Тёмный

ଗାୟିକା -ମନୋରମା ବେହେରା, ବ୍ରହ୍ମଗିରି, ପୁରୀ।OdiaSankirtan INo=1 newodishanatak 

New Odisha Creation
Подписаться 9 тыс.
Просмотров 549 тыс.
50% 1

ମନୋରମା ବେହେରା 👎
• ଗାୟିକା -ମନୋରମା ବେହେରା,...
• ନମସ୍ତେ ଗୁରୁ ଗୋବିନ୍ଦ ସଚ...
ଗାୟିକା -ମନୋରମା ବେହେରା, ବ୍ରହ୍ମଗିରି, ପୁରୀ।OdiaSankirtan INo=1 newodishanatak
° ନମସ୍କାର ଦର୍ଶକ ବନ୍ଧୁ ମୁଁ ସ୍ବାଗତ କରୁଚି ଆମ (New Odisha Nataka) ଓଡ଼ିଶାର ସାଂସ୍କୃତିକ ପରମ୍ପରା channel କୁ ।
🙏🙏 ମୁଁ ଆପଣଙ୍କ ମନୋରଞ୍ଜନ ର ବନ୍ଧୁ🙏🙏
👉🏻 ଆପଣଙ୍କ ଅଞ୍ଚଳ ରେ ପରିବେଷଣ ହେଉଥିବା ଯାତ୍ରା,ଦଣ୍ଡନାଚ,ରାମାୟଣ,ମହାଭାରତ, ପାଲା,ଭାରତ ଲୀଳା ଓ ଭଜନ ସାଂସ୍କୃତିକ କାର୍ଯକ୍ରମ ଇତ୍ୟାଦି ନାଟକ ଭିଡିଓ ଦେଖିବା ପାଇଁ ଚ୍ୟାନେଲ ଟି କୁ Subscribe କରିନିଅନ୍ତୁ।
🙏 ଅଗଣିତ ଦର୍ଶକ ବନ୍ଧୁ ମାନଙ୍କୁ ମୋର ଅନୁରୋଧ କି ଭିଡିଓ କୁ👍 like ଓ 🤳🏻share କରନ୍ତୁ ଏବଂ ଭିଡିଓ ଟି କେମିତି ଲାଗିଲା✍🏻 comment ମାଧ୍ୟମରେ ଜଣାନ୍ତୁ ।
ଏବଂ ଯଦି ଆପଣ ଆମ channel କୁ subscribe କରିନାହାନ୍ତି ତେବେ ଶୀଘ୍ର subscribe କରନ୍ତୁ ଏବଂ ତଳେ ଥିବା 🔔 ବଟନ୍ ଟିକୁ ଦବାଇ all notification ଟିକୁ on କରନ୍ତୁ ଯାହା ଫଳରେ ଆମ ର ସବୁ ନୂଆ ନୂଆ ଭିଡିଓ ଆପଣଙ୍କ ପାଖରେ ସହଜରେ ପହଞ୍ଚି ପାରିବ ।
🤷🏻ଆପଣମାନଙ୍କୁ କିଛି ମନୋରଞ୍ଜନ କଲା ଭଳି ଭିଡ଼ିଓ ଆଣିବା ପାଇଁ ଆମର ସମ୍ପୂର୍ଣ୍ଣ ପ୍ରୟାସ.........................
ଏମିତି ସବୁବେଳେ ହସୁଥାଓ ସମସ୍ତଙ୍କୁ ହସାଓ।
🙏⭕❗⭕🙏ଜୟ ଜଗନ୍ନାଥ 🙏⭕❗⭕🙏
Ⓟⓤⓡⓘ
RU-vid 👉 / newodishanataka
what's up 🟢📵
youtube.com/@n...
‎#viralvideo
#odia
#sankirtan
#odiabhajan
#odiapala
#odiacomedy
#odishaparampara
#odishasanskruti
#odiaculture
#manoramabehera
#brahmagir
‎#hanuman #odiabhajan #odiakirtan #odiapala #odiareels #odiashorts #odisha #odishanews #odia #odianews #odiasong #odiavlog #odiacomedy #odiastatus #odisha #odishatv #odianataka #odiajatra #bhubaneswar #cuttack #purijagannath #jajpur #nayagarh #ramleela #ramayana #ramlila #ram #ramanataka #odiaramayana #otv #tarangtv #zeesarthak #parthanatv #kanaknews #odiafood #odishalatestnews #guluacomedy #rajudascomedy #youtubeshorts #youtube #shreekrishna #odishareporter #odishabhaskar #jayjagannath #sambalpurisong #sambalpuri

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 204   
@user-ps3hx6ez4d
@user-ps3hx6ez4d 10 дней назад
ବହୁତ ସୁନ୍ଦର ପରିବେଷଣ ଧନ୍ୟବାଦ
@KushaRaut-eg1yr
@KushaRaut-eg1yr 3 месяца назад
ବହୁତ୍ ସୁନ୍ଦର୍ ଗାୟନ ଭଉଣୀ ମନୋରମା ଦେବୀ ଙ୍କର
@makaranayak7763
@makaranayak7763 4 месяца назад
ସୁନ୍ଦର ପରିବେଷଣ ଧନ୍ୟବାଦ
@basantakumar9465
@basantakumar9465 3 дня назад
ବହୁତ ସୁନ୍ଦର ପରିବେଷଣ । ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ----, ମହାପୁରୁଷ ଅରକ୍ଷିତ ଦାସ ଲେଖିଛନ୍ତି ।
@gopinathprusty5642
@gopinathprusty5642 6 месяцев назад
ବହୁତ ସୁନ୍ଦର। ଗାୟିକା ଝିଅକୁ ବହୁତ ବହୁତ ଧନ୍ୟବାଦ୍। ଜୟ ଜଗନ୍ନାଥ
@user-ob2hj8nc4b
@user-ob2hj8nc4b 7 месяцев назад
Satare, choudhary Babu nka ATI chamtakar paribesan. God 🙏🙏🙏🙏🙏❤❤ bless you. Choudhary Babu.
@subratpradhan7259
@subratpradhan7259 7 месяцев назад
ଅତି ଚମତ୍କାର ପରିବେଷଣ... ଗାୟିକା ମହାଶହାୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ... 🙏
@nityanandbehera3373
@nityanandbehera3373 6 дней назад
ଜୟ ଜଗନ୍ନାଥ ହରିବୋଲ 🙏
@omprakashrout6754
@omprakashrout6754 3 месяца назад
ଧନୈତୁମର ଭାବ ଭଂଗୀଠାଣୀଏବଂ ଆଳିଅଳକଂାର ବହୁତ ସୁଦଂର
@ashokkumarrout4588
@ashokkumarrout4588 7 месяцев назад
ଅତି ସୁନ୍ଦର ପରିବେଷଣ
@krupasindhusamal1852
@krupasindhusamal1852 6 месяцев назад
ଅତି ସୁନ୍ଦର ପରିବେଷଣ Very good ,🙏🙏🙏💐💐💐
@bijaykumarbehera8769
@bijaykumarbehera8769 6 месяцев назад
ଆପଣଙ୍କ ସହଯୋଗୀ ଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ.. ଚମତ୍କାର ପାଳିଆ...
@cbjena6562
@cbjena6562 6 месяцев назад
C⁵ĥɓĥ
@chaturbhujamajhi7207
@chaturbhujamajhi7207 7 месяцев назад
Ati madhura jodi kalakar very good
@balarammurudi7149
@balarammurudi7149 4 дня назад
Super mind blowing
@karunakarbarik8956
@karunakarbarik8956 6 месяцев назад
ବହୁତ ସୁନ୍ଦର ପରିବେଷଣ।
@MinilataLenka-gw7wi
@MinilataLenka-gw7wi 20 дней назад
Chamatkara paribesana tarunbhai and manorama mamnku dhanyabad
@hemantsinduray8025
@hemantsinduray8025 12 дней назад
Jay Jagannath
@pradiptakanungo1675
@pradiptakanungo1675 3 месяца назад
Mind blowing performance. Continue for bright future.
@bijaykumarbehera8769
@bijaykumarbehera8769 6 месяцев назад
👍🏿👍🏿👍🏿👍🏿👍🏿ଅତି ସୁନ୍ଦର ପରିବେଷଣ... 👌🏿👌🏿👌🏿👌🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿🙏🏿
@chandramanibarik6779
@chandramanibarik6779 7 месяцев назад
Mahasaya ete sundar gauchnti bahutu sundar ba ba re Danya dhanya m m
@pramodrout2483
@pramodrout2483 5 месяцев назад
Night shift over hela pare,,, ରାତି ୩ଟା ରେ ମୁଁ ଦେଖୁଛି,,,, ଅତି ଚମତ୍କାର ଆନନ୍ଦ ଉଲ୍ଲାସରେ ଭରା,, ଭାବ ମୟ ଭକ୍ତି ରଶ ରେ ଭରପୁର,,, ଗାୟିକା ମହାସୟା ଓ ବାୟକ ବନ୍ଧୁ ଙ୍କୁ ଶୁଭେଛା,ଆଦର ଓ ଅଭିନନ୍ଦନ,,,,,,,, ବାୟକ ବନ୍ଧୁ ପରିବେଷଣ ରେ ମନ ନାଚି ଗଲା ....... ଧନ୍ୟବାଦ ......... . ......
@newodishacreation
@newodishacreation 5 месяцев назад
ଧନ୍ୟବାଦ୍ ଆପଣ ଏହିପରି ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ
@NarasinhBiswal-zv5wu
@NarasinhBiswal-zv5wu 7 месяцев назад
Ati sundar paribeshan hoichi
@kailashpradhan1838
@kailashpradhan1838 7 месяцев назад
Very nice 🎉 Manorama didi 🎉
@purnachandrasahoo7193
@purnachandrasahoo7193 23 дня назад
Odisha ra asmita Puri good manarama Jay jagannath
@newodishacreation
@newodishacreation 22 дня назад
ଆପଣଙ୍କୁ ଧନ୍ୟବାଦ୍ ଆଶୀର୍ବାଦ ଦେଇଥିବାରୁ
@mr.jitenkumar4496
@mr.jitenkumar4496 3 месяца назад
ଅତିସୁନ୍ଦର ପରିବେଷଣ ଗାୟିକା ମହସାୟା ଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙏🙏🙏🙏
@PradipKumarSa
@PradipKumarSa 7 месяцев назад
Gaika mahasay musunithili radharani bayasare krushnanka tharu bada..aha kipasi sambha.tikia bhujhaikahibe...apananka swarbahuta madhura...God bless you sister
@MinilataLenka-gw7wi
@MinilataLenka-gw7wi Месяц назад
Tumara sabu kirtan dekhe bahuta bhalalagetuma dunhi nkara jagannath Mangala karantu
@chandramanimishra8855
@chandramanimishra8855 3 месяца назад
ଅତି ଚମତ୍କାର ଗାୟନ ସୈଳି ବହୁତ ବହୁତ ଧନ୍ୟବାଦ୍
@srinivasg4217
@srinivasg4217 19 дней назад
Great mama
@sukantarout4917
@sukantarout4917 20 дней назад
Beautiful Pala sweet voice
@makaradhwajasahu4989
@makaradhwajasahu4989 7 месяцев назад
ବହୁତ ସୁନ୍ଦର ଭଉଣୀ, ଆପଣଙ୍କୁ ଜଗନ୍ନାଥ ଆଶୀର୍ବାଦ କରନ୍ତୁ, ଆପଣଙ୍କ ଯୋଗାଯୋଗ ନମ୍ବର ଟିକେ ଦେବେ
@sachindrakumarjena1546
@sachindrakumarjena1546 7 месяцев назад
l ଗାୟୀକା ମହାଶୟଙ୍କ ଉପସ୍ଥାପନା ଅତି ଚମତ୍କାର l ଧନ୍ୟବାଦ l
@laxmanmallick5379
@laxmanmallick5379 6 месяцев назад
ମହାଶ ୟା, ଆପଣଙ୍କ ପାଲା ପରିବେଷଣ ଅତି ସୁନ୍ଦର. ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ଲୋ ମିତଣୀ କୁ ଠିକ୍ ଭାବରେ ନବୁଝଇ ଭିନ୍ନ୍ ପ୍ରସଙ୍ଗ କୁ ନେବା ଅତି ଦୁର୍ଭାଗ୍ୟ.
@rabindrasukla4691
@rabindrasukla4691 Месяц назад
Iloveyou❤baamaa
@kailashpradhan1838
@kailashpradhan1838 7 месяцев назад
Very Beautiful ❤ Manorama didi 🎉
@madhabnag5367
@madhabnag5367 7 месяцев назад
bahut badhia... 🙏🙏🙏
@radhakantajena7474
@radhakantajena7474 Месяц назад
Jayajagñatha
@anayasahoo4787
@anayasahoo4787 6 месяцев назад
ATI sundara upasthapana🙏
@Ajitabeheradalai
@Ajitabeheradalai 3 месяца назад
Beautiful ❤
@newodishacreation
@newodishacreation 3 месяца назад
Thank you! 😊
@gangadharswain6314
@gangadharswain6314 6 месяцев назад
ପରିବେଷଣ ହୃଦୟସ୍ପର୍ଶି. ଅଳଙ୍କାର ଆବଶ୍ୟକ
@bhikaripradhan3777
@bhikaripradhan3777 28 дней назад
Jay jagarnath
@kshitindrapanda5537
@kshitindrapanda5537 6 месяцев назад
Ati madhura swara.Chamatkar paribeshan.
@chandramanimahanta5570
@chandramanimahanta5570 24 дня назад
Bahuta bhala❤❤❤❤ 🙏🙏🙏🙏
@user-xd9gl1th8o
@user-xd9gl1th8o Месяц назад
Khub valo laglo behen
@newodishacreation
@newodishacreation Месяц назад
Jay Jagannath
@ashokkumardash3194
@ashokkumardash3194 6 месяцев назад
Very nice & praiseworthy
@creativeeducationhub644
@creativeeducationhub644 3 месяца назад
ସୁନ୍ଦର ପରିବେଷଣ
@pratappatra7174
@pratappatra7174 7 дней назад
🙏🙏🙏👍
@user-xd1qr8qp7t
@user-xd1qr8qp7t 2 месяца назад
Sunder kantha jhia God bless you
@santoshkumarchoudhury3118
@santoshkumarchoudhury3118 28 дней назад
Soo nice and proud of our culture 🙏🙏🙏🙏🙏🙏🙏🙏🙏
@kalpanarout6764
@kalpanarout6764 Месяц назад
Bahut sundara laguchi pala baliarabhuja karantu apana bahut agaku jantu
@kshitindrapanda5537
@kshitindrapanda5537 7 месяцев назад
Ati madhura swara.
@user-pb7is5oe4d
@user-pb7is5oe4d 4 месяца назад
Sunder.pari besan.manorama.satare.tame Darsak.manank .hrudayaku.sparsa.kariparichha.danta.dhanya....❤❤❤❤❤
@umeshbhue6289
@umeshbhue6289 2 месяца назад
ରାଧେ ରାଧେ🙏🙏🙏
@BishnukumarBaral-es6gx
@BishnukumarBaral-es6gx 6 месяцев назад
ରାମ ଓ କୃଷ୍ଣଙ୍କ ଉପରେ ଗାୟିକା ଗାଉଛନ୍ତି ଏଇଠି ଏକ ନିବେଦନ କି ରାମତରାମ କୃଷ୍ଣତକୃଷ୍ଣ ତାଙ୍କ ନାମ ସହିତ ଚନ୍ଦ୍ର ଶବ୍ଦଟି ଲାଗିବାର ତାତ୍ପର୍ଯ୍ୟ କଣ ? କହିବାକୁ ନିବେଦନ , କବିଚଣ୍ଡୀଦାସ ।
@rajendrabiswal3111
@rajendrabiswal3111 5 месяцев назад
Sundar question
@gudlutripathy3283
@gudlutripathy3283 5 месяцев назад
Excellent...Fantastic performance by both...God bless u...
@kshitindrapanda5537
@kshitindrapanda5537 7 месяцев назад
Chamatkar.
@keshabcharannayak4672
@keshabcharannayak4672 7 месяцев назад
Atisundar alochona Madam God bless you
@BishnukumarBaral-es6gx
@BishnukumarBaral-es6gx 6 месяцев назад
ପୁରାତନ ରଚନା ରେ ଅଛି (ପିଣ୍ଡ ବ୍ରହ୍ମାଣ୍ଡ ଏକମତ ,)। ତେଣୁ ଭାଗବତରେ ଇନ୍ଦ୍ର ସପତ ଦିନ ବୃଷ୍ଟି କଲା ଏହା ଲେଖା ଅଛି ଏହାହେଉଛି ବ୍ରହ୍ମାଣ୍ଡର ଏହାକୁ ପିଣ୍ଡ ଉପରେ ବୁଝାଇ ଦେବାକୁ ମିବେଦନ ଧନ୍ୟବାଦ ,କାବିଚଣ୍ଡୀଦାସ ।
@RajuMahanta-tw6fg
@RajuMahanta-tw6fg 4 месяца назад
ଦନ୍ଯବାଦ୍ ମନୋରମା ଦିଦୀ
@puspalatabehera3702
@puspalatabehera3702 7 месяцев назад
ଗାୟୀକା ମହାଶୟ ଙ୍କୁ ମୋର ଅଶେଷ ଅଶେଷ ପ୍ରଣାମ 🙏🙏 ଅତି ସରଳ ଭାବରେ ବୁଝାଉ ଛନ୍ତି ଏବଂ ମିଠା କଣ୍ଠ ରେ ବୋଲୁଛନ୍ତି
@ASWINIMOTIVATION
@ASWINIMOTIVATION 4 месяца назад
We all Indian support manorama didi
@nilamanimishra9560
@nilamanimishra9560 7 месяцев назад
ଜଗନ୍ନାଥ ଦାସ ଙ୍କ ଭାଗବତ କୁ ମାରେ ଦିନ କୃଷ୍ଣ ଦାସ ଙ୍କ ନାମ କହିଲେ
@nkumar6951
@nkumar6951 5 месяцев назад
ବାୟକ ଭାଇ ଙ୍କ ହଳୁଆ ଗୀତ ଟି ସଂପୂର୍ଣ୍ଣ ବୋଲି ଲେ ଭଲ ଲଗନ୍ତା ବହୁତ୍ ସୁନ୍ଦର ସଂକ୍ରିତନ
@BenudharaBarik-gb7pg
@BenudharaBarik-gb7pg 4 часа назад
Z
@tapansahoo1786
@tapansahoo1786 2 месяца назад
Bahut bhala
@krutathasahu2998
@krutathasahu2998 6 месяцев назад
Lovely story. And both gayaka & gayiga. Sweat voice
@prasantamohanty793
@prasantamohanty793 Месяц назад
Manorama didi chambara ti dharithile aau tike bhala lagi thaanta
@satyajitnayak1127
@satyajitnayak1127 6 месяцев назад
Bahut sunder Jai Jagannath
@user-td3rm4is6h
@user-td3rm4is6h 7 месяцев назад
Beautiful singing the topic
@kulamanimallik2941
@kulamanimallik2941 5 месяцев назад
Bahut sundar paribesana
@user-vh2qr1vd3q
@user-vh2qr1vd3q 5 месяцев назад
ଅତି ଚମତ୍କାର
@NarasinhBiswal-zv5wu
@NarasinhBiswal-zv5wu 7 месяцев назад
Dhanya mata pita dhany.manorama nk
@amiyakumarswain6625
@amiyakumarswain6625 7 месяцев назад
Jay Jagannath
@GouraSabar-cm1eu
@GouraSabar-cm1eu 3 месяца назад
🌹💐💐💐
@laxmidharsingh7029
@laxmidharsingh7029 6 месяцев назад
Sundar Didi Jay Jagannath 🙏
@BTSLoverPurple
@BTSLoverPurple 6 месяцев назад
Ati sundar paribesana
@manoranjanpradhan5696
@manoranjanpradhan5696 6 месяцев назад
❤❤❤ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ❤❤❤
@lipunjena604
@lipunjena604 3 месяца назад
Exllent
@arjunacharanapanda1586
@arjunacharanapanda1586 4 месяца назад
ମୃଦଙ୍ଗ ସହିତ ଛୋଟ ଝୁମୁକା ବାଜିଲେ ବହୁତ ଭଲ ଲାଗିଥାନ୍ତା,
@purnaxchandra
@purnaxchandra 2 месяца назад
ଏହି ପରିକା ପରିବେଷଣ ରେ ଲୋକ ବେଶୀ ନାହାନ୍ତି ପାପ ବଢ଼ି ଗଲାଣି...
@bharatchandrabiswal8149
@bharatchandrabiswal8149 5 месяцев назад
ବାୟକ୍ ଭାଇନା କୁ ଧନ୍ୟବାଦ କାରଣ ଗାୟିକା କେବଳ ଗାଇଛନ୍ତି କିନ୍ତୁ ବାୟକ ଗାଇଛନ୍ତି ଓ ବାଦ୍ୟ ପରିବେଷଣ କରୁଛନ୍ତି
@gudlutripathy3283
@gudlutripathy3283 5 месяцев назад
Right
@keonjharmagazine
@keonjharmagazine 5 дней назад
ମୋନରମା ଭଉଣୀଙ୍କୁ ପ୍ରଣାମ ଚେହେରା ଦେଖିଲେ ଲାଗୁଚି ବୟସ ବହୁତ କମ ଏତେ କମ ବୟସରେ ପୁରା mature Voice, expression, sentence break ସବୁ ଠିକ. ଅତି ସୁନ୍ଦର ବହୁତ ଲୋକପ୍ରିୟ ହେବ ତୁମେ ହେଲେ ମୋର ଗୋଟେ suggestion Ego କୁ କେବେ ହେଲେ ନିଜ ଭିତରେ ସ୍ଥାନ ଦେବ ନାହିଁ l
@newodishacreation
@newodishacreation 5 дней назад
ଜୟ ଜଗନ୍ନାଥ
@ashokkumarmalik8072
@ashokkumarmalik8072 5 месяцев назад
Very good
@kanchanbalabehera6024
@kanchanbalabehera6024 7 месяцев назад
Wow, so wonderful & excellent ❤
@dillipdash2372
@dillipdash2372 7 месяцев назад
Bahut sundar
@joginathpanda8836
@joginathpanda8836 6 месяцев назад
ସୁନ୍ଦର ପରିବେଷଣ ପ୍ରଭୁ କୃପା ରୁ ବିଶିଷ୍ଟ ହେବେ
@AlokBehera-yu4iy
@AlokBehera-yu4iy 5 месяцев назад
Hare Krishna
@balabantaparida855
@balabantaparida855 6 месяцев назад
Om shanti om shanti om shanti thanks🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏
@pradeepsharma8343
@pradeepsharma8343 6 месяцев назад
No dia
@uttamcharansahoo94
@uttamcharansahoo94 Месяц назад
Hari Om Hari Om Hari Om
@yudhisthirabehera4099
@yudhisthirabehera4099 6 месяцев назад
ବହୁ ସୁନ୍ଦର ପରିବେଷଣ ବହୁତ ଉଚକୋଟିର ଲାଗୁଛି ଯେମିତି ଆପଣ ଙ୍କର କଣ୍ଠରେ ମେଲୋଡି ଅଛି :: - ରାଧା ଜନ୍ମ ବିଷୟ ରୁ କିଛି ସମ୍ଯକ ସୁଚନା ରଖିବେ ମ୍ୟାଡମ୍.........
@user-yx8qr5uy4d
@user-yx8qr5uy4d 6 месяцев назад
Gayak bayak nku koti pranam
@sumitrarana1977
@sumitrarana1977 6 месяцев назад
ଜୟ ଶ୍ରୀ କୃଷ୍ଣ
@BishnukumarBaral-es6gx
@BishnukumarBaral-es6gx 6 месяцев назад
ଶାସ୍ତ୍ର କହନ୍ତି ଏକ ବ୍ରହ୍ମ ଦ୍ବିଜାନାସ୍ତି ତେବେ ଦୁଇ ଆସିଲେ କେଉଁଠୁ ତେବେ ଦୁଇ ହେବାର କାରଣ କଣ ହୋଇପାରେ ? କବିଚଣ୍ଡୀଦାସ ।
@SANTOSHKUMAR-zo6cb
@SANTOSHKUMAR-zo6cb 3 месяца назад
ମେଲୋଡି ପୋଗ୍ରାମ ହେଇଥିଲେ ଲୋକ ବହୁତ୍ ହୋଇଥାନ୍ତେ ଦେଖିବା ଲାଗି
@pravatkumarpanda9947
@pravatkumarpanda9947 5 месяцев назад
ଚମତ୍କାର
@gaganbiharidhal5810
@gaganbiharidhal5810 6 месяцев назад
Very good Super duper show.
@manashmaya3332
@manashmaya3332 7 месяцев назад
Maa mora pranama grahana karibe shree kalia thakura
@hemantasahoo249
@hemantasahoo249 7 месяцев назад
Very nice
@krishnapriyadarshinee7434
@krishnapriyadarshinee7434 7 месяцев назад
Very beautiful
@subashchandrapradhan1233
@subashchandrapradhan1233 Месяц назад
Add some.loksikha
@BasantaBisoyi-mt5oo
@BasantaBisoyi-mt5oo 7 месяцев назад
Jay Jagannath 🎉🎉🎉🎉❤
@niharnayak7992
@niharnayak7992 7 месяцев назад
Tarun Bhai best bayak🎉
Далее
гендер пати🩷🩵
00:21
Просмотров 113 тыс.
Bacon на громкость
00:47
Просмотров 96 тыс.
гендер пати🩷🩵
00:21
Просмотров 113 тыс.