Тёмный

ପର ଘର ତିଅଣ ସୁଆଦିଆ | Samaj O Sanskruti | Baishnaba Charan Mohanty | Odisha365 

ODISHA 365
Подписаться 371 тыс.
Просмотров 26 тыс.
50% 1

Опубликовано:

 

25 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 65   
@samirkar4502
@samirkar4502 Год назад
ଆପଣଙ୍କ ଭଳି ଜଣେ ସମାଜ ସଂସ୍କାରକଙ୍କୁ ପ୍ରଣାମ l ଆପଣଙ୍କର ସମସ୍ତ ଅଧ୍ୟାୟଗୁଡ଼ିକ ଶିକ୍ଷଣୀୟ ଏବଂ ହୃଦୟସ୍ପର୍ଶୀ 😊🙏🙏
@pratapnayak5533
@pratapnayak5533 Год назад
ଜୟ ଜଗନ୍ନାଥ 🙏
@niranjanbehura5258
@niranjanbehura5258 Год назад
ବହୁତ୍ ବଢିଆ ଉପଦେଶ ଜୟ ଜଗନ୍ନାଥ
@sanjibtripathy6486
@sanjibtripathy6486 2 месяца назад
ଖୁବ୍ ସୁନ୍ଦର ବାର୍ତା
@lebanadagundua-ui7mv
@lebanadagundua-ui7mv 11 месяцев назад
ଭଗବାନ କରନ୍ତୁ ଆପଣଙ୍କ କଥାକୁ ସମସ୍ତେ ଗ୍ରହଣ କରନ୍ତୁ
@AjitKumar-nr7ot
@AjitKumar-nr7ot 11 месяцев назад
ବହୁତ ସୁନ୍ଦର କଥା କହିଲେ। ଆଜି ର ସମାଜ ବିଶେଷ କରି ଓଡ଼ିଶାରେ ଏସବୁ ବେଶୀ ଚାଲିଛି। ଏବେ ସମୟ ଆସିଛି ଆପଣ ମାନଙ୍କଭଳି କିଛି ସହୃଦୟ ବ୍ୟକ୍ତି ଙ୍କ ପାଇଁ ସମାଜ ରେ କିଛି ପରିବର୍ତ୍ତନ ଆସୁଛି। ଆଶା କରୁଛି ଆଗାମୀ ଦିନରେ ଏ ପରି ଭଲ ବାର୍ତ୍ତା ନେଇ ସମସ୍ତ ଙ୍କୁ ସଚେତନ କରନ୍ତୁ । ଜୟ ଜଗନ୍ନାଥ 🙏🙏🙏🙏🙏
@agneyasahoo8697
@agneyasahoo8697 Год назад
ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ କଲି ମହାରାଜା ଶ୍ରୀ ଜଗନ୍ନାଥ
@sanjuktamohanty9668
@sanjuktamohanty9668 Год назад
Sir,you are really very practical. Your speech is natural and you are great observer of the society 👏 👌
@aadhikari7615
@aadhikari7615 Год назад
ଆଜ୍ଞା ନମସ୍କାର 🙏ବହୁତ ଭଲ କଥା କହିଲେ। କିନ୍ତୁ ଆଜି କାଲି କଲେଜ ମାଟି ମାଡିଲା ପରେ କଉ ଝିଅ ରୋଷେଇ ଘରକୁ ଯାଉଛି 🙏ବାଧ୍ଯ ହୋଇ ହୋଟେଲରେ ଖାଉଛନ୍ତି କିମ୍ବା ପୁଡ଼ିଆ ବାନ୍ଧି ଧରି ଆସୁଛନ୍ତି 🙏ନଚେତ୍ ପରିବାରରେ ଅଶାନ୍ତି ହେଉଛି 🙏ଜୟ ଜୟ ଶ୍ରୀ ଜଗନ୍ନାଥ🙏🙏🙏🙏🙏
@somanathkhara8368
@somanathkhara8368 11 месяцев назад
ଆପଣଙ୍କ ସଦୁପବାଣୀ ମହାନ! ଦୁଇଗୋଡିଆ ମଣିଷ ଯଦି ବୁଝନ୍ତା, ତେବେ ସମାଜରେ ଅସୀମ ଶାନ୍ତି ମିଳନ୍ତା।
@SANSKRUTI.SANSKARA.9658
@SANSKRUTI.SANSKARA.9658 11 месяцев назад
ଆପଣଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ ନିଅଣ୍ଟ ହବ ସାର୍
@srinathmaikap1321
@srinathmaikap1321 Год назад
ଆପଣ କଥା ବୁଝିଲେ ସମସ୍ତେ ନିଶାରେ ମାତାଲ୍ ହୋଇ ନଥାନ୍ତା, ଜୟଜଗନ୍ନାଥ ❤ 16:01
@specialyoutube3341
@specialyoutube3341 7 месяцев назад
बहूत शानदार तरीके से Sir आपने समझाये हैं दिल को छूलिया ❤️ मज़ा आगया 👏🏻👏🏻👏🏻
@p643-f1x
@p643-f1x Год назад
ଆମର ମୁଖ୍ୟମନ୍ତ୍ରୀ ତ ଓଡ଼ିଆ କହି ପାରୁନାହାନ୍ତି, ଅନ୍ୟ ମନେ ଓଡ଼ିଆ ନ କହି ପାରିଲେ କଣ ହେଲା ସେଠୁ
@IS---RajeshKumarMangual
@IS---RajeshKumarMangual Год назад
Seia ta dirgha barsa dhari Odisha ra Mukhyamantri hei Odia kahiparunahanti kahiba kahaku.Tenu sathik ku chinta Kari paribartana darakar .
@hbrpresent5782
@hbrpresent5782 Год назад
ଆପଣଙ୍କ କଥା ବହୁତ୍ ବଢିଆ ଲାଗିଲା, ଅତି ସୁନ୍ଦର ଉପସ୍ଥାପନା,,,
@narayanmahakud2885
@narayanmahakud2885 10 месяцев назад
ସମୟର ଚକ ଧିରେଧିରେ ବୁଲି ସେଇ ଅଭୁଲା ଅତୀତ ପାଖକୁ ଫେରି ଆସିବ।
@charulata6741
@charulata6741 Год назад
Jay Jagannath Sir
@nityaswarups111
@nityaswarups111 Год назад
Baishnab Sir nka katha khub sundor
@JagdeeshPati-jv5uv
@JagdeeshPati-jv5uv Год назад
ଆପଣଙ୍କ କଥାଗୁଡିକ ସଂପୂର୍ଣ୍ଣ ଗ୍ରହଣୀୟ। କିନ୍ତୁ ଦୁଃଖର ବିଷୟ ଏଥିପାଇଁ ଆମପିଢି ହଁ ଦାୟି।
@prakasinidas8188
@prakasinidas8188 Год назад
ଜୟ ଜଗନ୍ନାଥ ସାର, ପ୍ରଣାମ 🙏🙏
@ghostgutarist5234
@ghostgutarist5234 Год назад
oh Asutosh Baha hoigale taha hele !!!!! bahut subhakamona.
@BikeshSahani
@BikeshSahani Год назад
जय जगन्नाथ महाप्रभु 🙏🙏🙏
@sureshsahoo1600
@sureshsahoo1600 7 месяцев назад
ସର୍ବୋତ୍ତମ ❤
@jhunupanda9021
@jhunupanda9021 Год назад
ବହୁତ ସୁନ୍ଦର କଥା
@jatishkumar9731
@jatishkumar9731 Год назад
ଆପଣଙ୍କ ଉପଦେଶ। ମୁଢ଼ି ବହୁତ ଖୁସି ଲାଗିଲା
@maniart113
@maniart113 Год назад
Jay jagannath 🙏 ♥
@adityamohapatra95
@adityamohapatra95 Год назад
ନିରାଟ ସତ୍ୟ
@janakiballavdash73
@janakiballavdash73 11 месяцев назад
ମୁଁ ବାହା ହୋଇଥିଲି ୧୯୮୫ ମସିହାରେ। ସେତେବେଳେ ମୋ ବାହାଘରରେ ଆମିଷ ହୋଇନଥିଲା। ଯୌତୁକ ନେଇନଥିଲି। ସେଥିପାଇଁ ଦୀର୍ଘ ୩୫ବର୍ଷର ବୈବାହିକ ଜୀବନ ବହୁତ ମଧୁର ଥିଲା
@anandadanayak627
@anandadanayak627 9 месяцев назад
Respectful sir, you are really talked,
@lidoratha9920
@lidoratha9920 11 месяцев назад
Bahut sundar.
@devrajpandasonepur2862
@devrajpandasonepur2862 11 месяцев назад
Satya nirat satya
@bandanasubudhi9454
@bandanasubudhi9454 Год назад
Khub marmik
@trilochanpatnaik6321
@trilochanpatnaik6321 Год назад
ଏବେ ବିଭାଘର ଭୋଜି ରେ ଖାଇବା ଠାରୁ ପିଇବା ଅଧିକ ହେଉଛି।
@biswajitmoharana1465
@biswajitmoharana1465 Год назад
ଜୟ ଶ୍ରୀ ଜଗନ୍ନାଥ 🙏🙏🙏
@sabitapattanaik6274
@sabitapattanaik6274 11 месяцев назад
Jay Jagannath swami 🌹🙏🌹
@harekrishnadas6221
@harekrishnadas6221 Год назад
Jay Shree Jagannath 🙏🙏
@anusayamohanty1775
@anusayamohanty1775 Год назад
Jay shree jaganath😂
@anatanayak5275
@anatanayak5275 Год назад
ଭାଇ ଆପଣଙ୍କ ଆଲୋଚନା ଭଲଲାଗିଲା ନିଶ୍ଚୟ ପରିବର୍ତ୍ତନ ଆଣିବ ।ଧନ୍ଯବାଦ । ଆପଣଙ୍କ ପେନସନ ମିଳିଲାଣି ? ଜଣାଇବେ ଅନୁରୋଧ ରହିଲା ।
@Akshayam2020
@Akshayam2020 Год назад
Sundar upadesa..... Pranam
@ishansahu3527
@ishansahu3527 Год назад
Ebe kebala Ame odia bhari badhia kahile chalibani, amaku dedicated haba ku padiba towards our Odia culture, and this can be only possible with the help of generation Z🙏😍😋
@manoranjanparida7874
@manoranjanparida7874 Год назад
ଯେତେ ଶିକ୍ଷିତ ହେଉଛନ୍ତି, ସବୁ ଆସୁଛି
@shisuladei1473
@shisuladei1473 11 месяцев назад
Thanks sir
@pabitradash8651
@pabitradash8651 Год назад
ଠିକ କଥା କହିଲେ ଆଜ୍ଞା, ଜୟ ଜଗନ୍ନାଥ
@trilochanpatnaik6321
@trilochanpatnaik6321 Год назад
ଆମ ଆଦର୍ଶ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ। ଯେତେ କହିଲେ କଣ ହେବ। ଓଡ଼ିଆ ଶାସ୍ତ୍ରୀୟ ମାନ୍ୟତା ପାଇଛି, ତାହାହିଁ ଯଥେଷ୍ଟ।
@birakishoresahoo3080
@birakishoresahoo3080 Год назад
Pranam sir.Right katha.we r detoriating.
@manojswain5209
@manojswain5209 Год назад
Beautiful
@utkalakalinga1270
@utkalakalinga1270 10 месяцев назад
ଗୋରା ରଙ୍ଗ ପ୍ରତି ଦୁର୍ବଳତା ବିଷୟରେ ବି ଗୋଟେ ପ୍ରୋଗ୍ରାମ କରନ୍ତୁ
@rashmitamohanty5290
@rashmitamohanty5290 9 месяцев назад
🙏👌
@mitthusblog4394
@mitthusblog4394 Год назад
Badha kahele👍👍👌
@siinx_ff
@siinx_ff Год назад
Sir pranam.
@SantoshJena-if5iw
@SantoshJena-if5iw 11 месяцев назад
❤🎉🕉️💯
@bikash2353
@bikash2353 Год назад
@lalitdsrgupta9712
@lalitdsrgupta9712 11 месяцев назад
Sir lokamankar manasikata badaliba darkar
@dbiki
@dbiki Год назад
ବିଲ୍କୁଲ ସତ କଥା
@gbnayak6121
@gbnayak6121 26 дней назад
ଆପଣ ପୁରାପୁରି ଠିକ କହୁଅଛ ସାର ।
@swagatikasahoo8903
@swagatikasahoo8903 Год назад
👌👌👌👌
@pramilasahoo1131
@pramilasahoo1131 Год назад
KOTI PRANAM APANAK PADA TALE AU DHANYA KAHIBA AMA KICHI ODIA NKU BAHUT TANKA DEI AC HOTEL KU JAI PARA AINTHA AU DIRGHA DINA RA KHAIBA KHAU CHANTHI KUKUR KU DELE BI SIA KHAUNI ABHALI KHADYA KU
@leepusahoo3294
@leepusahoo3294 Год назад
👍👍👍👍👍
@ranjankumarsahoo6034
@ranjankumarsahoo6034 Год назад
🙏🙏🙏🙏🙏🙏🙏🙏
@deviprasadpatra3742
@deviprasadpatra3742 Год назад
🙏🏼🙏🏼🙏🏼
@sanghamitramishra6788
@sanghamitramishra6788 Год назад
Ethi kahaku bujheiba niratharka,samaste gotie dhara re bahi chalichanti
@R.pattnaik
@R.pattnaik Год назад
Murkhanku na kahiba bhala
@bibhutibhusannayak6445
@bibhutibhusannayak6445 11 месяцев назад
ମୁଖ୍ୟମୁଖ୍ୟମନ୍ତ୍ରୀ ଙ୍କୁ ସମର୍ଥନ କରୁଛନ୍ତି ।।
Далее
Three NEW MAPS in Update 0.31.0 Nightmare | Standoff 2
01:48
Каха понты
00:40
Просмотров 478 тыс.
Ilkinchi hotin oberasanmi deb o’ylabman🥹😄
00:26
BREAKFAST ODISHA with  Baisnav Mohanty & Manjubala Das
12:29
Three NEW MAPS in Update 0.31.0 Nightmare | Standoff 2
01:48