Тёмный

ନିଜ ଦୁଇ ବୋହୂ ରାସ୍ତାରେ ଖାଦ୍ୟ ବିକ୍ରି କରୁଥିବା ଦେଖି ଶ୍ୱଶୂରଙ୍କ ଆଖିରୁ ବୋହିପଡିଲା ଲୁହ Car Khana 

Odisha Bhaskar
Подписаться 2,7 млн
Просмотров 903 тыс.
50% 1

Опубликовано:

 

23 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 400   
@lalatendurout7622
@lalatendurout7622 9 месяцев назад
You are a loving, caring, protective nd supportive father-in-law. A perfect example for our society.
@sknayak5405
@sknayak5405 9 месяцев назад
Sir ଙ୍କ ପ୍ରତିଟି ବାକ୍ୟ ଗୋଟିଏ ଗୋଟିଏ ଶିକ୍ଷଣୀୟ ଜିନିଷ । ଶିକ୍ଷିତ ଓ ଧନ ଥାଇ ମଧ୍ୟ କେତେ ନମ୍ରତା ସହ କଥାବାର୍ତ୍ତା କରୁଛନ୍ତି। 'ଚ ' ର ମର୍ମକୁ ବୋହୂମାନେ ଅନୁରୂପ ପାଳନ କରିବା ସହିତ ତାଙ୍କର କଥାବାର୍ତାର ଶାଳୀନତା ଅଧୁନା ସମୟରେ ସମାଜ ପାଇଁ ଅନୁକରଣୀୟ ଯୋଗ୍ୟ l ଭଗବାନ ଏପରି ମଣିଷକୁ କୋଟି ପରମାୟୁ ଦିଅନ୍ତୁ ।
@ritanjalisamal8492
@ritanjalisamal8492 9 месяцев назад
ସାର୍ ନମସ୍କାର। ସତରେ ଆପଣ ଜଣେ ଆଦର୍ଶ ଶିକ୍ଷକ ଏବଂ ଆଦର୍ଶ ଶଶୁର ମଧ୍ୟ ।ଦୁଇ ଜଣଙ୍କ ଭିଡିଓ ଦେଖିଥିଲି କିନ୍ତୁ ଜାଣି ନଥିଲି ଏ ବବନ ଆଉ ସୁମନ ର ବୋହୂ ( ଆମ ଭାଉଜ)। ଭଗବାନ ଦୁଇ ଜଣଙ୍କୁ ଆଶିର୍ବାଦ କରନ୍ତୁ। ଦୁଇ ଜଣ ଏମିତି ବହୁତ ଆଗକୁ ଯାଅ।
@fakirmohansahoo2079
@fakirmohansahoo2079 9 месяцев назад
ମଉସା ପ୍ରଭୁ ଜଗନ୍ନାଥ ତୁମ ପରିବାର କୁ ଘଣ୍ଟ ଘୋଡେ଼ଇ ରଖନ୍ତୁ, ଜୟ ଜଗନ୍ନାଥ 🙏🙏🙏
@umeshjena1881
@umeshjena1881 9 месяцев назад
ସୁକାନ୍ତ ସର୍ ଆପଣ ଜଣେ ଆଦର୍ଶ ବାନ୍ ମଣିଷ ଏ ସମାଜ ଆପଣଙ୍କ ଠାରୁ ବହୁତ୍ କିଛି ଶିଖିବାର ଅଛି, ଏମିତି ଲୋକ ଏ ସମାଜରେ କେତେ ଜଣ ମିଳିବେ....? ଆପଣଙ୍କୁ ଠାକୁର ଭଲରେ ରଖନ୍ତୁ, ଜୟ ମା ତାରିଣୀ ଭରସା।
@momanddrishna1824
@momanddrishna1824 9 месяцев назад
Emiti supportive family samastanku milu..grt job both the ladies..you have taken a fabulous job. You shouldn't stop no matter what. You are the inspiration to many girls. Hats off to you❤
@MukundaMadkami-y9m
@MukundaMadkami-y9m 9 месяцев назад
ମୋ ଜୀବନରେ କେବେ ଦେଖିନାହିଁ ଏମିତି ପରିବାର. ଧନ୍ୟବାଦ sir ଆପଣଙ୍କ ପରିବାର ପାଇଁ.God blessing all of you.
@Rojalindas-q3p
@Rojalindas-q3p 9 месяцев назад
😊❤😅
@sbhealthcare7243
@sbhealthcare7243 7 месяцев назад
So Salute Sir. God bless you Both Doughter in-law.
@subash_1990
@subash_1990 9 месяцев назад
ସାର୍ ଆପଣଙ୍କୁ କୋଟି ପ୍ରଣାମ. ଆପଣଙ୍କ ଭଳିଆ ଶୋଚ/ଭାବନା ଯଦି ସମସ୍ତଙ୍କ ମନରେ ଆସନ୍ତା ତାହା ହେଲେ ଏଇ ଦୁନିଆ ସତ୍ୟ ଯୁଗ ଭଳିଆ ହୁଅନ୍ତା ଆଉ ସମସ୍ତେ ଖୁସି ରେ ରୁହନ୍ତେ.
@sudamcharanbahalia6609
@sudamcharanbahalia6609 9 месяцев назад
ଏଭଳି ଶଶୁର ଙ୍କୁ କୋଟି କୋଟି ପ୍ରଣାମ ସବୁ ଝିଅ ମାନଙ୍କୁ ଏହି ଭଳି ଶଶୁର ମିଲନ୍ତୁ
@manojmohapatra798
@manojmohapatra798 8 месяцев назад
ବଢିଆ ନୀତି ଶିକ୍ଷା ଶିକ୍ଷିତ ପରିବାର ଆପଣଙ୍କ ର ଆପଣଙ୍କ ଆଶୀର୍ବାଦ ଆଦର୍ଶ ସମାଜର ଧେୟ ହେବା ଉଚିତ ଆପଣଙ୍କ ପାଦ ଧୂଳି ଆମ ଉପରେ ନିତି ପଡୁଥିବା କି ସୁଂଦର ଆପଣଙ୍ ଆଶୀର୍ବାଦ ଆପଣ ସତରେ ନମସ୍କାର
@arunkumarsahu-2297
@arunkumarsahu-2297 9 месяцев назад
ଧନ୍ୟବାଦ ମା ଧନ୍ୟବାଦ ତୁମ୍ଭର ଶଶୁର ଙ୍କ ପ୍ରଶଂସା ଦେଖି ଭଗବାନ ବି ଖୁସି ହେବେ
@mamatapradhan7519
@mamatapradhan7519 9 месяцев назад
Ete dina pare gote news milila dekhibaku jaha heu emiti sasura b ebe achanti koti pranam sir apamanku
@pratapkumardehuridehurivlo6430
@pratapkumardehuridehurivlo6430 9 месяцев назад
ପ୍ରଭୁ ଙ୍କୁ ମୁଁ ପ୍ରାର୍ଥନା କରୁଛି. ସମନ୍ତ କୁ ଏ ହି ଭଳିଆ ଶଶୁର ମିଳୁ. ଜୟ ଜଗନ୍ନାଥ 🙏🙏🙏🙏🙏❤️❤️❤️❤️
@user-TRADE-WITH-ADK
@user-TRADE-WITH-ADK 9 месяцев назад
😂😂ooh ki dukha😂
@knowledgetv245
@knowledgetv245 9 месяцев назад
ସାନ ବୋହୁ ଭାରି romantic ଏହି video dekhantu ବୁଝିବେ ru-vid.com/video/%D0%B2%D0%B8%D0%B4%D0%B5%D0%BE-NK4DXb0kIvI.htmlfeature=shared
@Chumki_143
@Chumki_143 9 месяцев назад
Right 👍
@UrmilaSahoo-bc9lr
@UrmilaSahoo-bc9lr 9 месяцев назад
@@Chumki_143 jio jio
@bhanumatirana7531
@bhanumatirana7531 9 месяцев назад
🌸🌸🌸🌸🌸🌸🌸🌸🌸🌸🌸🌸🌸🌸🌸
@DurgaprasadSahu-nx4gu
@DurgaprasadSahu-nx4gu 6 месяцев назад
ମୁଁ ପ୍ରଭୁଙ୍କୁ ପ୍ରାର୍ଥନା କରୁଛି ସବୁ ବହୁ ମାନ ନକୁଏହି ଭଳିଆ ଶଶୁର ମୀଳ ନ୍ତୁ ,sir you are Great ,Jay jagannath
@odianihatarandhaCN
@odianihatarandhaCN 9 месяцев назад
ଏମିତି ଶଶୁର ଥିଲେ ଘର ସ୍ବର୍ଗ ହେଇଯିବ କେବେ ଘର ଭାଙ୍ଗିବନୀ ସତରେ sir apana mahan bahut bahut dhnayabad aete sundar barta ସମାଜ କୁ ଦେଇଥିବାରୁ 🙏
@sandeepchhotaray
@sandeepchhotaray 9 месяцев назад
ଏମିତି ଶଶୁର ଦୁନିଆ ରେ ବହୁତ୍ କମ ଦେଖିବାକୁ ମିଳନ୍ତି । ଆଉ ଯିଏ ସେତିକି ଭାଗ୍ୟବାନ ହୋଇଥାଏ ତାଙ୍କ ବୋହୁ ହେବାର ସୌଭାଗ୍ୟ ଲାଭ କରିଥାଏ । ସୁକାନ୍ତ sir ur great 🙏🙏 ❤❤
@cutefauji_dipak
@cutefauji_dipak 9 месяцев назад
🎉😢୫
@kishorebehera7714
@kishorebehera7714 9 месяцев назад
ବହୁତ ବହୁତ ଭଲ ଆପଣଙ୍କ ର ଚିନ୍ତାଧାରା ଧନ୍ୟବାଦ ଦେଉଛି ମୋ ତରଫରୁ ଆପଣଙ୍କ ପୁରା ପରିବାର ଙ୍କୁ ଆଗକୁ ବଢ଼ାନ୍ତୁ ଖୁସିରେ ରୁହନ୍ତୁ
@umeshbag7121
@umeshbag7121 9 месяцев назад
Naman sir, you are great and example of this age.
@sangeetasahu8583
@sangeetasahu8583 9 месяцев назад
Proud of you....u are great sir..... God bless you nd yr family 🎉💐❤️
@Sonalispeaks
@Sonalispeaks 9 месяцев назад
ଏ ଭଳି ଶ୍ୱଶୁର ଙ୍କୁ 🙏🙏 ଭଗବାନ ଭଳି ଲୋକ ଆପଣ । ଭାଗ୍ୟ କରିଥିଲେ ସେ ଝିଅ ମାନେ ଏ ଭଳି ଲୋକଙ୍କ ବୋହୁ ହେଇପାରିଲେ ।😢
@amiyasahoo1677
@amiyasahoo1677 9 месяцев назад
ସାର୍ ଆପଣ ଙ୍କ ଭଳି ମଣିର ସମାଜ ପାଇଁ ନିହାତି ଆବଶ୍ୟକ। ଭଗବାନ ଆପଣଙ୍କୁ ସଦା ସର୍ବଦା ଶାନ୍ତିରେ ରଖିଥାଉ।
@anantaprasadpraharaj559
@anantaprasadpraharaj559 9 месяцев назад
ଆଜ୍ଞା, ଲୋକଙ୍କ କଥା ଶୁଣି ଲେ ଆପଣ ଚଳି ପାରିବେ ନାହିଁ। ସାର୍ ସତ ରେ ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ୍ 💐🙏, ଏଇଟା ଖୁସି ର ଲୁହ ଆଜ୍ଞା
@purusottamhemram1122
@purusottamhemram1122 5 месяцев назад
Great Sir 🙏🙏🙏ସାର୍ ଆପଣଙ୍କୁ ଓ ଦୁଇ ବୋହୂ ଙ୍କୁ କୋଟି କୋଟି ପ୍ରଣାମ ।ଜୟ ଜଗନ୍ନାଥ
@KrishnabalaPatra
@KrishnabalaPatra 9 месяцев назад
Very nice work thank you ❤❤❤❤❤
@krushnasahoo7401
@krushnasahoo7401 9 месяцев назад
Thank Sir and your family Jay Jagannath Swami
@hrudayaragita7961
@hrudayaragita7961 9 месяцев назад
ସୁନ୍ଦର ମଣିଷ
@prakashmahanta6884
@prakashmahanta6884 9 месяцев назад
Sabas sir, you are really great, thanks for your loveing in family
@prasantajena1509
@prasantajena1509 9 месяцев назад
ଜୟ ଜଗନ୍ନାଥ ସୁଆମି ନୟନ ପଥ ଗାମୀ ଭାବତୁମେ 🌺🙏🙏🙏🙏🙏
@sukantjena1984
@sukantjena1984 9 месяцев назад
ସର୍ବ ପ୍ରଥମେ ମୁଁ ସାରଙ୍କ ପରିବାରଙ୍କର ସମସ୍ତ ସଦସ୍ୟ ଙ୍କୁ ପ୍ରଣାମ ଜଣାଉଛି, ସାରଙ୍କର ଏହି ପ୍ରୟାସ ସବୁବେଳେ ଜାରି ରହୁ ମହାପ୍ରଭୁ ଙ୍କ ପାଖରେ ମୋର ଏତିକି ପ୍ରାଥନା. ସମାଜ ପାଇଁ ଏକ ସୁନ୍ଦର ଉପଦେଶ ଦେଉଛନ୍ତି. ବହୁତ ଭଲ. ଜୟ ଜଗନ୍ନାଥ........
@pratimamishra2701
@pratimamishra2701 9 месяцев назад
Sir you're great.. May God bless you with your both daughter in law. 🙏🙏
@akshayakumarKabita
@akshayakumarKabita 9 месяцев назад
Thank you sir a your family
@lifefacts1055
@lifefacts1055 9 месяцев назад
ବହୁତ ସୁନ୍ଦର, ଭଲ ପରିବାର
@anandadanayak627
@anandadanayak627 9 месяцев назад
God may bless you all, very better sociable family live forever,
@sudiptajena9041
@sudiptajena9041 9 месяцев назад
U r a great person 🙏
@ratnapravasahoo7536
@ratnapravasahoo7536 9 месяцев назад
ବହୁତ ସୁନ୍ଦର କଥା କହୁଛନ୍ତି ଆପଣ।
@swapnaranipurohit763
@swapnaranipurohit763 9 месяцев назад
My father in law also very supportive and a caring person
@prasantapattanaik862
@prasantapattanaik862 9 месяцев назад
ଭାଗ୍ୟ ରେ ଥିଲେ ଭଲ ବାପା ମାଁ ପୁଅ ଝିଅ ସ୍ତ୍ରୀ ବୋହୂ ଜ୍ବାଇଁ ନାତି ନାତୁଣୀ ସମ୍ପର୍କୀୟ ମିଳିଥାନ୍ତି।ସବୁ ଭାଗ୍ୟ ।
@kalpanapani6282
@kalpanapani6282 9 месяцев назад
Good Person
@SantoshKumarSahoo-ip2mp
@SantoshKumarSahoo-ip2mp 8 месяцев назад
God bless you
@khirodnayak3101
@khirodnayak3101 5 месяцев назад
ଧନ୍ୟବାଦ, ଆପଣ ତଥା ଅପଣଂକ ପରିବାର ସମାଜକୁ ଗୋଟେ ଭଲ ବାର୍ତା ଦେଇଛନ୍ତି
@gitanjalisethi8983
@gitanjalisethi8983 9 месяцев назад
Very nice wonderful 👍🏾👍🏾👍🏾👍🏾👍🏾
@bisargamahananda3774
@bisargamahananda3774 9 месяцев назад
Great salute you sir ଭାଗ୍ୟ ରେ ଥିଲେ ଏମିତି ଶାଶୁ ଶ୍ଵଶୁର ମିଳେ। ସମାଜ ପାଇଁ ଆପଣ ହିଁ ଏକ ଉଦାହରଣ
@bisargamahananda3774
@bisargamahananda3774 9 месяцев назад
🙏🙏🙏
@gayatribal143
@gayatribal143 9 месяцев назад
Mo sashura bi real god 🙏
@pravashpatra1340
@pravashpatra1340 9 месяцев назад
Really
@SilantaBarla
@SilantaBarla 9 месяцев назад
Thank you sir great your family
@Ayas891
@Ayas891 9 месяцев назад
All should learn from this gentle man .
@PuchuPuchu2018
@PuchuPuchu2018 9 месяцев назад
Sir Really apana bahut bhala loka .
@samir4500
@samir4500 9 месяцев назад
Respect 🙏❤️
@balarammalik9621
@balarammalik9621 4 месяца назад
Thank you sir god bles you
@kamalakantamaharana7911
@kamalakantamaharana7911 9 месяцев назад
Very nice. Many many thanks sir
@manojmohapatra798
@manojmohapatra798 8 месяцев назад
କି ବିନମ୍ର ଭାବ ସତରେ ସାର ନମସ୍କାର
@biswabhusannanda8664
@biswabhusannanda8664 9 месяцев назад
May Mahaprabhu Sri Jagannatha and Maa Mahalaxmi bless you all.
@samirkumarray499
@samirkumarray499 9 месяцев назад
Namaskar sir your Advice sanskrutii ku salute 🎉
@pranabparida4791
@pranabparida4791 9 месяцев назад
Really....God bless you.... always....Both of you.... & Go Ahead....👌❤
@sailabalajena964
@sailabalajena964 9 месяцев назад
Good personality
@jadunathchhatoi3151
@jadunathchhatoi3151 9 месяцев назад
Good job ,I respect to this family
@satyanandapradhan6998
@satyanandapradhan6998 9 месяцев назад
ବହୁତ ବହୁତ ଧନ୍ୟବାଦ୍
@chhotaraitudu9594
@chhotaraitudu9594 9 месяцев назад
Great thinking and great personality
@BadalParida-c4x
@BadalParida-c4x 9 месяцев назад
Bahut sundar
@barshauditvlogs
@barshauditvlogs 9 месяцев назад
Love you bapa 🙏🙏🙏
@MukundaMadkami-y9m
@MukundaMadkami-y9m 9 месяцев назад
God blessing all of you.
@RabindrakuBiswal
@RabindrakuBiswal 9 месяцев назад
Very nice advice.
@gitanjalimishra1049
@gitanjalimishra1049 9 месяцев назад
Many many thanks sister
@minakhimanjaripanda1433
@minakhimanjaripanda1433 9 месяцев назад
God bless u.samastanku apananka bhalia sasura milu.kete Jana sasura achanti bada lokia dekhei huanti kuhanti chota kama karani emitiki telor kama kale se kuhanti chota kama boli.🎉🎉🎉🎉🎉🎉Jay jagannath
@PradeepMundu-i6x
@PradeepMundu-i6x 9 месяцев назад
Very nice Sir Thank you Sir
@parrotgaming27
@parrotgaming27 9 месяцев назад
Thanks sir God bless you
@kuanrtudu9960
@kuanrtudu9960 9 месяцев назад
ମଉସା ବହୁତ ଭଲ ମଣିଷ । ଆପଣ ଭଲରେ ରୁହନ୍ତୁ । ଜୟ ଜଗନ୍ନାଥ.......,🙏 ।
@jyotirmayeemohanty2768
@jyotirmayeemohanty2768 8 месяцев назад
Father in law's interview was too impressive
@santoshbarik1806
@santoshbarik1806 Месяц назад
Thank you
@susmitasingh869
@susmitasingh869 9 месяцев назад
Very beautiful Female Bapa Thanks 🙏🙏🙏🙏👍👍👍👍👍❤❤❤❤❤👏👏👏👏👏👏👏👏👏
@Isha-19
@Isha-19 9 месяцев назад
Bhagwan emti sasura sabu jhia nku diantu..emti sasura nku koti koti pranam
@binatinaik1119
@binatinaik1119 9 месяцев назад
Very nice. May God bless your every step of your life.
@HappyBooks-rq7im
@HappyBooks-rq7im 9 месяцев назад
So wonderful sir may God bless you
@chinmayeesenapati5538
@chinmayeesenapati5538 9 месяцев назад
This is called mean journalism......how she asked only mean questions.....still he replied in a graceful manner
@KrishnabalaPatra
@KrishnabalaPatra 9 месяцев назад
Thank you very nice work ❤❤❤❤❤❤❤
@mvkuudsjvlydts1115
@mvkuudsjvlydts1115 9 месяцев назад
ମୁଁ ଏମିତି ନାରୀଙ୍କୁ ସର୍ବଦା ପ୍ରଣାମ କରିଥାଏ 🙏
@Banitapatro170
@Banitapatro170 9 месяцев назад
ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ତମର ଜିବନ ସୁଖମୟ ହେଉ
@prativasahoo2021
@prativasahoo2021 9 месяцев назад
sir I respect you verymuch and I pray to god all daughter will got a father or fatherinlaw like you. thank you sir verymuch.
@rameshnanda9527
@rameshnanda9527 6 месяцев назад
Dhanyabaad Sir
@harekrushnamishra731
@harekrushnamishra731 9 месяцев назад
God bless you and your family
@jayantinayak8137
@jayantinayak8137 9 месяцев назад
Sir, namaste great father in law.god bless you sir. Jay shree Jagannath. A vali mind sasura manaka rahile ghara Mandira heba sioer and super ❤
@pitambarpradhan6348
@pitambarpradhan6348 9 месяцев назад
Love you sir❤
@bideshichhatar9949
@bideshichhatar9949 9 месяцев назад
Good thinking sir
@swamirameshwarananda8276
@swamirameshwarananda8276 9 месяцев назад
Thanks
@PritiCreation927
@PritiCreation927 9 месяцев назад
A duniare amiti bi mahan loka achhanti 🙏🙏🙏🙏🙏
@truptimayeeswain5617
@truptimayeeswain5617 9 месяцев назад
Jay Jagannath 🙏God bless u all ❤🙏🙏
@swapnapanigiri3554
@swapnapanigiri3554 9 месяцев назад
bahut sunder
@Shalininayak9494
@Shalininayak9494 7 месяцев назад
Good ❤ person 🙏
@sridharbehera1250
@sridharbehera1250 9 месяцев назад
Good Mentality good Family good Advice (Koli.. Kori) Rajput jajpur
@SandhyaraniSial-bq1dg
@SandhyaraniSial-bq1dg 9 месяцев назад
Bahut sundar....😢😢😢.. bhagwan tuma pari sasura milu...❤🙏
@purandrasamal5434
@purandrasamal5434 9 месяцев назад
Thank you sasur( Bapa)
@sonamlife3395
@sonamlife3395 9 месяцев назад
Thank you so much sir🙏🙏🙏
@bidyadharswain234
@bidyadharswain234 9 месяцев назад
Pranam sir prabhu jagannathnka krupa karantu
@mamatamallick2209
@mamatamallick2209 9 месяцев назад
Yes baba mo father in law amti thile apnanka bhali bahut bhala thanks baba many many thanks
@sridharbehera5998
@sridharbehera5998 9 месяцев назад
You are great sir !
@rajasmitamohanty3455
@rajasmitamohanty3455 9 месяцев назад
ସୁନ୍ଦର ହୃଦୟ ର ମଣିଷ
@RudraprasadGuru
@RudraprasadGuru 6 месяцев назад
Salute sir bapa hebata emiti
@usharanisethi2600
@usharanisethi2600 9 месяцев назад
Thank you mausha apanank pari shashur a duniya pain garba au gaurav
@satyabratadash1586
@satyabratadash1586 9 месяцев назад
Jay Jaganath Swami 🌺🙏🌺
@prasantapanda3179
@prasantapanda3179 8 месяцев назад
Very good person. 👍 namaste 🙏 ♥️
@rikupradhan3075
@rikupradhan3075 9 месяцев назад
Amiti sasura bapa samastanku milantu ati utama loka🙏
Далее
Ashara Aloka: Doubt Causes Trouble Among Couples
7:41