Тёмный

ଓଡ଼ିଶାବାସୀଙ୍କର ସେବା କର || First Reaction Of BJD Leader Arun Sahoo After Party's Massive Poll Debacle 

Kanak News Digital
Подписаться 1,1 млн
Просмотров 105 тыс.
50% 1

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Stay tuned to get 24/7 news updates from Kanak News Live.
For latest Odisha News Follow Kanak News:
Visit: kanaknews.com/
Watch Live: ru-vid.com...
RU-vid: / kanaknewsdigital
Twitter: / kanak_news
Facebook: / kanaknews
#KanakNewsDigital #NaveenPatnaik #ArunSahoo

Опубликовано:

 

4 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 485   
@gaganbiharibehera7369
@gaganbiharibehera7369 Месяц назад
ନବିନ ହାରିବା ମୁଖ୍ୟ କାରଣ ଦୁର୍ନିତ ଗ୍ରସ୍ତ ମନ୍ତ୍ରୀଙ୍କ ଯୋଗୁ ଏମାନେ ତାଙ୍କର ମାନ୍ ସମ୍ମାନ ନଷ୍ଟ କରିଦେଲେ ନବନି ଜଣେ ସ୍ଵଛ ନିର୍ମଳ ହୃଦୟ ବାନ ଲୋକ ତାଙ୍କ ପାଇଁ ଆଜି ଆମେ ଦୁଃଖିତ ଜୟ ଜଗନ୍ନାଥ
@smile-op2yq
@smile-op2yq Месяц назад
BJD ର ଅହଙ୍କାରୀ MLA ମାନଙ୍କ ପାଇଁ BJD ଧ୍ଵଂସ l
@MamaShlok24
@MamaShlok24 Месяц назад
Sata katha
@sanatanmishra3630
@sanatanmishra3630 Месяц назад
Fact is absolutely right.
@prasantsahoo3796
@prasantsahoo3796 Месяц назад
Bjp କୁ ଗୋଟେ request ଅରୁଣ ସାହୁ କୁ ଜେଲ ପାଠ
@asishbehera1561
@asishbehera1561 Месяц назад
Gotea kaatha BJP Kahuthilaa Keahi dadan jibeani jadi galea to Gotea Beahiaa heabu
@sujitnayak4600
@sujitnayak4600 Месяц назад
Tate jail patha haba
@SonaliSonasmitiJena
@SonaliSonasmitiJena Месяц назад
Tu kia be sala tu jibu bysta Hani chora tu to ghara loka au to padam😂😂😂😂😂
@ashatutorial6176
@ashatutorial6176 Месяц назад
Hn semane bjp re misile sadhu hoijibe ​@@user-ok5mm4fu8w
@amitmahapatra2689
@amitmahapatra2689 Месяц назад
Nai baruna jiba jail
@prasantapanda1703
@prasantapanda1703 Месяц назад
ଅପେକ୍ଷା କର ମାଗିହା ତୁ ପରୀ କେଶରେ ଆରେଷ୍ଟ ହେଇ ଜେଲରେ ରହିବୁ
@susantadas4539
@susantadas4539 Месяц назад
Nai baa.aau prasant jagdev
@nilamadhabxxx
@nilamadhabxxx Месяц назад
Jagdev jail jaichi gadi chadheiki pari aau nayagad raja murder case re jiba.. 400 vote re jitiba ଲଜ୍ଜା janaka ​@@susantadas4539
@pabitranath5075
@pabitranath5075 Месяц назад
Se kn jell jaechi bina disare abe aa pali​@@susantadas4539
@namitasahu6834
@namitasahu6834 Месяц назад
Janiba ruha sabu
@sujitnayak4600
@sujitnayak4600 Месяц назад
Modi ra abastha kharap
@saratkumargajendra1001
@saratkumargajendra1001 Месяц назад
ଏ ପର୍ଯ୍ୟନ୍ତ ତମେ ତ୍ରୁଟି ଜାଣିପାରିଲନି ଯେ ତମେ କାହିଁକି ହାରିଲ. ହାରିବା ର କାରଣ ତମ ପରି କେତେ ଦୃନୀତି ଓ ଅନୀତି ରେ ସଂଶ୍ଲିଷ୍ଟ ଥିବା କେତେ ନେତା. ଏହା ପର ଠାରୁ ବିଜେଡି ର ପତନ ଆରମ୍ଭ ହେଲା.
@basantamanjaridas1732
@basantamanjaridas1732 Месяц назад
ପରି କୁ ଫେରାଇ ଦେଇପାରିବ ତା ମାଆ କୁ, ଆଉ କି ସମୀକ୍ଷା କରିବ
@sureshkumarmohanty1018
@sureshkumarmohanty1018 Месяц назад
ଆରେ ଭାଇ ଇଏ ଜୀତିନି ଚକ୍ରାନ୍ତ କରିକି ଜିତିଛି କାରଣ ନୟାଗଡ ରେ ରାଣୀ ମା ଜିତିଯାଇଛନ୍ତି 600 vote ରେ କିନ୍ତୁ ନୟାଗଡ ରେ total 18 round ଗଣତି ହେଲା ରାଣୀ ମା ଜିତିଲେ କିନ୍ତୁ ନୂଆ 2 round କେଉଁଠୁ ଆସିଲା କିଛି ଜାଣି ହେଉନି
@nibeditamishra1050
@nibeditamishra1050 Месяц назад
Thik katha.... sambit patra taku thik kariba
@srikanta671
@srikanta671 Месяц назад
ଅରୁଣ ମାଗିଆ ଜୋତା ରେ ପିଟ ପରୀ କେସ ର ଆରେଷ୍ଟ ହେବ ଜେଲ ଯିବ
@user-qd2nu9hq6k
@user-qd2nu9hq6k Месяц назад
ଅରୁଣ ସାହୁ ହାରିବାର ଥିଲା , ପରୀ ହତ୍ୟାକାଣ୍ଡ ଜଡିତ।
@jatinpradhan4968
@jatinpradhan4968 Месяц назад
ଆଗ ପରି ଆଉ ସେଇ ଜିଲ୍ ନାହିଁ, ସେ ଜଣେ ଚୋର ଟା ଆରେଷ୍ଟ କରା ଯାଉ
@user-eu7js1hh7g
@user-eu7js1hh7g Месяц назад
ଏହି ଚୋର ଟା ରହି ଗଲା ଆକୁ ଅରେଷ୍ଟେ କର
@chandanjena1239
@chandanjena1239 Месяц назад
Right..
@am9519
@am9519 Месяц назад
ଚୋର ଭାରି ଚଲାକ.. ଧର୍ମେନ୍ଦ୍ର ପ୍ରଧାନ ସାଙ୍ଗ ହିସାବରେ ଯୋଗାଯୋଗ ରେ ଅଛି.... ପରମ mg ଟା... ଭାଗ୍ୟ ବି ବହୁତ ଟାଣ mg ର
@santoshkumarmishra2620
@santoshkumarmishra2620 Месяц назад
ପରୀ ପିହୁ ମମିତା ମେହେର କୁନ୍ଦଲି ଆଦି ଘଟଣା ଯୋଗୁ Nabin Pattnayak ହାରିଗଲେ. ଲୋକମାନେ କହୁଛନ୍ତି.
@biswajitjena2620
@biswajitjena2620 Месяц назад
Jiba jiba ea jiba
@Mantu.28
@Mantu.28 Месяц назад
​@@biswajitjena2620ଯିବ ନୁହେଁ ଫୋପୋଡାହେବ
@subratdas9585
@subratdas9585 Месяц назад
ଏହି ଶଳା 300ଖଣ୍ଡ ଭୋଟ ରେ ଜିତିଛି ,ତୋ ବେଳ ଭଲରେ ତୁ ବାଇଟ ଦୋଉଛୁ ନହେଲେ ତୁ ବି ହରିକି ମୁହଁ ଲୁଚେଇକି ଘରେ ବସିଥାଆନ୍ତୁ
@biswajitmoharana2271
@biswajitmoharana2271 Месяц назад
ତୁତ କୃଷି ମନ୍ତ୍ରୀ ଥିଲୁ କେତେଟା ଶୀତଳ ଭଣ୍ଡାର କରିଥିଲୁ ଓଡିଶା ର ମଙ୍ଗଳ ପାଈଁ ଖାଲି ଡବା ମାରୁଛୁ
@pradipbehera4181
@pradipbehera4181 Месяц назад
ତୁମେ କେତେ କରିବ ଦେଖିବା
@prasantakumarbehera5096
@prasantakumarbehera5096 Месяц назад
Tu so
@prasantakumarbehera5096
@prasantakumarbehera5096 Месяц назад
BJP
@Ajyotiiii
@Ajyotiiii Месяц назад
​@@pradipbehera4181tame kahinke chinke uthela😂😂😂
@tapanpradhan3983
@tapanpradhan3983 Месяц назад
Jail re puraa ist ..
@raznsamantaray4833
@raznsamantaray4833 Месяц назад
ଆରେ ଶଳା ନବୀନ ପଟନାୟକ ଭଲ ଲୋକ ତାହା ସମସ୍ତ ଓଡିଶା ଜାଣିଚି. ହେଲେ ତମ ପରି ମାଗିହା ମାନଙ୍କ ପାଇଁ ବିଜେଡି ହାରିଲା
@user-hw8ok9fd3m
@user-hw8ok9fd3m Месяц назад
ପରି କେଶ ଆଉ ଥରେ ଆଲୋଚନା କରାଯାଉ
@sumantakubehera5135
@sumantakubehera5135 Месяц назад
ଏ ଶଳା ଭୋଟ ଖଣ୍ଡ କୁ ୨ ହଜାର ରୁ ୫ ହଜାର ରେ କିଣିଛି ତଥାପି ହାରି ଥାଆନ୍ତା ରାଣୀ ମାଆ ଙ୍କ ଭାଗ୍ୟ ଖରାପ ଯୋଗୁ ଏ ଶଳା ଅଳ୍ପ କେଇ ଖଣ୍ଡ ଭୋଟ ରେ ଜିତିଗଲା
@user-ws7jz1bv6g
@user-ws7jz1bv6g Месяц назад
ପରୀ murder କେସ ରେ CBI ଲଗାଅ ୟାକୁ
@Shusanta977
@Shusanta977 Месяц назад
ଇଏ ବହୁତ ତେଲ ମାରିଲା ଭଳି କଥା କହୁଛି
@sankarbehera6011
@sankarbehera6011 Месяц назад
ତମେ ମାନେ ଆଉ ବାଳ ସେବା କରିବ ମାଗିଆ ଏମାନଙ୍କୁ ସମସ୍ତଙ୍କୁ ଜେଲ୍ ପଠା ଯାଉ
@AntaryamiSamal-nc6uo
@AntaryamiSamal-nc6uo Месяц назад
ଆଉ ବାଳ ଅଛି ଜେ ଖାଇବ ସୁନୁପାମ୍ଫୁଡି
@Bismaya491
@Bismaya491 Месяц назад
ବିଜେଡ଼ି ଆଉ ଉଠି ପାରିବନି
@adisripriyadarshini8092
@adisripriyadarshini8092 Месяц назад
ତୁମେ ମାନେ ବିଜେଡି ଏବଂ ନବୀନ ନାଁ କୁ ନେଇକି ଲୁଟି ଖାଇଛ
@user-oq8ve6lo8i
@user-oq8ve6lo8i Месяц назад
ବିଜେଡି ଦଳ ରହିଲେ ତ ସେବା କରିବ l ତମେ ତ 396 ଭୋଟ ରେ ଜିତିଛ ତମ ର ଗୋଟେ ନିଜତ୍ୱ ଅଛି ଯେ l
@Shripatitapabana
@Shripatitapabana Месяц назад
ଏ ବେଧଲୋକକୁ ଝାରପଡ଼ା ଜେଲକୁ ସ୍ଥାନନ୍ତରିତ କର ଓଡ଼ିଶାବାସୀ, ନହେଲେ ୟାର ଉତ୍ପାତ ଆହୁରି ବଢିବ ।
@kanhu9
@kanhu9 Месяц назад
ତୋ ଭାଗ୍ୟ ଭଲ ରେ ଚାରି ଆକ୍ଷିଆ ମାତ୍ର 400ଭୋଟ ରେ ଜିତି ଛୁ ତୋତେ ସରମ ଲାଗୁନି ଆଉହୁରି ଭାଷଣ ମାରୁଛୁ
@sabyacreation7074
@sabyacreation7074 Месяц назад
ତୁ କେତେ ସେବା କରିଛୁ ଶିକ୍ଷା ମନ୍ତ୍ରୀ ଥିଲା ବେଳେ କଲେଜ ରେ ସବୁ ପୋଷ୍ଟ ଫାଙ୍କା ଅଛି ବିଜେଡି କେବଳ କଥା କୁହେ କିଛି କରେନି କେବେ
@niranjanpadhan6150
@niranjanpadhan6150 Месяц назад
Au tame kete kama Kariba dekhibaa
@truptilatadas450
@truptilatadas450 Месяц назад
Abe sabu college re fill up heijiba
@truptilatadas450
@truptilatadas450 Месяц назад
Kete selfish loka Mane.
@Adi-qz3vd
@Adi-qz3vd Месяц назад
Jadi loka kama Karibe tahale emane kana pain elect heichanti ? ​@@niranjanpadhan6150 kahibaku gale Nabin babu scheme dauchanti aemane Taku kamare kariki lagunahanti
@Dillip5331
@Dillip5331 Месяц назад
Hmm para Bhai e chor ra muhm tana
@pravasranjanmallick3065
@pravasranjanmallick3065 Месяц назад
ସତରେ ମୁଁ ଭୋଟ ଦେଇନି କିନ୍ତୁ ଓଡିଶା ଇତିହାସ ରେ ଜଣେ milestone ଶ୍ରୀଯୁକ୍ତ ନବୀନ ପଟନାୟକ 🙏🙏🙏🙏🙏.... Great hero
@bethedifference4658
@bethedifference4658 Месяц назад
ଧୃତରାଷ୍ଟ୍ର ପରି ସବୁ ଭୁଲ୍ ଦେଖୁଥିଲେ ଶୁଣୁଥିଲେ ଜାଣିଥିଲେ କିନ୍ତୁ କିଛି ନେତାଙ୍କର ଅହଙ୍କାର ପାଇଁ ଆଜି ଏମିତି ପରିସ୍ଥିତି । ମୋତେ ଆଜି ମହାଭାରତର ରାଜା ଧୃତରାଷ୍ଟ୍ର ଙ୍କ କାହାଣୀ ପରି ଲାଗୁଛି। ଆଜି ସଙ୍କୁନି ପାଇଁ ଏମିତି ପରିସ୍ଥିତି।
@pratapsahoo1574
@pratapsahoo1574 Месяц назад
ପାତ୍ରିଆନ ର କ୍ରୀତଦାସ ହେଲେ । ଅବସ୍ଥା ଏପରି ହେବ ଏଥିରେ କିଛି ସମୀକ୍ଷା କରିବାର ଆବଶ୍ୟକ ନାହିଁ
@anshumansatapathy5847
@anshumansatapathy5847 Месяц назад
Haru haru jitigalu
@subratdas9585
@subratdas9585 Месяц назад
ପ୍ରିୟ ନେତା ତ ତୁମର ପାଣ୍ଡୁ ସିଏ ତ ନାହିଁ ଆଉ କାହାକୁ ଦେଖିବାକୁ ଆସିଥିଲା
@bapinisahoo5009
@bapinisahoo5009 Месяц назад
ତୁମ ବାଣ୍ଡ ସେବା ଆମର ଆଉ ଦରକାର ନାହିଁ । 24 ବର୍ଷ ହେଲା ବହୁତ୍ ପେଳ ମନ୍ଥିଲ । ଆଉ ଦରକାର ନାହିଁ ।
@ranjannanda5299
@ranjannanda5299 Месяц назад
😂
@amitmahapatra2689
@amitmahapatra2689 Месяц назад
Right
@sumantakubehera5135
@sumantakubehera5135 Месяц назад
ଏ ଶଳା ଅରୁଣ କୁ ପରି case ରେ jail
@Statusvideo_9951
@Statusvideo_9951 Месяц назад
ବହୁତ ଦୁଃଖ ଲାଗୁଛି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେନି ଆମ ପିଲାବେଳଠୁ ଆମେ କୁହେ ଆମ ନବୀନ ସରକାର❤❤ Naveen Pattnaik always stay in our hearts❤❤
@explorerall9729
@explorerall9729 Месяц назад
All case open again
@tapasiadhikari5103
@tapasiadhikari5103 Месяц назад
ପରୀ ହତ୍ୟା କାଣ୍ଡ କୁ ପୁନଃ ତଦନ୍ତ କରାଯାଉ ଆଉ ସାମ୍ବାଦିକ ଭାଇ ମାନେ ଏ କଥା କୁ ନିର୍ଭୟ ରେ ଅରୁଣ ସାହୁ କୁ ବି ପ୍ରଶ୍ନ କରନ୍ତୁ
@sksckn
@sksckn Месяц назад
sambadika guda para gota gota chora, semane kimiti pacharibe!
@pratapsindhupatra8120
@pratapsindhupatra8120 Месяц назад
ତମ ମାନଙ୍କ ପାଇଁ ନବୀନ ପଟ୍ଟନାୟକ ଙ୍କ ଏହି ଅବସ୍ଥା ,ତମେ ସବୁ ମାରିକି ଖାଇଲ
@pradeepjena3595
@pradeepjena3595 Месяц назад
ଜୟ ଶ୍ରୀ ଜଗନ୍ନାଥ 🙏🙏🙏🚩ଜୟ ହେଉ ନବୀନ ପଟ୍ଟନାୟକ ଜିନ୍ଦାବାଦ 🙏❤️😭
@HemantBehera-ve7mu
@HemantBehera-ve7mu Месяц назад
ଭାରତ କୁ ଚଳାଉ ଥିବା ମୋଦି ଜି କଣ ଗୋଟେ ରାଜ୍ୟ କୁ ଚଳାଇ ପାରିବେନି
@itishreeparida7993
@itishreeparida7993 Месяц назад
5 years pare Jana padiba😮
@sudeepsudeep3461
@sudeepsudeep3461 Месяц назад
Pari case cbi tadanta karajau...
@dharmasahu365
@dharmasahu365 Месяц назад
ବଡ଼ ଚର ଗୋଟେ
@onlyentertainment3792
@onlyentertainment3792 Месяц назад
Jiti gala chora 400 vote re haru haru
@shubhammohanty6199
@shubhammohanty6199 Месяц назад
ମାଗିହା ଅରୁଣ ତୁ ଅପେକ୍ଷା କର ତୋ' ଅବସ୍ଥା ହେବ କରୁଣ😂
@actorofindia8863
@actorofindia8863 Месяц назад
ଦୋଷ ଅନ୍ୟ କାହାକୁ ଦିଅନ୍ତୁ ନାହିଁ (ଯେପରି ବୃଦ୍ଧ ବାପା ମାଆଙ୍କ ହାତ ଛାଡିଦିଏ ପିଲା, ସେପରି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ହାତ ତମେ ଓଡିଶା ବାସୀ ମାନେ ଛାଡି ଦେଲ ) ଓଡିଶା ବାସୀ ଏତେ ଦୁର୍ବଳ ଯେ ପରିବର୍ତନର ହାୱା ରେ ଉଡିଗଲ😊
@srustidhardey5817
@srustidhardey5817 Месяц назад
ଗ୍ରାମ ସାଥୀ କଥା ବୁଝି ଲ ନି ତାଙ୍କ ଲୁହ ରେ ପତନ ହେଲା ❤❤❤❤❤❤❤
@sourajeetmohapatra5637
@sourajeetmohapatra5637 Месяц назад
Chora no 1 arrest him .
@NiranjanMatha-vv8pd
@NiranjanMatha-vv8pd Месяц назад
ବିଜେଡି ର ପୂର୍ବ ଭ୍ରଷ୍ଟାଚାରୀ ମନ୍ତ୍ରୀ ମାନଙ୍କୁ ଜୈଲ ପଠାଯାଉ
@guddi325
@guddi325 Месяц назад
ଦଳ ସଭାପତି କହିଲେ ଅରୁଣ କୁ ତୁମେ ମାନେ ଧାର୍ଯ୍ୟ ରଖ ଜେଲ ଯିବା ପାଇଁ ରେଡ୍ଡୀ ହୁଅ
@sagarsahu5937
@sagarsahu5937 Месяц назад
Pandian ଯୋଗୁଁ ଓଡ଼ିଶା ରେ ନବୀନ ପଟ୍ଟନାୟକଙ୍କ ପରାଜୟ ହେଇଛି
@tarzan2565
@tarzan2565 Месяц назад
ପରୀକୁ ମାରିଚୁ ତୋ କେସ୍ ପ୍ରଥମେ ବିଚାର ହବ
@afsheenchoudhry0123
@afsheenchoudhry0123 Месяц назад
ଡ୍ର. ପାଇଛି କଥା ବୁଲେଇ ଗାଲୁ ମାରିବା ରେ ଦଳ ହାରିବା ର କାରଣ ବିନା ସମୀକ୍ଷା ରେ କିଛି ଜାଣି ପାରୁନି
@pruthirajjena8970
@pruthirajjena8970 Месяц назад
ଆପଣଙ୍କ ପାଇଁ ଜଗତସିଂହପୁର ଜିଲ୍ଲା ଟା ନଷ୍ଟ ହେଇଗଲା। ବିଜେଡି ହାରିଲା ।
@rnk6817
@rnk6817 Месяц назад
ସମସ୍ତେ କହୁଛନ୍ତି ଏବେ ନବୀନ ଫେରି ଆସନ୍ତୁ କିନ୍ତୁ କେମିତି ମସ୍କିସ୍କ ଶୂନ୍ୟ . ଚାଲିବାର. ଶକ୍ତି ନାହିଁ ..ସବୁ ର ଏକ ବୟସ ସୀମା ଥାଏ ..ତେଣୁ ପରିବର୍ତନ ସ୍ୱାଗତ ଯୋଗ୍ୟ
@hemantakumarmohanty849
@hemantakumarmohanty849 Месяц назад
ପରି, ବେବେନା, ମମିତା ମେହେର ଏ ସବୁ କାରଣ ପାଇଁ ବିଜେଡି ହାରିଛି
@prasantkudas3438
@prasantkudas3438 Месяц назад
କିତ୍ରଦାସ ଟା କ'ଣ କହିବ,ଏଥର BJP ସରକାର ତୋଠାରୁ ହିସବ ନେବ
@sunilrout3290
@sunilrout3290 Месяц назад
କଣ କାମ କରିବ?
@bapinising540
@bapinising540 Месяц назад
Pandiyan kuade gala 🤣🤣🤣
@prafullachandrasahoo9688
@prafullachandrasahoo9688 Месяц назад
ପଣ୍ଡିୟାନ ବାବୁ ସମୀକ୍ଷା କଲେ ଭଲ ହେବ.କାରଣ କ୍ରୀତଦାସ ମାନଙ୍କର ସମୀକ୍ଷା କରିବା କ୍ଷମତା ନାହିଁ. ପ୍ରତାପ ବାବୁ ଓ ବବି ବାବୁଙ୍କୁ ଡାକିବେ କାରଣ ସେମାନେ ଟ୍ରାଫିକ ଜଗିଲେ ଆରାମରେ ସମୀକ୍ଷା କରିପାରିବେ.
@Tukunavlogsbdk
@Tukunavlogsbdk Месяц назад
ପରିର ହତ୍ୟା କାରି କୁ ନ୍ୟାୟ ମିଳିବ ଏଥିର
@bimalendubehera5798
@bimalendubehera5798 Месяц назад
Please suspend PANDIAN from BJD. This man is responsible for the tragic debacle .Still we love Nabin sir.
@nrusinghasahoo1140
@nrusinghasahoo1140 Месяц назад
ଅରୁଣ ସା ହୁ ଜଣେ ଖରାପ ଲୋକ ନିଜେ ନିଜକୁ ସମୀକ୍ଷା କର
@kalishparida8069
@kalishparida8069 Месяц назад
ଅରଣସାହୁଏବେପାରାଲିସି ରୋଗିତାରକାମକିଛିନାହିସେସଳାଗୋଟେରବରଷ୍ଟାମ୍ପ
@sukantakumar6599
@sukantakumar6599 Месяц назад
Pandu pie sabu sarbanasa 😭😭😭😭
@hemantakumarmohanty849
@hemantakumarmohanty849 Месяц назад
ବିଜେଡି ଦୁର୍ନୀତି ପାଇଁ ବିଜେଡି ହାରିଲା
@routjajati4822
@routjajati4822 Месяц назад
ଏବେ ପ୍ରତ୍ୟେକ ଲୋକମାନଙ୍କୁ ଖଣି ଓ ପାଣି ବିକ୍ରୟ କରି ଟଙ୍କା ବାଣ୍ଟିଚାଲ।
@amitakar948
@amitakar948 Месяц назад
କାମ ତ କଲ ନି ଆଉ ଭୋଟ କଣ ଦେବେ ଯାହା ଓଡିଶା ର କଲ ଲୋକ ଜାଣିଲେ
@Gurandi708
@Gurandi708 Месяц назад
ତେତେ ସବୁକହୁଛନ ଚୋର
@MultiAbinash
@MultiAbinash Месяц назад
Pari case au thare open kara jau.
@rasmitarai2609
@rasmitarai2609 Месяц назад
ଆଉ ଅଲଣା କଥା ଶୁଣିବାକୁ ଇଚ୍ଛା ନାହିଁ.. ବହୁତ ଶୁଣିଲୁ ବହୁତ ପସ୍ଥାଇଲୁ 🤗
@bijayamahanty8927
@bijayamahanty8927 Месяц назад
ହଉ ସମୀକ୍ଷା କରିବୁ , କରୀକି ମୋତେ କହିବୁ
@Rameshnaik664
@Rameshnaik664 Месяц назад
ଅଂହଙ୍କାର ପାଇଁ ଦଳ ଭାଙ୍ଗି ଗଲା
@MANA-ff5jc
@MANA-ff5jc Месяц назад
😢ପରିବର୍ତ୍ତନର ପରିବର୍ତ୍ତିତ ସମୟରେ ତୁମର ପରାଜୟର ଚର୍ଚ୍ଚା ବିଜୟଠୁ ବହୁ ଆଗରେ ତୁମେ ଥିଲ ଓଡ଼ିଶାର ନୂତନ ପରିଚୟରେ ତୁମେ ମନେ ରହିବ ଏହି ଓଡ଼ିଆ ଜାତି ପାଖରେ.. ସେହି କାଳ ଦିନ ଆଉ ରାତିର ଅସୁର ମହାବାତ୍ୟା ଓଡିଶାର ଯେତେବେଳେ ବୁଡେଇଦେଇଥିଲା ଚେତା ଚାରି ଆଡ଼େ ମରଣ ବିଭୀଷିକା ଦେଖୁଥାଏ ଜନତା ଓଡିଶାକୁ ପୁନଃ ଗଢିବା ପାଇଁ ପାଇଥିଲା ତୁମ ପରି ନେତା.. ଭୋକିଲା ପେଟର ଭୋକକୁ ତୁମେ ବୁଝିଥିଲ ଓଡିଶାକୁ ବହୁ ଆଗକୁ ନେବା ପାଇଁ ପ୍ରତିଜ୍ଞା କରିଥିଲ ଓଡ଼ିଆ ନ କହି ଓଡ଼ିଆ ମାନଙ୍କର ମନ ବୁଝୁଥଲ ତୁମେ ହିଁ ଓଡ଼ିଶାର ପ୍ରଗତିର କର୍ଣ୍ଣଧାରା ସାଜିଥିଲ.... ଜୟ ଆଉ ପରାଜୟ ହୋଇଥାଏ ପ୍ରତିଯୋଗିତାର ତୁମର ନିସ୍ଵାର୍ଥପର କାର୍ଯ୍ୟ ଚାଲୁଥାଉ ନିରନ୍ତର ତୁମର ନିର୍ମଳ ଭାବମୂର୍ତ୍ତି ତୁମ ପରିଚୟର ତୁମେ ଦୀର୍ଘାୟୁ ହୁଏ ପ୍ରାର୍ଥନା ଏତିକି ଆମର.... ତୁମ ନାମ ରହିବ ଓଡିଶା ଇତିହାସରେ ଓଡିଶା ସୁବର୍ଣ୍ଣଯୁଗର ଜନନାୟକ ନାମରେ ତୁମପରି କର୍ମଯୋଗୀକୁ ପାଇଁ ଓଡିଶାରେ ବିକାଶ ଏବେ ବିକଶିତ ତୁମ ପ୍ରଚେଷ୍ଟାରେ... "ମହାନ ଜନନାୟକ ନବୀନ"ମାନା..
@MaheshWorld20
@MaheshWorld20 Месяц назад
କୁଆଡେ଼ ଗଲେ bjd IT cell...ବାଲା..ମାନେ ଯେଉଁ ପ୍ରକାରର ଭାବରେ ନବୀନ ର ଗାଥା ଗାଉଥିଲେ । ନବୀନ ପଟ୍ଟନାୟକଙ୍କୁ ମିଡିଆରେ ଦେଖିଲେ comment କରିବାକୁ ଧାଇଁ ଆସୁଥିଲେ ।
@munatv4313
@munatv4313 Месяц назад
ନବୀନ ହରିବାର ମୁଖ୍ୟ କାରଣ ଦୁର୍ନୀତି ତମ ଭଳି ନେତା
@kshetramohanbishwal7243
@kshetramohanbishwal7243 Месяц назад
Pari case kn hela ??
@soumyaranjanmohapatra7933
@soumyaranjanmohapatra7933 Месяц назад
ସମୀକ୍ଷା ନା ବାଳ।। ତୁ ଯଦି ହାରିଥାନ୍ତୁ ତାହାଲେ ଭଲ ହେଇଥାନ୍ତା କିନ୍ତୁ ନୟାଗଡ ଲୋକ ତ ମାଗଣା ଖିଆ ସ୍ଵଭାବର ସେଥିପାଇଁ ତୋ ଭଳିଆ ବେଧ ପିଲାଙ୍କୁ ଜିତେଇଲେ
@soumyaranjanbarik6567
@soumyaranjanbarik6567 Месяц назад
ମାନ୍ୟବର ମୁଖ୍ୟମନ୍ତ୍ରୀ ରୁ ମାନନୀୟ ଶ୍ରୀଯୁକ୍ତ ଦଳ ର ସଭାପତି ନବୀନ ପଟ୍ଟନାୟକ ପଶି ଯାଉଛ...😂
@rankanayak9953
@rankanayak9953 Месяц назад
ଅରୁଣ କୁ ଚପଲ ମା ଳ ଦିଅ ଟାଉଟକ
@biopath3829
@biopath3829 Месяц назад
ଏବେ ଭଲରେ ଦେଖା କରିପାରିବ. ଚା ପିଇ ବାକୁ ବି ଟିକେ ପଳେଇ ଆସିବ.
@munatv4313
@munatv4313 Месяц назад
ଏଇଟା କେବେ ଜେଲ ଯିବ
@sanjaykumardash8904
@sanjaykumardash8904 Месяц назад
ପରି ର ଅଭିଶାପ ହେତୁ ହାରିଲୂ
@sunilkumarparida2884
@sunilkumarparida2884 Месяц назад
ଶନି ଭଲ ଅଛି ବୋଲି ଖସିଗଲା।
@ashishsarangi5966
@ashishsarangi5966 Месяц назад
ଶଳା ଡହରା ତ୍ରୁଟି tme ଜାଣିପାରୁନ. ଓଡିଶା ର j କୌଣସି ଗୋଟେ ଅଣମାଧନ୍ୟ ଗାଁ କୁ ଯାଇ କି ପଚାର ତ୍ରୁଟି କଣ j. Q
@swarajkumarbej3768
@swarajkumarbej3768 Месяц назад
ତାଙ୍କର ବିଶାଳ ହୃଦୟଟା କେତେ କେଜି?? କଥା କୁହା କପିଳା?? ଏହିମାନଙ୍କ ଏମିତି ତେଲମରା ଗୁଣଯୋଗୁଁ ଦଳର ଏ ଅବସ୍ଥା।
@ranjankumarpradhan9556
@ranjankumarpradhan9556 Месяц назад
ତୋ ବେଳା ଭଲ କାଲି ଅଳପ ଭୋଟରେ ଜିତିଗଲୁ ନହେଲେ.........
@psahu9670
@psahu9670 Месяц назад
Time to open pari case and take immediate action against culprits
@mr.sanjayinformationdiscov3282
@mr.sanjayinformationdiscov3282 Месяц назад
ଏ ସଳlଟି ଜିତିବାର ନଥିଲା
@rashmita9772
@rashmita9772 Месяц назад
Odisha government re government employees requirements stop hei jiba maza nia ....
@kishoremajhi4490
@kishoremajhi4490 Месяц назад
Sub collector ku dhariki vote aepata sepata karichu recounting heu dhara padiba
@PKPK-ik7vs
@PKPK-ik7vs Месяц назад
ତୁ ହାରିଯାଇଥିଲେ ଭଲ ହେଇଥାନ୍ତା ।।।
@satyamsibammohanty1255
@satyamsibammohanty1255 Месяц назад
ଏ ଚୋରା କଥାରୁ ଜଣା ପଡ଼ିଲା, ପାଣ୍ଡୁ ରାଜ୍ ଏବେବି ବିଜେଡି ରେ ଚାଲିଛି, ପାଣ୍ଡୁ କଥା ପଚାରିବାରୁ ମାଇକ୍ ଛାଡ଼ି ପଳଉଛି !!!!
@bijayanandasatpathy9488
@bijayanandasatpathy9488 Месяц назад
ଯାହା ହେଉ କଳାଧନ କାମରେ ଲାଗିଲା । ତେଣୁ ସିଟ୍ ଟା ବଜାୟ ରହିଲା । Nayagarhbasi ଯାହାହେଉ ବେଇମାନି କରିନାହାନ୍ତି ଆପଣଙ୍କ ଭଳି । Tk atmasamikshya କରନ୍ତୁ
@nalinikumarpatra4589
@nalinikumarpatra4589 Месяц назад
Sir pari ଆତ୍ମା ଶାନ୍ତି ପାଇଲା
@rashmiranjansamantray2636
@rashmiranjansamantray2636 Месяц назад
ସମୀକ୍ଷା କରିବାର ଅଛି ତ ଗୋଟେ ଦିଗ ପ୍ରତି କରନ୍ତୁ ତାହା ହେଲା ଆପଣମାନେ ଯେଉଁ ଓଡିଆ ଅସ୍ମିତା ଶୁଣିବାକୁ ପାଉଛନ୍ତି ତାହାରି ଯୋଗୁଁ ବିଶ୍ୱରେ ଭାରତର ସମ୍ମାନ ବଢିଛି କିନ୍ତୁ ଓଡ଼ିଶାର ଗୋଟିଏ ଅଞ୍ଚଳର ଓଡ଼ିଆମାନେ ତାହାକୁ ବରବାଦ କରିବାକୁ ଚେଷ୍ଟା କରିଛନ୍ତିି କରୁଛନ୍ତି ସେଥିପାଇଁ ମୋଦି ଏଭଳି ନିଷ୍ପତ୍ତି ନେଇଥିବାର ଜଣାପଡ଼ୁଛି। ଯାହା ଜଣାପଡ଼ୁଛି ଆସନ୍ତା ଦୁଇ ଚାରି ବର୍ଷ ଭିତରେ ଓଡ଼ିଆ ଅସ୍ମିତା ବାଲାକୁ ଷଡ଼ଯନ୍ତ୍ର କରି ଫାଶୀ ଦିଆଯାଇପାରେ ନଚେତ ସବୁ ଚୋର ଡକାୟତ ନିଶା ବେପାରୀ ସ୍ମଗଲର ମାନଙ୍କ ଠିପି ବନ୍ଦ ହେବାକୁ ଯାଉଛି।
@manoranjanmohapatra619
@manoranjanmohapatra619 Месяц назад
Tame mane karina boli janata vote deleni.naveen sir right
@sitalprasadachary6105
@sitalprasadachary6105 Месяц назад
ମୁଁହ ରେ କହିଲେ ନା ତୁମେ ମାନେ ଏଇଟା ମନ ରୁ କହୁଛ
@hemantakumarmohanty849
@hemantakumarmohanty849 Месяц назад
ବିଜେଡି ଭି କେ ପାଣ୍ଡିଆନ ଲାଗି ବିଜେଡି ହାରିଲା
@prithvirajnaik6100
@prithvirajnaik6100 Месяц назад
ଜୟ ଜଗନ୍ନାଥ 🙏🙏🙏 ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ is legend।
@drsushantkumarmishra1181
@drsushantkumarmishra1181 Месяц назад
ମାନ୍ୟବର ନା ବାଳବାର
@chiranjibijena8216
@chiranjibijena8216 Месяц назад
ତୁମେ ହାରିଥିଲେ ଭଲ ହୋଇଥାନ୍ତା
Далее
ПОЮ НАРОДНЫЕ ПЕСНИ🪗
3:19:41
Просмотров 1,9 млн
ПОЮ НАРОДНЫЕ ПЕСНИ🪗
3:19:41
Просмотров 1,9 млн