Тёмный

ନାରଦ କାହିଁକି ଦାସୀ ପୁତ୍ର ପାଇଁ ଅଭିଶାପ ପାଇଥିଲେ ? ଶୁଣିବା ସ୍ୱାମୀ ଶ୍ରୀମୁକୁନ୍ଦ କୃଷ୍ଣଜୀ ମହାରାଜାଙ୍କ ଦିବ୍ୟବାଣୀ 

JAY JAGANNATH TV
Подписаться 434 тыс.
Просмотров 7 тыс.
50% 1

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATA PLAY -1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
RU-vid: bit.ly/3KAQeyD
Twitter: bit.ly/38JpX3U
#jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #rathajatra2023 #rathyatra2023 #rathayatralive #ghoshayathra

Опубликовано:

 

21 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 17   
@mandakinijena8884
@mandakinijena8884 27 дней назад
ଜୟ ହର ହରି ମହା ପ୍ରଭୁ 🙏🤲ତୁମ ଶ୍ରୀ ଚରଣରେ ଶରଣ 🙏🤲ମୋର ଭକ୍ତି ଭରା ନିବେଦନ ଅନନ୍ତ କୋଟି କୋଟି ପ୍ରଣାମ 🙏🤲
@mandakinijena8884
@mandakinijena8884 27 дней назад
ଜୟ ରାଧେ କୃଷ୍ଣ 🙏🙏🙏🙏🙏ତୁମ ଶ୍ରୀ ଚରଣରେ ଶରଣ 🙏🤲ମୋର ଭକ୍ତି ଭରା ନିବେଦନ ଅନନ୍ତ କୋଟି କୋଟି ପ୍ରଣାମ 🙏😭
@Mahalaxmi1184
@Mahalaxmi1184 18 дней назад
Jaya shree Krishna 🙏🌹❤️
@ManjuraniMohanty-l1h
@ManjuraniMohanty-l1h Месяц назад
ଓଁ ନମୋଃ ଭଗବତେ ବାସୁଦେବାୟ 🕉️🛐🚩🙏🚩🙏🚩🙏🚩🙏
@creativeworld144
@creativeworld144 5 месяцев назад
ଜୟ ଜୟ ଶ୍ରୀ ଜଗନ୍ନାଥ
@Pratapkumarmaharana2518
@Pratapkumarmaharana2518 5 месяцев назад
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🙏
@statusduniya7650
@statusduniya7650 5 месяцев назад
ହେ ପ୍ରଭୁତୁମେ ସବୁକିଛି ହରି ଶରଣମ୍ ହରି ଶରଣମ୍ ହରି ଶରଣମ୍ ଜୟ ଶ୍ରୀ ରାଧେ ରାଧେ 🙏🙏😭😭🙏🙏
@madhusmita9265
@madhusmita9265 Месяц назад
Om laxminarayan namah stubhyma 🙏🙏🙏🙏
@gitanjalimahakhuda6812
@gitanjalimahakhuda6812 5 месяцев назад
ଜୟ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ ତୁମେ ହିଁ ମାତ ତୁମେ ମୋ ପିତା ହେକାଳିଆ କୋଟି କୋଟି ପ୍ରଣାମ ହେ ମହାବାହୁ 🙏🙏🙏♥️♥️♥️🔥🔥🔥😭😭😭
@bjsanatani7986
@bjsanatani7986 5 месяцев назад
Jay Bandheswar Jay Sidheswar Baba maharaj ki jai
@techbaazgaming3638
@techbaazgaming3638 Месяц назад
Jay jagannatha 🙏🙏🙏
@manoranjanswain-rw7zb
@manoranjanswain-rw7zb 5 месяцев назад
Jay jaganath
@bijayalaxmi6761
@bijayalaxmi6761 5 месяцев назад
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଜୟ ଜଗନ୍ନାଥ ଜୟ ମା ସୁଭଦ୍ରା ଜୟ ଶ୍ରୀ ବଳଭଦ୍ର ଜୟ ମା ଲକ୍ଷ୍ମୀ ଜୟ ଶ୍ରୀ ଗରୁଡ଼ ଦେବ ହାତ ଯୋଡୁ ଛି ପ୍ରଭୁ ଦୋଷ କ୍ଷମା କରିଦିଅ ପ୍ରଭୁ ହାତ ଛାଡ଼ି ବେନି କେବେ ବି ଚରଣ ତଳେ ଶରଣ ପଡୁଛି ପ୍ରଭୁ ମନସ୍କାମନା ପୂରଣ କରିଦିଅ ପ୍ରଭୁ ଏବଂ ଏ ଧରିତ୍ରୀ ବାସି ଙ୍କୁ ମଙ୍ଗଳ ରଖେ ରେ କାଳିଆ ସାଆନ୍ତ ଶୁଭ ରାତ୍ରୀ ଏତିକି ପ୍ରାର୍ଥନା ତୋ ପାଖରେ 🙏🙏🙏😢😢😢🙏🙏🙏⭕‼️⭕🙏🙏🙏🛐🛐🛐🛐🛐🙏🙏🙏🙏⭕‼️⭕🙏🙏🙏
@kaminibahera-ke8ji
@kaminibahera-ke8ji 28 дней назад
Jai Jagannath Swami Nayan pathagami vaba twameba
@mandakinijena8884
@mandakinijena8884 27 дней назад
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ରାମ ହରେ 🙏🙏🙏🙏🙏🙏🙏😭😭😭😭😭
@priya-vf4ny
@priya-vf4ny 5 месяцев назад
Jayjaganatjayjaganath Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay
@magsirasahu2050
@magsirasahu2050 29 дней назад
Jay shree Jagannath patitapaban mahaprabhu jay maa mahalaxmi jay maa mahalaxmi jay Jagannath TV namita maa Sita Ram sir guru dev maharaj ji radhey radhey shyam 👣🛐👏🙏🪷🌼🌹☸️✡️🐚🦚🌄🙏🏻🌿🍎🍓🥭🌾🍇🥥🍈🍏🍐🍌🍍🌿📿♥️🕉️🛕💐🔔🪔🪔🪔🪔🪔⭕‼️⭕🌿🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Далее
🎙ПОЮ для ТЕБЯ ВЖИВУЮ!🍁
3:12:31
Просмотров 440 тыс.