Тёмный

କଳିଯୁଗରେ ହେବ କି ଇଶ୍ୱରଙ୍କ ଅବତାର ? NandighoshaTV 

Nandighosha TV
Подписаться 3,1 млн
Просмотров 438 тыс.
50% 1

#NandighoshaTV #Odisha #KaliYuga
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
RU-vid: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* hathw@y Channel No: 731
* Ortel Channel No: 707
* Videocon d2h Channel No: 840
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Опубликовано:

 

21 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 547   
@nareshsethy4696
@nareshsethy4696 2 года назад
100% ହବ ହିଁ ହବ ଜୟ। ପ୍ରଭୁ କଲିକି ରାମ
@maheshkumarmahali
@maheshkumarmahali 3 года назад
କାଉ କୁ ବେଲ ର ସ୍ୱାଦ ପଚାରିବା ଯାହା, ପଢା ଜ୍ଞାନୀ ଙ୍କୁ କଳି ଅବତାର ଙ୍କ କଥା ପଚାରିବା ବି ସେଇଆ ।
@bharatchandrabarik4000
@bharatchandrabarik4000 3 года назад
Right bhai
@prasadmajhi5559
@prasadmajhi5559 3 года назад
🌅 ବଢ଼ିଆ ମଜା କଥା ଶଇ 🗽
@Sipun-panda1998
@Sipun-panda1998 2 года назад
Thik katha bahi
@binodbhukta1125
@binodbhukta1125 2 года назад
Correct
@sandeepbaliarsingh8463
@sandeepbaliarsingh8463 2 года назад
Padha gyaani nuha bhai gaalua kuha.Gaalua maduaa emane nku kahile Kan heba emanaka prakruti jaha seia Karibe na.
@susantasenapatisen4524
@susantasenapatisen4524 2 года назад
ଆମ ପ୍ରଭୁ ଜଗନ୍ନାଥ ଯୁଗେଯୁଗେ ଅଛନ୍ତି ରହିଥିବେ
@user-un7mz5tq7q
@user-un7mz5tq7q 2 года назад
ବେଳେ ଲିମ୍ବଗଛ କଟା ହଉଚି ମୃତି ତିଆରି
@bapunilenka6791
@bapunilenka6791 2 года назад
ଭଗବାନ୍ ନିଶ୍ଚିତ ସତ୍ୟ
@pritichhandagiri5961
@pritichhandagiri5961 2 года назад
ଭଗବାନଙ୍କୁ ଆଜି ପର୍ଯ୍ୟନ୍ତ କେହି ଦେଖିନାହାନ୍ତି ସିଏ ହେଉଛନ୍ତି ଓଁ କାର ଏଈ ଓଁ ରୁ ସବୁ ଆରମ୍ଭ,
@santunext5514
@santunext5514 2 года назад
ଯଦି ବିଜ୍ଞାନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ର ରହସ୍ୟ କୁ ଭେଦ କରି ପାରିବେ ତାହାଲେ ଆମେ ବିଜ୍ଞାନ କୁ ଇଶ୍ଵର ଙ୍କ ଠୁ ଶ୍ରେଷ୍ଠ ହିଁ ମାନିବୁ
@gautamswain5107
@gautamswain5107 2 года назад
Right 👍👍👍🙏
@p.m.lloveryt1959
@p.m.lloveryt1959 2 года назад
Murkha lo ka gada besaram gada mari gale Bhala hu o nta
@jitendrasahoo9779
@jitendrasahoo9779 Год назад
Right 👍👍👍
@madhusmitasahoo4465
@madhusmitasahoo4465 Год назад
କିଛି ରହସ୍ୟ ନାହିଁ ସେ ରହସ୍ୟ କୁ ପ୍ରମାଣ କରିବାକୁ କେହିବି ସ୍ୱୀକୃତି ବା ଅନୁମତି ଦେବେନାହିଁ
@guddas8658
@guddas8658 Год назад
Right
@abhimeher4569
@abhimeher4569 Год назад
ସର୍ବ ପ୍ରଥମେ ଆପଣ ମାନକୁ ଅନୁରୋଧ ଯେ ଭଗବାନ୍ ନିନ୍ଦା କରୁଥିବା ଲୋକ ମାନଙ୍କୁ ଏଠାକୁ ଡାକନ୍ତୁ ନାହିଁ କାରଣ ଯିଏ ଭଗବାନ୍ ନିନ୍ଦା କରିପରେ ଯିଏ ଭଗବତ ନିନ୍ଦା କରିପାରେ ତାଙ୍କ ସହିତ ଆଲୋଚନା କରି କିଛି ବି ଲାଭ ନାହଁ
@debarshimohanta3868
@debarshimohanta3868 3 года назад
ବିନା କଳ୍ପନା ରେ କିଛି ବି କରାଯାଇ ପାରେ ନାହିଁ। ମୂର୍ଖ ମାନେ ହିଁ ବିଭିନ୍ନ ଯୁକ୍ତି କରନ୍ତି। ଯିଏ ଜ୍ଞାନୀ ସିଏ ନିଜ ଅନୁଭବ କୁ ବିଶ୍ଵାସ କରନ୍ତି । ଅନୁଭବ ର କଥା ଏହି, ଶ୍ରଦ୍ଧା ବିଶ୍ୱାସ ଥିଲେ ପାଇ। ଯେ ପର୍ଯ୍ୟନ୍ତ ମୁଁ କିଏ? ଯିଏ ଜାଣିନାହାନ୍ତି ସେ କଣ ଆଲୋଚନା କରିବେ।
@itiranjansahoo4074
@itiranjansahoo4074 3 года назад
ତମରି ମାନଙ୍କ ପାଇଁ ଆଜି ସମାଜ ନଷ୍ଟ ଭ୍ରଷ୍ଟ ହେଇଗଲାଣି
@Rajesh_Kumar629
@Rajesh_Kumar629 Год назад
ମଣିଷ ଭଗବାନ ଓ ଧର୍ମ ବନେଉଛି। ଆଉ ଏକଥାକୁ ପ୍ରମାଣ କରିବା ପାଇଁ ମିଛ କାଳ୍ପନିକ କାହାଣୀ ବାଣେଇଛି।
@babub4u323
@babub4u323 3 года назад
ବୋହୁତ ସୁନ୍ଦର ଉପସ୍ଥାପନା 👌 ଅତି ସୁନ୍ଦର କାର୍ଯ୍ୟକ୍ରମ 👌 ହସ ର କଥା ଯେ ଯେଉଁ ବିଜ୍ଞାନ ଭିତ୍ତିକ ହେତୁ ବାଦି ଈଶ୍ୱରଙ୍କୁ ଅବିଶ୍ବାସ କରୁଛନ୍ତି ସେହି ବିଜ୍ଞାନର ମୂଳ ତତ୍ତ୍ଵ କର୍ତ୍ତା ଅବଦୁଲ କଲାମ ତାହା ସ୍ବୀକାର କରି ଯାଇଛନ୍ତି , ଏହି ହେତୁ ବାଦି ଜଣକ ଅବଦୁଲ କଲାମ ଙ୍କ ଠାରୁ ବିଜ୍ଞାନ ଭିତ୍ତିକ ଜ୍ଞାନରେ ଉଚ୍ଚରେ ନୁହେଁ , କଳ୍କୀ ଆସି ଫେରି ସାରିଛନ୍ତି ଯାହାକୁ ସାରା ବିଶ୍ଵ ଖୋଜି ଖୋଜି ନୟାନ୍ତ ହେବ କିନ୍ତୁ ପରେ କିଛି ହିଁ ବିକଳ୍ପ ନଥିବ 😵
@Daibishakti
@Daibishakti 2 года назад
ସଠିକ କହିଛନ୍ତି । ମୁଁ ମଧ୍ଯ ଜଣେ ବିଜ୍ଞାନ( Msc) ଛାତ୍ର କିନ୍ତୁ ବିଜ୍ଞାନ ର କୌଣସି ଅଧ୍ଯାୟ ରେ ଈଶ୍ବର ବିରୋଧୀ କଥା ନାହିଁ । ଏହି କାକଜ୍ଞାନୀ ହେତୁବାଦୀ ମାନେ ନିଜର ଭିତ୍ତିହୀନ ଯୁକ୍ତିତର୍କ ମାଧ୍ୟମ ରେ ବିଜ୍ଞାନ ଏବଂ ଭଗବାନ ଉଭୟଙ୍କୁ ଅପମାନ କରୁଛନ୍ତି ।
@binodbhukta1125
@binodbhukta1125 2 года назад
Correct
@madhurisahoo8282
@madhurisahoo8282 Год назад
Ei vali topic upare discussion hele hin Ei jugara Asura mana nku ame jani pariba Jemiti ki hetubadi Prakruta katha hela hetubada ra meaning hin emana nku jana nhi
@nimainswain1673
@nimainswain1673 3 года назад
ଆତ୍ମା ପରତ୍ମା ଆତ୍ମା ର ମିଳନ ହେବ 🕉️🕉️🕉️🙏🙏🙏🙏ଓ଼ମଂ ଶାନ୍ତି ସତ୍ୟ ର ଯୁଗେ ଯୁଗେଜୁଗେ ଜୟ 🙏🙏🙏👣👣👣👣👣👣👣👣👣
@trueindianankit5773
@trueindianankit5773 2 года назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ। 🙏🏾🙏🏾🙏🏾। କଳ୍କୀ ଆସିଲେ ସମସ୍ତେ ଜାଣିବେ । ଗାଲୁ ଲୋକମାନେ ମଧ୍ୟ ଜାଣିବେ।
@jambaswerchhualsingh9470
@jambaswerchhualsingh9470 Месяц назад
ଭଗବାନ ଆସୁଛନ୍ତି ଆମ ଓଡ଼ିଆ ଭାରି ବଢିଆ
@abhayvidya
@abhayvidya 2 года назад
ୟମ୍ ରାଜ୍ କି ଜୟ ହୋ।ଧନ୍ୟବାଦ ମନୋଜ ବାବୁ। କଳିଯୁଗ ଶେଷ ହେଉଛି,ସତ୍ୟ ଯୁଗର ଆରମ୍ଭ ହୋଇସାରିଛି,ଆମେ ଏହାର ପ୍ରମାଣ ଦେଇ ସାରିଛୁ।
@pradeep7554
@pradeep7554 8 месяцев назад
ପାଗଳ କଣ ନ କୁହେ ଚଗଲ କଣ ନ ଖାଏ ଯେ ଭଗ ବାନଙ୍କୁ ମାନେନି ତାଙ୍କୁ ମଣିଷ ଭାବେ ଗଣନା କରିବା ଜଗତେ କେବଳ ଜନେ ହସିବେ ପାଗଳ
@ujagarnaik2005
@ujagarnaik2005 3 года назад
ଆପଣଙ୍କ ର ବିଜ୍ଞାନ ମଣିଷର ମରଣ କୁ କାହିଁକି ରୋକିପରୁ ନାହିଁ
@nareshsethy4696
@nareshsethy4696 2 года назад
Write
@bikashkumarrout2404
@bikashkumarrout2404 2 года назад
Tahele bhagban manisa ra marana ku roki paranti kichi example debe ki... Beda purana society re rahiba darkar becuz ei guda amaku bhala manisa re parinata kare...juga pare juga gba kebe b bhagagan achhi boli pramana dei paribe nahi... Amaku history ru kichi sikhibar achhi, aji ra time re jadi science na thanta, then aji b jhada phunka re loko bhala heijaithante..
@sandeeprout3324
@sandeeprout3324 2 года назад
@@bikashkumarrout2404 jhada phunka Katha alag kintu bhagwan nahanti boli kahila kia ramayan Mahabharata Ra kete pramana au darkar ?
@subodhabarik9182
@subodhabarik9182 2 года назад
Right asking u.in this earth, Lord shiv is god of earth.. Lord shiv blessings heartly all.
@crazyraj6986
@crazyraj6986 Год назад
ଭଗବାନ ଜନ୍ମ ନେବେ ଯୁଗେ ଯୁଗେ
@basantanaik9158
@basantanaik9158 Год назад
ଜୟ ଜଗନ୍ନାଥ 🙏🙏🙏
@itsUmacreations
@itsUmacreations 2 года назад
💯%....kalki avatar Jay jagannath swami 🙏
@SashankaSekharPatel00
@SashankaSekharPatel00 3 года назад
ମାଳିକାରେ ଲେଖାଅଛି.. ପ୍ରଭୁ କଳକୀ ଜନ୍ମ ନେବେ.. ହେଲେ ମାଳିକା ସମୟ ନିର୍ଘଣ୍ଟ,କଳିଯୁଗ ଅନ୍ତ ଲକ୍ଷଣ ଆଦିକୁ ଦେଖିଲେ କଳକୀ ଜନ୍ମ ନେଇ ସାରିଲେଣି।। ଜୟ ଅଚ୍ୟୁତ।। ଜୟ ଜଗନ୍ନାଥ 🙏🙏
@abhilasmamunparida3609
@abhilasmamunparida3609 3 года назад
Sathhik kahile bhaii
@smutiranjanpattnaik285
@smutiranjanpattnaik285 3 года назад
🤣r🤣🤣🤣🤣i😂ଓଁ ଜାଗନାଥ
@SashankaSekharPatel00
@SashankaSekharPatel00 3 года назад
@@smutiranjanpattnaik285 କଣ ଜଗନ୍ନାଥଙ୍କ ନାଁ ଶୁଣି ଏତେ ହସ ମାଡୁଛି।। ରାକ୍ଷସ ନା କଣ #SmutiranjanPattanaik
@binodbhukta1125
@binodbhukta1125 2 года назад
Right
@biswabhusanrath2814
@biswabhusanrath2814 11 месяцев назад
ଧନ୍ୟବାଦ ଅବିନାଶ ବାବୁ । ଜୟ ଜଗନ୍ନାଥ । 🙏🙏🙏🙏
@kuchindatv
@kuchindatv 2 года назад
ସତ୍ୟୈ ଶ୍ରୀ ହରି ନାମେବ ‌ ତ୍ରେତୟାଂ ରଘୁ ନନ୍ଦନଂ ।‌। ଦ୍ବାପରେ ଶ୍ରୀ କୃଷ୍ଣ ଶ୍ଚୈବ। କଳୈ‌। କ୍ଷ୍ୟାତସ୍ତୁ କେଶବ।।
@Sipun-panda1998
@Sipun-panda1998 2 года назад
ଜୟ କେଶବ ଚନ୍ଦ୍ର କି ଜୟ
@krushansamal8127
@krushansamal8127 Год назад
ଗୁରୁସ୍ଵାମି,,🙏🙏👣👍
@satyajitswain7029
@satyajitswain7029 Год назад
କଉ ପୁରାଣରେ ଅଛି
@kalpanapadhi7154
@kalpanapadhi7154 2 года назад
ଓ ଭାଇ ଭଗବାନ ଙ୍କ ଅବତାର କୈାଣସି ଆଲୋଚନା ବିଷୟବସ୍ତୁ ନୁହେଁ ଯେ ତମେ ମାନେ ଆଲୋଚନା କରିବ ଭଗବାନ ପରମ ପିତା ସେ କେତେବେଳେ ବି ଅବତାର ନେଇ ପାରନ୍ତି ତେଣୁ ତମେ କି ବାଳ ମାନବ କି ଭଗବାନ ଙ୍କ ବିଷୟରେ ଆଲୋଚନା କରିବ ଭଗବାନ ପରମ ବ୍ରହ୍ମ ପରଂବ୍ରହ୍ମରୂପୀ ମହାକାଳ ପରମପିତା 🙏🏻 ସେ ନିଶ୍ଚିତ ଭାବରେ ଅବତାର ନେବେ
@dayanidhihantal8953
@dayanidhihantal8953 Год назад
Jai shree jagannath
@susantasenapatisen4524
@susantasenapatisen4524 2 года назад
ବିଜ୍ଞାନର ବାପା ଆମ ଜଗନ୍ନାଥ ସ୍ବାମୀ
@abhayvidya
@abhayvidya 2 года назад
ୟମ୍ ରାଜ୍ କି ଜୟ ହୋ। ଏଥର ପ୍ରସ୍ତୁତ ହେଇକି ଅଛୁଁ।
@manthanvideos7439
@manthanvideos7439 2 года назад
Wah wah wah 😂
@nirmalyabiswal9510
@nirmalyabiswal9510 Год назад
Bhautu Jaldi....Namo Kalki🙏🙏🙏
@hareramharekrishnavisualed4465
Jay Sita Ram
@abhayvidya
@abhayvidya 2 года назад
ୟମ୍ ରାଜ୍ କି ଜୟ ହୋ।ୟାର ମାନେ ଦେବେନ୍ଦ୍ର ସୂତାର ଗୋଟିଏ ଗଧ ମାନେ ପଶୁ
@manthanvideos7439
@manthanvideos7439 2 года назад
Jay ho
@sambalpuristatusvideo318
@sambalpuristatusvideo318 Год назад
jay kalaki abatar o iswar abatar a kalijuga ra bisayare abinash sir nku bahut danybad apananku🪔🙏🌞🪐💐🌹🌷💐🦋🦚🌏🦄🐴🌍🐒🪐🌞🙏🪔
@babitanayak7748
@babitanayak7748 10 месяцев назад
ଜୟ ମା ଜଗତ ଜନନୀ
@pratimaparida4510
@pratimaparida4510 11 месяцев назад
Jay Jagannath, Jay shree, Kali,🚩🚩🚩🚩🚩🚩🙏🙏🙏🙏
@satishkumarpradhan8849
@satishkumarpradhan8849 Год назад
Jai shree ram 🙏🙏🙏🌺🌺🌺
@adarshajeevan1315
@adarshajeevan1315 2 года назад
ଏପରି ଅଧ୍ୟାତ୍ମମିକ ବିଷୟ ବସ୍ତୁ ଉପରେ ଆଧାରିତ ପ୍ରୋଗ୍ରାମ ପ୍ରତି ଚ୍ୟାନେଲରେ ହେବା ଏକାନ୍ତ ଆବଶ୍ୟକ ଧର୍ମ ପ୍ରତି ସମ୍ମାନ ଏବଂ ଭୟ ରହିବା ଏକାନ୍ତ ବିଧେୟ🙏
@nexttv6469
@nexttv6469 2 года назад
Alekha mahima,kaligugara bhagabana brudhaswam. Kalibhangi satay thapana heba,alekha Baba mananku pacharantu satay bani paebe🙏🔥🙏alekha mahima
@simanchaladas
@simanchaladas Год назад
😊😊
@AnandaNag-n7m
@AnandaNag-n7m 8 месяцев назад
Welcome 🙏 sir 🌹 like 💘 jaya 🙏malika
@nayakdibya103
@nayakdibya103 2 года назад
ସୂତାର ବାବୁ ଙ୍କୁ କୁହନ୍ତୁ ସେ ତାଙ୍କ ବାପାଙ୍କୁ ଜାଣିନାହାନ୍ତି ବାପାଙ୍କୁ ଜାଣିବାକୁ ହେଲେ ତାଙ୍କ ମା କହିଲିଦେଲେ ପରେ ଜାଣିଲେ
@kalpanapadhi7154
@kalpanapadhi7154 2 года назад
ବିଜ୍ଞାନ ତଥା ଅନନ୍ତ ବିଜ୍ଞାନ ଆସିଲେ ବି କିଛି ବି କରିପାରିବ ନାହିଁ କାରଣ ସମସ୍ତଙ୍କ ଜନ୍ମଦାତା ହେଉଛନ୍ତି ପରମ ପିତା ପରମାତ୍ମା ପରମବ୍ରହ୍ମ ବିଜ୍ଞାନ ତଥା ଅନନ୍ତ ବିଜ୍ଞାନ କୁ ବି ଭଗବାନ ହିଁ ଜନ୍ମ ଦେଇଛନ୍ତି
@BIBHUJYOTIDAS-qf1tt
@BIBHUJYOTIDAS-qf1tt Год назад
ବିଜ୍ଞାନ ଖାଲି ଗୋଟେ କଥା କହୁ ଜୀବ ଦେହରେ ଜୀବନ କୋଉଠି ଅଛି,,,,
@pravakarparamanik3800
@pravakarparamanik3800 2 года назад
Sri Jagannath mahan
@subaldas3254
@subaldas3254 3 года назад
ବିଶେଷ ଭାବରେ ଜ୍ଞାନ ହିଁ ବିଜ୍ଞାନ। ଜଡ଼ ବିଜ୍ଞାନ କିନ୍ତୁ ଆଉ ଗୋଟାଏ ପାରମାର୍ଥୀକ ବିଜ୍ଞାନ। ଜୀବନ ଚୀରନ୍ତନ ନୁହଁ। ଯାହା ଚୀରନ୍ତନ ତାହା ବ୍ରହ୍ମ, ପରମାତ୍ମା ବା ଭଗବାନ। ଶାସ୍ତ୍ରଜ୍ଞାନ ହିଁ ପ୍ରକୃଷ୍ଟ ବିଜ୍ଞାନ।
@trinathbaguli1533
@trinathbaguli1533 Год назад
Jai Jagannath
@Aaron.muzikall78
@Aaron.muzikall78 6 месяцев назад
Birendra kishari tripathi is right ❤❤
@barajabandhusahoo8401
@barajabandhusahoo8401 2 года назад
🙏JAY SHREE JAGNNATH SWAMI 🙏
@trilochanmallick4154
@trilochanmallick4154 Год назад
Jay Jagannath 🙏🙏🙏🙏🙏🙏
@itiranjansahoo4074
@itiranjansahoo4074 3 года назад
ଚେଇଁ ସୋଇଥିବ ଯିଏ ତାକୁ ଉଠେଇବ କିଏ
@bijayakumarluha3638
@bijayakumarluha3638 4 месяца назад
Guruswamicharamanath ki jay
@debendradas9112
@debendradas9112 Год назад
Jay jaganath
@musicvlogswithjmguddu2946
@musicvlogswithjmguddu2946 3 года назад
Prathame avtar nele Hetubadi mananku badha karibe Hari Bol 🙏🙏🙏🙏❤️
@Rockmadhu11
@Rockmadhu11 3 года назад
ବିଲକୁଲ right
@ganibabu8260
@ganibabu8260 Год назад
Jay Sri jagannath 🙏🙏🙏
@tribalvillageinkandhamal4986
@tribalvillageinkandhamal4986 2 года назад
ବିଜ୍ଞାନ ଯେତେ ଚେଷ୍ଟା କଲେ ସୁଦ୍ଧା ଭଗବାନଙ୍କ ଅବତାର କୁ ଜାଣି ପାରିବ ନାହିଁ ।
@ramprasadtpporamprasadtopp7556
ଭଗବାନ ଶିବ ଆସିଵ
@saratasamalsamal8073
@saratasamalsamal8073 2 года назад
Ja sriram🙏
@amiyamishra7841
@amiyamishra7841 2 года назад
Har Har Mahadev 🙏🙏🙏🙏
@Rockmadhu11
@Rockmadhu11 3 года назад
ଏତେ କଥା discuss ହେଉଛି, ହେଲେ " ଅବତାର" ଶବ୍ଦ ର defination କାହିଁକି କରୁ ନାହାନ୍ତି, ମୂଳ କୁ ଛାଡ଼ି ଅଗ କୁ ଗଲେ ଲୋକେ କଣ ବୁଝିବେ, ?? ମଣିଷ ରୂପ ରେ ଜନ୍ମ କୁ ଅବତାର (ଶ୍ରୀ ରାମ, ଶ୍ରୀ କୃଷ, ବୁଦ୍ଧଦେଵ, ଯୀଶୁଖ୍ରୀଷ୍ଟ,ମହମ୍ମଦ ରସୁଲ, ଶ୍ରୀ ଚୈତନ୍ୟ,ଶ୍ରୀ ରାମକୃଷ୍ଣ ପରମହଂସ ଦେଵ, ) ନା ସୂକ୍ଷ୍ମ ରୂପକୁ ଅବତାର ( ମୀନ,କଛପ,ବରାହ ,ନରସିଂହ,ବାମନ " ଏ ବିଷୟରେ ରେ ଆଲୋଚନା କରନ୍ତୁ,
@brajadyotisahu4985
@brajadyotisahu4985 2 года назад
ହିଁ ଭାଇ ତମେ ଠିକ୍ କଥା କହିଛ । ରାମଙ୍କ ଠୁ ଆରମ୍ଭ କରି ରାମକୃଷ୍ଣ ଠାକୁରଙ୍କ ପଯ୍ୟନ୍ତ ସମସ୍ତେ ଅବତାର ।କିନ୍ତୁ ଜାଣିଛ ରାମକୃଷ୍ଣ ପରମହଂସ ଙ୍କ ପରେ କିଏ ଅବତାର ଗ୍ରହଣ କରିଛନ୍ତି । ଉତ୍ତର ଜାଣିଥିଲେ ନିଶ୍ଚୟ ଦେବା
@bhubaneshbehera8391
@bhubaneshbehera8391 Год назад
ଜୟ ଜଗନ୍ନାଥ ଜୟ ପଞ୍ଚସଖା
@debasiskhatua6074
@debasiskhatua6074 2 года назад
Jaya jagannatha swami nayana patha gami 🙏🙏🙏🌹
@Hindustani629
@Hindustani629 3 года назад
କିଛି ଅବତାର ନାହିଁ ଏ କଳିଯୁଗ ଏମିତି ଥିରେ ଥିରେ ବଦଳି ଯିବ ଆଉ ସତ୍ୟ ଯୁଗରେ ପରିଣତ ହେବ ଜୀବନର real story କେହି ଜାଣି ନାହାଁନ୍ତି ପ୍ରାଣି ଆଉ ପ୍ରକୃତି ସହ Connection କୁ କେହି ଜାଣି ନାହାଁନ୍ତି
@jaladharamajhi3711
@jaladharamajhi3711 2 года назад
Corect
@narayanmohanty791
@narayanmohanty791 Год назад
No..1..No
@shyamshyamanujdas8628
@shyamshyamanujdas8628 3 года назад
ସୁତାର ବାବୁଙ୍କୁ ପଠାଣ ଦେଶ କୁ ପଠାଈ ଦିଆଗଲେ ସେ ବୁଝିବେ,ବାଚସ୍ପତି ମହୋଦୟ ଚାହାକହିଲେ ସୁତାର ସେଠୁ ପଳାଈ ଆସିବା ଦରକାର, ଲଜ୍ୟା ଲାଗୁନି, ଗଧଟା
@priyacharandas7352
@priyacharandas7352 3 года назад
ଭାଗବତ ମହାପୁରାଣ ରେ ଵିଜ୍ଞାନ ଵିଷୟରେ କୁହାଯାଇଛି ।ଯାହା ଚତୁଃଶ୍ଲୋକି ଭାଗବତ ରେ ଭଗବାନ ନିଜେ ଵ୍ରହ୍ମାଙ୍କୁ କହିଛନ୍ତି ।ସେହି ଵିଜ୍ଞାନ ଅନାଦି କାଳରୁ ଥିଲା ବର୍ତ୍ତମାନ ଅଛି ଏବଂ ଭବିଷ୍ୟତରେ ରହିବ ତାହା ହେଉଛି ଆଧ୍ୟାତ୍ମିକ ବିଜ୍ଞାନ ।ସେହି ଵିଜ୍ଞାନ ଆମକୁ ପ୍ରବୃତ୍ତି ମାର୍ଗ ରୁ ନିବୃତ୍ତି ମାର୍ଗ କୁ ନେଇ ଆମକୁ ମହାପୁରୁଷ ଵନାଏ ।ଵିଦେଶୀ ମାନେ କୃତ୍ରିମ ଉପାୟରେ ଯେଉଁ ବସ୍ତୁ ଉଦ୍ଭାବନ କରିଛନ୍ତି ତାହା ଵିଜ୍ଞାନ ନୁହେଁ ।
@NareshKumar-mx3tg
@NareshKumar-mx3tg 2 года назад
ତମକୁ ଗାଣ୍ଡିମାର
@chandanbisoi5010
@chandanbisoi5010 2 года назад
ଏ ବିଜ୍ଞାନ ଯୁଗରେ ଆମେ ମଣିଷକୁ ବୁଝେଇ ପାରିବ ନାହିଁ !
@chandanbisoi5010
@chandanbisoi5010 2 года назад
ଏ କଳିକାଳ ଲୋକେ ବୁଝି ପାରିବେ ନାହିଁ ! ଏହାକୁ ନେଇ ଅନେକ ସମୟରେ ତର୍କ କରିବେ ! ବୁଝେଇ ବୁଝେଇ ଥକିଯିବେ ତାପରେ ନିଜକୁ ନିଜେ ତାଙ୍କଠାରେ ସମର୍ପିତ ହୁଅନ୍ତି ! ଶୀ ଜଗନ୍ନାଥ ଏମାନଙ୍କୁ ରକ୍ଷାକର !
@comewesing390
@comewesing390 Год назад
God is father of science and science is son of God. Science born from God
@binapanipanda1454
@binapanipanda1454 2 года назад
Birendra sar krupa sar👍🙏🙏🙏
@shrinibassutar7763
@shrinibassutar7763 Год назад
କିଛି ଅବତାର ନାହିଁ ନିପଟ କାଳ୍ପନିକ କାହାଣୀ ।
@rameshchandramajhi8219
@rameshchandramajhi8219 3 года назад
ହେ ବିଜ୍ଞନୀ ସାର, ସ୍ତୁଲ ଜ୍ଞାନ ଓ ସୁକ୍ଷ୍ମ ଜ୍ଞାନ ମଧ୍ୟ୍ୟରେ ପାର୍ଥକ୍ୟ ଅଛି, ଯଦି ଭଗବାନ ଦେଖିଛନ୍ତି କି ବୋଲି ପ୍ରଶ୍ନ କରନ୍ତି, ତେବେ ମୁଁ ଅପଣଂକୁ ପ୍ରଶ୍ନ କରୁଛ, ଆପଣ ଜ୍ଞାନ ଓ ବୁଦ୍ଧିକୁ ଦେଖିଛନ୍ତି କି?? ମାଡାମ ର କଥା କୁ ଦର୍ଶନ ଓ ଗବେଷଣା ଆକାରରେ ନେଇ ତର୍ଜମା କରନ୍ତୁ ଆପଣ ଜାଣିପାରିବେ. ଆପଣ ଜଣେ ବିଜ୍ଞାନୀ ହୋଇ ପାରନ୍ତି କିନ୍ତୁ ଦାର୍ଶନିକ ହୋଇପାରିବେ ନାହିଁ. ତେଣୁ ଯିଏ ଯେଉଁ ପାଠ ପଢ଼ିଛି ସିଏ ସେହି ପାଠ ଜାଣିଛି
@gautamswain5107
@gautamswain5107 2 года назад
Right 🙏🙏🙏
@sunilthapa5423
@sunilthapa5423 Год назад
Right
@suryasadhika4157
@suryasadhika4157 2 года назад
ଭଗବାନଙ୍କର ଜନ୍ମ ମନୁଷ୍ୟ ଜନ୍ମ ପରି ନୁହେଁ । ଭଗବାନଙ୍କର ମା ନିଜ ଶରୀରକୁ ଅଯୋନି ସମ୍ଭୁତ ତପସ୍ୟା ବଳରେ କରନ୍ତି ତେବେ ଭଗବାନ୍ ସେ ନାରୀଗର୍ଭରେ ଅଯୋନି ସମ୍ଭୁତ ଦେହ ଧାରଣ କରନ୍ତି ।
@biswajitdas5902
@biswajitdas5902 2 года назад
Jay Jagannath ebe achhanti agaru thile agaku mndhya kalki abatar nebe
@AlineOp
@AlineOp Год назад
ସେ କାହିଁକି ଅବତାର ନେବେ।ଯେନଥାତି ସେଆସତି।ଇଶୋରତ ସବୁସ୍ଥାନରେ ଅଛନ୍ତି
@jitendrasahoo9779
@jitendrasahoo9779 Год назад
ଖୁବ୍ ଶୀଘ୍ର କଳ୍କୀ ଅବତାର 🙏🚩
@danamajhi2400
@danamajhi2400 2 года назад
Jay jagannath
@rajcreation1643
@rajcreation1643 2 года назад
ସୁତାର ବାବୁ ତମେ ଜଗନାଥ ମନ୍ଦିର କାଇ ଯାଉଛ
@ganeshmusiccomedy8224
@ganeshmusiccomedy8224 Год назад
Right 👍
@rajudora7831
@rajudora7831 2 года назад
Jai.jagannatha
@RamakantDas-w4q
@RamakantDas-w4q 6 месяцев назад
❤😂😂🎉😢😮 very sweet
@souravjena8977
@souravjena8977 3 года назад
JAY SHREE JAGANNATH ❤🙏❤😭❤🙏❤
@mallickkanhu4762
@mallickkanhu4762 2 года назад
Jay Gajanath Swami 🙏🙏🙏🙏🙏🙏
@kabitanayak4309
@kabitanayak4309 2 года назад
Ok
@Bandeutkaljanani
@Bandeutkaljanani 2 года назад
ଜୟ ଜଗନ୍ନାଥ ru-vid.com/video/%D0%B2%D0%B8%D0%B4%D0%B5%D0%BE-HSG7n9BCE84.html🙏
@sidharthadas124
@sidharthadas124 Год назад
ମାଳିକାରେ ଲେଖା ହୋଇଥିଲା ଯେ, ନାରୀ ଯେବେ ପୁରୁଷ ଠାରୁ ଆଠ ଗୁଣେ କାମକରିବେ, ଉଗ୍ର ରୂପ, ଶକ୍ତିଶାଳି ଆଉ ବଳୁଆ ହେବେ, ତେବେ କଳିଯୁଗ ଖୁବଶୀଘ୍ର ଶେଷ ହେବା କୁ ପାଖେଇ ଆସିବ, ସେହିଦିନ ଘୋର୍ କଳିଯୁଗ ହିଁ ହେବ। ବର୍ତ୍ତମାନ ସମୟରେ ଝିଅମାନେ ପୁରୁଷ ଭଳିଆ ହୋଇଥିବାରୁ ତେଣୁ ଯୁଗ ବହୁତ ଖରାପ ହୋଇଯାଉଛି, ସେଥିପାଇଁ ବର୍ତ୍ତମାନ ସମୟ ହେଉଛି ପୁରା ଘୋର୍ କଳିଯୁଗ। ଉଦାହରଣ:- ଯଦି ଝିଅମାନେ କାର୍ ଚଳାଇ ପାରିବେ, ଯଦି ଝିଅମାନେ ବାଇକ୍ ଚଳାଇ ପାରିବେ, ଯଦି ଝିଅମାନେ ବିମାନ ଉଡ଼ାଇ ପାରିବେ, ଯଦି ଝିଅମାନେ ପୋଲିସ୍ ଏବଂ ସୈନିକ ହୋଇପାରିବେ, ଯଦି ଝିଅମାନେ ଯୁଦ୍ଧ କରିପାରିବେ, ଯଦି ଝିଅମାନେ ଗ୍ୟାଙ୍ଗଷ୍ଟର ଏବଂ ଡନ୍ ହୋଇପାରିବେ, ଯଦି ଝିଅମାନେ ବଡି ବିଲଡର୍ ହୋଇପାରିବେ, ଯଦି ଝିଅମାନେ ଭାରୀ ଓଜନ ଜିନିଷ ଉଠାଇ ପାରିବେ, ଯଦି ଝିଅମାନେ ପୁରୁଷଙ୍କ ସହିତ ସମାନ ହୋଇପାରିବେ, ଯଦି ଝିଅମାନେ ପୁରୁଷଙ୍କ ପରି କାମ କରିପାରିବେ, ଯଦି ଝିଅମାନେ ପୁରୁଷଙ୍କ ପରି ଶକ୍ତିଶାଳୀ ଓ ବଳୁଆ ହୋଇପାରବେ, ଯଦି ଝିଅମାନେ ପୁରୁଷଙ୍କ ପରି ସବୁକିଛି କରିପାରିବେ, ତେଣୁ ଯୁଗ ବହୁତ ବେଶୀ ଆଧିକ ଖରାପ ହେବ ଏବଂ ଏହି ସବୁ କାରଣରୁ ଆମ ପୁଅମାନଙ୍କୁ ବହୁତ ପ୍ରଭାବ ପକାଇବ| ଏହି ପ୍ରଭାବ ପକେଇବା କାରଣରୁ ପୁଅମାନଙ୍କର ପୁରୁଷ ହେବାର କିଛି ମୁଳ୍ୟ ରହୁନାହିଁ ଆଉ ପୁଅମାନେ କାପୁରୁଷ, ଦୁର୍ବଳ ହୋଇଯାଉଛନ୍ତି। ଆଉ ଝିଅମାନେ ମର୍ଦ ହୋଇ ବହୁତ ଫାଇଦା ଉଠାଉଛନ୍ତି। ଏହି ଝିଅମାନେ ଘୋର୍ ଅଧର୍ମ କରୁଛନ୍ତି | କିନ୍ତୁ ଏହି ଝିଅମାନଙ୍କୁ ବିନାଶ ହେବ|
@susantasenapatisen4524
@susantasenapatisen4524 2 года назад
ଘୁଷୁରିକୁ ପାଚିଲା କଦଳୀ ଖାଇବାକୁ ଦେଲେ ଗନ୍ଧାଏ
@ashokdora4140
@ashokdora4140 2 года назад
Mo bhogoban mo petore janmo nebe mo probhu jay Sita Ram...
@ujagarnaik2005
@ujagarnaik2005 3 года назад
ସୁତାର ବାବୁ ଆପଣ ଗୋଟିଏ ମୁ
@itiranjansahoo4074
@itiranjansahoo4074 3 года назад
ତମ ଘରକୁ ଭଗବାନ ଆସିବେ ତମେ ଗୋଟେ ବଡ ଭକ୍ତ ନା
@ranjan6148
@ranjan6148 3 года назад
But to bhali papi murkha nuhe OK mind for u to see ok
@debendradas9112
@debendradas9112 Год назад
Yes
@rajusethi1563
@rajusethi1563 2 года назад
eswara jorur achhanti.
@satyapriyadalai3987
@satyapriyadalai3987 2 года назад
जय जगन्ननथ स्वामी नयनपथगामी नयनपथगामी भवतु में
@ArjunArjun-rl1uh
@ArjunArjun-rl1uh 3 года назад
Jay mahadev🙏❤
@kanakalatamohanta162
@kanakalatamohanta162 Год назад
ହିନ୍ଦୁଧର୍ମର ଆଦି ନାହିଁ କି ଅନ୍ତ ମଧ୍ୟ ନାହିଁ ପୁରାଣ ଶାସ୍ତ୍ରକୁ ଆମେ ବିଶ୍ବାସ କରୁଥିଲୁ କରୁଛୁ କରିବୁ ମଧ୍ୟ ଆଉ ଆଗକୁ ଆମ ପର ପିଢିକୁ ମଧ୍ୟ ଶିଖେଇକି ଯିବୁ ହିନ୍ଦୁଧର୍ମର ଯେତେବେଳେ ଧର୍ମ ପୁରାଣଶାସ୍ତ କଥା ଉଠେ ସେତେବେଳେ ହେତୁବାଦିମାନେ ତା'ର ବୈଜ୍ଞାନିକ କାରଣ ଖୋଜନ୍ତି ବର୍ତ୍ତମାନ ମୁଁ ହେତୁବାଦି ଦେବେନ୍ଦ୍ର ସୁତାର ମହୋଦୟଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି ଖ୍ରୀଷ୍ଟିୟାନ ଧର୍ମରେ ବିଶ୍ବାସ ଅଛି କି ଯୀଶୁଖ୍ରୀଷ୍ଟ କୌଣସି ଏକ ଅଲୌକିକ ଶକ୍ତିରୁ ଜନ୍ମ ଏଇଟା ସତ ନା ମିଛ ଯଦି ସତ ସେଇଟା କୋଉ ପ୍ରକାର ଆଲୌକିକ ଶକ୍ତି ଯଦି ମିଛ ତେବେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦାତା ବାପା କିଏ ? ତାଙ୍କୁ ମୋର ଆଉ ଗୋଟିଏ ପ୍ରଶ୍ନ ଯୀଶୁଖ୍ରୀଷ୍ଟଙ୍କୁ କୃଶବିଦ୍ଧ କରି ମାରି ଦିଆଗଲା ପରେ କବର ଦିଆଗଲା ଏହାର କିଛି ଦିନ ପରେ ପୁଣି ପୁନର୍ଜନ୍ମ ଗ୍ରହଣ କରିଥିଲେ ଯଦି ଯୀଶୁଖ୍ରୀଷ୍ଟ ପୁନର୍ଜନ୍ମ ନେଇଥିଲେ ତାଙ୍କର ଦିତୀୟଥର ମରିବାର ପ୍ରମାଣ ତ ନାହିଁ, ଏଇଟା ବିଶ୍ବାସ ନା ଅନ୍ଧବିଶ୍ୱାସ ଯଦି ବିଶ୍ବାସ ତେବେ ଯୀଶୁଖ୍ରୀଷ୍ଟ କୋଉଠି ଅଛନ୍ତି ଯଦି ଅନ୍ଧବିଶ୍ୱାସ ତେବେ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ କ'ଣ ମନଗଢା କାହାଣୀ
@basuhimirika4508
@basuhimirika4508 2 года назад
ଦେବେନ୍ଦ୍ର sir ପାଗଳ ହେଲେଣି
@binodbhukta1125
@binodbhukta1125 2 года назад
ହଁ, ଆପଣ ଯଦି ମାଳିକା ବିଶାରଦ ପ୍ରମୋଦ କୁମାର ପୃଷ୍ଟି ଙ୍କ ସହିତ ସାକ୍ଷାତ୍ କରିଥାନ୍ତେ ଆହୁରି ଭଲ ହୋଇଥାନ୍ତା
@realityofsociety5789
@realityofsociety5789 Год назад
ଏମିତି ନାସ୍ତିକ ଲୋକଙ୍କୁ କାହିଁକି ସ୍ଥାନ ଦିଆ ଯାଉଛି
@jitendrapangi1451
@jitendrapangi1451 2 года назад
Jai shree krishna
@Bandeutkaljanani
@Bandeutkaljanani 2 года назад
ଜୟ ଜଗନ୍ନାଥ 🙏🙏🙏 ବହୁତ୍ ବଢିଆ debate Everybody should watch this ! Mix of science and devotional theory.
@balaramsamal4196
@balaramsamal4196 Год назад
Pooping Lo olppppo Oo You
@labakusahoo3586
@labakusahoo3586 2 года назад
🙏 Jai Shree Ram 🙏🚩 🙏 Jai Bajaranga Bali 🙏🚩
@pabitrakumarmallick5735
@pabitrakumarmallick5735 8 месяцев назад
Jay jaganatha 🙏🙏🙏🙏
@mithuntarai9706
@mithuntarai9706 2 года назад
Har har har mahadev 🙏🙏🙏
@saratchandradas9573
@saratchandradas9573 2 года назад
ଆଜ୍ଞା ,ଯେଉଁ ବୁଦ୍ଧିଜୀବୀ, ପଣ୍ଡିତ, ଜ୍ଞାନୀ ମାନଙ୍କୁ ନେଇ ଆପଣଙ୍କ ର ଆଲୋଚନାର ବିଷୟ କଳ୍କୀ ଅବତାର ସମ୍ବନ୍ଧରେ ରଖିଥିଲେ, କଳ୍କୀ ଅବତାର ସମ୍ବନ୍ଧରେ ଏମାନଙ୍କୁ କ'ଣ ଜଣାଅଛି ?।ମାଛ ଦୋକାନ ରେ ସୁନା ରୁପା ଖୋଜିବା, ଗ୍ରୋସରି ଦୋକାନ ରେ ଗାଡି ମଟର ଖୋଜିବା, ଗ୍ରୋସରି ଦୋକାନ ରେ ଲୁଗା, ଗାମୁଛା ଖୋଜିବା ଭଳି ଏମାନଙ୍କ ପାଖରୁ ଏ ପ୍ରଶ୍ନ ର ଉତ୍ତର ଖୋଜିବା କେବଳ ବୃଥା ଚେଷ୍ଟା ଓ ସମୟ ନଷ୍ଟ କରିବା ଛଡା ଆଉ କିଛି ନୁହେଁ। ଯଦି ଆପଣ ଏ ବାବଦରେ କଥା ହେବା ପାଇଁ ଚାହାନ୍ତି ତେବେ ୮୬୫୮୫୭୯୨୫୪ ରେ ଯୋଗାଯୋଗ କରନ୍ତୁ।
@kanakalatamohanta162
@kanakalatamohanta162 Год назад
ଦୋକାନ ଆଉ ବିବେକ ଭିତରେ ପାର୍ଥକ ଅଛି, ସମସ୍ତଙ୍କ ପାଖରେ ସବୁକିଛି ରହିବା ସମ୍ଭବ ନୁହେଁ ,ସମସ୍ତଙ୍କ ପାଖରେ କଛି କିଛି ଭଲ ଜ୍ଞାନ ରହିଛି
@meghanandasahoo8344
@meghanandasahoo8344 3 года назад
ବିଜ୍ଞାନ ଜଳ ବାୟୁ ଅଗ୍ନି ମାଟି ,ଆକାଶକୁ ତ୍ୟାଗ କରି କଣ ସୃଷ୍ଟି କରିପାରିଛିକି?ପଂଚତତ୍ତ୍ୱ କାହାର ସୃଷିଟିରେ ପଣ୍ଡିତ ଗଣ।।
@binodbhukta1125
@binodbhukta1125 2 года назад
Correct
@arkshitanaik7237
@arkshitanaik7237 3 года назад
Keshav gurudeva Prabhu Narayan
@markandanayak1497
@markandanayak1497 2 года назад
ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂରେ
@djniranjanremix5035
@djniranjanremix5035 3 года назад
ଏହି ପୁରାଣ ଶାସ୍ତ୍ର କେବଳ କାଳ୍ପନିକ....
Далее
🖤
00:18
Просмотров 134 тыс.
Malika Devotee Revealed Shocking Facts | Satya Bhanja
26:13