Тёмный

ସିଡିର ଯୁଗ୍ମ/ସମ ପାହାଚ ସଂଖ୍ୟା ବାସ୍ତୁ ଦୋଷ ସୃଷ୍ଟି କରେ କି ? 

VASTU SACHETANATA
Подписаться 27 тыс.
Просмотров 119 тыс.
50% 1

Опубликовано:

 

19 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 238   
@alokswain7693
@alokswain7693 8 месяцев назад
ଅତି ସୁନ୍ଦର କଥା ଜୟ ଶ୍ରୀ ଜଗନ୍ନାଥ 🙏
@vastusachetanata9394
@vastusachetanata9394 6 месяцев назад
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@laxmidharsenapati3313
@laxmidharsenapati3313 Год назад
ସାର୍ ଆପଣଙ୍କ ଦୟାରୁ ଆମେ ମାନେ ସବୁ ବାସ୍ତୁ ଠିକ୍ ଭାବରେ କରିପାରୁଛୁ। ଆପଣଙ୍କୁ କୋଟି ପ୍ରଣାମ।ଜୟ ଜଗନ୍ନାଥ।
@vastusachetanata9394
@vastusachetanata9394 5 месяцев назад
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@GPurusottam369
@GPurusottam369 3 года назад
ସାର୍ ନମସ୍କାର୍। ଏହି ଯୁଗ୍ମ ଅଯୁଗ୍ମ ବିଷୟରେ ମୁଁ ଜଣେ ଵାସ୍ତୁବିତ୍ ଙ୍କୁ ପଚାରିବାରୁ ସେ ସାର୍ ମୋତେ କହିଲେ ଦେବତା ମାନଙ୍କ ପାଇଁ ଯୁଗ୍ମ ଏବଂ ମାନବ ମାନଙ୍କ ପାଇଁ ଅଯୁଗ୍ମ। ଉଦାହରଣ ସ୍ୱରୂପ ମୋତେ ପୁରୀ ଶ୍ରୀମନ୍ଦିର ୨୨ ପାହାଚ କଥା କହିଥିଲେ। ଆପଣଙ୍କର ଏହି video ଦେଖିବାପରେ ଏହି ଦ୍ଵନ୍ଦ ଦୂର ହେଲା। ଯୁଗ୍ମ ଅଯୁଗ୍ମ ରେ କୌଣସି ଅସୁବିଧା ନାହିଁ। ଧନ୍ୟବାଦ୍। ଏହିପରି video ଜାରୀ ରଖନ୍ତୁ।
@vastusachetanata9394
@vastusachetanata9394 3 года назад
Video dekhi matamata deithibaru dhanyabad. Ama ghara eka mandira jeunthare Thakura O Manaba.uvaya rahuchanti.
@Peeyush.P.P
@Peeyush.P.P 3 года назад
Bahut badhia description
@vastusachetanata9394
@vastusachetanata9394 3 года назад
Thank you
@purnendusarangi3816
@purnendusarangi3816 2 года назад
How 22 steps in Jagannath Temple ?
@pramodnayak8590
@pramodnayak8590 9 месяцев назад
ପୁର୍ବ ମୁଖି ଘର 3 ବେଡ୍ ରୁମ୍ ବିଶିଷ୍ଟ ଘର ର ନକ୍ସା ଗୋଟେ ଲୋଡ କରନ୍ତୁ
@badribehera5631
@badribehera5631 3 года назад
Bahut pranjal bhabare bhujaichanti sir
@vastusachetanata9394
@vastusachetanata9394 3 года назад
Thank you
@barikmamata9328
@barikmamata9328 Месяц назад
Sir apannku koti koti pranam
@vastusachetanata9394
@vastusachetanata9394 Месяц назад
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ '
@bikrammallick2787
@bikrammallick2787 3 месяца назад
Sir bahut bahut danybad Mora sidi dout apananka video dekhi dura hela
@vastusachetanata9394
@vastusachetanata9394 3 месяца назад
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@lkpyoutubechannel5046
@lkpyoutubechannel5046 4 месяца назад
ସାର ଉତ୍ତର ପଶ୍ଚିମ ଦିଗରେ ସିଡ଼ି ଅଛି ଠିକ୍ ନା ଭୁଲ୍ ଅଛି
@vastusachetanata9394
@vastusachetanata9394 4 месяца назад
ଉତ୍ତର-ପଶ୍ଚିମ ଦିଗରେ ସିଡ଼ି ରହି ପାରିବ, କିନ୍ତୁ ଉତ୍ତର - ପଶ୍ଚିମ କୋଣରୁ ସିଡ଼ି ଆରମ୍ଭ ହେବ ନାହିଁ। ଏହା ଏକା କଥା ନୁହେଁ ।
@bimalrout3642
@bimalrout3642 Год назад
Sir namaskar.bahut bahut dhanya bad.
@vastusachetanata9394
@vastusachetanata9394 Год назад
Dhanyabad.
@subashbehera5652
@subashbehera5652 3 года назад
Bahut badhia tapick sir
@vastusachetanata9394
@vastusachetanata9394 3 года назад
Dhanyabad.
@lochanmeher2869
@lochanmeher2869 2 года назад
Very very nice explanation,sir.
@vastusachetanata9394
@vastusachetanata9394 2 года назад
Dhanyabad.
@satyabhamabaral2391
@satyabhamabaral2391 Год назад
Bahut sunder bhabe aapan bujhaile thank you
@vastusachetanata9394
@vastusachetanata9394 Год назад
Dhanyabad.
@gcbhanja9221
@gcbhanja9221 10 месяцев назад
Jai jagannath🙏🏵🌻🌼🌸 Aagya bahut sundar katha kahichhanti. Kintu aau gote katha kahile ki jadi kehi se lata ku clock wise ghuraidie se alaga katha. Kintu sir clock wise ghurei dle madhya semane kevehele jibeni. Mu parikshya kari dekhi sarichhi Kahinkina aamara chasha kamare jeun lata jatiya gachha-simba,baragudi,lata beans ityadi lage se anti clock wise made,taku clock wise kareile madhya se gachha ai nathae puni olati aasi anti clock wise madibaku lagithae. Tar karana mun ta janiparu nathili,ebe jaha jana gala,hueta taha thick hei pare. So you are Right sir,namaste.Jai shri krishna🙏⚙️🌻🌼🌸
@vastusachetanata9394
@vastusachetanata9394 10 месяцев назад
ନମସ୍କାର, ଜୟ ଜଗନ୍ନାଥ । ଏହିପରି ଅନ୍ୟ ଭିଡ଼ିଓ ଗୁଡିକୁ ଦେଖି ଆପଣଙ୍କର ମୂଲ୍ୟବାନ ମତାମତ ଦେବକୁ ଅନୁରୋଧ ।
@ashokbarik3690
@ashokbarik3690 3 года назад
Good Morning Sir
@Mrmr0999
@Mrmr0999 Год назад
Sir🙏saral bhabare upastapana karithibaru dhanyabad
@vastusachetanata9394
@vastusachetanata9394 Год назад
Dhanyabad. Jay Jagannath.
@lmcreation1149
@lmcreation1149 Год назад
ଦୟାକରି ପଶ୍ଚିମ ମୁଖୀ ଘରର ଶିଢୀ କେଉଁ ସ୍ଥାନରେ ହେବ ଜଣାଇଲେ ଉପକୃତ ହେବି ସାର୍ ନମସ୍କାର।
@vastusachetanata9394
@vastusachetanata9394 Год назад
SW ru NW madhyare jeunthi subidha heba karanti.
@deepakpatra8104
@deepakpatra8104 3 года назад
Very nice information sir....
@vastusachetanata9394
@vastusachetanata9394 3 года назад
Video tiku dekhithibaru dhanyabad.
@gugul2010
@gugul2010 3 года назад
@@vastusachetanata9394 sir apanku mo ghara dekheibaku chanhe, apanka number kahibe ki??
@vastusachetanata9394
@vastusachetanata9394 3 года назад
Dhanyabad.
@vastusachetanata9394
@vastusachetanata9394 3 года назад
9337664861.
@dolagovindabehera8172
@dolagovindabehera8172 3 года назад
Jay Jagannath 🙏
@vastusachetanata9394
@vastusachetanata9394 10 месяцев назад
ଜୟ ଜଗନ୍ନାଥ । ଅନ୍ୟ ଭିଡ଼ିଓ ଗୁଡ଼ିକ ଦେଖି ମୂଲ୍ୟ ବାନ ମତାମତ ଦେବାକୁ ଅନୁରୋଧ ।
@sudarsandas8509
@sudarsandas8509 Месяц назад
ଆଜ୍ଞା ମୋର୍ ପଶ୍ଚିମ ଦିଗରେ ସିଡି ରହିଛି , ସିଡି ତଳେ ଲାଟିନ କରିହେବ କି । ଦୟାକରି କହିବେ।
@vastusachetanata9394
@vastusachetanata9394 Месяц назад
ନା, ପଶ୍ଚିମ (west) ରେ ସିଡିତଳେ ଲାଟିନ କରିହେବ ନାହିଁ । କଲେ ଆର୍ଥିକ ଅବନତି ଘଟିବ । ପଶ୍ଚିମ ଓ ଉତ୍ତର-ପଶ୍ଚିମକୁ ଲାଗି wnwରେ ଲାଟିନ୍ କରିହେବ ।
@chandinidey5521
@chandinidey5521 3 года назад
Bohut Bholo bhabore kohichonti
@vastusachetanata9394
@vastusachetanata9394 6 месяцев назад
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@jinudalai6822
@jinudalai6822 2 года назад
Very nice 🙏🙏
@vastusachetanata9394
@vastusachetanata9394 2 года назад
Dhanyabad.
@nirakarsahoo1666
@nirakarsahoo1666 5 месяцев назад
Sir, odia re loka katha, Dhana, jan ,maran ra kichhi value achhi ki. Amara 21 pahacha heichhi but mora bapa kahuchhanti ,21 pahacha (maran) re paduthibaru bapa mana karuchhanti. Pls sir suggest me 21 pahacha hele kichhi asubidha haba ki .
@vastusachetanata9394
@vastusachetanata9394 5 месяцев назад
ଯୁଗ୍ମ ଅଯୁଗ୍ମ ନୁହେଁ, ସିଡ଼ିର କ୍ଲକ୍ ୱାଇଜ୍ ଓ ଆଣ୍ଟି କ୍ଲକ୍ ୱାଇଜ୍ ହିଁ ସମସ୍ୟା ଦେଇଥାଏ । ୨୧ ଟି ପାହାଚ କୌଣସି ଅସୁବିଧା ଦେବ ନାହିଁ । ବିଶ୍ୱାସ ଭଲ କିନ୍ତୁ ଅନ୍ଧବିଶ୍ଵାସ ଭଲନୁହେଁ l
@soumyaranjandassomu4835
@soumyaranjandassomu4835 3 года назад
Pranam sir 🙏🙏 Loko kuhanti paschima digaku ghara badha jae nahin, kintu actually paschima digaku badha jai pariba ki. Reply must 👍👍
@vastusachetanata9394
@vastusachetanata9394 3 года назад
Mo channel re thiba “ଦକ୍ଷିଣ ପଶ୍ଚିମ ଦିଗକୁ ଘର ବୃଦ୍ଧି କରି ହେବ କି ?” ଏହି ଭିଡିଓଟିକୁ ଦେଖନ୍ତୁ ।
@SwagattNayak
@SwagattNayak 3 месяца назад
ଜୟ ଜଗନ୍ନାଥ ନମସ୍କାର ସାର୍ ଠିକ୍ କହିଛନ୍ତି
@vastusachetanata9394
@vastusachetanata9394 3 месяца назад
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@mantuojha685
@mantuojha685 2 года назад
Ati sundara
@vastusachetanata9394
@vastusachetanata9394 2 года назад
Bahut bahut Dhanyavad.
@gyannayak2390
@gyannayak2390 3 года назад
Pls confirm Sir, Stairs should be clock wise or anti clock wise as per Odia vastu, I need to construct
@vastusachetanata9394
@vastusachetanata9394 3 года назад
I have already discussed about it in one of my video.
@bhaskarsethi3223
@bhaskarsethi3223 3 года назад
ଘର ନିର୍ମାଣବେଳେ ଘରର ଐଶାନ୍ଯ ଓ ନୈରତ ଦିଗ ଯୋଡୁଥିବା କର୍ଣ କୁ ଅଗ୍ନି ଓ ବାୟବ୍ଯ ଦିଗ ଯୋଡୁଥିବା କର୍ଣ ଠାରୁ ବଡ କରି କାନ୍ଥ କରନ୍ତି ା ଯଦ୍ବାରା ଆକ୍ରୁତି ଆୟତାକାର ବା ବର୍ଗାକାର ନହୋଇ ରମ୍ବସ ଆକାରର ହୋଇଯାଏ ତେଣୁ ସାର୍ ଏହା ଉପରେ ଏକ VIDEO କରନ୍ତୁ
@vastusachetanata9394
@vastusachetanata9394 3 года назад
Jeun mistri mane karna sathik kariba padhati jani nathanti sethare ghara rambus pari heba hin heba.
@PuspanjaliNayak-q9g
@PuspanjaliNayak-q9g Месяц назад
Sir Namaskar kantha banka rahile kichi heba Kintu kona thik achhi please sir tike kahibe
@vastusachetanata9394
@vastusachetanata9394 Месяц назад
ଘର ଏକ ଶୁଭ ମାପ (ବନ୍ଧ)ରେ ତିଆରି ହୋଇଥାଏ । ଏହା ଆୟତାକାର କିମ୍ଵା ବର୍ଗାକାର ଜ୍ୟାମିତିକ ଫର୍ମୁଲାରେ ହୋଇଥାଏ । ଏହି ମାପରେ କାନ୍ଥ କେବେ ବଙ୍କା ହୋଇ ନ ଥାଏ । ସାମାନ୍ୟ ବଙ୍କା ଚଳିବ, କିନ୍ତୁ ଅଧିକ ବଙ୍କା ବେଳେ ବେଳେ ଦିଗ ନେଇକି ଅଶୁଭ ପ୍ରଭାବ ଦେଇଥାଏ । ଲକ୍ଷଣ ଦେଖି ବାସ୍ତୁ ପ୍ରତିକାର କରାଯାଇଥାଏ ।
@natutechbeginner
@natutechbeginner 3 года назад
Respected sir, I made clockwise.... What is the solution for this.... As I have already done
@vastusachetanata9394
@vastusachetanata9394 10 месяцев назад
ଅସୁବିଧା କିମ୍ବା ସମସ୍ୟା ଦେଖାଦେଉଥିଲେ କୌଣସି ଅଭିଜ୍ଞ ବାସ୍ତୁବିତଙ୍କୁ ଦେଖାଇ ପ୍ରତିକାର କରନ୍ତୁୁ । ସମସ୍ୟା ନ ଥିଲେ ପ୍ରତିକାର ର ଆବଶ୍ୟକ ନାହିଁ ।
@santoshkumarnayak2143
@santoshkumarnayak2143 6 месяцев назад
Very nice 🎉🎉🎉
@vastusachetanata9394
@vastusachetanata9394 6 месяцев назад
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@pramodnayak8590
@pramodnayak8590 9 месяцев назад
ଆଞା ନମସ୍କାର 🙏
@vastusachetanata9394
@vastusachetanata9394 9 месяцев назад
ନମସ୍କାର, ଜୟ ଜଗନ୍ନାଥ । ଅନ୍ୟ ଭିଡିଓ ଗୁଡିକ ଦେଖନ୍ତୁ ଓ ଆପଣଙ୍କ ମୂଲ୍ୟବାନ ମତାମତ ଦିଅନ୍ତୁ I
@premanandamahali3175
@premanandamahali3175 3 года назад
Dear Sir, Jay Jagannath. How can we contact you for our house problems?
@vastusachetanata9394
@vastusachetanata9394 3 года назад
9337664861.
@deeptijyoti4717
@deeptijyoti4717 8 месяцев назад
Sir old age person ଙ୍କ ପାଇ 5 inch ପାହାଚ କରିଛୁ କିଛି problem ହେବନି ତ
@vastusachetanata9394
@vastusachetanata9394 8 месяцев назад
କୌଣସି ଅସୁବିଧା ନାହିଁ, ବହୁତ ବଢିଆ । ଏହାଦ୍ଵାରା କୌଣସି ବାସ୍ତୁଦୋଷ ସୃଷ୍ଟି ହୁଏନାହିଁ l
@sanjayarout3164
@sanjayarout3164 Месяц назад
Sir ନମସ୍କାର ମୋର ଘର ର ମୁହଁ ଉତ୍ତରକୁ, ଘର ର ଦୁଆର ମୁହଁରୁ ସେଢ଼ି ଘର ବାହାରିଛି, ପୂର୍ବରୁ କୁ ମୁଁହ କରି ସେଡି ଘର ଷ୍ଟାର୍ଟ, ପଚିମା ଲାଷ୍ଟ ତା ପରେ ପୁଣି ଡାହାଣ କୁ ବୁଲିବୁ ଉତ୍ତରକୁ ପୁଣି ସିଧା ଛାତକୁ ପୂର୍ବ ଦିଗ ପଡ଼ିବ sir କହିବେ କି ପାହାଚ ସଂଖ୍ୟା କେତେ ହେବ ଆଉ ଠିକ୍ ଜାଗାରେ ସେଢ଼ି ଘର ହେଇଛି କି ନାହିଁ ଘର ର ଉଚ୍ଚତା ୧୧ଫୁଟ
@vastusachetanata9394
@vastusachetanata9394 Месяц назад
୧୧ X ୧୨=୧୩୨ ଇଞ୍ଚ । ଗୋଟିଏ ପାହାଚ଼ର ଉଚ୍ଚତା ୬ଇଞ୍ଚ । ୧୩୨ ହରଣ ଛଅ = ୨୨ ଟି ପାହାଚ଼ । ତା ମଧ୍ୟରୁ ଲାଣ୍ଡିଙ୍ଗ ଗୋଟିଏ ପାହାଚ଼ ଗଲେ ବାକି ୨୧ଟି ପାହାଚ ରହିଲା | ତେଣୁ ୧୧ଫୁଟ ଉଚ୍ଚତା ଘରେ ୬ଇଞ୍ଚର ୨୧ଟି ପାହାଚ଼ ଓ ଗୋଟିଏ ଲାଣ୍ଡିଙ୍ଗ ରହିବ । ।
@vastusachetanata9394
@vastusachetanata9394 Месяц назад
ଆଣ୍ଟିକ୍ଲକ୍ ୱାଇଜ୍ ସିଡ଼ି ଉତ୍ତର ଦିଗରେ ଶୁର ।
@hiralalmahantaaseelfarmpar9335
ଦୁଇଟି ଅଲଗା ଅଲଗା ଯାଗା ରେ ଶୁଭ ଦିଆଯାଇ ଘର କରାଯାଇଛି ।Now joint in one roof. So what is our problem . How we solve it?
@vastusachetanata9394
@vastusachetanata9394 Год назад
Aji kali anek jagare epari ghara karajauchi. Kichhi asubidha nahi. Apananku kounasi asubidha heuchiki?
@rajendramoharana7211
@rajendramoharana7211 Год назад
Sir ନମସ୍କାର ଆପଣଙ୍କ ପରାମର୍ଶ ଅତ୍ୟନ୍ତ ଉପକାରୀ । "ଶିଢି ଘର ଟି ଉତ୍ତର ଦିଗରେ ଓ left turn ରେ ଯାଇ ଛାତ ଉପରକୁ ଦକ୍ଷିଣ ଦଗକୁ ମୂଖ କରି ବାହାରି ବାକୁ ପଡ଼ିବ । ଶିଢିର base ଟି ଆରମ୍ଭ ହୋଇଛି ।ଦୟାକରି ପରାମର୍ଶ ଦେଇ ପାରିବେ କି ।
@vastusachetanata9394
@vastusachetanata9394 10 месяцев назад
ଯାହା କରୁଛନ୍ତି ଠିକ୍‌ ଅଛି ।
@ashokbarik3690
@ashokbarik3690 3 года назад
Sir namaskar Sir bastu compass re sathik diga kemiti janiparibi ethireta W E N S lekha achhi hele Jeun field re ghara karibi compassku kou jagare rakhi Kemiti sathik digaku janiparibi
@pranaya1982
@pranaya1982 2 года назад
Sir very nicely explained with logic.sir please tell me in which I can learn the vastu sastra.Best institute in odisha
@vastusachetanata9394
@vastusachetanata9394 2 года назад
Odisha re paibenahi, Delhi re sikhantu.
@mahendrapradhan999
@mahendrapradhan999 3 года назад
nice explanation
@vastusachetanata9394
@vastusachetanata9394 10 месяцев назад
ଧନ୍ୟବାଦ, ଜୟ ଜଗନ୍ନାଥ I ଏହିପରି ଅନ୍ୟ ଭିଡ଼ିଓ ଗୁଡିକ ଦେଖନ୍ତୁ ଓ ଆପଣଙ୍କର ମୂଲ୍ୟବାନ ମତାମତ ପ୍ରଦାନ କରନ୍ତୁୁ ।
@barikmamata9328
@barikmamata9328 Год назад
Sir very very nice
@vastusachetanata9394
@vastusachetanata9394 Год назад
Dhanyabad.
@sibuspanigrahi1301
@sibuspanigrahi1301 Месяц назад
Sir apanaka adress ta kemiti paibu au apanaka mobile no
@vastusachetanata9394
@vastusachetanata9394 Месяц назад
Bhubaneswar, M-9337664861
@madanmohanmohapatra787
@madanmohanmohapatra787 Год назад
Sir I want to meet u, I will show my house,lots of problem in my house
@vastusachetanata9394
@vastusachetanata9394 Год назад
9337664861.
@mantuojha685
@mantuojha685 2 года назад
Pranam Sir
@vastusachetanata9394
@vastusachetanata9394 2 года назад
Namaskar.
@dhusasan-ayuscience
@dhusasan-ayuscience 2 года назад
Sir namaskar....sir aisanya konare Rosei ghara rahile kan kharap....plz reply
@vastusachetanata9394
@vastusachetanata9394 2 года назад
Roseighara video dekhantu.
@schoolganeet4006
@schoolganeet4006 3 года назад
Sir Apananka Consultation Ra abasyakata achi.. Sir apanankara Bhadrak Ranital re Vastu Paridarshan Ra Subidha Achhi ki? Plz sir kindly confirm so that I could get all the remedies of the Vastu of my Home.
@vastusachetanata9394
@vastusachetanata9394 3 года назад
9337664861
@bishnuswain7655
@bishnuswain7655 4 месяца назад
Sir ghara sarichhi kana karajib
@vastusachetanata9394
@vastusachetanata9394 4 месяца назад
ମନରେ ଯଦି ସନ୍ଦେହ ରହୁଛିି ଯେ ଘରେ କିଛି ବାସ୍ତୁ ଦୋଷ ରହିଛିି ବୋଲି, ତେବେ କୌଣସି ଅଭିଜ୍ଞ ବାସ୍ତୁ ବିତଙ୍କୁ ଡାକି ଘର ଦେଖାଇ ଦିଅନ୍ତୁ । ଆଜିକାଲି ବିନା ଭଙ୍ଗାରୁଜାରେ ଅତି ସରଳ ଉପାୟରେ ବାସ୍ତୁ ଦୋଷ ନିରାକରଣ କରାଯାଇପାରୁଛି ।
@swarnapravasahu8025
@swarnapravasahu8025 3 месяца назад
Sir 🙏 ଆମର ଉତ୍ତର୍ମୁଖି ଘର ସିଡି ଘର କରିବା ପାଇଁ ଚାହୁଁଚୁ, ଉତ୍ତର -ପଶ୍ଚିମ ମରେ କରିପାରିବୁ କି? ଯଦି କରିହେବ ତେବେ ସିଡି ପାହାଚ କେଉଁ ଠାରୁ ଆରମ୍ଭ କରି ପାରିବୁ?
@vastusachetanata9394
@vastusachetanata9394 3 месяца назад
ଉତ୍ତରରୁ ଆରମ୍ଭ ହେବ କିମ୍ଵା ପୂର୍ବରୁ ଆରମ୍ଭ ହେବ ।
@swarnapravasahu8025
@swarnapravasahu8025 3 месяца назад
@@vastusachetanata9394 ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ sir। ପୂର୍ବ ପାଖ ରୁ ଆରମ୍ଭ କରିବା ପାଇଁ କୌଣସି କାନ୍ଥ ନାହିଁ, ପଶ୍ଚିମ କାନ୍ଥ କୁ ସିଡି ଲଗାଇବା ପରି ବା ଡେରି କି ରଖିବା ପରି କରିହେବକି? ସିଡି କୁ clockwise କରିବୁ ନା anticlockwise କରିବୁ? Sir answer please 🙏
@vastusachetanata9394
@vastusachetanata9394 3 месяца назад
ହଁ କରି ହେବ । Clockwise କରିପାରିବେ ।
@swarnapravasahu8025
@swarnapravasahu8025 3 месяца назад
Thank you sir 🙏 ପ୍ରଭୁ ଜଗନ୍ନାଥ ଆପଣ ଙ୍କୁ ଏମିତି ସୁସ୍ଥ ଓ ନିରୋଗ ରଖି ଥାଆନ୍ତୁ, ଆପଣ ଏମିତି ସମସ୍ୟା ସବୁ କୁ ସମାଧାନ କରି ଆମ ମନକୁ ନିଶ୍ଚିତ କରୁଥାନ୍ତୁ।
@vastusachetanata9394
@vastusachetanata9394 3 месяца назад
@@swarnapravasahu8025 ଧନ୍ୟବାଦ୍ ଜୟ ଶ୍ରୀ ଜଗନ୍ନାଥ ।
@bapisahu6529
@bapisahu6529 3 года назад
Nice video sir
@vastusachetanata9394
@vastusachetanata9394 3 года назад
Dhanyabad.
@prakashkumarmohapatra2231
@prakashkumarmohapatra2231 2 года назад
Sir sidhi ra direction paschima pate karibaku chahuchu direction clockwise haba na anticlockwise haba
@vastusachetanata9394
@vastusachetanata9394 2 года назад
Sidighara vastu video achhi, dekhantu.
@Peeyush.P.P
@Peeyush.P.P 3 года назад
Sir rosei ghara ra sthana au guna bisayare video dianti plz
@vastusachetanata9394
@vastusachetanata9394 3 года назад
ଖୁବ୍ ଶୀଘ୍ର ହେବାକୁ ଯାଉଛି ।
@lingarajswain3086
@lingarajswain3086 5 месяцев назад
ସାର୍ ପ୍ରଣାମ। ପୂର୍ବ ପଟେ ଅଗ୍ନି କୋଣରେ ସିଡି କରିବା କୁ ଚାହୁଛି ।(ପୁର୍ବ ମୁଖି ଜାଗା) କିଛି ଜଣ କହୁଛନ୍ତି ପୁର୍ବ ପଶ୍ଚିମ ଭାବରେ ପୁର୍ବ କାନ୍ଥ କୁ ନ ଲଗାଇ ସିଡି କରିଵା ପାଇଁ।ମାତ୍ର ଜାଗା କମ ସୁବିଧା ପାଇଁ ମୁଁ ଉତ୍ତର ଦକ୍ଷିଣ ଭାଵରେ ସିଡି କରିଵିକୁ ଚାହୁଛି । କିଛି ଅସୁବିଧା ହେବନି ତ।
@vastusachetanata9394
@vastusachetanata9394 5 месяцев назад
ESE ରୁ ଉତ୍ତର ରୁ ଦକ୍ଷିଣ କୁ Clock wise ସିଡ଼ି କରିହେବ । କିଛି ଅସୁବିଧା ନାହିଁ ।
@vastusachetanata9394
@vastusachetanata9394 5 месяцев назад
ପ୍ରଥମେ ମନକୁ ସ୍ବଚ୍ଛ ଓ ନିର୍ମଳ ରଖନ୍ତୁ, ତାପରେ ସିଡ଼ି କରନ୍ତୁ I ମନ ଯଦି ଗୁଡୁପୁତୁ ଅସୁବିଧା ସେଇଠି ଆସିଥାଏ ।
@lingarajswain3086
@lingarajswain3086 5 месяцев назад
@@vastusachetanata9394 ଧନ୍ୟବାଦ ସାର୍
@lingarajswain3086
@lingarajswain3086 4 месяца назад
ସାର୍ ପ୍ରଣାମ। ଆପଣଙ୍କ କଥାରେ ମନରୁ ସଂଦେହ ଦୂର ହୋଇ ମନ ସ୍ଵଛ ହୋଇଯାଉଛି।
@vastusachetanata9394
@vastusachetanata9394 4 месяца назад
ଧନ୍ୟବାଦ, ଜୟ ଶ୍ରୀ ଜଗନ୍ନାଥ ।
@jaysriramcreation2880
@jaysriramcreation2880 3 года назад
Sir ଅଗ୍ନିକୋଣ ରେ bed ରୁମ୍ ବନାଇହବ କି...?
@vastusachetanata9394
@vastusachetanata9394 3 года назад
Agni O Dakhina re room kari Dakhina digare Dakhinaku munda kari soiparibe.
@bhaskarsethi3223
@bhaskarsethi3223 3 года назад
କାହିଁକି ଐଶାନ୍ଯ କର୍ଣ ଲମ୍ବ ବ୍ରୁଦ୍ଧି କରି ମିସ୍ତ୍ରୀମାନେ ଘର କରନ୍ତି
@pradhancreation9758
@pradhancreation9758 2 года назад
କିଛି ଜଣା ନାହିଁ 💯
@dillipsethy8212
@dillipsethy8212 3 года назад
Sir ଅମଘର ଭାଗରେ ହେଇସାରିଛି ଦକ୍ଷିଣ ଦିଗକୁ ବାରଣ୍ଡା ସିଡିଘର କରିହେବ କି
@madanmohanmohapatra787
@madanmohanmohapatra787 Год назад
Sir apnku namaskar,
@vastusachetanata9394
@vastusachetanata9394 Год назад
Namaskar.
@santoshkumarmishra2620
@santoshkumarmishra2620 2 года назад
ଆପଣ ଠିକ୍ କହିଛନ୍ତି . କେତେକ ଵାହାଦୁରିଆ ବାସ୍ତୁବିଦ୍ ମିଛ କଥା କହି TV ରେ ଗପୁଛନ୍ତି. ମୁଁଆପଣଙ୍କ କଥାରେ ଏକମତ.
@vastusachetanata9394
@vastusachetanata9394 2 года назад
Bahut bahut dhanyawad.
@lakshmidharsahoo6028
@lakshmidharsahoo6028 2 года назад
Sir, agaaru ghara utar dakhina re thila.. Abe utara re kichhi ghara rakhi dakhina ru sabu bhangi new design ghara karibi, ,, kemiti Subha
@vastusachetanata9394
@vastusachetanata9394 2 года назад
Han, uttama vastu planre kariheba. Jane bhala vastubitnku daki jaga dekhantu O tanka paramarsha anusare ghara karantu.
@arunsahoo3027
@arunsahoo3027 Год назад
Siramagharem
@Vladimirputin515
@Vladimirputin515 2 года назад
ସାର୍ ପୂର୍ବ ଉତ୍ତର ଦିଗ କୋଣ ରେ ସିଡି କରି ହେବ କି
@vastusachetanata9394
@vastusachetanata9394 2 года назад
Na, karana eha 2 digara milina sthala O bahuta sensitive.
@deepakpatra3551
@deepakpatra3551 2 года назад
Sir JAY JAGANNATH Sir mu gotaye factory Kariba ku jauchi......tenu mu apananka paramarsa nebaku uchit mane karuchi....dayakari apana nka mobile no ta diantu....
@vastusachetanata9394
@vastusachetanata9394 2 года назад
9337664861.
@PrinceBhutia-w6w
@PrinceBhutia-w6w 6 месяцев назад
Sir amo gara ra 20 steps achi kn karibu
@vastusachetanata9394
@vastusachetanata9394 6 месяцев назад
କୌଣସି ଅସୁବିଧା ନାହିଁ I
@Manoj-kumar.patra12
@Manoj-kumar.patra12 3 года назад
Sir Bayu kunare sidi hebaki nahi
@vastusachetanata9394
@vastusachetanata9394 3 года назад
କୌଣସି କୋଣରେ ସିଡି ଆରମ୍ଭ ହୁଏନି କିନ୍ତୁ କୋଣ ଦେଇ ସିଡି ଯାଇ ପାରିବ
@deepakadhya
@deepakadhya 3 года назад
Sir Namaskar how can I measure my center place my east is 38 west is 42 north is 38 south is 41
@vastusachetanata9394
@vastusachetanata9394 3 года назад
ପ୍ରଥମେ ପ୍ଲଟ୍ କୁ square or rectangular kari center bahara karantu
@SKTIGER.SANJAYAPRUSTY
@SKTIGER.SANJAYAPRUSTY 3 года назад
Sir ମୋର ଘରେ pachima ଦିଗରେ ଅଛି ସେଧି କିଛି problm nhnita
@vastusachetanata9394
@vastusachetanata9394 3 года назад
Na.
@chandinidey5521
@chandinidey5521 3 года назад
Mo jaga 20/38north Face sir tike kohibe kemiti koriba Ghoro duplex
@godvideos91
@godvideos91 Год назад
Sir amara sidi utara re achi kichi pratikara kuhantu
@vastusachetanata9394
@vastusachetanata9394 Год назад
Clockwise or anticlockwise
@bapisahu6529
@bapisahu6529 3 года назад
Sir ghoro majhir puja room achhi kn asubhida ki Kn asubhida thile prati karo khontu
@vastusachetanata9394
@vastusachetanata9394 3 года назад
Thakur ghara Aisanya kimba Paschima digare kariba uchit, ghara majhi re nuhe. Apanakara kichhi asubidha heichiki?
@bapisahu6529
@bapisahu6529 3 года назад
Hnn sir rojagari antuni auu runa bhi sujhi heuni
@bapisahu6529
@bapisahu6529 3 года назад
Kn gate pratikaro kuhontu
@sipunpal3508
@sipunpal3508 2 года назад
@@vastusachetanata9394 sir apnkar no mili paribki
@sipunpal3508
@sipunpal3508 2 года назад
Mu dhenkanal kahuchi
@biswaranjanjena827
@biswaranjanjena827 Год назад
Sir नमस्कार, ଆପଣଙ୍କ ମୋବାଇଲ ନମ୍ବର ଦେବେ .ମୋର ଆପଣକୁ ଦେଖା କରିବାର ଅଛି .
@vastusachetanata9394
@vastusachetanata9394 Год назад
9337664861.
@santoshineebarik3192
@santoshineebarik3192 6 месяцев назад
୩ ଭାଗ ସିଡ଼ି ଘର କଲେ ଶୁଭ ନା ଅଶୁଭ
@santoshineebarik3192
@santoshineebarik3192 6 месяцев назад
୨୧ଟି ପାହାଚ ହେବେ ବୋଲି କହିଛନ୍ତି ମିସ୍ତ୍ର ୧୦,୩,୮, କରି ହେବ କି
@vastusachetanata9394
@vastusachetanata9394 6 месяцев назад
ହଁ' ହେବ l
@vastusachetanata9394
@vastusachetanata9394 6 месяцев назад
କୌଣସି ଦୋଷ ନାହିଁ l
@santoshineebarik3192
@santoshineebarik3192 6 месяцев назад
@@vastusachetanata9394 ଆଜ୍ଞା ଅଗ୍ନି କୋଣରେ ରୋଷେଇ ଘର ୬ପୁଟ୍ ଛାଡ଼ିକି ସିଡ଼ି ଘର କରିବୁ ଠିକ୍ ଅଛିତ
@tilottamanag905
@tilottamanag905 2 года назад
Sidi tale kitchen kari pariba ki sir
@vastusachetanata9394
@vastusachetanata9394 2 года назад
Na.
@pattamsyampatro6374
@pattamsyampatro6374 2 года назад
Sir, namaskar. Jahaheu sangsaya dura hela.
@vastusachetanata9394
@vastusachetanata9394 2 года назад
Dhanyabad.
@sanatansahhoo1236
@sanatansahhoo1236 2 года назад
Sir mor gotia sidi kari barachhi apanankar mobalinombar debe
@vastusachetanata9394
@vastusachetanata9394 2 года назад
9337664861.
@sushamamishra9951
@sushamamishra9951 2 года назад
Respected Sir I want to talk with you, please allow me.
@vastusachetanata9394
@vastusachetanata9394 2 года назад
9337664861.
@pinkusingh9278
@pinkusingh9278 6 месяцев назад
Sir Pranam apanka adress au phone number ta diantu.
@vastusachetanata9394
@vastusachetanata9394 6 месяцев назад
ଭୁବନେଶ୍ୱର, M-9337664861
@ashokbarik3690
@ashokbarik3690 3 года назад
Good Morning Sir Sir, ଘର ମାନଙ୍କରେ ଯେଉଁ ଗେଟରେ ଚଉକାଠ ଲାଗୁଚି ତାହା 3 କାଠ ବିଶିଷ୍ଟ ହେବ ନା 4 କାଠ ବିଶିଷ୍ଟ ହେବା ଠିକ ସେ ବିଷୟରେ ଗୋଟିଏ ଭିଡ଼ିଓ ବନାନ୍ତୁ.
@vastusachetanata9394
@vastusachetanata9394 3 года назад
4 କାଠ ବିଶିଷ୍ଟ ହେବ
@daleitrilochan8038
@daleitrilochan8038 2 года назад
Very nice explanation sir
@vastusachetanata9394
@vastusachetanata9394 2 года назад
Dhanyabad.
@brajagopallenka2021
@brajagopallenka2021 3 года назад
Agni konore cd achhi ,ta ro prati kari kuhantu,
@vastusachetanata9394
@vastusachetanata9394 3 года назад
Kounasi asubidha heuchi ki?
@brajagopallenka2021
@brajagopallenka2021 3 года назад
Asubidha mu jani parunahi
@brajagopallenka2021
@brajagopallenka2021 3 года назад
Maa ra deho kharap rahuchi
@vastusachetanata9394
@vastusachetanata9394 3 года назад
Kounasi bhala janithiba vastubitnka paramarsha niyantu. Thanku tk daki ghara dekhantu.
@harapriyasenapati6181
@harapriyasenapati6181 3 года назад
Aangya uparaghara karibaa samayare thakur ghara aisana konare thiba thakur ghar upate kariba thik na bhul
@vastusachetanata9394
@vastusachetanata9394 3 года назад
Tala ghare Thakuraghara karibaku subidha nathile uparghara aisanyare Thakuraghara kariparibe. Kichhi asubidha nahi.
@chandinidey5521
@chandinidey5521 3 года назад
Sir Aponokaro no ta dele mun jogajog korithanti
@vastusachetanata9394
@vastusachetanata9394 3 года назад
9337664861
@saratchandranayak8629
@saratchandranayak8629 3 года назад
Sçn
@arunsahoo3027
@arunsahoo3027 Год назад
Siramagharetwentypahachakanheba
@vastusachetanata9394
@vastusachetanata9394 10 месяцев назад
କିଛି ଅସୁବିଧା ହେବନାହିଁ l
@rasmitajena6860
@rasmitajena6860 3 года назад
Sir apanku dhanyawad kii bahut bhala kare describe karuchantii au bahut slowly bujhauchantii .... Sir apanka pH no tike miliparibakiii...🙏
@vastusachetanata9394
@vastusachetanata9394 3 года назад
9337664861.
@rasmitajena6860
@rasmitajena6860 3 года назад
Thank you sir
@Sudhaanssu.0555
@Sudhaanssu.0555 2 месяца назад
20 ta Steps bhala na kharap?
@vastusachetanata9394
@vastusachetanata9394 2 месяца назад
ଭଲ ଖରାପ ଷ୍ଟେପ୍ ଗଣିବାରେ ନଥାଏ ସିଡ଼ି clockwise ନା anticlockwise ରେ ଥାଏ l
@Sudhaanssu.0555
@Sudhaanssu.0555 2 месяца назад
ClockWise achi but total 20 ta Steps achi
@vastusachetanata9394
@vastusachetanata9394 2 месяца назад
Clockwise ସିଡ଼ି କେଉଁ ଦିଗରୁ ଆରମ୍ଭ ହୋଇଛି?
@Sudhaanssu.0555
@Sudhaanssu.0555 2 месяца назад
West to East taa'pare East to West
@vastusachetanata9394
@vastusachetanata9394 2 месяца назад
ଭୟ କରିବାର କିଛି ନାହିଁ, 20ଟା ଷ୍ଟେପ୍ ଚଳିବ ।
@jyotiranjanmallik2911
@jyotiranjanmallik2911 3 года назад
Sar Plise apananka number dantu
@vastusachetanata9394
@vastusachetanata9394 3 года назад
9337664861
@subham147
@subham147 3 месяца назад
Sir apananka phone no diyantu.
@vastusachetanata9394
@vastusachetanata9394 3 месяца назад
ମୋ-9337664861
@deepakodiayoutubchannel3675
@deepakodiayoutubchannel3675 2 года назад
ସାର୍ ଆପଣଙ୍କ nbr plz
@vastusachetanata9394
@vastusachetanata9394 2 года назад
9337664861.
@chandinidey5521
@chandinidey5521 3 года назад
Aponokaro no ta sir milibo
@kirtitoshbehera2903
@kirtitoshbehera2903 3 года назад
I can do your house plan as per proper vastu.U Can contact me 9439274892
@vastusachetanata9394
@vastusachetanata9394 3 года назад
9337664861
@maninisahoo2214
@maninisahoo2214 Год назад
Sir apana nka number diantu
@vastusachetanata9394
@vastusachetanata9394 Год назад
9337664861
@rameshkumarbehera8495
@rameshkumarbehera8495 2 года назад
Sir tama no tikia daba
@vastusachetanata9394
@vastusachetanata9394 2 года назад
9337664861.
@JitendraRatha
@JitendraRatha 5 месяцев назад
Please Name & ph--no
@vastusachetanata9394
@vastusachetanata9394 5 месяцев назад
9337664861
@basudeb78945
@basudeb78945 Год назад
Apana andha biswaku durakarichanti
@vastusachetanata9394
@vastusachetanata9394 Год назад
Dhanyabad.
@santoshkumarpollei9869
@santoshkumarpollei9869 3 года назад
Massage pls to call
@santoshkumarpollei9869
@santoshkumarpollei9869 3 года назад
7381251955
@vastusachetanata9394
@vastusachetanata9394 3 года назад
9337664861
@pabitramaharana1760
@pabitramaharana1760 2 года назад
Mobile number diantu
@vastusachetanata9394
@vastusachetanata9394 2 года назад
9337664861.
@Sk-gu6nq
@Sk-gu6nq 2 года назад
Sir dakhina digare purbaru paschima ku sidi kari heba ki,kindly reply sir
@vastusachetanata9394
@vastusachetanata9394 2 года назад
Han, kariheba.
@prasantapradhan2903
@prasantapradhan2903 3 года назад
Sir apan nk mobaile no debe
@vastusachetanata9394
@vastusachetanata9394 3 года назад
9337664861
Далее
Как мы играем в игры 😂
00:20
Просмотров 1,6 млн
С чего всё началось?
00:42
Просмотров 153 тыс.
Как мы играем в игры 😂
00:20
Просмотров 1,6 млн