Тёмный

ତଡ଼ା ଖାଇଲେ ଅଣଓଡ଼ିଆ ଅଫିସର || Loka Seva Bhavan || Non-Odia Officers || CM Mohan Majhi || BJP Govt ||OR 

Odisha Reporter
Подписаться 2,4 млн
Просмотров 57 тыс.
50% 1

ନବୀନ ସରକାରରେ ଗ୍ଲେହାପୁଅ ଥିଲେ, ନିଜକୁ ପାଓ୍ୱାରଫୁଲ ବୋଲି ମଣୁଥିଲେ। ଏବେ ପାଓ୍ୱାର ସେଣ୍ଟରରୁ ତଡା ଖାଇଲେ। ଲୋକସେବା ଭବନରୁ ଆଉଟ ହୋଇ ବାହାରେ ରହିବେ ଏହି ଟପ୍ ବ୍ୟୁରୋକ୍ରାଟ। ଆଇଏଏସ୍ ଜି.ମାଥିଭାଥାନନ୍‌, ବିଶାଳ ଦେବ ଓ ଆର.ଭିନିଲକ୍ରିଷ୍ଣାଙ୍କୁ ଲାଗିଛି ଝଟକା । ୧୯୯୪ ବ୍ୟାଚ୍ ଆଇଏଏସ୍ ଜି.ମାଥିଭାଥାନନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ ବଦଳି କରାଯାଇଛି ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RU-vid: bit.ly/OdishaReporteronRU-vid
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #iasofficers #Odisha #NaveenPatnaik #Mohanmajhi #powerfulofficer #transfers

Опубликовано:

 

10 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 117   
@balaramnanda9224
@balaramnanda9224 21 день назад
ଓଡ଼ିଆ ଲୋକ ଏହା ହିଁ ଚାହୁଁଛି
@satyabratasethi444
@satyabratasethi444 20 дней назад
ନବୀନା ଫଟନାୟିକ କୁ ତ ଓଡ଼ିଆ ବୁଝୁନି ସେଥିପାଇଁ ଅଣଓଡ଼ିଆ ମାନଙ୍କୁ ନିଜ ପାଖରେ ରଖିଥିଲା
@santoshbhoi7867
@santoshbhoi7867 21 день назад
ଭଲ ହେଇଛି
@bibhubaibhav453
@bibhubaibhav453 21 день назад
ବଡ ଅଫିସର ଆଜ୍ଞା, ଏମାନଙ୍କର ଭୁଲ୍ କରିବା ସରକାରୀ ଅଧିକାର । ଦେଖୁନାହାନ୍ତି ...ଅନ୍ଯ କେହି ଭୁଲ୍ କଲେ କି ପ୍ରକାର ଦଣ୍ଡ ପାଉଛନ୍ତି, ଏମାନେ ଭୁଲ୍ କଲେ କେବଳ ବଦଳି ରେ ହୋଇଗଲା ଏବଂ ସାଧାରଣ ଲୋକ ଖୁସିରେ କହୁଛନ୍ତି ଭଲ ହୋଇଛି।କ'ଣ...ଟା ହୋଇଗଲା ଯେ ସେମାନଙ୍କର...... କୋଟି କୋଟି ଟଙ୍କାର ସମ୍ପତ୍ତିରୁ କମିଗଲା ନା ଦରମା କମିଗଲା ନା IAS ବା IPS ଇତ୍ୟାଦି ଶବ୍ଦ ଗୁଡିକ ତାଙ୍କ ନାମରୁ କାଢି ନିଆଯିବ ନା ତାଙ୍କୁ ସାଧାରଣ ଲୋକଙ୍କ ପରି ଜୀବନ ନିର୍ବାହ କରିବାକୁହେବ ନା ସମାଜରେ କୌଣସିପ୍ରକାର punishment ସେମାନେ ପାଇଛନ୍ତି ଯେ ..... ଏସବୁର ବିଚାର କର ଦେଶପ୍ରେମୀ ଭାଇମାନେ । ଦେଶଦ୍ରୋହୀ ମାନଙ୍କୁ ସରକାର ଘଣ୍ଟ ଘୋଡାଇ ରଖିବେ । ଦେଶ , ଜାତି,ସମାଜ ର ଶୃଙ୍ଖଳା ପାଇଁ ଆତ୍ମ ସମର୍ପଣ କରିଥିବା ଦେବଦୂତ ମାନଙ୍କୁ ସରକାର ବିଭିନ୍ନ ପ୍ରକାର ଦଣ୍ଡରେ ଦଣ୍ଡିତ କରି ସର୍ବସ୍ବାନ୍ତ କରିବା ସରକାରୀ ନ୍ଯାୟ । ଏସବୁ ବିଚାର କରିବାର ବେଳ ଆସିଛି ବନ୍ଧୁ , ସୁସ୍ଥ ସମାଜ ଗଠନ ରେ ବ୍ରତୀ ଦେଶପ୍ରେମୀମାନେ, କେବଳ ମନ୍ଦିର ଭିତରେ ନୁହଁ...ପ୍ରତିଟି ହୃଦୟରେ ଶ୍ରୀରାମ ପ୍ରତିଷ୍ଠା କରିବା ......ସରକାରଙ୍କୁ ରାଜଧର୍ମ ପାଳନ କରିବାକୁ ସୁ-ଚେତନା ଦେବା , ଧନୀ - ଗରିବ ର ତାରତମ୍ୟ ଅର୍ଥାତ୍ ଅହଙ୍କାର ଓ ନିଷ୍ପେସିତ ର ଯନ୍ତ୍ରଣାସିକ୍ତ ପଙ୍ଗୁ ବା ରୁଗ୍ଣ ସମାଜର ପରିବର୍ତ୍ତନ ଇତ୍ୟାଦି କୁ ଛାଡି କେଉଁ ସମାନ ଆଚରଣ ସଂହିତାର ଅବତାରଣା କରାଯାଇ ପାରିବ ??? ସାରା ଜଗତର ସ୍ରଷ୍ଟା ଓ ସମସ୍ତ ସୃଷ୍ଟିକୁ ଭଲପାଉଥିବା ହେ ଆର୍ଯ୍ଯ ସନ୍ତାନଗଣ, କାଳାତିପାତ ନକରି ସୁ-ବିଚାର ରୂପକ ଅସ୍ତ୍ର ପ୍ରୟୋଗ ମାଧ୍ଯମରେ ସାମାଜିକ ଅର୍ଥନୈତିକ ରାଜନୈତିକ ବିକାଶ କରିବାକୁହେବ। ବନ୍ଦେମାତରମ୍ ଧ୍ବନିର ବାସ୍ତବ ଅର୍ଥକୁ ବୁଝିବାକୁ ହେବ। ସମାଜ କଲ୍ୟାଣ କାରୀ ଦେଶପ୍ରେମର ଅଗ୍ନିକୁ ପ୍ରଜ୍ଜ୍ଵଳନ କରିବାକୁହେବ। କୋଟି କୋଟି ମଣିଷର ହୃଦୟକୁ ଜିତି ନିଜ ନିଜର ବୀରତ୍ୱର ପରିପ୍ରକାଶ କରିବା ....ଜନ୍ମଭୂମି ପାଇଁ ହେବ ଶ୍ରେଷ୍ଠ ବଳିଦାନ...... ବନ୍ଦେମାତରମ୍ ବନ୍ଦେ ଆର୍ଯ୍ଯକୃଷ୍ଟି । ସମସ୍ତଙ୍କର ମଙ୍ଗଳ ହେଉ !!!
@friend9449
@friend9449 21 день назад
ଧନ୍ୟ ଲୋ ଝିଅ ତ ଓଡ଼ିଆ ଅସ୍ମିତା କୁ ମୁଖ୍ୟଶାସନ ସଚିବ ଓଡ଼ିଶା କେଉଁ ଜିଲ୍ଲା ର ଲୋକ କହୁନୁ
@user-ud1lp4oh5t
@user-ud1lp4oh5t 21 день назад
ଓଡିଆ ର ଅର୍ଥ କୁ ଯେତେ ଲୁଟିଛନ୍ତୁ ଫେରସ୍ତ କରାଯାଉ ଆଉ ପାଣ୍ଡୁ କୁ ପିଟି କି ଓଡିଶା ଜେଲ ରେ ପୁରାଯାଉ
@sanghamitradas371
@sanghamitradas371 20 дней назад
Samaste jhadapada jail patheiba katha
@user-ru2ep3xp7g
@user-ru2ep3xp7g 21 день назад
Transfer or suspend is not enough. All of their corruption should come to limelight.
@sadanandmohanty3537
@sadanandmohanty3537 20 дней назад
Jay sriram Jay jagannath Jay Odia jindabad Jay Mohan Bhai Sarkar Jay Bjp 🙏🙏🙏🙏🙏🙏🙏🙏💐💐💐💐💐💐💐💐💐 👍👍👍👍👍👍👍👍👍👍👍
@DHARANIDHARMUNDA-wy6mo
@DHARANIDHARMUNDA-wy6mo 21 день назад
ବନ ଉନ୍ନୟନ ନିଗମ ରେ ଦେଲେ ଶିମିଳିପାଳ କୁ ଲୁଟି ନେବ
@shinquanone8714
@shinquanone8714 20 дней назад
ଯେତେ ପର୍ଯ୍ୟନ୍ତ ଏମାନଙ୍କ ଠୁଁ କ୍ଷତି ଭରଣା ହେଇ ନି, କି ଲାଭ ଖାଲି ବଦଳି କରି ଏଣେ ତେଣେ।😅😅😅😅😅😅
@ByamokeshRath-fb3cj
@ByamokeshRath-fb3cj 20 дней назад
Excellent decision.odia officer should give full support to present government for developing the state.dont miss it.orelse non odia will rule.
@user-ht7rb9ec6i
@user-ht7rb9ec6i 21 день назад
Bahuht badhia heichi.
@jitendra33453
@jitendra33453 20 дней назад
Congratulations 🎆👏🎉 sir
@pradeepkumarsinha803
@pradeepkumarsinha803 21 день назад
ଦୁଃଖିତ। ଦୁଃଖିତ। ଦୁଃଖିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ସ୍ଥାନାନ୍ତରିତ ନୁହେଁ । ନିଲମ୍ବିତ ନୁହେଁ ।ଏହା ଦଣ୍ଡ ନୁହେଁ। ଏହା ସ୍ପଷ୍ଟ ଭାବରେ ଅଧିକରୁ ଅଧିକ ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ ଏବଂ କରୁଛି ମଧ୍ଯ। ସେମାନଙ୍କୁ ଚାକିରିରୁ ତୁରନ୍ତ ବହିଷ୍କାର ଭଳି ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ଚାହୁଁଛୁ ଏବଂ ସରକାରଙ୍କ ଠାରୁ ପାଇବାକୁଥିବା ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ଉଚିତ୍ । ସେମାନଙ୍କଠାରୁ ପାଉଥିବା ମାସିକ ଦରମାର ୧000 ଗୁଣା ଜରିମାନା ସହ ଆଦାୟ କରାଯିବା ଉଚିତ ଏବଂ ସେମାନଙ୍କୁ ତୁରନ୍ତ ଜେଲ୍ ପଠାଯିବା ଉଚିତ। ନଚେତ୍ ଆମେ ଭାବିବୁ ଯେ ଆମେ ଆମର ମୂଲ୍ୟବାନ ଭୋଟର ଅପବ୍ୟବହାର କରିଛୁ। BJP GOVERNMENT ଯେଉଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଭାବିଥିଲୁ ତାହାର 1 ପ୍ରତିଶତ ଦୃଶ୍ୟମାନ ହେଉନାହିଁ। ଦୁଃଖିତ। ଦୁଃଖିତ। ଦୁଃଖିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
@user-vo8gb8wo8f
@user-vo8gb8wo8f 20 дней назад
ଓଡ଼ିଶା କୁ ବଞ୍ଚାଅ ଜୟ ଜଗନ୍ନାଥ
@narayandalai8414
@narayandalai8414 20 дней назад
ନବୀନ ସରକାର ଅଣଓଡ଼ିଆ IAS ଅଫିସର ଙ୍କୁ ଗୁରୁତ୍ୱ ପୂର୍ଣ୍ଣ ବିଭାଗ ଗୁଡିକ ଦେଇଥିଲେ, ମୋହନ ସରକାର ଓଡ଼ିଆ IAS ଅଫିସର ଙ୍କୁ ଦାଇତ୍ୱ ଦେଲେ, ଭଲ ହେଲା
@somyad6557
@somyad6557 19 дней назад
ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କୈାଣସି ଷ୍ଟିକେଟ୍ କାର୍ଯ୍ୟ ନାହିଁ, କେବଳ ଅନ୍ୟ ବିଭାଗକୁ ସ୍ଥାନାନ୍ତର କରନ୍ତୁ
@bhaktimarga853
@bhaktimarga853 20 дней назад
ଖାଲି କଟେରୀ ଭାଣିଲେ ହେବନି. କାର୍ଯ୍ୟାନୁଷ୍ଠାନ ହେବା ଦରକାର.
@dasharathiroutray7176
@dasharathiroutray7176 21 день назад
The corruption should be investigated and thieves should be punished
@ArpitasahooArpitasahoo-rv9ow
@ArpitasahooArpitasahoo-rv9ow 20 дней назад
ଧନ୍ୟବାଦ ତୁମମାନଙ୍କୁ କୁହାଯାଏ ଭଡାଟିଆ ମନଜ ଓଝା ଓଡିଶା ର। କେଉଁ। ଜୀଲା। ର। ଦୟାକରି ଠିକ୍ ସମାଚାର। ଦିଅନ୍ତୁ। ଆମେ। ବୋକା ନୁହଁ
@manasdalai4028
@manasdalai4028 20 дней назад
ଏମାନଙ୍କ ର ED enquiry କରାଜାଉ
@satyanarayanpatnaik7750
@satyanarayanpatnaik7750 15 дней назад
ଓଡିଶା ର ମୁଖ୍ୟ ଶାସନ ସଚିବ ଆହୁଜା କେଉଁ ରାଜ୍ଯ ର ଟିକେ କହିବେ
@suryamaninayak4300
@suryamaninayak4300 20 дней назад
Sabas
@subhaacharya3664
@subhaacharya3664 20 дней назад
Good
@singhuramhansdah7363
@singhuramhansdah7363 20 дней назад
ଆମ ପ୍ରିୟ ମୁଖ୍ଯ ଶାସନ ସଚିବ ମନୋଜ ଆହୁଜା ଓଡିଶାର କଉ ଜିଲ୍ଲାର ଟିକେ କହିବେ.. ମୁଁ ତ ଜାଣିନି😅
@susantajena3466
@susantajena3466 21 день назад
Very good action
@srikantaharichandan1464
@srikantaharichandan1464 21 день назад
ନାଇଁ ନାଇଁ ଏମିତି କହିବା ଠିକ୍ ନୁହେଁ। ସରକାର ବଦଳିଲେ ଏମିତି ଅଦଳ ବଦଳ ହୁଏ। ଅଣଓଡ଼ିଆ ଅଫିସର କାରଣ ରୁ ଏମିତି ହଉଚି କହିବା ଠିକ୍ ନୁହେଁ।
@biswanathsahoo6555
@biswanathsahoo6555 20 дней назад
ଧନ୍ୟବାଦ... କିନ୍ତୁ ମୁଖ୍ୟ ଶାସନ ସଚିବ ଆହୁଜା କୋଉଠି ଜିଲ୍ଲା ର ❓ ଓଡିଆ ଅସ୍ମିତା 😀.. ତମେ ବି ଗୋଦରା ନହେଲେ ମୂଳ ଖରାପ କରି...ଡାଳ କୁ ସଂଶୋଧନ କରନ୍ତନି 😂
@KedarJena-ki9el
@KedarJena-ki9el 21 день назад
Right
@suryasahoo29
@suryasahoo29 21 день назад
Sir u are great.
@rohitpradhan-fi7ln
@rohitpradhan-fi7ln 21 день назад
Very good
@sasankabiswasray
@sasankabiswasray 19 дней назад
What about OSSC Chairman IPS Abhya. Why don't the government action against retired person ?
@duryodhanmahanta7766
@duryodhanmahanta7766 21 день назад
People of Odisha want such type of governance from the government of Odisha.
@ratikantapadhihari4646
@ratikantapadhihari4646 20 дней назад
ଆଜ୍ଞା ଓଡ଼ିଆ ଅଫିସର୍ ମାଡ଼ ଖାଇଲେ ରଜ୍ୟ ପାଳ ଙ୍କ ପୁଅ ଠୁ ପୁରୀରେ ସେ ବିଷୟରେ କୁହ
@kalicharanpanda4079
@kalicharanpanda4079 21 день назад
Good done. ❤❤❤❤
@alokbhoi8144
@alokbhoi8144 14 дней назад
ଏମାନଂକୁ କେବେ କାର୍ଯ୍ୟାନୁଷ୍ଠାନ
@Dalai143
@Dalai143 21 день назад
ତାହେଲେ ପ୍ରଧାନସଚିବ କଣପାଇଁ ଅଣଓଡ଼ିଆ ଅଛନ୍ତି???
@Soumyasenapati-e4r
@Soumyasenapati-e4r 20 дней назад
😊
@KishoreNaik-hk7xt
@KishoreNaik-hk7xt 21 день назад
କିଛି ନୂଆ କାମ କରିନାହାନ୍ତି ବିଜେପି ସରକାର ବିଜେଡି ସରକାର ର ତାମିଲ ସପୋର୍ଟ ଷ୍ଟାଫ୍ ଥିଲେ ଏବେ ମୋହନ ମାଝି ସାର୍ ଗୁଜରାଟ ରୁ ତାଙ୍କ ଦଲାଲ ସପୋର୍ଟ ଷ୍ଟାଫ୍ ଆଣି ଭରିବେ। ସବୁ ଓଡ଼ିଆ ଅଫିସର କୁ ଆଣି ସାସକ ଦଲ ବିଜେପି ସରକାର କାମ କରିଥାଆନ୍ତି ତାହାହେଲେ ଓଡିଆ ଅସ୍ମିତା ଗଲା କହିଲେ ଚଲିଥାଆନ୍ତା। ଜାହା ସମ୍ଭବ ନୁହଁ।
@akpanda833
@akpanda833 21 день назад
Who ever were OMC their role including Mr Mishra role should be investigated. Prabhakaran rules OMC
@KanhuPahan
@KanhuPahan 21 день назад
ବହୁତ ବଢିଆ କିନ୍ତୁ ଦୁର୍ନୀତି ନ କରିଲେ ଭଲ କାରଣ ଟଙ୍କା ଉପରେ ବସିଲେ ଲୋଭ ଆସିଯାଏ ସଚେତନ ରହିଲେ ଭଲ
@friend9449
@friend9449 21 день назад
ମୋନଜ ଆହୁଜା ପରିବର୍ତ୍ତନ କରାଯାଉ ତାକୁ ରଖି ବିଜେପି ଖେଳ କରିବାକୁ ଚାହୁଁଛି
@user-ry4gf1pu8c
@user-ry4gf1pu8c 20 дней назад
CBI tandanth karajau
@nabakishoredehury6062
@nabakishoredehury6062 21 день назад
Good action by CM
@Vmishra2025
@Vmishra2025 20 дней назад
Omc upare kebe chadhai haba, OMECL aau hockey na re Bahu corruption heichi
@prakashkumarjena.babusan.n3760
@prakashkumarjena.babusan.n3760 21 день назад
ସତରେ ବିଜେଡ଼ି ସରକାର ହାରିଲା ପରେ ସୁନା ପେଡି ଖୋଲୁଛି... ପାତାଳ ପଯ୍ୟନ୍ତ ଲମ୍ବିଛି ଚେର
@chittaranjansahu8113
@chittaranjansahu8113 21 день назад
ଦକ୍ଷ, ସଛୋଟ, ଦୁର୍ନୀତି ମୁକ୍ତ ଅଫିସର କୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦିଆଯାଉ l ଅଯଥା ତାମିଲ୍, ତେଲୁଗୁ, ବିହାରୀ,ଗୁଜରାଟି ର ବିଚାର ନକରି.....
@soumyaranjanswain8855
@soumyaranjanswain8855 21 день назад
ହେ ହେ 😂😂
@prasantrout527
@prasantrout527 21 день назад
ମୁଖ୍ୟ ଅଫିସର କଣ ଓଡ଼ିଆ ନା ଅଣ ଓଡ଼ିଆ
@Vmishra2025
@Vmishra2025 20 дней назад
Khali emanaku nuhe jete odia galua officer achanti tanku b hatajau, Kain aamku laguni ye govt kichi karuchi, aame bahut proof dela pare b emane ye jae sei officer nku rakhichanti, dayakari hata jau semanaku
@amarswain3324
@amarswain3324 21 день назад
❤❤❤
@pratappopping6291
@pratappopping6291 21 день назад
Bhala heichi mg mananuku
@kaushik2308_
@kaushik2308_ 21 день назад
MANOJ AHUJA GHARA KN ODISHA REPORTER OFFICE RE 😂?😂
@janmejayaswain2612
@janmejayaswain2612 21 день назад
ଅଣ ଓଡିଆ ଗଲେ,ଆହୁଜା ଆସିଲେ ,ସେ କଣ ଓଡିଆ ?
@adityagameing913
@adityagameing913 20 дней назад
Sebhalijogya Odia officer milu no thibe ete jeera sira kadhile au heba ki
@sibasankarsamal3514
@sibasankarsamal3514 21 день назад
Har Har🙏 mahadev
@ajitkumarprusty1659
@ajitkumarprusty1659 21 день назад
Central government pakhara 2lakh7000 crore tax yrior pending padichhi , taku kebe aniba mohan majhi .
@ajayakumarrout3036
@ajayakumarrout3036 20 дней назад
ANA ODIAA OFFICER NKU BAHAR KARAJAU
@akshayakumarbhol4132
@akshayakumarbhol4132 21 день назад
ଉତ୍ତରପ୍ରଦେଶ ରାଜ୍ୟରେ ଜନୈକ ପୋଲିସ ଅଧିକାରୀଙ୍କୁ ସିପାହୀ ପଦକୁ ଖସାଇଦିଆଯିବା ପରି ଓଡ଼ିଶାରେ ଏହି ଅଧିକାରୀ ମାନଙ୍କୁ କିରାଣୀ ସ୍ତରକୁ ଖସାଇ ଦିଆଗଲେ ଲୋକେ ଅତ୍ୟନ୍ତ ଖୁସି ଅନୁଭବ କରିଥାନ୍ତେ ।
@kumaranil2399
@kumaranil2399 20 дней назад
OTV laja , ଅଣଓଡ଼ିଆ ମୁଖ୍ୟ ଶାସନସଚିବ କିଏ ଅଛନ୍ତି ବର୍ତ୍ତମାନ myadam
@rudraprasadsarangi6644
@rudraprasadsarangi6644 21 день назад
Jadi Sabu state Re emt bahara state Ra Officer mananku tadibe ...then UPSC or other central govt exam Ra value hi Kn rahijiba ?...Better Govt should punish them for their offence rather kicking them out of the state...
@anuanushka2003
@anuanushka2003 21 день назад
Nabinbabu ana odia office r nka hataku odisha teki dei achintaare soeithhile.
@ajitkumarsahooc498
@ajitkumarsahooc498 21 день назад
Han bhai..sabu ana odia bida hele...Mukya sasan sachiba b odia..kintu odisha ra odia nuhan..gujurat ra odia..😂😂😂
@user-ry4gf1pu8c
@user-ry4gf1pu8c 20 дней назад
Bhal hela tamil. Babu
@jyotiranjanjena4942
@jyotiranjanjena4942 21 день назад
Eti ki hebani ei samastan ku arest kari jeil pathaa ta pare ei samastan kara janch kara jete paisa ama odisa basi ra khai chanti luti chanti Ritern ana jau odisa basi pai krusi re au electric paisa dia jau ta pare odisa basi khusi hebe kama bahut sundar hauchi au kama kara jau. Jai odisa
@KrupaSindhuBhuyan-lf7du
@KrupaSindhuBhuyan-lf7du 21 день назад
Chief secretary nku b bahar karantu na
@jyotiranjanjena4942
@jyotiranjanjena4942 21 день назад
Ei samatanku assembly ra get tana duty dia jau 😡
@OdisharBikash
@OdisharBikash 21 день назад
ଏହା କୁ ତଡ଼ା ଖାଇଲେ ବୋଲି କୁହା ଯିବନି ସେମାନଙ୍କୁ ଯଦି ଲତ ମାରି ଖୁଆ ମାରି ଘୁଶାଡ଼ି ଘୁଶାଡି ବାହାର କଲେ ତାକୁ ତଡ଼ା ଖାଇଲେ କୁହାଯାଏ
@BiswaranjanPradhan777
@BiswaranjanPradhan777 20 дней назад
Mukhya sasan sachib kothira
@deepakacharya3892
@deepakacharya3892 21 день назад
ମୁଖ୍ୟ ଶାସନ ସଚିବ ଖାଣ୍ଟି ଓଡ଼ିଆ ଅସ୍ମିତା 😂😂😂😂। ଧନ୍ୟରେ ହାଣ୍ଡିଆ ବାଲା, ତତେ ବଳି ପକେଇ ଦେଲେ।😂😂😂
@Officialtravelsr100
@Officialtravelsr100 21 день назад
Vk pandu kamiti thile se bi amiti
@surendranayak117
@surendranayak117 21 день назад
Tu sola durnitiku prashahana deuchhu 😂
@natabarmalliknatabarmallik9143
@natabarmalliknatabarmallik9143 21 день назад
Nabin a sabu janisuni tanmil lokanku rakhithile
@manojmohapatra9938
@manojmohapatra9938 21 день назад
Ahuja kan odia officer.....odisha report ra gaon re janmi thibe
@sandhyaranimnayak6342
@sandhyaranimnayak6342 20 дней назад
Dekni swarg ku gale dhankutiba
@HabibKhan-he2ts
@HabibKhan-he2ts 21 день назад
Jadi any rajya mane Odia officeranku tadibe tahele sarkar kana karibe.
@sugyanjena2740
@sugyanjena2740 21 день назад
😂😂😂😂😂😂😂😂😂😂😂😂😂😂
@KishoreNaik-hk7xt
@KishoreNaik-hk7xt 21 день назад
ଆମ ଓଡ଼ିଆ ଅଫିସର ମଧ୍ୟ ବାହାର ରାଜ୍ୟରେ ଚାକିରି କରୁଛନ୍ତି। ଆଜି ତାମିଲ ଅଫିସର ଙ୍କୁ ଓଡ଼ିଶା ରୁ କାଢିଲେ ଆମ ଓଡ଼ିଆ ଅଫିସର ମଧ୍ୟ ଅନ୍ୟ ରାଜ୍ୟରେ ଚାକିରି କରୁଛନ୍ତି। ଏମିତି ହିନ ରାଜନୀତି କରି ଅନ୍ୟ ରାଜ୍ୟର ଅଫିସର କୁ ସବୁ ରାଜ୍ୟ କାଢି ବସିବ ତାହାହେଲେ ଆମ ଦେଶ କେମିତି ଚାଲିବ।ଆମ ଦେଶରେ ଥିବା ଭାଇ ଚାରା କୁ ବିଜେପି ସରକାର ଖରାପ କରୁଛି। କ'ଣ ଆମ ଭାଇ ମାନେ ଅନ୍ୟ ରାଜ୍ୟରେ କାମ କରୁନାହାନ୍ତି। ଏମିତି ହିନ ରାଜନୀତି କାହିଁକି କରୁଛି ବିଜେପି ସରକାର
@srinivasnayak6544
@srinivasnayak6544 20 дней назад
Panjbi asile
@jitendramohanty3201
@jitendramohanty3201 21 день назад
Chora ku Jail pathao 😂
@mathmet5701
@mathmet5701 21 день назад
କି ବା,,,, news କରୁଛ। ମୁଖ୍ୟ ଶାସନ ସଚିବ ହେଲା ଅଣଓଡ଼ିଆ। ପୁଣି ଏ କି ଖବର। ଅଫିସର କଣ ଖାଲି ଓଡ଼ିଆ ରୁହନ୍ତିକି। ଓଡ଼ିଆ ଆଇଏଏସ ଯୋଉ ରାଜ୍ୟରେ ଅଛନ୍ତି ତାଙ୍କୁ ବିଦା କରିଦିଆଯିବ ନା କଣ। କି ବେକାର କଥା ପରିବେଷଣ କରୁଛ। ହଁ କହିପାରିବ କି ନିଜ ପସନ୍ଦ ର କର୍ମଚାରୀ କୁ ସ୍ଥାନ ଦିଆଗଲା।
@sriyanshupadhi6627
@sriyanshupadhi6627 21 день назад
ଅନ୍ୟ ରାଜ୍ୟରେ ଥିବା ଓଡ଼ିଆ ଅଫିସର ମଧ୍ୟ ତଡା ଖାଇବେ 😂. ତାପରେ ଓଡ଼ିଶା ତ ଗୋଟେ ଦେଶ ହେବ ଆଉ 😂😂😂
@angel_hearts6372
@angel_hearts6372 21 день назад
Tahele IAS manku odisha re Kain posting debe......odisha ta gote separate desha na che chee..... nonsense govt
@bhaisalsanjib
@bhaisalsanjib 21 день назад
Punjabi v odia lokamane na..
@ajayakumarrout3036
@ajayakumarrout3036 20 дней назад
BJD ANAODIAA OFFICER RAKHI ODIAA NKU LUTICHHI
@odishatourist523
@odishatourist523 21 день назад
Sabu..puruna...IAS..OAS..IPS..OPS...SABU...THANARA..IIC..SI...ASI....PURUNA HEAD CLERK MANANKU...ADALA BADALA KARAJAU
@akpanda833
@akpanda833 21 день назад
Corrupted out
@user-qh6ws7eh5e
@user-qh6ws7eh5e 19 дней назад
,ଅ
@user-dj4ih2bj3t
@user-dj4ih2bj3t 21 день назад
ଭଲହେଈଛି
@usharanisahoo8972
@usharanisahoo8972 21 день назад
Rt
@srinivasnayak6544
@srinivasnayak6544 20 дней назад
Aurgs news uparaku kukura chhadi Dia jau
@swapnilraja1409
@swapnilraja1409 21 день назад
Tada Khaibe ANA ଓଡ଼ିଆ ମନ୍ତ୍ରୀ ,ଯଦି ଆସିବେ😂😂😂ଏତେ ଘୃଣା କାହିଁ ବାଣ୍ଟୁଚ 😡Mg ଏମିତି news ଯୋଗୁଁ ବାହାର ଷ୍ଟେଟ ରେ ଆମକୁ ଲାଜ ଲାଗୁଛି ଏବେ😡
@ajitkumarprusty1659
@ajitkumarprusty1659 21 день назад
Abe jou nua saba mukhya join karichhi bjp se panjabi kan odia birja ru janma haichhi . Bjp patha chata chanel .
@prasantadas9017
@prasantadas9017 21 день назад
Mg bjp kukura ana odia mukhya sasan sachiba
@pradeepkumarsinha803
@pradeepkumarsinha803 21 день назад
ଦୁଃଖିତ। ଦୁଃଖିତ। ଦୁଃଖିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ସ୍ଥାନାନ୍ତରିତ ନୁହେଁ । ନିଲମ୍ବିତ ନୁହେଁ ।ଏହା ଦଣ୍ଡ ନୁହେଁ। ଏହା ସ୍ପଷ୍ଟ ଭାବରେ ଅଧିକରୁ ଅଧିକ ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ ଏବଂ କରୁଛି ମଧ୍ଯ। ସେମାନଙ୍କୁ ଚାକିରିରୁ ତୁରନ୍ତ ବହିଷ୍କାର ଭଳି ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ଚାହୁଁଛୁ ଏବଂ ସରକାରଙ୍କ ଠାରୁ ପାଇବାକୁଥିବା ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ଉଚିତ୍ । ସେମାନଙ୍କଠାରୁ ପାଉଥିବା ମାସିକ ଦରମାର ୧000 ଗୁଣା ଜରିମାନା ସହ ଆଦାୟ କରାଯିବା ଉଚିତ ଏବଂ ସେମାନଙ୍କୁ ତୁରନ୍ତ ଜେଲ୍ ପଠାଯିବା ଉଚିତ। ନଚେତ୍ ଆମେ ଭାବିବୁ ଯେ ଆମେ ଆମର ମୂଲ୍ୟବାନ ଭୋଟର ଅପବ୍ୟବହାର କରିଛୁ। BJP GOVERNMENT ଯେଉଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଭାବିଥିଲୁ ତାହାର 1 ପ୍ରତିଶତ ଦୃଶ୍ୟମାନ ହେଉନାହିଁ। ଦୁଃଖିତ। ଦୁଃଖିତ। ଦୁଃଖିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
@amohapatra123
@amohapatra123 20 дней назад
Good
@manojmohapatra9938
@manojmohapatra9938 21 день назад
Ahuja kan odia officer.....odisha report ra gaon re janmi thibe
@deepakacharya3892
@deepakacharya3892 21 день назад
ମୁଖ୍ୟ ଶାସନ ସଚିବ ଖାଣ୍ଟି ଓଡ଼ିଆ ଅସ୍ମିତା 😂😂😂😂। ଧନ୍ୟରେ ହାଣ୍ଡିଆ ବାଲା, ତତେ ବଳି ପକେଇ ଦେଲେ।😂😂😂
@surendranayak117
@surendranayak117 21 день назад
Tu sola durniti sarakar ro abadana 😂😂😂😂
@pradeepkumarsinha803
@pradeepkumarsinha803 21 день назад
ଦୁଃଖିତ। ଦୁଃଖିତ। ଦୁଃଖିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ସ୍ଥାନାନ୍ତରିତ ନୁହେଁ । ନିଲମ୍ବିତ ନୁହେଁ ।ଏହା ଦଣ୍ଡ ନୁହେଁ। ଏହା ସ୍ପଷ୍ଟ ଭାବରେ ଅଧିକରୁ ଅଧିକ ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ ଏବଂ କରୁଛି ମଧ୍ଯ। ସେମାନଙ୍କୁ ଚାକିରିରୁ ତୁରନ୍ତ ବହିଷ୍କାର ଭଳି ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ଚାହୁଁଛୁ ଏବଂ ସରକାରଙ୍କ ଠାରୁ ପାଇବାକୁଥିବା ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ଉଚିତ୍ । ସେମାନଙ୍କଠାରୁ ପାଉଥିବା ମାସିକ ଦରମାର ୧000 ଗୁଣା ଜରିମାନା ସହ ଆଦାୟ କରାଯିବା ଉଚିତ ଏବଂ ସେମାନଙ୍କୁ ତୁରନ୍ତ ଜେଲ୍ ପଠାଯିବା ଉଚିତ। ନଚେତ୍ ଆମେ ଭାବିବୁ ଯେ ଆମେ ଆମର ମୂଲ୍ୟବାନ ଭୋଟର ଅପବ୍ୟବହାର କରିଛୁ। BJP GOVERNMENT ଯେଉଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଭାବିଥିଲୁ ତାହାର 1 ପ୍ରତିଶତ ଦୃଶ୍ୟମାନ ହେଉନାହିଁ। ଦୁଃଖିତ। ଦୁଃଖିତ। ଦୁଃଖିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
@pradeepkumarsinha803
@pradeepkumarsinha803 21 день назад
ଦୁଃଖିତ। ଦୁଃଖିତ। ଦୁଃଖିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ସ୍ଥାନାନ୍ତରିତ ନୁହେଁ । ନିଲମ୍ବିତ ନୁହେଁ ।ଏହା ଦଣ୍ଡ ନୁହେଁ। ଏହା ସ୍ପଷ୍ଟ ଭାବରେ ଅଧିକରୁ ଅଧିକ ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ ଏବଂ କରୁଛି ମଧ୍ଯ। ସେମାନଙ୍କୁ ଚାକିରିରୁ ତୁରନ୍ତ ବହିଷ୍କାର ଭଳି ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ଚାହୁଁଛୁ ଏବଂ ସରକାରଙ୍କ ଠାରୁ ପାଇବାକୁଥିବା ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ଉଚିତ୍ । ସେମାନଙ୍କଠାରୁ ପାଉଥିବା ମାସିକ ଦରମାର ୧000 ଗୁଣା ଜରିମାନା ସହ ଆଦାୟ କରାଯିବା ଉଚିତ ଏବଂ ସେମାନଙ୍କୁ ତୁରନ୍ତ ଜେଲ୍ ପଠାଯିବା ଉଚିତ। ନଚେତ୍ ଆମେ ଭାବିବୁ ଯେ ଆମେ ଆମର ମୂଲ୍ୟବାନ ଭୋଟର ଅପବ୍ୟବହାର କରିଛୁ। BJP GOVERNMENT ଯେଉଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଭାବିଥିଲୁ ତାହାର 1 ପ୍ରତିଶତ ଦୃଶ୍ୟମାନ ହେଉନାହିଁ। ଦୁଃଖିତ। ଦୁଃଖିତ। ଦୁଃଖିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
@pradeepkumarsinha803
@pradeepkumarsinha803 21 день назад
ଦୁଃଖିତ। ଦୁଃଖିତ। ଦୁଃଖିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ସ୍ଥାନାନ୍ତରିତ ନୁହେଁ । ନିଲମ୍ବିତ ନୁହେଁ ।ଏହା ଦଣ୍ଡ ନୁହେଁ। ଏହା ସ୍ପଷ୍ଟ ଭାବରେ ଅଧିକରୁ ଅଧିକ ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ ଏବଂ କରୁଛି ମଧ୍ଯ। ସେମାନଙ୍କୁ ଚାକିରିରୁ ତୁରନ୍ତ ବହିଷ୍କାର ଭଳି ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ଚାହୁଁଛୁ ଏବଂ ସରକାରଙ୍କ ଠାରୁ ପାଇବାକୁଥିବା ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ଉଚିତ୍ । ସେମାନଙ୍କଠାରୁ ପାଉଥିବା ମାସିକ ଦରମାର ୧000 ଗୁଣା ଜରିମାନା ସହ ଆଦାୟ କରାଯିବା ଉଚିତ ଏବଂ ସେମାନଙ୍କୁ ତୁରନ୍ତ ଜେଲ୍ ପଠାଯିବା ଉଚିତ। ନଚେତ୍ ଆମେ ଭାବିବୁ ଯେ ଆମେ ଆମର ମୂଲ୍ୟବାନ ଭୋଟର ଅପବ୍ୟବହାର କରିଛୁ। BJP GOVERNMENT ଯେଉଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଭାବିଥିଲୁ ତାହାର 1 ପ୍ରତିଶତ ଦୃଶ୍ୟମାନ ହେଉନାହିଁ। ଦୁଃଖିତ। ଦୁଃଖିତ। ଦୁଃଖିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
@pradeepkumarsinha803
@pradeepkumarsinha803 21 день назад
ଦୁଃଖିତ। ଦୁଃଖିତ। ଦୁଃଖିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ସ୍ଥାନାନ୍ତରିତ ନୁହେଁ । ନିଲମ୍ବିତ ନୁହେଁ ।ଏହା ଦଣ୍ଡ ନୁହେଁ। ଏହା ସ୍ପଷ୍ଟ ଭାବରେ ଅଧିକରୁ ଅଧିକ ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ ଏବଂ କରୁଛି ମଧ୍ଯ। ସେମାନଙ୍କୁ ଚାକିରିରୁ ତୁରନ୍ତ ବହିଷ୍କାର ଭଳି ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ଚାହୁଁଛୁ ଏବଂ ସରକାରଙ୍କ ଠାରୁ ପାଇବାକୁଥିବା ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ଉଚିତ୍ । ସେମାନଙ୍କଠାରୁ ପାଉଥିବା ମାସିକ ଦରମାର ୧000 ଗୁଣା ଜରିମାନା ସହ ଆଦାୟ କରାଯିବା ଉଚିତ ଏବଂ ସେମାନଙ୍କୁ ତୁରନ୍ତ ଜେଲ୍ ପଠାଯିବା ଉଚିତ। ନଚେତ୍ ଆମେ ଭାବିବୁ ଯେ ଆମେ ଆମର ମୂଲ୍ୟବାନ ଭୋଟର ଅପବ୍ୟବହାର କରିଛୁ। BJP GOVERNMENT ଯେଉଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଭାବିଥିଲୁ ତାହାର 1 ପ୍ରତିଶତ ଦୃଶ୍ୟମାନ ହେଉନାହିଁ। ଦୁଃଖିତ। ଦୁଃଖିତ। ଦୁଃଖିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
@pradeepkumarsinha803
@pradeepkumarsinha803 21 день назад
ଦୁଃଖିତ। ଦୁଃଖିତ। ଦୁଃଖିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ସ୍ଥାନାନ୍ତରିତ ନୁହେଁ । ନିଲମ୍ବିତ ନୁହେଁ ।ଏହା ଦଣ୍ଡ ନୁହେଁ। ଏହା ସ୍ପଷ୍ଟ ଭାବରେ ଅଧିକରୁ ଅଧିକ ଦୁର୍ନୀତି ଏବଂ ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରେ ଏବଂ କରୁଛି ମଧ୍ଯ। ସେମାନଙ୍କୁ ଚାକିରିରୁ ତୁରନ୍ତ ବହିଷ୍କାର ଭଳି ଦୃଢ଼ ପଦକ୍ଷେପ ନିଆଯାଉ ବୋଲି ଚାହୁଁଛୁ ଏବଂ ସରକାରଙ୍କ ଠାରୁ ପାଇବାକୁଥିବା ସମସ୍ତ ଆର୍ଥିକ ସହାୟତା ବନ୍ଦ କରାଯିବା ଉଚିତ୍ । ସେମାନଙ୍କଠାରୁ ପାଉଥିବା ମାସିକ ଦରମାର ୧000 ଗୁଣା ଜରିମାନା ସହ ଆଦାୟ କରାଯିବା ଉଚିତ ଏବଂ ସେମାନଙ୍କୁ ତୁରନ୍ତ ଜେଲ୍ ପଠାଯିବା ଉଚିତ। ନଚେତ୍ ଆମେ ଭାବିବୁ ଯେ ଆମେ ଆମର ମୂଲ୍ୟବାନ ଭୋଟର ଅପବ୍ୟବହାର କରିଛୁ। BJP GOVERNMENT ଯେଉଁ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଭାବିଥିଲୁ ତାହାର 1 ପ୍ରତିଶତ ଦୃଶ୍ୟମାନ ହେଉନାହିଁ। ଦୁଃଖିତ। ଦୁଃଖିତ। ଦୁଃଖିତ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
Далее
Викторина от МАМЫ 🆘 | WICSUR #shorts
00:58
Indian Members of Parliament Visit EPIC
1:50
Просмотров 3,1 тыс.