Тёмный

ଭାଗବତରେ ପ୍ରଭୁଙ୍କ ଜନ୍ମ ବୃତାନ୍ତ | ଆସନ୍ତୁ ଶୁଣିବା ସ୍ୱାମୀ ଶ୍ରୀମୁକୁନ୍ଦ କୃଷ୍ଣଜୀ ମହାରାଜାଙ୍କ ଦିବ୍ୟବାଣୀ 

JAY JAGANNATH TV
Подписаться 434 тыс.
Просмотров 8 тыс.
50% 1

"ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
"ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
ଜୟ ଜଗନ୍ନାଥ🙏🙏🙏
Watch "JAY JAGANNATH TV" on DTH:
TATA PLAY -1799, Dish TV -1397, Airtel -615, Sun Direct-490, Videocon D2H -1397
Also available on all cable networks.
For More Info please contact - 6372804618
Also, visit our other social media pages :
Facebook: bit.ly/3kxvE7A
Instagram: bit.ly/3KEpYDF
RU-vid: bit.ly/3KAQeyD
Twitter: bit.ly/38JpX3U
#jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #rathajatra2023 #rathyatra2023 #rathayatralive #ghoshayathra

Опубликовано:

 

21 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 18   
@Ranjitjally-d4m
@Ranjitjally-d4m 23 дня назад
ପ୍ରଣାମ ଗୁ୍ରୁଜୀ ଆପଣଙ୍କ ପ୍ରଵଚନ ବହୁତ ସୁନ୍ଦର ଲାଗୁଛି ଆପଣ ପଷ୍ଠଭାବରେ ଭାଗଵତ ଵୁଝଉଛନ୍ତି ଆପଣଙ୍କ କଣ୍ଠରେ ମା ସରସ୍ବତୀ ଆବିଭାବ କରିଛନ୍ତି ଜୟ ଜଗନ୍ନାଥ ସ୍ଵାମୀ ⭕❗⭕🙏🙏🙏
@KhageswarbhoiKhageswarbhoi
@KhageswarbhoiKhageswarbhoi 28 дней назад
Jay shree krishna jay shree jagannatha suammi maha pravu 🙏🙏🙏
@prabhatsahoo8461
@prabhatsahoo8461 5 месяцев назад
Jai jaganaath swami Jai jaganaath swami Jai jaganaath swami Jai jaganaath swami Jai jaganaath swami Jai jaganaath swami Jai jaganaath swami Jai jaganaath swami Jai jaganaath swami 🙏🙏🙏🙏👏👏👏👏🌹🌹🌹🌹
@pranatipradhan1139
@pranatipradhan1139 5 месяцев назад
ପ୍ରଣାମ ଗୁରୁଜୀ ସିଦ୍ଧ ବକୁଳ ମଠ ରୁ ଭାଗବତ ସପ୍ତାହ ଶ୍ରବଣ ବହୁତ୍ ଭଲ ଲାଗୁଛି, ଜୟ ଜଗନ୍ନାଥ TV ର ସମସ୍ତ ଟିମ୍ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଧନ୍ୟବାଦ୍ 🙏🙏🙏🙏
@kaminibahera-ke8ji
@kaminibahera-ke8ji 28 дней назад
Radhe radhe 🙏🙏🙏 ପ୍ରଣାମ ଗୁରୁଜୀ
@madhusmita9265
@madhusmita9265 Месяц назад
Om laxminarayan namaha stubhyma 🙏🙏🙏🙏
@SabitaRout-y8s
@SabitaRout-y8s Месяц назад
Jagannatha Swami
@urmilasahu1868
@urmilasahu1868 5 месяцев назад
Very nice Pravachan one should listen carefully.
@pramilapani9960
@pramilapani9960 5 месяцев назад
JAY JAGANNATH🙏❤🙏❤
@KetakiBehera-f2f
@KetakiBehera-f2f 5 месяцев назад
Jay jay shree jagannath🙏🙏
@Mahalaxmi1184
@Mahalaxmi1184 18 дней назад
Jaya Lakshmi Narayan 🙏🌹❤️
@mamatasahoo8951
@mamatasahoo8951 17 дней назад
Guruji pranam Jay Jagannath 🙏🙏🙏
@sailendrikamila8413
@sailendrikamila8413 18 дней назад
Jay Jagannath 🙏🙏🙏🙏🙏
@priya-vf4ny
@priya-vf4ny 5 месяцев назад
Jayjaganatjayjaganath Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath Jay Jaganath
@mpattanaik3173
@mpattanaik3173 21 день назад
Jagannath swamy 🙏🙏🙏🙏
@magsirasahu2050
@magsirasahu2050 29 дней назад
Jay shree Jagannath patitapaban mahaprabhu jay maa Laxmi Narayan jay shree Jagannath patitapaban mahaprabhu jay maa Laxmi Narayan 🛕🚩🐚☸️⭕‼️⭕✡️🪔🪔🪔🪔🪔🔔🌷🦚🌹💐🌼👏🌄🍇🍓🛕🍇🛕🛕🥭🌿📿🌾🍍🍌🍐🍈🥥🍏🙏🙏🙏🙏🙏🙏🙏🙏🙏🙏🙏🙏🍐🍐🍐🍐🍐🍐🍐🍐🍐
@The_kunal_eduction
@The_kunal_eduction 13 дней назад
Pranam.guruji.apka.mobail.nambar.skrin.re.dia
@manaskumarpanda8822
@manaskumarpanda8822 5 месяцев назад
Jay jagannath🙏
Далее
Распаковка Monster High Potions №4
00:46
Просмотров 111 тыс.