Тёмный

ବଡ଼ଦାଣ୍ଡରେ ଏମିତି କେବେ ହୋଇନଥିଲା | EX-CM Naveen Patnaik Reached In Puri Rath Yatra | N18V 

News18 Odia
Подписаться 3,7 млн
Просмотров 799 тыс.
50% 1

ବଡ଼ଦାଣ୍ଡରେ ଏମିତି କେବେ ହୋଇନଥିଲା | EX-CM Naveen Patnaik Reached In Puri Rath Yatra | N18V BJD president Naveen Patnaik Arrives in puri to attend world femous rath yatra . The 'Pahandi' ritual, in which the deities are brought from the temple to the chariots, was completed around 2.15 pm. Descending from the 'Ratna Sinhasana', the bejewelled throne, the three deities were taken out of the temple down the 22 steps known as 'Baisi Pahacha' through the Lion's Gate.
#naveenpatnaik #bjd #naveen #odishapolitics #mohanmajhi #cmmohanmajhi
#jagannathpahandi #pahandibije #pahandirituals #rathyatra #Jagannath #purirathyatra #JagannathRathYatra2024 #ghoshayatra #jayjagannath #rathayatra2024 #srijagannatha #rathajatra #rathajatra2024 #puri
live,jagannath rath yatra live,bhagawan jagannath rath yatra live,live bhagwan jagannath rath yatra,rath yatra bhagwan jagannath,jagannath,bhagwan jagannath,puri live,jagannath rath yatra,jagannath rath yatra 2024,jagannath puri rath yatra,jagannath puri rath yatra 2024,jagannath ratha yatra,puri jagannath rath yatra,jagannath ratha,jagannath puri ratha yatra 2024,rath yatra 2024,puri rath yatra,jagannath yatra 2024,jagannath puri yatra,jagannath puri, rath yatra 2024,gundicha temple,puri rath yatra 2024 live,rath yatra live puri,bhavnagar rath yatra live,rath yatra live,jagannath rath yatra 2023 live,jagannath rath yatra route,jagannath rath yatra live telecast,rath yatra live 2024,jagannath yatra live,jagannath yatra story,jagannath rath yatra story,story behind rath yatra,live jagannath yatra, bahuda rath yatra 2024,gundicha temple,puri rath yatra 2024 live,rath yatra live puri,bhavnagar rath yatra live,rath yatra live,jagannath rath yatra 2024 live,jagannath rath yatra route,jagannath rath yatra live telecast,rath yatra live 2024,jagannath yatra live,jagannath yatra story,jagannath rath yatra story,story behind rath yatra,live jagannath yatra
#rathayatra #rathayatra2023 #jagannathrathayatra #jagannath #jagannathdham #purirathayatra #puri #News18Odialive #OdiaNews #ଆଜିରନ୍ୟୁଜ #OdiaSamachar #odishanews #oriyanews
News18 Odia is one of the India’s leading news channel. Please follow up page to watch live and breaking news with latest videos added every hour.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ଛୋଟ ମୋଟ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇଁ ପାରିବେ ।
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: news18odia?lang=en
Website: bit.ly/2YaikeJ
Subscribe our channel to get latest news and updates tinyurl.com/y46bt2fm

Опубликовано:

 

7 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 937   
@lalitmohanpradhan3427
@lalitmohanpradhan3427 13 дней назад
ମୁ ନବିନ ବବୁ ଙ୍କୁ ବହୁତ୍ ଭଲ ପାଏ , କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଏଭଳି କାର୍ଯ୍ୟ ଧନ୍ୟବାଦ ଯୋଗ୍ୟ ।❤❤❤❤
@subhrajyotiswain2380
@subhrajyotiswain2380 13 дней назад
🙏🙏🙏🙏🙏🙏🙏🙏🙏👍👍👍
@Jagannath-oc9ht
@Jagannath-oc9ht 11 дней назад
ନବିନଙ୍କ ନବ କଳେବର। ସେ ଶାସନ ରେ ଥିଲାବେଳେ ପ୍ରଧାନମନ୍ତ୍ରୀ କଣ ରାଷ୍ଟ୍ରପତିଙ୍କୁ ମଧ୍ୟ ସମାନ ଦେଇନାହାନ୍ତି , ଥରେ ତାଙ୍କ କାର୍ଯ୍ୟକ୍ରମ ବେଳେ ଅନ୍ଧାର କରି ଦେଇଛନ୍ତି ।କ୍ଷମା ମାଗି ନାହାନ୍ତି । ପୁଣି ଗାଦିରେ ରହିବେ ଭାବୁଥିଲେ। ଏବେ ଛନା ପସିଲାଣି। ତେଣୁ ନବ କଳେବର। ହେଲେ ଓଡିଆ ଭଲ ଜାଣିସାରିଲେଣି । ମିଥ୍ୟା ବାଦି, ପ୍ରତାରକ, ଦୁର୍ନୀତି, କୁଶାସନ, ମର୍ଡର କରିବା , ଦୁଷ୍କର୍ମ କାରିଙ୍କୁ ଘଣ୍ଟ ଘୋଡାଇଛନ୍ତି । ଆନେକ ଅନେକ ଅପକର୍ମ ର ସାହାରା ହୋଇଛନ୍ତି ।
@lalitmohanpradhan3427
@lalitmohanpradhan3427 11 дней назад
@@Jagannath-oc9ht ଭାଇ ମୁଁ ଅନ୍ଧ ଭକ୍ତ ନୁହଁ ।
@deepakbarik102
@deepakbarik102 11 дней назад
Chamcha??​@@lalitmohanpradhan3427
@Usuccess23
@Usuccess23 10 дней назад
24 ବର୍ଷ ଭଲ ପାଇବା ଟା ଗଲତ ଥିଲା ଓଡ଼ିଶା କେତେ ତଳେ ଅଛି ଜାଣିଛ ପ୍ରତେକ୍ ପଞ୍ଚାୟତ ରେ ମଦ ଭାଟି ରେ ଛୁଆ ବୁଢ଼ା ମଦ ପି କରି ଧର୍ଷଣ ମୃତୁ ବରଣ କରି ଛନ୍ତି ଚାକିରି ଦରକାର ବେଳେ ପଇସା ଦେବା କେନ୍ ଅଫିସ ବି ବିନା ପଇସା ରେ କାମ ନାଇ କରୁଥାଇ ଲାଞ୍ଚ ଦରକାର ପଡୁଥିଲା ସ୍କୁଲ ଛୁଆ ମାନେ ମେଟ୍ରିକ୍ ପଢିଲା ପୁଅ ଝିଅ ମାନେ ତା ବାପ ମା ଙ୍କ ନାମ English ରେ ଲେଖି ପାରିବେ ନାହିଁ ଆଉ ନବୀନ ପଟ୍ଟନାୟକ ତୋ ମୁର୍ଖ ତା ସାଙ୍ଗରେ ଓଡ଼ିଶା ଙ୍କୁ ମୁର୍ଖ କରି ଦେଲା ଓଡ଼ିଆ ରେ କଥା ନାଇ କହି ଜାନି ମୁର୍ଖ ମନ୍ତ୍ରୀ କରି ଦେଲ ଛି ଛି ଓଡ଼ିଶା ବାସୀ ହେ ଜଗତର ନାଥ ଜଗନ୍ନାଥ ଯାହା କାଳ ଓଡ଼ିଶା ର ବିକାଶ ପାଇଁ ଆଜି ନୂଆ ମୁଖ୍ୟମନ୍ତ୍ରୀ ଙ୍କୁ ସତ୍ ବୁଦ୍ଧି ଦିଅନ୍ତୁ ଓଡ଼ିଶା ର ବିକାଶ ହେଉ ଜୟ ଜଗନ୍ନାଥ 🙏
@Binodkumarpanigrahi2187
@Binodkumarpanigrahi2187 13 дней назад
ସ ସମ୍ମାନ ସହ ନବୀନ ପଟ୍ଟନାୟକଙ୍କୁ ପାଛୋଟି ନେବା ଉଚିତ୍, କାରଣ ସେ ଅତି ଉତ୍ତମ ବ୍ୟକ୍ତି ବିଶେଷ
@kuldipAerotek
@kuldipAerotek 13 дней назад
ଏହି ଦୃଶ୍ୟ ହୃଦୟ କୁ ଖୁସି କରାଇ ଦେଲା ❤ ଏହାହିଁ ଆମ ଓଡ଼ିଶାର ସଂସ୍କୃତି
@tapansatapathy3050
@tapansatapathy3050 13 дней назад
Yesss
@nirmalbarik6360
@nirmalbarik6360 12 дней назад
Electry bill 300 unit free kariparibeni boli Nabin ku respect dauchhi..
@satyanarayanjaiswal5461
@satyanarayanjaiswal5461 12 дней назад
Absultly right bhaiya
@ArchanaNayak-cq3we
@ArchanaNayak-cq3we 11 дней назад
@@kuldipAerotek ଏ ଦୃଶ୍ୟ ଓଡ଼ିଶାର ଗୈାରବ କୁ ଅପମାନିତ କଲା କି ଧର୍ମେନ୍ଦ୍ର ପ୍ରଧାନ ନିଜକୁ ବଡ଼ ଭାବି ଆଗତୁରା ମଞ୍ଚ ଉପରକୁ ଯାଇ ନବୀନ ପଟ୍ଟନାୟକଙ୍କୁ ଛୋଟ କରାଇବାକୁ ଚେଷ୍ଟା କରୁଥିଲା, ନବୀନ ପଟ୍ଟନାୟକଙ୍କ ଚତୁରତା ଯୋଗୁଁ ତଳେ ରହି ସମସ୍ତଙ୍କୁ ନମସ୍କାର ପ୍ରଦାନ କରି ସାରା ଓଡ଼ିଶା ବାସୀଙ୍କ ହୃଦୟ ଜିଣି ପାରିଛନ୍ତି
@Amruta.2-46
@Amruta.2-46 11 дней назад
@@tapansatapathy3050 hnnbbvhk76sr0)
@rajendrarajput8469
@rajendrarajput8469 13 дней назад
ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବହୁତ ବହୁତ ଧନ୍ୟବାଦ ପୂର୍ବତନ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ର ବିରୋଧୀ ଦଳ ର ନେତା ଙ୍କୁ ଯହୁଁ ଭୋଲି ଭାବରେ ମଞ୍ଚ କୁ ପାଛୋଟି ନେଇଥିଲେ ପ୍ରକୂତ ରାଜନୀତି ର ପରିଚୟ ଦେଇଛନ୍ତି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିପ୍ରିୟ ତାଙ୍କୁ ମୁଁ ଅଶେଷ ଧନ୍ୟବାଦ ପ୍ରଭୁ ଜଗତର ନାଥ ଜଗନ୍ନାଥ ତାଙ୍କୁ କୋଟି କୋଟି ପରମାୟୁ ଦିଅନ୍ତୁ ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ
@jullysamal6626
@jullysamal6626 12 дней назад
ଧର୍ମେନ୍ଦ୍ର ଅହଙ୍କାରୀ,ଯଦି ନବୀନ ଙ୍କୁ ଭଲ ପାଉଛନ୍ତି ନବୀନ ଯୋଜନା କୁ ରଙ୍ଗ ମାରି ନିଜ ନା ରେ ବାହାବା ନେବା କଣ ଭଲ,ଭୁଲ
@BhabaniMeher-ot5uh
@BhabaniMeher-ot5uh 12 дней назад
​@@jullysamal6626ତୁମର ବିଚାର କୁ ବହୁତ୍ ଧନ୍ୟବାଦ୍.... ଏଟା ସେଇ ମଣିଷ ସମାଜ ର ଗୋଟେ ନମୁନା ଯିଏ ସୀତା ମାତା କୁ ବି ଆଙ୍ଗୁଠି ଉଠେଇ ଥିଲେ
@mmsahu1
@mmsahu1 12 дней назад
Eita alaga katha, tulana thika helani
@ashwiniratha7397
@ashwiniratha7397 12 дней назад
😊
@ArchanaNayak-cq3we
@ArchanaNayak-cq3we 12 дней назад
ଆରେ ସଳା କୁକୁର ମାନେ ତମ ପାଟିରେ ପୋକ ଲାଗୁ, ମହାପ୍ରଭୁ ଙ୍କୁ ଧନ୍ୟବାଦ ଦେବା ଲୋକ ଧର୍ମେନ୍ଦ୍ର ଭଳି କୁକୁର କୁ ଧନ୍ୟବାଦ ଦେଉଛ ? ଛିଃ ତମର ହିନ୍ଦୁ ପଣିଆକୁ,ଆରେ ତମ ପରି ଲୋକ ଆଉ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଳି ନେତା ମାନଙ୍କ ପାଇଁ ମହାପ୍ରଭୁ ଜଗନ୍ନାଥ ପହଣ୍ଡି ରୁ ତଳକୁ ଖସି ପଡ଼ିଲେ
@debadattamohanty8902
@debadattamohanty8902 13 дней назад
ବହୁତ ଭଲ କାମ। ତେଣୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଓଡ଼ିଶାର ଲୋକଙ୍କ ହୃଦୟ ଜିତିଗଲେ।
@shyamsundarkhadanga5307
@shyamsundarkhadanga5307 13 дней назад
ଆମେ ଏଥିରୁ ଶିଖିବାର ଅଛି । ଅନ୍ୟକୁ ସମ୍ମାନ ଦେବା ଗଣତନ୍ତ୍ର ସିଖାୟେ।
@prafulladash6726
@prafulladash6726 13 дней назад
Haio Ye Ta Gote Nataka.Surrender ..
@mkpal985
@mkpal985 10 дней назад
ଅନ୍ୟ କୁ ସନମାନ ଦବା ଗଣତନ୍ତ୍ର ନୁହଁ ସନାତନ ସଂସ୍କୃତି ହିଁ ଶିଖାଏ
@user-es3hm8ko8u
@user-es3hm8ko8u 13 дней назад
ଧର୍ମେନ୍ଦ୍ର ସାର୍ ଆପଣଙ୍କୁ ହୃଦୟରୁ ,ଧନ୍ୟବାଦ ଆପଣଙ୍କ ବ୍ୟବହାର ସ୍ଵାଗତ ଯୋଗ୍ୟ ଅଟେ।🙏🙏🙏
@jullysamal6626
@jullysamal6626 12 дней назад
ଭୁଲ,ଲୋକ dekhania ଧର୍ମ ନବୀନ ବସ ରଙ୍ଗ a badalai ନିଜ ନରେ କରିଚି
@nirmalbarik6360
@nirmalbarik6360 12 дней назад
300 unit free electry bill?????
@KgangaRaut
@KgangaRaut 8 дней назад
କ'ଣ ବାଧି ଯାଉଛି କି😝😝😝​@@jullysamal6626
@lambodarmishra6916
@lambodarmishra6916 13 дней назад
ଗୋଟିଏ ଛୋଟ ଭୁଲ ପାଇଁ ଆଜି ଆମେ ନବୀନ ପଟ୍ଟନାୟକ ଙ୍କୁ ଭୋଟ ମାଧ୍ୟମରେ ଦୂରେଇ ଦେଇଛୁ, କିନ୍ତୁ ଆତ୍ମାରୁ ନୁହେଁ । ଜଗନ୍ନାଥ ଆପଣଙ୍କୁ ସୁସ୍ଥସବଳ ଓ ନିରାମୟ ରଖିବାକୁ ହୃଦୟ ରୁ ପ୍ରାର୍ଥନା କରୁଛୁ । 🙏🙏🌹🌹
@muktikantajena7913
@muktikantajena7913 12 дней назад
ଠିକ୍ ଭାଇ।
@manju450
@manju450 11 дней назад
Eha hin Jagannath nka Sanskrit. Sanskar
@arabindamishra4045
@arabindamishra4045 11 дней назад
ନବୀନ ବାବୁ ଛୋଟ ଭୁଲ କରିନାହାନ୍ତି। ସେ ପାଣ୍ଡିଆନକୁ ଓଡିଶା ମୁଣ୍ଡରେ ବସାଇବାର ରାଜନୈତିକ ଅପରାଧ କରିଛନ୍ତି। ସେଥିପାଇଁ ପରାଜୟ ବରଣ କଲେ ଓ ନିନ୍ଦିତ ମଧ୍ୟ ହେଲେ।
@Jagannath-oc9ht
@Jagannath-oc9ht 11 дней назад
ଭୁଲ ବୁଝୁଛନ୍ତି ଭାଇ ହରେଇ ଦେବା ଠିକ୍ ଅଛି । ଉପରେ ଉପରେ ଭାସୁଛନ୍। ତାଙ୍କ ଶିସନ ଆରମ୍ଭରୁ ଦେଖେନ୍ କାଣା କାଣା ଘଟାଇଛନ୍ ।
@hrudanandadalpati5577
@hrudanandadalpati5577 13 дней назад
ବହୁତ ସୁନ୍ଦର ଧର୍ମେନ୍ଦ୍ର ଆଜ୍ଞା ନମସ୍କାର
@jullysamal6626
@jullysamal6626 12 дней назад
ସୁନ୍ଦର୍ ନୁହେଁ,ଅହଙ୍କାର ଧର୍ମ ର ନବୀନ ଲକ୍ଷ୍ମୀ ବସ ରଙ୍ଗ ବଦଳେଇ ନିଜ ନାଁରେ ଏଇ ଧର୍ମ direction ରେ
@sasmitamohanty1970
@sasmitamohanty1970 13 дней назад
ନବୀନ ପଟ୍ଟନାୟକ ଜଣେ ଉଚ୍ଚ ଶିକ୍ଷିତ ମଣିଷ ଓ ଜଣେ ଅଭିଜ୍ଞ ବ୍ୟକ୍ତିତ୍ୱ ❤️❤️
@prafulladash6726
@prafulladash6726 13 дней назад
Jane Purina Gandi Mara.
@rkn9710
@rkn9710 12 дней назад
Hm hm bahut sikhita but khali jaha odia taa asena , aau bahut abhigyan but khali jaha rajya ta chalei parantini pandian ku dei dianti sambhalibaku
@sidharthanayak1390
@sidharthanayak1390 13 дней назад
ଧର୍ମେନ୍ଦ୍ର ବାବୁ ଆପଣକୁ ଯେତେ ବି ଧନ୍ୟବାଦ ଦେଲେ କମ ପଡିବ ଆପଣଙ୍କ ପାଖରୁ ଅନ୍ୟମାନେ ବହୁତ କିଛି ଶିଖିବାର ଅଛି ଆପଣଙ୍କୁ ଶତ, ଶତ ପ୍ରଣାମ
@PadmaBhoi_0202
@PadmaBhoi_0202 13 дней назад
Abe se jaha karantu kintu tankar aghoru jau bhul ta karichanti taku ama students mane kebe hele khayma karibu nahi dharmendra pradhan isthapa dele nahi kahinki
@jullysamal6626
@jullysamal6626 12 дней назад
Bhul, ଅହଙ୍କାରୀ ଧର୍ମା,ବସ ରଙ୍ଗ କଥା ନବୀନ ,ଆଉ ନିଜ ନାଁରେ ଭାବ ଥରେ
@Blue_sky584
@Blue_sky584 10 дней назад
​@@PadmaBhoi_0202tu bala neet exam dei nathibu kintu chodi hauchu bht
@Blue_sky584
@Blue_sky584 10 дней назад
​@@jullysamal6626To ranga ta bhi bhala laguni change karide
@dibyaranjanbehera2303
@dibyaranjanbehera2303 13 дней назад
କେତେ ସୁନ୍ଦର ମୋ ଓଡ଼ିଆ ସଂସ୍କୃତି।
@user-hx7ij1lu6d
@user-hx7ij1lu6d 13 дней назад
ଏହିପରି ମହାପୁରୁଷ ମାନଙ୍କ ପାଇଁ ଆମେ ଆଜି ଓଡ଼ିଆ ବୋଲି ଗର୍ବିତ। ତାକୁ କୌଣସି ରାଜନୈତିକ କାରଣ ଦର୍ଶାଇ ନାମ ଦିଅନ୍ତୁ ନାହିଁ।
@premanandasahoo3561
@premanandasahoo3561 13 дней назад
ମହାମହିମ ରାଷ୍ଟ୍ରପତି ଭାଇ ନବୀନ ବାବୁଙ୍କୁ ଙ୍କୁ ସଂମାନ ଦେଲେ l❤️🙏❤️
@Aakamaabadi
@Aakamaabadi 13 дней назад
ଭାରତୀୟ ଜନତା ପାର୍ଟି ର ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ ଉସ୍ଥବରେ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଥିଲା ସେ ଆସି ମଧ ଶପଥ ଗ୍ରହଣ ଉସ୍ଥବରେ ଯୋଗଦେବା ଆମେ ସମସ୍ତେ ପ୍ରତ୍ୟକ୍ଷ ବା ଗଣମାଧ୍ୟମରେ ଏ ଦୃଶ୍ୟ ଦେଖିଲେ। କିନ୍ତୁ ବିଶ୍ଵ ବନ୍ଦିତ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ରେ ପୁର୍ବତନ ମୁଖ୍ୟମନ୍ତ୍ରୀ ମଞ୍ଚ ପାଖକୁ ଉଛୂକତାର ସହିତ ଯାଇ ମଞ୍ଚ ରେ ଉପସ୍ଥିତ ସମସ୍ତ ସମ୍ନାନସ୍ଫଦ ଅତିଥି ବୃନ୍ଦ ମାନଙ୍କୁ ତଳେ ଛିଡ଼ା ହେଇ ହାତ ଯୋଡ଼ି ବିନମ୍ର ପ୍ରଣାମ ଜଣାଉଛନ୍ତି। ଏଥିରୁ ମୁଁ ଏତିକି ବୁଝିଲି ଆମ ସମାଜରେ ଆଜି ଭାଇଚାରାର ଅଭାବ, ପଡୋଶୀ ସହିତ ମତାନ୍ତର, ମନାନ୍ତର ଏମିତିକି ଏତେ ମାତ୍ରାରେ ପରସ୍ପରକୁ ଘୃଣା କରିଥାନ୍ତି ଯେ ଜଣେ ମରିଗଲା ପରେ ମଧ୍ୟ ଅନେକ ମଶାଣିକୁ ଟିକେ ଦେଖିବାକୁ ଯାଇନଥାନ୍ତି କି ପଡୋଶୀ ପାଇଁ ସୁଧି ହେଇନଥାନ୍ତି । ନବୀନ ପଟନାୟକ ବୋଧେ ଏତିକି ଶିଖି ଛନ୍ତି ତାହା ହେଲା ବିନମ୍ରତା ଆଉ ଶିଷ୍ଟାଚାର ଆଉ ଭାଇଚାରା ର ମୁଲ୍ୟ କଣ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଉ ଭଳି ଭାବେ ନବୀନ ପଟ୍ଟନାୟକଙ୍କୁ ପାଛୋଟି ନେଇଯାଉଛନ୍ତି ଯେମିତି ଲାଗୁଛି ନିଜ ଭାଇଙ୍କୁ ଦେଖି ତାଙ୍କ ମନ ଖୁସିରେ ଉତଫୁଲିତ ହେଇଯାଉଛି।ମାସଟା ଭିତରେ ସେମାନେ ପରସ୍ପରକୁ ଆପଣେଇ ପାରୁଛନ୍ତି ହେଲେ ଆମ ଭିତରେ....... କାଇଁ ହେଇ ପାରୁନି।ଏହାର କାରଣ ଆପଣ କଣ ଭାବୁଛନ୍ତି......?Replay
@RajKumar-uw6rf
@RajKumar-uw6rf 13 дней назад
ଥୁଟି ନେତା ମାନଙ୍କର ବହୁତ ଘମଣ୍ଡ ଓ ଗର୍ବ ଅମହଂକାର ବହୁତ ଅଛି
@raghumaninayak9593
@raghumaninayak9593 13 дней назад
ରାଜନୀତିରେ ଚାଲୁ କିନ୍ତୁ ମାନବିକ ଦୃଷ୍ଟକୋଣରୁ ଦେଖିଲେ ଜଣେ ମଣିଷ ଅନ୍ୟ ଜଣକୁ ମଣିଷ panian ବ୍ୟବହାର ଦେବା ଆବଶ୍ୟକ ଜୟ ଜଗନ୍ନାଥ 🙏🙏🙏
@bahadursagar1698
@bahadursagar1698 13 дней назад
Eha rajnitira eka loka akarsan drushya
@khagapatisahu4121
@khagapatisahu4121 13 дней назад
ବିଚାର ଧାରା କୁ ନେଇ ରାଜନୀତି କରାଯାଏ ବ୍ୟକ୍ତି ବିଶେଷକୁ ନେଇ ନୁହେଁ
@Lokanath_official
@Lokanath_official 13 дней назад
ଏହା ହିଁ ଗଣତନ୍ତ୍ର। ଆମ ଓଡ଼ିଶା ସାରା ଭାରତ ର ଗଣତନ୍ତ୍ରର ସୃଷ୍ଟି କର୍ତ୍ତା ଅଟେ। ଆମ ଓଡ଼ିଆ ସବୁଠୁ ବଢ଼ିଆ। ଜୟ ଜଗନ୍ନାଥ। 🙏🙏🙏
@Rkhiddenfacts
@Rkhiddenfacts 13 дней назад
ଧର୍ମେନ୍ଦ୍ର ପ୍ରଧାନ ନବୀନ ବାବୁଙ୍କ ଉପରେ ଦେକେଇ ଥିବା respect ବହୁତ ଭଲ ଲାଗିଲା......, l
@traditionalodiafishing
@traditionalodiafishing 13 дней назад
ବହୁତ ସୁନ୍ଦରେ ଦୃଶ୍ୟ Super Super Super .
@SomaPadiami-wx6ue
@SomaPadiami-wx6ue 13 дней назад
ଧମୈନ୍ଦ୍ର ପ୍ରଧାନ sir ବହୁତ ସୁନ୍ଦର କାର୍ଯ୍ୟରେ ଧନ୍ୟବାଦ ଯୋଗ୍ୟ ଜୟ ଜଗନ୍ନାଥ
@jullysamal6626
@jullysamal6626 12 дней назад
ଅହଙ୍କାରୀ ଗର୍ବୀ ବସ ରଙ୍ଗ,ନିଜ ନାଁରେ କରିବା
@sudeepdeepak2905
@sudeepdeepak2905 13 дней назад
ସନାତନ ପରମ୍ପରା, ସନାତନୀ ଧର୍ମେନ୍ଦ୍ର ପ୍ରଧାନ। 👏👏👏👏👏👏👏
@jullysamal6626
@jullysamal6626 12 дней назад
ଭୁଲ
@KgangaRaut
@KgangaRaut 8 дней назад
ମୁଁ ଦେଖୁଛି ସବୁଥିରେ ତୁମକୁ ଭାରି ବାଧୁଛି , କ'ଣ ୨୪ ବର୍ଷ ରେ ଭାରି ଖାଇଥିବ ଏବେର ଖାଇବା କୁ ପାଉନି କି?😭😭😭​@@jullysamal6626
@Bhagi-s7s
@Bhagi-s7s 13 дней назад
ଧର୍ମେନ୍ଦ୍ର ଜଣେ ମହାନ ବ୍ୟକ୍ତତ ଓଡିଶା ପାଇଁ ସେଥିପାଇଁ ମୁଁ ବହୁତ ଖୁସି
@jullysamal6626
@jullysamal6626 12 дней назад
Bhul ,ahsnkari ଗର୍ବି ବସ ରଙ୍ଗ ବଦଳେଇ ନିଜ ନାଁରେ କରିଚି ଏଇ
@kumarsonu431
@kumarsonu431 13 дней назад
🙏🚩🛞ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ 🛞 🚩🙏 ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଏତେ ସମ୍ମାନ ଦେଇ ଥିବାରୁ ସମସ୍ତଙ୍କ ପାଖରେ କୃତଜ୍ଞତା। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ସମସ୍ତଙ୍କୁ ମିଳୁ, ଏତିକି ଗୁହାରୀ। 🙏🙏🙏🙏
@tnanda1432
@tnanda1432 12 дней назад
Se amma priya mukhyamantri thile ebe purbatana heijaichanti. Nijaku sudharantu
@user-wh4kq1qk8o
@user-wh4kq1qk8o 13 дней назад
ଧରମା, ଧର୍ମପଦ, ଧର୍ମେନ୍ଦ୍ର ପ୍ରଧାନ ମହାନ୍ ବ୍ୟକ୍ତିତ୍ଵ, ବିଜେଡି ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଙ୍କୁ ମଞ୍ଚ ଉପରକୁ ପାଛୋଟି ନେବା ଏକ ଐତହାସିକ ପଦକ୍ଷେପକ .
@jullysamal6626
@jullysamal6626 12 дней назад
Bhul , ଅହଙ୍କାରୀ
@Blue_sky584
@Blue_sky584 10 дней назад
​@@jullysamal6626😂😂 tora kichi kama nahi lo
@rakeshkumarmohantymohanty8620
@rakeshkumarmohantymohanty8620 13 дней назад
🌼 ସମ୍ମାନ ଜଣାଇ ଛିଡ଼ା ହେଇ ନବୀନ ପଟ୍ଟନାୟକ ଙ୍କୁ ଆକର୍ଷିତ କରିବା ଉଚିତ୍ ତେଣୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ 🙏 ଖାଲି ପୁରୀ ନୁହ ଜାଗାରେ ଶ୍ରୀ ପ୍ରଧାନ ନବୀନ ବାବୁଙ୍କୁ ସମ୍ମାନ ଜଣାଇ ଆସନ୍ତି ⭕❗⭕ ଜୟ ଜଗନ୍ନାଥ ସ୍ଵାମୀ 🙏
@keshabnayak9038
@keshabnayak9038 12 дней назад
ଅତ୍ଯନ୍ତ ସୁନ୍ଦର ସଂସ୍କାର ପୁଣ୍ନ ବ୍ଯବହାର ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ବହୁତ ବହୁତ ଧନ୍ଯବାଦ। ଜୟ ଜଗନ୍ନାଥ
@rskumar6035
@rskumar6035 13 дней назад
Ye news ଦେଖିଲା ପରେ feel ହେଲା.... DD NATIONAL NEWS ଭଳି... TQQQQQQ
@traditionalodiafishing
@traditionalodiafishing 13 дней назад
ସଵୂ ଜଗନ୍ନାଥ ଙ୍କ ଲିଳା ତାଙ୍କ ପାଖରେ ସମସ୍ତେ ସମାନ ।ପ୍ରଭୁ ଜଗନ୍ନାଥ ନଵିନ ପଟନାୟକଙ୍କୁ ନିଯେ ଜଗନ୍ନାଥ ଧର୍ମେନ୍ଦ୍ର ପ୍ରଧାନ ଙ୍କ ରୁପରେ ତଙ୍କୁ ସ୍ବାଗତ କଲେ ।ଆଉ କିଛି ନୁହେଁ ।ଏମିତି ହଵା ଦରକାର ଭାରି ଖୁସି ଲାଗୁଛି ବହୁତ ଭଲ ।❤,ଜୟ ଜଗନ୍ନାଥ 🙏🙏🙏🙏
@DillipBhoi-op6xh
@DillipBhoi-op6xh 13 дней назад
ମୋ ଓଡିଶା ଲୋକମାନେ ଦେକନ୍ତୁ ଭଲ ପାଇବା ରହିଛି ଭଲ ମଣଷ ମହାନ୍ ଆଦର୍ଶରେ ଅନୁପ୍ରାଣୀତ ମୋ ଓଡିଶା ବିକାଶ କରିବା ପାଇଁ ଭଲ ମଣିଷ ଏ ମାନେ 💐💐💐💐💐💐🌄🌅 🤝✌️☝️🌏🌍🌎🇮🇳🤝🪔🫂👌🌞🌚🌝🪐⭐🫶🫸🫷🙏🤝✌️🤝☝️❤❤❤❤ ନବୀନ ବାବୁ❤ ମୋହନ ବାବୁ ଧର୍ମ Dharmendra ବାବୁ ❤ମା Draupadi murmu❤🙏🙏🙏🙏🤝🇮🇳🌎🌍🌏👍 ଜୟ ଜଗନ୍ନାଥ ଅଛନ୍ତି ରହିଥିବେ ଓଡ଼ିଶା ପାଇଁ ଆପଣ ମାନଙ୍କୁ ସାହାଯ୍ୟ କରିବା ପାଇଁ ଜୟ ଜଗନ୍ନାଥ ଅଛନ୍ତି ଭଲ କାମ କରନ୍ତୁ ସବୁ ସମୟରେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏
@DillipBhoi-op6xh
@DillipBhoi-op6xh 13 дней назад
ମIନ୍ୟ ବର ପ୍ରଦାନ ମନ୍ତ୍ରୀ ମୋଦି❤❤❤❤🙏🌎🌏🌍🫂🇮🇳🤝🪔🪔🪔☝️🫶💐💐💐💐💐💐💐💐🌞🌝🌚 ଜୟ ଜଗନ୍ନାଥ 🙏🪔🪔🪔 ଭାରତ ସରକାରଙ୍କ ଅତି ସୁନ୍ଦର ଭାବରେ ମୋ ଓଡିଶା ମାଟି ର ସୁନ୍ଦର ମାନ୍ୟ ବର ମୁଖ୍ୟ ମନ୍ତ୍ରୀ ମାନେ ମହାନ 🤝🙏🇮🇳🫂👍☝️🙏🙏🙏🙏 ଜୟ ଜଗନ୍ନାଥ 🙏
@user-zx8uz1co4h
@user-zx8uz1co4h 13 дней назад
Jay heu
@jullysamal6626
@jullysamal6626 12 дней назад
Bhul au ahankar dharma
@rajendraacharya4331
@rajendraacharya4331 13 дней назад
ବହୁତୁ ବଢିଆ, ଜୟ ଜଗନ୍ନାଥ 🙏
@rupaliray6858
@rupaliray6858 13 дней назад
ବିଶେଷ କରି ରାଜନୀତି ରେ ଏପରି ଦୃଶ୍ୟ ସତରେ ହୃଦୟସ୍ପର୍ଷି ❤
@rabindraswain7399
@rabindraswain7399 13 дней назад
Very very thanks dharmendra sir 🙏🙏🙏🙏
@jullysamal6626
@jullysamal6626 12 дней назад
Kharap ଲୋକ ଅହଙ୍କାରୀ ବସ ରଙ୍ଗ ୪ଦିନ ହେଲା ଏଇ ବଦଳେଇ ନିଜ ନା ରେ ବାହାବା
@Blue_sky584
@Blue_sky584 10 дней назад
​@@jullysamal6626Tora kou ranga ki lo
@SanjayaRaita-ig2fq
@SanjayaRaita-ig2fq 13 дней назад
Dharmendra sir 🙏🙏🙏
@raghuguru8584
@raghuguru8584 13 дней назад
ଧର୍ମେନ୍ଦ୍ର ପ୍ରଧାନ ଭଲ କାମ କରିଛନ୍ତି
@guruprasadmohanty3733
@guruprasadmohanty3733 13 дней назад
ନବୀନ ପଟ୍ଟନାୟକ ଜଣେ ସହୃଦୟ ବ୍ୟକ୍ତି
@sonalikishan7686
@sonalikishan7686 13 дней назад
Odisha Ra bhichara bahuta bada ❤❤❤🙏🏻🙏🏻🌷🌹🌷🌹🌷🌹
@sriyanshupadhi6627
@sriyanshupadhi6627 13 дней назад
ବିଜେପି ନେତା ଙ୍କୁ ଭାରତୀୟ ସଂସ୍କୃତି ର ଉଦାରତା ବିଷୟ ରେ ଜଣା . ଜୟ ଭାରତ 🚩
@jullysamal6626
@jullysamal6626 12 дней назад
କିଛି ଜଣା ନାହି ,ନବୀନ ବସ ରଙ୍ଗ ବଦଳରୁ ବୁଝ ଟିକେ,ମୂର୍ଖ kouthikar
@sanatoshpattanaik2953
@sanatoshpattanaik2953 12 дней назад
AHANKAR ro gondho hela DHARMENDRA PRADHAN nko byaboharo ku apononko comment Nosto koridebo Thanks to DHARMENDRA PRADHAN sara odisha ro hrudaya jitigole
@JituRanjan-dj6zo
@JituRanjan-dj6zo 11 дней назад
​@@jullysamal6626tu sabu janichu 😮
@auxllux8870
@auxllux8870 8 дней назад
​@@jullysamal6626tate bala Jana achhi.. nabin babu nk dala Pura chora dala
@YummyOdiafood-t7n
@YummyOdiafood-t7n 13 дней назад
Dharmendra sirnku bahut bahut thanks apanku respect deba jana achi God bless you sir🙏
@jullysamal6626
@jullysamal6626 12 дней назад
ଭୁଲ ଲୋକ,ଅହଙ୍କାରୀ ବସ ନିଜ ନାଁରେ
@Blue_sky584
@Blue_sky584 10 дней назад
​@@jullysamal6626Tate gandi marichi ratire dharmend
@suvrantarout156
@suvrantarout156 13 дней назад
It is extremely very good work done by Dharmendra Pradhan.Nabin pattnayak is a good human being.He is deserved to get respect.
@pravakarrout3616
@pravakarrout3616 13 дней назад
ସୁନ୍ଦର ବିଶ୍ଳେଷଣ। ସାଧୁବାଦ।
@bijayakumarbehura8973
@bijayakumarbehura8973 13 дней назад
Manaybar Darmendar Babu ku Pravu Jagnatha Drighau Karanthu. Joy Jaganatha...
@gokulchandra9249
@gokulchandra9249 13 дней назад
Bahut sunder. Jay jagannath.
@SarotAnand
@SarotAnand 13 дней назад
Good necher in Odisha X cmnabin patnayek uthkal Odisha basi
@saiarts4617
@saiarts4617 13 дней назад
❤🎉 Jay Jagannath❤🎉
@mithunbiswal7486
@mithunbiswal7486 13 дней назад
ଜୟ ନବୀନ ❤ ଓଡ଼ିଶା ର ଗୌରବ ନବୀନ ସର୍❤
@AsitKumarSa
@AsitKumarSa 13 дней назад
Naveen Sir Always Great🎉🎉🎉
@dhrubanandaparida1802
@dhrubanandaparida1802 13 дней назад
Equally greatness of Naveen pattnaik an exceptional politician not only in our country it reflects in the world poltics he knows the behavior to all.
@AshokPanda-qt4qn
@AshokPanda-qt4qn 13 дней назад
Dhanyabada Dharmendra Babu Apana thik Karichhanti Aha Ama Orissa ra Kartabya Jai MAA Samleswari 🙏
@AshokPanda-qt4qn
@AshokPanda-qt4qn 13 дней назад
Kali OTV mudhekhuthil Sameste Nijara Kartbya thik karichhanti Sethi Rajniti ra Kounasi Gandha nathila Jai Jagannath Jai MAA Samleswari 🙏🙏
@AshokPanda-qt4qn
@AshokPanda-qt4qn 13 дней назад
News Oriya ku Dhanyabad Sata ghatna Janei bara Prayas Karichhanti
@jullysamal6626
@jullysamal6626 12 дней назад
No ,bhul you Dharma ଅହଙ୍କାରୀ ବସ ରଙ୍ଗ କିଏ ,a ଲୋକ
@biswaranjansubudhi8562
@biswaranjansubudhi8562 11 дней назад
ଏହିପରି ମନବୃତି ଥାଉ ଧର୍ମେନ୍ଦ୍ର ସାର୍ । God bless you .
@ganeshmishra3717
@ganeshmishra3717 12 дней назад
This is nothing just the beauty of ODISHA. This is the glory of ODISHA. Jay Jagannath.🙏🙏🙏
@hirachandmunda7541
@hirachandmunda7541 13 дней назад
bahut sundar jai jagannath 🙏
@gopalchandradigal8590
@gopalchandradigal8590 13 дней назад
Naveen sir bhala loka sethipain tanku samaste sneha karanti
@ARUNKUMAR-jo9ef
@ARUNKUMAR-jo9ef 13 дней назад
ଏହା ଆମ ଓଡ଼ିଶା❤❤
@chinu_odia_status_hub
@chinu_odia_status_hub 11 дней назад
ଆମେ ଓଡ଼ିଆ ଆମ ସଂସ୍କୃତି ସବୁଠୁ ବଢିଆ | ଜୟ ଜଗନ୍ନାଥ 🙏
@dhrubanandaparida1802
@dhrubanandaparida1802 13 дней назад
Two times warm welcomed by Mr Dharmendra pradhan to Naveen Pattnaik is showing a good relationship and shows the grestness of Mr pradhan. It gives a lesson to other political parties to learn the manners how to regard one another.
@sandhyapriyadarshiniSahu
@sandhyapriyadarshiniSahu 13 дней назад
But in election time 🙄what he say about naveen babu 😂remember😢naveen babu respect ka hakdar 😍🙏
@odia_pua_KT
@odia_pua_KT 13 дней назад
​​@@sandhyapriyadarshiniSahu sis election time re bahut kichi hua...modi ku loka bahut kichi kahuchanti gali madhya dauchanti opposition kebe amiti respect deinahnati ki kebe dei paribeni...
@Blue_sky584
@Blue_sky584 10 дней назад
​@@sandhyapriyadarshiniSahupandu chata 😅
@parsuramsahoo7509
@parsuramsahoo7509 13 дней назад
ମୁଁ ନବୀନଙ୍କୁ ଭଲ। ପାୟାଏ ଧର୍ମେନ୍ଦ୍ର ବାବୁ ମାନବିକ ତା ଦେଖାଇଥିଁବାରୁ ଧନ୍ୟବାଦ୍❤🎉🎉😢😢🎉❤
@odiagalaxy
@odiagalaxy 10 дней назад
Yudho khetro re yudho hue kintu moncho re sabu one family ❤❤❤ Jay jagannath
@bhagyadharanayak
@bhagyadharanayak 12 дней назад
ନବୀନ ଜଣେ ଅଭିଜ୍ଞ ଓ ବୟସ୍କ ରାଜନୀତିଜ୍ଞ
@jullysamal6626
@jullysamal6626 12 дней назад
ଧର୍ମେନ୍ଦ୍ର ଅହଙ୍କାରୀ,ଯଦି ଅନ୍ତରରେ ନବୀନ ଙ୍କୁ ଭଲ ପାଇ ସେ ପାଛୋଟି ନାହାନ୍ତି,ଗର୍ବ, କାରଣ ନବୀନ ଙ୍କୁ ସମ୍ମାନ ଥିଲେ ନବୀନ ଙ୍କ ନୂଆ ବସ ନିଜ ନରେ କରି ବାହାବା ନେବ ଲାଗି ରଙ୍ଗ ଓ ନିଜ ନା ରେ କରି ନା ଥାନ୍ତେ ଏ ଲୋକ direction re bjp kam ହୋଉଛି,କି ଭଲ ,ହାରାମି ଆଉ ଶତ୍ରୁ କୁ ବି ଶତ୍ରୁ ଆଖରେ ପାଇ ଏମିତି କରିପାରିବ ତଥାପି ଓଡ଼ିଆର ଏଇ ମୂର୍ଖାମି ଲାଗି ଓଡ଼ିଶା ପଛରେ,ଆଉ BJD harichi Jou ରାଜ୍ୟର ଆଞ୍ଚଳିକ ଦଳ ଯେତେ ଷ୍ଟ୍ରଙ୍ଗ ସେ ରାଜ୍ୟରେ ସୁନା ଫଳିଥାଏ
@sumantasahu6317
@sumantasahu6317 13 дней назад
First Dharmendra ku kuhantu 300 unit bill free kara jau aag
@amitarup4740
@amitarup4740 13 дней назад
କାଇଁ
@antaryamimishra449
@antaryamimishra449 13 дней назад
300ୟୁନିଟ୍ କଣ ମୋବାଇଲ୍ ପ୍ରାଇସ ବଢ଼େଇଦେଲେ ନ ଧାନ 3100 ବିକିମା ଯେ ଭାଈ
@GayatriPadhi-cu2ec
@GayatriPadhi-cu2ec 13 дней назад
ଏହି topic ଗ୍ରହଣଯୋଗ୍ୟ ନୁହେଁ ବହୁତ ଖରାପ ଲାଗୁଛି
@sushantakumarpattanayak9063
@sushantakumarpattanayak9063 13 дней назад
Naveen Pattanayak Great Political Leaders of Odisha
@bijaykumarsamal9239
@bijaykumarsamal9239 13 дней назад
ଧନ୍ୟବାଦ, ଧର୍ମେନ୍ଦ୍ର ବାବୁ,ନିଜର ସଂସ୍କାର ଯଥା ଗୁରୁଜନଙ୍କୁ ସମ୍ମାନ ଦେଇ ଓଡ଼ିଶାର ପରମ୍ପରା କୁ ଉଜ୍ଜୀବିତ କରି ଆପଣ ଧନ୍ୟବାଦର ପାତ୍ର।
@jullysamal6626
@jullysamal6626 12 дней назад
Bhul ahankari a loka bus rang ବଦଳେଇବା ୪ ଦିନ ହୋଇଛି ନିଜ ନାଁରେ କରି ବାହସ୍ପୋଟ ମାରୁଛି ଧର୍ମ ଓଡ଼ିଆ ମୂର୍ଖ ଲାଗି ପଛରେ
@jyotiprakashnayakjyotiprak5086
@jyotiprakashnayakjyotiprak5086 13 дней назад
Pura thik kahichanti bhai 👍 Dharmendra bhai appana nku Mora coti pranam A hela ama Odisha ra sanskar 🙏 Naveen patanayak sir nku ama Odisha garbha kare se gote bohut bhala loka ..👌🙏
@jullysamal6626
@jullysamal6626 12 дней назад
Bhul,dharma ଅହଙ୍କାରୀ garbi ବସ ରଙ୍ଗ ନିଜ ନାଁରେ କରିବ ୪ଦିନ
@bishnucharansahoo6256
@bishnucharansahoo6256 13 дней назад
Exellent Atmospere ofLeader of odisha, Thanks. 🎉
@manojpatnaik9605
@manojpatnaik9605 12 дней назад
Unity Is Strong Jay Naveenji Jay Dharmendra Babu It Show Double REngine Power. jay Odisha 🎉😊
@manoharbarman6074
@manoharbarman6074 7 дней назад
ଆମ ସନାତନୀ ସଂସ୍କୃତି ଯାହା ଆମକୁ ଶିଖଉଛନ୍ତି ଆଜି ତାହା ସ୍ପଷ୍ଟ ବାରି ହଉଛି 🙏🙏👍
@biswajitbarik8508
@biswajitbarik8508 10 дней назад
ମତେ ବହୁତ୍ ଖୁସି ଲାଗିଲା and Thanks to Dharmendra Sir... respect to Our Great CM........Thank You
@NM-mq6xw
@NM-mq6xw 8 дней назад
Love you Naveen Patnaik sir ❤❤ Miss you.
@abhiramsahoo5642
@abhiramsahoo5642 13 дней назад
ଖୁବ୍ ସୁନ୍ଦର ସ୍ବାଗତଯୋଗ୍ଯ ଦୃଶ୍ଯ ! ଏହା ହିଁ ଓଡିଶା ଓ ଓଡିଆର ଉଦାରତା,ଭାଇଚାରା ! କିନ୍ତୁ ଏହି ଘଟଣାରୁ ଉଭୟ ଯଦି ପ୍ରକୄତ ଶିକ୍ଷା ପାଉଛନ୍ତି,ଭଲ କଥା ! କିନ୍ତୁ ରାଜନୀତିର କୂଟନୈତିକ ବ୍ଯବହାରରେ ସୀମିତ ରହିଲେ ପୁଣି ହୁଏତ ଓଡିଶାର ସ୍ବାଭିମାନକୁ ଆଘାତ ଦେଇପାରେ !
@jullysamal6626
@jullysamal6626 12 дней назад
ମୂକୁ ଅହଙ୍କାରୀ,ବସ ରଙ୍ଗ ୪ଦିନ ବଦଳେଇ ନିଜ ନାଁରେ କଣ ଓଡ଼ିଆ ମୂର୍ଖ
@bhajamanbehera7768
@bhajamanbehera7768 13 дней назад
Odisha ka quality
@deepubiswal
@deepubiswal 11 дней назад
ଦୟାକରି ଏହାକୁ ରାଜନୀତି କରଣ ନକରାଜାଉ, ମାନ୍ୟବର ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଯୋଉ ସମ୍ମାନ ମିଳିବା କଥା ତାହା ବର୍ତ୍ତମାନର ସରକାର ଦେଉଛନ୍ତି, ଏହାତ ଆମରି ସଂସ୍କୃତି ପରମ୍ପରା ❤❤❤
@samitranjankunal2085
@samitranjankunal2085 11 дней назад
ଆମ ଏଇ ସଂସ୍କୃତି ଯାଉଟା ପାଣ୍ଡୁ ବୁଝି ପାରିଲାନି।।। ଆମେ ଓଡ଼ିଆ❤
@gelhabatiswain7676
@gelhabatiswain7676 13 дней назад
ଜୟ ଜଗନ୍ନାଥ ❤❤❤❤❤
@satyabadighadei6150
@satyabadighadei6150 13 дней назад
ସ୍କନ୍ଦର ସୁନ୍ଦର ରାଢନୈତୀକ ସୈହାର୍ଦ୍ଦ
@user-jf7nn6bq8l
@user-jf7nn6bq8l 13 дней назад
Sabas dharmendra babu
@rakeshpradhan2079
@rakeshpradhan2079 13 дней назад
Excellent presentation, Good behaviour, honorable respect to Ex chief minister Vital role for odisha democracy We are proud of all odisha people Happy moments in one stage !!! Jay Jagannath
@baikunthnathsahoo1259
@baikunthnathsahoo1259 13 дней назад
ବହୁତ ସୁନ୍ଦର ଦୃଶ୍ୟ ଥିଲା ବିକ୍ରମ ଭାଇ ଓ ବନ୍ଦିତା ଭଉଣୀ ନକର ସମୀକ୍ଷା ବି ସୁନ୍ଦର ପ୍ରତ୍ୟେକ ବିଷୟ ଖୋଲାଖୋଲି ଆଲୋଚନା କରିଛନ୍ତି ।
@mragrncy9144
@mragrncy9144 13 дней назад
Had Dharmendra babu been CM people would happy. He had talent and out look.
@mssucheta7652
@mssucheta7652 13 дней назад
ମହାନତା ଏବଂ ସହୃଦୟତାର କଥା ।ଏଥିରେ କିଛି ଭାବିବାର ନାହିଁ। ରାଜନେତା ଏମିତି ହେବା ଦରକାର। ସୁନ୍ଦର ବାର୍ତ୍ତା।
@pradipchakra7182
@pradipchakra7182 12 дней назад
🎉❤ ଧନ୍ୟବାଦ୍ ବନ୍ଧୁ Muku. ବହୁତ୍ ଦିନ ପରେ ଏ ଶିକ୍ଷା ର ମାନ କୁ ପ୍ରତିପାଦିତ କରିଥିବାରୁ।
@PradeepKumar_yt
@PradeepKumar_yt 13 дней назад
ବହୁତ ବଢିଆ ଖବର
@user-bj9dq2ez3d
@user-bj9dq2ez3d 13 дней назад
Wonderful Personality 🙏
@dhrubanandaparida1802
@dhrubanandaparida1802 13 дней назад
Relay the message to all national medias how both the ruling and opposition leaders respect each other not like loksabha LOP.
@bireswarbishi7980
@bireswarbishi7980 12 дней назад
ବିଜେଡ଼ିରେ ଏଭଲି ଚିନ୍ତାଧାରା ବ୍ୟକ୍ତି ନାହାଁନ୍ତି। ଏହା କେବଳ ବିଜେପି ଦଳରେ ଦେଖିବାକୁ ମିଳିଥାଏ।
@rakeshpradhan2079
@rakeshpradhan2079 13 дней назад
Excellent presentation by News odia 18 channel
@PuriDarshan
@PuriDarshan 12 дней назад
ଜୟ ଶ୍ରୀଜଗନ୍ନାଥ ସ୍ୱାମୀ, ସେ କିଛି କରିନାହାନ୍ତି ରାଷ୍ଟ୍ରପତି ନିର୍ଦେଶ ଦେଲେ ସେ ଯାଇକି ତଳୁ ମୁଖ୍ୟମନ୍ତ୍ରୀ ନେଇକି ଆସିଲେ 🙏🙏🙏
@aswinikumartarei4895
@aswinikumartarei4895 12 дней назад
ବହୁତ ସୁନ୍ଦର ଚିତ୍ର ❤
@suchentakri9223
@suchentakri9223 7 дней назад
ସମ୍ମାନ ଦେବା ବ୍ୟକ୍ତି ର ପ୍ରଥମ କର୍ତବ୍ୟ..... ସମ୍ମାନ ଦେଲେହିଁ ସମ୍ମାନ ମିଳିଥାଏ....... ଉତ୍ତମ ବିଚାରଧାରା ବ୍ୟକ୍ତିଙ୍କ ପାଖରେ ଏହିପ୍ରକାରର କାର୍ଯ୍ୟ ଦେଖିବାକୁ ମିଳି ଥାଏ....
@bhasapathana
@bhasapathana 13 дней назад
ସବୁ ଧର୍ମର ଆଗରେ ମାନବ ଧର୍ମ
@PapunPapun7
@PapunPapun7 12 дней назад
ସମ୍ମାନ ପାଇବା ଲୋକ ସବୁଠି ସମ୍ମାନ୍ ପାଏ.......❤ ନବୀନ ସାର 😍😍
@beherabehera3812
@beherabehera3812 13 дней назад
Thanks dharmendra bhai...gr8 heart
@prasantkumarpatra6293
@prasantkumarpatra6293 12 дней назад
ଧମେନ୍ଦ୍ର ସାର ଆଉ ନବିନ ସାରଙ୍କ ପରିବାର ସଂସ୍କାର
@akshayakumar8712
@akshayakumar8712 12 дней назад
ମୋର ମାନ୍ୟବର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ Sir ଙ୍କୁ 🙏🙏🙏.......... କୋଟି କୋଟି ପ୍ରଣାମ ଏଭଳି ମହାନତା କାମ 🙏🙏🙏 ଏହାହିଁ ଆମ ଓଡ଼ିଶାର ସଂସ୍କୃତି 🙏🙏🙏🙏🙏
@bikashsarangi4131
@bikashsarangi4131 10 дней назад
ଏଥିରେ ଆଶ୍ଚର୍ଯ୍ୟ ହେବା କଣ ଅଛି.... ଜଗନ୍ନାଥ ସଂସ୍କୃତି ସବୁବେଳେ ବଡକୁ ସମ୍ବାନ ଦେବା ଶିଖାଏ
@akshayakumarbehera3502
@akshayakumarbehera3502 11 дней назад
ଧମେଦ୍ର ସାର ବହୁତ ବହୁତ ଧନ୍ୟବାଦ.
@feeltheworld.8150
@feeltheworld.8150 12 дней назад
ଯେଉଁ ଜଗନ୍ନାଥ ସଂସ୍କୃତି ପାଇଁ ଆମ ଓଡ଼ିଶା ମହିମା ମଣ୍ଡନ କରିଛି ତାହା ଆଜି ଦେଖି ଆମେ ଗର୍ବ ଅନୁଭବ କରୁଛୁ , ଏ ପରମ୍ପରାର ଅନ୍ତ ନ ହେଉ .....ଜୟ ଜଗନ୍ନାଥ ।
@ranjitdas4299
@ranjitdas4299 13 дней назад
ସବୁ ସେହି କାଳିଆ ର ଇଛା,,,,ଜୟ ଜଗନ୍ନାଥ 🙏🙏🙏💐💐💐
@madanmohanmahala5514
@madanmohanmahala5514 13 дней назад
Dharmendra babu great
@35746hh
@35746hh 12 дней назад
ଏଭଳି ଦୃଶ୍ୟ କେବଳ ଓଡ଼ିଶାରେ ଦେଖିବାକୁ ମିଳେ
@user-zf8jo6ut4h
@user-zf8jo6ut4h 13 дней назад
ଯିଏ ଆଶ୍ଚର୍ଯ୍ୟ ହେଇକି ଖବରକୁ ବଡ କରି ଲୋକଙ୍କୁ ଦେଖାଉଛି ସେ ହେଉଛି ଧର୍ମେନ୍ଦ୍ର ପ୍ରଧାନ ର ଚମଚା ହେଇଥିବ ସେଥିପାଇଁ ତାକୁ ଆଶ୍ଚର୍ଯ୍ୟ ଲାଗୁଚି ମାନ୍ୟବର ପୂର୍ବତନ ଅପ୍ରତିଦ୍ବନ୍ଦୀ ଦୀର୍ଘ 25 ବର୍ଷର ମୁଖ୍ୟମନ୍ତ୍ରୀ ତଥା ଧର୍ମେନ୍ଦ୍ର ପ୍ରଧାନ ର ବୋପା ଠାରୁ ଢେର ବୟସରେ ଅଧିକ ତେଣୁ ସଂମାନ ଦେବା ମଣିଷ ର କର୍ତବ୍ୟ ଆଉ ଯିଏ ଆଶ୍ଚର୍ଯ୍ୟ ହେଉଛି ସେ ବୋଧେ ତା ବୋପା ମା କୁ କେବେ ସଂମାନ ଦେଇନଥିବ ଓ ବୋପା ମା ଏବଂ ବୟସ୍କ ଲୋକଙ୍କୁ ପିଟୁଥିବ ସେଥିପାଇଁ ସେମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ସ୍ୱାଭାବିକ କଥା
@jullysamal6626
@jullysamal6626 12 дней назад
ପୁରା ଠିକ୍ କଥା ଅହଙ୍କାରୀ ମୁକୂ,୪ଦିନ ହେଲା ବସ,ରଙ୍ଗ ବଦଳେଇବା ଓ ନିଜ ନରେ କରିବା,ୟା direction re ହୋଇଛି ଓଡ଼ିଆ ମୂର୍ଖ o saral lagi ନବୀନ ଙ୍କୁ ଆମେ ହରାଇଚୁ ଆଜି
@ARCHANAKANHAR-sq4ot
@ARCHANAKANHAR-sq4ot 13 дней назад
ଧନ୍ୟବାଦ ଓଡିଶା ବାସୀଙ୍କୁ ବିଜେପି ଭୋହୁତ ବଢିଆ ସ୍ୱନମାନ ନବୀନ ବୁବୁ ଙ୍କୁ ଦେଇଛି ଧନ୍ୟବାଦ ଓଡିଶା
Далее
Nabin Nka Charcha With Berhampur MP Pradeep Panigrahi
45:16