Тёмный

ତଦନ୍ତ ପୂର୍ବରୁ ପୋଲିସଙ୍କ ବିରୋଧରେ କାହିଁକି ଆକ୍ସନ ନିଆଗଲା ? : ପୋଲିସ ସଂଘ 

Nandighosha TV
Подписаться 3,1 млн
Просмотров 10 тыс.
50% 1

#nandighoshatv #bharatpurpolicestation #odishapoliceassociation
ତଦନ୍ତ ପୂର୍ବରୁ ପୋଲିସଙ୍କ ବିରୋଧରେ କାହିଁକି ଆକ୍ସନ ନିଆଗଲା ? : ପୋଲିସ ସଂଘ
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
RU-vid: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Опубликовано:

 

20 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 153   
@prasannadutta9170
@prasannadutta9170 3 часа назад
ଗାଲୁଆଙ୍କର ବାରବାଟୀ ଚାଷ, ଏ ହା ତାର ଜ୍ୱଳନ୍ତ ପ୍ରମାଣ
@prakashkumaracharya6025
@prakashkumaracharya6025 3 часа назад
ଏ ବୁଢା ଗୁଡା ଙ୍କର ଟିକେ ବି ଲଜ୍ଜା ସରମ ନାହିଁ। ସେମାନଙ୍କ ଝିଅ ବୋହୁ ଏ ଅବସ୍ଥା ଭୋଗିଲେ କ'ଣ କହିବେ ଦେଖିବା?
@sadhudas2758
@sadhudas2758 4 часа назад
ଏମାନଙ୍କର ପେନସନ୍ ବନ୍ଦ ହେଉ
@DebendraSahani-rs9px
@DebendraSahani-rs9px 3 часа назад
Right
@niharranjanmedico7659
@niharranjanmedico7659 4 часа назад
ପୁରୀରେ ରଥ ଯାତ୍ରା ସମୟରେ ଜଣେ କାର୍ଯ୍ୟରତ Asst professor doctor ଙ୍କୁ ଜଣେ ପୋଲିସ କର୍ମଚାରୀ ମାଡ଼ ମାରିବା ଘଟଣାକୁ ସମୂର୍ଣ୍ଣ ଭାବେ ଚାପି ଦିଆଗଲା। କିନ୍ତୁ ଏ କ୍ଷେତ୍ରରେ ସେ ଜଣେ ଅର୍ମୀ ଅଫିସର Captain ଙ୍କ ବାନ୍ଧବୀ ହୋଇଥିବାରୁ ସବୁ state media national media Govt Army officer Opposition party ସବୁ ତତ୍ପର ହୋଇ ଉଠିଲେ ନ୍ୟାୟ ପାଇବା ପାଇଁ। ଏଇଟା high profile case ସେଥିପାଇଁ ଏତେ ତତ୍ପରତା ଏତେ highlight
@deep7083
@deep7083 3 часа назад
Bhai Puri re semanaku suspend kara jaithila au e army officer already married ta e lady janaka kou angle ru tankara fiance hele uttar debe k
@biswabhusannayak5807
@biswabhusannayak5807 3 часа назад
Ta mane doctor gandi BJP maridela
@deep7083
@deep7083 3 часа назад
Acha jadi e drinks kari nathile ta alcohol test karibaku mana kale Kan pain se resturant and jhagada tym ra footage dekhicha na nai ..army angle ethi kouthi asila ...army officer ku jadi assault heithanta ta injury ta body re thanta..au emti re b aji ra police ete b andha nue k thana re Khali dress kholi debe k badei debe kahaku ni taku .
@deep7083
@deep7083 3 часа назад
@@niharranjanmedico7659 au hna se doctor nathile em thile au guidline thila k jie b hau tanku car pass dia jiba nai au mha prbhu ratha re biraj mana karithile au setebele car re jadi jane jiba bada danda dei ta abastha Kan heba Khali basi k kahi daucha na thare sethi jai duty kri k khiba
@antaryamibehera
@antaryamibehera 4 часа назад
ଏବୁଢ଼ା ତା ଝିଅ ବହୁ ଏମିତି ହେଲା ପରେ ଜାଣିବ
@gourisankarSethi
@gourisankarSethi 3 часа назад
Budha thik kahuchi
@tapasmohakud8086
@tapasmohakud8086 3 часа назад
ଏ ମଉସା ଙ୍କ ନାତୁଣୀ ସହ କି ବୋହୁ ସହ ଏମିତି ହେଇ ଥିଲେ ତା ପରେ ସେ ଏମିତି କହି ଥାନ୍ତେ
@biswamberbhutia3280
@biswamberbhutia3280 3 часа назад
@@tapasmohakud8086ତମକୁ ଲାଗୁଛି ଏହା ଗୋଟିଏ ଥାନା ରୁ ମହିଳା ମାନେ ବି ସଵୁ ଷ୍ଟାଫ ଖରାପ ତାର ଅର୍ଥ କଣ ।ଯଦି ସେ ମହିଳା ସତ କହୁଛନତି ତାହା ହେଲେ ମେଡିକାଲ ଟେଷ୍ଟ ତାଙ୍କ ପୋଷାକ କରିବାକୁ ମନା କଲେ କାହିଁକି ଘର ଵାହାର କଥା ଏଠି ନାହିଁ ଯଦି ଦୋଷୀ ସାବ୍ୟସ୍ତ ତାକୁ ଦଣ୍ଡ ଦିଅ ।ଏଠି କିଏ ମିଛ କହୁଛି ସିସିଟିଭି ରେ ଦେଖ ଝଗଡା କିଏ କରୁଛି ଫଟୋ କିଏ ଉଠେଇଛି ।ଆଈ ଆଇ ସି କୁ ବରଖାସ୍ତ କରିବାକୁ ଉପରୁ ନିଲମ୍ବନ ଆଦେଶ ଵି ଆସିପାରେ ଆଇ ଆଇ ସି ସହ କମିଶନ ର ପଟୁ ନ ଥିବେ
@MNMP2024
@MNMP2024 3 часа назад
ତଦନ୍ତ ର ନଥାଏ ଅନ୍ତ ! ଏ ସବୁ ଗୋଟିଏ ଲାଉର ମଂଜି !!
@gobardhanbarik6616
@gobardhanbarik6616 4 часа назад
Tame Sabu Chora Police Guda....
@ShreearamMeher
@ShreearamMeher 3 часа назад
ଏମାଗି ହେ ତମେ ସେଝିଅକୁ ଭେଟିଲ ତମେ ଖାଲି ପୋଲିସ କୁ ସପୋଟ କରୁଛ ଆଗ ତୋ ଝିଅକୁ ରେପ କରାଯାଉ ତାପରେ ତୁ କହିବୁ ଶଲା
@udaybhanuroutray6430
@udaybhanuroutray6430 4 часа назад
Sabu chora akathi heichhanti
@swadhikarbetaj3768
@swadhikarbetaj3768 3 часа назад
ତମ ପୋଲିସ ବାଲା ହେଉଛ ଚୁଚୁମାଖିଆ ଛୁଆ କିଛି ଜାଣିନା??
@sadhudas2758
@sadhudas2758 3 часа назад
ଓଡିଶା ପୋଲିସ ମହାନ । କି ସୁନ୍ଦର ଆହା
@ramakantarout2484
@ramakantarout2484 4 часа назад
So why police give punishment before investing to major and this girl
@lokanathmahanta59
@lokanathmahanta59 4 часа назад
😂ଏବେ ବାଧୁଛି
@bhubanmohanty3853
@bhubanmohanty3853 3 часа назад
suspension is not a punishment
@SubhadarsisurendraPradhan
@SubhadarsisurendraPradhan 3 часа назад
Jay Odisha police ❤
@SR_SanjayCreation
@SR_SanjayCreation 4 часа назад
ଏ ବୁଢ଼ା ମୁଣ୍ଡ ଆଉ କାମ କରୁନି
@rabinarayansarangi2539
@rabinarayansarangi2539 4 часа назад
ସାର ଥରେ ଥାନା କୁ ଯାଆନ୍ତୁ ଦେଖିବେ ପୋଲିସ କେମିତି ବ୍ୟବହାର କରୁଛି ସବୁଆଡେ ଜଣେ ଥାନାଅଧିକାରି ପ୍ୟାଣ୍ଟ ଖୋଲି କହୁଛି କେତେ ଥର ନେଲେ ତୁ ଚୁପ ରହିବୁ ଏହାଠୁ ବଡ ଦୁଃଖ ଏ ସଭ୍ୟ ସମାଜ ପାଇଁ କଣ ହେଇପାରେ । ଜଦି ଆପଣଙ୍କ ନିଜର କେହି ହେଇଥାନ୍ତା।
@deep7083
@deep7083 3 часа назад
Vai aji kali kou loka ta emti kahuthiba thare bhabi k kuha
@rabinarayansarangi2539
@rabinarayansarangi2539 3 часа назад
@@deep7083 bhai police odisha ra pray police station re kahuchhi apana dukha janeibaku jaethibe semanaka word ta Maa.... ru arambha hue .. tu ta common Hmm aeta kebala police station auu phandi.. but sp office re bhala behavior mile
@deep7083
@deep7083 3 часа назад
@@rabinarayansarangi2539 suna Bhai mu b thana ku loka nka case nei k jae Kain aji jae kehi ta mote k mo loka nku mg kahi nahanti..chora madua nku mg kahibeni ta au Kan kahibe..tumaku jadi kehi mg khila tume sethi tara protest kn pain Kalani ..kebe jaicha na khali a ta katha re deuncha
@rabinarayansarangi2539
@rabinarayansarangi2539 3 часа назад
@@deep7083 hei pare apanaku bhala behavior mili thiba but but mu kebe dekhini . Hmm sp office re police ra behavior bahut bhala thae . Apanaku bhala miluchhi bahut badhia katha mote kebe milini..
@rabinarayansarangi2539
@rabinarayansarangi2539 3 часа назад
@@deep7083 auuu gote katha a ta katha re nachiba loka mu nuhen mu first ru lekhichhi pray police station mu lekhini sabu hue ta apana bhala police pakhare padichhanti.. kintu bhai manatu ba na manatu police .. magana khae .. bhasa kahe .. thana re samaste chora boli police bhabe .
@karunakarmohanty89
@karunakarmohanty89 2 часа назад
ଏମାନଙ୍କ ପେନସନ ବନ୍ଧ କରାଯାଉ ପୋଲିସ କଣ ମନ ଇଚ୍ଛା କାମ କରିବେ
@GURALAGURI-up7tx
@GURALAGURI-up7tx 2 часа назад
ଏଇ ଲୋକଙ୍କୁ ବୋର୍ଡର ରେ ଛାଡି ଦିଅ ଗୋଟେ ଦିନ ଭିତରେ ନିଜର ଅକାତ କଣ ଜଣାପଡ଼ିବ।
@Akshayakpatra
@Akshayakpatra 4 часа назад
Bina dosare kemiti sadharana janatanku Jail re nei parei deuchha......Tumaku heleru badhuchi na kan.....
@Chinu0823
@Chinu0823 4 часа назад
If your question is pertinent then why that IIC arrest had arrested & forwarded that Girl and Army man before investigation.
@jagannathascomputerstudych9769
@jagannathascomputerstudych9769 3 часа назад
ଏ ହେଉଛି ବ୍ରାହ୍ମଣ ବାଦି ଲୋକ ।
@soumyaranjanmohanty3533
@soumyaranjanmohanty3533 3 часа назад
Cctv କାହିଁକି ଲାଗୁନଥିଲା
@pritisworld2774
@pritisworld2774 3 часа назад
ଓଡ଼ିଶା ପୋଲିସ ଆଗରୁ ସବୁ ଓପଡ଼ି ପକାଇଛନ୍ତି
@birbalbagh7624
@birbalbagh7624 3 часа назад
ଏ ସଲ ଗୋଟିଏ ପୋଲିସ ଦେପତ୍ ର ଚୋର ସଲ ପୋଲିସ ଗୋଳ ପୁଅ ଜଲଦି ଜେଲ ପୋଠା ଯାଉ
@birajkumarsingh7782
@birajkumarsingh7782 3 часа назад
ଏମାନେ ସବୁ ଭଂଡୁଆ
@sadhudas2758
@sadhudas2758 3 часа назад
ପିଡିତାର ବୟାନ ପ୍ରମାଣ
@JagabandhuMalik-ck5fj
@JagabandhuMalik-ck5fj 2 часа назад
ଇଏ ଡକାୟତ ଗୁଡାକଙ୍କ ଚାକିରି ସମୟରେ କେତେ ଘର ବୁଡେଇଥିବେ। ଏମାନଙ୍କର ପେନସନ ବନ୍ଦ କରି ୧୦୦୦ଟଙ୍କିଆ ଭତ୍ତା ରେ ସାମିଲ କରାଯାଉ।ଶଳେ ଘରେ ବସିକି ମୋଟାଅଙ୍କର ପେନସନ ନେଇ ଯାଉଛନ୍ତି ଵୋଲି ମାଗିହାଙ୍କର ମୁହଁ ଟାଣ ହେଇଯାଉଛି।
@mantuparida5334
@mantuparida5334 3 часа назад
Police bala sabubele nebe action aau
@suparfonyfamily
@suparfonyfamily 2 часа назад
ଚୋରି ଉପରେ ସିନା ଚୋରି,ପୋଲିସ department ମାରିବାକୁ ନିୟମ ଅଛିକି,କାହା ମା ଭଉଣୀ ନବାକୁ ନିୟମ ଅଛି କି,fir ku receive ନ କରିବାକୁ ନିୟମ ଅଛିକି,ବିନା ୱାରେଣ୍ଟ ରେ ଆରେଷ୍ଟ କରିବାକୁ ନିୟମ ଅଛି କି,ଆରେଷ୍ଟ ମେମୋ ନ baneibaki ନିୟମ ଅଛି କି,ଇତ୍ୟାଦି ନିୟମ ପୋଲିସ ଭାଙ୍ଗିବାର ନିୟମ ବାହାର କରି ସାରିଛି,but ମଉସା ଆଜି କଣ କହୁଛନ୍ତି ଦେଖନ୍ତୁ, ଜଗ୍ନାଥ ପ୍ରଭୁ ସହିବେ ଟି,,,,,😢😢
@deepakkumarmallick9047
@deepakkumarmallick9047 2 часа назад
ପୋଲିସ କାହାକୁ ମାରିବାକୁ ନିୟମ ନାହିଁ ହେଲେ ନିଜର ଆତ୍ମ ରକ୍ଷା ସମସ୍ତଙ୍କର କର୍ତ୍ତବ୍ୟ...ସେ major ଆସିକି ପୋଲିସ୍ କୁ ବାଡ଼େଇବ ଆଉ ପୋଲିସ ତାକୁ ଛାଡ଼ିଦେବ ନାହିଁ
@Reenabehera0
@Reenabehera0 2 часа назад
Proper investigation Major Sahab sahi hai ya police Sahab Jo sahi hai inko justice dijiye
@ShreearamMeher
@ShreearamMeher 3 часа назад
ଏଶଲା ବୁଢା ମାନଙ୍କୁ ବାଧିଯାଉଛି
@RashmikantaMohanty-q9k
@RashmikantaMohanty-q9k 3 часа назад
ଏ ବୁଢା ଦଳ ମୁଣ୍ଡ କାମ କରୁ ନାହିଁ
@satyaprakashmalik6444
@satyaprakashmalik6444 2 часа назад
ତମେ ଯାହା କାମ କରିଛ ଓଡିଶା ବାସି କୁ ଜଣା
@thecommonman5169
@thecommonman5169 3 часа назад
We support Indian Army as well as Odisha Police, we demand a joint investigation Judicial-Army -Police, to drag out fact and truth of the matter. Dont need to provoke unnecessarily.
@BenudharMajhi-oj2dd
@BenudharMajhi-oj2dd 2 часа назад
ଆବେ ବିବେକ ହିନ ବୁଢ଼ା ଏଠି ଆଇନ ସିଖାଉଛୁ? ତୋର ଆଖି ରେ ଏଣ୍ଡୁଅ ମୂତୀଛି ଏଣୁ ତୋ ଆଖିକୁ କିଛି ଦେଖାଯାଉ ନାହିଁ। ଝିଅ ର ଓଠ ଫାଟିଛି ହାତରେ ଆଘାତ ଲାଗିଛି।ତୋ ଆଖିରେ କାହିଁକି ଦେଖା ଯାଏ ନାହିଁ
@dushadusha2402
@dushadusha2402 3 часа назад
ଏ ଗୁଡାକ ସବୁ BJP ର ଗୋଟେ ଗୋଟେ ଅଇଁଠା ଖିଆ କୁକୁର ମାଗିହା ଶଲେ କୁ ଲାଜ ଲାଗିବା କଥା ଏ କୁକୁର ମାନଙ୍କ ମା ଭଉଣି କିମ୍ବା ଝିଅ ହେଇଥିଲେ
@deepakkumarmallick9047
@deepakkumarmallick9047 2 часа назад
Haire mg...ପୋଲିସ ର ମା ଭଉଣୀ ମାନେ କଣ ପାଇଁ ରାତି 2 ଟା ରେ ବାହାରେ ବୁଲିବେ kii. ...ଯୋଉ ଝିଅ ରାତି 2 ଟା ରେ ମଦ ପିଇକି ରାସ୍ତା ରେ ବୁଲୁଛି ସିଏ କେଡ଼େ ସଭ୍ୟ ଝିଅ ହେଇଥିବ ଜଣା ପଡୁଛି
@narottamparida50
@narottamparida50 3 часа назад
ସବୁ ପୋଲିସ ଭୁଲ
@SrikantPanigrahi-m7p
@SrikantPanigrahi-m7p 2 часа назад
ଶଳା ଚୋର ଗୁଡାକ, କି ପୋଲିସ କିଓ, ଲୋକଙ୍କ ଅଶାନ୍ତି ରେ ପୋଲିସ କେବେ ଭଲରେ ରହିବେନି, ପଙ୍ଗୁ ହୋଇ ମରିବ, ବଳ ବୟସ ଅଛି, ଲୋକଙ୍କୁ ମାର ଧର କର, ତୁମକୁ ରକ୍ଷା ନାହିଁ, ତୁମ ଅନ୍ୟାୟ କୁ ଭଗବାନ କ୍ଷମା ଦେବେନି
@biswamberbhutia3280
@biswamberbhutia3280 3 часа назад
ସେ ମହିଳା ର ମେଡିକାଲ ଟେଷ୍ଟ ହୋଇନାହିଁ। ଦଣ୍ଡ କଣ ପାଇଁ ।
@BharatiBeura
@BharatiBeura 3 часа назад
Army vs Police
@susantamohanty8579
@susantamohanty8579 3 часа назад
Right sir aapana aama police Paani garba
@prasankumarkanhor9479
@prasankumarkanhor9479 3 часа назад
Police nuh dacoit pain garba
@biswamberbhutia3280
@biswamberbhutia3280 3 часа назад
ଏହା କେବଳ ଆଇ ଆଇ ସି ଅଫିସର କୁ ଫସେଇବା ଛଡା କିଛି ନାହିଁ।
@AnitaPradhan-x9z
@AnitaPradhan-x9z 4 часа назад
Police arrest karajau
@dr.surendranathdash8861
@dr.surendranathdash8861 2 часа назад
This person should be arrested immediately
@lokanathdash6899
@lokanathdash6899 3 часа назад
The instance case seems very serious.
@kniladrireddy5264
@kniladrireddy5264 2 часа назад
Matured police officer
@suvendumansingh8026
@suvendumansingh8026 3 часа назад
Investigate the retired policy property's
@lokanathmohanty345
@lokanathmohanty345 2 часа назад
Shameless argument of Shameless association.
@pradipray6127
@pradipray6127 3 часа назад
ଓଡ଼ିଶା ପୋଲିସ ପରମ ହାରାମି
@mintumallick9876
@mintumallick9876 Час назад
ଗାଲୁଆଙ୍କର ବାରବାଟୀ ଚାଷ, ବୁଢ଼ୀ ବାଲି ଧଳା ବୁଡ଼ା
@jyotimama7883
@jyotimama7883 3 часа назад
Right Sir
@dushmantakumarbaral8518
@dushmantakumarbaral8518 3 часа назад
A Sangha upare bi action naba katha.. goverment.. OMG Dosa kari ba Sangha kari banchhi ba..ku chesta kariba... OMG
@CrimeandCriminals1507
@CrimeandCriminals1507 3 часа назад
Ei mausa bayasa helani janiparuna bodhe ... Inquary time re suspended haba eita low re achi ....
@majhibabu03
@majhibabu03 3 часа назад
Police defending police 🙂
@sanjayswain6348
@sanjayswain6348 3 часа назад
Right
@kanha_lipi_vlogs
@kanha_lipi_vlogs 3 часа назад
Right...
@charansebaksatpathy9041
@charansebaksatpathy9041 2 часа назад
Shameless
@SatrughnaBehera-mx1bx
@SatrughnaBehera-mx1bx 3 часа назад
Police ku 120 dinare charges sheet mile police kemiti charge sheet purbaru arest karuchanti
@chitaranjanadhikari6750
@chitaranjanadhikari6750 3 часа назад
You don't know law YOUR knowledge is confined WITHIN certain portions of IPC CRP Suspension is not a punishment How can the police arrest a woman in the night? She could have persuaded to COME tomorrow The matter could have been subsided
@bhubanmohanty3853
@bhubanmohanty3853 3 часа назад
what did the police do on a complaint why don't you wait
@autoinfos
@autoinfos 3 часа назад
Odisha police puri temple mai mobile mai game khelte hai Koi discipline nahin Hai Inka Info valley police station sabse jyada Ganda Hai ek FIR aap register nahin kar sakte bolate Hain aapane Sindoor pahna nhi pehena hai to aap married nahin Ho
@brout8465
@brout8465 3 часа назад
Tame police mariki gote jhia ku aiims hospital re pakeiba au tumaku suspend nakariki kn puja karajiba,,,
@akshayarout484
@akshayarout484 Час назад
Why police became rough??
@prasankumarkanhor9479
@prasankumarkanhor9479 3 часа назад
Abhijoga kale ,mada o arrest ku laws rebachi
@bhubanmohanty3853
@bhubanmohanty3853 3 часа назад
what is the public perception on police your statement doesn't improve it
@p.kbarik4443
@p.kbarik4443 2 часа назад
Police service ru regination diyuntu
@jyotimama7883
@jyotimama7883 3 часа назад
Badali aethipain karuchhanti bada bada police mundinka Pada rakhya karibaku a Govt. Re. Nahele tanka posting kharap heijiba.
@swadhinkumarsena6658
@swadhinkumarsena6658 2 часа назад
ତ୍ରିପାଠି ବାବୁ କୌଣସି ଲୋକ ନାରେ FIR ହେଲେ investigation କରିକି ତାକୁ court forward କରୁଚ ନା ଜଣଙ୍କ ଠୁ ପଇସା ପକେଇକୀ ତା ବିରୋଧି କି ବିନା ଦୋଷରେ forward କରୁଚ। ତମ ବାପା ରାଜ ଚାଲିଛି ।
@dushmantakumarbaral8518
@dushmantakumarbaral8518 3 часа назад
Tamar kan maa ,bhauni,jhiya Na ha nti.. OMG Jadi tan ka sanga re amti hei than ta. ..kan amti Karan ta. OMG
@Ambassador_Christ
@Ambassador_Christ 3 часа назад
ମୋହନ ମାଝୀ ଇସ୍ତଫା ଦିଅ 😡
@amulyaamulya4101
@amulyaamulya4101 2 часа назад
Band dia
@bhubanmohanty3853
@bhubanmohanty3853 3 часа назад
how do you know what police says is correct
@AswiniRath-qc4yc
@AswiniRath-qc4yc 3 часа назад
Fast re police se jhiyar fir tadant Kalani kanhik olta se jhiya nare fir kala kan pai.tam police balaku public godai godai pitebe.thana re pasi mad maribe ta pare Tam Mane bujhiba public power kan
@Sidheswar80
@Sidheswar80 3 часа назад
14 tarikh ru ete bada case ku modi dsila bele kiye chapi ki rakhi thila
@bhubanmohanty3853
@bhubanmohanty3853 3 часа назад
what police did is under which rule
@manasnaik4379
@manasnaik4379 4 часа назад
Odisha police kete bholo ama janichu
@salamkhan2534
@salamkhan2534 3 часа назад
Sir nku pacharile niyama kahuchi ki sena ra adhikari ku thana re rakhiba discipline achi ki
@bhubanmohanty3853
@bhubanmohanty3853 3 часа назад
first you stop supporting wrong people
@pitabassahu5857
@pitabassahu5857 4 часа назад
Se jhia Tamara Kia hoithile emiti karaithanta office babu
@beautyenhancebysimi6727
@beautyenhancebysimi6727 3 часа назад
Tume katha thik achi but se mahilako kahin ki mada maragala Bina tadanta re .... please give answer to odisha people....
@Susanta138
@Susanta138 3 часа назад
Dhik tama police pania emiti lagi loka mane ... atangabdi bani jauchanti
@anantarout1990
@anantarout1990 2 часа назад
ରାତି ଗୋଟାଏ ବେଳେ ମେଜର କାହିଁ ଟୋକି ଧରି ବୁଲୁଥିଲା... ମଦୁଆ ମେଜର.... ପୋଲିସ ଦୋଷୀ ନୁହଁ... ରାତି ଗୋଟାବେଳେ ସେ ଲେଡି କାହିଁ ବୁଲୁଥିଲା...
@pintujena7850
@pintujena7850 4 часа назад
Tamnews ta kauthila police upare kichi akshan karina
@nityaomshanti
@nityaomshanti 4 часа назад
Tame jail patheila jie complen kala Au abe kou nuhna dekhauchha
@RushiSahu-l8n
@RushiSahu-l8n 3 часа назад
jete bele rajya pala pua police ku mada marila setebele police union kauthi thila
@beautyenhancebysimi6727
@beautyenhancebysimi6727 3 часа назад
Se para police tako thik treatment milijiba
@manasranjanpattanayak1342
@manasranjanpattanayak1342 3 часа назад
Tripathy babunku Jana nahi se Kan kahuchhanti
@ChinmayaKumarParida-s8c
@ChinmayaKumarParida-s8c 3 часа назад
Ye budha kichii law janini
@ambikaprasadsenapati3576
@ambikaprasadsenapati3576 3 часа назад
Suryamani kana judge ?
@dushmantakumarbaral8518
@dushmantakumarbaral8518 3 часа назад
Tame mane sadharan lokan ka Bhali Sangha kan pai kari chha.. OMG Pura desh basi pulish aau a bhali Sangha kari thiba lokan ku ninda Karu chhan ti.. OMG
@mragrncy9144
@mragrncy9144 3 часа назад
A broker is speaking.
@Hellobrother626
@Hellobrother626 3 часа назад
Investigation hau dudh ka dudh pani ka pani
@amreshprasadmohanty5000
@amreshprasadmohanty5000 3 часа назад
Sir aapanka police ku kuha jaichi aapanka police jauthi jauchanti Mala Mala abhijoga tahalay janata bhul police thik
@ajayajena1926
@ajayajena1926 3 часа назад
E budha rule Jani nahanti
@kalpanaparida3178
@kalpanaparida3178 3 часа назад
Pagalbudha ta ku kahniki pacharuchha
@RushiSahu-l8n
@RushiSahu-l8n 3 часа назад
jete bele rajya pala pua police ku mada marila setebele police union kauthi thila 4:47
@bidyadhardash2619
@bidyadhardash2619 3 часа назад
Coment padhila pare janapaduchi kete friendly
@gurudevbehera7767
@gurudevbehera7767 4 часа назад
Buddha pakshya patitakatha kahuchi ahar munda thik nanhi.
@rajeshkumarjena3465
@rajeshkumarjena3465 Час назад
Niama kia manichi
@sanjayakumarsahoo3531
@sanjayakumarsahoo3531 4 часа назад
To Jhia ku karithile thik heithanta
Далее