ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସଙ୍କ ବଡଖୁଲାସା । ସେପଟେମ୍ବର ମାସର ମନ୍ତ୍ରୀ ଦିବ୍ୟଶଙ୍କର ଟୁର ରେକର୍ଡ କରିବ ଖୁଲାସା । ସେପଟେମ୍ବର ୨୧ ରୁ ୨୫ ତାରିଖରେ ମନ୍ତ୍ରୀ ଦିବ୍ୟଶଙ୍କର ଜୁନାଗଡ ଯାଇଥିଲେ। ମନ୍ତ୍ରୀ ଦିବ୍ୟଶଙ୍କର ଟୁର ରେକର୍ଡ ସର୍ବସାଧାରଣରେ ପ୍ରକାଶ କରାଯାଉ ବୋଲି ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RU-vid: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter
8 окт 2024