍କ ଅଛି ତେଣୁ ଓଡ଼ିଶା ଆଗକୁ ବଢୁଛି ଆଗକୁ ମଧ୍ୟ ଏହି ପ୍ରକିୟା ଚାଲୁ ରହିବ।ଜୟ ଜଗନ୍ନାଥ।
@prafulasingh2267
@prafulasingh2267 Год назад
କେମିତି ଭାବି ପାରୁଛ କେନ୍ଦ୍ର ସହିତ ଭଲ ସମ୍ପର୍କ ଅଛି ? ଓଡ଼ିଶା ସରକାରଙ୍କ କୁହାଳିଆ ନେତାମାନେ ପ୍ରତିକଥାରେ କେନ୍ଦ୍ର ଅବହେଳା ତଥା କେନ୍ଦ୍ର ସରକାରଙ୍କ ନୀତି ଉପରେ ଗଭୀର ବିଷ ଓଗାଳୁଛନ୍ତି ଓ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି ଚାଲିଛନ୍ତି । ତାପରେ କ'ଣ କୁହାଯିବ ଭଲ ସମ୍ପର୍କ ଅଛି
@rabindrakumarmohanty9415
@rabindrakumarmohanty9415 Год назад
ଦେଶର ବାତାବରଣ ଯେପରି କଂଗ୍ରେସ ସୃଷ୍ଟି କଲାଣି ଦେଶର ପୁଣି ଥରେ ବିଦେଶୀ ଶାଶନ ଚାଲିବ ଦେଶର ସମାସ୍ୟା କୁ ସମାଧାନ କରିବା ପାଇଁ ଵିଦେଶୀ ଙ୍କ ପାଖରେ ଗୁହାରି କଲେଣି। ଗଣତନ୍ତ୍ର ନାଁ ରେ ରାଜତନ୍ତ୍ର ଚଳାଇବା ପାଇଁ ଷଢଜନ୍ତ୍ର କରାଯାଇଛି। ପରିଵାର ଵାଦ ଶାସନ ଚଳାଇବା ପାଇଁ ଚେଷ୍ଟା ଚାଲିଛି। ତାହାକୁ ସାଧାରଣ ଜନତା ବୁଝି ପାରୁନାହାଁନ୍ତି।ଜଣେ ଗରିବ ପରିବାରର ରୁ ଆସି ଦେଶର ସର୍ବୋଚ୍ଚ ଆସନରେ ବସିଥିବାରୁ ଅସ଼ହିଷ୍ଠୁ ହୋଇ ପ୍ରଧାନମନ୍ତ୍ରୀ ଙ୍କୁ ଅପ ଶବ୍ଦ ରେ ଗାଳି ଗୁଲଜ କରା ଯାଉଛି। ଆପଣ ଜ୍ଞାନୀ ଗୁଣୀ ଚିନ୍ତା କରନ୍ତୁ ଏମାନେ ଦେଶକୁ କଣ କରିବା ପାଇଁ ଚାହୁଁଛନ୍ତି।
@manasipanda5748
@manasipanda5748 Год назад
@@prafulasingh2267 desha ra abasta pura sochaniya. Pandian khola kari sarileni.
@sukantabaitha
@sukantabaitha Месяц назад
ଜୟ ଜଗନ୍ନାଥ
@sanjauakumar8999
@sanjauakumar8999 Год назад
ଏହା ଓଡିଶା ର ଲୋକ ଜାଣିବା ଉଚିତ ,,ଦିନେ ଓଡ଼ିଆ ପ୍ରଧାନମନ୍ତ୍ରୀ ଶାଶନ କରିବେ
@user-ic2wd2dz8z
@user-ic2wd2dz8z Месяц назад
Salute odia star❤❤
@sakumar3423
@sakumar3423 Год назад
Jai Jai Jagannath
@prasantkumar7517
@prasantkumar7517 Месяц назад
jai odisha state jail Bharat
@jnkailash5274
@jnkailash5274 Месяц назад
👍 👍 good news
@DinakarSeth
@DinakarSeth 6 дней назад
Jhind jaybharat
@satyabratasamal6414
@satyabratasamal6414 Год назад
ଲାଗୁଛି ବଡ ବଡ ପଦବୀ ରେ ଥିବା ଓଡିଆ ମାନେ ଓଡିଶା କୁ ଭୁଲିଯାଇଛନ୍ତି ଓ ନିଜ ଉନ୍ନତିରେ ଧ୍ୟାନ ଦେଉଛନ୍ତି। ତେଣୁ ଓଡିଶା ଆଜି ବହୁ ପଛରେ।
@karanveer9701
@karanveer9701 Год назад
Great Odisha 🙏
@shreyaofficial7765
@shreyaofficial7765 Месяц назад
Great odisha
@user-iz1yv3jl7h
@user-iz1yv3jl7h Месяц назад
Jay jagannath
@manaskhatua5965
@manaskhatua5965 4 месяца назад
We the Odisha people are proud of the leaders for guiding the country in right direction
@minakhisarangi9418
@minakhisarangi9418 Год назад
Mora kahaku dara jagannath dese ghara jagannath rajyara loka emane👏👏👏🙏🏻🙏🏻🙏🏻
@SandabeheraSandabehera
@SandabeheraSandabehera 4 месяца назад
Odisha ❤❤❤❤❤❤
@prafulladash748
@prafulladash748 4 месяца назад
ଜୟ ଓଡିଶା ଜୟ ଭାରତ
@simanchalanayak4151
@simanchalanayak4151 Год назад
I'm very roud of my odisha. Salute to my odisha
@Lipunproduction782
@Lipunproduction782 Год назад
ଆମ ଓଡ଼ିଶାକୁ ଜଲଦି ଧନି କରନ୍ତୁ
@prafulasingh2267
@prafulasingh2267 Год назад
ହଁ ପ୍ରଧାନମନ୍ତ୍ରୀ ଧନ ଦେଇ ଧନି କରାଇବେ ଆଉ ତମ ସରକାର ତାକୁ ଚଳୁ କରିବ
@gautamjani3716
@gautamjani3716 4 месяца назад
କିନ୍ତୁ ଓଡ଼ିଶା ପୁରା ପଛରେ
@basantanayak1920
@basantanayak1920 Год назад
ଓଡ଼ିଶାରେ ଓଡ଼ିଆମାନେ ନିସହାୟ
@MamaMama-tn8lp
@MamaMama-tn8lp Год назад
Love you my odeisa
@subratpanigrahi2656
@subratpanigrahi2656 Год назад
କିନ୍ତୁ କଣ କରିବା ଦୁର୍ଭାଗ୍ୟ ବଶତଃ ଓଡ଼ିଶା ର କିଛି ବି ଉନ୍ନତି ହେଉନି
@sasanandpatro496
@sasanandpatro496 2 месяца назад
But Odisha pai amane kaan karichhanti.... Odisha ku development karichanti gatia loka tanku samste jaichhanti.... Only for Naveen babu ❤❤❤❤❤❤
@malayanaik9388
@malayanaik9388 4 месяца назад
Jay bharat
@JyotsnaraniNayak-iv4gl
@JyotsnaraniNayak-iv4gl 15 дней назад
ବନ୍ଦେ ଉତ୍କଳ ଜନନୀ
@baikunthabehera3971
@baikunthabehera3971 Год назад
Salam odissa
@AshokPanda-jh5zl
@AshokPanda-jh5zl Год назад
Jai Jaganath 💐🙏💐
@Saideep4444
@Saideep4444 Год назад
Jai hind jai bharat 🇮🇳🇮🇳🇮🇳
@gurucharanaroutray5955
@gurucharanaroutray5955 Год назад
ଜୟ ଜଗନ୍ନାଥ 🚩🙏🙏🙏
@bhimarajjhodia7812
@bhimarajjhodia7812 Год назад
Right 👍👍❤❤
@SribaschaPatra-ye6qs
@SribaschaPatra-ye6qs Год назад
Great odisa
@starindiadigitalcreation8644
Daupadi Murmu ଓଡ଼ିଶା ର ହେଇ ପାରନ୍ତି କିନ୍ତୁ ସେ କେବେବି ଓଡିଆ ସମ୍ପ୍ରଦାୟ ର ନୁହନ୍ତି ସେ only ସାନ୍ତାଳି ସମ୍ପ୍ରଦାୟ ର . . . .
@nababarika4028
@nababarika4028 Год назад
Your comment is not right
@bhabanidas1843
@bhabanidas1843 Год назад
Great
@manoranjsahoo9197
@manoranjsahoo9197 Год назад
Jai 🙏hind 🙏
@TheUnknown79
@TheUnknown79 Месяц назад
Maa saantani Anandamayi Swarnamayi Utkal pujya Anandamay Priya Narayani
@ashokkandi4646
@ashokkandi4646 Год назад
Durbhagya ଓଡ଼ିଆଣୀ ରଙ୍ଗ ଢଙ୍ଗ ସବୁ ଭୁଲି ଗଲୁଣି j❤ଜଗନ୍ନାଥ
@mukeshpatra4593
@mukeshpatra4593 Год назад
Awesome odians
@aloknail1251
@aloknail1251 Год назад
Proud be odisha 👌
@dilliphati9160
@dilliphati9160 Год назад
Good news bhi Jay odisa
@nanamahapatra3513
@nanamahapatra3513 Год назад
🙏ଓଡ଼ିଆ ଜାତିର ଗୌରବ 🇮🇳ହେଲେ ଓଡିଶା କେବେ ଆଗେଇବ ଓଡିଶା ସବୁ ରାଜ୍ୟ ମାନଙ୍କ ଠାରୁ ପଛରେ ପବିଛି ହେଲେ ପୃବରୁ ଯେମିତି ଦାଜନ ଯାଉଥିଲେ ଆଜି ଭି ସେହିଭଳି ପରିସ୍ଥିତି ଟିଭି ଚାନେଲ ରେ ବସି କ୍ୟାମେରା ଅଘରେ ବସି କିଛିବି ଗପ ଜନତା ଙ୍କୁ ଶୁଣେଇବା ଆପଣ କଂହେଲାକାମ 👍🇮🇳🇮🇳🇮🇳👌🙏ଜୟ ଜଗନ୍ନାଥ 🙏ଏକମାତ୍ର ଶାହାରା ଓଡିଶା ବାସୀଙ୍କ ପାଇଁ ଜୟ ଜଗନ୍ନାଥ 🙏ଜୟ ଓଡିଶା ଜୟ ଉତ୍କଳ🙏🚩❤🌹
@manashinayak2601
@manashinayak2601 Год назад
I'm proud of you odisha
@ARJUNBMW-wm2xn
@ARJUNBMW-wm2xn Год назад
Au ମଧ୍ୟ IMD DG - MURTUNJAYA
@PritiranjandasPritiranja-xo4vv
Jay jagannath 🙏🙏🙏🙏🙏
@mystatus6176
@mystatus6176 Год назад
Odisha ku chalau6i ଅଣଓଡ଼ିଆ
@puspanjaliparida2505
@puspanjaliparida2505 Год назад
Jay Jagannatha,
@haribandhuswain2620
@haribandhuswain2620 Месяц назад
They know their power well.
@bijayakumarpanda4855
@bijayakumarpanda4855 Год назад
ଜୟ ଉତ୍କଳଜନନୀ
@gokulanandaparida3333
@gokulanandaparida3333 Год назад
Thanks
Далее
Склеил девушку-курьера ❤️
01:00
ПОМОГЛА НАЗЫВАЕТСЯ😂
00:20
Просмотров 4,7 млн
#kikakim
00:23
Просмотров 11 млн
Склеил девушку-курьера ❤️
01:00