Тёмный

ପୁରୀରେ ସେବାୟତଙ୍କ ବେଶ ଧରି ସୁନା ଚେନ୍, ମୋବାଇଲ ଲୁଟୁଛନ୍ତି ଚୋର | Nandighosha TV 

Nandighosha TV
Подписаться 3 млн
Просмотров 400 тыс.
50% 1

#puri #loot #RathaYatra #NandighoshaTV
ପୁରୀରେ ମାତିଛନ୍ତି ଚୋର। ସେବାୟତଙ୍କ ବେଶ ଧରି ଚୋରି କରୁଛନ୍ତି ଚୋର। ଭିଡ଼ର ଫାଇଦା ଉଠାଇ ଭକ୍ତଙ୍କ ଠାରୁ ସୁନା ଚେନ୍, ମୋବାଇଲକୁ ଚୋରି କରି ଚମ୍ଫଟ ମାରୁଛନ୍ତି ଚୋର । ଏମିତି ଅଭିଯୋଗ ଆସିଛି ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ।
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
RU-vid: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Опубликовано:

 

7 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 183   
@pradeepofficial198
@pradeepofficial198 22 дня назад
ପୁରୀ ସେବାୟତ ମାନେ ହି ଲୁଟୁଛନ୍ତି ......
@HaraprasadRana-fm1uu
@HaraprasadRana-fm1uu 20 дней назад
Jogi Adityanath UP ସରକାର ଭଳି ଆକ୍ସନ ନିଆଯାଇ ନ ହେଲେ ଓଡ଼ିଆ ରେ BJP ସରକାର ପାୱାର ଥାଇ ମଧ୍ୟ କିଛି ଲାଭ ନାହିଁ
@Sonu.pratihari720
@Sonu.pratihari720 19 дней назад
Tamaku gandi maru chanti
@ashutoshpratihari5756
@ashutoshpratihari5756 18 дней назад
To nani ki geichnti se
@santoshkumarpanda9968
@santoshkumarpanda9968 18 дней назад
​@@HaraprasadRana-fm1uuha ba 😂😂😂😂
@santoshkumarpanda9968
@santoshkumarpanda9968 18 дней назад
​@@HaraprasadRana-fm1uuup re bodhe chori hauni😂😂😂
@harikrupameher3660
@harikrupameher3660 20 дней назад
ଆହା ଏ କି ଜଗନ୍ନାଥଙ୍କ ପ୍ରଭୁଙ୍କ ଲୀଳା,ଜଗନ୍ନାଥ ପ୍ରଭୁ ତମେ ଚୋର ବେଶରେ ଆଶିକି ଭକ୍ତଙ୍କୁ ଦର୍ଶନ ଦେଇକି ଯାଉଛ
@sidasoren1172
@sidasoren1172 21 день назад
ପୁରୀ ରଥଯାତ୍ରା ରେ ହଜାର ହଜାର ଫୋନ୍,ଚେନ୍, ପର୍ଷ, ଟଙ୍କା ଇତ୍ୟାଦି ଚୋର ହେଉଛି ସବୁ ବର୍ଷ ✊✊
@Viralwatcher24
@Viralwatcher24 19 дней назад
ଜଗନ୍ନାଥ ରାଜ୍ୟରେ ଚୋରି କାହାକୁ କହିବି ଛି ଛି?
@laxmidharmirror5500
@laxmidharmirror5500 22 дня назад
ଆରେ ସେ ଡ୍ରୋନ camera ଟା ପରା ଲାଗିଚି ସେଥିରୁ ଚୋର କଣ ଧରା ପଡୁନି
@bhagabatsoren249
@bhagabatsoren249 20 дней назад
ଡ୍ରନ କ୍ୟାମରା ଠେଲା ପେଲା ଚିପାଚିପି ଦେଖୁଥିଲା 😂
@RoyalGM-P0987
@RoyalGM-P0987 20 дней назад
😂😂😂​@@bhagabatsoren249
@ranjitkumarbehera5746
@ranjitkumarbehera5746 22 дня назад
ଭଗବାନ କୁ ବି ଡର ନାଇଁ
@suchentakri9223
@suchentakri9223 17 дней назад
ବହୁତ ବଢିଆ 👍👍👍👍
@user-zx8uz1co4h
@user-zx8uz1co4h 20 дней назад
ପୁରୀ ସେବାୟତ ମାନେ ଦାଦାଗିରି କରନ୍ତି ଭାରି କଟୁ ବାକ୍ୟ କୁହନ୍ତି ଗାଳି କରନ୍ତି ଧର୍ମ ସହିଲେ ହେଲା
@Tukunavlogsbdk
@Tukunavlogsbdk 20 дней назад
ମୁଁ ଏଥର ଚଢ଼ିରେ ଗୋଟେ ପକେଟ କରିବି
@bhajanmusic22
@bhajanmusic22 19 дней назад
ମତେ ଲାଗୁଛି ପଣ୍ଡା ମାନଙ୍କ ବେକରେ ଯୋ ସୁନା ମାଳ ଝୁଲୁଛି... ସେ ଗୁଡାକ ରତ୍ନଭଣ୍ଡାର ର ନୁହେଁ ତ 🙏 ଜୟ ଜଗନ୍ନାଥ 🙏
@jyotiprakashsingh1174
@jyotiprakashsingh1174 18 дней назад
👍
@ramkrishnsaraka163
@ramkrishnsaraka163 20 дней назад
ସେମାନେ ସେବାୟତ ହିଁ ଚର
@Tukunavlogsbdk
@Tukunavlogsbdk 20 дней назад
ଏମାନେ ଅଣ ଓଡିଆ ବାଙ୍ଗାଲାଦେଶି
@PRAMODBEHERA-il2mr
@PRAMODBEHERA-il2mr 22 дня назад
Jaha heu, sei maane hi odisha ra asmita .... 😅
@PradiptaDas-sy4jn
@PradiptaDas-sy4jn 22 дня назад
ଆଗରୁ ଏମିତି ହୁଏନି ଏଵେ କାଇ ଏତେ ଚୋରି ହେଉଛି ଶିଶିଟିଭି ଚେକିଗି କରାଜାଉ
@Trekkrider
@Trekkrider 22 дня назад
ସେବାୟତ ମାନେ ହେଲା ଅସଲି ଚୋର
@baralcreations4636
@baralcreations4636 22 дня назад
For own careless
@SantoshkumarBehera-mw3vq
@SantoshkumarBehera-mw3vq 20 дней назад
Mera odisha, jai jagannath
@chanduramhembram2025
@chanduramhembram2025 15 дней назад
ଆଗରୁ ଏମିତି ହେଇନଥିଲା ଏବେ ପରିବର୍ତ୍ତନ ହେଉଛି
@manuputul1395
@manuputul1395 22 дня назад
ମୁଁ ବି same experience karichi, Srimandir bhitare ଜଗନ୍ନାଥ ଙ୍କୁ ଦର୍ଶନ କଲାବେଳେ ମୋ ପର୍ସ ru ଟଙ୍କା and bus ticket ଚୋରି କରି ନେଇଯାଇଥିଲେ
@user-pt9qe5tf8v
@user-pt9qe5tf8v 19 дней назад
Au tame janipalani kichi
@manuputul1395
@manuputul1395 19 дней назад
@@user-pt9qe5tf8v ଜାଣି ପାରିଲି ଗର୍ଭଗୃହ ru ବାହାରିଲା ପରେ । ସେବେଠୁ mu sling bags ye bhalia ଗହଳି ଜାଗା ku neyiki jayuni ଅନ୍ଧ ଥରେ ବାଡ଼ି hajeyiba
@jagasahu801
@jagasahu801 19 дней назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁମେ🙏🙏
@ganeshpathy431
@ganeshpathy431 20 дней назад
ସେବାୟତ ମାନେ ଚୋରାଇବେ। ଏଥିରେ ସରକାର କଣ କରିବେ।
@sarathinag2190
@sarathinag2190 19 дней назад
ଭଗବାନ ଙ୍କ ନାରେ ସବୁ ଚୋର .......... 🚩 ଜେ ଶ୍ରୀ ରାମ 🚩
@Reenabehera0
@Reenabehera0 20 дней назад
Ete bada aghatana hela au apana mantri mahasaya kahile eha kichhi nuhe eha mahabahu nka nila ete bada aghatana ama mauda mani ani bada thakura padi gale au ama mahabahu nka akhire luha kete khusire ghosa jatara ku asithile bada thakura padi gale sara dunia kanduchhi samasta nka akhire luha mahabahu nka akhire luha Jay jagannath 🙏🏻😭😭😭😭😭😭😭😭😭😭
@swadhinmaharana5989
@swadhinmaharana5989 18 дней назад
ଲଜ୍ଜା ଜନକ ଖବର ଯେଉଁଥିରେ କି ଏତେ ମାତ୍ରାରେ ବୃଦ୍ଧି ପାଇଛି ଚୋରି ଆମର ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଲୋକ ଉପକୃତ ହୋଇଆସୁଥିବା ବେଳେ ଏ ଗୋଟିଏ ଚ୍ୟାନେଲ ଯିଏକି ଓଡିଶାର ବିଭିନ୍ନ ସ୍ଥାନରେ ଲୁଟି ଥିବା ବଡ଼ ଚୋର ମାନଙ୍କର ନାମ କରଣ ରୁ ବହୁତ ଦୂରରେ ରହୁଛି
@biswajitchoudhury7599
@biswajitchoudhury7599 21 день назад
Bhai bhauni nku mora gote request puri rathayatra kimba anya mela ku jauthile kebe gold ornaments pindhi jantu nahi...
@user-lm6hj4yj7k
@user-lm6hj4yj7k 22 дня назад
ଆଗକୁ ଆଉରି କ'ଣ କ'ଣ ହେବ ଦେଖ
@SamyakSanyasi
@SamyakSanyasi 20 дней назад
😂😂😂😂😂😂
@abhinandansutar197
@abhinandansutar197 20 дней назад
ନିଜ ଜିନିଷ ନିଜ ଦାୟିତ୍ୱ ରେ ରଖନ୍ତୁ
@user-zx8uz1co4h
@user-zx8uz1co4h 20 дней назад
Thik katha
@rajashreejena7185
@rajashreejena7185 21 день назад
Good good good nd 👏👏👏, because ,ଚୋର ମାନଙ୍କୁ ଜଗନ୍ନାଥ ଙ୍କ ସମର୍ଥନ। ........
@k.c.dgamerparamguru5357
@k.c.dgamerparamguru5357 17 дней назад
Tate jouthi dekhibi nandighosh Bala mandira pakhare sedina pacharibi tate head line superb
@Viralwatcher24
@Viralwatcher24 19 дней назад
ଜଗନ୍ନାତ ରଖ୍ୟ କରିବେ ଆପେକ୍ଷ୍ୟା କରନ୍ତୁ
@ganeshpathy431
@ganeshpathy431 20 дней назад
ମନ୍ଦିର ଭିତରେ ସି ସି ଟିଭି ଲାଗିଲେ କିଏ ଚୋରି କରୁଛି ଜଣା ପଡିବ
@mamineekarjee842
@mamineekarjee842 19 дней назад
Kichi Darakar nahi chakadola thile hela
@bibhutipanda6964
@bibhutipanda6964 22 дня назад
0:42 0:45 0:46 0:47 0:47 0:47 0:48
@bibhutipanda6964
@bibhutipanda6964 22 дня назад
Jay
@srikantapradhan9758
@srikantapradhan9758 19 дней назад
ପୁରୀ ରେ ବଡ଼ ଚୋର ଅଛନ୍ତି,ସାବଧାନ
@pdaswees1804
@pdaswees1804 20 дней назад
Mo mobile chori hoijaichhi Pravu baladev nka ratha tanu tanu.....😢 Jaga nischita bujhiba....e choro nka katha
@harekrushnabehera3138
@harekrushnabehera3138 20 дней назад
ସବୁ ତାଙ୍କରି ଇଚ୍ଛା ରେ ବାବା ।
@bhagyadharanayak
@bhagyadharanayak 14 дней назад
ଲୁଟେରା ମାତିଛନ୍ତି. ହୁସିଆର
@Sitarambariha-n1l
@Sitarambariha-n1l 19 дней назад
Sabu barsha chori hua mobile chen atakana nuakatha ki nija jinisa nije sambhali rakhi paruna sekanamanisa
@swadhinmaharana5989
@swadhinmaharana5989 18 дней назад
ମୂଲ୍ୟ ହୀନ ଖବର ପ୍ରକାଶ କରିବା ସମସ୍ତଙ୍କୁ ଆଶେ ତୁମ ଚ୍ୟାନେଲ ତା ମଧ୍ୟରୁ ଏକ ଜନ ସାଧାରଣ ଙ୍କ ମତରେ କୋଉଁଠି ଭି ଚୋର ର ସନ୍ଧାନ ରେ ଯାଇଚ ନା ଯାଇପାରିବ ସାଧାରଣ ଲୋକ କଥା ହେଉ କି ରାଜନେତା ଙ୍କ
@baishnabcharansahoo9119
@baishnabcharansahoo9119 15 дней назад
ଯଦି ରଥଯାତ୍ରା ରେ ଚୋରମାନେ ଜଗନ୍ନାଥଙ୍କ ଭକ୍ତ ମାନଙ୍କର ଚେନ,ମୋବାଇଲ ଚୋରି କରି ନେଇ ଚାଲି ଯାଉଛନ୍ତି।ତାହାହେଲେ ଭଗବାନ ଜଗନ୍ନାଥ କଣ ଏହା ଦେଖି ପାରୁ ନାହାଁନ୍ତି?
@sudamkumar539
@sudamkumar539 22 дня назад
E Barsha para advanced technology use kara jai thila sabu phus😅😅😅😅
@GaneshMunda-v4q
@GaneshMunda-v4q 17 дней назад
🙏🙏🙏🙏🙏
@prafullakumarsamal5399
@prafullakumarsamal5399 19 дней назад
ଏଇ ଠେସବୁ ଚୋରି ହେବ ଜଗନାଥ ନାହିଁ
@udayadas9318
@udayadas9318 22 дня назад
ଚୋରର ସରକାର ଗଲା ସାଧୁ ସରକାର ଆସିଲା ପୁଣି ଚୋରି କେମିତି ହଉଛି ?? ବଡ଼ ଦୁଃଖର ବିଷୟ । ଜଗନ୍ନାଥ ମାଝୀ , ବଳଦେବ ସିଂହଦେଓ ଆଉ ସୁଭଦ୍ରା ପରିଡ଼ା ଥାଉ ଥାଉ ଚୋରି ହେଇଯାଉଛି ।
@PrashantaKumar-rf3eh
@PrashantaKumar-rf3eh 22 дня назад
Nice comment
@Lipkumar123
@Lipkumar123 22 дня назад
Jai Shree⭕‼⭕Jagannath❤❤❤🙏🙏🙏. What do you mean to say. It's his/her own fault careless. If you always careful nobody can even touch you ok.
@manmayuri6006
@manmayuri6006 21 день назад
ଚୋରି ଆଗରୁ ବି ହେଉଥିଲା
@lingarajmaharana2144
@lingarajmaharana2144 20 дней назад
Semane thile hin chori heba
@user-pt9qe5tf8v
@user-pt9qe5tf8v 19 дней назад
Kahniki na naveen ku apaman kala sethipain emiti hela jadi naveen thanta ta hele lut heinathanta😅
@santoshkumarmishra2620
@santoshkumarmishra2620 18 дней назад
ପୋଲିସ୍ ସଚେତନ କରିବାପରେ ମଧ୍ଯ ଟଙ୍କା ସୁନା ଅଳଙ୍କାର ସାଥିରେ ନେଇ ଯାଉଛନ୍ତି କାହିଁକି ?
@santoshkumarmishra2620
@santoshkumarmishra2620 18 дней назад
ଯାତ୍ରା କୁ ସୁନା ଚେନ୍ ପିନ୍ଧିଯିବା ପଇଁ ଜଗନ୍ନାଥ କହିଛନ୍ତି କି?
@susantatandia4539
@susantatandia4539 19 дней назад
ଚୋର ମାନେ ଭଲ ଭାବେ ଜାଣିଛନ୍ତି ଭଗବାନ ନାହିଁ
@meera2761
@meera2761 22 дня назад
Ratna vandar bhi lut heba.......
@singraihembram5241
@singraihembram5241 22 дня назад
bhokto too besi choro lutera... bodmas janti....
@bhagyadharanayak
@bhagyadharanayak 14 дней назад
/ମହିଳା ଚୋର ହୁସିଆର
@SimanchalaRaita-fi4io
@SimanchalaRaita-fi4io 19 дней назад
Jaganaths people are steeling in pury badadanda.
@purnimanayak794
@purnimanayak794 20 дней назад
Jay siyaram ha mora nanada ra madya bayag ra chen kholi thila kintu senei parini
@ganeshpathy431
@ganeshpathy431 20 дней назад
ମନ୍ଦିର ଭିତରେ ସେବାୟତ ମାନେ ଗହଳିଆ ଦେଖି ଲୁଟ୍ କରୁଛନ୍ତି
@basudevbehera2209
@basudevbehera2209 20 дней назад
ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ ରାମ
@sakarsansarafsankar9235
@sakarsansarafsankar9235 19 дней назад
ପୁରୀ ରଥଯାତ୍ରା ସମୟରେ ମୋବାଇଲ୍ ସୁନା ଗହଣା ପାଇସା ଲୁଟନ୍ତି
@ManitaBhatra-wr6wo
@ManitaBhatra-wr6wo 22 дня назад
CCI kemra banajau
@janatanag115
@janatanag115 18 дней назад
Jagannath prabhu kuade gale j ete chori hoigala
@hariharpradhan1177
@hariharpradhan1177 22 дня назад
Tame kanak ru asiki nandighosh re
@Radhageetanjali143
@Radhageetanjali143 19 дней назад
ସେବାୟତ ମାନଙ୍କୁ id କାର୍ଡ ଦିଆଯାଉ
@baikunthanathnayak3841
@baikunthanathnayak3841 19 дней назад
Bhai sebayat mananka already id card achi au rathyatra re ta semananku mandatory pakeiba 😂 bhai ye kau sebayata kama nuhan ye sabu se bangladesinka kama heithiba.
@ManitaBhatra-wr6wo
@ManitaBhatra-wr6wo 22 дня назад
Kebe suni no tili mu ai barshare sunili
@binodinibiswal1622
@binodinibiswal1622 22 дня назад
Nai nai 2barsa tale mo husband nka bekaru mandira bhitare amiti chori heithila.......
@Dameonbiswal3626
@Dameonbiswal3626 21 день назад
Gehi chup😊
@AshokPanda-qt4qn
@AshokPanda-qt4qn 20 дней назад
Dhanyabada Sir Aha Chalichhi AME Sethipae Bhida Bhadre Puri jiba ku Sahas Heunahi Mor bigata 10 bars Agaru Paradise Hotel samanru Jaganatha Ratha Darshan kale belaku Mor Pocket re Chaligala Muthanre FIR kari Number ku Block kali Dhanyabada Police Mor kam kardela Mor man hela Kahiki Asili A Ratha jatraku Se Dinathu Mu pura Dari Jaechhi Jai Maa Samleiswari 🙏
@AshokPanda-qt4qn
@AshokPanda-qt4qn 20 дней назад
Puri Surakshita Nuha Jai Jaganath🙏
@chandannayakl-0597
@chandannayakl-0597 17 дней назад
Also I have lost my phone
@user-qo9nq6ve8b
@user-qo9nq6ve8b 22 дня назад
Police sibili ra bulantu
@user-yg5uq2ly3t
@user-yg5uq2ly3t 22 дня назад
Jay Jagannath
@susantatandia4539
@susantatandia4539 19 дней назад
Jade jagarnnath satare thaante hele sethee chori ଦଙ୍ଗା hoi na ଥାଆନ୍ତେ
@PapuMoanty07
@PapuMoanty07 19 дней назад
Bhai samsung mobile jadi chori hele milijibo charge thile phone off kariparibani choro
@amrutamaitrisahoosahoo9336
@amrutamaitrisahoosahoo9336 21 день назад
Sebayata manankara dress code hele bhala, distinguished rahibe, I card haba darkar
@reetabehera-dj7ur
@reetabehera-dj7ur 20 дней назад
Thana front ru
@luckyvarietyshop9128
@luckyvarietyshop9128 22 дня назад
Ratha Yatra. Re chain pindhi aasiba kan darkar
@kdkrishnadas05
@kdkrishnadas05 19 дней назад
Amara b mobile chori heichi
@ManitaBhatra-wr6wo
@ManitaBhatra-wr6wo 22 дня назад
BJP sarkar kana Karu Tila
@mysarthakcreations
@mysarthakcreations 22 дня назад
Khela
@surendranayak117
@surendranayak117 22 дня назад
Ye kn nua Katha ki Agoru hounothila ? Tike budhi bichari kahuno....
@suneetsamartha6953
@suneetsamartha6953 22 дня назад
Tame Ghare thila ba
@badansahu9844
@badansahu9844 18 дней назад
କଟକିଆ ଗୁଟିଏଚୋର ଓ ବାଳ
@TRDash-ky9bc
@TRDash-ky9bc 20 дней назад
Luckily mausa dhoti Pindi thile nahale pant chain kholi jatra nei jai thante....😂😂
@user-qq6ve3ww8x
@user-qq6ve3ww8x 18 дней назад
😂😂😂😂😂 What is the Solution...?
@farmerandcooking165
@farmerandcooking165 22 дня назад
Jou chormane chori karchanti ehi video ki bahut enjoy karuthibe 😅😅😅😅
@sarojbeher-my6jp
@sarojbeher-my6jp 22 дня назад
😂😂😂
@ashish.k5529
@ashish.k5529 22 дня назад
😂
@romeosada1432
@romeosada1432 20 дней назад
😂😂😂😂
@biswajitchoudhury7599
@biswajitchoudhury7599 21 день назад
Au mobile ku jathasambhaba samna pocket re rakhantu
@bijaynayak1682
@bijaynayak1682 19 дней назад
Naya Sarkar aane ki vajah se sab kuchh ho raha hai
@SantoshkumarBehera-mw3vq
@SantoshkumarBehera-mw3vq 20 дней назад
No!kasting
@HariharaGomango-ck6cq
@HariharaGomango-ck6cq 20 дней назад
Sebayata mane atagata achi
@golakhsahu6937
@golakhsahu6937 19 дней назад
Police Bala hatha rahuchi kichi action neaunahanti
@NabakishorePanda-sb5dk
@NabakishorePanda-sb5dk 20 дней назад
😊😊😊
@Sitarambariha-n1l
@Sitarambariha-n1l 19 дней назад
Se Loka thakuchhi .seta.baniam pindichhi satnuha
@actistsangitalifestyle119
@actistsangitalifestyle119 21 день назад
Mu gote katha bujhi paruni...ate police ate news channel au pray loka vedio banouthile....drone bi ratha jatra re chalu thila ...ate sabu pare bi police ki prasasana chora nku dhariparini kahinki ..7tarikh ru chori helani
@Ratik59
@Ratik59 20 дней назад
Reporter Pachhare Nana Patekar 😮😮
@MrpapuJena
@MrpapuJena 14 дней назад
2 Egin ra kamal bhai mohan babu achhanti sabu opadidebe 😂😂😂😂
@MrpapuJena
@MrpapuJena 14 дней назад
🎉🎉
@susantatandia4539
@susantatandia4539 19 дней назад
Thik chori houchhe kana pain jauchha hene
@birendrabag6775
@birendrabag6775 22 дня назад
Sabayata hi lutuchhanti....
@anuragkrishna798
@anuragkrishna798 22 дня назад
Put ur mobiles n money in lodge where u r staying
@ManitaBhatra-wr6wo
@ManitaBhatra-wr6wo 22 дня назад
Sebhaitang mangu kad banjau
@reetabehera-dj7ur
@reetabehera-dj7ur 20 дней назад
Amara bag katiki mob au 5000 tanka b nei gale chora
@rudradas5705
@rudradas5705 19 дней назад
Bodhe a Mousa 1st time puri asichanti bodhe janinahanti j puri re police too adhika choro eithi
@kedartiadi1648
@kedartiadi1648 19 дней назад
Police bi choro ko sathi re satting
@mahendrajayasingh6221
@mahendrajayasingh6221 22 дня назад
Dabal Eglni sarakar sabu kharab
@rajlaxmipatro4370
@rajlaxmipatro4370 21 день назад
Are Bhai emiti kie mobile dhare ki
@mrjitendralife
@mrjitendralife 19 дней назад
ମୋରବି ମୋବାଇଲ ଚୋରିହୋଇଥିଲା ଗୁଣ୍ଡିଚା ଦିନ
@SantoshkumarBehera-mw3vq
@SantoshkumarBehera-mw3vq 20 дней назад
Tebe kichhi badaliba
@sampadasahoo6889
@sampadasahoo6889 21 день назад
Jay Jagganath ladies chaln pindhi kahinki jauchhanti ama Orissa chorara gantaghara choramananku God must punished bada dukha laguchhi
@SantoshkumarBehera-mw3vq
@SantoshkumarBehera-mw3vq 20 дней назад
Bhai joumane ehei Kama karuchanti sei lokanku phasi diajau
@actistsangitalifestyle119
@actistsangitalifestyle119 21 день назад
Mo bou ra phone bi chori heichhi
@user-ix6pi2op5g
@user-ix6pi2op5g 20 дней назад
Sebayatmane bada chora
Далее
Sri Jagannath and Kalapahad
7:08
Просмотров 790 тыс.
The Tale of Lord Jagannath Patali Leela
12:14
Просмотров 532 тыс.