Тёмный

ପୁଣି ଚର୍ଚ୍ଚାରେ ଅମରେଶ-ଅନନ୍ତକାରଣ... ||Nirbhay Suchana 

Nirbhay Suchana
Подписаться 41 тыс.
Просмотров 704
50% 1

ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ ଶାସନ କରିବା ପରେ ଚଳିତ ଥର ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି କ୍ଷମତା ହାସଲ କରିଥିବା ବେଳେ ବିଜେଡି କ୍ଷମତା ହରାଇଥିଲା । ବିଜେଡି ଶାସନ ଗାଦିରୁ ଯିବା ପରଠୁ ରାଜ୍ୟରେ ଧିରେ ଧିରେ ଦଳର ଗଡ଼ ଭୁଶୁଡ଼ିବାରେ ଲାଗିଛି । ନିକଟରେ କିଛି ଦିନ ମଧ୍ୟରେ ବିଜେଡ଼ିର ସମତିସଭ୍ୟ ହୁଅନ୍ତୁ କି ସରପଞ୍ଚ, ବ୍ଲକ୍ ଅଧ୍ୟକ୍ଷ ହୁଅନ୍ତୁ କି କର୍ପୋରେଟର ଏମିତିକି ରାଜ୍ୟସଭା ସାଂସଦ ବିଜେଡ଼ି ଛାଡ଼ି ଦଳକୁ ଝଟକା ପରେ ଝଟକା ଦେଉଛନ୍ତି ନେତା ||Nirbhay Suchana
#bjp #bjd #anantanarayanjena #amareshjena #BanditaPal
Watch NirbhaySuchana and stay tuned for all the breaking news in Odia !
Nirbhaya chuchana is odisha's leading Odia Digital News Channel. NirbhaySuchana News channel covers latest news in Politics, panel discussion, Entertainment, Ollywood,Bollywood, business and sports.
#Tarzama #Tarjama #NirbhayaSuchana #NirbhaySuchana #OdishaNews #Bhubanewswar #OdishaPolitics #Politics
Like, Share and must Comment.
Subscribe This Channel & Must Click The Bell Icon 🔔.
Thanks For Watching
Nirbhay Suchana
RU-vid Link: / nirbhaysuchana
Facebook Link: / nirbhaysuchanaofficial
Instagram :

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии    
Далее