Тёмный

ବଢିଲା ମମତାଙ୍କ ଚିନ୍ତା ପଶ୍ଚିମବଙ୍ଗ ଅଶାନ୍ତ! ଓଡ଼ିଶାକୁ ଆଳୁ ଦେବାକୁ ବଢିଲା ବଙ୍ଗାଳୀଙ୍କ ଜିଦ 

Terachha Baana
Подписаться 37 тыс.
Просмотров 412 тыс.
50% 1

ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ - News13Odisha@gmail.com
Join this channel to get access to perks:
/ @terachhabaana

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 694   
@OM_SHAKTI.Subhamkar67666
@OM_SHAKTI.Subhamkar67666 Месяц назад
ସରକାର ଙ୍କ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଓଡିଶା ର ସ୍ୱଭିମାନ 🙏
@santanukumarbisoi877
@santanukumarbisoi877 Месяц назад
Right decision, from Mohan Majhi government.
@durgaprasadsamantaray7084
@durgaprasadsamantaray7084 Месяц назад
ଯେସାକୁ ତେସା,ହାରାମଜାତି କୁ କୁରାଢିପାଶା
@laxminarayanpanda1427
@laxminarayanpanda1427 Месяц назад
ମମତା ର ଦାଦାଗିରି ଓଡିଶା ଏଣିକି ସହ୍ୟ କରିବ ନାହିଁ। ମମତା କୁ ପାନେ ଦିଆଯିବା ଉଚିତ।
@user-go9hq3jv2k
@user-go9hq3jv2k Месяц назад
Mamata 1000 1000 rohinga muslim nku West Bengal ku Ani muslim vote hateibare lagichhi sethi hindunka Puja parba ku dhire dhire mamata banerjee band karibare lagichhi .... muslim nka painsethi ebe reservation kara jauchhi....
@bhagabatadalai9094
@bhagabatadalai9094 Месяц назад
ମୋହନ ସରକାର ଜିନ୍ଦାବାଦ। ଓଡ଼ିଆ ଅସ୍ମିତା ଉଚ୍ଚରେ ରହିଆସିଛି ଆପଣ ଏହାକୁ ଜାରୀ ରଖନ୍ତୁ।ଜୟ ଜଗନ୍ନାଥ। ଜୟ ଶ୍ରୀରାମ।
@narayanparida5469
@narayanparida5469 Месяц назад
ଆଳୁ ଚାଷୀ ପଶ୍ଚିମ ବଙ୍ଗର ଘୋର କ୍ଷତିଗ୍ରସ୍ତ ହେଲେ ମମତାଙ୍କୁ ଉଚିତ ଶିକ୍ଷା ଦେବା । ଆମର ଦଶ ଟଙ୍କା ଅଧିକ ହେଲେ ସୁଦ୍ଧା ପଶ୍ଚିମବଙ୍ଗରୁ ଗୋଟେ କେଜି ଆଳୁ ଆସିବା ଦରକାର ନାହିଁ।
@Manoranjansahoo34680
@Manoranjansahoo34680 Месяц назад
👌👌👌
@TanuTanu-zi6tn
@TanuTanu-zi6tn Месяц назад
❤L))L bhul ccTLD p​@@Manoranjansahoo34680 ,
@pradeepsingha5374
@pradeepsingha5374 Месяц назад
ଜୟ ବିଜେପି ମୋହନ ବାବୁଙ୍କସରକାର ବିଜେଡି ଓ ମମତା କୁ ଠିକ ହେଇଛି.
@mrabhiramsahu8525
@mrabhiramsahu8525 Месяц назад
0
@CHUNY999
@CHUNY999 Месяц назад
Bhai transportation charge katha bhabucha.... Kg 45 plus re bikri haba....
@CHUNY999
@CHUNY999 Месяц назад
Govmnt hisabare quintal ku 3000 paduchi.... Ta bhitare distribution.. Khuchura bepari labha rakhile kete bikri haba aalu.. Tu me kuha
@bishnuprasadsa4064
@bishnuprasadsa4064 Месяц назад
କିଛି ଫରକ୍ ପଡ଼ିବ ନି ମମତା କୁ ମିଛ ପ୍ରଚାର eha
@Ajyotiiii
@Ajyotiiii Месяц назад
Laguche kichi lokanku up tharu alu aneba bhare badhuche😂😂😂 tale peta bindha hauche😂😂😂
@chhabindramansingh73
@chhabindramansingh73 Месяц назад
ଓଡିଶା ଦେଇ ଯାଉଥିବା ଜିନିଷ ପଶ୍ଚିମ ବଙ୍ଗ କୁ ଓଡିଶା ସର୍କାର ବନ୍ଦ କରୁ, ଏବଂ ଅନୁରୋଧ କେମିତି ଓଡ଼ିଆ ନିତ୍ୟ ବ୍ୟବହାର ଜିନିଷ ଓଡିଶା ରେ କରିବା ପାଇଁ ଚେଷ୍ଟା କରୁ, ଶୀତଳ ଭଣ୍ଡାର କୃଷି ଜାତ ଜିନିଷ କରୁ bjp
@okgoogleokgoogledrbhikaric2020
@okgoogleokgoogledrbhikaric2020 Месяц назад
The an hor is only besting bushes .he has mo knowledge of potato production of Odisha.
@riteshgamer65
@riteshgamer65 Месяц назад
ନବୀନ ବାବୁଙ୍କ ଗର୍ବ ଓ ଅହମିକା ଓ ମମତା ଦିଦିଙ୍କ୍ ଦାଦାଗିରି ଏକାବେକକେ ଖତମ । ମୋହନ୍ ବାବୁ ଜିନ୍ଦାବାଦ ।
@rajanisingh8493
@rajanisingh8493 Месяц назад
ଯାହା ହେଉ ମୋହନଙ୍କ ପାଇଁ ଓଡ଼ିଶା ସମ୍ମାନ ରହିଲା।
@anandamohakuda4943
@anandamohakuda4943 Месяц назад
😅😅😅😅ki katha
@sachikantasahoo6981
@sachikantasahoo6981 Месяц назад
Right ଏଇ ଆଳୁ ଗୁଡ଼ିକ west bengal ଆଳୁ ଅପେକ୍ଷା ଟିକେ ଭଲ ଦୁସୁଛି
@manojbarla3416
@manojbarla3416 Месяц назад
ବଙ୍ଗାଳି ଆଳୁକୁ ବୟକଟ କରନ୍ତୁ ଓଡିଶାବାସୀ
@anandamohakuda4943
@anandamohakuda4943 Месяц назад
Bengal ra alu bhala
@nityanandaPradhan-gf1zc
@nityanandaPradhan-gf1zc Месяц назад
ପଶ୍ଚିମ ବଙ୍ଗ ଆଳୁକୁ ଓଡ଼ିଶା ସରକାର ବ୍ୟାନକରନ୍ତୁ।
@bhagirathibarik9956
@bhagirathibarik9956 Месяц назад
ମୋର ଓଡ଼ିଶା ସରକାର ଙ୍କୁ ବିନମ୍ର ଅନୁରୋଧ ଅତି କମରେ ମାତ୍ର ଗୋଟେ ବର୍ଷ West Bengal ଆଳୁ ନ ଅଣାଯାଉ ତାପରେ ଆଗକୁ West Bengal ରେ ବିଧାନସଭା election ଏହି ଆଳୁ କୁ ନେଇ ମମତା ବେଗମ୍ ସରକାର ଭୁଶୁଡ଼ି ଯାଇପାରେ 😂😂
@Ranjan.628
@Ranjan.628 Месяц назад
Right ✅
@gourachandrabag9327
@gourachandrabag9327 Месяц назад
You are right 👍
@Binodkumar-if6lk
@Binodkumar-if6lk Месяц назад
Jama bi aloo Bengal ru nia naa jauu
@dwarikanath1958
@dwarikanath1958 Месяц назад
@@bhagirathibarik9956 ଏମାନେ ଶାସନ ନ କରି ଲୋକଙ୍କ ଉପରେ କଣ୍ଟା ପକାଇ ଦେହ ଚିରି ଲା ପରେ ଲୁଗା ନିଅ ବୋଲୁଛନ୍ତି।
@PriyabrataDas-uk8gh
@PriyabrataDas-uk8gh Месяц назад
Haba nahi bro kn Pani na West Bengal re Khali muslim
@nilanchalamaharana6692
@nilanchalamaharana6692 Месяц назад
ଓଡିଶା ରେ ଆଳୁ ଚାଷ ହେବା ମଧ୍ୟ ଦରକାର, ଆମେ ଆଉ କେତେ ଦିନ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବା
@santoshdash263
@santoshdash263 Месяц назад
ପଶ୍ଚିମ ବଙ୍ଗରୁ ଆଳୁ ଆଣିବା ସମ୍ପୂର୍ଣ୍ଣ ବନ୍ଦ କରାଯାଉ। ଅହଙ୍କାରୀ ମମତା ପ୍ରତି ବର୍ଷ ନାଟକ ଲଗାଇଛି।
@anandamohakuda4943
@anandamohakuda4943 Месяц назад
Kahi kebe natak karunathila ta
@bhagabatadalai9094
@bhagabatadalai9094 Месяц назад
ନବିନ ପଟ୍ଟନାୟକ ଉଈ ହୁଙ୍କାରେ ଶିଆଳ ରାଜା।ତୁମ ଷଡ଼ଯନ୍ତ୍ର ରେ ତୁମେ ନିଜେ ଫସିଗଲା ପପୁବାବୁ। ବର୍ତ୍ତମାନ ତୁମ ଭଉଣୀ ମମତା ର ପାଳି।
@bulusethy9220
@bulusethy9220 Месяц назад
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ ଓଡ଼ିଶା ସରକାର ଯାହା କରିଛନ୍ତି ଠିକ୍ ସମୟରେ ଉଚିତ୍ ପଦକ୍ଷେପ ନେଇଛନ୍ତି ।❤❤❤❤❤
@BhusanBehera-hn6iu
@BhusanBehera-hn6iu Месяц назад
ଓଡ଼ିଆ ଜାତିର ସ୍ୱଭିମାନ ବଜାୟ ରଖିବା ପାଇଁ ମମତା ଦିଦି ପାଖରେ ଆମ ସରକାର କେବେ ମଧ୍ୟ୍ୟ ମୁଣ୍ଡ ନ ନୂଆଇବା ଦରକାର ଦିଦି ଭାରି ଦାଦାଗିରି କରୁଛନଦିଦି ସମସ୍ତ କରବାର ବନ୍ଦ କରାଯାଉ ଜୟ ଜଗନ୍ନାଥ 🙏
@geetaranisamal6638
@geetaranisamal6638 Месяц назад
ଏ କଥାରେ ବିଜେଡି ଖୁବ ଖୁସି ଥିଲା। ଲୋକ ବରଂ ଆଳୁ ନ ପାଆନ୍ତୁ କିନ୍ତୁ ବିଜେଡି ବାହାବା ନେଉଥିଲା। ବଢ଼ିଆ ଶିକ୍ଷା ବିଜେଡି କୁ ଓ ଗର୍ବୀ ମମତା କୁ।
@BinodBehera-mh3xo
@BinodBehera-mh3xo Месяц назад
ଠିକ୍
@srimanthota8283
@srimanthota8283 Месяц назад
କଥା ପଦେ 😂😂😂
@sadanandapothal3727
@sadanandapothal3727 Месяц назад
hatao mamata
@anirudhasethy1339
@anirudhasethy1339 Месяц назад
Ki
@alokranjansahoo1096
@alokranjansahoo1096 Месяц назад
Ame up aloo khaibu
@naturesparadise8859
@naturesparadise8859 Месяц назад
ନାମ ନେ ଲୋ ମମତା। ଗେଣ୍ଡା ଦଳ ଥିଲା ବୋଲି ଦାଦାଗିରି ଦେଖାଉଥିଲା।ଏଥର ଆଳୁ କୁ ଝୋଳ କରିକି ଖା
@abhimanyunayak4246
@abhimanyunayak4246 Месяц назад
ଓଡିଶା ବାସି ଟଙ୍କା ଦେଇ କିଣି ଆଣୁ ଥିଲେ ଦୟା ର ପାତ୍ର ନୁହେଁ ମମତା ଦିଦି ଠାରୁ ଆଳୁ ଆଣିବା ଠିକ ନୁହେଁ
@swadhikarbetaj3768
@swadhikarbetaj3768 Месяц назад
ନବୀନ ବାବୁଙ୍କର ଶୁଖିଲା ରାଜନିତି ବର୍ତ୍ତମାନ ଓଦା ହୋଇଗଲା।
@bimbadhardash286
@bimbadhardash286 Месяц назад
0ଓଡ଼ିଶା ସରକାରଙ୍କର ନିଷ୍ପତ୍ତି ସ୍ବାଗତଯୋଗ୍ୟ। କଦାପି ପଶ୍ଚିମ ବଙ୍ଗ ର ଆଳୁ ଆଣିବା ଉଚିତ୍ ହେବନାହିଁ।
@ajaybadjena6799
@ajaybadjena6799 Месяц назад
ସୋସିଆଲ ମିଡ଼ିଆ ମାନେ କିପରି ଜାଣିଲେ ବେଙ୍ଗଲ ଆଳୁ ଭଲ, ସୁର ରାଉତରାୟ ଭଳିଆ ନୀତି ହିନ ନେତା ଙ୍କ ପଛରେ ଗୋଡ଼େଇ ସମୟ ଗଲା ଆଳୁ କଥା ଚିନ୍ତା କରିବାରୁ ସମୟ କାହିଁକି,; ସରକାର ଙ୍କୁ ବଦନାମ କରିବା କୁ ନବିନ ଠାରୁ ଟଙ୍କା ଖାଇ ନାଟକ ଵାଜି କରୁଛନ୍ତି,
@purnachandra1694
@purnachandra1694 Месяц назад
ନବୀନ ଚାମୁଚା ମାନେ ମୋଲେ
@naturegifts6251
@naturegifts6251 Месяц назад
ସତ କଥା sir ସୁର ରାଉତଙ୍କ ପଛରେ କିଛି ସୋସିଆଲ ମେଡ଼ିଆ ଚେନାଲ ବାଇଆ l
@gajendrasethi8795
@gajendrasethi8795 Месяц назад
ଖାଲି ଓଡିଶା ନୁହ ଆସାମ ରାଜ୍ୟ ମଧ୍ଧ ଉତ୍ତର ପ୍ରଦେଶରୁ ଆଳୁ ଆଣିବ
@pabitramohandas6943
@pabitramohandas6943 Месяц назад
ଏମିତି ଜଣେ ବ୍ୟକ୍ତିଙ୍କୁ ପଶ୍ଚିମ ବଙ୍ଗ ଲୋକେ ବାରମ୍ବାର କ୍ଷମତାକୁ ଆଣିବା ଠିକ୍ ନୁହେଁ l
@nilamanisethi9211
@nilamanisethi9211 Месяц назад
Jesa ku tesa nuhin U P Patato mili jauchi tenu Adhik dam padib
@rajanisingh8493
@rajanisingh8493 Месяц назад
ଗିହେଲି ମୁସଲିମଙ୍କୁ ଘଈତା କରି ଭୋଟ ନେଉଛି ଶାସନ କରୁଛି।
@rajanisingh8493
@rajanisingh8493 Месяц назад
ଗିହେଲି ମମତା
@user-nu1fy1ew5o
@user-nu1fy1ew5o Месяц назад
ବଡ଼ ଦୁଃଖ ର ସହିତ କହିବାକୁ ପଡୁଛି ଯେ, ଆଜି ସବୁ ହିନ୍ଦୁ ହିଞ୍ଜଡ଼ା ରେ ପରିଣତ ହୋଇ ଯାଇଛନ୍ତି। ନଚେତ୍ ହିନ୍ଦୁ ଙ୍କ ସରକାର କେନ୍ଦ୍ର ରାଜ୍ୟ ସବୁଠି ରହୁଥାନ୍ତା। ହେ ହିନ୍ଦୁ ମାନେ, ନିଜର ନପୁଂସକ ପଣିଆ ଛାଡ। ଆମ ଭଗବାନ୍ ରାମ, ଭଗବାନ୍ କୃଷ୍ଣ କଣ ହିଞ୍ଜଡ଼ା ଥିଲେ? ଆମେ କଣ ତାଙ୍କ ଦାୟଦ ନୋହୁଁ। ଆମେ କେବଳ ମା ସରସ୍ଵତୀ ( ବିଦ୍ୟା) ଙ୍କ ଭକ୍ତ ନୋହୁଁ, ଆମେ କେବଳ ମା ଲକ୍ଷ୍ମୀ (ଧନ) ଙ୍କ ଭକ୍ତ ନୋହୁଁ ....... ଆମେ ମଧ୍ୟ ମା ଦୁର୍ଗା ( ଶକ୍ତି ... ବାହୁ ଶକ୍ତି) ଙ୍କ ଭକ୍ତ । ଆସ ଆମେ ମାଆ ଦୁର୍ଗା ଙ୍କ ପଥରେ ଯାଇ ମଲେଚ୍ଛ ସଂହାର କରିବା।
@Manoranjansahoo34680
@Manoranjansahoo34680 Месяц назад
​@nilamanisethi9211 no, not at all, will be cheap as well as wb
@sankarsanbal9213
@sankarsanbal9213 Месяц назад
ଯଦି ଚୋରା ରେ ପଶ୍ଚିମ ବଙ୍ଗ ରୁ ଆଳୁ ଆସେ ପୋଲିସ ସିଜ କରୁ
@ramakantamohanty6558
@ramakantamohanty6558 Месяц назад
Right decision thanks to mohan majhi sir
@amitakar948
@amitakar948 Месяц назад
ଆଳୁ ଆଉ ଆଣନୀ ଆମେ ଆଉ ଖାଇବୁନି ବେଙ୍ଗଲ ଆଳୁ ୟୁପି ଆଳୁ ଜିନ୍ଦାବାଦ
@user-rt7ic2xi5b
@user-rt7ic2xi5b Месяц назад
❤ Thank you
@Manoranjansahoo34680
@Manoranjansahoo34680 Месяц назад
👌👌👌
@mrsatyabratanayak1433
@mrsatyabratanayak1433 Месяц назад
ମମତା ମୋହନ ଙ୍କୁ ଭୁଲ୍ ମାଗିବ ଅପେକ୍ଷା କରନ୍ତୁ
@user-vh2hu2cv7v
@user-vh2hu2cv7v Месяц назад
ବହୁତ ସୁନ୍ଦର ଜୟଶ୍ରୀ ଜଗନ୍ନାଥ 🙏🙏🙏
@Singh77359
@Singh77359 Месяц назад
ତଥାପିକିଛି ନିର୍ଲଜ କହୁଛନ୍ତି u.p ର ଆଳୁ ଭଲ ଲାଗୁନି କ୍ଷତି ହଉଚି...ଅନେକ କଥା ହେଲେ ମୋ ମତରେ ଆଳୁପଛେ ନ ଖାଇବି ହେଲେ ମୋ ସରକାର ଓ ଓଡିଶାକୁ ନତମସ୍ତକ କରାଇବିନାହିଁ
@fakirmohankhatua2832
@fakirmohankhatua2832 Месяц назад
ବିଜେଡି ନେତାଙ୍କ ପାଣ୍ଡିଆନ ପ୍ରୀତି ଯାଉନି, ମିଛୁଆ ନେତାଙ୍କ ମୁହଁ ଟାଣ, ଆଳୁ ୟୁପି ରୁ ଆସୁଛି, ପଶ୍ଚିମ ବଙ୍ଗ ଚାଷୀ ଆଳୁ ରାସ୍ତାରେ ଢ଼ାଳିଲେଣି ହେଲେ ବିଜେଡି ନେତା ଙ୍କ ନବୀନ ଚିଠି ଯାଉନି,
@basantajena5418
@basantajena5418 Месяц назад
ଆଜ୍ଞା, ଟି ଏମ ସି ଗୁଣ୍ଡା ମାନେ କଟ ମନି ଆଦାୟ କରୁଛନ୍ତି | ଏହା କେବଳ ଆଳୁ ଉପରେ ନୁହେଁ ବିଭିନ୍ନ ରାସ୍ତା ଦେଇ ଯାତାୟାତ କରୁଥିବା ସିମେଣ୍ଟ, ମାଛ, ପରିବା ଇତ୍ୟାଦି ସମସ୍ତ ଟ୍ରକ ଉପରେ ଟି ଏମ ସି କଟ ମନି ଆଦାୟ କରେ ଓ ତାହା ତାଙ୍କର ବଡ ନେତା ପର୍ଯ୍ୟନ୍ତ ଯାଏ |
@FAKIRJENA-du2zs
@FAKIRJENA-du2zs Месяц назад
ତୁମେ ଯାହା କୁହ ପଛେ ପାଣ୍ଡୁ ନବୀନ ଯୋଡ଼ି ଉପରେ ଆକ୍ସନ ନ ନେଲେ ଓ ଆଇନ୍ ଦ୍ଵାରା ଏ ଦୁଇ ଠକ କୁ ଧରି ଆଗପଛ ନ କଲେ BJP ସରକାର ର କାନ୍ଦି କାନ୍ଦି ଦିନ ଯିବ।
@ramprasadnaik8662
@ramprasadnaik8662 Месяц назад
Right steps taken by the government
@muralidharswain9363
@muralidharswain9363 Месяц назад
Right decision taken by the odisa got.I want to salute the C M.
@bhabanicharandasmohapatra2066
@bhabanicharandasmohapatra2066 Месяц назад
Boycott West Bengal PATATO ,Boycott Boycott and Boycott
@GaneswarNayak-e6j
@GaneswarNayak-e6j Месяц назад
ନବୀନ। ଲେଖିଲେ ପ୍ରେମ ପତର ଚିଠି ପାଇ ଦିଦି ହେଲେ ଆତୁର, ପ୍ରେମ ବାୟାଣୀ, ଜିଦ୍ଦିରେ ଜିଦ୍ଦୀରେ ବହେ ଉଜ।ଣି ଚବିଶ ବରଷ ଶାସନ କରି, ଓଡ଼ିଶାକୁ ତଳି ତାଳାନ୍ତ କରି, ସବୁ କରିଦେଲେ ଚଳୁ ,ଦିଅଁ ଖାଇ ପୁଣି ଖଟୁଲି ଖାଇଲେ,ଓଡ଼ିଶାକୁ କରି ବଡ଼ ଆଳୁ। ଜୟ ଶ୍ରୀ ଜଗନ୍ନାଥ।
@Manoranjansahoo34680
@Manoranjansahoo34680 Месяц назад
👌👌👌
@SrimantaAran-wy8pz
@SrimantaAran-wy8pz Месяц назад
Assas assas dhanay bad
@SureshMalik-ln3gr
@SureshMalik-ln3gr Месяц назад
ଗଣେଶ୍ୱର୍ ଭାଇ ଏ ଲେଖା ପାଇଁ ବହୁତ ବହୁତ ଧନ୍ୟବାଦ । ଜୟ ଶ୍ରୀଜଗନ୍ନାଥ ।
@raghumaninayak9593
@raghumaninayak9593 Месяц назад
ବେଙ୍ଗଲ ଆଳୁକୁ ଓଡ଼ିଶାରେ ବ୍ୟାନ କରାଯାଉ ବିପିନ ସାରଙ୍କୁ ଧନ୍ୟବାଦ 🙏🙏🙏🧿‼️🧿🕉️🚩🇮🇳🙏🙏🙏
@subrataran
@subrataran Месяц назад
ନବୀନ ବିଜେଡି ସମସ୍ତ ନେତା ସୁପର ଗାଳୁଆ ମିଛୁଆ ଟ୍ଟାଉଟର ସବୁବେଳେ ଡ଼ା ହା ମିଛୁଆ
@purnachandra1694
@purnachandra1694 Месяц назад
ନବୀନ ଚାମୁଚା ମୋଲେ
@debadattasahoo6244
@debadattasahoo6244 Месяц назад
ସମସ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ଦରକାର
@user-gf7re2yb7u
@user-gf7re2yb7u Месяц назад
Bjd neta maa prati sanaman nahi
@hemantkumarsingh1387
@hemantkumarsingh1387 Месяц назад
very good decision by BJP government to import Potatoes from UP
@Susantabhanja-gp9hu
@Susantabhanja-gp9hu Месяц назад
Upରୁ ଅଣାଜାଉ ଯୌଗି ସରକାର ଭଲ❤❤
@saheblenka2788
@saheblenka2788 Месяц назад
ମୋହନ ମାଝୀ ସରକାରଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ, ଓଡିଶା ସରକାର ଙ୍କୁ ଅନୁରୋଧ ଓଡିଶା ଚାଷୀ ମାନଙ୍କୁ ଆଲୁ ଚାଷ କରିବା ପାଇଁ ପ୍ରୋତ୍ସାହନ କରାଯାଉ, 🙏🏾
@trinathmeleka2599
@trinathmeleka2599 Месяц назад
ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସୁଥିବା ଆଳୁ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ ଓଡ଼ିଶା ସରକାର। ଜୟ ଭାଜପା।।।
@krushnachandrasahoo6182
@krushnachandrasahoo6182 Месяц назад
Mamata sahita odisha samasta samparka chhinna Kariba darakar swaviman drustiru
@sarojnaik3521
@sarojnaik3521 Месяц назад
ଧନ୍ୟବାଦ ସାର
@ajaykumarrout5798
@ajaykumarrout5798 Месяц назад
Mr Sudhakar Panda thank you.
@prafullachandramohanty7096
@prafullachandramohanty7096 Месяц назад
Sir nabina ku ମମତା ଆଳୁଦିଅନ୍ତୁ ସେ ବେପାର କରିବ
@khageswarkhandai3599
@khageswarkhandai3599 Месяц назад
ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମହାଶୟ ଆପଣଙ୍କ ନିଷ୍ପତ୍ତି ସ୍ବାଗତ ଯୋଗ୍ୟ। ଏହା ସହିତ ଓଡ଼ିଶାକୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ପଦକ୍ଷେପ ନେବାପାଇଁ ଚେଷ୍ଟା କରାଯାଇ ଓଡ଼ିଆଙ୍କ ଆତ୍ମ ସମ୍ମାନ ବଢାଯାଉ।
@chittaranjanbarik122
@chittaranjanbarik122 Месяц назад
ବିଜେଡି ତେଲ ମାରି ହୁଏତ ଆଳୁ ଆସୁଥିଲା, କିନ୍ତୁ ବିଜେପି ତେଲ ମାରି ଶିଖିନାହି, ଯେଉମାନେ ଭାବୁଛନ୍ତି ନବୀନ ଦୟାରୁ ଆଳୁ ଆସୁଅଛି ସେମାନେ ପୁରା ନବୀନର ତେଲୁଆ
@Manoranjansahoo34680
@Manoranjansahoo34680 Месяц назад
👌👌👌
@batakrushnaswain4524
@batakrushnaswain4524 Месяц назад
ଆଉ ଦାଦା ଗିରି ଚଳିବନି
@BHANJRUSIKA
@BHANJRUSIKA Месяц назад
ମୋହନ ଜୀ ସରକାର ଙ୍କ ବହୁତ ଭଲ ପଦକ୍ଷେପ 🙏
@gopinathtripthy2956
@gopinathtripthy2956 Месяц назад
ମୋହନ ସରକାର ଙ୍କୁ ଅନୁରୋଧ ପଶ୍ଚିମ ବଙ୍ଗ ରୁ ଆଳୁ ନ ଆଣି‌ ଉତ୍ତର ପ୍ରଦେଶର ଆଳୁ ଓଡିଶା ବାସୀଙ୍କୁ ଦିଅନ୍ତୁ।ତାହା ସଙ୍ଗେ ସଙ୍ଗେ ପଶ୍ଚିମ ବଙ୍ଗ ରୁ ଯେପରି ଚୋରା ରେ ଆଳୁ ନ ଆସିବ ସେଥିପାଇଁ ସତର୍କତା ଅବଲମ୍ବନ କରନ୍ତୁ।ଏହା କଲେ ଗୋଟିଏ ଗୁଳି ରେ ଦୁଇ ଟି ଶିକାର କରାଯାଇପାରିବ। ମମତା ଦିଦି ଙ୍କ ଦାଦାଗିରି ଛାଡି ବା ସଙ୍ଗେ ସଙ୍ଗେ ବିଜେଡି ର ଭୁତ ହୋଇ ଲାଗିବା ଓ ଗୁଣିଆ ହୋଇ ଝାଡ଼ିବା ନୀତି ପଦାରେ ପଡ଼ିବ । ପଶ୍ଚିମ ବଙ୍ଗ କୁ ଧାନ ଯେପରି ନ ଯାଏ କଟକଣା କଲେ ମୋହନ ସରକାର ପ୍ରତି ଓଡ଼ିଆ ଙ୍କ ହୃଦୟ ରେ ନିଃସନ୍ଦେହରେ ସ୍ଥାନ ପାଇବ ଏଥିରେ ସନ୍ଦେହ ନାହିଁ।
@RamakantaBiswal-q9i
@RamakantaBiswal-q9i Месяц назад
It's better to be self sufficient in production of potatoes in odisha. Government organization in Agriculture Department may initiate when Dr Aravind Padhai is at the helm of affairs and Raja KV Singh deo is the minister Agriculture
@saratkumardas7124
@saratkumardas7124 Месяц назад
Govt shoud promote patato harvest in every patches of odisha giving a target to each block agriculture officer with proper monitoring so that proper utilization of exchequare fund twords salaries to those officcers.
@gatikrushnasubudhi1135
@gatikrushnasubudhi1135 Месяц назад
ମାୟାବିନୀ ମମତା କୁ ପାନେ ଦେବାକୁ ଏଇଟା ବେଷ୍ଟ ସମୟ. ଜୟ ଜଗନ୍ନାଥ.
@sukantisahoo3460
@sukantisahoo3460 Месяц назад
ବିଜେଡି ସରକାର Lamxi ବସ ଚଲାଇ ଲକ୍ଷ ଲକ୍ଷ କ୍ଷତି ସହୁଚି ଓଡିଶା ,ଜଳସେଚନ କରାଯାଉ ସିତଳ ଭଣ୍ଡାର ଖୋଲାଯାଉ ଆଳୁ ,ପିଆଜ ଚାଷ ପାଈ ଚାଷିଙ୍କୁ ରିହାତି ଦିଆଯାଉ
@hemantamohanty4171
@hemantamohanty4171 Месяц назад
ମୋହନ ଭାଇ ଏ ହେଉଛି ଜଗତରନାଥଙ୍କ ରାଜ୍ଯ ଡରିବାର ନାହିଁ ଧର୍ମ ର ଜୟ ହେବ
@saritamaharana4151
@saritamaharana4151 Месяц назад
ଆଳୁ ଓଡ଼ିଶାରେ କାହିକି ଚାଷ ହେଉନି ।ଆଳୁ 12 ମାସ ଲୋକେ ଖାଆନ୍ତି
@user-gf7re2yb7u
@user-gf7re2yb7u Месяц назад
Nabina alu mission Kari koti koti lotichhi
@dipubhai8435
@dipubhai8435 Месяц назад
ଏମିତିରେ ଏ ବଙ୍ଗାଳୀ ଆଳୁ ଝାଡଖଣ୍ଡ ଓ ବିହାର,ଉତ୍ତର ପ୍ରଦେଶରେ କେହି ଖାଉନାହାନ୍ତି ।ଏ ଆମ ଓଡ଼ିଶାର କିଛି ହାରାମି ଦଲାରି ଓ କିଛି ହାରାମି ବେପାରି ହାରାମି ନେତାଙ୍କୁ ବଙ୍ଗାଳି ଆଳୁ ଭାରି ଭଲ ଲାଗୁଛି । ସେ ରାଣ୍ଡି ଓଡ଼ିଆଙ୍କୁ ତାର ଚାକର କରି ରଖିବ ଭାବୁଛି। ତାର ଠିପି ଜାମ କର ।
@narayanadash552
@narayanadash552 Месяц назад
ଏକ, ଦମ, ଠିକ,
@laxmikanhar986
@laxmikanhar986 Месяц назад
ଓଡିଶାର ସ୍ବାଭିମାନ ପାଇଁ କୌଣସି ପରିସ୍ଥିତିରେ ମଧ୍ୟ wb ରୁ ଆଳୁ ଆଣିବା ନାହିଁ, ଅଧିକ ରେଟହେଲେ ମଧ୍ୟ up ରୁ ଆଳୁ ଅଣାଯାଉ ଓଡିଶା ର ସ୍ବାଭିମାନ ରଖ୍ୟା ହେଉ,ଜୟ ଓଡିଶା🙏
@pramodkumarkar9039
@pramodkumarkar9039 Месяц назад
Right 👍 Sudhakar Babu. Don't bow down before Mamata Banerjee. Mohan Babu is right & bring Patato from U.P Mohan Government has taught a very good lesson. It is Odiya Asmita.
@susantamahapatra517
@susantamahapatra517 Месяц назад
ଓଡ଼ିଶାର ଲୋକ ଯାହାବି କିଛି ଚାଷ କରୁଥିଲେ, 24ବର୍ଷର ମଦୁଆ ମାଗଣାଖିଆ ନବୀନ ସରକାର ସବୁ ଭ୍ରଷ୍ଟ କରିଦେଲା, ଜମି ସବୁ ପଡିଆ,ପୂର୍ବ ପୁରୁଷ ମଜବୁତିଆ ଥିଲେ ଯାହାହେଲେ ପରପିଢି ସମ୍ଭାଳି ଯାଏ, ନିର୍ବାଚନ 3ମାସ ଯାଇନି,ସବୁ ଖୋଲା,24 ବର୍ଷ ର ଫାଙ୍କା ଶାସନ
@rabindrarath9474
@rabindrarath9474 Месяц назад
ଓଡିଶାସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତଯୋଗ୍ୟ ମମତାଦିଦି ଗୋଟେ ଭଲ ଶିକ୍ଷା ପାଇବେ ଯେଉଁଥିପାଇଁ ପଶ୍ଚିମବଙ୍ଗ ବ୍ୟବସାୟୀ ବିରୋଧରେ ଆନ୍ଦୋଳନ କରି ଉଚିତ ଶିକ୍ଷା ଦେବେ
@rishikesh4340
@rishikesh4340 Месяц назад
ମମତା ଭାରି ଉତ୍ପାତ ହେଉଛି।
@user-sf3fs9jh9o
@user-sf3fs9jh9o 23 дня назад
Odissa re bangali ମିସ୍ତ୍ରୀ ମାନଙ୍କ ପାଇଁ ଓଡିଶା ରେ ଆଳୁ ର ଅଭାବ ହୁଏ
@sukantisahoo3460
@sukantisahoo3460 Месяц назад
ଓଡିଶାରେ ଆଳୁ ପିଆଜ ଚାଷ କରାଯାଉ ସିତଳ ଭଣ୍ଡାର ଖୋଲାଯାଉ
@bijoyketanacharya8921
@bijoyketanacharya8921 Месяц назад
Odisha Govt should take steps to increase the production of Patato.If Bengal can produce,why not the farmers of North Balasore,Mayurbhanja can produce the same. We have to take a permanent Solution to it.
@kirttiranjanbaral8907
@kirttiranjanbaral8907 Месяц назад
ମମତା ଙ୍କ ମମତା ଆଉ ରହିବନି।ମମତା ବେଗମ୍ ଙ୍କ କ୍ୟାରିଅର ଆଳୁ ହୋଇଯିବ।
@jaganmansingh1516
@jaganmansingh1516 Месяц назад
Excellent decision by Odisha govt.
@adityakumarmohanty9597
@adityakumarmohanty9597 Месяц назад
Verygood decision.thanks to ourC.M
@gobindachandranayak7213
@gobindachandranayak7213 Месяц назад
ମୋ ମତରେ ଏହାର ଶ୍ରେୟ ମୋହନ ସରକାର ଙ୍କ ସହିତ ମାନ୍ୟବର ପ୍ରତାପ ଷଡ଼ଙ୍ଗୀଙ୍କ ଯେଷାକୁ ଚେଷା ନୀତି..
@rajendrasahu3497
@rajendrasahu3497 Месяц назад
ବିଜେଡି ର ଆଳୁ ମିଶନ କୁଆଡେ ଗଲା
@santoshkumarsethi7932
@santoshkumarsethi7932 Месяц назад
ଓଡ଼ିଶାରୁ ବଙ୍ଗାଳୀ ହଟାଯାଉ।
@prahaladojha5628
@prahaladojha5628 Месяц назад
ମୋହନ ସରକାର ବେଙ୍ଗଲ ଓଡିଶାରୁ ଯାଉଥିବା ମାଛ ଆନ୍ଦ୍ରରୁ ଆସୁଥିବା ଅଣ୍ଡା ବନ୍ଦ କରି ଦିଅନ୍ତୁ ଦେଖିବ ମମତା ଓଡିଶା ସରକାରଙ୍କ ଗୋଡ଼ଧରି ଭୁଲ ମାଗିବ
@manaranjannag5839
@manaranjannag5839 Месяц назад
ଓଡ଼ିଶାରେ ଆଳୁ ଚାଷ ପାଇଁ ଚାଷୀମାନଙ୍କୁ ସରକାର ଉତ୍ସାହିତ କରନ୍ତୁ , ଯେପରିକି ଓଡ଼ିଶା ଏ ଦିଗରେ ସ୍ବାବଲମ୍ବୀ ହୋଇ ପାରନ୍ତି ।
@sadashivmohapatra2476
@sadashivmohapatra2476 Месяц назад
ଧନ୍ୟବାଦ୍,ମାନନୀୟ ମହୋଦୟ। ମୂଳରୁ ଶେଷ ପର୍ଯ୍ୟନ୍ତ ସବୁ ଶୁଣିଲି । ଆମ ନୂତନ ସରକାର ଙ୍କୁ ଅନୁରୋଧ, ଏହି ପରିସ୍ଥିତିର ଉଚିତ୍ ପଦକ୍ଷେପ ନିଅନ୍ତୁ ।
@user-og1bl7ni9j
@user-og1bl7ni9j 24 дня назад
ଠିକ ଅଛି ଏବେ ଅମମତାମାଡ଼ାଙ୍କର ଚାରିଆଡ଼ୁ ବାଜା ବାଜିଲାଣି
@ramachandrapanipani7424
@ramachandrapanipani7424 Месяц назад
ଖୁବ୍ ଭଲ ବ୍ୟବସ୍ଥା ମୋହନ ଚରଣ ମାଝୀ ସରକାରଙ୍କର । ଧନ୍ୟବାଦ ।
@mr.ashok678
@mr.ashok678 Месяц назад
Now WB will send potatto under low price.. Under no circumstances potatto should come from W.B.
@user-tm1kk4sd3q
@user-tm1kk4sd3q Месяц назад
ଦେବୀ ମିଶ୍ରଙ୍କୁ ଏଥିପାଇଁ ପୁରସ୍କାର ଦେବାକଥା। ଦେବୀ ମିଶ୍ର ସାମ୍ବାଦିକ ସମ୍ମିଳନୀ କରି କହୁଥିଲେ , ନବୀନ ପଟ୍ଟନାୟକ ଚିଠି ଦେବାରୁ ଆଳୁ ଆସିଲା ।
@pritampolei7087
@pritampolei7087 Месяц назад
Kouthi se maghia Christian Naveen phone kara mana karithila alu nadeba pain.ta aukat kana mamata dekhei dela
@ajaybadjena6799
@ajaybadjena6799 Месяц назад
ଦେବୀ ମିଶ୍ର ଚିଟ୍ ଫଣ୍ଡ ଚୋର ବେଙ୍ଗଲ ରେ କିପରି ଆଳୁ ଚାଷୀମାନେ ରାସ୍ତା ରେ ଆଳୁ ଧୋଇ ଆନ୍ଦୋଳନରେ ବସି ତନ୍ତୀ, ଆମର ଉପି ଆଳୁ ଦରକାର,
@prasantakumarswain3419
@prasantakumarswain3419 Месяц назад
ଦେବୀ ମିଶ୍ର ସୂଦୁ ମିଛ କଥା କହୁଛନ୍ତି ।
@SKumar-rb1tz
@SKumar-rb1tz Месяц назад
Nabina chakara Mane, Nabina ku jhuri heuchanti, kintu au kounshi upaya nahi.
@purnachandra1694
@purnachandra1694 Месяц назад
ନବୀନ ର ମାଇପ ମମତା
@basantkumarmallick9311
@basantkumarmallick9311 Месяц назад
ଆମେ କାହିଁକି ଅନ୍ୟ ଉପରେ ନିର୍ଭରଶୀଳ ହେବା, ଅନ୍ୟ ରାଜ୍ୟରେ ଯାହା ହେଉଛି ହେଉ ଓଡ଼ିଶାରେ ଉତ୍ପାଦନ ପାଇଁ ସୁବିଧା ଦିଆଯାଉ।
@trilochanmohanty2276
@trilochanmohanty2276 27 дней назад
ପଶ୍ଚିମ ବଙ୍ଗରୁ ଆଳୁ ଆଣିବା ବଂଦ କଲେ ମମତା ବାନାର୍ଜୀଙ୍କ ଅହଂକାର ଭାଂଗିବ
@user-en1uk5xs1n
@user-en1uk5xs1n Месяц назад
ସମସ୍ତ ଓଡିଶା ବାସୀଙ୍କୁ ଅନୁରୋଧ ବଙ୍ଗଳା ଆଳୁ ବହିଷ୍କାର କରନ୍ତୁ, ତା ଛଡା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ଏହାର ଉଚିତ ପଦକ୍ଷେପ ନିଅନ୍ତୁ
@subratkumarmishra7962
@subratkumarmishra7962 Месяц назад
ଦିଦି କୁ ପାନେ ଦେବା ଉଚିତ୍। BJD ସରକାର ଓଡିଶା ରେ cold storage ନକରି ପଶ୍ଚିମ ବଙ୍ଗ ଉପରେ ସାହାଯ୍ୟ ସହଯୋଗ କରୁଥିଲା ପରାକ୍ରାନ୍ତ ରେ ।
@srisaidesignvastu9209
@srisaidesignvastu9209 Месяц назад
ଯଦି ଗୋଟେ ବର୍ଷ ଆଳୁ ପଶ୍ଚିମବଙ୍ଗରୁ ନ ଆସେ ତେବେ ତେବେ ବଂଗାଳୀ ସବୁ ସୋନାଗାଛି ରେ ଧାଡିରେ ଠିଆ ହେବେ ,ବିକିବା ପାଇଁ !ସେତେ ବେଳେ ଓଡିଆ ଗ୍ରାହକ ଗଲେ ଆଉ ତ ମନା କରିବେ ନାହିଁ !
@madhhusudan1137
@madhhusudan1137 Месяц назад
ଏବେ ତ କୌଣସି ପ୍ରକାରେ ଆଳୁ ମିଳିବ କିନ୍ତୁ ଭବିଷ୍ୟତରେ କଣ କରାଯିବ ତାହା ଚିନ୍ତା କରିବା କଥା, ଆମ ରାଜ୍ୟରେ କିପରି ଶୀତଳ ଭଣ୍ଡାର ବ୍ୟବସ୍ଥା କରିଲେ ଭଲ ହେବ
@samaraadabari9979
@samaraadabari9979 Месяц назад
ଶ୍ରୀଯୁକ୍ତ ମହୋନ ସରକାରଙ୍କୁ ମୋର ଅନୁରୋଧ ଯିଏ ଆପଣ ସହିତ west bengal ସରକାର ବେମାନି କରିଛି। ଆଉ ସେହି ରାଜ୍ୟ ସରକାରକୁ ନିୟାତି ପାନେ ଦେବାର ଅଛି ତା ସହିତ ଆଉ କେବେବି ସେହି ସରକାର ଥିବା ପର୍ଯ୍ୟନ୍ତ ସେଇଟି କାର ଆଳୁ ଓଡ଼ିଶାକୁ ଆଣନ୍ତୁ ନାହିଁ।🙏 ଧନ୍ୟବାଦ 🚩
@debendradhal5935
@debendradhal5935 Месяц назад
ଧନ୍ୟବାଦ ବ୍ୟବସାୟୀ ସଂଘ ଧନ୍ୟବାଦ ମୁଖମନ୍ତ୍ରୀ ଧନ୍ୟବାଦ ଓଡ଼ିଶାବାସୀ
@basantkumarmallick9311
@basantkumarmallick9311 Месяц назад
ଓଡ଼ିଶାର ଚାଷୀ ମାନଙ୍କୁ ଆଳୁ ଚାଷ କରିବା ପାଇଁ ପ୍ରୋତ୍ସାହନ କରିବା ଦରକାର। ଓଡ଼ିଶାର ଚାଷୀ ମାନେ ମଧ୍ୟ ଭଲ କରି ପାରବେ
@naturegifts6251
@naturegifts6251 Месяц назад
ଶୀତଳ ଭଣ୍ଡାର କରି ଆତ୍ମନିର୍ଭର ହେବ ପାଇଁ ପ୍ରୟାସ ହେବ ଉଚ୍ଚିତ l
@kishorthait5099
@kishorthait5099 Месяц назад
ମମତା ବାଣ୍ଡ୍ ରଜି ଓଡ଼ିଶା ବିଜେପି ସରକାର କୁ ବଦନାମ କରିବାପାଇଁ ଆଳୁ ଯୋଜନା କରିଥିଲା,ଆଜି ତାରି ଆଳୁ ତାକୁ ଗାଲୁ ମାରିଦେଲା,ଏବେ ନିଜେ ପଶ୍ଚିମ ବଙ୍ଗ ଚାଷୀଙ୍କଠୁ ଗାଳି, ଗାଳୁ ,ଆଳୁ,ଖାଉଥାଉ, ଓଡ଼ିଶା ପଶ୍ଚିମ ବଙ୍ଗ ଠୁ ଆଳୁ ଆଣିବା ବନ୍ଦ କରୁ,ତାପରେ ମନେପଡିବ।
@prajnangaming9671
@prajnangaming9671 Месяц назад
Self -respect is the key to survival. We cannot digest the Hooliganism of Mamata. We should not bend down. Lastly we should move ahead towards Self - relience.
@quoteoftheday2357
@quoteoftheday2357 Месяц назад
BJD Netanka Alludosa chithi😅
@suryakantarath6964
@suryakantarath6964 Месяц назад
Govt. must take a bold decision and purchase potatoes from other states. Stop all illegal transportation of potatoes from West Bengal.
@babark6185
@babark6185 Месяц назад
ନବିନ ଚିଠି ରେ ଆଳୁ ଆସିଲା କହୁଥିଲେ ବିଜେଡି ଵାଲା ସେତେ ବିଜେଡି ନେତା ଘରକୁ ପଠାଇ ଦିଅ
@purnachandra1694
@purnachandra1694 Месяц назад
ନବୀନ ର ଫିୟନ ମାନଙ୍କୁ ଆଳୁ ପଟେଇ ଦିୟ
@successtech_world
@successtech_world Месяц назад
ବର୍ତ୍ତମାନ ସମୟ ଆସିଛି କେବଳ କଥାରେ ନୁହେଁ,ଆଳୁ ଚାହିଦା ପଶ୍ଚିମ ବଙ୍ଗ ଉପରୁ କମାଇବା ପାଇଁ ନିଜେ ଆତ୍ମ ନିର୍ଭରଶୀଳ ହେବା ପାଇଁ ସରକାରଙ୍କ ତରଫରୁ ଚାଷୀ ମାନଙ୍କୁ ପ୍ରୋତ୍ସାହନ କରାଯାଇ ଏହାର ସମାଧାନ ହେବା ଉଚିତ।
@prafullachandramohanty7096
@prafullachandramohanty7096 Месяц назад
Sir congratulations the policy is highly appreciate
Далее