Тёмный

ବାଜିଲା କେନ୍ଦ୍ର ଛାଟ ଫସିବେ ଅଚ୍ୟୁତ ସାମନ୍ତ! || Achyuta Samanta || KISS Land Scam || Odisha Reporter 

Odisha Reporter
Подписаться 2,4 млн
Просмотров 174 тыс.
50% 1

ଗଡ଼ବଡ଼ ସାମ୍ରାଜ୍ୟକୁ ବଳ ଦେବା ପାଇଁ ବିଜେଡିରେ ସାମିଲ ହୋଇଥିଲେ ଅଚ୍ୟୁତ ସାମନ୍ତ ? ଆଇନକୁ ମୋଡ଼ି ମକଚି ବାବୁଙ୍କୁ ହାତ କରି ପାଇଛନ୍ତି ନବୀନ ସରକାରଙ୍କ ଅହେତୁକ ଅନୁକମ୍ପା ? ଆଦିବାସୀଙ୍କ ମସିହା କୁହାଯାଉଥିବା ଅଚ୍ୟୁତ ଜନଜାତି ଅନୁଷ୍ଠାନ ନାଁରେ ଛିଡ଼ା କରିଛନ୍ତି କି ବେଆଇନ ସାମ୍ରାଜ୍ୟ ? ବର୍ଷ ବର୍ଷ ଧରି କାହିଁକି ଏନଜିଟି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିନଥିଲେ ନବୀନ ସରକାର ? ଏଥିପାଇଁ ଅସାଧୁ ସହାୟତା ଯୋଗାଇ ଦେଇଥିଲେ କେଉଁ ବାବୁ, କେଉଁ ଅଫିସର ? ରାଜ୍ୟର ନୂଆ ସରକାର କରିବେ ତଦନ୍ତ ଫସି ଯାଇପାରନ୍ତି ଅଚ୍ୟୁତ ସାମନ୍ତ ! Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RU-vid: bit.ly/OdishaReporteronRU-vid
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Odisha_Reporter_o...
Instagram: / odishareporter_official
#OdishaReporter #KISS #LandDispute #AchyutaSamanta #Bhubaneswar #Forestland #BJP #odishagovernment

Опубликовано:

 

22 июн 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 241   
@netranetra4111
@netranetra4111 Месяц назад
ସବୁ ଲୁଟ୍ ତରାଜ୍ କରି ଖାଇଥିଲେ ଏବେ ଫସିଲେ ଅସୁବିଧା କ'ଣ
@anantaprasad1195
@anantaprasad1195 Месяц назад
Ghara bhanga
@seemaranibudek5736
@seemaranibudek5736 Месяц назад
Tume jaha ku emiti kahuchha ta about re first search Kari ki dekha tapare bujhi pariba se thik naa bhul ok
@pradoshranjanmohanty2986
@pradoshranjanmohanty2986 Месяц назад
ଧର୍ମ ପରିବର୍ତନ କରୁଥିବା ଏକ ଦଲାଲ ଗିରଫ କରିବା ଦରକାର୍
@JISHAYAMALLICK-zk3xl
@JISHAYAMALLICK-zk3xl Месяц назад
ଦେଖିଥିଲ କି ସେ ଧର୍ମ ପରିବର୍ତନ କରିବା ର
@sagarsahoo4394
@sagarsahoo4394 Месяц назад
​@@JISHAYAMALLICK-zk3xlତୁ କ'ଣ ଟା ଦେଖିଛୁ......??!!
@santalsamaj9519
@santalsamaj9519 Месяц назад
Nije Jay panda OTV maliko kete land hodop korichi kahin Taku to dekaouno Eithi Jone tribal chuanku patho podhounchi seita dekha jaouni tumoku ... OTV maliko Jay panda kon korichi - niji gote mohan choro ...
@JISHAYAMALLICK-zk3xl
@JISHAYAMALLICK-zk3xl Месяц назад
@@sagarsahoo4394 ମୁଁ ବା କିସ ପିଲା ଶଳା ମୁଁ ଦେଖିନି ତ ଆଉ କଣ ତୁ ଦେଖିଛୁ କି ବେ
@JISHAYAMALLICK-zk3xl
@JISHAYAMALLICK-zk3xl Месяц назад
@@sagarsahoo4394 ମୁଁ ବା କିସ ପିଲା ମୁଁ ଦେଖିନି ତ ଶଳା ଆଉ କଣ ତୁ ଦେଖିଛୁ କି ବେ l
@santoshbehera1687
@santoshbehera1687 Месяц назад
କଛି ତ କରିପାରିବା ନାହିିଁ ଯିଏ କଲା ତାକୁ କହିବା ।ଏ ତ ଓଡିଆଙ୍କ ଲକ୍ଷଣ । ଆରେ ଭାଇ ସେ କଣ ସେ ଜମି ଘରକୁ ନେଇ ଯାଇଛି । ଦେଶ ପିଲାମାନଙ୍କ ଉଦ୍ଦେଶ୍ଯ ରେ ଶିକ୍ଷାନୁଷ୍ଠାନ କରିଛି ଓ ଅନେକ ପିଲାମାନେ ଉପକୃତ ହେଉଛନ୍ତି । ଜଙ୍ଗଲ କରି କଣ ଆଉ ଗୋଟିଏ ନନ୍ଦନକାନନ କରିଥାନ୍ତ ନା କଣ ? ଆରେ ଭାଇ ବଡ ହେବାକୁ ହେଲେ ନିଜ ଚିନ୍ତା ଧାରାକୁ ପରିବର୍ତ୍ତନ କର । ଗୋଡ ଟାଣିବା ବନ୍ଦ କର । ଅଚୂତସାମନ୍ତ ର ମାଇପ କି ଛୁଆ ପିଲା ନାହିଁ ସେ ନେଇ ପଳେଇବ । ଆପଣମାନେ ତ କରିପାରୁ ନାହାଁନ୍ତି ଯେ କଲା ତାକୁ କହିବା ତୁମମାନଙ୍କ ମୁଖରେ ସାର ।
@jnyanadevbhoi5883
@jnyanadevbhoi5883 Месяц назад
Also you have involved in govt land enclosure .
@Kiddie_Kingdom_Station
@Kiddie_Kingdom_Station Месяц назад
Misiki khhaihhanti au sethhipain badhhuchhi
@santoshbehera1687
@santoshbehera1687 Месяц назад
@@Kiddie_Kingdom_Station ଆମ ସାଙ୍ଗରେ ଆପଣ ଥିଲେ
@subhashreedixit3695
@subhashreedixit3695 Месяц назад
Kehi pila uparaku aau jau nahanti jadi bhala se survey Kariba ta hele janiba sabu magana dele kehi uparaku uthi paranti nahi sabu sport's nija adhina re rakhi pilanku bhhuan buleiba katha
@amitsamal4097
@amitsamal4097 Месяц назад
Thik achhi KIIT au KISS ku govt ku hand over karideba Darkar
@bajuramsamad9009
@bajuramsamad9009 Месяц назад
ସାମନ୍ତ sir ଯେତିକି କରିଛନ୍ତି ଓଡିଶା ସରକାର ବି ସେତିକି କରିନାହାନ୍ତି....... KISS ଆଉ KIIT ଓଡିଶା ର ଗର୍ବ
@MBhukta
@MBhukta Месяц назад
ଗୋଟେ କାମ କର, ତମେ ବି ସରକାରୀ ଜଙ୍ଗଲ ଜମି ଜବରଦସ୍ତ ମାଡି ବସି ଶିକ୍ଷାନୁଷ୍ଠାନ କର ଆଉ କୁହ ତମ ଅନୁଷ୍ଠାନ ଟି ଓଡିଶା ର ଗର୍ବ
@gourikumaripatro485
@gourikumaripatro485 Месяц назад
ru-vid.com/video/%D0%B2%D0%B8%D0%B4%D0%B5%D0%BE-BFYrY0MQdWc.htmlsi=7UmMHPgsXS2jANoL
@rahul23sks
@rahul23sks Месяц назад
Arey bhai kichhi ta janiparuna Achyuta kan bepara chaleichi.. kahinki bala dialogue marucha 😂
@user-iw6qu7jy3e
@user-iw6qu7jy3e Месяц назад
ଅଚ୍ୟୁତ ସାମନ୍ତଙ୍କ ବାଳ ବି ଉଖାଡି ପାରିବନି😂,ଦମ୍ ଅଛି ତ ଜେଲ୍ ରେ ପୁରେଇ କି ଦେଖ.....
@bajuramsamad9009
@bajuramsamad9009 Месяц назад
ସାମନ୍ତ sir ଓଡ଼ିଶାର ଉନ୍ନତି ପାଇଁ କରୁଛନ୍ତି ଓଡ଼ିଶାର ଶିକ୍ଷା ର ପ୍ରସାର କୌଣସି ମନ୍ତ୍ରୀ ବି ସେତିକି କାମ କରି ନାହିଁ ସାମନ୍ତ sir ଯେତିକି କରିଛନ୍ତି ଆଦିବାସୀ ମାନଙ୍କ ପାଇଁ ଏଥିରେ କୌଣସି ପାର୍ଟି ର ସମ୍ପର୍କ ନାହିଁ..... ସେ ଜଣେ ଭଲ ମଣିଷ....... ନିଜ ପାଇଁ କେବେ ଚିନ୍ତା କରି ନାହାନ୍ତି
@sakti6493
@sakti6493 Месяц назад
ଅଚ୍ୟୁତ କୁ ହରାଇବା ଏତେ ସମ୍ଭବ ନୁହେଁ। ପିଲାବେଳୁ ସେ ଜିତିବା ପାଇଁ ଅଭ୍ୟସ୍ତ। ରାଜ୍ୟ ରୁ କେନ୍ଦ୍ର ଯାଏ କେହି ତାର ଉଖାଡ଼ି ପାରିବ ନାହିଁ। ଜୁଏଲ ନିଜକୁ ଦକ୍ଷ ପ୍ରମାଣିତ କରନ୍ତୁ।
@banamalibehera8781
@banamalibehera8781 Месяц назад
SEMITI SE KARICHHI TAMAKU TAHAALE BHALA LAAGUCHHJIKI BHAAI.
@JISHAYAMALLICK-zk3xl
@JISHAYAMALLICK-zk3xl Месяц назад
​@@banamalibehera8781ଅଚ୍ୟୁତ କୁ କିଏ ବାଳ ଉକଡି ପାରିବ ନାହିଁ
@purnachandrasahoo5350
@purnachandrasahoo5350 Месяц назад
ଓଡ଼ିଶା ପ୍ରଦେଶ ସବୁ ଜ଼ିଲ୍ଲା ରୂ 30000 ଏକର ଜମି କେଳେଙ୍କୀରୀ ହେଇଛି.,
@user-lc1tf3up7x
@user-lc1tf3up7x Месяц назад
ଅଚ୍ୟୁତ ସାମନ୍ତ କେବଳ ଜମି, ଜଙ୍ଗଲ ଲୋଟି କି ଖାଇ ନାହିଁ, ସେ ଶଳା ବିଦେଶରୁ ଟଙ୍କା ଖାଇ ଓଡ଼ିଶା ର ନିରିହ ଆଦିବାସୀ, ହରିଜନ ଲୋକ ମାନଙ୍କୁ ଖ୍ରୀଷ୍ଟିଆନ ରେ ପରିଣତ ମଧ୍ୟ କରୁଥିଲା,,ସେ ଶଳା କୁ ଭଲ କରି ଜେଲ୍ ରେ ଭର୍ତ୍ତି କରାଯାଉ
@SSBOYVLOG-iy8hp
@SSBOYVLOG-iy8hp Месяц назад
Tu magya dekhithilu nai be😡😡😡
@dishomkumblu2453
@dishomkumblu2453 Месяц назад
​@@SSBOYVLOG-iy8hp tu ta maikina bodhe fatuchi Toro 😂😂😂
@ajitkumarsamal7202
@ajitkumarsamal7202 Месяц назад
​@@SSBOYVLOG-iy8hptate kn pain badhila ki re? Tadant haba darkar . Bhul thile action hau.
@SSBOYVLOG-iy8hp
@SSBOYVLOG-iy8hp Месяц назад
@@dishomkumblu2453 speling mistake sola ଅଙ୍ଗୱାଡ଼ି jaiki asibu jaa😂😂😂
@dishomkumblu2453
@dishomkumblu2453 Месяц назад
@@SSBOYVLOG-iy8hp Jodi speling mistake. Tu bhadua. Bujhuchu kemiti...
@satyabehera9431
@satyabehera9431 Месяц назад
ସାହାଯ୍ୟ ନାମରେ ଓଡ଼ିଶା କୁ ଲୂଟିନେଇଛନ ପ୍ରଥମ ନବୀନ ପଟ୍ଟନାୟକଙ୍କୁ ଜେଲରେ ପୁରାଓ ।
@techgopalcreative3760
@techgopalcreative3760 Месяц назад
କିଛି ହେବନି ସମସ୍ତେ ଗୋଟିଏ ଲାଉ ର ମଞ୍ଜି
@PRAMODBEHERA-il2mr
@PRAMODBEHERA-il2mr Месяц назад
You are 101 percent right.
@jeetendapanda2591
@jeetendapanda2591 Месяц назад
Correct 💯
@sankarsubudhi9562
@sankarsubudhi9562 Месяц назад
Quick investigation
@maniramsabar4263
@maniramsabar4263 Месяц назад
ଠିକ ଲୋକଙ୍କ ଠିକ ଜାଗାରେ ସ୍ଥାନ ନାହିଁ l ରାଜ ନୀତିଆ ଯାହା ଚାହିଁବେ ତାହା ହବ l ବିରୋଧୀଙ୍କ ଷଡଯନ୍ତ୍ର ନୁହେଁତ ?
@VladimirPutin-y2y
@VladimirPutin-y2y 28 дней назад
ନା ସମସ୍ତଙ୍କର କିଛି କିଛି ପଇସା ଦରକାର। ସେଥି ପାଇଁ ଅଚ୍ୟୁତ ଙ୍କ ପଛ ରେ ଲାଗିଛନ୍ତି । କିଛି କିଛି ପଇସା ପାଇଗଲେ । ସବୁ ଥଣ୍ଡା ବାକ୍ସ କୁ ପୁଣି ଫେରି ଯିବ । No Tension 😂😂😂
@gurucharansahoo9577
@gurucharansahoo9577 Месяц назад
ଧର ଶଳେଙ୍କୁ 👍👍 ଗୋଡାଇ ଗୋଡାଇ ଧର 💪💪😂😂😀😀😀😀
@jayakrishnamoharana7253
@jayakrishnamoharana7253 Месяц назад
Samanta Sir Odisha ra Garba O Gouraba...Jay Jagannath 🙏
@ranajitjena4668
@ranajitjena4668 Месяц назад
ଜୁଏଲ ଓରାମ ର ଯେତିକି ବୁଦ୍ଧି ସେ ସେତିକି ବାଟ ଯାକେ ଯାଇପାରିବ, ତାପରେ ଚୁପ ହୋଇ ବସିବ.
@ajitkumarsamal7202
@ajitkumarsamal7202 Месяц назад
Eita bhul dharana. Gote MP jadi lagiba aau center ra support miliba kou jaine jaipariba dekhiba aau
@birajmohapatra2377
@birajmohapatra2377 Месяц назад
Juel Oram ta nije adibasi kana tanka pain karichanti mantri heiki
@SunilKanhar-po2yg
@SunilKanhar-po2yg Месяц назад
​@@birajmohapatra2377କେବଳ ରାଜନୀତି
@bhabagrahidas2385
@bhabagrahidas2385 Месяц назад
ଆଦିବାସୀ ପିଲାଙ୍କ ଭବିଷ୍ୟତ ସହ ରାଜନୀତି ଖେଳ ଖେଳନି
@ODISHABHAI-eq8jq
@ODISHABHAI-eq8jq Месяц назад
ଆଦିବାସୀ ଙ୍କ ନାମ ରେ ଖେଳ କରୁଥିଲେ, ସମସ୍ତେ ଜାଣି ଛନ୍ତି, ସେଇ ଆଦିବାସି ମାନେ ଏବେ ତାଙ୍କୁ ଭୋଟ ଦେଇ ନାହାନ୍ତି, ଆଦିବାସୀ ପ୍ରେମ, ଆଉ ନାହିଁ, ତାଙ୍କ ସବୁ ସଂସ୍ଥା କୁ ବନ୍ଦ କରା ଯାଉ
@Ambulrai
@Ambulrai Месяц назад
Biggest Land Mafia of Odisha. Achuta ra real face sabu janinahanti. Ek dum baje loka te.
@satyabhamasahoo1023
@satyabhamasahoo1023 Месяц назад
Kiim kiit kiss hospital 30,000 loka job paichanti
@santalsamaj9519
@santalsamaj9519 Месяц назад
Nije Jay panda OTV maliko kete land hodop korichi kahin Taku to dekaouno Eithi Jone tribal chuanku patho podhounchi seita dekha jaouni tumoku ... OTV maliko Jay panda kon korichi - niji gote mohan choro ...
@subhadramajhi5581
@subhadramajhi5581 Месяц назад
Tame kahiba ku kiye nije to kariparun
@Ambulrai
@Ambulrai Месяц назад
@@satyabhamasahoo1023 jete job karuchanti sabu low paid compared to other companies and hospitals. Achyuta Land jetiki maruchi Tara 100 guna mulya Land marideichi.
@sitamanimurmu788
@sitamanimurmu788 Месяц назад
ସତ୍ୟର ସବୁବେଳେ ଜୟ ହେବ
@swamidhireshananda2847
@swamidhireshananda2847 Месяц назад
ଭଲ କଣ ଖରାପ୍ କଣ ପ୍ରଥମେ ଦେଖ ତାପରେ କହିବା
@debendrahembram3634
@debendrahembram3634 Месяц назад
ଅଚ୍ୟୁତ ସାମନ୍ତ ସାରଙ୍କ ଭଳି ଭଲ ଚିନ୍ତାଧାରା ରଖୁଥିବା ବ୍ୟକ୍ତି ଆଜିର ଦୁନିଆରେ ବିରଳ । ତାଙ୍କ ଭଲ ଗୁଣ କୁ ଆଦରି କିଛି ଭଲ କରିବାକୁ ଚେଷ୍ଟା କର ହେ ଓଡ଼ିଶାବାସୀ!
@asisdash4466
@asisdash4466 Месяц назад
ପ୍ରଭାକରନ ଯେଉଁ ଲିଙ୍ଗରାଜ ଜମି ମାଡ଼ିବସିଚି … ସାହସ ଅଛି ତା ବିଷୟରେ ବଜେଇବା ପାଇଁ ??? ଅଚ୍ୟୁତ ବାବୁ ଓଡ଼ିଆ ଆଦିବାସୀ ପିଲା ମାନଙ୍କ ପାଇଁ କାମ କରିଛନ୍ତି , କେତେ ଓଡ଼ିଆ ଲୋକ ଙ୍କୁ ଚାକିରୀ ଦେଇଛନ୍ତି … ତାଙ୍କ ପଛରେ ନ ଲାଗି… ପ୍ରଭାକରନ ତାମିଲ ଯୋଉ ଖଣି ଲୁଟୁଛି . ଲିଙ୍ଗରାଜ ଙ୍କ ଜମି ମାଡି ବସିଛି .. ଖୋର୍ଦ୍ଧା ଚାଷୀ ମାନଙ୍କ ଜମି ମାଡି ବସିଛି … ତାକୁ ଟିକେ. ଦେଖା ଅ … ଯଦି ସତରେ ତମେ ଓଡ଼ିଆ ଲୋକ ଙ୍କର ଚାଁନେଲ .. ଶଳା ଓଡ଼ିଆ କଙ୍କଡା … ବାହାର ତାମିଲ ତମର ଲୁଟିକି ନେଇ ଗଲେଣି … ଆଉ ତମେ କିସ ପଛରେ ପଡ଼ିଛ … ଛି କେବେ ଏ କଙ୍କଡା ଜାତି ଉପରକୁ ଉଠିପାରିବ ନାହିଁ ଏଇ କଙ୍କଡା ଗୁଣ ଯୋଗୁ
@_mr___rajput
@_mr___rajput Месяц назад
😂😂😂 Kai pila nku job dele boli se govt land ku nijar karinebe ki ?? Tame bhabuchh se sabu free re karuthile Sethi pai se bahut bhala 😅 kintu adibasi nku free education dauthibaru tanka pakhaku kete tanka ase se business karuthile 😂
@SomeoneYt-xf3wn
@SomeoneYt-xf3wn Месяц назад
Samanta Sir 🙏🙏
@lifestyleindia649
@lifestyleindia649 Месяц назад
କିଛି ହେବନି ଆଜ୍ଞା ଅଚ୍ୟୁତ ବାବୁ ବହୁତ ଚାଲାକ.. ବହୁତ ଶୀଘ୍ର ଦେଖିବେ ବିଜେପି ରେ ମିଶି ଯିବେ. ଆଉ ତାଙ୍କ କଳା ସାମ୍ରାଜ୍ୟ ଲୁଚି ଯିବ 😂
@chandrakantsutar2922
@chandrakantsutar2922 Месяц назад
Achyut Samat has looted land of Odisha.....made lots of money during COVID 19.....master in womenization 😂😂😂
@shibarampadhy8210
@shibarampadhy8210 Месяц назад
ଅତିଶ୍ରିଘ ଏହି ଜମିର ଅପବ୍ୟବହାର କରିଥିବା ବ୍ୟକ୍ତିଙ୍କୁ ଦଣ୍ଡ ଦିଆଯାଉ
@nareshkumarswain769
@nareshkumarswain769 Месяц назад
Aga bandha Jau bjd pai panthi jogauthilea
@santalsamaj9519
@santalsamaj9519 Месяц назад
Nije Jay panda OTV maliko kete land hodop korichi kahin Taku to dekaouno Eithi Jone tribal chuanku patho podhounchi seita dekha jaouni tumoku ... OTV maliko Jay panda kon korichi - niji gote mohan choro ...
@sureskumar9199
@sureskumar9199 Месяц назад
Jadi bjd jiti thanta pura bbsr ra jami ku neijaithanta
@dibyanandasahu825
@dibyanandasahu825 Месяц назад
Very beautiful sir jai hind. Take action.
@hariharasahoo428
@hariharasahoo428 Месяц назад
ଏ କଥାରୁ ଲାଗୁଚି.. ମନ୍ଦିର ରୁ ଚୋରି କର.. ଆଉ ମନ୍ଦିର ରେ ସେଇ ଚୋରି ପଇସା ରେ ଲୋକ ମାନଙ୍କୁ ପ୍ରସାଦ ଦିଅ.. ଏଥିରେ କିଛି ଭୁଲ ନାହିଁ 🤣🤣🤣.. ଆଉ କେତେ ଓଡିଶା ରୁ ଖାଇଥିଲେ ଆତ୍ମା କୁ ତମର ଶାନ୍ତି ମିଳିଥାନ୍ତା 🙏
@smitamallick3669
@smitamallick3669 Месяц назад
ଯିଏ ବି ଭଲ କାମ କରେ ତା ପଛରେ ସମସ୍ତେ ଲାଗିଜାନ୍ତି ସହିପାରାନ୍ତିନି
@Ambulrai
@Ambulrai Месяц назад
Chopa na.... Biggest Land Mafia of Odisha. Education Bepari. Bhala na mo balo
@user-db7rk7nh6g
@user-db7rk7nh6g Месяц назад
ତତେ ଗାଣ୍ଡିମରନ୍ତି
@JISHAYAMALLICK-zk3xl
@JISHAYAMALLICK-zk3xl Месяц назад
​@@Ambulraiତୁ ମଘୀଆ କିଏ ବେ
@debanandabehera8833
@debanandabehera8833 Месяц назад
ଅଚ୍ୟୁତୀ ବାବୁ ଏବେ କଣ କରିବ...ଆଉ ନୂଆ ଆଇଟମ ରୋଷେଇ କର।
@trend0017
@trend0017 Месяц назад
aga se navin ku arrrest kara jau...se hin hauchi sabu durniti ra mula...au egudaku dharile kan haba...only navin arrest haba darkar
@prasad906Panda
@prasad906Panda Месяц назад
Nice information most be published
@sarbeswardas4498
@sarbeswardas4498 Месяц назад
ଡାଳ କାଟିଦିଆଯାଉ। ପରେ ଗଛର ମୂଳ ଓ ଚେର ଉପାଡ଼ି ଫୋପାଡି ଦିଆଯିବ।
@azharkkhan8822
@azharkkhan8822 Месяц назад
👏👏👏👏👏👏👏👏👏
@suvendukumardash1976
@suvendukumardash1976 Месяц назад
Jay Jay Sita Ram
@basudevmutuka387
@basudevmutuka387 20 дней назад
ଅଚ୍ୟୁତ ସାମନ୍ତ ଯେ କେବଳ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି ସେ ଯାହା ବି କରିଛନ୍ତି ଆପଣମାନେ ସାରା ଓଡ଼ିଶା କିମ୍ବା ଭାରତ ରେ କେହିବି ଏକାକୀ ଏତେ ବଡ ଅନୁଷ୍ଠାନ ଗଡିକି ଆଦିବାସୀ ପିଲା ମାନଙ୍କୁ ବିନା ଖର୍ଚ୍ଚ ରେ ପାଠ ପଡ଼lଉ ଛନ୍ତି ଆଉ ସମାଜର ମୁଖ୍ୟ ସ୍ରତ ରେ ସାମିଲ କରୁଛନ୍ତି ସେ ଜାଣିଛନ୍ତି କିପରି ନିଷ୍ପେସିତ, ଅବହେଳିତ ପିଲା ମାନେ ଶିକ୍ଷା ଗ୍ରହଣ କରିବେ ଏହା ହେଉଛି ତାହାଙ୍କର ଲକ୍ଷ୍ୟ ଯଦି ବି ସେ ସରକାରୀ ଜମି ଅଧିକାର କରିଛନ୍ତି ତାହା କିଛି ଭୁଲ ଉଦ୍ଧେଶ୍ୟ ରେ ନୁହେଁ ଆପଣମାନେଏତିକି ଜାଣିଛନ୍ତି ସେ କେବଳ ଜଣେ ମଣିଷ କିନ୍ତୁ ସେ ଜଣେ ସମାଜ ସେବୀ, ଉଚ୍ଚ ଶିକ୍ଷିତ ବ୍ୟକ୍ତି,ଦେଶ ବିଦେଶର ଜଣା ଶୁଣା ବ୍ୟକ୍ତି କିଛି ଲୋକ ଅଛନ୍ତି ତାଙ୍କର ଏବଂ ଆଦିବାସୀ ପିଲାମାନଙ୍କର ଉନ୍ନତି କୁ ସହି ନପାରି ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବା ସହ କିଛି ମିଡ଼ିଆ ଚାନେଲ ମଧ୍ୟ ବଦନାମ୍ କରିବାକୁ ଆଜି ଟୁ ନୁହେଁ ବହୁତ୍ କିଛି ବର୍ଷରୁ ଉନ୍ନତି ପଥରେ କଣ୍ଟା ସାଜିଛନ୍ତି। ମୁଁ ଏତିକି ଜଣେଇବା କୁ ଛାହୁଁଚି ଯେ ଜଣଙ୍କ ବିଷୟରେ କିଛି ବି ସଟିକ ତଥ୍ୟ ନଜାଣି ବେକାର ଟାରେ ବଦନାମ୍ କରିବାକୁ ଚେଷ୍ଟା କରନ୍ତୁ ନାଇଁ । ଯଦି ଆଜି ଦିନରେ ଅଚ୍ୟୁତ ସାମନ୍ତ ସାର ଭୁବନେଶ୍ୱର ରେ କିସ୍ ଓ କିଟ୍ ଭଳି ଅନୁଷ୍ଠାନରେ ଏତେ ମାତ୍ରା ରେ ଆଦିବାସୀ ପିଲାମାନଙ୍କୁ ପଡେଇ ନ ଥାନ୍ତେ ତାହେଲେ ଅନେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ପିଲା ମାନେ ଶିକ୍ଷା ଗ୍ରହଣ କରିପାରି ନ ଥାନ୍ତେ ବହୁତ୍ ପିଲା ଶିକ୍ଷା ଲାଭ କରି ବିଭିନ୍ନ ସରକାରୀ ଓ ବେସରକାରୀ ପଦ ପଦବୀ ରେ ମଧ୍ୟ ନାମ କରିଛନ୍ତି।
@kabitasahoo8385
@kabitasahoo8385 Месяц назад
🙏👍
@bipincharanmishra8149
@bipincharanmishra8149 Месяц назад
Request to Odisha Govt to enquiry
@durbashasahani4154
@durbashasahani4154 Месяц назад
ବିଜେପି ସ୍ୱାଗତ ଘଣ୍ଟି ବଜେଇକି ଡାକୁଛି ଅଚ୍ୟୁତ ସାମନ୍ତ ମହୋଦୟ ଙ୍କୁ,,, ସେ ବିଜେପି ରେ ଆଗକୁ ଜୈନ କରିବାକୁ ଯାଉଛନ୍ତି,,,,,,,
@sagarsahoo4394
@sagarsahoo4394 Месяц назад
ଯେମିତି ତୁ ସୁବିଧାବାଦୀ ନିଜ ବୋପା ବଦଳାଉ ସେଇ ଅଭିଜ୍ଞତା ଅଛି ନା ତୋର.....!!
@azharkkhan8822
@azharkkhan8822 Месяц назад
👍👍👍👍👍👍👍👍👍
@littlequeenrakhi
@littlequeenrakhi Месяц назад
Very nice
@sunilpradhan6652
@sunilpradhan6652 Месяц назад
Do the proper investigation and take the serious action ASAP
@RabiranjanNaik-vq6lg
@RabiranjanNaik-vq6lg Месяц назад
ତୁରନ୍ତ ସରକାରୀ ଜାଗା ଯେତିକି ଫେରେଇ ଆଣିବାକୁ BJP ସରକାର ସମର୍ଥ ହେବେ ଏଥିପାଇଁ ସବୁଜ ଗଛ ଲତା କେତେଯେ ନଷ୍ଟ ହୋଇଛି ତାର ପୁନରୁଦ୍ଧାର କରା ଯାଉ ଏହା ଗ୍ଲୋବାଲ ଉଅମିରିଂ ପାଇଁ ଭଲ
@RMStudio16933
@RMStudio16933 Месяц назад
Kukura tara kn patu6i
@madanpatra2802
@madanpatra2802 Месяц назад
Yogi Adityanath Rule should be implemented in Odisha
@ashokharijan9537
@ashokharijan9537 Месяц назад
Are BJP tume revanz neba mood re sabu bele kana achha Odisha ra development pai chinta kara BJP wale
@rajanisahu4577
@rajanisahu4577 Месяц назад
First plantation of big trees must be planted till finalisation of transfer of "kisam" by Govt of Odisha and take back the title of the land in the name of Govt.
@dillipkumardas1107
@dillipkumardas1107 Месяц назад
It should be investigated through Supreme Court of India.
@simanchalnayak7634
@simanchalnayak7634 Месяц назад
କିଛି ହେବନି।
@amiyakantapradhan8345
@amiyakantapradhan8345 Месяц назад
Kiss ku close kariba pain chesta karani jadi kiss close hua taha hele kahariku chadibuni
@madhabamajhi5232
@madhabamajhi5232 Месяц назад
Odisha Barbad heijib ADOVASI Nka Hak Chhinile
@umakantaparida8086
@umakantaparida8086 Месяц назад
ଆରେ ପଣ୍ଡାଙ୍କ କୁତା ତମ ଚଉଦ ପୁରୁଷ ରେ କିଏ ଅଚ୍ୟୁତ ଏବଂ ନବିନ ପାଦକୁସରିହେବ। ଧନ୍ୟବାଦ।
@ArsuHansdah-z2m
@ArsuHansdah-z2m Месяц назад
Achuyto. Sir. Garibapela manku bado monisa kari. Canti
@kshyamasagarbehera9858
@kshyamasagarbehera9858 Месяц назад
ସନ୍ନ୍ୟାସ ନେଲା ଦଳରୁ ଜାଣିକି ଧରା ନ ହେବା ପାଇଁ କେନ୍ଦ୍ର କଣ ଛାଡ଼ିବ ସମସ୍ତଙ୍କୁ ଗୋଡେଇ ଗୋଡେଇ ଧରିବ...... ଜୟ ମୋହନ ମାଝୀ ଜୟ ନରେନ୍ଦ୍ର ମୋଦି
@sagarsahoo4394
@sagarsahoo4394 Месяц назад
ଠିକ୍ ଠିକ୍ 👍
@SunilKanhar-po2yg
@SunilKanhar-po2yg Месяц назад
ରାଷ୍ଟ୍ରପତି ପରା କିସ୍ କୁ ବୁଲି କି ଯାଉଛନ୍ତି
@RMStudio16933
@RMStudio16933 Месяц назад
Kukura Tara kn patu6i
@laxmidharsahoo2431
@laxmidharsahoo2431 Месяц назад
ଅର୍ଗସ ଅଚୁତର ଉଖାଡିବ
@aloksatpathy1680
@aloksatpathy1680 Месяц назад
Otv Khordha re thiba Sarua thare jane SC nka jami madi basichhi , ta upare kebe action niajiba ??
@user-gj8uq2pb1h
@user-gj8uq2pb1h Месяц назад
ଆଦିବାସୀ ନାରେଳୁଟକରୁଛନ
@RMStudio16933
@RMStudio16933 Месяц назад
Mg Tamara kn patu6i
@SushilKumarVlogs-bb6yx
@SushilKumarVlogs-bb6yx Месяц назад
Very good steps by central government. .... He is totally currptted person of odisha. ...
@RMStudio16933
@RMStudio16933 Месяц назад
Kukura Tara kn patu6i
@deepalipattanayak1668
@deepalipattanayak1668 Месяц назад
20000 lokonku tama mane chakiri deiparibaki
@user-om2ng1ps5y
@user-om2ng1ps5y Месяц назад
Sorkarnko dhhrmo hhobo gorebanko rakta sosethheba rakhhyasnku kothhr donda deantu
@lawsimplified316
@lawsimplified316 Месяц назад
Achyut Samant nka Dental hospital re treatment re patient saha experiment karajaye Patient hazar harar kharcha pala pare b patient ra Tooth damage heba ta sure
@birajmohapatra2377
@birajmohapatra2377 Месяц назад
Achyuta Samanta sir odisha ra garba au gauraba se ta nija pain kichi karinahanti sabu adibasi gariba mananka pain sarkari jami re se hotel karichanti ki...
@bajuramsamad9009
@bajuramsamad9009 Месяц назад
ଅଚ୍ୟୁତ ସାମନ୍ତ sir ଓଡିଶା ପାଇଁ ଭଲ କାମ କରିଛନ୍ତି ଖରାପ ନାହିଁ ନିଜ ପାଇଁ ତ କିଛି କରି ନାହାନ୍ତି ଆଦିବାସୀ ମାନଙ୍କ ଉନ୍ନତି ପାଇଁ ଫ୍ରୀ re ପିଲାଙ୍କୁ ପାଠ ପଢ଼ାଉଛନ୍ତି......... ଏଥିରେ ଖରାପ କଣ?
@prashantpalo5688
@prashantpalo5688 Месяц назад
He should be jail soon.
@shrishyamasundardasmaharaj9242
@shrishyamasundardasmaharaj9242 Месяц назад
ବାଜ୍ୟ ଅର୍ଗସ ଚାନେଲ
@Ttyilojg
@Ttyilojg Месяц назад
ସାବଧାନ ସେ BJP କୁ join ନ କରୁ 😂😂😂
@subhambhoi6002
@subhambhoi6002 Месяц назад
1st nijaku mirrir re dekha au pachara jiba na re tharr kebe kahaku bina karana re help kimba khaibaku deicha tapre samnata sir nka upare kahiba 2nd jami ta tanka ghara ku neiki jai nahanti adibashi chuanka kama re lagichi bhala rajaniti karucha au.....
@AkashBariha-qm3bi
@AkashBariha-qm3bi Месяц назад
Otv Bala tor jadi dam acche Tue Kam kari ke dekha
@user-bk2mj9lt2o
@user-bk2mj9lt2o Месяц назад
Bjd ra druniti dekhi odisha janata bjp ku vote dele kintu bjp sarakar mafia mananku chhadantu nahi jogi Sarakar nkar niyam lagu heu jay jaganath
@user-zo9bu4wu2e
@user-zo9bu4wu2e Месяц назад
Sampurna jaanch thikhaba darkar
@duryodhanrath1461
@duryodhanrath1461 Месяц назад
Achuata. Is. A. Frood. Admisonra.. Bhatu. Tanka. Ra. Hisabs. Koyal. Campus. Rarecord. AchiSeel. KalaSaburecord. Seathi. .melabai. Sir
@pranatidash9004
@pranatidash9004 Месяц назад
Tanka pakhare ata tanka sia labarku 250 tankara Kama karauthila
@sunilkumarjena1789
@sunilkumarjena1789 Месяц назад
KANA THICK KANA BHUL TAHA AAIN KAHIBA.
@user-uu3xy5tk2i
@user-uu3xy5tk2i Месяц назад
Sabu district re jaganechi
@niranjanpradhan4800
@niranjanpradhan4800 Месяц назад
ସିବିଆଇ ତଦନ୍ତ କାହିଁକି ହଉନି
@RMStudio16933
@RMStudio16933 Месяц назад
Kukura Tara kn patu6i
@minutesaboutShantikunjbyDSLenk
@minutesaboutShantikunjbyDSLenk Месяц назад
ଆତ୍ମା କୁ ଶାନ୍ତି ମିଳିବ ଚୋର, ଡକାୟତ ଗୁଡା ଧରାପଡ଼ିଲେ
@RMStudio16933
@RMStudio16933 Месяц назад
Kukura Tara kn patu6i
@TaranginiUSA
@TaranginiUSA Месяц назад
Brahma abhisapa
@pradeepkumarsinha803
@pradeepkumarsinha803 Месяц назад
NO MAFIARAJ. NO GUNDARAJ. SEND TO KALAPANI FOREVER.
@bb07199
@bb07199 Месяц назад
Achuta samanta is a bigest land mafia in odisha.
@subhrapradhan2987
@subhrapradhan2987 Месяц назад
Bhakaran ra jami bisayare tkalokapata karantu
@satyanayakodiavlogs
@satyanayakodiavlogs Месяц назад
ଆଗକୁ ଦେଖ କଣ କଣ ହଉଚି ଏ ଚୋରଙ୍କୁ କେମିତି ଧର ହଉଚି
@RMStudio16933
@RMStudio16933 Месяц назад
Achyuta Samanta name dhariba pai tame kia be Kukura Tara kn patu6i
@laxmidharpradhan9202
@laxmidharpradhan9202 Месяц назад
Se property ku Ani govt school karajau
@RMStudio16933
@RMStudio16933 Месяц назад
Achyuta Samanta name dhariba pai tame kia be Kukura Tara kn patu6i
@AkashBariha-qm3bi
@AkashBariha-qm3bi Месяц назад
Otv one sited repotr bahut rang report douchhu tor bhi dukan band heba
@sridharapradhan2758
@sridharapradhan2758 Месяц назад
A Samanta nku kiea banchheibe
@suvendubhusanajena3861
@suvendubhusanajena3861 Месяц назад
Thick hoichhi,Bada jami chora.
@RMStudio16933
@RMStudio16933 Месяц назад
Achyuta Samanta name dhariba pai tame kia be Kukura Tara kn patu6i
@Vmishra2025
@Vmishra2025 24 дня назад
Again ta jagaku govt kabza karu
@Ambulrai
@Ambulrai Месяц назад
Biggest Land Mafia of Odisha. Education Bepari.
@KambupaniBariha
@KambupaniBariha Месяц назад
Odisha ra 50 lakh adivasi kiss sathire., kichhi heba baib
@deepalipattanayak1668
@deepalipattanayak1668 Месяц назад
Otv sabubele negative news channel. Jie ta navin pattnaik nku chadu nahanti . se kana auu kahibe
@amiyakantapradhan8345
@amiyakantapradhan8345 Месяц назад
KISS au Kiit Odisha r garba au gaurab
@FudanHandah
@FudanHandah Месяц назад
Adibasi,jamiramalik,kimtu,Adibasikumiluni,jongaljomi,Aubodabodianeta,mantripain,khola,rasta
@jnyanadevbhoi5883
@jnyanadevbhoi5883 Месяц назад
BJD KU AU 5 YR VOTE DIA NA HELE MU DUKHITA.
@narendradj2251
@narendradj2251 Месяц назад
News କରୁଚ ଭଲ news କର ଯିଏ ଜମି ହଡ଼ପ କରୁଛନ୍ତି ବ୍ୟକ୍ତିଗତ କାମରେ, ସାମାଜିକ ହିତ ନିମନ୍ତେ ସାର ଜମିକୁ ବ୍ୟବହାର କରିଛନ୍ତି ତାଙ୍କ ବ୍ୟକ୍ତିଗତ ନିମନ୍ତେ ନୁହେଁ, ଯୋଉ ବଡ଼ ବଡିଆ ଲୋକ ଏବଂ ରାଜନୀତି ବାବୁ ମନେ ତାଙ୍କ ବ୍ୟକ୍ତିଗତ ଭାବେ ବ୍ୟବହାର କରୁଛନ୍ତି ତାଙ୍କ ଉପରେ news କର ଏବଂ ଯିଏ ଖଣି ଲୁତୁଛନ୍ତି ତାଙ୍କ ଉପରେ news କର ତମେ ରିପୋର୍ଟର୍ ନା ଆଉ କଣ
@chandaneswarmarndi2746
@chandaneswarmarndi2746 Месяц назад
ଅଚ୍ୟୁତ ସାମନ୍ତ BJP ରେ ଯୋଗ ଦେଲେ ସବୁ ସମାଧାନ ହେବ ,,ଖାଲି ଗୋଟେ drama
@sagarsahoo4394
@sagarsahoo4394 Месяц назад
ତମ ଭଳିଆ ବୁକୁଚାବୁହା ସୁବିଧାବାଦୀଙ୍କର ତ ସେହି ନୀତି ନାଁ.....!! ଏଣ୍ଡୁଅ ତ ରଙ୍ଗ ବଦଳାଏ କିନ୍ତୁ ତମେ ନିଜ କଳାକାର୍ଣ୍ଣାମା ଲୁଚେଇବା ପାଇଁ ବା ରାତାରାତି ବାପ ବଦଳେଇଦବ......!!
@birajmohapatra2377
@birajmohapatra2377 Месяц назад
Jemiti pradip panigrahi au prasant jagdev bjd re thila bele kharap au bjp ku asila pare suna pua
@birajmohapatra2377
@birajmohapatra2377 Месяц назад
​@@sagarsahoo4394Tame haucha andha bhakta
@RMStudio16933
@RMStudio16933 Месяц назад
Achyuta Samanta name dariba pai tame kia be Kukura Tara kn patu6i.
@sameermeher4749
@sameermeher4749 Месяц назад
Tame tanka kichhi teki pariba nahi
@duhkhishyamnayak9496
@duhkhishyamnayak9496 Месяц назад
A.naveen.bada.don
@user-cc5rn8ot2o
@user-cc5rn8ot2o Месяц назад
Durnitikhor nku jharapada jail pathantu CM SIR,
@RMStudio16933
@RMStudio16933 Месяц назад
Kukura Tara kn patu6i
@haraprasadsarangi4053
@haraprasadsarangi4053 Месяц назад
Turantaa 😂😂😂😂😂chatta darkar jaddi gotee sadharanna lokka jibikaa paiee road side ree kevin tii pakaiee laa jabar dakhal kahhi vangii pakauchantii aiu a white elephant kotti kotti jammi durniitii kari nijaa bapaa sampatti vabhii jaa ichha taa karuchantii
Далее
кукинг с Даниилом 🥸
01:00
Просмотров 2,2 млн