Тёмный

ଦକ୍ଷିଣ ଓ ପଶ୍ଚିମ ଦିଗ କୁ ଘର ବୃଦ୍ଧି କରିହେବ କି?? 

VASTU SACHETANATA
Подписаться 27 тыс.
Просмотров 203 тыс.
50% 1

Опубликовано:

 

19 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 905   
@agentrogamertz
@agentrogamertz 3 года назад
I am the 10k th Subscriber
@vastusachetanata9394
@vastusachetanata9394 3 года назад
Thanks 😊
@agentrogamertz
@agentrogamertz 3 года назад
Sir please give a heart 🙏🙏🙏 and pin this
@agentrogamertz
@agentrogamertz 3 года назад
@@vastusachetanata9394 Many Many thanks sir
@prasantanayak1145
@prasantanayak1145 3 года назад
Sir Namaskar contact number
@gitasindhe7469
@gitasindhe7469 2 года назад
@@vastusachetanata9394 ipppp
@dipakranjanpatra5439
@dipakranjanpatra5439 7 месяцев назад
ସାର୍ ନମସ୍କାର ଅମାରୋ ପୁରୁଣା ଘର ଅଛି ଆଉ ଦକ୍ଷିଣ ଦିଗେ ଆମର ଜାଗା ଅଛି ଆଉ ଆମେ ପୁରୁଣା ଘରକୁ ଟିକିଏ ଛାଡି କରି ନୂଆ ଘର ଗୋଟିଏ ବନେଇ ବା ପାଇଁ ପ୍ଲାଣିଂ କହୁଛୁ ଦକ୍ଷିଣ ଦିଗରେ
@vastusachetanata9394
@vastusachetanata9394 7 месяцев назад
ହଁ, କରିପାରିବେ କିନ୍ତୁ କୌଣସି ଉତ୍ତମ ବାସ୍ତୁବିତଙ୍କ ପରାମର୍ଶ ନେଇ ।
@bibhutimishra3379
@bibhutimishra3379 3 месяца назад
ଗୋଟିଏ ଗୁହାଳ ବନାନ୍ତୁ ଏକ ମାସ ଗାଈ ସେଇ ଜାଗାରେ ବନ୍ଧନ୍ତୁ
@odishacreation6809
@odishacreation6809 2 месяца назад
ସାର୍ ନମସ୍କାର ଆମର ପୂରୁଣା ଘର ଅଛି ଦକ୍ଷିଣ ଦିଗର ଯାଗାକୁ କଲମ କରି ସେ ଦିଗକୁ ଟିକେ ବୃଦ୍ଧି କରିବା ରେ କିଛି ଅସୁବିଧା ହଵକି
@vastusachetanata9394
@vastusachetanata9394 2 месяца назад
ହଁ ହେଇପାରେ , ସେଥିପାଇଁ ନିକଟରେ ଥିବା କୌଣସି ଅଭିଜ୍ଞି ବାସୁବିତଙ୍କୁ ଡାକି ପ୍ରଥମେ ଘର ଦେଖାନ୍ତୁ । ସେ ସବୁଆଡ଼କୁ ଦେଖି ଓ ଗୃହକର୍ତ୍ତାଙ୍କ କୁଣ୍ଡଳି ଦେଖି କହିପାରିବେ ଯେ ଦକ୍ଷିଣ ଦିଗକୁ ଘର ବଢେଇ ହେବ କି ନାହିଁ । ଯଦି ବଢେଇବ କେତେ ବଢେଇବ । ଘରର ସେଣ୍ଟର ଓ ମୁଖ୍ୟ ଦ୍ଵାରକୁ ଦେଖି ସେ କହିପାରିବେ ।
@dillipsethy8212
@dillipsethy8212 3 года назад
Sir ପ୍ରଣାମ ମୁଁ ପଚାରିଥିବା ପ୍ରଶ୍ନର ଉତ୍ତର ଆପଣ ଭଲଭାବରେ ବୁଝେଇ କହିଲେ ତେଣୁ ବହୁତ ବହୁତ ଧନ୍ୟବାଦ ଜଣାଉଛି
@kirtikiransahoo6629
@kirtikiransahoo6629 2 года назад
please Give me your phone number
@jayantakumarpanda2146
@jayantakumarpanda2146 Год назад
ଓ୩ମ୍ ।। ନମସ୍ତେ ଆଜ୍ଞା । ବୈଜ୍ଞାନିକ କାରଣ କହିବାକୁ ଅନୁରୋଧ ।
@ajitkumarpradhan9927
@ajitkumarpradhan9927 3 года назад
Sir I want extended my house balcony towards north direction ( approx 8 feet extended) . Sir can I extended the balcony . Please give me suggestions
@vastusachetanata9394
@vastusachetanata9394 3 года назад
Apananka jatakare Uttar digara graha Budha subha thile khushire badheiparibe.
@ajitkumarpradhan9927
@ajitkumarpradhan9927 3 года назад
@@vastusachetanata9394 thanku sir for u valuable information 🙏
@rajendramoharana7211
@rajendramoharana7211 Год назад
ସାର୍ ନମସ୍କାର ଆମ ଘର ର ଦକ୍ଷିଣ ପାଖରେ ଘରକୁ ଲାଗି କରି ଗୋଟିଏ ଓ ଦୁଇ ଫୁଟ ଛାଡି କରି ଗୋଟିଏ ପାଇଖାନା ଅଛି । ଏହାର ପ୍ରତିକାର କଣ କରାଯିବ । ଆପଣଙ୍କ ଯାହା ପ୍ରତିକାର କହିଲେ ତାହା ବା ଅନ୍ୟ କିଛି ଦୟାକରି କହିବେ କି ।
@vastusachetanata9394
@vastusachetanata9394 Год назад
Jadi samasya asuthai tebe toilet pan 4 pate red colour karideba, na hele nahi.
@rajendramoharana7211
@rajendramoharana7211 Год назад
@@vastusachetanata9394 ଆପଣଙ୍କୁ ମୋର ପ୍ରଣାମ । ବହୁତ ବହୁତ ଅସୁବିଧା ଯାହା ଏଠାରେ ଲେଖିବା ସମ୍ଭବ ନୂହେଁ । phone number ପାଇଲେ କଥା ହୁଅନ୍ତି । ଆପଣ ଯାହା ଉପଦେଶ ଦେଲେ ତାହା କରିବି । ଏହା କଣ ଉଭୟ ପାଇଖାନା ପାଇଁ ପ୍ରତିକାର।
@dilliprout4244
@dilliprout4244 3 года назад
ସାର୍ ପ୍ରଣାମ🙏 ଘର ସ୍ପଟିକ ବିଷୟରେ କିଛି ଆଲୋଚନା କରନ୍ତୁ
@saswatagaming8458
@saswatagaming8458 3 года назад
Sir spatik north side re hele problem heba ki
@vastusachetanata9394
@vastusachetanata9394 3 года назад
Na
@dhanalaxmifebrication5039
@dhanalaxmifebrication5039 Год назад
Sir dakhinaku ghara badhipariba ki .patika au ghara
@diskomahanta931
@diskomahanta931 2 года назад
ନମସ୍କାର ସାର, ଗୋଟିଏ ଘର ଠାରୁ ଅନ୍ୟ ଜାଗା ରେ ଯାଇ ଦକ୍ଷିଣ ଓ ପଶ୍ଚିମ ଦିଗ ଘର ନୂଆ କରି ହେବନା ସାର୍।
@vastusachetanata9394
@vastusachetanata9394 2 года назад
Kundalire Rahu O Sani subha thile kariheba.
@manojsenapati8122
@manojsenapati8122 3 года назад
Very very nice Sir.......very valuable knowledge sharing with us......Thank you
@vastusachetanata9394
@vastusachetanata9394 3 года назад
Dhanyabad.
@saraswatipradhan8258
@saraswatipradhan8258 2 года назад
@@vastusachetanata9394 vee
@ruralfishbazar6844
@ruralfishbazar6844 Год назад
Sir ଦକ୍ଷିଣ ଦିଗକୁ ବଢେଇଲେ କିଛି problem ହେବନି ତ?
@aknanantakumarnayak3064
@aknanantakumarnayak3064 9 месяцев назад
ନମସ୍କାର sir. ଅନେକ ଅନେକ ଧନ୍ୟବାଦ ବହୁତ କିଛି ଜାଣିବାକୁ ପାଇପାରିଲି
@vastusachetanata9394
@vastusachetanata9394 9 месяцев назад
ଧନ୍ୟବାଦ, ଜୟ ଜଗନ୍ନାଥ I ଅନ୍ୟ ଭିଡ଼ିଓ ଦେଖି ମୂଲ୍ୟବାନ ମତାମତ ଜଣାନ୍ତୁ |
@ranjanbaisakh6000
@ranjanbaisakh6000 3 года назад
ଗୁରୁଜୀ ପ୍ରଣାମ. ଗୁରୁଜୀ ମୁଁ ଦକ୍ଷିଣ ଦିଗକୁ ଘର ବଢେଇବାକୁ ଚାଁହୁଛି ତାହା ବିଷୟରେ ମୁଁ ଆପଣଙ୍କୁ ପଚାରିଥିଲି ଏବଂ ଆପଣଙ୍କ ଠାରୁ ଉପଦେଶ ମଧ୍ୟ ପାଇଛି.ଗୁରୁଜୀ ମୋର ପ୍ରଶ୍ନ କିଛି ଲୋକ ମୋତେ ମତ ଦେଉଛନ୍ତି ଯେ ଦକ୍ଷିଣ ଦିଗକୁ ଘର ବଢ଼େଇଲେ ତାହା ଦକ୍ଷିଣଶୁଳ ଘର ହୋଇଯିବ ଯାହା ବହୁତ ଖରାପ. ଗୁରୁଜୀ ଏହାର ସତ୍ୟତା ମୋତେ ଜଣେଇଲେ ମୁଁ ଆପଣଙ୍କ ଉପଦେଶ ଅନୁସାରେ କାମ କରିବି.
@vastusachetanata9394
@vastusachetanata9394 3 года назад
Jeunmane kahile semananku kuhantu 10 t gharara address debe O apana se 10 t ghara visit kari dekhantu, jadi 10 t ru 6/7 t ghara dakhinaku brudhi kalapare asubidha bhoga karuchhanti tebe tanka katha manibe.
@TDMAPEX
@TDMAPEX 3 месяца назад
Sir plz give ur number ​@@vastusachetanata9394
@parthanayak1299
@parthanayak1299 Год назад
ପୁରୁଣା ଘରର ଛାତଠୁ ଉତ୍ତର ଦିଗକୁ ନୁଆ ଜଏଣ୍ଟ ଘରର ଛାତ ଉଚ୍ଚା ହେଲେ କିଛି ଅସୁବିଧା ହୁଏ କି
@vastusachetanata9394
@vastusachetanata9394 Год назад
Han, asubidha hebara sambhabana bahut achhi.
@manjaricrafthouse
@manjaricrafthouse 5 месяцев назад
Sir pranam🙏🙏🙏🙏 Bahut sundar upastapana 🙏🙏🙏🙏
@vastusachetanata9394
@vastusachetanata9394 5 месяцев назад
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@mrpin2244
@mrpin2244 2 года назад
ସାର୍ ପଶ୍ଚିମ କୁ ବଢେଇକି ସ୍ଫଟିକ କରି ହେବ କି ନାହିଁ। ଦୟା କରି କହିବେ ଟିକେ🙏🙏🙏
@vastusachetanata9394
@vastusachetanata9394 10 месяцев назад
ଏ ବିଷୟରେ ଭିଡ଼ିଓ ଅଛି, ଦେଖନ୍ତୁ I
@Krish-df1yq
@Krish-df1yq 10 месяцев назад
ଘର ର ଅଗ୍ନି କଣ ରେ ସିଡି କରିଲେ କଣ ଆସୁରିଧା ଅଛି
@vastusachetanata9394
@vastusachetanata9394 10 месяцев назад
Kounasi konaru sidi arambha heba uchit nuhe, kintu Kona dei jaipariba.
@bibhutimishra3379
@bibhutimishra3379 3 месяца назад
ବହୁତ୍ ଖରାପ ସିଡି ପଶ୍ଚିମ ଦିଗରେ କରନ୍ତୁ
@brajakishorpanigrahi5094
@brajakishorpanigrahi5094 4 часа назад
ବହୁତ ଭଲ କଥାଟିଏ କହିଲେ
@vastusachetanata9394
@vastusachetanata9394 26 минут назад
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@ACHYUTASahu-hi6if
@ACHYUTASahu-hi6if 8 месяцев назад
ପୁରୁଣା ଗୃହ କୁ ସମ୍ପୁର୍ଣ୍ଣ ଭାଙ୍ଗି ଦକ୍ଷିଣ ଓ ପଶ୍ଚିମକୁ ବଢ଼ାଇ ହେବ କି
@vastusachetanata9394
@vastusachetanata9394 8 месяцев назад
ପୂରୁଣା ଘରକୁ ସଂପୂର୍ଣ୍ଣ ଭାଙ୍ଗି ପୁନର୍ବାର ଶୁଭ ବନ୍ଧ(ମାପ)ରେ ଘର କରିବେ । ଏଥିରେ ବଢିବା/ କମିବା କିଛିି ନାହିଁ । ଆରାମରେ କରିପାରିବେ।
@gouraharisahu1583
@gouraharisahu1583 3 года назад
ପ୍ରଣାମ ଗୁରୁଜୀ.. ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ପାଇଁ ଅଶେଷ ଆଭାରି.... ମୋର ଗୋଟିଏ ପ୍ରଶ୍ନ ଥିଲା..ଘର ଉପର ଛାତର ବାୟୁ କୋଣ ଠାରୁ ଉତ୍ତର ଦିଗକୁ ୩ଫୁଟ୍ ବାହାରକୁ ବଢାଇ ଛାତ ଉପରେ ପାଇଖାନା କଲେ କ'ଣ ଅସୁବିଧା ହୁଏ..??? ଗୋଟିଏ ଭିଡିଓ କରନ୍ତୁ..
@vastusachetanata9394
@vastusachetanata9394 10 месяцев назад
ପଶ୍ଚିମ ଓ ବାୟୁ କୋଣ ମଝିରେ ପାଇଖାନା କରିବା ଉଚିତ, ଉତ୍ତରରେ ନୁହେଁ।
@manojkumarsamal.902
@manojkumarsamal.902 Год назад
ସାର୍ ନମସ୍କାର ମୋର ନୂଆ ଘରଟିଏ ତିଆରି ଚାଲିଛି,ଛାତ ପଡ଼ି ନାହିଁ ମୁଁ ଚାହୁଁଛି ଦକ୍ଷିଣ ଓ ପଶ୍ଚିମ ଦିଗରେ ଛାତକୁ ବଢ଼ାଇ ବାଲକୋନୀ ବାହାର କରିବା ପାଇଁ, ଛାତ ବଢ଼ାଇ ହେବକି ନାହିଁ ଦୟାକରି କହିବେ।
@vastusachetanata9394
@vastusachetanata9394 Год назад
Niyamaku mani badheiparibe.
@susantanayak1941
@susantanayak1941 10 месяцев назад
Sir, ନମସ୍ତେ l ପୂର୍ଵ -ପଶ୍ଚିମ କରି ଲମ୍ବିଥିବା ପ୍ଲଟରେ ବଡ଼ ଓ ସାନ ପୁଅମାନେ କିଏ କେଉଁ ଦିଗରେ ଘର କରିବାକୁ ଭାଗ ପାଇବେ ଦୟାକରି କୁହନ୍ତୁ l 🙏
@vastusachetanata9394
@vastusachetanata9394 10 месяцев назад
Uttara-dakhina kari lambithiba plot re Purba ru O Purba-paschima kari lambithiba Plot re dakhina digaru bada ru Sana kramare bhaga Karibe.
@kishoridas5840
@kishoridas5840 3 года назад
ସାର୍ ନମସ୍କାର । ଭିଡିଓ ଟି ରୋଚକ ହୋଇଛି । ଦୟାକରି ସିଡ଼ି ଘର ନିର୍ମାଣ ପାଇଁ ଏକ ଭିଡିଓ ଛାଡ଼ନ୍ତୁ
@vastusachetanata9394
@vastusachetanata9394 3 года назад
Sidighara pain 3t video diajaichi, dekhantu.
@nareshchandranayak4698
@nareshchandranayak4698 2 года назад
ଆଜ୍ଞା ଦକ୍ଷିଣ ଦିଗରେ ମୁଖ୍ୟ ଦ୍ୱାରା କରିଵାକୁ ହେଲେ କେଉଁଠି କରିବା ଠିକ ହେବ l
@vastusachetanata9394
@vastusachetanata9394 2 года назад
Dakhina digara 3/4th bhaga/padare Mukhya dwara karibe.
@bibhutimishra3379
@bibhutimishra3379 3 месяца назад
ଯଦି ଦକ୍ଷିଣ ଦିଗରେ ସର୍ବ ସାଧାରଣ ରାସ୍ତା jaithiba ତା ହେଲେ କରି ପାରିବେ ବେଶୀ ଶୁଭ ନୁହେଁ ସବୁ ବେଳେ ଭାଗ ବଣ୍ଟା କୁ ନେଇ ashanti ଲାଗିବ ଆଉ ଶତ୍ରୁ ବଢ଼ିବେ
@sukantibarla-en6rn
@sukantibarla-en6rn 6 месяцев назад
ସାର୍ ମୋତେ ଉପାୟ କୁହନ୍ତୁ । ଦକ୍ଷିଣ, ପଶ୍ଚିମ ଦିଗକୁ ବୃଦ୍ଧି କରିଛି ।
@bikrammallick5523
@bikrammallick5523 2 месяца назад
ସାର୍ ନମସ୍କାର 🙏🙏 ସାର୍ ଆମ ର ପୁରାଣ ଘର ଦକ୍ଷିଣ ମୁଖା ଘର ଅଛି ଏବେ ଦକ୍ଷିଣ ପଟ ଘର କରୁଛୁ ସେ ଘର ପୁଣା ଘର ସହ ମିଶି ପାରିବ କି ସାର୍ 🙏🙏
@vastusachetanata9394
@vastusachetanata9394 2 месяца назад
ନା, କାରଣ ପୁରୁଣା ଘର ବନ୍ଧ ଅଲଗା ଓ ନୂଆ ଘର ବନ୍ଧ ଅଲଗା | ଦୁଇ ଘରକୁ ମିଶେଇବାକୁ ହେଲେ ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ଡାକି ଯାଗା ଓ ଘର ଦେଖାନ୍ତୁ, ନଚେତ୍‌ ଅସୁବିଧା ଆସିପାରେ ।
@mamatasoren1087
@mamatasoren1087 2 месяца назад
​@@vastusachetanata9394 Sir amara b same problem. Puruna ghara achhi seithire ame nua bandha pakei ta sahita jodibu bhabuchhu
@vastusachetanata9394
@vastusachetanata9394 2 месяца назад
@@mamatasoren1087 ଏଥିପାଇଁ ଏକ ଉତ୍ତମ ବାସ୍ତୁବିତଙ୍କ ପରାମର୍ଶ ନେଇ କରନ୍ତୁ । ସେ ପ୍ରଥମେ ପୁରୁଣା ଘରକୁ ଦେଖିବେ ଓ ଦକ୍ଷିଣ ଦିଗର ଯାଗାକୁ ଦେଖି ନୂଆ ବନ୍ଧ ଦେଇ ପାରିବେ । ଏହା ଏକ କଷ୍ଟକର କାମ ।
@vastusachetanata9394
@vastusachetanata9394 2 месяца назад
@@bikrammallick5523 ଅଲଗା କଲେ ବହୁତ ଭଲ । ମିଶେଇ କଲେ ଜଣେ ଉତ୍ତମ ଅଭିଜ୍ଞ ବାସ୍ତୁ ବିତଙ୍କ ପରାମର୍ଶ ନେଇ କରନ୍ତୁ, କାରଣ ଏମିତି ପୁରୁଣା ଘର ସହ ମିଶାଇ ଦକ୍ଷିଣ ଦିଗକୁ ବଢ଼ାଇ ଘର କଲେ ବହୁତ ଅସୁବିଧା ଆସିପାରେ ।
@bansidharsahoo7606
@bansidharsahoo7606 Год назад
ସାର୍ ନମସ୍କାର, ଆବଶ୍ୟକ ହେତୁ ଘରକୁ ଲଗାଇ ଦଖିଣ ପଟେ ଦୁଇ ବଖରା ଘର କଲି ।ବର୍ତ୍ତମାନ ଉପାୟ କଣ ?
@vastusachetanata9394
@vastusachetanata9394 Год назад
Dakhinaku badhithiba ansa agaku asubidha debaki nahi janiba pain nikatastha kounasi abhignya vastubitnka paramarsha niyantu.
@rabisankarnayak6904
@rabisankarnayak6904 2 месяца назад
Sir Namaskar, ama Ghara dakhina digaku cantilever achhi, cantilever line ru piller dei agaku tazza kadi hebaki
@vastusachetanata9394
@vastusachetanata9394 2 месяца назад
ନା
@RitanjaliSankhua
@RitanjaliSankhua 5 месяцев назад
Sir , ଘର ର ଦକ୍ଷିଣ ଦିଗକୁ balcony ବଢ଼େଇଲେ, କଣ ଅସୁବିଧା ହେବ ? ଆମର ପୂର୍ବକୁ ଆଉ ଦକ୍ଷିଣ କୁ , ଏଇ ଦୁଇ ଦିଗ କୁ balcony ବଢ଼ିଛି , ଦୟାକରି ଉତ୍ତର ଦିଅନ୍ତୁ
@akshyakusethy9502
@akshyakusethy9502 Год назад
Thank you sir for your valuebul tips
@vastusachetanata9394
@vastusachetanata9394 Год назад
Dhanyabad.
@rakeshbel8332
@rakeshbel8332 3 года назад
ସାର୍ ନମସ୍କାର ଆମର ଦକ୍ଷିଣ ଓ ପଶ୍ଚିମ ଦିଗରେ ଆଜବେଷ୍ଟସ ରୁମ୍ ହୋଇଛି କିନ୍ତୁ ଅଗ୍ନି କୋଣରେ ସିଡି ହୋଇଛି କ'ଣ କରିବା
@alekhakumarsahoo6816
@alekhakumarsahoo6816 3 года назад
Agni kona re sidhi bahut kharap
@laxmidharmohanta2937
@laxmidharmohanta2937 5 месяцев назад
ସାର ପଶ୍ଚିମ ଦିଗରେ ଗୁହାଳ ଘର କଲେ କ'ଣ ହବ ଅନ୍ୟ ବନ୍ଧ ରେ
@vastusachetanata9394
@vastusachetanata9394 5 месяцев назад
ପୂରୁବେ ରାନ୍ଧ, ପଶ୍ଚିମେ ବାନ୍ଧ ଅର୍ଥାତ୍ ପଶ୍ଚିମ ଦିଗରେ ଅନ୍ୟ ଶୁଭମାପରେ ଗୁହାଳ ଘର କରିପାରିବେ । ମୂଳ ଘରକୁ ଲଗେଇ କରିବେ ନାହିଁ ।
@laxmidharmohanta2937
@laxmidharmohanta2937 5 месяцев назад
@@vastusachetanata9394 Thank you sir
@vastusachetanata9394
@vastusachetanata9394 5 месяцев назад
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@laxmidharbehera938
@laxmidharbehera938 6 месяцев назад
ସାର ନମସ୍କାର। ମୋର ଘରର ମୁଖ୍ଯ ଦ୍ବାର ଦ, ପ ଦିଗକୁ ଅଛି ଆଗରେ ରାସ୍ତା, ଦ, ପ, ଦିଗର ପ, ପାଖକୁ ଘରର ମୁଖ୍ଯ ଦ୍ବାର ଏହା ୬୦ବଷର ଘର ଦୟାକରି ଏହାର ପତିକାର କୁହନ୍ତୁ
@vastusachetanata9394
@vastusachetanata9394 6 месяцев назад
ପଶ୍ଚିମ ଦିଗର ୩/୪ର୍ଥ ଭାଗରେ ମୁଖ୍ୟ ଦ୍ଵାର ଥିଲେ ଶୁଭ ହୋଇଥାଏ l
@RitanjaliSankhua
@RitanjaliSankhua 5 месяцев назад
ଆଜ୍ଞା ନମସ୍କାର, ଘର ର ଚତୁପାର୍ଶ ମୂଳ କାନ୍ଥ କୁ ବୃଦ୍ଧି ନ କରି, କେବଳ ଦକ୍ଷିଣ ଆଉ ପୂର୍ବ ଦିଗକୁ ଛାତ ବୃଦ୍ଧି କରି ହେବ କି ? ଦୟାକରି କହିବେ 🙏
@parthasarathidas7339
@parthasarathidas7339 28 дней назад
ଘରର ବାରଣ୍ଡା (ସ୍ଫଟିକ) କୁ ଦକ୍ଷିଣ ଦିଗକୁ ବାଡେଇ ପାରିବା କି
@vastusachetanata9394
@vastusachetanata9394 28 дней назад
ମୁଖ୍ୟ ଦ୍ଵାର ଯଦି ଦକ୍ଷିଣର ଶୁଭଯାଗାରେ ଥାଏ ତେବେ ଘର ଆରମ୍ଭ ସମୟରେ ମୁଖ୍ୟ ଦ୍ଵାର ଆଗରେ ପୋର୍ଟିକୋ କରାଯାଇଥାଏ । ପଛରେ ପୋର୍ଟିକୋ କଲେ ଅସୁବିଧା ଆସିପାରେ ।
@parthasarathidas7339
@parthasarathidas7339 28 дней назад
@@vastusachetanata9394 2019 ରେ ଇନ୍ଦିରା ଆବାସ ଆସିଥିଲା 2ଟା room କରାଯାଇଥିଲା,ମାତ୍ର ଘରର ଚାରି ପଟେ ବଢେଇ ବନ୍ଧ ପକେଇ ବୋରିଙ୍ଗ କରାଯାଇ ରଖାଯାଇ ଅଛି, ସେତେବେଳେ ସ୍ଫଟିକ ପାଇଁ ବୋରିଂ କରାଯାଇନଥିଲା, ଏବେ ଚାରିପଟେ ବୋରୀଙ୍ଗ ଜଉ ହେଇଥିଲା ତାକୁ complete କରାଯିବ ଘରର ଦ୍ୱାରା ଦକ୍ଷିଣ ଦିଗ ଥିବା ଜଗୁ ଏବେ ଦକ୍ଷିଣ ଦିଗରେ ସ୍ଫଟିକ କରାଗଲେ ଶୁଭ ନା କଣ , ହେଇପାରିବ କି
@chakradharnayak1399
@chakradharnayak1399 11 месяцев назад
ସାର୍ ଦକ୍ଷିଣ ଦିଗକୁ ପଥିକ କରିଛି ହଲେ ବନ୍ଧ ବାହାରେ । କଣ ଭଲ କି ଖରାପ କହିବେ ଦୟାକରି ।
@vastusachetanata9394
@vastusachetanata9394 10 месяцев назад
ପୋର୍ଟିକୋ ଘର କଲାବେଳେ ଏକା ସଙ୍ଗରେ କରାଯାଇଥାଏ। ପଛରେ କଲେ ବେଳେ ବେଳେ ଅସୁବିଧା ଆସିଥାଏ। ଯେଉଁ ମାନଙ୍କ କୁଣ୍ଡଳୀରେ ମଙ୍ଗଳ ଅଶୁଭ ଥାନ୍ତି ଦକ୍ଷିଣ ଦିଗର ବନ୍ଧବାହାରେ ପୋର୍ଟିକୋ ଅସୁବିଧା ଆଣିଥାଏ, ନହେଲେ ନାହିଁ I
@mandakinipandi3460
@mandakinipandi3460 Год назад
ସାର୍ ଘରର ଐଶାନ କୋଣ ବଢ଼ିଯାଇଛି ତାର ପ୍ରତିକାର କ'ଣ କରାଯାଇପାରେ
@vastusachetanata9394
@vastusachetanata9394 Год назад
Kete badhichi? Kounasi asubidha srusti heuchiki?
@sarbeswarpradhan9173
@sarbeswarpradhan9173 Год назад
ଆମ ଜାଗାର ସବୁ ଏରିଆକୁ ନେଇ ବାସ୍ତୁପୁରୁଷ ବିଚାର କରାଯିବ ନା ଯେତୀକି ଜାଗାରେ ଘର କରାଯିବ ତାକୁ ନେଇ ବାସ୍ତୁପୁରସ ବିଚାର କରାଯିବ
@vastusachetanata9394
@vastusachetanata9394 Год назад
Jaga O ghara saman ba area samanya bada thile ubhayankara gotia vastupurush bichara karajiba. Jaga ghara tharu bahut adhika thile alaga alaga vastupurush bichara karajiba.
@entertainmentchannel9344
@entertainmentchannel9344 Год назад
Plz sir answer
@hamarikhushi2532
@hamarikhushi2532 2 года назад
ନମସ୍କାର ଗୁରୁଜୀ ଆମ ଘର ଦକ୍ଷିଣ କୁ ବଢ଼ାଯାଇସାରିଛି ଛାତ କାନ୍ଥ ଆଉ ତଳ ବି joint ଅଛି ତେବେ ଏବେ କଣ ଉପାୟ ଅଚ୍ଛି ତାର ସମାଧାନର ଯାହା ଦ୍ଵାରା କିଛି ଅସୁବିଧା ହବନି ଦୟାକରି କୁହନ୍ତୁ 🙏
@vastusachetanata9394
@vastusachetanata9394 2 года назад
Kebe badhichi? Kan asubidha heuchi?
@hamarikhushi2532
@hamarikhushi2532 2 года назад
Sir Namaskar, ବହୁତ ଖୁସି ଲାଗିଲା କି ଆପଣ ମୋର ଅନୁରୋଧ ଗ୍ରହଣ କରିଛନ୍ତି Sir 2yrs ହେଲାଣି ଦକ୍ଷିଣକୁ ବୁଦ୍ଧି କରିଛୁ but ସେମିତି କିଛି ଅସୁବିଧା ହେଇନି ଥରେ ବାପାଙ୍କର ଦେହ ଖରାପ ହେଇଥିଲା ଆଉ ଦକ୍ଷିଣକୁ ବୁଦ୍ଧି ହୁଏନି ବୋଲି ସମସ୍ତ ବାସ୍ତୁ ଗୁରୁ ମାନେ କହୁଛନ୍ତି ସେଇଥିପାଇଁ ମୁଁ ଡରିଯାଉଛି କଳେ କଣ ହବ ଆଗକୁ ସେଇଥିପାଇଁ ତାର ସମାଧାନ ଚାହୁଁଚି ତେଣୁ ତାର କିଛି ସମାଧାନ ହେଇପାରିବକି କାଇଁ ତାକୁ ଆଉ ଭାଙ୍ଗି ହବ ନାହିଁ plz 🙏sir ଟିକେ କୁହନ୍ତୁ କଣ karibi
@prasantakumernath3434
@prasantakumernath3434 7 месяцев назад
ଆଜ୍ଞା ପ୍ରଣାମ ଆପଣଙ୍କମୋବାଇଲ no ଦୟାକରି ଦିଅନ୍ତୁ।
@vastusachetanata9394
@vastusachetanata9394 7 месяцев назад
9337664861
@bidyutlatarout5073
@bidyutlatarout5073 Год назад
Sir ପ୍ରଣାମ ଆପଣଙ୍କ ଫୋନ୍ ନମ୍ବର ଟିକେ ଦୟାକରି send କରନ୍ତୁ ।
@vastusachetanata9394
@vastusachetanata9394 Год назад
9337664861.
@mrutyunjaysahoo2451
@mrutyunjaysahoo2451 2 года назад
Sir amara dakhina na ku ghara badeibara a6i kan Kariba lagi heba
@vastusachetanata9394
@vastusachetanata9394 2 года назад
Badheiba purbaru kounasi abhignya vastubitnka paramarsha niyantu, nachet khati hoipare
@jharanabarik9627
@jharanabarik9627 3 года назад
Sir namaskar amar gote nua ghar haba dakshin mukhi 20/40 vastu anusare naksha plz debe
@pradiptasahoo2296
@pradiptasahoo2296 2 года назад
ମକର ରାଶି ଶ୍ରବଣ ନକ୍ଷତ୍ର ବ୍ୟକ୍ତିଙ୍କ ପାଇଁ ଘର କରିବା ପାଇଁ ବୈଶାଖ ମାସରେ କେଇଁ ଦିନ ଭୂମିପୂଜନ କଲେ ଶୁଭାଶୁଭ ହେବ
@vastusachetanata9394
@vastusachetanata9394 2 года назад
Tumara keun panji? Jagannath/Biraja?
@pradiptasahoo2296
@pradiptasahoo2296 2 года назад
@@vastusachetanata9394 Jagannath
@sumitrasahoo499
@sumitrasahoo499 5 месяцев назад
ସାରେ ନମସ୍କାର ମୋର ଘର କୁ ସାତ ବର୍ଷ ହେଲାଣି କିନ୍ତୁ ମୁଁ ଘର କାମକରି ପାରୁନାହିଁ ଘରର ବନ୍ଦ ଅନୁସାରେ ପଶ୍ଚିମ ଆଡ଼କୁ ବଢ଼ିଯାଇଛି ଘରକାମ କରିବାକୁ ଚାହୁଁଥିଲେ ମଧ୍ୟ ଅସାନ୍ତି ହେଉଛି
@vastusachetanata9394
@vastusachetanata9394 5 месяцев назад
ବ୍ଯସ୍ତ ହୁଅନ୍ତୁ ନାହିଁ । ପାଖରେ ଥିବା କୌଣସି ଅଭିଜ୍ଞ ବାସ୍ତୁ ବିତଙ୍କୁ ଡାକି ଘର ଦେଖାନ୍ତୁ ଓ ତାଙ୍କ ପରାମର୍ଶ ନିଅନ୍ତୁ ।
@judhisthirbehera2972
@judhisthirbehera2972 7 месяцев назад
ମୋର ଉତ୍ତର ମୁଖୀ ଘର ଅଛି, ଏହାର ଦକ୍ଷିଣ ଦିଗରେ ପାଚେରୀ କାନ୍ଥ ଅଛି , ଏହି ପାଚେରୀ କାନ୍ଥ ଭାଙ୍ଗି ଆଉ ଦୁଇ ଫୁଟ ଦକ୍ଷିଣକୁ ବଢାଇ ବା ଘୁଞ୍ଚାଇ ପାରିବି କି? ଜଣାଇବାକୁ ଅନୁରୋଧ।
@vastusachetanata9394
@vastusachetanata9394 7 месяцев назад
ହଁଁ ଘୁଞ୍ଚାଇ ହେବ, କିନ୍ତୁ ତାହା ଉତ୍ତର ଦିଗରେ ଥିବା ଖାଲି ଯାଗା ଠାରୁ ଯେମିତି ବେଶୀ ନହୁଏ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।
@laxmipriyapradhan1225
@laxmipriyapradhan1225 3 года назад
ସାର୍ ଆମ ଘର ଉପର ମହଲା ସବୁ ଦିଗକୁ ବଢ଼ାଇ ବାକୁ ଚାହୁଁଛୁ ଭଲ ହେବତ ।
@vastusachetanata9394
@vastusachetanata9394 3 года назад
Subha mapare badhantu, bhala heba.
@laxmipriyapradhan1225
@laxmipriyapradhan1225 3 года назад
@@vastusachetanata9394 subha mapa kn sir bujhiparili nahi sir pls teke kahidiantu
@kedarnathsahu1625
@kedarnathsahu1625 Год назад
Subha mapa kana
@diptimayeeparida1114
@diptimayeeparida1114 3 года назад
ସାର, ଜୟ ଜଗନ୍ନାଥ, ତଳ ଘର ର ପ୍ରସ୍ଥ ୨୯ ଫୁଟ ଦକ୍ଷିଣ ରୁ ଉତ୍ତର, ଲମ୍ବ ୪୨ ଫୁଟ ପୂର୍ବ ରୁ ପଶ୍ଚିମ ହିସାବରେ ଶୁଭ ପକାଇ, ଉପର ପ୍ରଥମ ମହଲା ପାଇଁ ଶୁଭ ବାଦେ ଆଉ ୩.୫ ଫୁଟ ଚାରି ଦିଗକୁ ବାଲ୍ କୋନି ପାଇଁ ବର୍ଦ୍ଧିତ କଲେ କିଛି ଅସୁବିଧା ହବକି ? ଯଦି ଚାରି ଦିଗକୁ ବର୍ଦ୍ଧିତ ନ ହେଇପାରିବ ତେବେ କେତେ ଫୁଟ ଅଧିକ ଏବଂ କେଉଁ କେଉଁ ଦିଗକୁ ବର୍ଦ୍ଧିତ କରିହେବ ? ଦୟାକରି ଆପଣ ମାର୍ଗ ଦର୍ଶକ କରିବା ପାଇଁ ଅନୁରୋଧ ।
@vastusachetanata9394
@vastusachetanata9394 3 года назад
Na asubidha hebanahi, kintu subha mapare heba uchit.
@odishacreation6809
@odishacreation6809 2 месяца назад
ଘରର କାନ୍ଥ ସେମିତି ରହିବ ଖାଲି ଛାତ ବଢାଇ ଵାକୁ ଚାହୁଁ ଛୁ କଲମ ସିଧାରେ
@vastusachetanata9394
@vastusachetanata9394 2 месяца назад
୪ ଦିଗକୁ ସମ ଭାବରେ ବଢାଇ ପାରିବ । ତଥାପି ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ଡାକି ଘର ଦେଖାନ୍ତୁ ଓ ତାଙ୍କ ପରାମର୍ଶ ନିଅନ୍ତୁ ।
@Mytho.s.official
@Mytho.s.official 3 месяца назад
Sir ଦକ୍ଷିଣ ଦିଗ କୁ ଆମେ ଗୋଟିଏ ସ୍ଫଟିକ ଖୋଲିବାକୁ ଚାହୁଁ ଛୁ।sir ଶୁଭ ହେବ ନା ଅଶୁଭ plz sir କୁହନ୍ତୁ 🙏🙏
@vastusachetanata9394
@vastusachetanata9394 3 месяца назад
ଦକ୍ଷିଣ ଦିଗର ଅଧିପତି ମଙ୍ଗଳ ମହାଗ୍ରହ ଅଟନ୍ତି I ଗୃହକର୍ତ୍ତାଙ୍କ କୁଣ୍ଡଳୀରେ ମଙ୍ଗଳ ତାଙ୍କ ପାଇଁ ଶୁଭ ଥିଲେ ଦକ୍ଷିଣରେ ପୋର୍ଟିକୋ କରିପାରିବେ, କିନ୍ତୁ କେତେକ ସର୍ତ୍ତ ମାନିବାକୁ ମଡ଼ିବ ।
@SureshKumar-xg3qw
@SureshKumar-xg3qw 9 месяцев назад
ସାର୍ ଘରର ଦକ୍ଷିଣ ପଶ୍ଚିମ କୋଣ କୁ balcony ବଢ଼େଇଲେ କିଛି କ୍ଷତି ହେବ କି..
@vastusachetanata9394
@vastusachetanata9394 9 месяцев назад
ଗୃହକର୍ତ୍ତାଙ୍କ ଜନ୍ମକୁଣ୍ଡଳୀରେ ରାହୁ ମହାଗ୍ରହ ଅଶୁ ଭଥିଲେ କିମ୍ବା ଅଶୁଭ ରାହୁ ମହାଦଶା, ଅନ୍ତର୍ଦ୍ଦଶା ଚାଲୁଥିଲେ ଦକ୍ଷିଣ-ପଶ୍ଚିମ କୋଣକୁ ବାଲକୋନୀ ବଢାଇଲେ ଅଶୁଭ ଫଳ ମିଳିଥାଏ |
@arta196
@arta196 7 месяцев назад
Sir🙏,ଦକ୍ଷିଣ ପଟେ ମା ଘର ଅଛି କିନ୍ତୁ ଉତ୍ତର ପଟେ ମୁଁ ନୂଆ ଘର କରିଛି, ଏବେ ଦକ୍ଷିଣ ପଟ ଘରକୁ ଭାଙ୍ଗି ଛାତ କରିବାକୁ ଚାହୁଁଛି କଣ କରିବି ମୋତେ ବାଟ ବତାନ୍ତୁ
@vastusachetanata9394
@vastusachetanata9394 7 месяцев назад
ମା ଘର ଉତ୍ତର ପଟ ଘର ଠାରୁ ସାମାନ୍ୟ ଉଚ୍ଚା କରି ଛାତ ପକାଇପାରିବେ । ଏ ବିଷୟରେ ମନରେ କିଛି ଦ୍ୱନ୍ଦ ରହିଲେ ନିକଟସ୍ଥ କୌଣସି ଉତ୍ତମ ବାସ୍ତୁବିତଙ୍କ ପରାମର୍ଶ ନେଇପାରିବେ ।
@bijaykumardash815
@bijaykumardash815 2 года назад
ପଶ୍ଚିମ ଉତ୍ତର ଓ ଦକ୍ଷିଣ ପଶ୍ଚିମକୁ ବଢ଼ାଇବାକୁ ଇଚ୍ଛା, କିଛି ଅସୁବିଧା ହେବକି? ଏହା ଘରର ଜମି।
@vastusachetanata9394
@vastusachetanata9394 2 года назад
Badheiba purbaru kounasi abhignya vastubitnka paramarsha niyantu.
@judhisthirbehera2972
@judhisthirbehera2972 7 месяцев назад
ମୋର ଉତ୍ତର ମୁଖୀ ଘର ଅଛି ,ତାର ପୂର୍ବ ଦିଗରେ ଚାରି ଡିସିମିଲ ଯାଗା ସଂପୂର୍ଣ୍ଣ ଅଲଗା ପ୍ଲଟ, ମୋତେ କିଣିବାକୁ ମିଳୁଛି, ତାକୁ କିଣିଲେ ,ମୋ ପାଇଁ ଶୁଭ ହେବକି,ଓ ମୁଁ ମୋର ଘର ସେ ଦିଗରେ ବଢାଇ ପାରିବି ଓ ମୋର ପରିବାର ପାଇଁ ମଂଗଳ ଦାୟକ ହେବକି, ଜଣାଇବାକୁ ଅନୁରୋଧ।
@vastusachetanata9394
@vastusachetanata9394 7 месяцев назад
ନିଜ ଘରର ପୂର୍ବ କିମ୍ଵା ଉତ୍ତର ଦିଗରେ ଯଦି ପ୍ଲଟ କିଣିବାକୁ ମିଳେ ତାହା କିଣିପାରିବେ । ପୂର୍ବଦିଗର ଅଧିପତି ଗ୍ରହ ରବି ଓ ଉତ୍ତର ଦିଗର ଅଧିପତି ଗ୍ରହ ବୁଧ । ଏ ଦୁଇ ଗ୍ରହ ଯଦି କୁଣ୍ଡଳୀରେ ଶୁଭ ଥିବେ ତେବେ ଏ ଦୁଇ ଦିଗ ଗୃହକର୍ତ୍ତା ଓ ତାଙ୍କ ପରିବାର ପାଇଁ ଅତି ଶୁଭ ହୋଇଥାଏ l
@sok327
@sok327 5 месяцев назад
Sir mu dakhina paschima diga ku asbest pakei badhei paribi ki
@vastusachetanata9394
@vastusachetanata9394 5 месяцев назад
ଘର କାନ୍ଥକୁ ନ ଲଗାଇ କରିପାରିବେ ।
@munanayak6947
@munanayak6947 3 месяца назад
ସାର, ମୋ ଘର ର ଚାରି ପଟେ ପାଚେରୀ ଅଛି l ମୁଁ ପଶ୍ଚିମ ଦିଗରେ ଜାଗା କିଣି କି ଘର ବ୍ୟବହାର କରି ପାରିବି କି... ଗୁହାଳ କିମ୍ୱା ବ୍ୟବସାୟ ନିମନ୍ତେ
@vastusachetanata9394
@vastusachetanata9394 3 месяца назад
ପଶ୍ଚିମ ଦିଗର ଅଧିପତି ହେଉଛନ୍ତି ଶନି ମହାଗ୍ରହ । ଶନି ମହାଗ୍ରହ ଆପଣଙ୍କ କୁଣ୍ଡଳୀରେ ଆପଣଙ୍କ ପାଇଁ ଶୁଭ ଥିଲେ ଘରର ପଶ୍ଚିମ ଦିଗରେ ଜାଗା କିଣି ଆରାମରେ କରିପାରିବେ ।
@sradhanjalijena2341
@sradhanjalijena2341 6 месяцев назад
Ama ghara utara paschima kona ku badheichu.....puruna ghara thu kemiti alagakaribaku heba? Copper slot kemiti lagiba please kuhantu...
@umaprasadpattanaik3445
@umaprasadpattanaik3445 6 месяцев назад
Respected Sir,Namskar I want to meet you personally. Please inform me where and when I can.meet.
@swainart4767
@swainart4767 3 года назад
ସାର୍ ପ୍ରଣାମ, ମୋର ଉତ୍ତରରେ ଦୁଇ ବଖରା କୋଠା ଘର ଅଛି ଦକ୍ଷିଣରେ ଆଉ ଦୁଇବଖର ଘର କରିବାକୁ ଚା ହ୍ନୁ ଛି ହେଇପାରିଵକି ??
@vastusachetanata9394
@vastusachetanata9394 3 года назад
ଏହି ଭିଡିଓଟି ଦେଖି କଣ ବୁଝିଲେ?
@RRDirector
@RRDirector Год назад
Sir paschima ku badheile . Kenu strode use kariba darkar.
@vastusachetanata9394
@vastusachetanata9394 Год назад
Iron stud.
@saratchandramohapatra6148
@saratchandramohapatra6148 3 года назад
Gharara kona ku chadi dakshini digaku ghara badhaile bhala heba ki daya kari utara debe sir namastye
@vastusachetanata9394
@vastusachetanata9394 3 года назад
Dakhina digaku brudhi Kari kan karibe?
@pratapnayak6609
@pratapnayak6609 Год назад
ଗୁରୁଜି ନମସ୍କାର ।ଘରର ମୁଖ୍ୟ ଦ୍ଵାର ଦକ୍ଷିଣ ଦିଗକୁ ଅଛି।ଘରର ଓସାର ୧୪.୮ ଇଁଚ । ପୂର୍ବ ରୁ ମାପି ଆଣି ୨ଫୁଟରେ ମୁଖ୍ୟ ଦ୍ଵାର ରହିଚି ।ଘର କାମ ପୁରା ହେଇପାରୁ ନାହିଁ ।୫ରୁ୭ବରଷ ହୋଇଗଲାଣି।ଘରେ ସବୁଦିନେ ଅସାନ୍ତି ଲାଗି ରହୁଛି।ଦେହ ଖରାପ ରହୁଛି।କଣ କଲେ ଘରର ସାନ୍ତି ମିଳିବ ଦୟାକରି କୁହନ୍ତୁ । କିଛି ଉପାୟ ବତାନ୍ତୁ। ନମସ୍କାର।
@vastusachetanata9394
@vastusachetanata9394 Год назад
Nikatare thiba kounasi abhignya vastubitnku daki ghara dekhantu O tanka paramarsha niyantu.
@babulabehera790
@babulabehera790 3 года назад
Guruji pranam mujanibaku chahu nchi bayu agni nauratu aisanya "4 sthhana re kana kana rahi ba uchit map kari deakhantu
@vastusachetanata9394
@vastusachetanata9394 3 года назад
ଆଗକୁ ଭିଡ଼ିଓ ହବାର ଅଛି ।
@sriramprusty9268
@sriramprusty9268 3 года назад
ସାର୍ ମୁଁ ନୂଆ ଘର କରିଛି weat re ଲାଟିନ tanki karichi ହେଲ ଘର ଛାତ complite କରିପାରୁନି.କିଛି ଅସୁବିଧା .
@vastusachetanata9394
@vastusachetanata9394 3 года назад
Kounasi uttam vastubitnku daki ghara dekhantu. Latin ki anya kounasi asubidha ru chhata padiparuni taha jani pratikara kale chhata padipariba.
@petsbudyy
@petsbudyy 2 года назад
Very very useful infromsanton
@vastusachetanata9394
@vastusachetanata9394 2 года назад
Bahut bahut dhanyawad.
@bismaykumar5804
@bismaykumar5804 2 года назад
Sir ଆମର ବର୍ତ୍ତମାନ ଘର ର ସାମ୍ନାରେ ରାସ୍ତା ଅଛି ରାସ୍ତା ଆରପଟ ଏକ ପ୍ଲଟ ରେ ଘର କରିବାକୁ ଚାହୁଁଛୁ ,କିନ୍ତୁ ଏହି ପ୍ଲଟ ଟି ବର୍ତ୍ତମାନ ଘର ର ଦକ୍ଷିଣ ଦିଗ ହେଉଛି ସେହି ପ୍ଲଟ ରେ ଘର କଲେ ହବକି
@vastusachetanata9394
@vastusachetanata9394 2 года назад
ହଁ କରି ହେବ ।
@basantbarik7664
@basantbarik7664 Год назад
Sir.jai jagannath Amar gote paka ghar achi.tahar dakhina digaku laagi puruna maati ghara achi.ame 15 ft badhebaku chacnchu.kan nua Bandhan dharibaku.heba naa.joint Kari Kari heba.plz reply
@vastusachetanata9394
@vastusachetanata9394 Год назад
Nua bandhare heba O thik jagare thik jinisha jatha bramhasthana, entrance, bedroom, kitchen, toilet, pujaroom ityadi thik digare heba darakar.
@basantbarik7664
@basantbarik7664 Год назад
Sir .dakhina digare 15 ft badhhe heba ki only 2 room
@sushildalai2185
@sushildalai2185 Год назад
ସାରେ ଆମେ ବ୍ୟକ୍ତିଗତ ଭାବେ କିପରି ଯୋଗା ଯୋଗ କରି ପାରିବୁ, ଆପଣଙ୍କ ମୋବାଇଲ ନଂ
@vastusachetanata9394
@vastusachetanata9394 Год назад
M-9337664861.
@prangyaparimitapradhan8895
@prangyaparimitapradhan8895 День назад
Sir 🙏dakhinare ghara kari ani utarare thiba puruna ghare jodile kana heba
@vastusachetanata9394
@vastusachetanata9394 День назад
ଅସୁବିଧା ଆସିପାରେ କାରଣ, ଏହାଦ୍ୱାରା ଘରର ନାଭି ବଦଳିଯାଏ । ତାଦ୍ଵାରା ମୁଖ୍ୟ ଦ୍ଵାରର ଭାଗ ବଦଳିଯାଇପାରେ ଓ ଆହୁରି ଅନେକ ସମସ୍ୟା ଆସିପାରେ । ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ଡାକି ଦେଖାନ୍ତୁ ଓ ତାଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।
@prangyaparimitapradhan8895
@prangyaparimitapradhan8895 22 часа назад
Thank you sir
@bharatisahoo9777
@bharatisahoo9777 3 года назад
ମହାଶୟ ପୁରୁଣା ଘର ଠାରୁ ଅତି କମ ରେ କେତେ ଫଟ ଛାଡି ବାକୁ ହେବ କହିବେ
@vastusachetanata9394
@vastusachetanata9394 3 года назад
2 foot.
@harichandandas2191
@harichandandas2191 Год назад
ଗୁରୁଜୀ ପ୍ରାଣମ, ଆପଣଙ୍କ ସହିତ ନୂତନ ଗୃହ କରିବା ବିଷୟରେ କିଛି କଥା ହେବାକୁ ଚାହୁଁଚି, ଏଣୁ ଆପଣଙ୍କ ମୋବାଇଲ ନମ୍ବର ଦୟା କରି ପଠାଇବା ହେବେ l
@vastusachetanata9394
@vastusachetanata9394 Год назад
9337664861.
@pkjena7527
@pkjena7527 9 месяцев назад
ଗୁରୁଜୀ ପ୍ରଣାମ ପୁରୁଣା ଘର ଛାତ ଭାଂଗି ପଶ୍ଚିମ ଦିଗକୁ ବଢାଇ ଛାତ ପକାଇଲେ କିଛି ଖରାପ ହବ କି ଗୁରୁଜୀ । ସେଥିପାଇଁ ପ୍ରତିକାର କ'ଣ ଜଣାଇବେ ଗୁରୁଜୀ।
@vastusachetanata9394
@vastusachetanata9394 9 месяцев назад
ପଶ୍ଚିମ ଦଗକୁ ଛାତ କେତେ ଫୁଟ ବଢାଇବେ? ଶନି ମହାଗ୍ରହ କୁଣ୍ଡଳୀରେ ଯଦି ଅଶୁଭ ଥିବେ ତେବେ ଖରାପ ଫଳ ମିଳିପାରେ । ଏଥିପାଇଁ ନିକଟରେ ଥିବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କ ପରାମର୍ଶ ନିଅନ୍ତୁ, ଭଲ ହେବ l
@satyabrata7142
@satyabrata7142 Месяц назад
Sir mu pachimapate Khali paipi khuta dei sit pakeichi gearj ghara karichi loka adushadu kahuchanti kichiasubidha achiki
@vastusachetanata9394
@vastusachetanata9394 Месяц назад
ଯେଉଁମାନେ କହୁଛନ୍ତି ସେମାନେ ଜଣେ ଜଣେ ବାସ୍ତୁ ବିତ କି? ଅଧା ଅଧୁରା ଜ୍ଞାନ ବହୁତ ଭୟଙ୍କର ଅଟେ । ବ୍ୟସ୍ତ ହୁଅନ୍ତୁନାହିଁ, ପଶ୍ଚିମ ପଟେ ଯଦି ମୂଳ ଘରକୁ ଲଗାଇ ଗ୍ୟାରେଜ କରିଥିବେ ତେବେ ଘର କାନ୍ଥର ବାହାରପଟେ ମୋଟା ଲୁହାପାତ ପୋଟି ଦିଅନ୍ତୁ କିମ୍ବା ଚାଖଣ୍ଡେ ଚଉତାର ଧଳାରଙ୍ଗ ଭୂମି ଉପରେ ଦେଇ ଦିଅନ୍ତୁ (ଉତ୍ତର ରୁ ଦକ୍ଷିଣ ଆଡ଼କୁ) କୋୖଣସି ଅସୁବିଧା ହେବ ନାହିଁ I
@bibhutisahoo3873
@bibhutisahoo3873 4 месяца назад
Sir mu West kubadhibaku chahuchi Kari pariba
@rakeshpal6006
@rakeshpal6006 7 месяцев назад
Sir mu already ghara badhei deichi , tara pratikriya kichi kuhantu
@bandhubabu2324
@bandhubabu2324 Год назад
ଆଜ୍ଞ୍ୟା 🙏, ଭଲ ସୂଚନା ଏମତି କେହି କହି ନା ଥିଲେ
@vastusachetanata9394
@vastusachetanata9394 Год назад
Dhanyabad. Jay Jagannath.
@nitesh_parida
@nitesh_parida Год назад
ସାର ନମସ୍କାର, ଆମ ଘରର ପଶ୍ଚିମ ଦିଗରେ ଜମି କ୍ରୟ କରି ହେବ?
@vastusachetanata9394
@vastusachetanata9394 Год назад
Gharaku lagi na ghara thu durare?
@rajeshpati6849
@rajeshpati6849 3 года назад
🙏 ବହୁତ ସୁନ୍ଦର କଥା
@vastusachetanata9394
@vastusachetanata9394 3 года назад
ଧନ୍ୟବାଦ
@sanjibparida5220
@sanjibparida5220 3 года назад
@@vastusachetanata9394 mobile no
@vastusachetanata9394
@vastusachetanata9394 3 года назад
Dhanyabad
@hareshchandramuduli9309
@hareshchandramuduli9309 2 года назад
ଉପାଦେୟ ତଥ୍ୟ ,ଧନ୍ୟବାଦ୍
@vastusachetanata9394
@vastusachetanata9394 2 года назад
Dhanyabad.
@Badalmahanty1967
@Badalmahanty1967 3 года назад
Sir namaste, jaha heu apana mora gote bahut bada samasyar samadhan karidele apananku bahut bahut dhanyawad, sir apana kahileki gharaku alaga karibapain tambara se jinisa lagichi se kouthi miliba au tar dam kete, mu se jinisa kemiti paiparibi please sir
@vastusachetanata9394
@vastusachetanata9394 10 месяцев назад
ବାସ୍ତୁ ଦୋକାନରୁ ପାଇବେ ବା ଅନଲାଇନରେ ମଗେଇ ପାରିବେ।
@reena5724
@reena5724 Год назад
Sir ghara ra dhakhina ku cantilevor badhichi kichi asubidha achi hele kuhantu
@vastusachetanata9394
@vastusachetanata9394 Год назад
Cantilever gharara subha mapa bhitare thile asubidha nahi.
@sangrambehera5727
@sangrambehera5727 10 месяцев назад
ସାର୍ ନମସ୍କାର 🙏 ଆମର ପୁରୁଣା ଘର 33/30 ଦକ୍ଷିଣ ମୁଖୀ ଘର ଅଛି କିନ୍ତୁ ଦକ୍ଷିଣ ଦିଗରେ 30 ଫୁଟ ଜାଗା ଅଛି ଆମେ ଚାହୁଁଛୁ ପୁଟିକ ଓ ସିଢି କରିଛୁ କିନ୍ତୁ ଛାତ ପଡିନି ଛାତଟା ମିଶାଇବା ପାଇଁ କିଛି ଉପଦେଶ ଦେଲେ ଚିରଉପକୃତ ହେବୁ🙏💐⭕‼️⭕
@vastusachetanata9394
@vastusachetanata9394 10 месяцев назад
ଦକ୍ଷିଣ ହୋଇଥିଲେ ଛାତକୁ ମିଶାଇ ସାରିଲା ପରେ ତାକୁ ତମ୍ଵା ପାତ ଦ୍ୱାରା କଟ କରିଦିଅନ୍ତୁ I
@annapurnabehera9110
@annapurnabehera9110 7 месяцев назад
Sir namaskar.Sir mora na ghara kama hauchi.Ground floor pura rectangle karichu.ist floor re west side,east side au east re balcony kari heba ki.ground floor brahma sthala thik jagare achhi.kounasi wall tale rahuni.mate daya kari tike kuhantu je ist floor re balcony badheiki kale heba ki.
@vastusachetanata9394
@vastusachetanata9394 7 месяцев назад
ବାଲ୍କୋନୀ 4 ଫୁଟ ବଢ଼ିଲେ 1st floor ର ବ୍ରହ୍ମବିନ୍ଦୁ ପୂର୍ବ ଆଡ଼କୁ 2ଫୁଟ ବଢ଼ିବ I ତାକୁ ଦେଖି ଆପଣ ପୂର୍ବ ଦିଗକୁ ବାଲ୍କୋନୀ କରିପାରିବେ, ଯେପରି ବ୍ରହ୍ମସ୍ଥାନର କୌଣସି ଅସୁବିଧା ନହୁଏ । ଏଠାରେ ତଳ ଓ ଉପର ଉଭୟର ବ୍ରହ୍ମସ୍ଥାନ ଅଲଗା ଅଲଗା ହୋଇଯିବ ।
@sanjuktadash4503
@sanjuktadash4503 2 года назад
Paschimaku badhe pai khana kar ichhi kanheba pl.kahibe
@vastusachetanata9394
@vastusachetanata9394 2 года назад
Paschimare toilet karajai nahi, karana manovilash ra diga.
@lingarajbehera2678
@lingarajbehera2678 10 месяцев назад
ସାର୍ କପର୍ କଣ୍ଟା କେଉଁ ଠାରେ ମିଳିବ
@vastusachetanata9394
@vastusachetanata9394 10 месяцев назад
9337664961
@houmyaprasad475
@houmyaprasad475 4 месяца назад
Sir namaskar ଦକ୍ଷିଣ ରେ ବଢେଇ ପୁତିକ କରିପାରିବୁ ଯଦି କରିବୁ କେତେ ଫୁଟ ରେ କରିବୁ ଆମ ଘର 34*32ରେ ଅଛି
@sarojdhal5163
@sarojdhal5163 6 месяцев назад
Sir namaskar.sir south west re safety tank achi tar pratikar tike kahibe
@vastusachetanata9394
@vastusachetanata9394 6 месяцев назад
SW ପିତପୁରୁଷଙ୍କ ସ୍ଥାନ ଅଟେ । ଏଠାରେ ମଳ ରହିବା କଥା ନୁହେଁ । ସୁବିଧା ଥିଲେ ଏହା SSW.କୁ ସିିଫ୍ଟ କରିଦିଅନ୍ତୁ । ସୁବିଧା ନଥିଲେ septic tank ଚାରିପଟେ Brass strip ରେ ବନ୍ଧନ କରିଦିଅନ୍ତୁ I କୌଣସି ଅଭିଜ୍ଞ ବାସ୍ତବିତଙ୍କ ପରାମର୍ଶ ନେଇ ଏହା କରନ୍ତୁ ।
@ashokbarik3690
@ashokbarik3690 3 года назад
ଘରଠୁ ଛାଡି ଦକ୍ଷିଣ ଦିଗକୁ ଆଜବେଷ୍ଟର ଦେଇ 1କି 2 ଟା ରୁମ ବାଇକ ରଖିବା ପାଇଁ ତିଆରି କଲେ କଣ ଅଶୁଭ ହୋଇ ପାରେ କି ସାର
@vastusachetanata9394
@vastusachetanata9394 3 года назад
ଆଦୌ ଅସୁବିଧା ହେବ ନାହିଁ ,କରିପାରିବେ । ଘରର ରଙ୍ଗ ସବୁଜ କିମ୍ଵା ଗୋଲାପୀ ଦେବେ।
@princelucky9432
@princelucky9432 Год назад
​@@vastusachetanata9394 s
@princelucky9432
@princelucky9432 Год назад
😊
@swetashravaneesahoo4564
@swetashravaneesahoo4564 Месяц назад
Amara south direction re old house achhi ...jouta kii ama new ghara ku attach heiki achhi....ta ame se puruna ghara ku vangi setiki jagare new ghara kari kii miseibaku chahunchu,,,ama new ghara saha...kichhi problem haba kii?
@vastusachetanata9394
@vastusachetanata9394 Месяц назад
କରିପାରିବେ, କିନ୍ତୁ ନିକଟରେ ଥିବା କୌଣସି ବାସୁବିତଙ୍କ ପରାମର୍ଶ ନେଇ କରନ୍ତୁ, କାରଣ ଏହାର କିଛି ଟେକନିକ ଅଛି । ତାକୁ ମାନି ଘର କଲେ କୌଣସି ଅସୁବିଧା ହେବନାହିଁ ।
@sureshdas0507
@sureshdas0507 6 месяцев назад
Sir 🙏 am puruna gharaku lagei paschima pataku sidi au toilet kale kichhi asubidha achhi ki
@vastusachetanata9394
@vastusachetanata9394 6 месяцев назад
ହଁ, ଆସିପାରେ । ସେଥିପାଇଁ ନିକଟସ୍ଥ କୌଣସି ଅଭିଜ୍ଞ ବାସ୍ତୁ ବିତଙ୍କ ପରାମର୍ଶ ନିଅନ୍ତୁ ।
@sumitkhuntia8882
@sumitkhuntia8882 Год назад
Sir my utara paschima digara 3fut badhayi dayichi Kan Kariba Tara upachara
@vastusachetanata9394
@vastusachetanata9394 Год назад
Jetiki badhichi taku iron kimba alluminium strip dwara cut karibaku padiba. Kounasi abhignya vastubitnka paramarsha niyantu.
@Satyajit12361
@Satyajit12361 Год назад
Sir Namaskar very nice video
@vastusachetanata9394
@vastusachetanata9394 Год назад
Dhanyabad. Jay Jagannath.
@nageshsingh5623
@nageshsingh5623 6 месяцев назад
Hello sir amara uttar pashim digaku badhichi kichhi upaya batantu please
@vastusachetanata9394
@vastusachetanata9394 6 месяцев назад
ଉତ୍ତର-ପଶ୍ଚିମ ଦିଗ ଠିକ୍ ଥିଲେ ଆର୍ଥିକ ସାହାଯ୍ୟ ସହଯୋଗ ମିଳିଥାଏ। ଉତ୍ତମ ବନ୍ଧୁ ମିଳିଥାନ୍ତି ଯିଏକି ବିପଦବେଳେ ପାଖରେ ଠିଆହୋଇଥାନ୍ତି । ଶତ୍ରୁମାନେ କ୍ଷତି କରିପାରନ୍ତିନାହିଁ । ଏମିତି ଯଦି ଅନୁଭବ କରୁଥାନ୍ତି ତେବେ ବଢ଼ିଥିବା ଅଂଶକୁ ଲୁହା ପାତ ଦ୍ୱାରା ଅଲଗା କରିଦିଅନ୍ତୁ ।
@nageshsingh5623
@nageshsingh5623 6 месяцев назад
@@vastusachetanata9394 kan sir bhangibu na kan
@nageshsingh5623
@nageshsingh5623 6 месяцев назад
Apannk no diantu
@vastusachetanata9394
@vastusachetanata9394 6 месяцев назад
ଭୂମିରେ ଲୁହାପାତ ପୋତି ଯେତିକି ବଢ଼ିଚ଼ି ସେତିକି ଅଲଗା କରିଦିଅନ୍ତୁ I ଭାଙ୍ଗିବା ଆବଶ୍ୟକ ନାହିଁଁ ।
@vastusachetanata9394
@vastusachetanata9394 6 месяцев назад
M-9337664861
@anubhavpatnaik8719
@anubhavpatnaik8719 3 года назад
Pranam 🙏 sir 2 July 2021 re Bhumi puja , silanyas Southwest , Northeast re karajiba ? Please reply. waiting your reply 🙏.
@vastusachetanata9394
@vastusachetanata9394 3 года назад
Gharara lamba O prastha nei Naga ra akara bahara kari, 8 bhaga kari hridaya O jathara majhire subha diyantu kimba anakranta diga (purbare) Subha diyantu..
@nandapradhan5295
@nandapradhan5295 Год назад
Sir purba mukha gara bastu ganasa mukhiya dura ra kau digaku mukha kari rakajiba
@vastusachetanata9394
@vastusachetanata9394 Год назад
Sarbagre pujita Ganeshnku dwarapala kari rakhibe kahinki? Ta badalare Powerfull Om Swastika chinha/symbol lagantu, bhala heba.
@basantbarik7664
@basantbarik7664 Год назад
Sir jai jagannath .Aapkanka sahita phone re katha hai Pariba ki
@vastusachetanata9394
@vastusachetanata9394 Год назад
9337664861.
@binaddas1798
@binaddas1798 6 месяцев назад
Sir pranam,sir Amara puruna gharaku lagi South ku jaga achi, puruna gharaku add Kari South ku nua ghara kari hebaki?, East, west and South ku alpa jaga achi but north ku jama nahin, puruna gharati south face.
@vastusachetanata9394
@vastusachetanata9394 6 месяцев назад
ପୁରୁଣା ଘରକୁ ସଂଯୋଗ କରି ଦକ୍ଷିଣ କୁ ବଢ଼େଇ ଘର କଲେ ଭବିଷ୍ୟତରେ ସମସ୍ୟା ସୃଷ୍ଟି ହୋଇପାରେ । ଅଲଗା ଘର କରିପାରନ୍ତି କିମ୍ବା କୌଣସି ଅଭିଜ୍ଞ ବାସ୍ତୁବିତଙ୍କ ପରାମର୍ଶ ନେଇପାରନ୍ତି |
@charitranayak5796
@charitranayak5796 2 года назад
ମହାଶୟ ଦୟାକରି କହିବେ କି କେଉଁ ବହି କିଣି ଲେ ବାସ୍ତୁ ବିଷୟରେ ଜାଣି ପାରିବା
@vastusachetanata9394
@vastusachetanata9394 2 года назад
Sampurna vastu shastra by Nimai Banarjee O Rama Chandra Dash.
@vidyasahu9246
@vidyasahu9246 2 года назад
Mo plot 1200 sq. ft. South face achi. Setire gote choto dokan, garrage, puja room, kitchen, washroom, bedroom au tike space. Yara stair kouthi bahari pariba ?
@vastusachetanata9394
@vastusachetanata9394 2 года назад
Staircase south ru arambha kari north-west madhyare jeunthi subidha heichi seithi karantu.
@RashmistudyblogDC43
@RashmistudyblogDC43 Год назад
Sir Amara main door pura sidha re back door achi kana Tara problem au kana Tara upachara please kuhantu
@vastusachetanata9394
@vastusachetanata9394 10 месяцев назад
ଏ ବିଷୟରେ ଆଗକୁ ହେବ।
@mrindianyoutubeknowledge7433
ଆଜ୍ଞା ଆମ ଘରର ପଶ୍ଚିମ ଓ ବାୟୁ କୋଣର ସିଢି ତଳ ବାଟେ ବାହାରକୁ ବାଟ କରି ଘରକୁ ଲଗେଇ ଶୌଚାଳୟ କରିହେବ କି କିପରି ହେବ କୁହନ୍ତୁ ଟିକେ
@vastusachetanata9394
@vastusachetanata9394 Год назад
Souchalaya Kari taku Iron strip re cut karidiyantu.
@susantsamal4836
@susantsamal4836 Год назад
ମୁଁ ନୂତନ ଗୃହ ନିର୍ମାଣ କରିବାକୁ ଯାଉଛି, ବେଡ଼ରୁମରେ ୨ଫୁଟ ଦକ୍ଷିଣ ଦିଗକୁ ଆଲମାରୀ ପାଇଁ ବଢ଼ାଇ କି କରି ହବକି?? N-S length 40.9'଼ ଘରର ବନ୍ଧ ରେ ପରିବର୍ତନ ହେବ ନାହିଁ ଼
@vastusachetanata9394
@vastusachetanata9394 Год назад
Bandhare paribartana nahele kariparibe.
@ramakrushnajena2147
@ramakrushnajena2147 3 года назад
Guruje namaskar gurutapurna tatha pain bahut avari....
@vastusachetanata9394
@vastusachetanata9394 3 года назад
ଧନ୍ୟବାଦ
Далее
#tiles and vastu ।#vastu tips for tiles
12:48
Просмотров 31 тыс.
#kitchen room vastu shastra remedies
12:14
Просмотров 4,1 тыс.