Arabinda Sahoo
KRUSHI SAMPADA
ବାଇଗଣ ଝାଉଁଳା ରୋଗର ସମୂଳେ ବିନାଶ
Say no wilt to Brinjal
ବାଇଗଣ ଫସଲରେ ଦେଖାଯାଉଥିବ। ରୋଗ ମାନଙ୍କ ମଧ୍ୟରେ ଝାଉଁଳା ରୋଗ ଅଧିକ କ୍ଷତି କରିଥାଏ
ବର୍ଷା ଦିନେ ଏହା ଅଧିକ ଦେଖାଯାଏ
ଝାଉଁଳା ରୋଗ ଆକ୍ରମଣ କଲେ ମୁଳ ପଚି ଯାଏ ଓ xylem ଖାଦ୍ୟବାହି ନାଳି ବନ୍ଦ ହୋଇଯାଇଥାଏ ଫଳରେ ପାଣି ଓ ସାର ଗଛ ଉପରକୁ ଯାଇ ପାରି ନଥାଏ ଓ ଗଛ ଝାଉଁଳି ଯାଇଥାଏ
ଏହାକୁ ପରିଚାଳନା କରିବା ପାଇଁ STOP WILT lit ପ୍ରତି 5ml ଓ Fost rootex lit ପ୍ରତି 5ml ହିସାବରେ ସ୍ପ୍ରେ କଲେ ଏହା ପତ୍ର ରୁ Phloem ଖାଦ୍ୟବାହି ନଳୀରେ କ୍ଷତ ସ୍ଥାନ କୁ ଯାଇ କବକ ଓ ଜୀବାଣୁ କୁ ନଷ୍ଟ କରିଥାଏ
ଗଛ ସୁସ୍ତ ସବଳ ହୋଇ ବଢ଼ିଥାଏ
Thank you
krushi sampada
WATCH NEXT :
ଧାନର ମହିସା ଓ ପତ୍ରପୋଡ଼ା ରୋଗ
• ଧାନ ଫସଲର ମହିଷ। ଓ ପତ୍ରପ...
ଗୁଟି କଲମି
• Air layering ଗୁଟି କଲମି...
Leaf colour chat
• Leaf Colour Chart (LCC...
ଧାନର ଅଧିକ ପିଲ
• ୭ଟି ପଦକ୍ଷେପ ଅସଂଖ୍ୟ ପିଲ...
#brinjalwilt #stopwilt #brinjaldisease #krushisampada
16 сен 2024