Тёмный

ବଲଭଦ୍ର ତଳେ ପଡ଼ିଲେ ମାନେ ବଳଦେବ ମରିବେ ନିଶ୍ଚିତ|ମୋଦି ହେଲେ ସତର୍କ| 

Gita Gyan ORG
Подписаться 30 тыс.
Просмотров 546 тыс.
50% 1

ବଲଭଦ୍ର ତଳେ ପଡ଼ିଲେ ମାନେ ବଳଦେବ ମରିବେ ନିଶ୍ଚିତ|ମୋଦି ହେଲେ ସତର୍କ|‎@GITA_GYANA_ORG malika bachana 2024
#malikarahasyakaliyuga #odisha #jagannathtemple #malikabachana #odia #sadhubani #sanatandharma #jagannath #ajiraanuchinta #2024elections #bjp #modi #bjpnews #odianews #minivlog #explore #youtube #viralvideo #vkpandian #odisha #otv #jagannathmalika #achyuta #panchasakhamalika #hadidasmalika #nimal #mabimala #spiritual #mythology #motivation #odiastory #odiaprabachana #mahadev #mahabharat #ramayan #rammandir #ayodhya #todaynews #latestnews #odishabhaskar #pratidintv #mutraveller #rupapintukhusiexpress #ajakitchen #anuguliabuntycomedy #mrguluacomedy #odiacomedy #odiacartoonstory #odiagapa #horoscope #trendingvideo #election #odiasong #odianewstoday #tarangtv #sarthak #viralodisha #odiavlog #untalentedguyvlog #odiaroast #odiafood #odiafunnycomedy #odiajatra #odianataka #odiaprabachana #tips #tricks #jaishreeram #odiacomedy #odiasamachar #jagannathbhajan #odiabhajan #animation #cartoon #odiastudybooster #satyabhanja #malika #sanatandharma #malik #bhojpuri #bhajan #bhakti #katha #nitibani #powerfulmotivation #odiashorts #facts #astrology #dailyvlog #viral #new #study #mantra #powerfullmantra #newfilm #ollywood #odiatrendingvideo #ram #hindutva #rss #rcb #ipl2024 #ipl #malikabachana2024 #odiamalikabachana #odiamalikaprabachana #odiavideo
🫠music credit goes to🫠
• Epic Trailer Music | F...
Music by :Sirius beat-Nobility
malika bachana
satya bhanja malika bachana
mr perfeccct malika bachana
new malika bachana today episode
new malika bachana
bhabisyabani malika bachana
modi malika bachana
satya bhanja
mr perfeccct
dibakara das malika bachana
padigale balabhadra
ratha Yatra live
ratna bhandar malika bachana

Опубликовано:

 

9 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 684   
@padmalochansahu641
@padmalochansahu641 19 дней назад
ସମସ୍ତଙ୍କୁ ଭଗବାନ ଭଲ ରେ ରଖନ୍ତୁ। ଜୟ ଜଗନ୍ନାଥ ଜୟ ବଳରାମ ଜୟ ମା ସୁଭଦ୍ରା।
@kamalachanbhatra1885
@kamalachanbhatra1885 18 дней назад
ଧନ୍ୟବାଦ
@basantarout9538
@basantarout9538 18 дней назад
ଦେଶ ର ନେତୃବୃନ୍ଦ ଙ୍କ ଶୁଭ ମନାସିବା ଉଚିତ୍ ଆଜ୍ଞା.. ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏
@raghunathsahu2861
@raghunathsahu2861 18 дней назад
Rahunathsahu
@sanjeebkusahu6355
@sanjeebkusahu6355 19 дней назад
ଯିଏ ଯାହା ପାଞ୍ଚେ ତାହା ନିଜ ଉପରେ ହିଁ ଫଳେ l
@yudhisthirnaik1980
@yudhisthirnaik1980 19 дней назад
ଜୟ ଜଗନ୍ନାଥ ପାପ ଯିଏ କରିଛନ୍ତି ସିଏ ଆଗ ମରିବ
@abhimanyumoharana6581
@abhimanyumoharana6581 18 дней назад
Malika namare lokanku bhayabhit karuchhcnti. Eta bhala nuhein.
@Viralwatcher24
@Viralwatcher24 18 дней назад
ଶ୍ରୀ ମନ୍ଦିର ପଣ୍ଡା ମାନେ ଟଙ୍କା ଲୁଟ କରନ୍ତି ଭକ୍ତ ଠୁ ପାଣି କଳସ ଧରେଇ ମନ୍ତ୍ର କହି ଟଙ୍କା ଦିଅ କୁହନ୍ତି ସେମାନେ ମଲେ କି ଅଛନ୍ତି?
@rajanikantanayak8018
@rajanikantanayak8018 17 дней назад
3024 re
@geetaranisamal6638
@geetaranisamal6638 19 дней назад
ମୋଦିଜୀ ଙ୍କ ଆୟୁଷ ବଢିଗଲା
@ajaymishraaj6741
@ajaymishraaj6741 19 дней назад
Bjp adrmo kruchi amo jaga a sobu dekichi kete lok mind wash krichi dramo nai poltis kruchi se pai 1st jai sri ram Abe jai jaggnath jaga sobu dekuchi
@PanchananMaharana-rh4di
@PanchananMaharana-rh4di 17 дней назад
Modi Amara aame aasribad dauchu
@stylestar486
@stylestar486 16 дней назад
ରାମ ରାମ ରାମ ହେଇକି Vote ମାଗୁଥିଲେ ଏବେ ଜଗନ୍ନାଥ ଜଗନ୍ନାଥ କହିକି Vote ମାଗୁଚି
@subashpatra6528
@subashpatra6528 16 дней назад
BJP hatao desh bachao
@BhaktabandhuSenapati
@BhaktabandhuSenapati 19 дней назад
ଜଗନ୍ନାଥ,,, ଜୟ ମୋଦୀ,,,, ଜୟ ୨୦୪୮,,,
@user-bz4zd5pv6g
@user-bz4zd5pv6g 18 дней назад
୨୧୦୦😃😃😃😃
@janmejaynayak5459
@janmejaynayak5459 19 дней назад
ପଣ୍ଡିତେ ଆଜ୍ଞା ଏଇଟା କଳିଯୁଗ ଏଠି ସତ କହିବା ପାପ।🙏🙏🙏
@fatefaith5147
@fatefaith5147 19 дней назад
ଯିଏ ପଛେ ମରନ୍ତୁ କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଆଖ୍ୟା ଦେଇଥିବା କାଳିଆ ବଳିଆ ଶୁଭଦ୍ରା ଅଛନ୍ତି।
@arpitapriyadarsinijena2456
@arpitapriyadarsinijena2456 17 дней назад
😂😂
@srikumarsahoo2593
@srikumarsahoo2593 18 дней назад
ଆଗରୁ କୁଆଡେ ଯାଇଥିଲା ଏ ପ୍ରବଚକ..... କହିଲାନି ଏମିତି ହେବ ସମସ୍ତେ ସତର୍କ ହେଇଥାନ୍ତେ...... ପ୍ରବଞ୍ଚକ ଏଗୁଡା
@debaprasadmahalik5896
@debaprasadmahalik5896 16 дней назад
Right
@tipsandtricksforlifeinodia8955
@tipsandtricksforlifeinodia8955 15 дней назад
Malika katha ku majak re niani bhai
@gamingbropapu5496
@gamingbropapu5496 14 дней назад
​@@tipsandtricksforlifeinodia8955Hn bhai kintu je modi maribe ki aau kie mariba seita specify kichi kara heini kintu maribe kie sunischita
@srikumarsahoo2593
@srikumarsahoo2593 13 дней назад
@@gamingbropapu5496 ମରିବା ବଂଚିବା ସବୁ ସେଇ ମହାବାହୁ ଙ୍କ ଇଚ୍ଛା. କିନ୍ତୁ ବିରକ୍ତ ଲାଗେ କି ଏଇ ପ୍ରବଚକ ମାନେ ଗୁଡ଼ାଏ ଆତଙ୍କିତ ମାଳିକା କହି ଲୋକଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି 🙏
@user-fz9un8ge7t
@user-fz9un8ge7t 19 дней назад
ଜୁଲି ସାମଲ ମ୍ୟାଡମ ମୋଦିଙ୍କ ପାଇଁ ଆପଣଙ୍କ ଚିନ୍ତା ଧାରା ଏତେ କଦର୍ଯ୍ୟ କାହିଁକି ?ପାଣ୍ଡିଆନ୍ ଗୁଣିକରିଛିକି?
@odiabhaktiLBP
@odiabhaktiLBP 18 дней назад
Right 👍😂
@sriabhirambhajan1855
@sriabhirambhajan1855 18 дней назад
ଜନ୍ମ ମୁର୍ତ୍ୟୁ ପୂର୍ବରୁ ନିର୍ଦ୍ଧାରିତ ଥାଇ,
@user-ex8tp9bo9h
@user-ex8tp9bo9h 18 дней назад
Malika katha jie sunibe sie nishchay Baya heijiba🎉❤
@lingarajdash8889
@lingarajdash8889 13 дней назад
ମାଳିକା ରେ ଏଭଳି ଜଘନ୍ୟ କଥା ଲେଖା ହୋଇ ନାହିଁ। ଏ ଲୋକର ଏହା ମନଗଢଆ ବକ୍ତବ୍ୟ।
@NirakarBiswal-zg4tn
@NirakarBiswal-zg4tn 19 дней назад
ଭାଗବତ ଆଗ ନା ମାଳିକା ଆଗ ?ଭାଗବତ ଯେଉଁ ମାନେ ପଢିଥିବେ କି ଶୁଣିଥିବେ ସେ ଏ ଭ୍ରାନ୍ତଧାରଣା କୁ ଗ୍ରହଣ କରିବେ ନାହିଁ ।ଅଚ୍ୟୁତାନନ୍ଦ ସେହି ଗ୍ରନ୍ଥ ରୁ କଳିଯୁଗ ରେ କଣ ଘଟିବ ତାକୁ ଯେତିକି ବର୍ଣ୍ଣନା କରିଛନ୍ତି ତାକୁ ଏମାନେ ଅଧିକ ଅତିରଞ୍ଜିତ କରୁଛନ୍ତି କେବଳ ଟିଆରପି ପାଇଁ ।
@Babaphakiryoutube
@Babaphakiryoutube 19 дней назад
ମୃତ୍ୟୁ ହେବ ଅସଲ ରାଜା ର ପୁରୀ ଶ୍ରୀ ମନ୍ଦିରରେ ଅସଲ ରାଜା ସେବାୟତ ଜଗନ୍ନାଥ ସ୍ବାଇଁ ମହାପାତ୍ର ଓ ରାମକୃଷ୍ଣ ଦାସ ମହାପାତ୍ର ସେ ହିଁ ମରିବେ ଯାତ୍ରୀ ମାନଙ୍କୁ ଲୁଟ୍ ପୂଜା ରେ ଅବହେଳା ସବୁ କରନ୍ତି ସେବାୟତ ଇଛା ସରକାର ଓ ପୁରୀ ଗଜପତି ମହାରାଜା ଜିଲ୍ଲାପାଳ ଆରକ୍ଷୀ ଅଧିକ୍ଷକ ସବୁ ମାନୁଛନ୍ତି ଜଗନ୍ନାଥ ସ୍ବାଇଁ ମହାପାତ୍ର ଓ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନିର୍ଦ୍ଦେଶ ଅସଲ ରାଜା ଏ ଦୁଇ ଜଣ
@arjunswain4851
@arjunswain4851 19 дней назад
Jie kahuchi. Narendra modi mariba sehi aga maru
@odishatourist523
@odishatourist523 19 дней назад
100% right
@PinkyHandha
@PinkyHandha 19 дней назад
Bala na se thakur pakhare thile se mane maribe kn pain thakur nku pakeile..au ee jiye kekhichi se Kali para dino mariba murkha gandu tu badhe bhabucha tu jibana sara banchibu tu age maribu
@sriballavmohanty4822
@sriballavmohanty4822 19 дней назад
Tu sala Gujarati chhua.
@chandrakantsutar2922
@chandrakantsutar2922 19 дней назад
Sounds good
@janmajayasahu7560
@janmajayasahu7560 19 дней назад
ଏହି ଜାରଜ ବାବା କୁ ଯାହା ଗାଳି ମଧ୍ୟ କମ୍ ହେବ ।
@user-vo8gb8wo8f
@user-vo8gb8wo8f 18 дней назад
ଜୟ ଜଗନ୍ନାଥ ହରିବୋଲ ପ୍ରଭୁ ❤
@krishnadash4569
@krishnadash4569 19 дней назад
ଆଜି କାଲି ସମସ୍ତେ ନିଜ କୁ ଭକ୍ତ କହିଲେଣି, ଭକ୍ତ ର ପ୍ରକୃତ ଅର୍ଥ ଜଣା ନଥିବ କିନ୍ତୁ ନିଜ କୁ ବଡ଼ ଭକ୍ତ କହି କିଛି ନ କିଛି ଗାଈ ଥାଉ ଛନ୍ତି. ଦେଖା ଯାଉ କଣ ହଉଛି.
@NiranjanMohanty-sx7uj
@NiranjanMohanty-sx7uj 19 дней назад
Jay Jagannath Jay Panchasakha Jay Sri Achyutananda Jay Gurudev Apanku Koti Koti Namaskar
@sanjayabehera5625
@sanjayabehera5625 19 дней назад
Bala katha kahiba, work is God I. E. God always blessed for good work. Jai Jagannath🙏
@debipravabai3957
@debipravabai3957 18 дней назад
Bhagaban jagannath hamare modiji ko lambi ayu diantu.🙏🙏🙏desa ku rakhya karantu 😢😢modiji nku saha hua prabhu .🙏🙏🙏jia amapain edesa pain ete karuchanti bhagaban tanku rakhya karantu.🙏🙏🙏😢
@susilmeher6954
@susilmeher6954 18 дней назад
❤❤ଜୟଜଗନ୍ନାଥ ❤❤ଜୟପଞ୍ଚସଖା❤❤ଜୟ୍ ମାଳିକା❤❤
@puritasahu6555
@puritasahu6555 19 дней назад
Jay jagannath prabhu 🙏 bada thakur sara jagat ku raksha kara 🙏 jay subhadra maa aadi sakti sara jagat ku raksha kari gunda gardi nku nasa kar 🙏🙏🙏🙏🙏🙏🙏
@tapankumarbehera6708
@tapankumarbehera6708 16 дней назад
ଭଗବାଙ୍କୁ ମଣିଷ ସାଙ୍ଗରେ ତୁଳନା କରୁଛନ୍ତି ପାପୀ ଭଗବାନ ଭଗବାନ
@bijaykhatua2268
@bijaykhatua2268 12 дней назад
ଜୟ ଜୟ ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ
@hemendrasingh2043
@hemendrasingh2043 19 дней назад
ଘଟଣା ପୂର୍ବରୁ କେହି ମାଳିକା ଵାଲା ଜନତାଙ୍କୁ କେମେତି ସତର୍କ ରହିବ ସେ ଉପଦେଶ ଦିଅନ୍ତି ନାହିଁ ଜ୍ୟାତିଷ ଵାଲା ମଧ୍ୟ୍ୟ ଆଗୁଆ ଜନତାଙ୍କୁ ସତର୍କ ରହି ବାର ସମାଚାର ଦିଅନ୍ତି ନାହିଁ ଘଟଣା ଘଟି ଵା ପରେ କହି ଥାନ୍ତି
@SonaliSonali8884-l3h
@SonaliSonali8884-l3h 19 дней назад
ଜୟ ଜଗନ୍ନାଥ
@BasantakumarGond
@BasantakumarGond 17 дней назад
ଜୟ ଜଗନ୍ନାଥ 🙏🌺🙏🌺🙏🌺
@sbpradhan3304
@sbpradhan3304 17 дней назад
Pura satha Katha old is gold
@bijayakumarswain3343
@bijayakumarswain3343 19 дней назад
ଯାହେଉ ଆମ ରାଜ୍ୟରେ ଏଭଳି ବେଲଜ୍ୟା ବୁଦ୍ଧୀଜିବୀ ଅଛନ୍ତି ଯେଉଁ ମାନେ କି ତିନି ଠାକୁରଙ୍କ ସହିତ ତୁଳନା କରୁଛନ୍ତି ଓ ପୁଣି ନନ୍ ବାୟୋଲଜିକାଲ ଜନ୍ମ ହୋଇଛନ୍ତି , ହେ ପ୍ରଭୁ ସେମାନଙ୍କୁ ଧିକ୍ ତାଙ୍କ ଚାଟୁକାରଙ୍କୁ ଧିକ୍
@Ranireelsvideo
@Ranireelsvideo 18 дней назад
👍👍👍👍👍👍🇮🇳👍🇮🇳🇮🇳🇮🇳🇮🇳👍👍👍👍👍🙏🙏🙏
@Deshbhakt-hx9du
@Deshbhakt-hx9du 18 дней назад
ଅଖଣ୍ଡ ଅନ୍ଧଭକ୍ତ 😜😁😂😂
@brahmaachary3955
@brahmaachary3955 18 дней назад
ମୋଦି ନମରି ଅମିତ୍ ଶାହା ମଲେ ସାହାରା ଇଣ୍ଡିଆ ଜମାକାରୀଙ୍କ ଜମା ଟଙ୍କା ଫେରସ୍ତ ହେଇ ପାରିବ,
@puspalataprusty7061
@puspalataprusty7061 18 дней назад
Satan katha apana kahu6anti ki6i karantu Sahara pain
@rabindranayak7173
@rabindranayak7173 8 дней назад
right kahichha
@balarampatra8972
@balarampatra8972 17 дней назад
Eha jadi sata hela bakiya Satya..dhanyabad .dharamara jaya .
@JagabanduGouda-h8n
@JagabanduGouda-h8n 19 дней назад
Jy...Jagannath 🎉
@vjrao2935
@vjrao2935 18 дней назад
Lord Jagannath bless Modi ji.
@pravatkumarmishra9760
@pravatkumarmishra9760 19 дней назад
ଏ ମାଳିକା ଵିଚାର ସମ୍ପୂର୍ଣ ବନ୍ଦ କରାଯାଉ ଏହା ଲୋକଙ୍କର କେବଳ ମାନସିକ ଚାପ୍ ପକାଉଛି
@pabitranath5075
@pabitranath5075 19 дней назад
Malika hela pare kahuchi kae purbaru kahuni purbaru kn lekhaa taa udi jauchi hela pare lekhaa taa asuchi 😂😂😂😂😂
@pratapchandramahanand1405
@pratapchandramahanand1405 19 дней назад
Tq
@ajaymishraaj6741
@ajaymishraaj6741 19 дней назад
Tomo katho re
@DurgaNews-q1g
@DurgaNews-q1g 19 дней назад
ଏ ମାଳିକା ମହା ପ୍ରଭୁ ପଡ଼ିବା ପରେ ବାହାରିଲା।ଆଗରୁ କହି ନ ଥିଲେ ତ ଏମିତି ବଡ ଠାକୁର ପଡ଼ିଯିବା କଥା ଟା।ସେବାୟତ ହୁସୀୟାର ହୋଇଯାଇ ଥାନ୍ତେ।ଏ ଚୋର ଗଲା ପର ର ବୁଦ୍ଧି। ଏ କଥା ଅଚ୍ୟୁତ ଆଗରୁ ଲେଖି ଥିଲେ ହେଲେ ତମେ କାଲି ଦେଖିଲ ବୋଧେ।ଲାଜ ଲାଗୁନି।ଲୋକ ଏତେ ହୁଣ୍ଡା ନାହାନ୍ତି। ନିଜ ସମ୍ମାନ ରଖି ଏଗୁଡ଼ିକ ବନ୍ଦ କର।ଏ ବହି ଛପା ଗୁଡ଼ିକ ମିଛ ମାଳିକା।ତୁମ ପାଖରେ ତାକ ପତ୍ର ପୋଥି କିମ୍ବା ତମ୍ରାପାତ ପୋଥି ଯଦି ଅଛି ତେବେ କୁହ।ଏ ବହି ଆମ ପାଖରେ ଅଛି ଆଉ ଆମେ ପଢ଼ୁଛୁ।
@muralidharbeheraadhamtikch4082
@muralidharbeheraadhamtikch4082 19 дней назад
Right 👍 ​@@DurgaNews-q1g
@avijitsahu9059
@avijitsahu9059 18 дней назад
ଯାହାର ସମୟ ହେବ ସିଏ ଯିବେ ଆୟୁଷ କଣ ନିଜ ହାତରେ କି
@lingarajdash8889
@lingarajdash8889 13 дней назад
ରଥଯାତ୍ରା ସମୟରେ ମୋଦୀ ପୁରୀରେ ନ ଥିଲେ। ଯିଏ ଆଦୌ ସମ୍ପୃକ୍ତ ନୁହନ୍ତି ସିଏ ଦଣ୍ଡିତ ହେବେ - ଏଭଳି ଅଯୌକ୍ତିକ ବିଚାର କ'ଣ ଭଗବାନଙ୍କ ଦରବାରରେ ହୁଏ ?
@nilabanua8150
@nilabanua8150 19 дней назад
ଦୁଇରେ ମୁର୍ଖ ମିଛୁଆ ପ୍ରଧାନମନ୍ତ୍ରୀ କ'ଣ ସସ୍ତା ଆଉ କିଏ ମିଳିଲେ ନାହିଁ l
@GitanjalisarangiJhilli
@GitanjalisarangiJhilli 18 дней назад
ସମସ୍ତେ ଭଲରେ ଥାଆନ୍ତୁ, ଜୟ ବଡ଼ ଠାକୁ, ଜୟ ଜଗନ୍ନାଥ ସ୍ଵାମୀ ଜୟମା ଶୁଦ୍ରାର
@sadanandatripathy1367
@sadanandatripathy1367 16 дней назад
ମୋଦିଙ୍କୁ ଜଗନ୍ନାଥ ବେଶି ଭଲ ପାଆନ୍ତି ତେଣୁ ମୋଦିଙ୍କ କିଛି ହେଵନି
@KishoreBharati
@KishoreBharati 19 дней назад
Jay jaganath
@anganawadistory6548
@anganawadistory6548 18 дней назад
Jày shree Jagannath Jay panchasakha 🙏🙏🙏🙏🙏
@user-zv8ik9uk9l
@user-zv8ik9uk9l 18 дней назад
Tini Tha kura samastanku bhala re rakhantu . 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
@biswambharmanahira966
@biswambharmanahira966 19 дней назад
ଚକା ଆଖି ସବୁ ଦେଖୁଛି
@hmandal8923
@hmandal8923 15 дней назад
ଖାଲି ଅନ୍ଧାରୁଆ ବାଡ଼ି ବୁଲା ଚାଲିଛି। ମାଳିକା ସତ ହେଲେ ଇଏ ସବୁ ବେପାର ଚଳାଉଛନ୍ତି
@satyanarayanamishra365
@satyanarayanamishra365 19 дней назад
Do not be afraid of everybody-- Human is powerful element of God🙏
@satyaswarupnayak4381
@satyaswarupnayak4381 18 дней назад
Bahut badhia haba emiti heijaanta ki ❤❤❤
@Jay_Shri-Ram091
@Jay_Shri-Ram091 19 дней назад
Nakli Hindu ଅଧାର୍ମି ପ୍ରାଣୀ ମରିବେ, ମଦ ମାଛ ମାଂସ ଖାଇ କି ଠାକୁର କୁ କେମିତି chhunchanti?
@anandasamal7374
@anandasamal7374 18 дней назад
Right 👍👍👍
@sray6222
@sray6222 7 дней назад
ଜୟ,,, ଜଗନ୍ନାଥ 🙏🙏🙏🌼🌼🙏
@anilgahir2224
@anilgahir2224 19 дней назад
ଯିଏ ଏହି ଗୀତ ଗାଉଛି ସେ ମରିବ
@sriballavmohanty4822
@sriballavmohanty4822 19 дней назад
Tote bhari badhila tu Gujarati chhua
@premanandamallik6478
@premanandamallik6478 18 дней назад
Sia Amara amiti kemiti heading duchi maagiha Jadi habudare padiba gandi re musala pura heba
@premanandamallik6478
@premanandamallik6478 18 дней назад
Nai sea to bapa tu khanti odia chua
@somGamer285
@somGamer285 18 дней назад
Jia amit kahuchi sea mariba 1st
@BhagirathaPrusty-yd4tj
@BhagirathaPrusty-yd4tj 18 дней назад
ତୋ ବାପ କୁ ପ୍ରଧାନମନ୍ତ୍ରୀ କଲୁନି, ଓଡ଼ିଆ ଛୁଆ ହୋଇଥାନ୍ତୁ।​@@sriballavmohanty4822
@bhaskarrath8782
@bhaskarrath8782 15 дней назад
ସାଧାରଣକଂ ସେବକ ସବୁବେଳେ ଭଗବାନଙ୍କ ଆଶୀର୍ବାଦ ଓ ବାହୁଛାଯ ତଳେ ରହିଥାନ୍ତି ,
@user-pc2pl5xp5l
@user-pc2pl5xp5l 6 дней назад
Joy jagannatha
@DamayantiMaharana-sb9qb
@DamayantiMaharana-sb9qb 18 дней назад
Radhe krishan
@drtusharranjanmishra3810
@drtusharranjanmishra3810 19 дней назад
Nice programme 🌹🌹🌹🌹🌹🌹
@binatirani8303
@binatirani8303 16 дней назад
ଏ ଦୁନିୟାରେ ଆପଣ ହି ବଡ ତେଣୁ ଆପଣ ହି ମରିଵେ। ମାଳିକା ରେ ଲେଖା ଅଛି "ଯେବେ ପଡିଵେ ଵଡଠାକୁର ରଥରୁ ତେଵେ ମରିଵେ ଏଇ ପରି ଗୁରୁ।
@riteshgamer65
@riteshgamer65 19 дней назад
ମାଳିକା ନାଁରେ ଲୋକଙ୍କୁ ଆପଣ ଖାଲି ଭୟଭୀତ କରୁଛନ୍ତି ।
@pabitranath5075
@pabitranath5075 19 дней назад
Tamara budhi nahi ki j jaha kahila biswas karucha
@tdssoura
@tdssoura 19 дней назад
Right bhay
@nareshpaital5945
@nareshpaital5945 19 дней назад
Are bhai sata a
@HuensaMeher
@HuensaMeher 19 дней назад
Malika heu chhi sata
@HuensaMeher
@HuensaMeher 19 дней назад
Jaha aauchananda das rachana kari chhanti
@krushnasahoo7401
@krushnasahoo7401 18 дней назад
Jay Jagannath Swami
@sahaniparibar3801
@sahaniparibar3801 14 дней назад
ମିଛ ପ୍ରଚାର କର ନାହିଁ ଆଗେ ତମେ ମିଡ଼ିଆ ବଲା ମରିବ ଭଗବାନ କୁଁ ମାନ ପ୍ଲିଜ୍ ସବୁ ମରିବ ତାର ଆଜ୍ଞା ନ ହେଲେ ସେ ଜାଗାକୁ କେହି ଯାଇ ପାରିବେନି ପ୍ଲିଜ ଏ ମିଛ ପ୍ରଚାର କର ନାହିଁ
@pushpanjalimeher8882
@pushpanjalimeher8882 16 дней назад
ମୋଦି ଜୀ ଙ୍କ‌‌‌ ଦୁଇ ସହ ବର୍ଷ ଆୟୁଷ ହେବ
@nagenbihari23
@nagenbihari23 15 дней назад
ପୁରୀ ରାଜା ସାଇ ବାବାଙ୍କୁ ପୂଜା କରୁଛନ୍ତି, ତାଙ୍କ ଉପରେ ପରବଚନ ଦିଅନ୍ତୁ ପ୍ରୁଷ୍ଟି ବାବୁ
@TapanaJena-qq5su
@TapanaJena-qq5su 19 дней назад
Jay Jagannath namaskar
@bijaykhatua2268
@bijaykhatua2268 12 дней назад
ହରି ବୋଲ ହରି ବୋଲ
@birendrasenapati724
@birendrasenapati724 День назад
Jay shree🙏🙏 krishna🙏🙏 Jay❤❤❤
@krishnadash4569
@krishnadash4569 19 дней назад
ଜୟ ଜଗନ୍ନାଥ, ଜୟ ପଞ୍ଚ ଶାଖା,🙏. ପଞ୍ଚ ସଖା ଯାହା ଲେଖିଛନ୍ତି ତାହା ନିଶ୍ଚୟ ହବ,କିନ୍ତୁ ଆପଣ ଯୋଉ ସମୟ ର ହିସାବ ଲଗାଉଛ ଲଗାଉଛ ,ଆଉ ଠାର ଗାର ସଠିକ୍ ବୁଝିବା କେହି ସାଧାରଣ ଲୋକଙ୍କ କାମ ନାହିଁ.
@PratapChandraBehera-i7w
@PratapChandraBehera-i7w 15 дней назад
ଭାଗବତ ବାଣୀ --- କରି କରାଉ ଥାଇ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ । ଯାହା କରିବେ ସାଇଁ ତାହା କାହାରି ହାତରେ ନାହିଁ ।। (ବ୍ୟଙ୍ଗ କବି ପ୍ରତାପ ଚନ୍ଦ୍ର ବେହେରା) ।
@LipikaLipika-rw2rq
@LipikaLipika-rw2rq 15 дней назад
Jay jagannath
@basantakumarbhoi1403
@basantakumarbhoi1403 13 дней назад
ମାଳିକା ସତ୍ୟ କିନ୍ତୁ ମାଳିକା ଠାରୁ ବହୁତ ଅଧିକ କହିଦେଲ
@RabinarayanMohanty-hx3lc
@RabinarayanMohanty-hx3lc 19 дней назад
Jay Shree Jagannath Swami 🙏🙏🙏🙏. Jay Shree Panchasakha namonamha 🙏🙏🙏🙏🙏.
@manumurmu4511
@manumurmu4511 19 дней назад
ଯିଏ ମା କ୍ଷୀର ଖାଇଛି ସିଏ ମରିବା ସାରା, ତମ ଖାତାରେ କେବେ ମରିବ ମୋଦି ସେଇଟାବି କହୁନ କଣ ପାଇଁ, ତମେ ନିଜକୁ ସର୍ବେ ସର୍ବା ଭାବୁଛନା କଣ ମିଛ ପ୍ରଚାର କରୁଛ khalitare
@SubhankarRout-is5ix
@SubhankarRout-is5ix 18 дней назад
Jay jaganath prabhu takura khayama kara prabhu khayama kar
@banamaliharijan-if7gk
@banamaliharijan-if7gk 19 дней назад
Biranch Bhai please continue the gitagyan from episode -1itisveryvery request to you
@user-rx5tx2vz6g
@user-rx5tx2vz6g 14 дней назад
ମୋହନ ଜୀ ମୂଖ୍ୟ ମନ୍ତ୍ରୀ ହେବେ ବୋଲି କହିଥିଲେ ଆପଣ ମାନଙ୍କ କଥା ର ଗୁରୁତ୍ବ ରହନ୍ତା
@Rajendra-gj3iz
@Rajendra-gj3iz 8 дней назад
ତତେ ସବୁ ଜଣା। ସାରଦା ବାବା କହୁଥିଲା ନବିନ ଜିତିବ କାଇଁ ଜିତିଲାନିତ। ତମର କିଛି କାମ ନାହିଁ ମଣିଷକୁ ଡରେଇକି ପଇସା ରୋଜଗାର କରିବା ତମର ଲକ୍ଷ୍ଯ।
@sibananda3051
@sibananda3051 8 дней назад
😮😮😮😮😮🎉🎉🎉🎉
@VickySingh-fy4qv
@VickySingh-fy4qv 15 дней назад
Jai Jagannath Bhagwan Ji 🙏🏻🙏🏻
@bhagbansethi336
@bhagbansethi336 18 дней назад
ପ୍ରଭୁ ଭୁଲା ମଣିଷ କୁ ପ୍ରଭୁ ପଥ ଦେଖେଇଲ ପ୍ରଭୁ ❤❤❤❤❤❤❤
@user-ny2xh4sl9u
@user-ny2xh4sl9u 10 дней назад
ଭାଗବତ ଆଗରୁ ହେଲେ ଭାଗବତ ତାହାରି ଭିତରୁ ଆସିଛି
@chitrasenpradhan1554
@chitrasenpradhan1554 16 дней назад
Malika padhantu kichhi mana nahin but kahaku aakhya diantu nahin jay jagannath mahaprabhu sabu dekhuchanti
@hariharmahapatra4946
@hariharmahapatra4946 16 дней назад
ଅନ୍ଧ ବିଶ୍ବାସର ଲୋକଙ୍କୁ ପ୍ରଭାବିତ କରନ୍ତୁ ନାହିଁ
@pramiladei6507
@pramiladei6507 16 дней назад
He prabhu jagatara mangal heu
@adityananda1218
@adityananda1218 16 дней назад
Bibhratikara malika Alochona.jay jagannath 🙏🙏
@jayaprakashsahoo553
@jayaprakashsahoo553 15 дней назад
ମୋଦୀ କୁ ସବୁ ଜାଗାରେ ପୁରେଇ ଦେଉଛ
@user-ww5zj6jb6x
@user-ww5zj6jb6x 19 дней назад
Jai shree jagannath 🙏🚩🕉️
@manojbarla3416
@manojbarla3416 19 дней назад
ପାପି ଓ ଅଧର୍ମି ଏଇ ଜଗତରୁ ବିନାଶ ହେବେ
@shyamsamarth2234
@shyamsamarth2234 18 дней назад
ଜୟ ଜଗନ୍ନାଥ ବଳଭଦ୍ର ଓ ମାଁ ଶୁଭଦ୍ରା ସମସ୍ତଙ୍କୁ କ୍ଷମା କରନ୍ତୁ ☺️🙏🙏🙏🙏
@bhagbansethi336
@bhagbansethi336 18 дней назад
❤❤❤❤❤❤
@prasantakumarpatra2577
@prasantakumarpatra2577 19 дней назад
କିଛି ହେବ ନାହିଁ। ମୋଦୀଙ୍କ ବାଲଟିଏ ଖଣ୍ଡିଆ ହେବନି।
@Deshbhakt-hx9du
@Deshbhakt-hx9du 19 дней назад
ମାଳିକା ବଡ ନା ମୋଦୀ ?
@prasantakumarpatra2577
@prasantakumarpatra2577 19 дней назад
ମାଳିକା ବଡ଼।
@prasantakumarpatra2577
@prasantakumarpatra2577 19 дней назад
ମାଳିକା କୁ ନେଇ ବେପାର କରୁଥିବା ବ୍ୟକ୍ତିଙ୍କ ଅଭାବ ନାହିଁ।
@Deshbhakt-hx9du
@Deshbhakt-hx9du 19 дней назад
@@prasantakumarpatra2577 ମାଳିକା ଓଡ଼ିଆ ଅସ୍ମିତା । ମୋଦୀ ରାଜନୈତିକ ବ୍ୟକ୍ତି ।
@ahk539
@ahk539 19 дней назад
Maleka soto bodo
@Foodrecipes054
@Foodrecipes054 19 дней назад
He mahabahu saha huantu dayakarantu bhalare bhalare rakhantu ehi shree jagannath nka nikatare prathana karuchhi Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻😭😭😭😭
@SureshMalik-ln3gr
@SureshMalik-ln3gr 19 дней назад
ମାଳିକା ନମରେ ତୁ ଶଳା ଲୋକଙ୍କୁ ଭୟଭୀତ କରୁଛୁ ।ମୋଦିଙ୍କୁ ମରିବ ବୋଲି କହୁଛୁ, ଶଳl ତୁ ଆଗ ମରିବୁ। ତୋପାଟି ରେ ଶଳ।ପୋକପଡୁ, ତୋ ପାଟିରେ ଶଳ। କ୍ୟାନସର୍ ହେଉ । ଏତିକି ମା ତାରିଣୀ ଙ୍କ ପାଖ ରେ ପ୍ରାର୍ଥ ନା ଜୟ ମା ତାରିଣୀ ।
@gurudebmatia3157
@gurudebmatia3157 18 дней назад
ସାଇ ବାବା ର ଅବତାର ମୋଦି ତାଙ୍କର କିଛି ହେବ ନାହିଁ
@user-rc8wn1ol2w
@user-rc8wn1ol2w 18 дней назад
ଅପେକ୍ଷା କରେ
@user-bz4zd5pv6g
@user-bz4zd5pv6g 18 дней назад
ସାଇବାବା ବୋଲି ପ୍ରମାଣ କଣ ଅଛି , ନରେନ୍ଦ୍ର ମୋଦି ଜଣେ ସାଧାରଣ ମଣିଷ ସାଇବାବା ଙ୍କ ସହିତ ତୁଳନା କରିବା ଠିକ୍ ନୁହେଁ​@@gurudebmatia3157
@madhusmitabehera9561
@madhusmitabehera9561 17 дней назад
OTV ra prabachaka
@hritikakhillo317
@hritikakhillo317 16 дней назад
Well done Suresh Bhai
@nadadursrinivas9427
@nadadursrinivas9427 16 дней назад
ବସି ପଡୁଛନ୍ତି ପ୍ରବଚକ ମାଇକ୍ ଧରି।ଗୋଟା ପଣ୍ଡିତ ଭଳି ଲାଗୁଛି।
@sujitbaral5417
@sujitbaral5417 17 дней назад
Jai jaganath😮
@seemapatra9773
@seemapatra9773 19 дней назад
J ay maha pravbhu sarathi dev ❤
@user-yb2jl8fe2u
@user-yb2jl8fe2u 19 дней назад
ଏ ଗୁଡା ସବୁ ସମ୍ପୂର୍ଣ ମିଥ୍ୟା,ଗୋଟେ ଗୋଟେ ମିଡ଼ିଆ ପାଇ କେଉଁ ମଣିଷକୁ ଜଗନ୍ନାଥ ତ କାହାକୁ ବଳଭଦ୍ର ଆଦି କହି ମିଛ ମାଳିକା ଗାଇବା ଓ କହିବା ଆଉ ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇବାର ଆବଶ୍ୟକତା କଣ ? ଭଗବାନ ବଳଭଦ୍ର ଓ ଜଗନ୍ନାଥ ସ୍ୱୟଂ
@prafullachandrarath7636
@prafullachandrarath7636 18 дней назад
Mr, pramoda do not misguided people by stating such absurd n fantastic sayings.
@user-rc8wn1ol2w
@user-rc8wn1ol2w 18 дней назад
ଅପେକ୍ଷା କରେ
@ksplumbingsollution6007
@ksplumbingsollution6007 19 дней назад
Maa ଘିଆ
@Nikita-jc5er
@Nikita-jc5er 19 дней назад
ଏଇଟା ତୁମ ନାଁ ? ଭଲ ନାଁ ଦେଇଛନ୍ତି ତୁମ ବାପା ମା
@Babaphakiryoutube
@Babaphakiryoutube 18 дней назад
ପୁରୀ ଯାଇ ପଚାରିଲି ପୁରୀ ବାସିନ୍ଦା ଓ ଯାତ୍ରୀ ମାନଙ୍କୁ ପଚାରି ବୁଝି ପାରିଲି ରାମକୃଷ୍ଣ ଦାସ ମହାପାତ୍ର ଓ ଜଗନ୍ନାଥସ୍ବାଇଁ ମହାପାତ୍ର ଶ୍ରୀମନ୍ଦିର ସର୍ବେସର୍ବା 50 ସେବାୟତ ଜାଗାରେ 500 ସେବାୟତ ଥିଲେ ପଛ ପଟରୁ କାହା ନିର୍ଦ୍ଦେଶ ଛାଡ଼ିଦେଲେ ବଡ଼ ଠାକୁର କୁ ସବୁ ନିର୍ଦ୍ଦେଶ ଜଗୁନି ଓ ରାମକୃଷ୍ଣ ଦାୟୀ
@MamataNayak-gt3iq
@MamataNayak-gt3iq 19 дней назад
🎉 ରକ୍ଷାକର ପ୍ରଭୁ ଏଧରାଧାମ 🎉 ଜୟଜଗନ୍ନାଥ 🎉
@satyabannaik4539
@satyabannaik4539 18 дней назад
ମରିବେ ସବୁ ସେବାୟତ l ଅଚ୍ୟୁତାନନ୍ଦ କହେ l ସବୁ ମରିବେ l ସାଧୁ ସନ୍ଥ ସବୁ ମରିବେ ଅକାଳେ ହେବେ ବିନାଶ l
@sanjaymohanty9357
@sanjaymohanty9357 18 дней назад
ମୋଦି ମରିଯିବ😮😮😮🤔🤔🤔🤔
@jayakantipatel
@jayakantipatel 18 дней назад
Jay jaggarnath
@user-yv1vq6ir4s
@user-yv1vq6ir4s 17 дней назад
Mahakal ka bhakta hai Modiji
@tapanbarik779com4
@tapanbarik779com4 16 дней назад
ଆମ ଓଡ଼ିଶା କେବେ ଧ୍ଵଂସ ହେବ
@SurprisedBackpacker-sd6lg
@SurprisedBackpacker-sd6lg 19 дней назад
Jay Sri Ram
Далее
СЛУЧАЙ В ЧЕРНОБЫЛЕ😰#shorts
00:19
Просмотров 282 тыс.
Wait for the BOWLING BALL! 👀
00:38
Просмотров 32 млн
СЛУЧАЙ В ЧЕРНОБЫЛЕ😰#shorts
00:19
Просмотров 282 тыс.