Тёмный
No video :(

Live | କେଳେଙ୍କାରୀ - ବିଜେଡି - ସୁରକ୍ଷା | 01 December 2023 | Argus News Live 

Argus News
Подписаться 1,4 млн
Просмотров 608 тыс.
50% 1

Live | କେଳେଙ୍କାରୀ - ବିଜେଡି - ସୁରକ୍ଷା | 01 December 2023 | Argus News Live
#argusnews #bjd #athagarh #odianews #newsupdates
Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argusnews.in
RU-vid : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900

Опубликовано:

 

29 ноя 2023

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 402   
@rameshmeher656
@rameshmeher656 8 месяцев назад
ରକ୍ଷକ ସାଜିଛି ରାକ୍ଷସ
@silukumar1032
@silukumar1032 2 месяца назад
😊🎉🎉v
@satyaprakashsahoo7630
@satyaprakashsahoo7630 8 месяцев назад
ମୂର୍ଖ ଝାବଡ ରାଜା ସ୍ବାଇଁ କୁ ହଟାଅ ଆଠଗଡ ବଞ୍ଚାଅ 👍👍👍👍
@ChandanManna-og9bg
@ChandanManna-og9bg Месяц назад
😂
@ranjannayak3591
@ranjannayak3591 8 месяцев назад
ଏ ସଵୁ ନଵିନି ସରକାର ଦୟରୁ
@nilanchalamallick-bs5ws
@nilanchalamallick-bs5ws 5 месяцев назад
ଜଣକୁ ବାରମ୍ବାର ଜିତାଇଲେ ଠିକ ହବନି
@sankirtankanhar2559
@sankirtankanhar2559 7 месяцев назад
ନିଉଜ୍ ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
@zipgameryt
@zipgameryt 8 месяцев назад
Super Hiro orgus news🙏🙏👏👏👍👍💪💪💪
@kubernayak5737
@kubernayak5737 7 месяцев назад
ବିଜେଡି କେଲେଙ୍କରି ବଢ଼ି ବଢ଼ି ଚାଲିଛି ଆଉ ଆଗକୁ ଚାଲିବ ନାହିଁ ବିଜେଡି ଲୋପ ପାଇବାକୁ ବସିଲାଣି ଓଡ଼ିଶାରୁ only BJP ସରକାର ଦରକାର odishare love u argus news and Report
@jadunathhembram4974
@jadunathhembram4974 8 месяцев назад
, ଏପରି ନରସଂହାର ସରକାରୀ କର୍ମଗ୍ଭରୀ ଵା ରାଜନୈତିକ ନେତାମାନଙ୍କୁ ସାଧାରଣ ଜନତାଙ୍କ ସାମନାରେ ଫାଶି ଦଵା ଦରକାର
@bijayaharichandan1592
@bijayaharichandan1592 7 месяцев назад
Many thanks to argus news channel for truth against corruption
@kulamaniprusty4640
@kulamaniprusty4640 8 месяцев назад
ପୋଲିସ ଵାବୂମାନକୁ ପଚାରନ୍ତୁ ମା ଅଛନ୍ତି କି ନାହିଁ।
@MaheswarPradhan-hb4zu
@MaheswarPradhan-hb4zu 7 месяцев назад
Bhai tumaku many may Thanks, Tuma bhali sambadhika oldish ku Dakar. Good 🙏🙏🙏🙏
@rajiblochanbehera9301
@rajiblochanbehera9301 8 месяцев назад
ଏମିତି ପୋଲିସ ଅଫିସର କୁ କୋଉଦିନ କୋଷ୍ଟରୋଗ ହେବ ପୋକ ଡାଲୁଡାଲୁ ହେବ ,ସେଦିନ ପରତନ୍ତ କେବଳ ଜଗନ୍ନାଥ ନିକଟରେ ଘିଅ ଦୀପଜାଳିବା ଜୟ ଜଗନ୍ନାଥ ।
@ranjankumarprusti7950
@ranjankumarprusti7950 4 месяца назад
ଖାଲି ପୋଲିସ ନୁହେଁ, ପୋଲିସ କୁ ସୁରକ୍ଷା ଦେଉଥିବା ବିଜେଡ଼ିର ନେତା ରାଜା ସ୍ବାଇଁ କୁ‌ ମଧ୍ୟ । ଓଡ଼ିଶା ବାସୀ ଦେଖନ୍ତୁ କିଭଳି ମାଆ କୁ ସମ୍ମାନ ଦେଇଛି ଏ ବିଜେଡି ସରକାର।
@ranjitkumarjena9432
@ranjitkumarjena9432 8 месяцев назад
ଦୁଖଃ ଲାଗୁଛି ଏତିକି ଇଲେକ୍ସନ ସମୟରେ ପଇସା ଆଉ ମଦ ମିଳିଗଲେ ପଛ କଥା ଭୁଲିଯାଇ ଅଧର୍ମୀ ମାନଙ୍କ ଜୟକାର ନାରା ଲଗାଇବାକୁ 90%ଲୋକ ନିଜକୁ ନିଲାମ କରି ଦେଲେଣି 😢 ଉପର ବାଲାକୁ ଡର ରେ ....
@pankajpanda6968
@pankajpanda6968 7 месяцев назад
500 ଟଙ୍କା ମଦ ଚିକେନ ବହୁତ ଚାଲେ
@nareshpattnaik2454
@nareshpattnaik2454 11 дней назад
ଆମର ସାଧାରଣ ଧାରଣା ରହିବା ଦରକାର ଆମର ପ୍ରତିକାମ ଗୋଟେଶକ୍ତି ଦେଖୁଚି ତାର ଫଳ ୮୦ ଭଗପୁଲିସ ଅନୁ ଭଙ୍କରୁ ଥିବେ
@srustidhardey5817
@srustidhardey5817 7 месяцев назад
BJD hatau odisha ru
@surendraminyaka9583
@surendraminyaka9583 8 месяцев назад
ଏ କଣ ମା କୁ ଶୋ୍ନମାନ ଏମିତି ପଶୁ କୁ ଗୁଳି ମାରିଦେବା କଥା ।
@ManojNaik-vz8jw
@ManojNaik-vz8jw 8 месяцев назад
ଏ ମାଗୀହା ପଲିସି କୁ ଗୁଳୀ କର
@user-dg6pj4wf8u
@user-dg6pj4wf8u 8 месяцев назад
Right👍👍
@sudhirpradhan3953
@sudhirpradhan3953 8 месяцев назад
ଏହି ପ୍ରକାର କେଲାଙ୍କାରି କୁ ପ୍ରସ୍ଛାହନ ଦେଇ ଆସୁଛି ବିଜୁ ଜନତା ଦଳର ନେତା ମାନେ । ସୁଶାନ୍ତ ଶତପଥୀ କୁ ଏ ଚୋର ବିଜେଡି ଦଳରେ ଥିବା ବିଧାୟକ ରାଜା ସ୍ୱାଇଁ ସବୁ ଖେଳ ଖେଳାଉଛି ।ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଣ ଗୋଟିଏ ମୁକ ସାକ୍ଷୀ ରହିଲା ଭଳି ଲାଗୁଛି । ଏଣୁ ଏମାନଙ୍କୁ ଆମ୍ଭେ ମାନେ ସମସ୍ତେ ଏକତ୍ରିତ୍ ହୋଇ ଗାଦି ରୁ ହଟାଇବା ନିହାତି ଜରୁରୀ ଅଟେ । ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏🙏
@kamalakantasahoo693
@kamalakantasahoo693 8 месяцев назад
ଆମେ ଓଡିଆ ଭାରି ବଡିହା ନା ସବୁଠୁ ଝlବେଡିଆ ନହେଲେ 25ବର୍ଷ ଧରି ଭୋଟ ଦେଉଛନ୍ତି l
@manojchaudhury7896
@manojchaudhury7896 8 месяцев назад
ବିଜେଡି ସରକାର ଏତେ ଦୁନିସ୍ଥି ଗସ୍ଥ ମନ୍ତ୍ରୀ ମାନେ ସବୁ ଦିନ ଯୌନ କ୍ରିୟାରେ ସମ୍ପୁକ୍ତ ଅପାରଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ହଟାଅ ଜୀବନ ବଞ୍ଚାଅ ଓଡ଼ିଶାରେ ତାମିଲ ଶାସନ ଚାଲିବ ନାହିଁ ବିଜେଡି ନେତା ପାଲ ବାଉଁଶ ବୁହା କ୍ରୀତଦାସ
@kamalakantasahoo693
@kamalakantasahoo693 8 месяцев назад
ମନେରଖ ଯେକୌଣସି ପାପର ଦଣ୍ଡ ନିଛିତ ଭଗବାନ୍ ଦେବେ।
@ArunKumar-rh2tf
@ArunKumar-rh2tf Месяц назад
Bjd ଶାସନରେ ସବୁ ନେତା ମନ୍ତ୍ରୀ ଅଫିସର ବହୁତ୍ ଅନ୍ୟାୟ, ଅତ୍ୟାଚାର, ଦୁଷ୍କର୍ମ, କରି ଛନ୍ତି, ସେଥି ପାଇଁ ଜଗନ୍ନାଥ ପ୍ରଭୁ, ସହିଲେନି, ତେବେ ସମୟ ଆସିଛି ଦୁର୍ନୀତି ଗ୍ରସ୍ତ ଅଫିସର, ନେତା ମାନଙ୍କୁ, ଦଣ୍ଡ ଦିଆଯାଉ, ସବୁ ଓଡ଼ିଶା ବସୀ ଏକ ହୁଅ,,,, ଜୟ ଜଗନ୍ନାଥ
@sarbeswarmishra6695
@sarbeswarmishra6695 8 месяцев назад
Bjd. Hatao. Odissa. Banchao
@biswabhusanbhanja1561
@biswabhusanbhanja1561 8 месяцев назад
ଏ ଘଟଣା କଣ ନବୀନ ପଟ୍ଟନାୟକ କାନରେ ପଡୁନାହିଁ. ଏ ହେଉଛି ଦୁର୍ନୀତି ପ୍ରତି zero tolerance .
@user-dg6pj4wf8u
@user-dg6pj4wf8u 8 месяцев назад
BJD ସରକାର ରହିବା ପର୍ଯ୍ୟନ୍ତ କାହାରିକୁ ନ୍ୟାୟ ମିଳିବନି BJD ହଟାଅ ନୂଆ ଓଡିଶା ଗଡ
@user-dg6pj4wf8u
@user-dg6pj4wf8u 8 месяцев назад
Orgus news ଚାନେଲକୁ ଅନୁରୋଧ କରୁଛି ଆପଣଙ୍କ ମାଧ୍ୟମରେ ଏହି ଭଉଣୀକୁ ନ୍ୟାୟ ମିଳୁ 🙏🙏🙏
@saisaraswatisishuvidyamand6752
@saisaraswatisishuvidyamand6752 8 месяцев назад
Salute Arguse News
@pabitrahati3106
@pabitrahati3106 6 месяцев назад
ଏହା ବିଜେଡି ର ମାଁ କୁ ସମ୍ମାନ ଗାଁ କାମ।
@AshutoshNayak132-jg7fk
@AshutoshNayak132-jg7fk 8 месяцев назад
Bjd hataa Odiasa bancha
@Savhu1122
@Savhu1122 7 месяцев назад
Very good news argus
@user-eu8xd7sw6s
@user-eu8xd7sw6s 4 месяца назад
ବିଜେଡି ଭିତରେ 60% MLA ମନ୍ତ୍ରୀ ଲୁଟେରା ରେପିସ୍ଟି
@kishorbarik8083
@kishorbarik8083 Месяц назад
❤❤❤❤ Dhanyabad Argus news & Ashish sir
@ranjankumarprusti7950
@ranjankumarprusti7950 4 месяца назад
ସବୁ ସମସ୍ୟାର ଗୋଟିଏ ସମାଧାନ କେବଳ ସରକାର ପରିବର୍ତ୍ତନ ନିହାତି ଦରକାର ।
@simanchalbaghasingh3878
@simanchalbaghasingh3878 4 месяца назад
ସେ ରାସ୍କେଲ୍ ମାନଙ୍କୁ ଜିଆଁଜିଆଁ ଜାଳିଦେବା ଉଚିତ ।
@sudamhaiburu2076
@sudamhaiburu2076 8 месяцев назад
Baba re Ranendra prasad s..
@pradeep7554
@pradeep7554 4 месяца назад
ଓଡିଶା ରେ ଜନ ତା ମାନେ ସୁରକ୍ଷିତ ନୁହନ୍ତି ପୋଲିସ ମାନେ ସରକାର ଙ୍କ ଗୋଲାମ ହୋଇ ଜନତାଙ୍କ darauch
@odiacomedyforu2896
@odiacomedyforu2896 8 месяцев назад
ବିଜୁ ପୁଅ ସରକାର ରେ ଏମିତି ହୁଏ , ଏଇଟା ତା ବୋପାର ସ୍ୱପ୍ନ !
@gurucharanbarik7817
@gurucharanbarik7817 7 месяцев назад
👍👍👌👌😜😂😂😂😂😂😂
@TaranisenaPatra
@TaranisenaPatra Месяц назад
ଜୟ ସଦ୍ ଗୁରୁ ଦେଵ
@Dineshkumar-fn2to
@Dineshkumar-fn2to 3 месяца назад
J, jagannath h, mahadev good 👍👍👍
@amentertainment6998
@amentertainment6998 Месяц назад
ସୁଶାନ୍ତ ଶତପଥୀ କୁ ଚାକିରୀରୁ ବହିଷ୍କାର କରାଯାଉ, ଭାରତୀୟ ଆଇନ୍ ଅନୁଯାୟୀ ଆରେଷ୍ଟ କରାଯାଉ
@DebangineePradhan
@DebangineePradhan 2 месяца назад
Satya ra jai he u. Jai Jagannath. Jay hind.
@bikramkishornaik9074
@bikramkishornaik9074 6 месяцев назад
ଆଜି ପର୍ଯ୍ୟନ୍ତ କେଉ ସ୍କୁଲ ରେ ଭଲ ଶିକ୍ଷକ କିମ୍ବା ପାଠ ପଢା ହେଉଛି କହିପାରିବେ କି ବିଜେଡି ବିଧାୟକ ବାମନ୍ତ୍ରି ସବୁ ସଲା ଚୋର
@user-el3ob7my5r
@user-el3ob7my5r 6 месяцев назад
Jay Argous
@user-uh1lw1dj3t
@user-uh1lw1dj3t 22 дня назад
Good news sir ❤
@vloggerbabu9732
@vloggerbabu9732 8 месяцев назад
Police ର ପୋଲ୍ ବୋଲ୍ ସବୁ ବିଜେଡି ନା ରେ ସହାୟ ହୋଇ ବହୁତ୍ ଉଚ୍ଛୁଳୁ ଛନ୍ତି କଡ଼ା ନିଷ୍ପତି ନିଅନ୍ତୁ,,,,ଆଉ ଜନତାଙ୍କୁ କଡ଼ା କଡ଼ି ସୁରକ୍ଷା ପ୍ରତି ପ୍ରଦାନ କରାଯାଉ🙏🙏🙏
@manoranjanpanda5536
@manoranjanpanda5536 18 дней назад
ବିଜେଡି ଚବିଶ ବର୍ଷ ଶାସନରେ କେଳେଙ୍କାରୀ ଓ ଦୁର୍ନୀତି ଶାସନ ଚଳାଇଥିଲା, ଏ ନବୀନ ପଟ୍ଟନାୟକ ଓଡିଶାକୁ ଵରବାଦ କରିଛି, ମୁଖ୍ୟମନ୍ତ୍ରୀ କଣ ପିଅନ ହେବାପାଇଁ ୟାର ଯୋଗ୍ୟତା ନାହିଁ, ଜୟ ଜଗନ୍ନାଥ,
@jatindrananda4648
@jatindrananda4648 Месяц назад
ଧନ୍ୟବାଦ ସୁଧାଂଶୁ ସାର
@sanu3983
@sanu3983 9 дней назад
ମାଗିହା ନବୀନ ପେଳ ଚଟା କୁରୁର ମାଗିହା ପୋଲିସ ଶୁଶାନ୍ତ ସତପଥୀ ତ ମାଇକିନା କୁ ବେପାର କରୁ ନ ତମାଇକିନା ର ଦୁଧ ଦୁଇଟା ଓଡ଼ିଶା ଲୋକ ଖାଇବେ ମାଗିହା ଡିଜି ଆଉ Sp ତ ଝିଅ ବିଆରେ ବି ଆଙ୍ଗୁଳି ମାରୁଥିବୁ ମାଗିହା ପୋଲିସ
@Bhujabal972
@Bhujabal972 8 месяцев назад
Odisha re yogi ji darakar
@user-ui6rq6np1f
@user-ui6rq6np1f 5 месяцев назад
Orgus news ku salam
@debidasimohanty4356
@debidasimohanty4356 2 месяца назад
Durgashis Babu apana jogajanma.god bless you.
@kalpatarusahoo1395
@kalpatarusahoo1395 Месяц назад
Arugs druga Bhai ku dhanya bad
@kamallochannayak9660
@kamallochannayak9660 3 месяца назад
Thanks Argus
@bijaykumarmishra7689
@bijaykumarmishra7689 8 месяцев назад
Ea houchi amora system Rakhyak police heuchi bhakhyak au
@billapani6993
@billapani6993 8 месяцев назад
ଦୁଃଖର ବିଷୟ ଏ ଭଳି ଶାସନ ଛି,
@nayakk.c2621
@nayakk.c2621 Месяц назад
Only in BJD Time
@user-pq7bz9tx9h
@user-pq7bz9tx9h Месяц назад
ଛି ରେ ନିଲଜ
@rdxboy7776
@rdxboy7776 5 месяцев назад
❤❤❤
@bijaymohanty2248
@bijaymohanty2248 8 месяцев назад
ବିଜେଡି ସରକାରରେ ଏଭଳି କାମ ପାଇଁ ଲାଜ ଲାଗିବନି । ଦୁର୍ନୀତିଗ୍ରସ୍ତଙ୍କୁ ରାଜ୍ୟ ସରକାର ଅଧିକ ପ୍ରଶଂସା କରି ପ୍ରୋତ୍ସାହିତ କରନ୍ତି ଓ ସୁରକ୍ଷା ଦିଅନ୍ତି ।
@user-fh5pi5ls8v
@user-fh5pi5ls8v 5 месяцев назад
Super hero Argus news
@dilipsamal4536
@dilipsamal4536 2 месяца назад
ସରକାର କୁ ଭାଇ ଭଉଣୀ ମାନେ ଦାବି କର ବିଜେଡି ସରକାର ଭଲ ମ ପାଇଁ ଭଲ କିନ୍ତୁ ତାଙ୍କ ଦଳ ରେ କିଛି ଖରାପ ନେତା ମାନଙ୍କ ପାଇଁ ଏତେ ନାଟ
@RajipNayak-cy2vv
@RajipNayak-cy2vv Месяц назад
Tha nks argas
@sivajirajpradhan1287
@sivajirajpradhan1287 8 месяцев назад
argus news is only channel which is doing unbiased reporting
@sop828
@sop828 8 месяцев назад
Nabina's Mission Shakti
@user-ib6to2qv8p
@user-ib6to2qv8p Месяц назад
🙏🙏
@user-dg6pj4wf8u
@user-dg6pj4wf8u 8 месяцев назад
Super orgus🙏🙏🙏w
@prabhatswain3792
@prabhatswain3792 8 месяцев назад
बीजेडी हमेशा जीत है लेकिन उसको हटाने वाला कोई है ही नहीं लगता । इसलिए हटा नहीं है उसी के पीछे बहुत बड़ा षड्यंत्र रचा जा रहा है । बहुत बहुत धन्यवाद अरगोस ।
@jitendrakumarbhoi2137
@jitendrakumarbhoi2137 8 месяцев назад
Superb reporter
@premapardia6974
@premapardia6974 4 месяца назад
I'm salute to Argus News 🇮🇳🙏
@jamanakarreyya5212
@jamanakarreyya5212 6 месяцев назад
Very good information about Mahila Suraksha in Odisha...by Police Department...ofcourse not all...
@niranjansenapati131
@niranjansenapati131 8 месяцев назад
Mission sakti maa mane sunantu
@sujitkumarbhoi2645
@sujitkumarbhoi2645 Месяц назад
Very nice
@jatindrananda4648
@jatindrananda4648 Месяц назад
ମାଦର ଚୋଦ ସୁଶାନ୍ତ... ହାରାମି ରାଜା...
@swadhinkumarjally172
@swadhinkumarjally172 Месяц назад
Argus newes odishara no1 4rth stambha nirvikata sahit odisha basinka agare pratek satya ghatana prakash karu thibaru sat..sat dhanya bad
@partimabarik2645
@partimabarik2645 6 месяцев назад
Thank you Augus news🎉
@user-oq8eu2jn6f
@user-oq8eu2jn6f 8 месяцев назад
Aita kebala bjdra trailer agaku picture bahut achhi
@vp_gotohll
@vp_gotohll Месяц назад
Let the. Action be initiated by Govt.
@sunilkumarjena1789
@sunilkumarjena1789 8 месяцев назад
DURGA BABU, APANANKU NAMASKARA, EMITI SATYAKU LOKALOCHANAKU ANUTHATU, DHARMA APANANKU SAHAYA HUANTU. 🙏
@bulibehera6598
@bulibehera6598 3 месяца назад
CBI tadanta heba darakar
@user-rf1pt6to7f
@user-rf1pt6to7f 8 месяцев назад
BJD ସରକାରଙ୍କୁ ନ ହଟାଇବା ପର୍ଯ୍ୟନ୍ତ ପୋଲିସ ଅଧିକାରୀ ସୁଦୁ ଦିବେ ନାହି
@subashchandradash4620
@subashchandradash4620 7 месяцев назад
Very nice information durgasish
@duggulimelite428
@duggulimelite428 8 месяцев назад
Eha bahuta bada dukha o lajitଏହା ବହୁତ ଦୁଃଖ ଓ ଲଜ୍ୟା ଘଟଣା . ଏହିପରି ବହୁତ ଘଟଣା ଘଟୁଛି . କିନ୍ତୁ ଓଡିଶା ରାଜ୍ୟ ର ଲୋକଙ୍କୁ ଲଜ୍ୟା ଲାଗୁନାହିଁ . ଓଡିଶା ରାଜ୍ୟର ଭାଇ ଓ ଭଉଣୀ ମାନେ ଆଉ କେତେଦିନ ମାଗଣା ଖାଇ ଖାଇ ଗୋଟେ ଲମ୍ପଟ ଦଳ କୁ ଶାସନ କରିବାକୁ ସୁଯଗ ଦେବ . ଦୟାକରି ଓଡିଶା ର ଭାଇ ଓ ଭଉଣୀ ସମସ୍ତେ ସଠିକ ରାସ୍ତା ର ଚାଲିଲେ , ସରକାରୀ ଗୁଣ୍ଡା ଓ ନେତା କୁ ଫିଙ୍ଗିବା ପାଇଁ ବେଶୀ ସମୟ ଲାଗିବନି .
@tamradhwajnayak8510
@tamradhwajnayak8510 7 месяцев назад
Abhaya babu jaha kahuchhanti right
@user-ui6rq6np1f
@user-ui6rq6np1f 5 месяцев назад
Bjd hina sarkar
@user-ct3gx7iz3x
@user-ct3gx7iz3x Месяц назад
Mahan sir aibe sidha karidebe
@sonijena1657
@sonijena1657 7 месяцев назад
Dekha re tigiria basi chhi chhi
@Sonamswain936
@Sonamswain936 8 месяцев назад
Madam Bjd sasana Police Bjd ra Ama manku kichi Naya milibani
@kubernayak5737
@kubernayak5737 7 месяцев назад
ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସଲା ଏତେ ବଡ ବେଇମନ୍ ଆଊ ସେ ପୁଲିସ୍ କୁ ଲୁହା ରଡ ତତେଇ ମାରିବା କଥା
@Diamond.supar.
@Diamond.supar. 2 месяца назад
ଅଭୟ ଜିତିବ ବୋଲି ମୁଁ ଜାଣିଚି ❤
@subashchandragouda3684
@subashchandragouda3684 Месяц назад
😊
@user-fq5gb9ep9e
@user-fq5gb9ep9e 24 дня назад
ଶେଷରେ ପ୍ରଭୁ ନେଲେ ନିଷ୍ପତି ।
@jayantakumarsenapati56
@jayantakumarsenapati56 8 месяцев назад
Take revenge. Don't vote for that party
@sangitabiswal3528
@sangitabiswal3528 7 месяцев назад
👍👍👍👍👍👍👍👍👍👍👍🍭🍭
@bulibehera6598
@bulibehera6598 3 месяца назад
It's true figer of BJD,
@NahedaPr-fr8ni
@NahedaPr-fr8ni 3 месяца назад
Bjd hataa odisha ku bancha congress ku bhot diantu paribartan haba darakara
@akulamallick9014
@akulamallick9014 28 дней назад
Dhanyare sp mahodaya. Aau kemiti hele case karithanta.
@manmathsahoo8498
@manmathsahoo8498 6 месяцев назад
Polyester stri Ko ek Katha koyle kemiti Lage Thakur Suraksha ke dobo
@user-rd7ci2dn8x
@user-rd7ci2dn8x 2 месяца назад
Tanka.batiki.jitiba
@user-wi5ry8vk3d
@user-wi5ry8vk3d 8 месяцев назад
Argus.new.sarkarnk.birodhare.lagija.nirbachan.asuchhi
@pitabashsethi9005
@pitabashsethi9005 5 месяцев назад
ପୋଲିସ ଗୁଛି କାଟି ଦିଆଯାଉ।
@deepakkhatua9828
@deepakkhatua9828 8 месяцев назад
A pari Athagarh ra sabu police
@nitsim
@nitsim 8 месяцев назад
Naba das pari Raja swain abasta hebani ta ??? Heijau mu kahuci . Apana nka mata !?
@keshabbhue6992
@keshabbhue6992 6 месяцев назад
ଏଇ ଟା କଳିଙ୍ଗ ଷଣ୍ଢ ମାଗିହା ନବୀନ ସରକାର କାମ
Далее
Symmetrical face⁉️🤔 #beauty
00:15
Просмотров 3,6 млн
Китайка Шрек всех Сожрал😂😆
00:20
Vishnu Sahasranamam Ms. Subbulakshmi
31:27
Просмотров 9 млн
Symmetrical face⁉️🤔 #beauty
00:15
Просмотров 3,6 млн