Тёмный

ପାଣ୍ଡିଆନଙ୍କୁ ଦୋଷ ଦେବା ଠିକ ନୁହେଁ | Don't Blame VK Pandian For Poll Debacle: Sura Routray | Kanak News 

Kanak News Digital
Подписаться 1,1 млн
Просмотров 850 тыс.
50% 1

Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Stay tuned to get 24/7 news updates from Kanak News Live.
For latest Odisha News Follow Kanak News:
Visit: kanaknews.com/
Watch Live: ru-vid.com...
RU-vid: / kanaknewsdigital
Twitter: / kanak_news
Facebook: / kanaknews
#KanakNewsDigital #VKPandian #SuraRoutray

Опубликовано:

 

3 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 3,9 тыс.   
@subhashreemohapatra2284
@subhashreemohapatra2284 Месяц назад
IAS Mr V K Pandian sir and Mr.Naveen Patnaik Sir both are great they always stay in our heart semane Odisha pain bahut kichi karichanti 🙏❤❤❤❤❤
@happyworld2135
@happyworld2135 Месяц назад
U pandu pakhaku jauthila laguchi 😂
@LikhithSingh-pz6xx
@LikhithSingh-pz6xx Месяц назад
@subhashreemohapatra2284 - Your talks are bullshit, you don't know anything about politics... Literally don't comment like this, everyone hates pandian.
@nareshpanda4485
@nareshpanda4485 28 дней назад
ହଁ ଓଡିଶା ଲୋକଙ୍କୁ ବକରା ବନେଇ 7000କୋଟି ନିଜ ପାଖରେ ପାଣ୍ଡିଆନ. ଓଡିଶା ବର୍ତମାନ ଜନ୍ମ ପିଛା ଋଣ କେତେ ପହଂଚି ଲାଣି
@pravatpalai6390
@pravatpalai6390 28 дней назад
ନବୀନ ପଟ୍ଟନାୟକଙ୍କ କରିଥିଲେ କିଛି ମୁଁ ଯେତିକି ଜାଣିଚି ଏ ପାଣ୍ତୁ କଣ କରିଛି ଏଟାପା ଚୁରଟେ ଓଡ଼ିଶା କୁ ଆଉ କ'ଣ ରଖିଚି କେବେ, ଆଉ କ'ଣ ଭିକାରୀ କରିକି ଓଡ଼ିଶା ଲୋକ ଙ୍କୁ କରିଥିଲେ ଜାଣିବ, ଏବେବି ସମୟ ଅଛି ପରିବର୍ତ୍ତନ ହୁଅ 🙏
@tapankumarpanda4813
@tapankumarpanda4813 28 дней назад
Ll​@@happyworld2135tu sala gote banda alua
@sagarbaral2596
@sagarbaral2596 Месяц назад
Pandian sir reason for development in odisha
@ankitsahoo1534
@ankitsahoo1534 Месяц назад
Saithi pai loka vote deleni....
@anushreemahauti7329
@anushreemahauti7329 Месяц назад
Tu chakiri kinichu bodhe
@ankitsahoo1534
@ankitsahoo1534 Месяц назад
Han baaa
@SauravKumar-ck6cr
@SauravKumar-ck6cr Месяц назад
​@@ankitsahoo1534 development ku loko dekhi paru nahanty ..
@ankitsahoo1534
@ankitsahoo1534 Месяц назад
@@SauravKumar-ck6cr tame dekhai dia bhai
@user-hx5kl9oc1i
@user-hx5kl9oc1i Месяц назад
ସୁର ଅଜା you great l ଜଣେ ଲୋକ ପାଣ୍ଡିଆନ ପାଇଁ ମୁହଁ ଖୁଲିଲେ ସେ ହେଉଛନ୍ତି ନିର୍ଭିକ, ସାହସୀ ଏବଂ ମୁହଁରେ କହିବା ଲୋକ ସୁର ଅଜା l you great ଅଜା 🙏🙏🙏
@kumarjitu8379
@kumarjitu8379 27 дней назад
Nija bada pua kahileni bapa baula heleni ghare basiba katha..😂
@sabyasachimitra3197
@sabyasachimitra3197 Месяц назад
Absolutely right, "said good motivation to Mr.Pandian, who has done lots for Odisha uncountable.. God bless him 🙏
@Swapna7720
@Swapna7720 Месяц назад
Correct 💯
@haguru8021
@haguru8021 26 дней назад
​@@Swapna7720🤪🤪Aama gaon re road nai kua ru Pani pieuchu eiita devlopment
@arunkumarswain4278
@arunkumarswain4278 Месяц назад
ଆଉ କିଛିଦିନ ପରେ ପୁଅକୁ BJP ରେ ମିଶେଇବ ତମଉପରକୁ ଭରସା ପାଉନି. ତମେ ସେହିଭଳି ଲୋକ. ତାପରେ କହିବ ମୋଦୀ ଭଲ କାମ କରିଛି.
@user-gi5vl5du6k
@user-gi5vl5du6k Месяц назад
Tu jou Banda loka ta
@BijayaNath-ny4gr
@BijayaNath-ny4gr Месяц назад
🤣🤣🤣🤣🤣🤣​@@user-gi5vl5du6k
@bijaykhuntia
@bijaykhuntia Месяц назад
😂😂
@PanbabPanda
@PanbabPanda Месяц назад
ସୁପର ବେହିଆଟା ଲୋକ କଣ ଳାଣିନାହଁ ତି।ସୁବିଧାବାଦି
@akshayakumarmohanty5137
@akshayakumarmohanty5137 Месяц назад
H🍼
@sumantakubehera5135
@sumantakubehera5135 Месяц назад
କଂଗ୍ରେସ ତୋତେ ଧୋକା ଦେଲା ନାଁ ତୁ ଶଳା ଆଗେ ଧୋକା ଦେଲୁ
@prasantakumarbehera5096
@prasantakumarbehera5096 Месяц назад
Right 👍👍👍
@Alok-kumar.98
@Alok-kumar.98 Месяц назад
Right bro 🎉🎉🎉🎉
@krushnachmahapatra190
@krushnachmahapatra190 Месяц назад
100% Right
@AbhimanyuJani-tx3ys
@AbhimanyuJani-tx3ys Месяц назад
ଶଳା ବିଜେପି ଧୋକା ଦେବା ଦେଖୁବୁ ରେ ଭାଇ✍️💯
@rakeshranjanrout3869
@rakeshranjanrout3869 Месяц назад
Tu chup kr uneducated nonsense.
@sakinakhatun1449
@sakinakhatun1449 Месяц назад
BJD jinda bad sir you are right
@mohansundar1224
@mohansundar1224 29 дней назад
Odisha ର ନେତା ମାନେ ପଇସା ଖାଇପରୁନିଥିଲେ ସେଇଥିପାଇଁ V K PANDIAN କୁ ଦୋଷୀ
@diptiranjandas7419
@diptiranjandas7419 Месяц назад
ଏଇ ନିର୍ଲଜ ବୁଢା ପାଇଁ ବିଚରା Dynamic ପିଲା ସିଦ୍ଧାର୍ଥ ହାରିଲେ,ଜଟଣୀ ରୁ ସିଦ୍ଧାର୍ଥ କଂଗ୍ରେସ ରୁ ସିଓର ଜିତି ଥାନ୍ତେ,କେବଳ ଏଇ ବୁଢା ର attitude ପାଇଁ ଦୁଇଟା ଯାକ ପୁଅ ବଳି ପଡି ଗଲେ
@priyankagarabadu8162
@priyankagarabadu8162 Месяц назад
True
@satyanarayandas
@satyanarayandas Месяц назад
Archana nag pakhare e dynamic pila karuthila kana 😂
@soumyadas5304
@soumyadas5304 Месяц назад
Nirloj pua duita be bopa ku dekhi loko manonko tax paisa hariloot koriba pai politics ku asi thiley. Ebe lokey tanku gandi mari dele........poduchi, ubhay bapo o pua nkoro.
@saradacharanamohapatra9806
@saradacharanamohapatra9806 Месяц назад
Right
@AnasuyaMahapatra-rg8tl
@AnasuyaMahapatra-rg8tl Месяц назад
Right
@prasantapanda1703
@prasantapanda1703 Месяц назад
ବିଜେଡି ବହୁତ ଅନ୍ୟାୟ ଅତ୍ୟାଚାର ହତ୍ୟା ଚୋରି ଧର୍ଷଣ ଦୁର୍ନୀତି କଲେ ବୋଲି ବିଜେଡି ହାରିଲା କିନ୍ତୁ ତୋର ବେଈମାନ ଗୁଣ ପାଇଁ ତୋର ଦୁଇଟା ଯାକ ପୁଅ ହାରିଲେ, ତୁ ମାଗିହା ହାରାମି କଂଗ୍ରେସ ସହିତ ବେଈମାନ କଲୁ ତୋ କୁକର୍ମର ଫଳ ତୋ ଦୁଇ ପୁଅ ଭୋଗିଲେ
@ManasBhoi-bk8di
@ManasBhoi-bk8di Месяц назад
Bapa khaila talha puo ku hela kala
@sashikantgamingyt3227
@sashikantgamingyt3227 Месяц назад
Abe bjp bala aji ratire tor gana duskaram karibe bujhilu chaakaa
@hrusibhoi9700
@hrusibhoi9700 Месяц назад
Bahut bhala hela
@rabindraxyzvlog
@rabindraxyzvlog Месяц назад
Right yes
@riteshmeher3546
@riteshmeher3546 Месяц назад
Mo bhai you are right 👍👍👍👍😊
@basantsutar7903
@basantsutar7903 Месяц назад
Really very very thank you so much vk pandian to make odisha so much developed
@santanukumarpattanaik2962
@santanukumarpattanaik2962 Месяц назад
Thanks Sura babu for your impartial view.
@prakashkumarthatei2370
@prakashkumarthatei2370 Месяц назад
ଥରେ ଏବେ ୱାର୍ଡ ମେମ୍ବର ଜିତିକି ଦେଖା...ଛି ଥୁ ଥୁ କି ସେବା କରିଛୁ ଲୋକଙ୍କର ଟିକିଏ କହ ତ 😂😂😂😂
@s.b.creation8958
@s.b.creation8958 Месяц назад
ସବୁ ପାଣ୍ଡିଆନ ଯୋଗୁଁ ହେଉଛି । ପାଣ୍ଡିଆନ ଅଫିସର ହିସାବରେ ଭଲ | କିନ୍ତୁ ରାଜନୈତିକ ହିସାବ ରେ ଓଡ଼ିଶାବାସୀ ଗ୍ରହଣ କରୁନାହାଁନ୍ତି ଗୋଟିଏ ଲୋକ ଛଡା ସିଏ ହେଉଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ | ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜାଗା ରେ ପାଣ୍ଡିଆନ ଙ୍କୁ ଦେଖି ଲୋକେ ସହୟ କରିପାରୁନାହାଁନ୍ତି।
@jullybeshra2403
@jullybeshra2403 Месяц назад
Au kiye thile dei no thanta na kon
@pratapguru1219
@pratapguru1219 Месяц назад
ତୁ ଶଳା ତୁ ପୁଅ କୁ tickat ଦେଇଛି ବୋଲି ତୁ ଶଳା ମାଗିହା ବାଳ ହେବ
@satyabankanhar6996
@satyabankanhar6996 Месяц назад
ଆଜ୍ଞାସୁରବାବୁ ନିଜ ପିଲାଙ୍କୁ ମଇଦାନଙ୍କୁ ଛାଡ଼ିଥିଲେ ଫଳ କଣ ହେଲା ତମେ ଖାଲି ଜଟଣିଠାରୁ ଭୁବନେଶ୍ୱର ଦେଖିଛ କନ୍ଧମାଳକୁ ଆସି ଦେଖୁନ ରାସ୍ତା ନାହିଁଟାୱାର ନାହିଁ ସ୍କୁଲରେ ମାଷ୍ଟ୍ର ନାହିଁ ହସପିଟାଲରେ ଡାକ୍ତର ନାହାନ୍ତି |ତୁଶ ଳା ଆଗରୁ ଲୋକଙ୍କୁ ଠକି ଠକି ଧନ ଲୁଟିଛି ଭୋଟ ଲୋଟିଛ ଏବେ ସେ ଯୁଗ ନାହିଁ ଏବେ ରଲୋକତମକୁ ଗାଣ୍ଡି ମାରିବେ ତେ ପୁଅ ତ୍ ପାଇଭେଟରେ ପାଇଲଟ ଥିଲା ଜଣେ ତପାହାଡ଼ ଚଢ଼େତମ ପାଟିରୁଖାଲି ମାଡ଼ି ଚାଲ ହେଥୁ ଛଡା କଣ ଜାଣିଛ I ଯୁଗ ବଦଳି ଗଲାଣି ନିଜ ପିଲାଙ୍କୁଭଲରେ ନୀତିଶିକ୍ଷାଦେଇ ମଇଦାନକୁ ଛାଡ୍ ନ ହେଲେ ଅବସ୍ଥା ଏବେ ଦେଖିଲେ ତପାହାଡ଼ଚଡ଼ିଛି କିନ୍ତୁ ରାଜାଣିନି ରାଜନୀତିକୁ ପାଇଛି । ଆଉ ଜାହାଜ ଚଳାଇଛି କିନ୍ତୁ ଲୋକଙ୍କସହ ମିଶିବା ସିଖିନି ନଢିଜାକ୍ୟାହୋଗାରେ ସୁରଖୁଦ୍ ମଇଦାନ ମେଦେଖିଲିଆ ।
@anantamurmu6859
@anantamurmu6859 Месяц назад
Right kotha bhai kohilo
@krishnamishra2046
@krishnamishra2046 Месяц назад
Perfectly said 👍
@pramodsahoo3886
@pramodsahoo3886 Месяц назад
As learnt that Sri VK Pandian has done well for odisha. I think there is no alternative because he has gained good experience with entire odisha problems & taking initiatives for developement of odisha. Thanks a lot.
@niranjanpadhy4426
@niranjanpadhy4426 Месяц назад
ଛି ଛି ଛି.... ଏତେ ବେଇମାନି ଅଲାଯୁକ ଛି.. ଛି..
@Manas12391
@Manas12391 26 дней назад
What a shot
@soumendraprasadmohanty8469
@soumendraprasadmohanty8469 Месяц назад
ସୁର ବାବୁଙ୍କୁ ନମସ୍କାର, ଆପଣଙ୍କ ମୁହଁରୁ କୌଣସି ଉପଦେଶ ଶୋଭା ପାଉନାହିଁ କାରଣ ଆପଣଙ୍କର କଥାର କୌଣସି ମୂଲ୍ୟ ନାହିଁ ଯଦି କଂଗ୍ରେସରେ ଥାଇ ଏପରି କହିଥିଲେ ସୁନ୍ଦର କଥା ବାରମାସର ଉପବାସ ଶୁଖୁଆ ପୋଡ଼ାରେ ଗଲା
@rekharani217
@rekharani217 Месяц назад
Perfect Katha kahile sirr❤❤❤ salute
@anirudhananda5309
@anirudhananda5309 Месяц назад
So,throughout the video he praised VK pandian.great!!..may the almighty bless sura sir..
@rakeshjena6523
@rakeshjena6523 Месяц назад
ଭଲ ହେଇଛି ଗାଣ୍ଡୀ ମରେଇଛି ୩ ଜଣ ଯାକ ଘରେ ବାଡିୟା ବାଡିୟା ହେଇକି ମର ବେହିଆ....
@puritoka3138
@puritoka3138 Месяц назад
Hnn au jibani tume mane dadan tuma ghare gehiba fula padma
@pritampolei7087
@pritampolei7087 Месяц назад
Abe bulu genda chinha gamuchha pakei be lajya he thu
@dhge556
@dhge556 Месяц назад
​@@puritoka3138 deichi bhalai marila ....
@kanhu9
@kanhu9 Месяц назад
ଆଉ ତୋ ଘରେ କିଏ ନାଁ କିଏ ଗୋଟେ ତ ଗେଉ ଥିବ ନାଁ ​@@puritoka3138
@chinmayasahoo5256
@chinmayasahoo5256 Месяц назад
😂
@pinturout635
@pinturout635 Месяц назад
ଏ ପାଗଳ ବୁଢ଼ା କୁ ତାମିଲନାଡୁ ପଥେଇଦିଓ ପାଣ୍ଡିଆଁ ସଙ୍ଗେ
@kaminikantasahu3865
@kaminikantasahu3865 Месяц назад
ଏହା ହେଉଛି ତୁମ ବିଜେପି ଦଳର ଅସଲ ଚେହେରା, ସମ୍ମାନସ୍ପଦ ଲୋକକୁ ଅସମ୍ମାନ କରିବା ଏବଂ ଓଡ଼ିଶାବାସୀଙ୍କୁ ଅଣଓଡ଼ିଆ କହିବା।
@truptilatadas450
@truptilatadas450 Месяц назад
​@@kaminikantasahu3865thik kahila
@Niharikapradhan-mm2zh
@Niharikapradhan-mm2zh Месяц назад
Bhai thik kahicha har jit ta hue BJP ku paancha paancha thara jareithila kukura bhalia ea ta thare 25barsa rahu dekhiba...
@mrutyu4104
@mrutyu4104 Месяц назад
​@@kaminikantasahu3865ମୋ ଭାଇ ଲୋ କଣ କହିଲୁ ତୁ ଏ ସୁର ସମ୍ମାନସ୍ପଦ ଲୋକ ଯେତେବେଳେ ଯାହା ଇଚ୍ଛା କହୁଚି , ନିଜର ଆଦର୍ଶ କିଛି ନାହି
@user-jb1jz6pd6s
@user-jb1jz6pd6s Месяц назад
​@@kaminikantasahu3865Bhai tu gandi Masti besi karna jete bele sura sir shree Ram nku tu taa lagei katha hela Tu sete bele keuthi gandi marei hai thilu .
@user-xo2bp1lf4v
@user-xo2bp1lf4v Месяц назад
ସୁର ଭାଇ, ମୋର ଟିକେ ସେବା ଦରକାର। କଣ ରେଡ଼ି ତ ? ଦୁଇ ଦିନ ହେଲାଣି ଏ ନିର୍ବାଚନ ରେ ଡେଇଁ ଡେଇଁ ଗୋଡ ହାତ ଦରଜ। ସେଥି ଲାଗି ଯଦି ଟିକେ ଆସି ସେବା କରି ଥାନ୍ତେ। ଟିକେ ଭଲ ହୋଇ ଥାନ୍ତା। ରହିଲି, ଆପଣଙ୍କ ଅପେକ୍ଷାରେ। ଆପଣ ଟା କହୁଥିଲେ ପାଞ୍ଚ ବର୍ଷ ପାଞ୍ଚ ଦିନ ପରି ବିତି ଯିବ। ସେଇ ପାଞ୍ଚ ଦିନ ସେବା ମୋର ଟିକେ କରି ଦେବେ। 🙏
@user-jv9rz9rv9n
@user-jv9rz9rv9n Месяц назад
ଭାଇମାନେ ଆମ ମୁଖ୍ୟମନ୍ତ୍ରୀ ବହୁତ ଭଲ କିନ୍ତୁ ଯେଉଁ ଚେଲା ଚାମୁଣ୍ଡା ଯେମିତିକି ଜିଲ୍ଲାପରିଷଦ, ସରପଞ୍ଚ ଏବଂ ଅନ୍ୟାନ୍ୟ ଛୋଟ ମୋଟ ପାର୍ଥି, ସେମାନେ ବହୁତ ଅନ୍ୟାୟ କଲେ ଗାଁ ମାନଙ୍କରେ ପିଲାମାନଙ୍କୁ ଅସକ୍ଷିତ ଏବଂ ନଷ୍ଟ ଚରିତ୍ର କରାଇଲେ, ଗ୍ରାମରେ ଥିବା ଅସକ୍ଷିତ କିଛି ହରିଜନ ଯୁବକ ଏହି ବିଜେଡି କର୍ମୀ ମାନଙ୍କ ଶକ୍ତିରେ ବଳବାନ ହୋଇ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଆରମ୍ଭ କଲେ ଯଦି କେହି ଥାନା ମାଧ୍ୟମରେ ନ୍ୟାୟ ପାଇବାକୁ ଚାହିଁଲା ତେବେ ଏହି ବିଜେଡି କର୍ମୀ ମାନଙ୍କ ଚାପରେ ଦ୍ପୋଲିସ ବାବୁମାନେ ନିରୀହ ଲୋକମାନଙ୍କୁ ଅନ୍ୟାୟ ବିଚାର କରି ଦୋଷୀକୁ ଦଣ୍ଡ ନଦେଇ ଛାଡି ଦେଉଥିଲେ ବହୁ ଶିକ୍ଷିତ ଏବଂ ସରଳ ବୟସ୍କ ଲୋକମାନେ ଅପମାନ ପାଇ ମୁହଁ ବନ୍ଦ କରି ରହିବାକୁ ବାଧ୍ୟ ହେଲେ. ଆଜି ସେହି ନିରୀହ ଲୋକମାନଙ୍କ ଆଖିର ଲୁହ ପଡିବାରୁ ଆଜିକୁ 24 ବର୍ଷ ହେବ ଶାସନରେ ଥିବା ସରକାର ଟଳି ପଡିଛି. ଗାଁ ମୁଣ୍ଡ ମଦୁଆ ମାତାଲଙ୍କ ଆଡ୍ଡା ସ୍ଥଳୀରେ ପରିଣତ ହେଇଛି ମୋ ଗାଁ ଆଉ ଗାଁ ହେଈ ନାହିଁ ଆଜ୍ଞା ଏହି ନବୀନ ବାବୁଙ୍କ ପାଳିତ କୁତାମାନେ ମୋ ଗାଁକୁ ଛାରଖାର କରିଦେଇଛନ୍ତି. ଭଗବାନଙ୍କୁ ଗୁହାରି କରୁଛି ଅନ୍ୟାୟ କରୁଥିବା ନେତା ଏବଂ ଚାମଚା ମାନଙ୍କର ସର୍ବନାଶ ହେଉ ଭଲ ହେଇଚି ବିଜେପି ସରକାର ଆସିଚି ମୋର ଅନୁରୋଧ ଭାଇମାନେ ମୋତେ ଭୂଲ ବୁଝିବେ ନାହିଁ ଯାହା ମୋ ମନରେ ଆବେଗ ଥିଲା ମୁଁ ଜଣାଇଦେଲି ଯଦି କାହାରିକୁ କଷ୍ଟଲାଗେ ତେବେ କ୍ଷମା ଚାହିଁବି 🙏🏼
@santoshbarik1143
@santoshbarik1143 Месяц назад
ମୁଣ୍ଡରେ ବରଫ ଟିକେ ଘଷ ସୁରବାବୁ ଏମିତି ବାଉଳିଆ ଚାଉଳିଆ ଙ୍କ ଭଳି ଗପୁଛି କଣ ପାଇଁ
@user-gi5vl5du6k
@user-gi5vl5du6k Месяц назад
Maghia to bou ra chadi kholiba boli
@shankarjhodia5181
@shankarjhodia5181 Месяц назад
ସୁର, ଅଣ ଓଡ଼ିଆକୁ ଏତେ ଗୁରୁତ୍ଵ କାହିଁକି ଦେଉଛି? ତୋ ପୁଅକୁ ଟିକେଟ ଦେଲେ ବୋଲି BJD କୁ ଭୋଲ କହୁଚୁ! । ଛି ଛି ଲଜ୍ୟା
@bksethy1
@bksethy1 Месяц назад
Tu kana Gujarati sasan khojuchhu Odisha re
@rtiger189
@rtiger189 Месяц назад
Pandian ଙ୍କ ପାଇଁ ଓଡ଼ିଶାର ବିକାଶ। କିନ୍ତୁ CM ଙ୍କ ଆଦେଶ ଜରିଆରେ କାର୍ଯ୍ୟ କରିଛନ୍ତି। Thanks ସୁର ଅଜା। Thanks ପାଣ୍ଡିଆନ୍ sir.
@user-tt3vw8hl3j
@user-tt3vw8hl3j 29 дней назад
Bhai a Manisha maha harami
@smileindia9348
@smileindia9348 Месяц назад
ଏତେ ପାଗଳାମି ଭଲ ନୁହେଁ ଆଜ୍ଞା 🙏🙏🙏
@subalnayak7698
@subalnayak7698 Месяц назад
ସୁର ଭାଇ ତମେ ଏବେ ରେଷ୍ଟ ନିଅ କାଇଁ ବାଳକୁ ପାଗଳ ପରି କଥା ବାର୍ତ୍ତା କରୁଛ ଯଦି 60ବର୍ଷର ରାଜନୀତିଆ ଗୋଟେ ହେଲେ ପୁଅକୁ ଜିତେଇକି ଦେଖେଇଲନି କଥାରେ ଅଛି ଦୁଇ ନାବେ ଗୋଡ଼ ଦେଇ ଗା...... ପଟେ ପ୍ରାଣ ଯାଇ. 😄 ବଡ଼ ପୁଅ ଯଦି ଜଟଣୀରେ ଛିଡା ହେଇଥାନ୍ତା ନିହାତି ବିଜୟୀ ହେଇଥାନ୍ତା. ଜୟ ଶ୍ରୀରାମ 🙏
@ashokkumarpal596
@ashokkumarpal596 Месяц назад
ସେଥିପାଇଁ ତ ତୋ ପୁଅ ହାରିଲା ,କିରେ ପାଣ୍ଡିଆନ ସବୁ କରିଛି ତ ନବୀନ ବାବୁ କଣ କରୁଥିଲେ .
@bandanananda5306
@bandanananda5306 Месяц назад
You are absolutely right sir 👏
@user-hx5kl9oc1i
@user-hx5kl9oc1i Месяц назад
ସୁର ଅଜା ଏଇକଥା ପାଇଁ ତୁମକୁ ଧନ୍ୟବାଦ l କାଉଁରିକାଠି ଭାଙ୍ଗି ଯିବ ପଛେ ନଇଁବ ନାଇଁ l brave nd bravo 🙏🙏🙏
@blackevents2743
@blackevents2743 Месяц назад
କାଳିଆ ସବୁ ଦେଖୁଛି
@Badshahmovies252
@Badshahmovies252 Месяц назад
ଏହି ପାଗଳ ଘିଆ ସକାଶେ ତା. ପୁଅ ହାରିଲେ.... କାଲି କହୁଥିଲା ପାଣ୍ଡିଆନ ଖରାପ ଆଜି କହୁଛି ଭଲ.... ୟାକୁ Aiims hospital ରେ ପୁରାଅ
@g_kumar111
@g_kumar111 Месяц назад
ଠିକ୍ ଠିକ୍ 😂😂😂😂😂
@gsworld117
@gsworld117 Месяц назад
Emitika language use kariba thik nuha
@amulyakusahoo7721
@amulyakusahoo7721 Месяц назад
୪୮୩୦୦୦ ଭୋଟ ପାଇଛ ୧୦୦୦୦୦୦୦ ଖର୍ଚ୍ଚ କରିଥିବ😅😊😂
@PrasantaPati-jw7bd
@PrasantaPati-jw7bd Месяц назад
You are all right sir
@AkshayKumar-ze8ok
@AkshayKumar-ze8ok Месяц назад
Pandian କୁ ଯଦି କେହି ବେଶୀ ନିନ୍ଦା କରୁଥାଏ,ସେ ହେଉଛନ୍ତି ସୁର ଭାଇ ।
@user-oq8ve6lo8i
@user-oq8ve6lo8i Месяц назад
ପାଣ୍ଡିଆନ କୁ ଏବେ ଦୋଷ ଦେବା ଠିକ ନୁହଁ l ଆହୁରି ତାଙ୍କର ଅନ୍ୟ ବୃହତ କାମ ଅଛି ବଳକା l ତାହା କରି ସରିଲା ପରେ ପାଣ୍ଡିଆନ କୁ ଯାଇ ଦୋଷ ଦେବେ l
@onlyentertainment3792
@onlyentertainment3792 Месяц назад
😂
@kartikbehera3892
@kartikbehera3892 Месяц назад
Chori karichhi
@kamalakantapanda304
@kamalakantapanda304 Месяц назад
Au kan baki achhi kuha
@qualitycontrolengineer8348
@qualitycontrolengineer8348 Месяц назад
Eee budha sasta ganjei kouthu anuchhi.. Tanibaku..
@factsbrownstar467
@factsbrownstar467 Месяц назад
😂😂
@Sikhyabharati
@Sikhyabharati Месяц назад
କି ଅଲଜ୍ୟା କଥା, ଛି....... ଥୁ, ଏଭଳି ଗାଲୁଆଙ୍କ ଯୋଗୁଁ ଓଡ଼ିଶା ଆଗେଇ ପାରୁନାହିଁ। ଚକାଆଖି ଖେଳ କରୁଛି ❗⭕⭕❗ମାଡିଚାଲ ❤😂👍
@sumitratarai8174
@sumitratarai8174 Месяц назад
Thik kahicha
@sorenkumarbeheraproduction6669
@sorenkumarbeheraproduction6669 Месяц назад
Kukura pandien mariba sala ❤
@UniqueCreation584
@UniqueCreation584 Месяц назад
You are Great sir ❤alwys Righ Advice
@tulumohantyentertainment6398
@tulumohantyentertainment6398 Месяц назад
ଜୟ ଜଗନ୍ନାଥ 🙏, pandian hii great really 🙏,bcoz all develop work done only by daring personality Mr kartik pandian.All anti corruption , all development work and all good work done by Mr Katik pandian🙏
@sujitpatra4909
@sujitpatra4909 Месяц назад
ବିଫଳ ପ୍ରେମିକ ର ଗାଣ୍ଡିଫଟା ଚିତ୍କାର
@ppriyatangyamohanty2259
@ppriyatangyamohanty2259 Месяц назад
Ki nonsense katha kahucha tame....
@rohitameher84meher41
@rohitameher84meher41 Месяц назад
25 ବର୍ଷରେ ବସଷ୍ଟାଣ୍ଡ କଲେ ସେଇଟା ରାଜ୍ୟରେ develop କୁହାଯିବ କି ?
@rashmidiptanayaksenapati4514
@rashmidiptanayaksenapati4514 Месяц назад
Good question
@hareshnandi6016
@hareshnandi6016 Месяц назад
Hau bhai....aei 5 year kete devlope heuchi ...seita Khali dekhiba baki achi?
@SS-dl1wo
@SS-dl1wo Месяц назад
Navin Pattanik pain Odisha kete agaku asicchi kas bujhi paranta.... Au e 5 barsa bhitare jani jiba BJP ra development dekhi ....
@bihariharyanvidance4877
@bihariharyanvidance4877 Месяц назад
Pagal budha bus conductor haba😂😂😂
@badal_07_05
@badal_07_05 Месяц назад
Agaru Kan desare devlop hoe thila je odisha re devlop haba
@Adityanatia
@Adityanatia Месяц назад
ଶୁର କୁଶଳା ତାମିଲ୍ ଲାଡୁ ପଳା ଛି ଛି
@kanhucharanrana1000
@kanhucharanrana1000 Месяц назад
ହାରିବା ଜିତିବା ମୋଦୀଙ୍କ ପାଇଁ ଲାଗୁ ହେବ ନା ନାହିଁ ?
@hemantapanda6309
@hemantapanda6309 Месяц назад
ପାଗଳ ଅଛନ୍ତି କିନ୍ତୁ ଏମିତିକା ପାଗଳ ସଂସାର ରେ ନାହାନ୍ତି...
@umasankarmishra5622
@umasankarmishra5622 Месяц назад
ପୁଣି ପରିବର୍ତ୍ତନ ହେଲା ବେଳକୁ ତୁ ମରି ସାରିଥିବୁ
@pareswarbhatra8011
@pareswarbhatra8011 Месяц назад
ପରିବର୍ତ୍ତନ ସୁନିଛିତ |ଏହା ପରେ କଂଗ୍ରେସ ଆସିବ |
@trevorphilips1024
@trevorphilips1024 Месяц назад
​@@pareswarbhatra8011😂😂😂😂
@karthikkumar-tc9yq
@karthikkumar-tc9yq 29 дней назад
Correct sir, pandian devloped the odisha Many peoples don't know about him
@mamatapradhan4661
@mamatapradhan4661 21 день назад
I love pandian sir and his honesty, sincerity and hardworking
@user-su4kk8ng4n
@user-su4kk8ng4n Месяц назад
ତାମିଲ ର ଅନ୍ଧ ଭକ୍ତ
@umakantapradhan5745
@umakantapradhan5745 Месяц назад
Tamilnadu Odisha ru loko knhiki jauchanti
@BhajantakumarNayak
@BhajantakumarNayak Месяц назад
Tamil kana ame ethare kamakaruchhu jadi kichi asubidha hue tu tanka debu nahele loubor Jan karibe
@trevorphilips1024
@trevorphilips1024 Месяц назад
​@@umakantapradhan5745ask to bjd lol
@PintuNaikreact
@PintuNaikreact Месяц назад
First of he is an Indian
@sudhansumohanty2057
@sudhansumohanty2057 Месяц назад
ସୁର sir ପୁରା ଠିକ କଥା କହିଲେ। ମୁ ଆପଣଙ୍କ ସହିତ ସହମତ। ଲୋକଙ୍କ ଅଭ୍ୟାସ ଅନ୍ୟ କୁ ଦୋଷ ଦବା। ସେମାନେ ଭଲ ଜିନିଷ କୁ ଗ୍ରହଣ କରି ଜଣନ୍ତିନି କି ତାକୁ ସ୍ୱୀକୃତି ଦବା ଜାଣନ୍ତି ନହୀ କରନା ପ୍ରଚୁର ମାତ୍ରା ରେ ଅହଂକାର ଓ କୃପଣ ତା ଭର୍ତ୍ତି ହୋଇଥାଏ ମନରେ
@snehalatajena5580
@snehalatajena5580 Месяц назад
Right
@HiGudi
@HiGudi Месяц назад
ମିଛ ଗୁଜବରୁ ଦୂରେଇ ରହି pandian sir ଙ୍କୁ ଦୋଷ ଦେବା ବନ୍ଧ କରନ୍ତୁ। ସୁର sir ja କହିଲେ ଥରେ ବୁଝିବାକୁ ଚେଷ୍ଟା କରନ୍ତୁ pandian sir କଣ ଭୁଲ କରିଛନ୍ତି। ସେ ବରଂ ଓଡ଼ିଶାର ବିକାଶରେ ଜଣେ ମେରୁଦଣ୍ଡ। News channel ର ଗୁଜବରୁ ଦୂରେଇ ରହି ନିଜେ ବିଚରା କର ଏଇ ପାଞ୍ଚ ବର୍ଷରେ କଣ ବିକାଶ ହେଇଛି।
@Chagul318
@Chagul318 Месяц назад
ସୁର ରାଉତ୍ ଙ୍କୁ ମୁଁ ବହୁତ୍ ସମ୍ମାନ କରେ କିନ୍ତୁ ତାଙ୍କର ଏ ଦୋମୁହାଁ ନୀତି ସେ ବର୍ତ୍ତମାନ ଗୋଟେ ଯୋକର ଠାରୁ କମ୍ ନୁହଁ ବେଲଜ୍ୟ।
@nirmalbarik4275
@nirmalbarik4275 Месяц назад
Dhanyabad sura babu ..etedina pare gote nyaya katha kahile...
@indianfoodlovers7514
@indianfoodlovers7514 Месяц назад
କିନ୍ତୁ କଂଗ୍ରେସ 100 ରେ ପହଞ୍ଚି ପାରିଲାନି
@basantnayakgaming2779
@basantnayakgaming2779 27 дней назад
Thanks you sir
@rkswain5795
@rkswain5795 29 дней назад
ସୁର ରାଉତ ଜଣେ ବଡ଼ ସ୍ୱାର୍ଥପର l development ମାନେ କଣ ଭଲ ରେ ବୁଝନ୍ତୁ l
@HarishTudu-ut2mh
@HarishTudu-ut2mh Месяц назад
ବୁଢା ପାଗଳ ହେଇଗଲାରେ.. Mental hospital କୁ କିଏ ନେଇଯାଅରେ 😄😄😄
@anujanayak7736
@anujanayak7736 Месяц назад
Right 👍😂
@prangyaparamitanayak3305
@prangyaparamitanayak3305 Месяц назад
U r right sir
@nrusinghsahoo414
@nrusinghsahoo414 Месяц назад
ପାଣ୍ଡିଆନ ନିଜ ରାଜ୍ୟ ତାମିଲନାଡୁର ବିକାଶ ଓ ସେବା ନକରି ଓଡ଼ିଶାର ବିକାଶ ଏବଂ ସେବା କାହିଁକି କରୁଛି । ସୁର ଭାଇ ଉତ୍ତର ରଖିବେ କି ?
@gopalofficial3384
@gopalofficial3384 Месяц назад
ପାଣ୍ଡିଆନ ଶୁର୍ ଭାଈ କ ଗାଡ଼ିରେ ପେଲି ଦେଇଛି ସେଥି ପାଇଁ ପାଣ୍ଡିଆନ ପାଣ୍ଡିଆନ ହଉଛି ପାଣ୍ଡିଆନ କୁ ଓଡ଼ିଶା ରୁ କୁଲ ଆମେ ପୁଣି ନବୀନ ପଟ୍ଟନାୟକଙ୍କ କୁ cm ବନା ଅ ❤❤❤❤
@Siddhant110
@Siddhant110 Месяц назад
ତମେ ଭାବି ଥିଲା ନବୀନ ହାଉଆରେ ଜିତି ଯିବା ବୋଲି କିନ୍ତୁ ସେ ହୋଇପାରିଲାନି 😮😮😮😮😮😮😮😮😮😮😮😮
@asantarida9057
@asantarida9057 Месяц назад
Righit
@DMishra-qj8cf
@DMishra-qj8cf Месяц назад
Au kn tm jitithanta ki
@golekhchandrabhal2406
@golekhchandrabhal2406 Месяц назад
ଶୁର ଭାଇ ସେ ଶେବା କଥାଟା କୁହନ୍ତୁ ନାହିଁ । ଆପଣ ମନ୍ତ୍ରୀ ଏମ୍ ଏଲ୍ ଥିଲା ବେଳ ଦରମା ନେଇ କାମ କରିଚନ୍ତି । ବୋଧହୁଏ ଆପଣ ଜାଣି ନାହାନ୍ତି ଶେବା କାହାକୁ କୁଆ ଜାଏ ।
@HiGudi
@HiGudi Месяц назад
ରାଜନୀତିରେ ଦଳ ବଦଳ ଚିରାଚରିତ କଥା ଯଦି ସୁର sir ଙ୍କ ଇଛା ହେଲା ଦଳ ବଦଳେଇଲେ କଣ ହେଲା।
@shubhasanketh8803
@shubhasanketh8803 Месяц назад
Matured statement from you Sir ❤
@srikantsahoo3504
@srikantsahoo3504 Месяц назад
ଆଜି ପୁଣି କାହିଁକି ଭି. କେ ପାଣ୍ଡିଆନ ଆଉ ବବି ଦାସ Delhi ଯାଇଛନ୍ତି କିଏ ଅନୁମାନ ଲଗେଇ ପାରିବେ କି?
@sagarsahu5937
@sagarsahu5937 Месяц назад
ପାଣ୍ଡିଆନ ଯୋଗୁଁ ନବୀନ ପଟ୍ଟନାୟକଙ୍କ ପରାଜୟ ହୋଇଛି
@Unknownjakqjqgsuqoq81882
@Unknownjakqjqgsuqoq81882 26 дней назад
Land mafia , Criminals , Corruption in Odisha day by day 📈📈📈📈📈
@hulashmajhi7571
@hulashmajhi7571 Месяц назад
ସୁରଭାଇ ଜଣେପାଗଳ ନେତା ତାଙ୍କ ଘରକୁ ସମ୍ଭାଳି ପାରିଲେ ନାହଁ ତାଙ୍କୁ ରାଞ୍ଚି ମେଡିକାଲ ପଠାଯାଉ ଠିକ ହେଇଜିବେ
@technicaldipti3444
@technicaldipti3444 Месяц назад
ସେବା ମନୋବୃତି ନୁହେଁ ଅଜା,ନେବା ମନୋବୃତ୍ତି
@anjananayak747
@anjananayak747 Месяц назад
Kn nelà
@user-fq6sq8oo1n
@user-fq6sq8oo1n Месяц назад
ସୁର sir ଠିକ୍ କଥା କହୁଅଛୁନ୍ତି ପାଣ୍ଡିଆନ sir ଙ୍କ ବିଷୟରେ ପ୍ରକୃତରେ ଭଲକାମ କରିଛନ୍ତି ହାରିପରେ ତାଙ୍କୁ ଦୁଷ ଦେବା ଉଚ଼ିତ୍ ନୁେହେଁ
@tapawinibiswal9611
@tapawinibiswal9611 29 дней назад
Yes,you are right
@hemantakumarswain6633
@hemantakumarswain6633 Месяц назад
Yes
@mitunahakdas1423
@mitunahakdas1423 Месяц назад
ସୁରକୁ 3ଲକ୍ଷ୍ୟ ଦ୍ୟରେ ଶଳା କୁ ଲାଜନହି ତୋ ମୁହଁକୁ ଲାଜ ଲାଗୁନି ହା ଥୁ
@VANSHAJ235
@VANSHAJ235 Месяц назад
Pandian +sura Routroy= BJD downfall😂😂
@sandeepbehera6456
@sandeepbehera6456 Месяц назад
Verry good version
@SatyamebaJayate-ml8qx
@SatyamebaJayate-ml8qx Месяц назад
ନା ପାଣ୍ଡିଆନ କୁ ଦୋଷ ଦେବା କାହିଁକି ଚୋର ହାତରେ ଯିଏ ଚାବିକାଠି ଦେଇଛି ସେ ଇ ଅନ୍ଧ ଶାସକ ସେହିଁ ପ୍ରକୃତ ଦୋଷୀ... ଆଉ ସୁର ଭାଇ ଙ୍କୁ ପଦେ..... ଏ ବୟସରେ ସେ ପୁରୁଣା ରେକର୍ଡ ଆଉ ବଜାଅ ନାହିଁ.... ଓଡ଼ିଶାରେ ବିକାଶ ମାପିବାକୁ କଣ ଯୋଡିଏ ଜାଗା ଅଛି ଗୋଟାଏ ବରମୁଣ୍ଡା ବସଷ୍ଟାଣ୍ଡ ଆଉ ଗୋଟେ କଳିଙ୍ଗ ଷ୍ଟାଡିଅମ...
@AnanyaJena-zg9xe
@AnanyaJena-zg9xe Месяц назад
😂😂😂😂 hmmm
@manojfitness9453
@manojfitness9453 Месяц назад
ତୁ ଶଳା କାପୁରୁଷ ବୋଲି ଓଡ଼ିଶାରେ କଣ ଓଡ଼ିଆଲୋକ cm ହେହିପରିବେନି ଖାଲି vk pandianଅଛି ଶଳା ନୁଗଡା
@FastFuture24
@FastFuture24 Месяц назад
Sura bhai great
@indrajitpanda9790
@indrajitpanda9790 Месяц назад
Odisha people will realize very soon ..
@sasanandpatro496
@sasanandpatro496 Месяц назад
Pandian sir speed good work odisha progress dekhi, other state bala mane jalas re amiti game plan kale.
@bijayanandasatpathy9488
@bijayanandasatpathy9488 Месяц назад
ଧୃତରାଷ୍ଟ୍ର ଆଜି ମନେ ମନେ କାନ୍ଦୁଛି । ନିଜ ଦୋଷ କୁ tk ତର୍ଜମା କର
@akshayasanjaycreations488
@akshayasanjaycreations488 Месяц назад
❤❤❤ Pandian ଜଣେ ବେକାର ଲୋକ - Pandian ପାଇଁ BJD ହାରିଲା 😂😂😂😂😂😂😂😂😂😂
@moonbitsvlogs9106
@moonbitsvlogs9106 29 дней назад
ତୁ ଶଳା ବୁଢ଼ା ପାଗଳ ହୋଇ ଗଲୁଣି ,ତୁ କୋଉ ଦଳ ର ନୁହୁ।
@priyaranjanpanda7569
@priyaranjanpanda7569 Месяц назад
ଆଜ୍ଞା ମହାଶୟ, london o America re ଲୋକ ମାନେ ବିଶେଷ କରି private vehicle use କରନ୍ତି। ତମେ ନିଜେ କେବେ govt bus use karicha। ମୁଣ୍ଡ ଥଣ୍ଡା କର କେବଳ ଲୋକଙ୍କୁ ହସିବାକୁ ସବୁବେଳେ ପାଗଳ ପରି କଥା ହୁଅନି ।ମେଡିକାଲ ଓ ସ୍କୁଲ ରେ କେତେ teacher ଓ doctor achanti dekha।
@RajeevMinz-sg6jq
@RajeevMinz-sg6jq Месяц назад
ସବୁଠୁ ସ୍ୱାର୍ଥପର ମଣିଷ ହେଉଛି - ସୂର 😊
@prasantagiri6405
@prasantagiri6405 Месяц назад
Correct 💯
@user-bm3he7mn7q
@user-bm3he7mn7q Месяц назад
ସୁର ମଉସା ତୁମକୁ ଟିକେ ବି ଲାଜ ନାଇ ହୋ ଓଡିଶା ରେ ସବୁ ବର୍ବାଦ ହଇ ଗଲା ପୁଣି pandiyan Pandiyan ହଉ ଛ... V K Pandiyan ଯଦି ପୁଣି BJD କୁ ଆସିଲା ପୁଣି ଆସନ୍ତା ନିର୍ବାଚନ ରେ 50 ଟା MLA ରୁ 0000 MLA ହୋଇ ଯିବ . ନବୀନ ବାବୁ ଜିନ୍ଦାବାଦ 👍👍👍👍👍👍👍👍
@PrasannaKumarpanigrahi
@PrasannaKumarpanigrahi 29 дней назад
ରାଜା, ଯଦି, ପ୍ରଜାଙ୍କର, ଦୁଃଖ, ସୁଖ, ନ, ବୁଝିପାରିଲା, କି, ରାଜା, se🌹❤️🥰👍
@santoshkumarmishra2620
@santoshkumarmishra2620 Месяц назад
ସମୟ ଆସିଛି ସୁରଭାଇ ବିଜେପି ରେ ମିଶିଯାଅ. ED CBI କୁ ଭୟ ରହିବନାହିଁ.
@user-cv5mv1wi5c
@user-cv5mv1wi5c Месяц назад
ସଠିକ ଭାଇ cbi ed ଲଗେଇବାରେ master
@sagarsahoo5874
@sagarsahoo5874 Месяц назад
ଥାମ୍ବା ଥାମ୍ବା, ବିଜେପି ଆଉ ଆସିବନି କେନ୍ଦ୍ରରେ 😂
@AnanyaJena-zg9xe
@AnanyaJena-zg9xe Месяц назад
😂😂😂😂😂
@bksethy1
@bksethy1 Месяц назад
Yes he is telling the truth. Pandian was the person for which Naveen gave such development to our Odisha. Salute to Naveen Pattanaik sir and Pandian sir.
@mkumarprakash9847
@mkumarprakash9847 Месяц назад
Right bro
@anushreemahauti7329
@anushreemahauti7329 Месяц назад
Kete tanka re kinicha chakiri
@bksethy1
@bksethy1 Месяц назад
@@anushreemahauti7329 tama muhan ku laja nahi
@somenmohanty6460
@somenmohanty6460 Месяц назад
Aree pandian ra kritadas , the best performance of BJD was during 2000-2014 when there was no pandian....pandian asila pare BJP went from 1-8 now 20 seats ....growth rate, inflation sabu 2017 para ru odisha re kharab hebare lagichi
@bksethy1
@bksethy1 Месяц назад
@@somenmohanty6460 unpadh Modi ra kritadash hua.. Lekha padha pandian ra kritadas habaku jadi laja laaguchhi kie mana karuchhi
@Saibaba1717
@Saibaba1717 29 дней назад
You are right❤
@JenaGaming
@JenaGaming Месяц назад
Pandu pai sabu.. odisha ra Namak khaiba au Tamil Nadu ku faida daba.. Naveen Babu odisha re Godfather 🐅 hero..no 1 CM..au kie habani.. challenge
@birenapat1199
@birenapat1199 Месяц назад
ପାଣ୍ଡିଆନ ପାଇଁ ବର୍ବାଦ ବିଜେଡି ତୁମେ ମାନ ବା ନ ମାନ l
@mrutyunjayajena4784
@mrutyunjayajena4784 Месяц назад
ସୁର ଭାଇ ମୁହଁ ଛାଡ଼ିବନି
@jagannathbhagwan9385
@jagannathbhagwan9385 Месяц назад
ଓଡ଼ିଶା ବାସି ଆଉ ପାନଡିଆନଙୁ ଭୁଲ ବୁଝିବାର ଅନ୍ଧ ପୁଟୁଳି ଖୋଲି ବିଜେପି ର ଷଡ଼ଯନ୍ତ୍ର ବୁଝିବାକୁ ଚେଷ୍ଟା କରନ୍ତୁ
@Swastik_educational
@Swastik_educational Месяц назад
ନବୀନ ବାବୁଙ୍କୁ CM କରନ୍ତୁ,, ଆଉ ପାଣ୍ଡିଆକୁ ତାମିଲ୍ ପଠାଇବା ବ୍ୟବସ୍ଥା କରନ୍ତୁ -
@JayHanuman143.
@JayHanuman143. Месяц назад
Sura rautray କୋଉ ଭଲ ଲୋକ ସେ ସବୁଠାରୁ ବଡ଼ ସ୍ବାର୍ଥ ପର
@sasanandpatro496
@sasanandpatro496 Месяц назад
Pandian sir is great leader person ❤ we miss you every time. Plz kindly after 5 years again coming sir.
@Bhubaneswaria274
@Bhubaneswaria274 Месяц назад
@nabinkumarbeherabehera1317
@nabinkumarbeherabehera1317 Месяц назад
ଏ ମିଡିଆ ବାଲାଙ୍କୁ ଲାଜ ନାଇଁ କି ଏଇଟା କୁ ବି ଲାଜ ନାଇଁ, ମରିବା ପର୍ଯ୍ୟନ୍ତ ମୁଁ congres ରେ ଅଛି ଆଉ ରହିଥିବି ଏ ସବୁ ଗଲା କୁଆଡେ, ଗାଲୁଆଙ୍କର ଗାଲୁଆମିରେ ଏ ବେହା ମିଡିଆ
@ganeswarsahoo8562
@ganeswarsahoo8562 Месяц назад
ତମ ପୁଅ କୁ ticket ଦେଇଥିଲେ ତା ସେଥି ପାଇଁ ଗୁଣ ଗାନ କରୁଛ, ଦିନ ଥିଲା ଏଇ ଲୋକ ବିରୋଧ କରିଥିଲା ।
@hariharaom7482
@hariharaom7482 Месяц назад
ଚୋରଙ୍କ ସର୍ଦାର, ପାଣ୍ଡିଆନର ଯୋତା ସଫା କର ଆଉ ଏ ବୟସରେ ତୋର ଅନ୍ୟ ଗତି ନାହିଁ, ପାଣ୍ଡିଆନ୍ ଏବେ ଆତଙ୍କବାଦୀ ହେଇଗଲାଣି, ତୁ ବି ହେଇଯା ।
Далее
Cabeças erguidas, galera! 🙌 Vamos pegá-la!
00:10