ଦେଶର ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି। ଯେଉଁଠି କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଥିଲା। ଏପରିକି କଂଗ୍ରେସ ଜିତିବାର ଆଶା ରାଜ୍ୟମାନଙ୍କରେ ମଧ୍ୟ ଦଳ ନିରାଶଜନକ ପ୍ରଦର୍ଶନ କରିଛି । ତେବେ ୟୁପିରେ ଦୁଇଟି, ଉତ୍ତରାଖଣ୍ଡରେ ୧୯, ପଞ୍ଜାବରେ ୧୮, ମଣିପୁରରେ ୫ ଏବଂ ଗୋଆରେ ୧୧ ଟି ସିଟ କଂଗ୍ରେସକୁ ମିଳିଛି । ଦଳ ଏହାର ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି। ଏଭଳି ପରିସ୍ଥିତିରେ ଏବେ ପ୍ରଶ୍ନ ଉଠିଛି ଯେ ଦଳର ଭବିଷ୍ୟତ କ’ଣ ହେବ ?
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RU-vid: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #Congress #NationalNews #AssemblyElections
8 окт 2024