Тёмный

ଏଇ ମାର୍କେଟ ରୁ ହେଇଥିଲା କରନା ର ଆରମ୍ଭ || LIFE IN WUHAN CHINA 2024  

ମୁଁ TRAVELLER
Подписаться 1 млн
Просмотров 637 тыс.
50% 1

ଏଇ ମାର୍କେଟ ରୁ ହେଇଥିଲା କରନା ର ଆରମ୍ଭ || LIFE IN WUHAN CHINA 2024 #mutraveller

Опубликовано:

 

5 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 2,2 тыс.   
@SuryabanshiSuraj
@SuryabanshiSuraj 3 месяца назад
ଧନ୍ୟବାଦ୍ ଲବ ହାଁସଦା, ଏମିତି ଆଗକୁ ପ୍ରୟାସ ଜାରି ରହିବ ବୋଲି ଆଶା ମୁଁ କରୁଛି, ଓଡ଼ିଶା ର ସେବକ ଧାମନଗର ର ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ 👍 ଜୟ ଜଗନ୍ନାଥ ଭରସା ସବୁବେଳେ ଭଲରେ ରଖନ୍ତୁ ଏହାହିଁ ମୋର ଏକାନ୍ତ କାମ୍ୟ ❤
@Nk_officialvlog143
@Nk_officialvlog143 3 месяца назад
Thankyou sir.
@padmanavbarik2760
@padmanavbarik2760 3 месяца назад
❤❤
@samukamallick9025
@samukamallick9025 3 месяца назад
🙏🥲
@papeswarnayak
@papeswarnayak 3 месяца назад
ଲୋକ ମାନଙ୍କୁ ସେବା କର ଭାଇ ଭଗବାନ୍ ଆପଣ ଙ୍କୁ ଭଲରେ ରଖନ୍ତୁ
@juniorlaxmanofficial25
@juniorlaxmanofficial25 3 месяца назад
ସର୍ ଆପଣ ବି RU-vid ଭିଡିଓ ଦେଖନ୍ତି,?
@SHREYAGURUNG123
@SHREYAGURUNG123 3 месяца назад
Odisha bhasa samajh mai nahi aati hai lekin bhai ke vlog regular dekhti hu✌️watching from nepal🇳🇵
@ranjanbiswal2738
@ranjanbiswal2738 3 месяца назад
Thank you🌹
@Biswashsahu-zp4tt
@Biswashsahu-zp4tt 3 месяца назад
Me samjhaungi number do
@SivaykumarSahoo
@SivaykumarSahoo 3 месяца назад
Thanks Sister
@JagannathaBehera-bp4pk
@JagannathaBehera-bp4pk 3 месяца назад
😅oh my god
@bijayamarandiofficial8738
@bijayamarandiofficial8738 3 месяца назад
Thanks maam ❤❤
@Naranmarndi46
@Naranmarndi46 3 месяца назад
ଜୟ ଆଦିବାସୀ ❤ ଜୟ ଭୀମ 💪 ଜୟ ସଂବିଧାନ 🔥
@adivasimulnivasi464
@adivasimulnivasi464 3 месяца назад
Johar Jay Bhim Jay Samvidhan
@raisenmurmuofficial5001
@raisenmurmuofficial5001 3 месяца назад
❤❤❤
@Xxxlgey
@Xxxlgey 3 месяца назад
ଜୟ ଓଡ଼ିଆ ବୋଲି କି ବି କହ.. ସବୁ କମେଣ୍ଟରେ ଖାଲି ତୁ ଉଦ୍ଧତ ହେଉଛୁ।
@judhisthiranaik2503
@judhisthiranaik2503 3 месяца назад
ଲବବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଚାଇନାର ବହୁତ ସୁନ୍ଦର ସୁନ୍ଦର ଜାଗା ଦେଖାଇ ଆମ୍ଭ ମାନଙ୍କ ମୋନରଞ୍ଜନ କଲେ ଏଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ l 🙏ଜୟ ଜଗନ୍ନାଥ 🙏
@Cute_Pari021
@Cute_Pari021 3 месяца назад
China ସହର ବହୁତ ସୁନ୍ଦର କିନ୍ତୁ ତାଙ୍କ ଖାଇବା ମୋତେ ବହୁତ ଘୃଣା ଲାଗେ
@Sinusahoowd2dm
@Sinusahoowd2dm 3 месяца назад
ଆଜି ଆପଣ ସତରେ ଗୋଟେ ଭାଇ ର କାମ କରିଛନ୍ତି । ସେଇ ମରଣ ଜନ୍ତା ର ଗନ୍ତା ଘର ଦେଖେଇ 😢🎉 ଧନ୍ୟବାଦ୍
@ashakisku3789
@ashakisku3789 3 месяца назад
Sunder montyabo deithibaru tq
@PushpaSahoo-rb9nd
@PushpaSahoo-rb9nd 3 месяца назад
ଧନ୍ୟବାଦ ଭାଇ video ରେ ଭଲ doubt clear କରୁଛ.. ଅନୁଗୁଳ ଜିଲ୍ଲା ତରଫରୁ ଅନେକ ଅନେକ ଭଲପାଇବା 🙏
@dasavlogs
@dasavlogs 3 месяца назад
ଜୀବନରେ ଗୋଟିଏ କଥା ସବୁବେଳେ ମନେରଖୁଥିବ ଯେ କାର୍ଯ୍ୟ ଯେତେ ସଂଘର୍ଷମୟ ହେବ ସଫଳତା ସେତେ ରୋମାଞ୍ଚକର ହେବ।❤
@AmitaSabar-u7f
@AmitaSabar-u7f 3 месяца назад
Nice 👍
@odiashortstories3102
@odiashortstories3102 3 месяца назад
Suupper thinking yar.
@RajeshGahana
@RajeshGahana 3 месяца назад
Allahabad
@baruncreation8489
@baruncreation8489 3 месяца назад
@user-yu7ds8sv4i
@user-yu7ds8sv4i 3 месяца назад
କେନ୍ଦୁଝର ଜିଲ୍ଲାରୁ କେତେ ଲୋକ ଦେଖୁଛନ୍ତି ଦେଖିବା ❤
@tanmayvlog5369
@tanmayvlog5369 2 месяца назад
Ukhunda tukudiha
@ajitgagarai1598
@ajitgagarai1598 2 месяца назад
ମୁଁ ବଉଳା ହଦଗଡ଼ dam ରୁ
@user-yu7ds8sv4i
@user-yu7ds8sv4i 2 месяца назад
@@tanmayvlog5369 thank you 😊
@user-yu7ds8sv4i
@user-yu7ds8sv4i 2 месяца назад
@@ajitgagarai1598 thank you 😊
@brg3162
@brg3162 28 дней назад
Mu Pandado, Hatadihi ru
@ashokkumarsahoo7707
@ashokkumarsahoo7707 3 месяца назад
ବହୁତ ବହୁତ ଧନ୍ୟବାଦ ଭାଇ। ଆପଣ ଏକୁଟିଆ ଦେଶ ବାହାରେ ବୁଲି ଆମମାନଙ୍କୁ ବହୁତ ସୁନ୍ଦର ସୁନ୍ଦର ସ୍ଥାନ ବୁଲେଇଲକି ଦେଖାଉଛନ୍ତି ଆଉ ମଧ୍ୟ ନିଜ ଜୀବନକୁ ବାଜି ଲଗେଇ ବହୁତ ବିପଦ ପୂର୍ଣ୍ଣ ସ୍ଥାନ ମାନଙ୍କରେ Video shoot କରୁଛନ୍ତି, ସେଥିପାଇଁ ଆମମାନଙ୍କ ଭିତରେ ଟିକେ ଭୟ ସୃଷ୍ଟି ହେଉଛି। ମହାପ୍ରଭୁଙ୍କ ଆଶିର୍ବାଦରୁ ଆପଣଙ୍କ ଯାତ୍ରା ଜୟ ହେଉ।
@gunduaoffical
@gunduaoffical 3 месяца назад
କିଏ କିଏ ମୟୁରଭଞ୍ଜ ଜିଲ୍ଲାରରୁ ଦେଖୁଛ❤❤❤
@manaspatra279
@manaspatra279 3 месяца назад
Bhai mu dekhuni😂😂
@AJVLOG890
@AJVLOG890 3 месяца назад
Hn
@daktarnaik425
@daktarnaik425 3 месяца назад
Mu
@MeeraMurmu-s2j
@MeeraMurmu-s2j 3 месяца назад
Mu bi
@AKASHSURIN-x7r
@AKASHSURIN-x7r 3 месяца назад
ତୁ ଆଉ ମୁଁ ଆମେ ଦୁଇ ଭାଇ ଦେଖୁଛେ
@sanjupanda5270
@sanjupanda5270 3 месяца назад
ଭାଇ ଆପଣଙ୍କ ପାଇଁ ଆଜି ଆମେ ଘରେ ରହି ସବୁ ଜାଗା ଦେଖିପାରୁଚୁ ଧନ୍ୟବାଦ୍ ଜୟ ମା ସମଲେଶ୍ଵରୀ
@DineshKumar-m3l
@DineshKumar-m3l 2 месяца назад
Jay maa samlaei 🙏
@muSourav
@muSourav 3 месяца назад
ଭାଇ ତ ସାହସ ବହୁତ ❤❤❤❤❤
@CHANDINIKUMAR-b7k
@CHANDINIKUMAR-b7k 3 месяца назад
Corona ସମୟରେ ମୁ ଭୁବନେଶ୍ୱର ରୁ ସାଇକଲ ରେ ଆମ ଘର keonjhar ghasipura block ଭଣ୍ଡାରିଡ଼ିହା ଗ୍ରାମ ପଞ୍ଚାୟତ ର ବସନ୍ତପୁରା ଗ୍ରାମ କୁ ଯାଇଥିଲି ବହୁତ ହଇରାଣ ହେଇ ଥିଲି ସେତେବେଳେ ସାଇକଲ ଚଲେଇ ଚଲେଇ ଆସି 10 ଘଣ୍ଟା ଭିତରେ 140 km ଅତିକ୍ରମ କରି ଥିଲି
@pramod8382
@pramod8382 3 месяца назад
Prize 🏆 milba kotha😂
@CHANDINIKUMAR-b7k
@CHANDINIKUMAR-b7k 3 месяца назад
Prize ta dele nahi bahuta dukha lagila😀😀😀
@T.BAIPAI
@T.BAIPAI 2 месяца назад
God Ku thanks kuho bhai
@bdstyoutubechanel6800
@bdstyoutubechanel6800 2 месяца назад
Hn satare so sad 😢
@atulyabehera2280
@atulyabehera2280 Месяц назад
Chuchhata
@rinkifunny4786
@rinkifunny4786 3 месяца назад
ବାଲେଶ୍ଵର ଜିଲ୍ଲାରୁ କିଏ କିଏ ଦେଖୁଛ ଲାଇକ୍ କର ❤
@BapuBag-ni9hp
@BapuBag-ni9hp День назад
ମୁଁ ବି ବାଲେଶ୍ଵର ରୁ❤❤
@Sinusahoowd2dm
@Sinusahoowd2dm 3 месяца назад
ମୋର ସବୁଠାରୁ ଦୁଃଖ ର ଦିନ lukdown ରେ ଥିଲା ମୋ husband ଯେତେବେଳ posetive ଆସିଲେ। ଆଉ ସବୁଠାରୁ ଦୁଃଖ ଲାଗିଥିଲା ଗାଁ ଆଉ ଆଖପାଖ ସାଇ ପଡୋଶୀ ଙ୍କ ବ୍ୟବହାର ସେପଟେ posetive ର ଦୁଃଖ କୁ ଏପଟେ ଲୋକ ମାନଙ୍କ ବ୍ୟବହାର ସତରେ ସେଇ ମଣିଷ ମାନେ ,,, ସେଦିନ' ଆଉ ,ଆଜି... 😭😭 ଯାହା ହଉ ସାଇ ରାମ୍ ଙ୍କ ଦୟାରୁ ସେ ଭଲ ହେଇଗଲେ 🙏 ଜୟ ସାଇ ରାମ🚩 lukdown ର ଶିକ୍ଷା ମୋ ପାଇଁ ଏଇୟା ଥିଲା je ----- ଯେତେ ନାଟକ,ଯେତେ ସୁନ୍ଦର, ଯେତେ ପଇସl ଆଉ ଯେତେ ଗର୍ବ ଥାଉ ରେ ମଣିଷ ଦିନେ ନା ଦିନେ ତତେ ସବୁ ଛାଡି ସେଇଠିକି ଫେରିବା କୁ ହବ ଯୋଉ ଠୁ ତୁ ଆସିଥିଲୁ ତୋ ସହ କେହି ନଥିବେ ଆଉ କିଛି ନଥିବ ଖାଲି ତୋ ପୂଣ୍ୟ କର୍ମ ଛଡ଼ା 😊🚩
@Ameshpradhan143
@Ameshpradhan143 3 месяца назад
👌👌❤️❤️👍
@smitamohanty1725
@smitamohanty1725 3 месяца назад
Right
@DusmantakumarMohakud
@DusmantakumarMohakud 3 месяца назад
Sata katha mo bapa nku bi positive asithila..but mu kahari katha ku care karu nathili mu gharh baharile mate dekhile loko muho re kapada dei dionti...
@Sinusahoowd2dm
@Sinusahoowd2dm 3 месяца назад
​@@DusmantakumarMohakud ଆଜି ସେଇ ଲୋକ କାମ ପଡ଼ିଲେ ପୁଣି ପାଖକୁ ଆସୁଥିବେ ନିଶ୍ଚୟ ।
@Sinusahoowd2dm
@Sinusahoowd2dm 3 месяца назад
​@@smitamohanty1725🙏
@MahendraMahendrasingh-ft5tj
@MahendraMahendrasingh-ft5tj 3 месяца назад
ମୟୂରଭଞ୍ଜ ରୁ ଲବ ଭାଇ ର ଭିଡ଼ିଓ କିଏ କିଏ ଦେଖୁଛ like କର ଜୟ ଜଗନ୍ନାଥ ଲବ ଭାଇ ତୁମ ପାକରେ ସବୁବେଳେ ଜଗନ୍ନାଥଙ୍କ ଆଶିର୍ବାଦ ରହୁ ❤❤❤❤
@DeeptiShree
@DeeptiShree 3 месяца назад
❤️❤️❤️
@bikramsoren9870
@bikramsoren9870 3 месяца назад
🤪🤪🤪❤❤❤
@subham1954
@subham1954 3 месяца назад
ଲବ ଭାଇ ବହୁତ୍ ସୁନ୍ଦର୍ ଭିଡିଓ ❤❤❤❤❤ ଗୋଟେ like କର ❤❤❤❤ ଜୟ ଜଗନ୍ନାଥ ଜୟ ଜଗନ୍ନାଥ first comment❤❤❤
@bijayalaxmidas1688
@bijayalaxmidas1688 3 месяца назад
ଧନ୍ଯବାଦ ପୁଅ ତୁମର ଏତେ ସୁନ୍ଦ ପ୍ରୟାସ ପାଇଁ🌷🌷🌷🌷
@theanimal3153
@theanimal3153 3 месяца назад
ଭୟ ତ ନିଶ୍ଚୟ ଲାଗୁଥିବ, ଆପଣ ସାହସ କରି ସେଠିକି ଯାଇଛନ୍ତି ❤️ ଆପଣଙ୍କୁ ଧନ୍ୟବାଦ 🙏🙏🙏🙏🙏🙏🙏❤️
@itssangramvlogs952
@itssangramvlogs952 3 месяца назад
ଲବ ଭାଇଙ୍କୁ ଭଲ ପାଉଥିବା ଭାଇ ଓ ଭଉଣୀ ମାନେ Like କରିବେ. 👍🏻🌿🤗❤️
@Sunaram56-bw2cb
@Sunaram56-bw2cb 3 месяца назад
ଭଲରେ ରୁହ ମୁଁ ଠାକୁର ଙ୍କୁ ପ୍ରାର୍ଥନା କରୁଛି
@BabitaraniNyk
@BabitaraniNyk 3 месяца назад
Bhai ଆପଣଙ୍କ ପାଇଁ ଆଜି ଆମେ ଘରେ ଥାଇକି ସବୁ ଜାଗା ଦେଖିପରୁଚୁ ଧନ୍ୟବାଦ୍ ଭାଇ 🙏ଜୟ ଜଗନ୍ନାଥ 🙏
@GurucharanPurti-d8n
@GurucharanPurti-d8n 3 месяца назад
Love you bro 👏👏👏👏👏
@maheswarsandha2007
@maheswarsandha2007 3 месяца назад
ଲବ ବାବୁ ଗୁଡ଼ ମର୍ଣ୍ଣିଂ ଆପଣଙ୍କ ଭିଡିଓ ବହୁତ ବହୁତ ବହୁତ ସୁନ୍ଦର୍ Maheswar Sandha Sambalpur, Odisha
@nanditamohanty6696
@nanditamohanty6696 3 месяца назад
Mu corona bele nabin pattnaik knu bahut bahut dhanyabad debi karan se bahut state ku oxygen supply kari bahut jiban banchai thile❤
@_ranjan_officeal
@_ranjan_officeal 3 месяца назад
କିଏ Keonjhar dist ru video ଦେଖୁଚ like kara
@hoknowledgeodisha
@hoknowledgeodisha 3 месяца назад
ଆଜି ମୋର Birthday 🎉 ମାତ୍ର 0 Likes 😢
@DharmarajKharsel
@DharmarajKharsel 3 месяца назад
Happy birthday 🎉🎉
@funnyojha2781
@funnyojha2781 3 месяца назад
Happy Birthday to you 🎈🎈🎉🎉
@krushnachandrakhuntia1607
@krushnachandrakhuntia1607 3 месяца назад
Happy Birthday 🎂
@PatraSoumyaRanjan
@PatraSoumyaRanjan 3 месяца назад
Wish you happy birthday dear God bless you 🎉🎉🥳
@sukantirout6827
@sukantirout6827 3 месяца назад
Happy Birthday ❤❤❤🎉🎉🎉🎂🥰
@larx_ff99
@larx_ff99 3 месяца назад
କିଏ କିଏ କେନ୍ଦୁଝର ଜିଲ୍ଲା ରୁ ଦେଖୁଛ |
@hofact1
@hofact1 3 месяца назад
ମୁଁ from harichandanpur block
@naiksayajit
@naiksayajit 3 месяца назад
Mu
@DhaniyaTalent22
@DhaniyaTalent22 3 месяца назад
Mu
@ranjankumar-zg9nl
@ranjankumar-zg9nl 3 месяца назад
Mu from patana block
@Ale-X147.
@Ale-X147. 3 месяца назад
Joda
@shryanshbabu2518
@shryanshbabu2518 3 месяца назад
ମୁଁ ଝାରସୁଗୁଡା ରୁ ଦେଖୁଛି ଲବ ଭାଇ,ଜୟ ମାଁ ସମଲେଇ,ବହୁତ ବଢିଆ ଲାଗିଲା, ସବୁବେଳେ ଭଲରେ ଥାଅ,ଆଗକୁ ସବୁ ବଢ଼ିଆ ବଢ଼ିଆ Vlog ବନେଇ କି ଦେଖାଅ,
@Barsha319
@Barsha319 3 месяца назад
Sm2u 😊
@laxmidharmuduli8424
@laxmidharmuduli8424 3 месяца назад
ଲବ ବାବୁ ସେ ସ୍ଥାନର ବୃକ୍ଷ ଲତା ସମ୍ପର୍କରେ ଜଣାଇଲେ ଭଲ ଲାଗନ୍ତି।u r great Jay Jagannath.
@pabitramohandandia274
@pabitramohandandia274 3 месяца назад
ବହୁତ ଭଲ ଲାଗିଲା ଭିଡ଼ିଓ, କିନ୍ତୁ ଟିକେ ଦେଖିକି ଭାଇ, ଜୟ ଜଗନ୍ନାଥ ❤️❤️❤️❤️
@duniyarangamancha230
@duniyarangamancha230 3 месяца назад
ଯାଜପୁର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤
@SumanMuuli
@SumanMuuli 3 месяца назад
Mu
@jyostnajena7252
@jyostnajena7252 3 месяца назад
Mu
@tusarsahu4289
@tusarsahu4289 3 месяца назад
Paban delare gharaku chala 😅😅😅😊😊
@BagiyaSoy
@BagiyaSoy 3 месяца назад
ମୁ ଡ଼ୁବୁରୀରୁ ଦେକୁଛି
@maheswardas552
@maheswardas552 3 месяца назад
Mu
@sabitacreations
@sabitacreations 3 месяца назад
Laba bhai as a medical staff aame both husband wife corona mahamari ku face karichhu ,ankhi samna re 1000/1000 loka nija paribar too dureiba ta dekhilu,ward re ete died body dekhi dekhi ete kharap laguthila aau kuhani,ete sabu pare b aame duijana kebe b positive heinu ,thakur nku bohut dhanyabad,but bohut kasta lagila setebele jebe mo bapa covid re chaligale😭😭😭😭 Tame bohut sahasi , dirghajeebi hua , desa ,maatira su putra tame ,samastanka vali mu b tamaku bhala paye , Jagannath tamaku bhalare rakhantu❤ Sabitacreations Rourkela ❤❤❤
@krupasindhu415
@krupasindhu415 3 месяца назад
ଲବ ବାବୁ କେବେ ଚୀନ ରୁ ଫେରିବେ, ଆସିଲେ ଆଗ ସୂର୍ଯ୍ୟ ସୁରୀୟ ବଂଶୀ ଙ୍କ ର vlogs ଆମକୁ ଦେଖାଇବେ, ସେ ଭାଇ ଜଣକ ବହୁତ positive ଏବଂ ଆମ ଯୁବକ ମାନଙ୍କ ମନ୍ତ୍ରୀ ସେ ଆମ୍ଭ ମାନଙ୍କୁ ବହୁତ ଆଗକୁ ନେବେ, ରହିଲି ଟିକେ ଧ୍ୟାନ ଦେବେ, 🌹🌹🌹🌹🌹🌹🌹🌹🌹🌹
@maathakuranichannel4077
@maathakuranichannel4077 3 месяца назад
କଳାହାଣ୍ଡି ଜିଲ୍ଲା ରୁ ଦେଖୁଅଛି ବହୁତ ସୁନ୍ଦର ଳବୁ ଭାଇ❤❤❤
@rajesh_khordha_toka
@rajesh_khordha_toka 3 месяца назад
ଏ ଓଡିଶା ମାଟିର ପୁଅ ଆମ ଲବ୍ ଭାଇ, ତୁମେ ସବୁବେଳେ ଏମିତି ଏମିତି ଆଗକୁ ଆଗକୁ ଚାଲ । ପ୍ରଭୁ ଜଗନ୍ନାଥ ତୁମକୁ ଆର୍ଶୀବାଦ କରନ୍ତୁ।।
@villaingamerofficial5666
@villaingamerofficial5666 3 месяца назад
ଲବ ଭାଈ ଆପଣଙ୍କ ଧନ୍ୟବାଦ୍ ଆମକୁ ଏତେ ସୁନ୍ଦର ସୁନ୍ଦର ଦେଶ ଓ ସେମାନଙ୍କ cultural ବିଷୟରେ ଆମକୁ ଦେଖାଉଥିବାରୁ ❤God bless you 🙏.... LOVE FROM JAGATSINGHPUR ❤❤❤❤❤❤..............................................
@Sridharjena1233
@Sridharjena1233 3 месяца назад
କେଉଁମାନେ ଚାହାନ୍ତି ଆଜି India ଜିତୁ ବୋଲି T20 World Cup 2024
@mahadevsingh-ou8ei
@mahadevsingh-ou8ei 3 месяца назад
Mu chahuchi india jitu boli
@Sridharjena1233
@Sridharjena1233 3 месяца назад
@@mahadevsingh-ou8ei ok Bhai
@bikrammajhiofficial3572
@bikrammajhiofficial3572 3 месяца назад
Pura 100% India ❤🇮🇳🇮🇳🇮🇳
@dibyashissitun007
@dibyashissitun007 27 дней назад
Jiti jaichi bhaii ❤️😎💐✨
@suleoalone3160
@suleoalone3160 2 месяца назад
କିଏ କିଏ ଫୁଲବାଣୀ ଜିଲ୍ଲା ରୁ ଦେଖୁଛ
@MadhusmitaDipa
@MadhusmitaDipa 2 месяца назад
ମୁଁ plb ରୁ❤❤❤
@MadhusmitaDipa
@MadhusmitaDipa 2 месяца назад
❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️
@akashmallick4062
@akashmallick4062 2 месяца назад
Phulbani zilla ki 😂😂😂😂
@MadhusudanBarik-tz3ic
@MadhusudanBarik-tz3ic Месяц назад
😂
@CrazyPND-vr6fq
@CrazyPND-vr6fq Месяц назад
ଆରେ କେବେଠୁ ଫୁଲବାଣୀ ଗୋଟେ ଜିଲ୍ଲା ହେଲାଣି କିହୋ 😂😂
@SudhakarKar-m3m
@SudhakarKar-m3m 3 месяца назад
ଭାଇ ସାଲୁଟ ତୁମକୁ ଆମର ଗର୍ବ ଜଣେ ୟୁଟ୍ୟୁବରେ ଆମ ଓଡ଼ିଶାର ଯାହାକି ସାରା ୱାର୍ଲ୍ଡ ବୁଲିକି ଆମକୁ ଦେଖାଉଛ। ଭଗବାନ ଶ୍ରୀକୃଷ୍ଣ ତୁମକୁ ଭଲରେ ରଖନ୍ତୁ
@dasarathimohapatra618
@dasarathimohapatra618 3 месяца назад
ଭିଡିଓ ଟି ବହୁତ ବହୁତ ସୁନ୍ଦର ଲାଗିଲା, ଜଗନ୍ନାଥ ଙ୍କ ପାଖରେ ଏତିକି ପ୍ରାର୍ଥନା ଆଉକେବେ ଏ ଦେଶକୁ କୋରନା ଭଳି ମହାମାରୀ ରୋଗ ଆଉ କେବେ ଦେଖାନଯାଉ,ଜୟ ଜଗନ୍ନାଥ
@samanathmali8000
@samanathmali8000 3 месяца назад
କିଏ କିଏ କୋରାପୁଟ ଜିଲ୍ଲାରୁ ଦେଖୁଚ
@biswajitstudio960
@biswajitstudio960 3 месяца назад
Mu
@biswajitstudio960
@biswajitstudio960 3 месяца назад
Hii
@nareshpangi9911
@nareshpangi9911 3 месяца назад
Mu
@papakipari2442
@papakipari2442 3 месяца назад
Mu
@biswajitstudio960
@biswajitstudio960 3 месяца назад
​@@nareshpangi9911hii
@mangalmarndiofficial4589
@mangalmarndiofficial4589 3 месяца назад
ମୁ ଚାଲି ଚାଲି ତାମିନାଡୁ ରୁ ଓଡ଼ିଶା କୁ ଯାଇଥିଲି କରୋନା ବେଳେ ବହୁତ୍ କଷ୍ଟ ରେ,😢😢😢
@DeeptiShree
@DeeptiShree 3 месяца назад
So sad😮😱
@upendrabehera4617
@upendrabehera4617 3 месяца назад
😢
@MousumiDas-wk6hk
@MousumiDas-wk6hk 3 месяца назад
He Vagban 😢😢
@MousumiDas-wk6hk
@MousumiDas-wk6hk 3 месяца назад
Kete Dino lagila
@SSapan67
@SSapan67 2 месяца назад
Katadina lagila
@MadanmohanTudu-y6g
@MadanmohanTudu-y6g 2 месяца назад
ବହୁତ ବହୁତ ଧନ୍ୟବାଦ ଲବ ଭାଇ l......
@jokesno1
@jokesno1 3 месяца назад
ଜୟ ଜଗନ୍ନାଥ 🙏🙏🙏 ଲବ ଭାଇ Thank You ❤️❤️❤️❤️
@sunilpradhan1892
@sunilpradhan1892 3 месяца назад
କିଏ କିଏ ଫୁଲବାଣୀ ରୁ ଦେଖୁଛ ହୃଦୟରୁ ଗୋଟେ 👍
@chandramanimahanta8332
@chandramanimahanta8332 3 месяца назад
ଏବେ ବି କରୋନା କହିଲେ ବହୁତ ଡର ଲାଗୁଚି ଧନ୍ୟବାଦ ତମକୁ ମହାନ ଯାଇ ଆମକୁ ଭିଡିଓ ଦେଖଉଛ ଜୟ ଜଗନ୍ନାଥ ଭଲ ରେ ଭଲ ରେ ଓଡିଶା କୁ ଫେରିଆସ
@hemantabahera8047
@hemantabahera8047 3 месяца назад
ଶୁଭ ସକାଳ,,କୋରୋନା ର ଜନ୍ମ ସ୍ଥାନ, ଭାଇ ମାନିବାକୁ ପଡିବ, ଧନ୍ୟବାଦ୍ ଜୟ ଜଗନ୍ନାଥ ଜୟ ପଞ୍ଚସଖା ❤❤❤❤❤❤❤❤❤❤❤❤❤❤❤❤❤
@Silu-rout
@Silu-rout 3 месяца назад
ଧନ୍ୟବାଦ.
@Prakashkumar-yq1ql
@Prakashkumar-yq1ql 3 дня назад
ଧନ୍ୟ ବାଦ ଲବ ,ମୁଁ ଆଶା କରୁଛି ମହାପ୍ରଭୁ ଙ୍କ ଅ ଆଶୀର୍ବାଦ ଆପଣଙ୍କ ପାଖରେ ସବୁବେଳେ ଥାଉ ଆଉ ନୂଆ ନୂଆ country ଯାଅ ଆମେ ତ ଯାଇ ପାରୁନୁ but ଆପଣଙ୍କ ମାଧ୍ୟମରେ କିଛି ଦେଖି ପାରିବୁ, ମୁଁ ଓଡ଼ିଶା Cuttack ରୁ ପ୍ରକାଶ ...❤🎉
@sanojkumarKumar-dj4ob
@sanojkumarKumar-dj4ob 3 месяца назад
Super hero 👏👏💪💪❤❤❤❤❤❤
@P.B.ODIAEXPRESS
@P.B.ODIAEXPRESS 3 месяца назад
ଲବ ଭାଇଙ୍କୁ ଯେଉଁ ମାନେ ପସନ୍ଦ କରିଛନ୍ତି, ଏଠାରେ ଲାଇକ କରନ୍ତୁ,👉🙏🙏🙏🙏🙏
@sarbeswarasisa1810
@sarbeswarasisa1810 3 месяца назад
ତମର କିଛି ଆସୁବିଦା ନ ହେଉ ଲବ ଭାଈ ❤
@mr.gaunlitoka
@mr.gaunlitoka 3 месяца назад
ରାୟଗଡ଼ା ଜିଲ୍ଲାରୁ କିଏ ବି ଦେଖୁ ନାହାନ୍ତି ବଧେ
@santhoshbehera2063
@santhoshbehera2063 3 месяца назад
ଧନ୍ୟବାଦ ଲବ ଭାଇ
@rajanayak2229
@rajanayak2229 3 месяца назад
Bhai kehibi ganjam dist ru laba Bhai nka video dekhuna ki Kiya bi like karina like te hau
@BramhanandaKanhar-tn5eh
@BramhanandaKanhar-tn5eh 3 месяца назад
ହାଏ ଲବ ଭାଇ ❤❤
@santoshkunaka3026
@santoshkunaka3026 3 месяца назад
ଭାଇ ଉହାନ ରେ କୋରାନ ସରିଲାନା ନାହିଁ carefully Bhai..LV U ଲବ ଭାଇ enjoy U re life
@dbvisual67
@dbvisual67 3 месяца назад
ଧନ୍ୟବାଦ ଲବ ଭାଇ ୱହାନ ସିଟି ଦେଖାଇଥିବା ଯୋଗୁଁ
@NandakiswarMallick
@NandakiswarMallick 3 месяца назад
ଜୟ ଶ୍ରୀ ଜଗନ୍ନାଥ ଲବବେଟା କରନାଜନ୍ମ ସ୍ଥାନ ଦେଖେଇ ଥିବାକ୍ଷରୁ ଧନ୍ଯବାଦ କନ୍ଧମାଳ ରୁ
@Sanatan1888
@Sanatan1888 3 месяца назад
Video ଭଲ ଲାଗିଲା
@Jitu-vlogs07
@Jitu-vlogs07 3 месяца назад
ମୁଁ ଗର୍ବିତ ଓଡ଼ିଆ taveller ଭାଇନା ପାଇଁ ଯିହେକି ଓଡିଆ ଲୋକ ଓଡ଼ିଶାର ଲୋକଙ୍କୁ, ବାହାର ଦେଶ ର ଭଲ ଭଲ ଭିଡିଓ ନେଇ କି ଆସେ
@gouramohansingh9310
@gouramohansingh9310 3 месяца назад
ମୟୂରଭଞ୍ଜ ରୁ ଜୟ ଜଗନ୍ନାଥ
@prakashNaik-hh3wx
@prakashNaik-hh3wx 3 месяца назад
Thanks ଲୋବ ଭାଇ
@arjuna8965
@arjuna8965 3 месяца назад
ରାୟଗଡ଼ା.....
@subodhmishra8366
@subodhmishra8366 3 месяца назад
ଓଡିଶା ରୁ ଜାଇ ଏତେ ଦୁର ରୁ ସବୁ ଦେଖେଇବା ବଡ଼ କାମ ।
@subhadranaik8479
@subhadranaik8479 3 месяца назад
ଢେଙ୍କାନାଳ ଜିଲ୍ଲାର କିଏ କିଏ ଦେଖୁଛ like କର❤
@DhirenBehera-cf3md
@DhirenBehera-cf3md 3 месяца назад
🖐️🖐️
@GurucharanPurti-d8n
@GurucharanPurti-d8n 3 месяца назад
👋👋👋👋🖐️✋🖐️👍👍👍👍
@binoydash5814
@binoydash5814 3 месяца назад
Happy Birthday dear. May lord Jagannath bless you and your family
@GyanaranjanNial
@GyanaranjanNial 3 месяца назад
Dhanyvad lagao bhai Amity Prayas Jari rakho amaku nua nua Jaga Dekhi Thi Baru Aame bahut Khushi laguchi Odia Pua ame Garvita sri Jagannath Mahaprabhu Sada tomora Mangal karantu Jay Odisha. Jay Kalahandi
@er.sidharthdas2928
@er.sidharthdas2928 3 месяца назад
ଲବ ବାବୁ ସମସ୍ତ ଙ୍କ କଥା କହିଲା Electric department କୁ ଭୁଲି ଗଲା Electric department COVID ସମୟ ରେ continue electric ସପ୍ଲାଏ ଦେଇ ଥିଲେ ବୋଲି Medical staff , Police staff , etc etc ସମସ୍ତେ ଠିକ୍ ସେ ନିଜ କାମ କରି ପାରିଲେ So Electric department କୁ କେବେ ଭୁଲି ବନି ଧନ୍ୟବାଦ୍। Jay jagannath।
@illusionpowermagic
@illusionpowermagic 3 месяца назад
Okkk broo tikee vuliii jai chonti
@jadunathtudu1973
@jadunathtudu1973 3 месяца назад
Ohh Sethi pai dukha Karo nahi emandari se kamo Kari thhao🎉❤
@sonaliparida1625
@sonaliparida1625 3 месяца назад
Tq
@dhanirambeg7820
@dhanirambeg7820 3 месяца назад
ଲବ ଭାଇ ଯୁହାର 🎉❤❤🎉ଉହାନ ଯାଇ ଅନୁରୋଧ ରକ୍ଷାକରି ଲ ଭାଇ ବହୁତ ଖୁସି ଲାଗଲା ବହୁତ ସୁନ୍ଦର ଭିଡିଓ ଇନ୍ଟରଷ୍ଟିଙ୍ଗ ହେଇଛି ହେଲେ ଭାଇ ଟିକେ ଲୁଚି ଛୁପି ସମ୍ଭାଳି ଚାଲି ବ ଭାଇ
@BjpOdisha-ct9hp
@BjpOdisha-ct9hp 3 месяца назад
1st view from Ganjam
@bikashkar-k9s
@bikashkar-k9s 3 месяца назад
Love from kendrapara ,ichhapur ,Sri baldevjiew , love from my family and keep growing ❤❤❤❤
@mayurbhanjkhadiatribes8602
@mayurbhanjkhadiatribes8602 3 месяца назад
ମୁଁ mayurbhanj ରୁ ଦେଖୁଚି Rairairangpur
@PmNarendramodi1-d
@PmNarendramodi1-d 3 месяца назад
ଲବ ଭାଇ Lockdown ପାଇଁ ମୋର ଭବିଷ୍ଯତ ବହୁତ ପଛରେ ରହିଗଲି। 😢
@ShashikantPaida
@ShashikantPaida 3 месяца назад
ଆମେ ବାଲେଶ୍ଵରିଆ ❤❤
@RamaTudu-bo7md
@RamaTudu-bo7md 3 месяца назад
Good morning laba dada love from Thakurmuda MBJ odisha ♥️🥀😘🥀😘🥀😘🥀😘🥀😘🥀😘🥀
@prakashkumardash9588
@prakashkumardash9588 3 месяца назад
Mr. Laba you all make a documentary film using the videos. Then you will become famous in the world. With english dubbing. Thank you. God bless you ❤
@khandeswarpanigrahi
@khandeswarpanigrahi 3 месяца назад
ଆଜି ଇଣ୍ଡିଆ vs ସାଉଥ ଆଫ୍ରିକା ଫାଇନାଲ ମ୍ୟାଚ ପ୍ଲିଜ଼ ଭଗବାନ କୁ ପ୍ରାଥନା କର ଇଣ୍ଡିଆ ଜିତିବ ବୋଲି 🧡💚🤍
@sartasuren
@sartasuren 3 месяца назад
କୀ ପାଇଁ ଜିଟିବ
@papeswarnayak
@papeswarnayak 3 месяца назад
ଭାଇ ଓଡ଼ିଶା ର ଗ୍ରଭ ଲଭ ଭାଇ
@himanshumahakud4356
@himanshumahakud4356 3 месяца назад
Love u laba bhai❤❤
@advocatebijayasahoo9309
@advocatebijayasahoo9309 3 месяца назад
ଜୟ ଜଗନ୍ନାଥ ❤...ଶେଷ କଥା ଟା ମନକୁ ପାଇଲା । ନିଜ ଦେଶ , ଖାଦ୍ୟ , ପାନୀୟ ନିଜ ପାଇଁ ମହାନ୍❤
@susanta.sukumari.vlog.06
@susanta.sukumari.vlog.06 3 месяца назад
ଜଗନ୍ନାଥ ତୁମକୁ ସାହେହେଵେ
@RatnakarHansa
@RatnakarHansa 3 месяца назад
ଲବ ଭାଇ ଜିନ୍ଦା ବାଦ
@LTsada
@LTsada 3 месяца назад
ଅମୋ କୋରାପୁଟ ଜିଲ୍ଲା ରୁ କିଏ କିଏ ଦେଖୁଛନ୍ତି ❤❤😊
@SambhuGkPoint
@SambhuGkPoint 3 месяца назад
ଆଜି କିଏ କିଏ ମୟୂରଭଞ୍ଜ ଜିଲ୍ଲାରୁ ଦେଖୁଛ 😊 ଆପଣମାନେ ଖୁସି ତ 🇮🇳👳 ଭିଡ଼ିଓ ଦେଖିକି
@DeeptiShree
@DeeptiShree 3 месяца назад
Bahut khusi 🎉🎉🎉🎉
@rasmitashorts8484
@rasmitashorts8484 3 месяца назад
Great traveller
@rangalalpalea
@rangalalpalea 3 месяца назад
Lava Bhai jahahau good news dele jahaki .....samaste janiba nihari darkar Thank you so much wahan city jaiki visit kariki information dela
@sadasivanayak21
@sadasivanayak21 3 месяца назад
ଧନ୍ୟବାଦ ଦାଦା
@a.mlifestyle7872
@a.mlifestyle7872 3 месяца назад
Always best vlogger
@Jmbankira-ul4kk
@Jmbankira-ul4kk 3 месяца назад
Mayurbhanj ❤️❤️
@karunanaik9706
@karunanaik9706 3 месяца назад
Love from phulabani
@ramnayak211
@ramnayak211 2 месяца назад
Bahut bahut dhanyavad Bhai apanaku tuum sahas ku manibaku padibo
@nibashbehera7422
@nibashbehera7422 3 месяца назад
ଭିଡିଓ ବହୁତ ଭଲ ଲାଗିଲା ଭାଈ ବହୁତ ବହୁତ ଧନ୍ୟବାଦ ତୁମେ ସବୁ ବେଳେ ଖୁସିରେ ରୁହନ୍ତୁ ଭଗବାନ ଏମିତି ଆଗକୁ ନିଅନ୍ତୁ ଜୟ ଶ୍ରୀରାମ ❤❤
@lipunpradhan3894
@lipunpradhan3894 3 месяца назад
ANGUL ଜିଲ୍ଲା ର କିଏ କିଏ ଦେଖୁଛନ୍ତି like କର ❤️❤️
@Mrsantosh7878
@Mrsantosh7878 3 месяца назад
Bhala lagila
@rintusahoo6881
@rintusahoo6881 3 месяца назад
Ma bhai ra 1 million karidia re bahut kasta karuchhi bhai mora
@odiabohuanuradha7426
@odiabohuanuradha7426 3 месяца назад
Saatare bhut mehanat karuchnti
@devanandofficial6342
@devanandofficial6342 3 месяца назад
ଲବ ଭାଇ ତୁମେ କରୋନା ଜାଗାରେ ଠିଆ ହେଲାକୁ ଆମ ଛାତି ଥରି ଯାଉଛି ସେଇ ଯେ ଥିଲା ଭୟଙ୍କର ଦିନ
@chumukieating
@chumukieating 3 месяца назад
ହୁହାନ ସହର ସ୍ୱଗାତ
@bishwajitnayak2457
@bishwajitnayak2457 3 месяца назад
Bahut vlo video
Далее
ЛЮБИТЕ ШКОЛУ?😁​⁠​⁠@osssadchiy
00:20
Мои РОДИТЕЛИ - БОТАНЫ !
31:36
Просмотров 555 тыс.