Тёмный

ଏବେବି ପରିସ୍ଥିତି ଖରାପ ଅଛି ଶ୍ରୀଲଙ୍କାର || SRI LANKA LOCAL MARKET VEGETABLE PRICE  

ମୁଁ TRAVELLER
Подписаться 1 млн
Просмотров 398 тыс.
50% 1

Опубликовано:

 

15 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,5 тыс.   
@RahulRihanExpress
@RahulRihanExpress 2 месяца назад
ବହୁତ ଦିନ ପରେ laba ଭାଇ first like କଲି ଜୟ ଜଗନ୍ନାଥ
@panuealnaika4915
@panuealnaika4915 2 месяца назад
😂
@dharmendraparida746
@dharmendraparida746 2 месяца назад
A katha kahibare kn achhi
@ajayakumarmohanty9582
@ajayakumarmohanty9582 2 месяца назад
ଶ୍ରୀଲଙ୍କା ରେ ଓଡିଆ ପିଲାମାନଙ୍କ ସହ ଭେଟିବା ସହିତ ମିଶିବା ଖୁବ୍ ଭଲ ଲାଗିଲା। ଧନ୍ୟବାଦ।
@random_ai_videos-w4e
@random_ai_videos-w4e 2 месяца назад
@smrutisahu7384
@smrutisahu7384 2 месяца назад
Music most achi
@ashishkisku1513
@ashishkisku1513 2 месяца назад
Mohammad bhai not Mohammed😅😅😅​@@random_ai_videos-w4e
@ambritcreation9492
@ambritcreation9492 2 месяца назад
ଶ୍ରୀ ଲଙ୍କା re ଓଡ଼ିଆ ପିଲା ମାନଙ୍କ ସହ ଦେଖା କରିଲ ମୋତେ ଭହୁତ ଭଲ ଲାଗିଲା Video ବହୁତ ଭଲ ଲାଗିଲା thank you ଭାଇ ❤❤
@anupamadas6512
@anupamadas6512 2 месяца назад
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ ଲବ ବେଟା । ଶ୍ରୀଲଙ୍କା ଆମକୁ ଖୁବ୍ ଭଲ ଲାଗୁଛି । ଆମେ କେବେ ହେଲେ ଯାଇ ପାରିବୁ ନାହିଁ ତୋ ଯୋଗୁଁ ଆମେ କେତେ ଦେଶ ବିଦେଶ ଦେଖୁଛୁ।
@Opretorlifestyle
@Opretorlifestyle 2 месяца назад
ଭାଇ କ୍ରିକେଟ ମ୍ୟାଚ୍ ପାଇଁ ମୁଁ କମେଣ୍ଟ କରି ଥିଲି love you ଭାଇ ❤❤🙏🙏
@raghunathhembram5881
@raghunathhembram5881 2 месяца назад
Thanks you bhai
@CTNEWS7
@CTNEWS7 2 месяца назад
Hau thik achi tamaku cup te miliba
@sushilchakisushil557
@sushilchakisushil557 2 месяца назад
ମୁଁ ବି
@Narengouda786
@Narengouda786 2 месяца назад
Mu b karithili, loba bhai mo comment ku like b karichanti❤
@swaticreation6559
@swaticreation6559 2 месяца назад
ରାମାୟଣ ର proof video ପାଇଁ ଜଗିଛି ମୁଁ.... 🕯️🕯️ କାରଣ ଆଉକିଏ ଭିଡ଼ିଓ କୁ viral ପାଇଁ କିଛି ସତ ମିଛ ମିସେଇକି କହିବ...But ଲବ ଭାଇ କେବେ ମିଛ କହି ବ ନାହିଁ and it is my Strong believe...
@malatibariha7648
@malatibariha7648 2 месяца назад
ଶ୍ରୀଲଙ୍କାର ଆଉ ଗୋଟିଏ ନୁଆ ଜାଗା ଦେଖିବା ପାଇ ତମ ବ୍ଳଗ ଭିଡ଼ିଓ ପାଇଁ କେତେ ବେଲୁ ଉତ୍କଣ୍ଠାପୂର୍ଣ୍ଣ ସହ ଆମେମାନେ ଅପେକ୍ଷା କରିଥିଲୁ। ଆଜିର ଭିଡ଼ିଓ ଟିକିଏ ଡେରି ରେ ଆସିଲା।ଧନ୍ୟବାଦ ଭାଇ ❤❤❤❤❤🥳🥳🥳🥳🥳🥳🥳🥳🥳🥳
@dasarathimohapatra618
@dasarathimohapatra618 2 месяца назад
ଶ୍ରୀଲଙ୍କା ଭିଡିଓ ଟି ବହୁତ ସୁନ୍ଦର ଲାଗିଲା,ଆମ ଓଡ଼ିଶା ଭାଇମାନଙ୍କ ସହ ସହର ବୁଲା ବହୁତ ଭଲ ଲାଗିଲା, ଜଗନ୍ନାଥ ଙ୍କ ଆଶୀର୍ବାଦ ରୁ ହସଖୁସିରେ ଯାତ୍ରା ମଂଗଳ ମୟ ହେଉ,ଜୟ ଜଗନ୍ନାଥ,
@BB-LYRICS-MUSIC
@BB-LYRICS-MUSIC 2 месяца назад
ଲବ ଭାଇ ତମର ଏମିତି ଦେଶି ଵାଲା ❤ ମତେ ବହୁତୁ inspire କରେ.. ଧନ୍ୟବାଦ ଭାଇ Cricket match ଦେଖିବାକୁ ଯିବା ପାଇଁ..( ମୁଁ ଗର୍ବ ରେ କହେ ଆମ୍ଭେ ଓଡ଼ିଆ )
@RABITUDU-js3pk
@RABITUDU-js3pk 2 месяца назад
Namaste Lobobhai.I m a fan of urs I m Salma Tudu;belonging to Bag aden;Rairangpur.
@Iamdeb-01
@Iamdeb-01 2 месяца назад
ଲବ ଭାଇ ସେଠାକାର ଚାକରିରେ କେତେ ଦରମା ମିଲେ ଟିକେ କୁହନ୍ତୁ। କାରଣ ସେଠାକାର ଦରଦାମ ଦେଖିଲେ ଯଦି ୧ଲକ୍ଷ ନ ହେଲେ ବଞ୍ଚିଥବା ମୁସକିଲ।
@Nk_officialvlog143
@Nk_officialvlog143 2 месяца назад
ବହୁତ୍ ବଢିଆ ଲାଗିଲା.... କିଛି ଅଜଣା ଜିନିଷ ବି ଜାଣିବାକୁ ମିଳିଲା❤.....Love from 📍 KERALA 📍❤️
@judhisthiranaik2503
@judhisthiranaik2503 2 месяца назад
ଶ୍ରୀଲଙ୍କା ଭିଡ଼ିଓ ଦେଖି ବହୁତ ବହୁତ ଖୁସି ଲାଗିଲା, ବହୁତ କିଛି ଜାଣି ହେଲା 🙏ଜୟ ଜଗନ୍ନାଥ 🙏
@himanshusekharsahu9606
@himanshusekharsahu9606 2 месяца назад
ବହୁତ ବଢିଆ ଯାଇକି india vs srilanka match ଦେଖିକି କିଛି ଭିଡିଓ କରନ୍ତୁ ବହୁତ ଭଲ ଲାଗିବ ବୋଲି ଆଶା ଅଛି।
@hrudanandasankhua5824
@hrudanandasankhua5824 2 месяца назад
ଲବ ଭାଇ ଭିଡ଼ିଓ ବହୁତୁ ଭଲ ଲାଗିଲା ଲବ ଭାଇ ସବୁବେଳେ ଖୁସିରେ ରୁହ Love you Laba Bhai ❤️❤️❤️❤️❤❤️️️️️️️ଜୟ ଜଗନ୍ନାଥ 🙏 ଜୟ ଶ୍ରୀ ରାମ 🙏 Good bless you 👍
@GopabandhuMajhi-zv8hb
@GopabandhuMajhi-zv8hb 2 месяца назад
ଆଗକୁ ରାବଣ ର ସାମ୍ରାଜ୍ୟ ବିଷୟରେ ଆମେ ଜାଣିବାକୁ ଉତ୍କଣ୍ଠାର ସହ ଅପେକ୍ଷା ରେ ଅଛୁ।
@Nabarangpuria473
@Nabarangpuria473 2 месяца назад
ବାଗବନ୍ ସବୁ ବେଳେ ଏମିତି ହଂସ ଖୁସି ରଖି ତାନ୍ତୁ ଭାଇ ହୃଦୟ ରୁ ବଗବନ୍ ଙ୍କୁ ପ୍ରାଥନା କରୁଛି 🙏 ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
@Jaykisan503
@Jaykisan503 2 месяца назад
ବାପା ମା'ଙ୍କ ଚରଣରେ ସ୍ବର୍ଗ ଥାଏ .ବାପା ମାଙ୍କ ର ସେବା କର . ତାଠାରୁ ପୁର୍ଣ୍ୟ ମନ୍ଦିର ଯିବାଠୁ ଅଧିକ ମିଳିବ❤❤❤
@apmssfun
@apmssfun 2 месяца назад
Bokachoda Fast income tapare seva re dhana
@sujitbudhia5045
@sujitbudhia5045 2 месяца назад
ବରଗଡ଼ ଜିଲ୍ଲାରୁ ଯେଉଁ ମାନେ ଦେଖୁଛନ୍ତି ଗୋଟିଏ ଗୋଟିଏ ଲାଇକ୍ କରିଦିଅନ୍ତୁ ❤👍♥️
@GANGSTAR143YT
@GANGSTAR143YT 2 месяца назад
ଲବ ଭାଇ ଏତେ ସାରା ଏଣ୍ଟରଟେନମେନ video ସହର ଯାଉଛନ୍ତି ଲବ ଭାଇଙ୍କ ପାଇ ଗୋଟିଏ like ବନେ Joy jagannath 🙏🙏🙏🖐️🖐️🖐️
@karannaik2043
@karannaik2043 2 месяца назад
all waiting cricket fans❤Thanks Bhai india ko support karo match main im your all video support 🇮🇳v🇱🇰 har koi ap ki jaisa Nehi hai bhai youtuber logo ki mang Puri karne ke lia your all time respect button Jay Hind 🇮🇳
@Srusti880
@Srusti880 2 месяца назад
ବଲାଙ୍ଗୀରରୁ କିଏ ଦେଖୁଛ ଲାଇକ କର
@karunakarjani2679
@karunakarjani2679 2 месяца назад
I'm form kalahandi
@NANDINIVLOGING0337
@NANDINIVLOGING0337 2 месяца назад
Me
@pinkuphotography4304
@pinkuphotography4304 2 месяца назад
Ame ta odisha ru dekhuchu
@khusirambhoi3279
@khusirambhoi3279 2 месяца назад
I❤ balangir
@Jayapal115
@Jayapal115 2 месяца назад
Nuapada ❤
@ChaitanyaMarndi-b4i
@ChaitanyaMarndi-b4i 2 месяца назад
ଲବାବାବୁ ଙ୍କୁ ମିଳିଗଲା ସାଙ୍ଗ ଓଡ଼ିଆ ବୁଲେଇଲେ ଜାଗା ବଢିଆ । ଭ ଉଣୀ କ'ଣ ରୋଷିଛି କହୁ ନାହଁ କଥା କିଛି ।
@Madhusmita787
@Madhusmita787 2 месяца назад
ଆଜିର ଭିଡ଼ିଓ ଟି ବହୁତ ଭଲ ଲାଗିଲା, ସବୁବେଳେ ଏମିତି ଖୁସିରେ ରୁହ, ଭଗବାନ୍ ଙ୍କ ଦୟା ରୁ ଆହୁରି ଆଗକୁ ମାଡି ଚାଲ, ଜୟ ଜଗନ୍ନାଥ ❤❤❤❤❤❤❤❤❤❤❤❤❤❤❤❤❤❤❤
@ANANTABABU-ly2hj
@ANANTABABU-ly2hj 2 месяца назад
😊😊😊😊😊
@TruptiBhoi-bx7zr
@TruptiBhoi-bx7zr 2 месяца назад
Mu bi kendrapara ru dekhuchi so ama districts ra pila ku dekhi bhala lagila ......God bless you Bhai ❤️
@SunilBeria-v7k
@SunilBeria-v7k 2 месяца назад
ଦାଦା ଆକକେ ବଢ଼ି ଚାଲ ଆମେ ସପୋଟ କରିବୁ କଣ ଭାଇ କୁ ସପୋଟ କରିବ ନା
@AkashRout-j2v
@AkashRout-j2v 2 месяца назад
Nichaya
@DHANARAMHEMBRAM0
@DHANARAMHEMBRAM0 2 месяца назад
ନା କେବେ ନୁହେଁ
@SahoobabuYouTubechannel
@SahoobabuYouTubechannel 2 месяца назад
Nai
@DhirendraSenapati-h1g
@DhirendraSenapati-h1g 2 месяца назад
ଭଦ୍ରକର ଭାଇ ମାନଙ୍କୁ ମୋର 🙏🙏🙏🇮🇳🇮🇳🇮🇳🇮🇳
@MahiJagan
@MahiJagan 2 месяца назад
Thank you mo bhai ❤ tamari pai mu aji ehi sabu dekhi paruchi love you mo bhai ❤😮
@LifestoryEmpty
@LifestoryEmpty 2 месяца назад
ଜୟ ଜଗନ୍ନାଥ ସବୁବେଳେ ଏମିତି ଖୁସି ଆମୋ ସୁବେକ୍ରୀ କୁ ଖୁସି ଲାଗିଲା❤❤❤❤❤
@NandakiswarMallick
@NandakiswarMallick 2 месяца назад
ଜୟ ଶ୍ରୀ ଜଗନ୍ନାଥ ବହୁତ ଭଲ ଧନ୍ଯବାଦ ଲବବେଟା କନ୍ଧମାଳ ରୁ ଦେଖୁଛି
@rashmiranjanbarik2441
@rashmiranjanbarik2441 2 месяца назад
ଗୀତ ଟା ବଢିୟା ଆଡ଼ ହୋଇଛି
@draamebaazsaraswati
@draamebaazsaraswati 2 месяца назад
Ghare bashi a sabu dekhiba pain supar like bro I'm jajapur big fan bro❤❤❤❤❤❤❤❤❤❤❤❤❤
@PradyumnaBehera-p7w
@PradyumnaBehera-p7w 2 месяца назад
Back ground music Very beautiful , SREE ram ,Rabana juga bhali laguchhi
@gopabandhuhans3955
@gopabandhuhans3955 2 месяца назад
Cricket 🏏 match dekhai ba pai kahi thibaru thank you laba bhai
@Skweb-bz5vo
@Skweb-bz5vo 2 месяца назад
ଲବ ଭାଇ ଆଉ ଦେଇ ଙ୍କ ପାଇଁ ମା ତାରିଣୀ ପୀଠ ରେ ଏତିକି ଆଶା ତମେ ସବୁବେଳେ ଭଲରେ ରୁହ ❤❤❤❤
@BarshaBarik-ok3dk
@BarshaBarik-ok3dk 2 месяца назад
Mu sabu bele tuma vdo ku wait Kari thisi
@ashoktripathy8295
@ashoktripathy8295 2 месяца назад
. ଭାଇଁ ତୁମର ଭିଡିଅ ଦେଖିକରି ବହୁତ ଭଲ ଲାଗିଲା ମୁ ବରଗଡ଼ରୁ ଦେଖୁଛି
@subham1954
@subham1954 2 месяца назад
ଲବ ଭାଇ ପାଇଁ ଗୋଟେ like କର ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤❤❤❤❤
@kulamanipatra
@kulamanipatra 2 месяца назад
Nice Shearing bro 💐 ଭାଇ ମୁଁ ବାଲେଶ୍ବର ରୁ ଆପଣଙ୍କ ଭିଡିଓ ଦେଖୁଛି 💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞💞
@Dipusinghmundari
@Dipusinghmundari 2 месяца назад
ବାରିପଦା ରୁ like କର
@sushilchakisushil557
@sushilchakisushil557 2 месяца назад
ମୁଁ କ୍ରିକେଟ ମ୍ୟାଚ୍ ପାଇଁ comments କରିଥିଲି finnaly ଲବ ଭାଇ ଏହା ବିଷୟ ରେ କହିଲେ ମୁଁ ବହୁତ ଖୁସି ଏଥି ପାଇଁ 😊😊😊😊❤❤❤
@theanimal3153
@theanimal3153 2 месяца назад
ଜୟ ଜଗନ୍ନାଥ 🙏🙏🙏ଆପଣଙ୍କ ସବୁଦିନ ଶୁଭ ହେଉ ❤️❤️❤️❤️❤️❤️❤️
@ODIA_TOKA_SOMYA
@ODIA_TOKA_SOMYA 2 месяца назад
ଯେଉଁମାନେ ଲବ ଭାଇ ଙ୍କୁ ଭଲ ପାଉଛନ୍ତି.. ଭିଡ଼ିଓ ଟିକୁ like କର 👍👍👍
@SagarDigal-p3w
@SagarDigal-p3w 2 месяца назад
Bhai Laba Bhainku Samaste Pasand Karanti
@jenatechnic934
@jenatechnic934 2 месяца назад
ଲବ ଭାଇ କୁ ଯିଏ ଭଲ ପାଉଛ ଲିକ୍ କର ❤
@priyankadehuri380
@priyankadehuri380 2 месяца назад
Thank you laba bhai God bless you sabu bele khusi re ruha
@chintuofficial995
@chintuofficial995 2 месяца назад
ଭାଇ ଆଗକୁ ଏମିତି ମେଡିକାଲ ❤
@narayangouda4721
@narayangouda4721 2 месяца назад
ହେମିତି ହିଁ ଭଲ ପାଇବା ମିଲିଥାଉ ଲଭ ଭାଈଙ୍କୁ ଜୟ ଜଗନ୍ନାଥ ❤❤
@oyesun2598
@oyesun2598 2 месяца назад
Big fan ଲବ ଭାଇ ❤❤❤
@Artistchandanvlog
@Artistchandanvlog 2 месяца назад
ଲବ ଭାଇ ତମର ଗୋଟେ art କରିକୀ ରଖିଚି କିମିତି ଆପଣ ଙ୍କୁ ଦେବି please
@FoujiAkash.21.1k
@FoujiAkash.21.1k 2 месяца назад
କିଏ କିଏ ଏବେ ଜାଣିଲ❤ କି commentsରେ double touch କଲେ like ହୁଏ ବୋଲି❤❤❤
@MRJMOfficial
@MRJMOfficial 2 месяца назад
ଆଜିର video ବହୁତ୍ ଭଲ ଲାଗିଲା Laba bhai ❤❤❤
@pradeep-e4m
@pradeep-e4m 2 месяца назад
ଭାଇ ଶ୍ରୀଲଙ୍କା ର local ର ଭିଡ଼ିଓ କର ଟିକେ।।❤❤❤
@Dsrrsren7184
@Dsrrsren7184 2 месяца назад
ଭାଇ ରାବଣ ମୋହୋଲ ସିଗିରୀୟ rock କେବେ ଯିବେ, ସେଇ rock ବିଷୟରେ ଟିକେ ଦେଖେଇବେ। ଜୟ ଜଗନ୍ନାଥ ❤❤❤
@RahulRihanExpress
@RahulRihanExpress 2 месяца назад
ଜୟ ଜଗନ୍ନାଥ ଲବ ଭାଇ ଭଲରେ ରୁହ ⭕‼️⭕
@gunuchunusorts9978
@gunuchunusorts9978 2 месяца назад
ତାମିଲ ଗୀତ ଶୁଣିଲି କିଏ ଜଣେ ପଚାରୁଛି ତକାଲି(ଟମାଟୋ ) କତେ , ବହୁତ ଭଲ ଲାଗୁଚି ଭିଡ଼ିଓ 👌👌👌
@duniyarangamancha230
@duniyarangamancha230 2 месяца назад
କେନ୍ଦୁଝର ଜିଲ୍ଲାରୁ କିଏ କିଏ ଦେଖୁଛନ୍ତି ଲାଇକ୍ କରନ୍ତୁ ❤
@starkalakar524
@starkalakar524 2 месяца назад
ଲବ ଭାଇ ଶ୍ରୀଲକା ରେ ରାମ ସେତୁ ଟିକେ ଦେଖେଇ ବ ଭାଇ ପ୍ଲିଜ଼ ଭାଇ ଜୟ ଶ୍ରୀ ରାମ 🚩
@mrutupatia1234
@mrutupatia1234 2 месяца назад
ଜୟ ଜଗନ୍ନାଥ ଭାଇ 🙏🏻
@Tapan_Meher_08
@Tapan_Meher_08 2 месяца назад
Laba ଭାଇ Next United Kingdom (UK) ଯାଅନ୍ତୁ ଏବଂ ଭଗବାନ୍ ଙ୍କ ଆଶୀର୍ବାଦ ରେ ତମେ ଭଲ ରେ ଯାଇ ଭଲ ରେ ଆସ । Jay Jagannath ⭕❗⭕
@PrasantaMishra-b7k
@PrasantaMishra-b7k 2 месяца назад
Inspiration for young youth ❤❤
@BalaramDalei-o9u
@BalaramDalei-o9u 2 месяца назад
ଭାଇ ଆମ ଗୋକୁ ଆସ କଟକ ବଡମ୍ବା ନରସିଂହପୁର ଟି ବିଜ଼ି ବୁଲୁ ବାକୁ ❤
@kshirodmahanta4644
@kshirodmahanta4644 2 месяца назад
Love you ଲବ ଭାଇ ଭଗବାନ ତମର ମଙ୍ଗଳ କରନ୍ତୁ 😍
@sakti.editff
@sakti.editff 2 месяца назад
Love from chandbali ❤❤❤
@morazu8781
@morazu8781 2 месяца назад
Ati sundar bhai
@JONU_SINGH
@JONU_SINGH 2 месяца назад
1:50 laba bhai 27 July ru amambha heba t20-27,28,30 Odi- August 2,4,7 achhi virat au rohit bi asusanti vlogs karibe bhala view jiba ❤❤❤
@morazu8781
@morazu8781 2 месяца назад
Laba bhai video kia kia dekhucha kendujha jilla ru plz like karantu ❤❤❤❤
@UpamaKanhar-l8j
@UpamaKanhar-l8j 2 месяца назад
Danya bad laba Bhai khusi laguchi.
@somanathnayak7135
@somanathnayak7135 2 месяца назад
ଲବ ଭାଈ ଆଗକୁ ମାଡିଚାଲୋ ❤❤❤
@bhimasenbhatra339
@bhimasenbhatra339 2 месяца назад
ଲବ ଭାଇ ଶ୍ରୀ ଲଙ୍କା ର video ବହୁତ ଭଲ ଲାଗୁଛି (ରାବଣର ମହଲ ଓ ଅଶୋକ ବାଟିକା video ଟିକେ କର)
@Sad_boy_dipu__12
@Sad_boy_dipu__12 2 месяца назад
Laba bhai ku jou mane bholo pao like koro❤❤❤
@lebiyagamango1747
@lebiyagamango1747 2 месяца назад
ଲବ ଭାଇ ଚେନ୍ନାଇ ଏଆରପୋଟ୍ ଆସିଲେ ମିଶିବା ମୁଁ ଏହି ଟି ରହୁଛି।
@skmanranjan2174
@skmanranjan2174 2 месяца назад
Bhai mu ta Tamar sabu video dekhi full enjoy karuchi etiki khusi laguchi mo comedy padhi Jo reply doucha dhanya bad jagannath tamaku bhalare rakhatnu jay Jagannath
@dwarikanath1958
@dwarikanath1958 2 месяца назад
Happy to see odia brothers.Srilanka is similar to India .Still some variations.Thanks for video.
@ranjansisa6954
@ranjansisa6954 2 месяца назад
Love from Koraput
@koraputiadesia7021
@koraputiadesia7021 2 месяца назад
Koraput ru aau kie kie acha like kara
@dhanirambeg7820
@dhanirambeg7820 2 месяца назад
❤❤❤ଲବ ଭାଇ ଯୁହାର 🎉🎉🎉 ବହୁତ ଭଲ ଏକ୍ସେଲେନଟ୍ ଭିଡିଓ ଲବ ଭାଇ ପାଇଁଁ ଲାଇକ୍ ସଶକ୍ରାଇଭ ସେୟାର କର ଜୟ ହିନ୍ଦ୍ ଜୟ ଝାଡ଼ଖଣ୍ଡ ❤❤❤
@ansumanpradhan846
@ansumanpradhan846 2 месяца назад
27re bhai match achhi thanks bhai❤
@jchoudhury274
@jchoudhury274 2 месяца назад
ବହୁତ୍ ବଢିଆ ଭିଡିଓ ଜୟ ଜଗନ୍ନାଥ
@Juanga106
@Juanga106 2 месяца назад
Sri Lanka ରେ ରାମ ସିନ୍ଧୁ ସମୁଦ୍ର ଦେଖାହ please 😮😮😮😮😮 ଭାଇ
@RaisinAlexMusic04
@RaisinAlexMusic04 2 месяца назад
Laba da Bht Hi Jald 1M Subscriber Complete Hoga ✝️God bless you ✝️
@dulumho2772
@dulumho2772 2 месяца назад
ଜୟ ଜଗନ୍ନାଥ ଭାଇ ❤❤❤
@5gmmssentertainment
@5gmmssentertainment 2 месяца назад
ଆପଣ ଓଡ଼ିଆରେ ବ୍ଲଗ୍ କଲେ ମୋତେ ବହୁତ ଖୁସି ଲାଗିଲା । Such rigidity needed for Odian people, I m from boarder town Paralakhemundi which nearby to Andhra Pradesh, so u know what is situation of our language.
@Debilkptofficial
@Debilkptofficial 2 месяца назад
ଲବ ଭାଇଙ୍କର ଭିଡିଓ କୁ କିଏ କିଏ ଲାଷ୍ଟ ପର୍ଯ୍ୟନ୍ତ ଦେଖୁଛ like କର
@swapnilhembram
@swapnilhembram 2 месяца назад
ଆଜି ଯଦି ଲବ ଭାଈ ଯାହା କିଛି ବି ପାଇଛନ୍ତି ଉର୍ମିଳା ପାଇଁ........ଏଇ କଥାରେ ଲବ ଭାଈ କୁ ଯଦି ରାଗ ଲାଗିବ ତଥାପି ଏହା ହିଁ ସତ........
@Basu9078
@Basu9078 2 месяца назад
ନବରଙ୍ଗପୁର କିଏ କିଏ ଦେଖୁଚ ଲାଇକ ହଉ
@Malasai.3
@Malasai.3 2 месяца назад
ନବରଙ୍ଗପୁର ଜିଲ୍ଲାରୁ କଉ ବ୍ଲକ ଭାଈ
@akashharijan2945
@akashharijan2945 2 месяца назад
Background music ଭଲ ଅଛି ଲବ bhai🥰❤️
@Gautamkanhar-yt
@Gautamkanhar-yt 2 месяца назад
କନ୍ଧମାଳ ରୁ କିଏ ଦେଖୁଛ ଲାଇକ subscribe କର ❤❤❤❤❤
@virat_bikash
@virat_bikash 2 месяца назад
ଲବ ଭାଇ 2 4 7 ରେ କଲମ୍ବୋ ରେ ମ୍ୟାଚ ଅଛି ବିରାଟ କହଲି ଖେଳିବ ପ୍ଲୁଜ଼ ଭାଇ ଯିବ 🎉
@AjithPatra-o3k
@AjithPatra-o3k 2 месяца назад
Jay jagannath
@hoknowledgeodisha
@hoknowledgeodisha 2 месяца назад
My favourite vlogger ❤❤❤ Love from Mayurbhanj
@TarakhantaPradhan-jy4ku
@TarakhantaPradhan-jy4ku 2 месяца назад
Jay Jagannath
@kalpanabehera8385
@kalpanabehera8385 2 месяца назад
Jay jagannath 🙏❤❤ Super video ❤❤❤
@Melodyancor
@Melodyancor 2 месяца назад
Odisha re emiti bahut jaga achi sei sabu jaga cover kari dekheile bhala heba
@rajsangamdigital9431
@rajsangamdigital9431 2 месяца назад
ଭାଇ ଯଦି ଟିକେ କମେଣ୍ଟ ରେ ଗୋଟେ ତୁମ ଲାଇକ ମିଳିଯିବ ବହୁତ ଖୁସି ଲାଗିବ 🙏🙏
@user-LakraBabu
@user-LakraBabu 2 месяца назад
Jai jagannath Labo Dada ❤❤❤
@narayantripathynarayantrip2865
@narayantripathynarayantrip2865 2 месяца назад
Beautiful Sri Lanka vegetables fruit 🍓🍓🍑🍑 market God bless you
@Itsdebworld
@Itsdebworld 2 месяца назад
ଲବ ଭାଇ ମୁଁ ବହୁତ ବଡ ମୁସୀବତ ରେ ପଡିଛି। ମତେ ବର୍ତ୍ତମାନ ୫ ଲକ୍ଷ ଦରକାର ଅଛି। ଯେତେ ବି ମୋର କମେଣ୍ଟ ପଡୁଛ ଦୟାକରି ସାହାଯ୍ୟ କର। ନ ହେଲେ ମୋର ଭିଡିଓ କୁ ସେୟାର କର। plz.. ଆପଣମାନେ ଭାବୁଥିବେ ଇଏ ଠକୁଛି plz..ଭାଇମାନେ ମୋର ଦୁଃଖ ଟିକେ ବୁଝ
@gaurahembram9481
@gaurahembram9481 2 месяца назад
Kon dukha janeibe
@abhayabhi2159
@abhayabhi2159 2 месяца назад
Kn heichi 😢
@bishnupadanayak7869
@bishnupadanayak7869 2 месяца назад
Husain teri tuba tuba. Kehi dukha re dance karantini.😂
@LaxmanOfficial8
@LaxmanOfficial8 2 месяца назад
😂
@sagarmajhi6033
@sagarmajhi6033 2 месяца назад
Mataji nirmala devi bless you 💞🙏
@ODIAALOK-tp5pm
@ODIAALOK-tp5pm 2 месяца назад
Laba Bhai mu bohot khusi Apn IND vs SL Cricket match dekhebe ❤❤I Love Mayurbhanj ❤❤
@SangramBal-ii9cv
@SangramBal-ii9cv 2 месяца назад
Super mo bhai❤❤
@subanya2018
@subanya2018 2 месяца назад
ଯାହା ହେଉ ଚାନ୍ଦବାଲି ପିଲା ତମ ସହିଦ ଦେଖା ହେଲା ଜୟ ଜଗନ୍ନାଥ
@DHIRENDRA-g3d
@DHIRENDRA-g3d 2 месяца назад
Jai bajrangbali 🙏🙏
@shakticreation7402
@shakticreation7402 2 месяца назад
Laba bhai ଆପଣ ଥରେ ଆଦିବାସୀ harbal hair oil ଦକ୍ଷିଣ ଭାରତୀୟ ଅଞ୍ଚଳ କୁ ଯାଇ video ଟେ କରନ୍ତୁ
Далее
Part 5. Roblox trend☠️
00:13
Просмотров 3,1 млн
Собираю Маню к осени ✨
00:48
Просмотров 626 тыс.
Part 5. Roblox trend☠️
00:13
Просмотров 3,1 млн