Тёмный

ଗାୟିକା -ମନୋରମା ବେହେରା ଙ୍କ ସୁନ୍ଦର ୮ଟି ଭଜନ ଗୀତ।ଓଡ଼ିଆ ସଙ୍କୀର୍ତ୍ତନ।। ବ୍ରହ୍ମଗିରି, ପୁରୀ।।Odia Brabamagiri 

MAA KUMARI DEVI CREATION
Подписаться 226 тыс.
Просмотров 1,2 млн
50% 1

Опубликовано:

 

25 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 804   
@abhayakumarbehera5835
@abhayakumarbehera5835 9 месяцев назад
ଏମିତିକା ସଂକ୍ରୀତନ ଶୁଣି କାନ ମୋର ପବିତ୍ର ହେଇଗଲା ..ଧନ୍ୟ ତୁମେ,ଧନ୍ଯ ତୁମ ବାପା ମା 🙏🏻🙏🏻🙏🏻
@bijayalaxmisatapathy7203
@bijayalaxmisatapathy7203 9 месяцев назад
ପ୍ରଭୁ କୃପା ବିନା ଏଭଳି ପରିବେଷଣ ଅସମ୍ଭବ, ଅତି ସୁନ୍ଦର ଅତି ଉତ୍ତମ, ପ୍ରଭୁ ଜଗନ୍ନାଥ ଙ୍କର ଆଶୀର୍ବାଦ ଏମିତି ଝରୁଥାଉ ଆଉ ନାମ ସଂକୀର୍ତନ ରୂପକ ଗଙ୍ଗା ଏମିତି ସଂସାର ର ର ପାପ ନାଶ କରୁଥାଉ... ଜୟ ଜଗନ୍ନାଥ
@bhnjamallik7201
@bhnjamallik7201 9 месяцев назад
ଗାଇକା ମହା ଶୟା ଓ ବାଦ୍ୟ ପରିବେଷଣ କରୁଥିବା ବାୟକ ମହାଶୟଙ୍କ କୋଟି କୋଟି ପ୍ରଣାମ🙏🙏🙏🙏🙏🙏🙏
@manojmahakud1729
@manojmahakud1729 Месяц назад
Fabrit
@sanjaynayak1462
@sanjaynayak1462 9 месяцев назад
ବାଦ୍ୟ କଳାକାର ଭାଇ ବହୁତ ସୁନ୍ଦର କଲେ ଏବଂ ଗାୟିକା ଭଉଣୀ ମୋର ଅତି ସୁନ୍ଦର ଗାଇଲେ ଜୟ ଜଗନ୍ନାଥ 🙏🙏
@ODIA_CULTURE
@ODIA_CULTURE 9 месяцев назад
ଛାଡିଗଲେ ଗୁଣମଣୀ ଅତି ସୁନ୍ଦର ଭାବରେ ପରିବେଶଣ ❤
@akajayakumar7513
@akajayakumar7513 5 месяцев назад
ପ୍ରକୃତରେ ଥରେ ଶୁଣିଲେ ବାରମ୍ବାର ଶୁଣିବାକୁ ଇଚ୍ଛା ହଉଛି
@satyabratajena7389
@satyabratajena7389 8 месяцев назад
ଧନ୍ୟ ହେଲା ଏହି ଜୀବନ ମନ ପ୍ରଣାମ ହେଲା ପବିତ୍ର 🙏🙏🙏🙏
@rechargebazar6590
@rechargebazar6590 7 месяцев назад
ଅତି ସୁନ୍ଦର !! କି ସୁମଧର କଣ୍ଠସ୍ବର, ସଫଳତା ର ଶୀର୍ଷ କୁ ଯିବାପାଇଁ ଭଗବାନ ଆପନଙ୍କର ସହାୟକ ହୁଅନ୍ତୁ।
@kapilasbehera1394
@kapilasbehera1394 4 месяца назад
ଗାୟିକା ମହୋଦୟl ଓ ବାୟକ ମହୋଦୟ ଙ୍କର ପରିବେଷଣ ଅତି ଉଚ୍ଚ କୋଟୀର 🙏🙏🙏
@rabindrarabindranathbehera8354
@rabindrarabindranathbehera8354 9 месяцев назад
ଅତି ସୁନ୍ଦର ଭାବରେ ପରିବେଷଣ ଗାୟକ ଓ ବାୟକ୍ ଜୟ ଜଗନ୍ନାଥ ହରିବୋଲ
@rabindrakumarsahoo1861
@rabindrakumarsahoo1861 8 месяцев назад
ଭାଇଙ୍କର ଆଉ ଗାଇକା ଙ୍କ ର ଅତି ସୁନ୍ଦର ଭାବରେ ଗାଇବା ସହ ଯେଉଁ ଭଳି ଝାଞ୍ଜ ବାଦ୍ୟ ବେଶ୍ ମନୋହର ଜଗନ୍ନାଥ ମହାପ୍ରଭୁ ସେମିତି ରଖିଥାଆନ୍ତୁ 👍👍💐💐
@PrahalladPanda-me8in
@PrahalladPanda-me8in 5 месяцев назад
murdang vahi more pranam ati sundar badya
@anilkumarabehera3051
@anilkumarabehera3051 9 месяцев назад
ଏମିତି ଆଗକୁ ଆଗକୁ ଭଲ ପରିବେଶଣ କରୁଥାଅ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା
@dilipkumarbehera1510
@dilipkumarbehera1510 7 месяцев назад
ଅତି ସୁନ୍ଦର ପରିବେଷଣ ମନ ମୁଗ୍ଧ ହୋଇଗଲା💕❤️💕❤️💕
@brundabanbehera7999
@brundabanbehera7999 8 месяцев назад
ବହୁତ ସୁନ୍ଦର 🙏❤ଉଭୟ ଙ୍କୁ ଭଗବାନ ସର୍ବଦା ଭଲରେ ରଖି ଥାନ୍ତୁ 🙏🙏
@tknewsmedia4722
@tknewsmedia4722 8 месяцев назад
🙏ଜୟ ଜଗନ୍ନାଥ
@user-lol272
@user-lol272 6 месяцев назад
70 tyms heigala suniba ati sundar paribesana
@ranjansaumya4644
@ranjansaumya4644 8 месяцев назад
ବହୁତ ସୁନ୍ଦର ପରିବେଷଣ ଗାୟିକା ମହାଶୟା ଏବଂ ବାୟକ ମହାଶୟ❤🚩🤝🙏
@purusottambehera2958
@purusottambehera2958 7 месяцев назад
ଅତିସୁନ୍ଦର ପରିବେଷଣ. ସତରେ ଜଗନ୍ନାଥ ଙ୍କ ଅପାର କରୁଣାରୁ ଆପଣଙ୍କ 2ଜଣ ଙ୍କର ସ୍ୱର ଅତିସୁନ୍ଦର ଅଟେ. ଯେତେ ଶୁଣିଲେ ବି ଆହୁରି ଶୁଣିବାକୁ ଇଛା ହଉଛି.
@Jkl-pooja
@Jkl-pooja 8 месяцев назад
ଅତି ସୁନ୍ଦର ବାୟକ ମହାଶୟ
@rajatsahu5175
@rajatsahu5175 5 месяцев назад
ମୃଦଙ୍ଗ ବାଦକ ଭାଇ ଅତି ସୁମଧୁର କଣ୍ଠ ରେ ଗାୟିକା ମହାଶୟା ଙ୍କ ସହ ତାଲ ମିଲାଇ ବାଦ୍ୟ ସହ ଗାୟନ କରୁଛନ୍ତି ତାଳ କଟୁନି ସୁର ଭଗ୍ନ ହୋଉନି, ସୁନ୍ଦର ଭାବରେ ପରିବେଷଣ କରୁଥିବାରୁ ଉଭୟଙ୍କୁ ମୋର ପ୍ରଣାମ 🙏🙏🙏🙏🙏🙏 ହୃଦୟରୁ ❤❤❤❤❤❤❤❤। ଗୈାରହରି, ଚୈତନ୍ୟ ମହାପ୍ରଭୁଙ୍କ କରୁଣା ବାରିଧି ସଦା ସର୍ବଦା ବର୍ଷା ହେଉଥାଉ ଓ ଏମିତି ପରିବେଷଣ କରୁଥାଅ। ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ
@ashutoshnayak6636
@ashutoshnayak6636 9 месяцев назад
Amazing Voice....God bless both of you..... Jay Jagannath....🙏
@manastheyogi
@manastheyogi 8 месяцев назад
Multi talented Bayaka , He should be appreciated more than the Singer.
@dillipkumarbeura
@dillipkumarbeura 9 месяцев назад
ଅତି ଉତ୍ତମ ଯେତେ ଥର ଶୁଣିଲେ ବି ମନ ମାନୁ ନାହିଁ। ବାରମ୍ବାର ଶୁଶିବାକୁ । ଭଗବାନ ଆପଣ ମାନଂକୁ ଆଶୀର୍ବାଦ କରନ୍ତୁ। ଜୟ ଶ୍ରୀ ରାଧେ କ୍ରୀଷ୍ଣା।
@arabindasahu4539
@arabindasahu4539 7 месяцев назад
ଭାଇ ସତରେ ବହୁତ ସୁନ୍ଦର
@choosetosmile2020
@choosetosmile2020 5 месяцев назад
Han bhai ati sundar❤
@dillipkumarbeura
@dillipkumarbeura 5 месяцев назад
Jay Shree Radhe Krishna
@ranjitdas5250
@ranjitdas5250 9 месяцев назад
ଯେତେ ଶୁଣିଲେ ବି ବାରମ୍ବାର ଶୁଣିବାକୁ ଇଚ୍ଛା ହେଉଛି, ଅତି ସୁନ୍ଦର ପରିବେଷଣ, ଜୟ ଜଗନ୍ନାଥ
@ashoksahu6603
@ashoksahu6603 8 месяцев назад
Good
@ashoksahu6603
@ashoksahu6603 8 месяцев назад
Jai shree krishna
@satrughanadash7835
@satrughanadash7835 7 месяцев назад
ହଁ ରେ ଭାଇ
@RameshSahoo-v8g
@RameshSahoo-v8g 7 месяцев назад
❤❤​@@satrughanadash7835
@RameshSahoo-v8g
@RameshSahoo-v8g 7 месяцев назад
@diptikantapradhan5640
@diptikantapradhan5640 Месяц назад
ସକାଳ ହେଲା ମାତ୍ରେ ମନ ଆସେ ଏଇ ଗୀତ ପାଖକୁ। ଅତି ଉଚ୍ଚ କୋଟିର ମନ ମୁଗ୍ଧ କର। ସୁନ୍ଦର ପରିବେଷଣ ଦିଦି ଜୟ ଜଗନ୍ନାଥ 🙏🙏
@ashokbehera9970
@ashokbehera9970 6 месяцев назад
ମାଆ ସରସ୍ବତୀ ଙ୍କ ନିଃଚିତ ଆଶ୍ରିବାଦ 😄😄😄🙏🙏💐💐
@pradeepkumarrout8246
@pradeepkumarrout8246 Месяц назад
❤❤❤❤ସତରେ ହୃଦୟକୁ ଛୁଇଁ ଲା ପରି ପରିବେଷଣ
@bipinmoharanabbm2462
@bipinmoharanabbm2462 9 месяцев назад
ଗାୟକ ଓ ବାୟକ ଙ୍କ ଦ୍ଵାରା କଣ୍ଠ ବହୁତ ସୁନ୍ଦର ଜଗନ୍ନାଥ ଙ୍କ ଠାରେ ମୋର ମିନତି sada sarbada apari gauthantu
@sushantdas8270
@sushantdas8270 9 месяцев назад
ବହୁତ ସୁନ୍ଦର ଗାୟିକା ଓ ଗାୟକ ଗିତ
@SrikantaBarpanda-xq2up
@SrikantaBarpanda-xq2up 8 месяцев назад
ଏକାଗ୍ରତା ରକ୍ଷା କରି ଏତେ ସୁନ୍ଦର ପରିବେଷଣ ଖୁବ ଉଚ୍ଚ କୋଟିର ।
@mtutyunjaya3186
@mtutyunjaya3186 6 месяцев назад
ଜୟ ଜଗନ୍ନାଥ ❤❤❤❤ 🙏🙏🙏🙏
@duryodhanpatra2664
@duryodhanpatra2664 8 месяцев назад
ବହୁତ୍ ସୁନ୍ଦର୍ ପରିବେଷଣ ଜୟ ଜଗନ୍ନାଥ
@gajindrapadhan.7834
@gajindrapadhan.7834 9 месяцев назад
ଜୟ ଜଗନ୍ନାଥ ଙ୍କର ଆସୀବାଦ ସଦା ସର୍ବଦା ତୁମ ପାଖରେ ଥାଉ Jay Jagannatha 🙌🙌🙌💐🙏🏻🙏🏻
@lakshmanlenka4444
@lakshmanlenka4444 9 месяцев назад
ଉଭୟଙ୍କ କଣ୍ଠସ୍ବର ଅତି ମଧୁର। ଵହୁତ ଵହୁତ ଧନ୍ଯବାଦ।
@DibyasinghaMishra
@DibyasinghaMishra Месяц назад
ବହୁତ ଭଲ କାଦ୍ଦି ଗାୟୁ ଛ ତୀ
@hrushikeshdutta8263
@hrushikeshdutta8263 7 месяцев назад
Bahut sundar paribesan Jai jagannath
@dillipkumarsatapathy2574
@dillipkumarsatapathy2574 9 месяцев назад
🎉ବହୁତ ସୁନ୍ଦର କଣ୍ଠ ଉଭୟଙ୍କର....🎉🎉🎉🎉😊
@kamalautobasna6785
@kamalautobasna6785 4 месяца назад
धन्य हो वादक बंधु आप पर ईश्वर की कृपा सदा बना रहे और हमारी संस्कृति का आलोक समस्त विश्व में तरंगित होता रहे। आपके कला को नमन ❤❤
@onlyashokkumar
@onlyashokkumar 6 месяцев назад
ଭଉଣୀ ଏବଂ ଭାଇଙ୍କ ପରିବେଷଣ ଉଚ୍ଚକୋଟୀର 🙏🙏🙏🙏🙏🙏
@bitukkr9710
@bitukkr9710 6 месяцев назад
ସୁନ୍ଦର ପରିବେଷଣ....ହରିବୋଲ..ହରିବୋଲ...
@rameshchandradas2195
@rameshchandradas2195 9 месяцев назад
ସୁନ୍ଦର ପରିବେଶଣ... ଭଗବାନ ତୁମର ମଙ୍ଗଳ କରନ୍ତୁ
@dsscreative3792
@dsscreative3792 Месяц назад
ଆଜିକା ସମୟରେ ପ୍ରଭୁ ଙ୍କ ନାମକୁ ଏମିତି ଭାବରେ ପରିବେଷଣ କରିବା ଏକା ତୁମ ପାଇଁ ନୁହଁ ସମସ୍ତ ଙ୍କ ପାଇଁ ବହୁତ୍ କଷ୍ଟ ହେଉଥିଲା ଭିତରେ ତୁମେ ପରିବେଷଣ କରିପାରୁଛ ସତରେ ବହୁତ୍ ଭଲ ଲାଗୁଛି ଏମିତି ଆଗକୁ ପ୍ରଭୁ ଙ୍କ ଆଶୀର୍ବାଦ ତୁମ ଉପରେ ବର୍ଷୁ ଥାଉ
@suneelkumardalai9211
@suneelkumardalai9211 9 месяцев назад
ଅତି ସୁନ୍ଦର ପରିବେଷଣ , ଅତି ଉଚ୍ଚ କୋଟିର ପରିବେଷଣ
@satyabrata8576
@satyabrata8576 8 месяцев назад
ବହୁତ ସୁନ୍ଦର ବାଦ୍ଯ ଓ ଗାୟିକା ବହୁତ ସୁନ୍ଦର କଣ୍ଠସ୍ବର
@sibabratapatra8940
@sibabratapatra8940 Месяц назад
ପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ଓ ମା ସରସ୍ବତୀ ସତେ ଯେମିତି କଣ୍ଠରେ ବସିଛନ୍ତି । ଅତି ସୁନ୍ଦର ...ଯେତେ ଦେଖିଲେ ବି ଶୁଣିଲେ ବି ମନ ମାନୁ ନାହିଁ।।।ଜୟ ଜଗନ୍ନାଥ
@anayasahoo4787
@anayasahoo4787 8 месяцев назад
Dine jugala nidra vangiba Bhajan ti ati madhura Jay jagannath 🙏
@sridharbehera5998
@sridharbehera5998 9 месяцев назад
ସୁନ୍ଦର କଣ୍ଠ ସ୍ବର । ପରିବେଷଣ ଶୈଳୀ ମନ ମୁଗ୍ଧକର ।ଧନ୍ୟବାଦ ।
@KartikJena-we5oj
@KartikJena-we5oj Месяц назад
ବହୁତ ବହୁତ୍ ସୁନ୍ଦର ଈଶ୍ୱୋର୍ ଦାନ ଉତ୍ତମ କଣ୍ଠ ଓହୃଦୟ ସ୍ପର୍ଶ ଭଜନ
@SoumyaRanjan-zp4gb
@SoumyaRanjan-zp4gb 2 месяца назад
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ଆପଣଙ୍କ ଗାଇବାର ଶୈଳୀ ବହୁତ ଭଲ ଲାଗେ ଶୁଣିବା ପାଇଁ
@RajKKMalikRajKKMalik
@RajKKMalikRajKKMalik 5 месяцев назад
ଅତି ସୁନ୍ଦର ଭାବରେ ସଂଗୀତ
@biswanathsahu8244
@biswanathsahu8244 7 месяцев назад
ଅତି ସୁନ୍ଦର ଗାୟକ ମହାଶୟ 🙏🙏🙏🙏
@pradippradhan2210
@pradippradhan2210 5 дней назад
ଯୟ ଜଗନ୍ନାଥ ହରେ ରାମ
@Santosh-ds7pl
@Santosh-ds7pl 3 месяца назад
2janankar.kanthaswar.manaku bhaita.manaku.harana.karuchi bhauta.sundara.paribeshana jay.sri.chaitanya.radhe.krushan❤
@ସତକହିବାକୁକିଆଁଡରିବି
ଜୟ 🙏🙏ଶ୍ରୀ ଜଗନ୍ନାଥ 🙏🙏
@rajeshpollai-ic7qo
@rajeshpollai-ic7qo Месяц назад
Actually didi bahuta bhabare gauchhanti 🙏🏻🙏🏻
@gourangadash6685
@gourangadash6685 9 месяцев назад
ବହୁତ ସୁନ୍ଦର ହେଇଛି ଦୁହି ଙ୍କର
@lulanbehera427
@lulanbehera427 18 дней назад
❤❤ଅତି ସୁନ୍ଦର ଦୁହି୰ଙ୍କର କଣ୍ଠ ଵହୁତ ଭଲ ଵାୟକ ତରୁଣ ଭାଇ 👍👍👍👌👌👌👌👌
@bibhutibarik3073
@bibhutibarik3073 25 дней назад
Ati sundra paribesana
@deepakrout-v9v
@deepakrout-v9v 5 месяцев назад
ଅତି ସୁନ୍ଦର ଭଗବାନ ଙ୍କ ପାଖରେ ପ୍ରାର୍ଥନା କରୁଚି ଆପଣଙ୍କ ଅନୁଷ୍ଠାନ ଟି ଏମିତି ଭଲରେ ଚାଲିଥାଉ 🙏🏻🙏🏻🙏🏻🙏🏻🙏🏻🙏🏻
@123kcm
@123kcm 6 месяцев назад
ବହୁତ ସୁନ୍ଦର ପରିବେଷଣ 🙏🙏 ଜୟ ଜଗନ୍ନାଥ
@dasarathibehera4530
@dasarathibehera4530 Месяц назад
ମୋନୋରମା ବହୁତ୍ ଭଲ କଣ୍ଠ ରେ ଗାଉଛ ତମକୁ ଅଶେଷ ଅଶେଷ ଧନୟବାଦ୍
@binodbishoyi895
@binodbishoyi895 13 дней назад
Out standing sing both are you. God bless you.🙏🙏🙏
@mitupadhy5957
@mitupadhy5957 Месяц назад
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ 🙏 ଆଶିର୍ବାଦ ସବୁବେଳେ ରହିଥାଉ।
@SagarParida-e5h
@SagarParida-e5h 3 месяца назад
ହଜିଯାଉଥିବା ସଂକୃତିକୁ ଏତେ ସୁନ୍ଦର ଭାବେ ପରିବେଷଣ ଅତ୍ୟନ୍ତ ମନୋରମ | ହେଲେ ଭଗବାନଙ୍କ ନାମ କୀର୍ତନବେଳେ ସାଇଙ୍କ ଗୀତ ପରିବେଷଣ ଅତ୍ୟନ୍ତ ମର୍ମ ଦାୟକ 😢
@babulibagha1454
@babulibagha1454 7 месяцев назад
ଆପଣଙ୍କର ପରିବେଷଣ ଅତି ସୁନ୍ଦର୍
@subhasreesubha535
@subhasreesubha535 7 месяцев назад
ଗୋଟିଏ ମୃଦଙ୍ଗ ରେ ସମ୍ପୂର୍ଣ୍ଣ ପାଲା ପରିବେଷଣ ଅତ୍ୟନ୍ତ ହୃଦୟସ୍ପର୍ଶୀ। ଗାୟୀକା ଓ ବାଦକ ମହାଶୟ ଙ୍କୁ ଭଗବାନ ଙ୍କର ଆଶୀର୍ବାଦ ରହିଥାଊ।
@sarbeswarrout1956
@sarbeswarrout1956 9 месяцев назад
ଅତି ସୁନ୍ଦର ପରିବେଷଣ ❤❤❤
@TrinathSahoo-hs2rs
@TrinathSahoo-hs2rs 8 месяцев назад
👍
@bijayakumar97
@bijayakumar97 5 месяцев назад
ଏତେ ସୁନ୍ଦର ପରିବେଷଣ,, ବାରମ୍ବାର ଦେଖିବାକୁ ଇଛାହୁଏ । ଜଗନ୍ନାଥ ତୁମକୁ ସହାୟ ହୁଅନ୍ତୁ। ଜୟ ଜଗନ୍ନାଥ ,,,,
@er.ranjanpattnaik5486
@er.ranjanpattnaik5486 2 месяца назад
Bahut Sundar bhakti bhaba re gita dhanyabad gayak au bayaka nku
@JitendraKumar-jv5qk
@JitendraKumar-jv5qk 2 дня назад
ଆହେ ହେ ହେ ହେ, ସୁନ୍ଦର୍ ଗାଇଛନ୍ତି
@rabindranathbahinipati3866
@rabindranathbahinipati3866 3 месяца назад
ବହୁତ ସୁନ୍ଦର କଣ୍ଠ ସହ ସୁନ୍ଦର ମୃଦଙ୍ଗ ପରିବେଷଣ କରିଛନ୍ତି ଭାଇ।
@dillipkumarbeura
@dillipkumarbeura 9 месяцев назад
Choudhary babu & Manorama madam God bless all of you. Jay Shree Radhe Krishna
@kamalautobasna6785
@kamalautobasna6785 2 месяца назад
धन्य हैं मनोरमा बहन आपके प्रतिभा को प्रणाम इसी प्रकार शुद्धतम शास्त्रीय संगीत को जीते हुए अनवरत प्रचार करते रहिए। जय जगन्नाथ
@muralipanimishra6479
@muralipanimishra6479 8 месяцев назад
ଅତ୍ୟନ୍ତ ଭାବଗର୍ଭକ ପରିବେଷଣ
@jagannathpalata1563
@jagannathpalata1563 4 месяца назад
Jai jagannath jai jagannath ❤ Bahut sundar 🙏
@kalandikumar5158
@kalandikumar5158 3 месяца назад
ହୃଦୟରୁ ଅନେକ ଅନେକ ଧନ୍ୟ ବାଦ ଜୟ ଜଗନ୍ନାଥ
@sureshbarik9230
@sureshbarik9230 9 месяцев назад
Radhe Radhe 🙏🙏🙏🙏🙏🙏🙏🙏🙏🙏🙏🙏🙏
@haragiri2148
@haragiri2148 6 месяцев назад
Ton queen of odia kirtan our odisa.god bless you sister
@prabirakheti6899
@prabirakheti6899 5 месяцев назад
🙏🏼🙏🏼👌🏼👌🏼👌🏼ଅତି ସୁନ୍ଦର ପରିବେଷଣ 🌹🌹👍🏼
@NiranjanDas-ei6jv
@NiranjanDas-ei6jv 2 месяца назад
ଗାୟକ,ଭେରୀନାଇସି,,,ବାୟକ,,,ବହୁତ୍ଭଭଲ
@udayaojha6570
@udayaojha6570 3 месяца назад
❤❤❤❤❤ ଘ୍ଗୁ ସେ ନିଜ ବାପାଙ୍କ ପାଟି ଶୁଣି ବାହାରକୁ ବାହାର ନ କରି ତାକୁ ଭିତରକୁ ପଶିବା ମାତ୍ରେ ଗୁଳି ମାଡ଼ରେ ଡ଼୍ରାଇଭର ଓ ଏହା ବହୁତ କମ ଅଟେ ଏହା ଜାତୀୟ ରାଜପଥରେ ପହିଛନ୍ତି ରାସ୍ତା ଦେଇ ନିଆଯାଉଛି ଏଥିପାଇଁ ତାକୁ ନେଇ ସେ କବିତା 😮ଓ
@geetachoudhary8046
@geetachoudhary8046 9 месяцев назад
Ohho ki heart touching mo akhiru luha asi jauchi bahut sunder bahut hi sundar gayika au palia amazing voice love u both ❤️💕
@NilamaniDeo
@NilamaniDeo 7 месяцев назад
Good morning 🌞🌞🌞🌞🌞🌞🌞🌞🌞🌞🌞🌞 Sakale Sakale Sundar bhajan sunile mana pabitra hoi jiba.Jay Jagannath Jay Jagannath
@Santosh-ds7pl
@Santosh-ds7pl Месяц назад
Bahuta sundara kirtana gauchanti
@mithunbehera5084
@mithunbehera5084 7 месяцев назад
ମୋର ପ୍ରଣାମ 🙏 ସୁନ୍ଦର ପରିବେଷଣ 💐💐💐💐💐
@khageswarkhamari5396
@khageswarkhamari5396 5 месяцев назад
❤ ଅତି ସୁନ୍ଦର୍ ହୋଇଛି ବହୁତ୍ ଭଲ ଲାଗିଲା ଧନୟବାଦ୍ ❤
@sibadash1468
@sibadash1468 2 месяца назад
Jay Jagannath 🙏 bhautu sundra laguchi
@SurendraBarik-o1n
@SurendraBarik-o1n 4 месяца назад
ଜୟ ଜଗନ୍ନାଥ ସ୍ଵାମୀ ବହୁତ ଭଲ ଲାଗୁଛି ଭାଇ ଓ ଭଉଣୀ
@ranjanpaikray479
@ranjanpaikray479 5 месяцев назад
ଅତି ସୁନ୍ଦର ଦୁଇ ଜଣଙ୍କ କଣ୍ଠ ସ୍ଵର୍ 🎉❤❤
@ranjitsahoo2959
@ranjitsahoo2959 2 месяца назад
ଆପଣଙ୍କୁ ଅଶେଷ ଧନ୍ୟବାଦ୍ କି ଆମ ଓଡ଼ିଆ ସଂସ୍କୃତି କୁ ବଞ୍ଚାଇ ରଖିଛ
@shisirsamal7650
@shisirsamal7650 5 месяцев назад
Muin daily sunuchi morning re ..jete sunile bi mana bujhuni..muin bangalore re rahuchi apanaka bahut bada fans 👏
@dinabandhumahapatra1436
@dinabandhumahapatra1436 7 месяцев назад
ଦୁଇ ଜଣଙ୍କ ପରିବେଷଣ ଅତ୍ୟନ୍ତ ମଧୁର
@bhnjamallik7201
@bhnjamallik7201 9 месяцев назад
ଜୟ ଜଗନ୍ନାଥ କେତେ ସୁନ୍ଦର ଲାଗୁଚି ସଙ୍କୀର୍ତ୍ତନ🙏🙏🙏🙏🙏🙏
@chandrasekharpurohit714
@chandrasekharpurohit714 9 месяцев назад
ସମ୍ପୂର୍ଣ ସାହିତ୍ୟ କଳାର ପରିବେଷଣ ❤ଗାୟିକା ମହାଶୟା ଏବଂ ବାୟକ ମହାଶୟ ଉଭୟଙ୍କର ପରିବେଷଣ ଅତି ଉଚ୍ଚକୋଟିର ବିଶେଷ କରି ବାୟକ ମହାଶୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ (ନିଜେ ଗୀତ ଗାଈ ବାଦ୍ୟ ପାରବେଷଣ )ପାଇଁ
@asitkumartripathy6480
@asitkumartripathy6480 8 месяцев назад
Aati sundar upasthapana.srutimadhura..hrudayasparshi.
@sasmitamajhi106
@sasmitamajhi106 2 месяца назад
ati sundar paribeshana... sundar kanthaswara...
@pinkidora5221
@pinkidora5221 9 месяцев назад
God bless you both of you ❤
@purnimasahoo6777
@purnimasahoo6777 6 месяцев назад
Aji sundara didi❤❤❤❤❤❤❤,,ବାୟକ nka badya ka bi bohut sundar❤❤❤❤
@manaranjanmaharana5663
@manaranjanmaharana5663 6 месяцев назад
Bhaut bhaut bhaut sondar laguchi soni baku❤
@krushnabarick9028
@krushnabarick9028 8 месяцев назад
Jay jagannath prabhu koti koti pranam apanku
@parameswarbarik3692
@parameswarbarik3692 9 месяцев назад
Bahut sunder paribesana Jay shree Ram Hare Krishna hare Krishna Krishna Krishna hare hare hare Rama hare Rama Rama Rama hare hare
@ashokkumarmishra5001
@ashokkumarmishra5001 9 месяцев назад
Bahut sundar manamgdha kar parebesana 🎉
Далее
Физика пасты Карбонара 🧪🔬
00:57