Тёмный

ଭାଇରଲ ହେଉଛି ବବି ଆଉ ପାଣ୍ଡିଆନ ଙ୍କ ସିକ୍ରେଟ ଫୋନ କଲ ରେକଡିଙ୍ଗ  

Chandrama Khabar
Подписаться 49 тыс.
Просмотров 297 тыс.
50% 1

ଭାଇରଲ ହେଉଛି ବବି ଆଉ ପାଣ୍ଡିଆନ ଙ୍କ ସିକ୍ରେଟ ଫୋନ କଲ ରେକଡିଙ୍ଗ #chandramakhabar #odishanews

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 365   
@POLICEMITRA-qx4hb
@POLICEMITRA-qx4hb 2 месяца назад
ଏ ମଘିଆ ଟା ବେଶି ଛୋଡ଼ି ହଉଚି, ଏ ହେଉଚି BJD ର ତଳ ଟା,
@s.kbehera2828
@s.kbehera2828 2 месяца назад
ଏ ଶଙ୍କରା ଶଳା ଟା କଣ ? ରାଜନୀତିଜ୍ଞ ଏଟା କୁ କଣ ପଚାରୁଛନ୍ତି ମିଡିଆ ବାଲା । ନା ଚନ୍ଦ୍ରମା ନିଉଜ୍ ଚାନେଲ । ନା ଅସର୍ପା ଗୋଟେ ଚଢେଇ ।
@sudamsamal9534
@sudamsamal9534 2 месяца назад
ଏଇଟା ମାଗିହା କୁ କେହି ଦେଖବେନି ବୋଲି ବବି ପାଣ୍ଡିଆ ନାଁ ଲେଖି ଛାଡ଼ୁଛ
@Mamatarani845
@Mamatarani845 2 месяца назад
Hn thik katha
@subashpradhan3586
@subashpradhan3586 2 месяца назад
ତୁମେ ବିଜେଡ଼ି ଦଳ 25 ବର୍ଷ କଣ କରିଚ ନିଜକୁ ପଚାର
@Yashbahi12693
@Yashbahi12693 2 месяца назад
ଏଟା ଗୋଟେ ପରମ ଶଙ୍କରା 😅
@ramachandrasahoo2647
@ramachandrasahoo2647 2 месяца назад
A Gadin ku gote Lata mara
@roshanrajkumar1784
@roshanrajkumar1784 2 месяца назад
😂 ମଧୁର ମୂହ୍ନା 😂😂😂😂😂😂
@Narayan-ov8tv
@Narayan-ov8tv 2 месяца назад
ଏଇଟା ପରମ ମାଗିହା ଶଙ୍କର
@subasnayak1510
@subasnayak1510 2 месяца назад
ଦୁଃଖ ଲାଗେ ଓଡିଶା ର ଗଣମାଧ୍ୟମ ର ପ୍ରତିନିଧି ଙ୍କ ପାଇଁ ଏଇଟା କୋଉ ବାଳ ରେ ବାଳ ଏଇଟା ର ଯୋଗ୍ୟତା କଣ ଯାହାର ପ୍ରଚାର କରୁଛ କେବଳ ଟଙ୍କା 500 ପାଇଁ
@sudarsanbehera4884
@sudarsanbehera4884 2 месяца назад
ବାଣ୍ଡର ନାଁ ଅଛି ହେଲେ ୟାରନା ନାହିଁ କିନ୍ତୁ ମିଡ଼ିଆ ବାଲା ବୁମ୍ ନେଇ ତାମୁହଁ ରେ ମାଡୁଛନ୍ତି
@asisdas9977
@asisdas9977 2 месяца назад
ଆପଣ ଜାଣିବା ଆବଶ୍ୟକ ଯେ ଆପଣ ଯାହାଙ୍କୁ କହୁଛନ୍ତି ୫୦୦ ଟଙ୍କା ରେ ବିକି ହେଇ ଯାଇଛି ଜଣଙ୍କ ହେଲେ +୨ ଶିକ୍ଷକ ଜଣେ ମୂର୍ଖ କି ଅନ୍ଧ ଭକ୍ତ ନୁହନ୍ତି.. ସେ ଯାହା କହିଛନ୍ତି ଅପ୍ରିୟ ସତ କଥା.. ଆପଣ ଯଦି ନିରପେକ୍ଷ ହୋଇ ଭାବିବେ.. ଦଳ ସବୁ ଭୁଲିକି ଗୋଟେ third person view ରେ.. ତାହାଲେ ଜାଣି ପାରିବେ ସବୁ ସତ କଥା.. ସବୁ କଥାରେ BJP କୁ ସମର୍ଥନ ଦେବା ଆଉ କିଛିଟା ହାତ ଗଣତି ନେତାଙ୍କ ପାଇଁ ଆଜି BJD ଜିତି ପାରିଲାନି.. ଆଉ କିଛି ଜଣ କହୁଛନ୍ତି କି ସେ କଂଗ୍ରେସ ରୁ funding ପାଉଛନ୍ତି ବୋଲି.. କଂଗ୍ରେସର manifesto ରେ ମନ୍ଦିର ମସଜିଦ ଲେଖା ହୋଇ ନଥିଲା କିନ୍ତୁ BJP ର କଣ ପାଇଁ ଲେଖା ହେଇଚି.. ଆମ ଧର୍ମ କଣ ଏତେ ଶସ୍ତା ଯେ ଲୋକ ଆସିକି ରାଜନୀତି କରିକି ଭୋଟ ମାଗିବେ ଆଉ ଆମେ କିଛି ନ ଭାବି ନ ପଢି ଭୋଟ ଦେବା ମଧ୍ୟ? ପ୍ରଧାନ ମନ୍ତ୍ରୀ କହିଲେ ଯେ ସିଏ ଶ୍ରୀ ରାମ ଙ୍କୁ ଆଣିଛନ୍ତି ବୋଲି.. ଏହି କଥା ଟି କହିବା କଣ ଠିକ? NEET ପରୀକ୍ଷା paper leak ବିଷୟ ରେ କହିବା ସମୟ ରେ ରାହୁଲ ଗାନ୍ଧୀଙ୍କ mic ବନ୍ଦ କରିବା କଣ ଠିକ? ମଣିପୁର ରେ ଏତେ ଲୋକ ମରିଲେ ପ୍ରଧାନ ମନ୍ତ୍ରୀ ସେଇଠି କି ଗଲେନି କି ସେ ବିଷୟ ରେ କଥା ଭି ହେଲେନି ସେଇଟା କଣ ଠିକ? ଗୁଜୁରାଟ ର ଶ୍ରମିକ ଙ୍କୁ ଆଣିକି ରାମ ମନ୍ଦିର ବନା ହେଲା କିନ୍ତୁ ଆସିକି ଏଠି ଭାଷଣ ରେ କହିବା କି ତାମିଲ ରୁ ଶ୍ରମିକ ଆସିକି ଓଡିଶା ରେ କାମ କରୁଛନ୍ତି କହିବା କଣ ଠିକ? ୧୫ ଲକ୍ଷ ଟଙ୍କା ଆସି ଥାନ୍ତା ସମସ୍ତଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ କୁଆଡେ ଗଲା ସେ ଟଙ୍କା ଆପଣ ସରକାର କୁ ପଚାରି ପାରିବେ କି? ୬ କୋଟି ନିଯୁକ୍ତି ଆସି ଥାନ୍ତା କୁଆଡେ ଗଲା ସରକାର କୁ ପଚାରି ପାରିବେ କି? COVID Vaccine ଖରାପ ବାହାରିଲା ପରେ ଜନତା ଙ୍କୁ କିଛି ନ କହି Website ରୁ ଫଟୋ ହଟେଇ ଦେବା କଣ ଠିକ? କହିଲେ କି କଂଗ୍ରେସ ୭୦ ବର୍ଷ ରେ ସବୁ ଧନ ଖାଇ ଗଲା, ତାହାଲେ ଭାରତ ର ସବୁଠୁ ଧନୀ ଦଳ BJP ୧୦ ବର୍ଷରେ ହେଲା କେମିତି? ଯଦି ବିଶ୍ୱାସ ହଉନି ତାହାଲେ ନିଜେ Google ରେ search କରନ୍ତୁ.. ଛାଡ଼ନ୍ତୁ ସେ katha ଏବେ ଆପଣ ଏହି ଶିକ୍ଷକଙ୍କ ବିରୁଦ୍ଧ ରେ କହୁଛନ୍ତି.. ମୁଁ ଯଦି ଆପଣ ଙ୍କୁ BJP କି ବିଜେଡି ରୁ funded ବୋଲି କୁହେ.. ଆପଣ ଙ୍କୁ ଭଲ ଲାଗିବ ତ? ସବୁ ବେଳେ ଭାବି ଚିନ୍ତି କମେନ୍ଟ କରନ୍ତୁ.. ବନ୍ଦେ ଉତ୍କଳ ଜନନୀ! ଜୟ ହିନ୍ଦ! ଜୟ ଭାରତ! ଜୟ ସମ୍ବିଧାନ!🇮🇳
@satyabratasahoo2577
@satyabratasahoo2577 2 месяца назад
​@@asisdas9977ଯଦି ଶିକ୍ଷିକ ତାହା ହେଲେ ଅନ୍ଧ ଭକ୍ତ ପରି କଂଗ୍ରେସ ବଚନ କାହିଁକି ଶୁଣଉଛି ସେ ଜାଣି ନାହିଁ କି ଆମ ରାଜ୍ୟ କୁ କଂଗ୍ରେସ କେତେ ବର୍ଷ ଧରି ଶାସନ କରି ରାଜ୍ୟ ରେ କ'ଣ ବିକାଶ କରିଛି , ସେ ଅନ୍ଧ ଭକ୍ତ କୁ ଟିକିଏ ପଚାର
@Blacktiger248
@Blacktiger248 2 месяца назад
​@@asisdas9977BJD ଶାସନ ଭଲ ଗୁଣ୍ଡାରାଜ କରୁଥିଲା ଓଡ଼ିଶା କୁ ପଟି ମାରିକି ଖାଉଥିଲା ଏଇଟା ତୁମ ମାନକୁ ଭଲ ଲାଗୁଥିଲା ତୁମ ଭଳିକା ମାଗିଆ ମାନଙ୍କୁ ଆଉ କଣ କୁହା ଜୀବ 🙏🤭
@SudhansuSwain-cm4gi
@SudhansuSwain-cm4gi 2 месяца назад
କିଛି କାମ ନାହିଁ ଏମିତି ମିଡ଼ିଆ ବାଲାଙ୍କ ର ବୋଧେ
@iswarchandrasardar1694
@iswarchandrasardar1694 Месяц назад
ବ୍ୟଭିଚାରର ଶେଷ ବାଟ ହେଉଛି ରାଜନୀତି ।
@lilyhati2185
@lilyhati2185 2 месяца назад
ମିଡ଼ିଆ କୁ ନ ଡରି ନିଭୟର ସହିତ କହିଥିବାରୁ ବହୁତ ବହୁତ ଧନ୍ୟବାଦ
@SantoshSingh-jx6wy
@SantoshSingh-jx6wy 2 месяца назад
B J D ସବୁ ଚୋର ସେମାନେ ଅତି ରୁ ଇତି କରିଛନ୍ତୀ ବିରୋଧ କରିବେ କାହାକୁ
@amiyakumardas744
@amiyakumardas744 2 месяца назад
ତୋ ଓପରେ ଆଗ action ନେବା କଥା
@lipunbarik5530
@lipunbarik5530 2 месяца назад
ବିଜେପି ବିରୁଦ୍ଧ ବହୁତ୍ କୁହେ ଏଇ ଲୋକ
@Stutee24
@Stutee24 2 месяца назад
Bhai ea pura khatakhat congresia
@sanghamitradas371
@sanghamitradas371 2 месяца назад
Aba khangress 2g neta
@Stutee24
@Stutee24 2 месяца назад
@@sanghamitradas371 bahut birakta Lage ei lokara katha sunile,deshadrohi bhali lage😄😄
@sanghamitradas371
@sanghamitradas371 2 месяца назад
@@Stutee24 purapuri thik katha kahucha
@nirmalbehera523
@nirmalbehera523 2 месяца назад
BJP kan tam bapa na jejebapa
@satyanayakodiavlogs
@satyanayakodiavlogs 2 месяца назад
ଏଇଟା ଗୋଟେ ବହକା ଟେ ଏଇଟାକୁ କଣ କହିବି ମୋର ଭାଷା ନାହିଁ
@kshirodkumarbehera5105
@kshirodkumarbehera5105 2 месяца назад
ବିଜେପି ଆକ୍ସନ ନେବା ପୂର୍ବ ରୁ ଶହେଥର ଚିନ୍ତା କରୁଛି ଏବେ।
@saratparida1946
@saratparida1946 2 месяца назад
ଶଳା କୁକୁର ବହୁତ୍ ବକ ବକ ହେଉଛି
@CHHABIPRADHAN-cf8ce
@CHHABIPRADHAN-cf8ce 2 месяца назад
ଏଇଟା କିଏ . ଏଇଟା ହେଲା ବିଦେଶୀ papu ର କୁକୁର
@niranjanmajhi3134
@niranjanmajhi3134 2 месяца назад
ଏଇଟା ତା ଜେଜେ ମା ସହ comedy ଭିଡିଓ କରିବା ଲୋକ। ସେ ରାଜନୀତି ବିଷୟରେ କଣ ଜାଣିଛି ତାକୁ ପଚାରୁଛ।
@hrudanandasahuofficial
@hrudanandasahuofficial 2 месяца назад
ବିଜେଡିଦଳ ଛି ଛି
@budhiramnahak3209
@budhiramnahak3209 2 месяца назад
ଆଜି କଣ ଭ୍ରୂଲତା ଭଙ୍ଗୀ କମି ଯାଇଛି .ଠାଣି ବି ଫାଙ୍କା ଫାଙ୍କା ଲାଗୁଚି
@subratdas2582
@subratdas2582 2 месяца назад
Media ବନ୍ଧୁ ମାନଙ୍କୁ ମୁ କହୁଛି, ବନ୍ଧୁ ଏ ଟୋକା ଟା କିଏ କି, ତାର ବାଇଟ୍ସ ନେଉଛ, ଏଇଟା ଗୋଟେ ଷ୍ଟାଣ୍ଡାର୍ଡ less ଟୋକାଟେ
@ranjitsabar6103
@ranjitsabar6103 2 месяца назад
ବେକାର news ଫାଲତୁ କଥା
@Lakshmikanta-kz6ct
@Lakshmikanta-kz6ct 2 месяца назад
କଂଗ୍ରେସ ଟା ଏଇଟା
@dr.girijashankarbal1028
@dr.girijashankarbal1028 2 месяца назад
ଏଇଟା ଗୋଟେ କୋଉ ଲୋକ ତାଙ୍କୁ ସାମ୍ବାଦିକ କଣ ପଚାରୁଛନ୍ତି
@Trupti-lj4ed
@Trupti-lj4ed 2 месяца назад
ପବନ ଜଉଆଡେ ଶଙ୍କରା ସେଇ ଆଡେ 😂😂😂😂😂😂😂😂😂😂
@sachikantapatel4665
@sachikantapatel4665 2 месяца назад
Right point
@niranjanpradhan4800
@niranjanpradhan4800 2 месяца назад
ଏ ଶଙ୍କର ବାବୁ ଠିକ୍ କହିଛନ୍ତି ❤❤❤
@SamirKumarDalei1375
@SamirKumarDalei1375 2 месяца назад
ଏଟା ପରମ ମାଘିଆ ଟା
@nilakanthasahoo8101
@nilakanthasahoo8101 2 месяца назад
ତୁ ଭି ତ୍ ଜନ୍ମ ହେଇ ଚୁ ବୋଗିହା
@ajaybadjena6799
@ajaybadjena6799 2 месяца назад
ବି ଜେ ଡି ର କମଳ ଯାକ ବାଳ,ମିଛ କହିବା ଅଭ୍ୟାସ ଗତ ପେଷା,
@srisaidesignvastu9209
@srisaidesignvastu9209 2 месяца назад
ତୂମେ ଜାଣିବାକୁ ବହୁତ ସମୟ ଲାଗିବ ! ରାଜନୀତି ହେଉଛି ଡହରା , ଚୋର ନୀତି ,ଭଦ୍ରଲୋକ ରାଜନୀତି ଠାରୁ ଦୁରରେ ରୁହନ୍ତି !
@DhirendraNayak-gb2sh
@DhirendraNayak-gb2sh 2 месяца назад
ଏ ମିଡ଼ିଆ ବାଲାଙ୍କୁ କଣ ନିୟୁଜ ମିଳୁନି କାହାକୁ କଣ ପଚାରୁଛନ୍ତି
@pramodkumarnayak2720
@pramodkumarnayak2720 2 месяца назад
Naveen Pattanaik ❤❤❤
@santilatanayak8427
@santilatanayak8427 2 месяца назад
ଏ ବହୁତ ବଡ ଜ୍ଞାନୀ ବୋଲି ମୁଁହ କୁ ବଙ୍କା କରୁଛି
@subratdas2582
@subratdas2582 2 месяца назад
ତୁ ପେଲେଇ ପୁଅ, ରାଣ୍ଡି ପୁଅ ଅନନ୍ତା,... ଛୋଡ଼ି ପୁଅ ତୁ ସବୁ ଜାଣିଚୁ ଆଉ... ତୋତେ ମୁଖ୍ୟ ମନ୍ତ୍ରୀ ର ତଳ ଟା କରି ଦବା
@user-wm8cg7op4b
@user-wm8cg7op4b 2 месяца назад
ପେଳ
@ganeshsahu7883
@ganeshsahu7883 2 месяца назад
Bjd କିଛି କହିବା ଭି ଦରକାର ନାହିଁ ଜନତା ଭୋଟ ଦେଇଛନ୍ତି ସେଇ ଜନତା ବୁଝିବା ଭି ଦରକାର Bjp ଭି election asile କହୁଥିଲେ ସେମିତି bjd ଭି election ଆସିଲେ ହିଁ କହିବା ଦରକାର ନ ହେଲେ ଜନତା କରିବା ଭୁଲ କେମିତି ବୁଝିବେ ।
@AshokPanda-qt4qn
@AshokPanda-qt4qn 2 месяца назад
Correct 👍
@padmacharanpadmacharanpatr3978
@padmacharanpadmacharanpatr3978 Месяц назад
ଆରେ ମାଗ୍ୟା ସିଏ ତ ପ୍ରତିଶୁତି ଦେଇଛି ଆଉ ପ୍ରତିବାଦ ଦେବାର ଆବଶ୍ୟକତା କଣ ପାଇଁ ସିଏ ତା ପ୍ରତିଜ୍ଞା ପାଳନ କରନ୍ତୁ
@user-uv5nj3fr1j
@user-uv5nj3fr1j 2 месяца назад
ଏ ମିଡ଼ିଆ ଵାଲା ଗୁଡା ଏତେ ଶସ୍ତା ହେଇଯାଉଛନ୍ତି କାହିଁକି... ଏସସ୍ତା ଲୋକ ଗୁଡ଼ାଙ୍କୁ କାହିଁକି ଦେଖାଉଚି
@birupakhyapanda8513
@birupakhyapanda8513 2 месяца назад
ଏ ମାଇ ଗିଆ ସବୁ ପାଣି ଛି
@supravayoutube484
@supravayoutube484 2 месяца назад
ଏଇଟା ହଉଛି ପରମ ମାଗିହା
@user-fh6jj7xe5y
@user-fh6jj7xe5y 2 месяца назад
ଏ ଚସମିସ କିଏ ଭାଇ ଏଟାକୁ ଲାଟିନ ସଫା କରାନତୁ 👈🏻👈🏻👈🏻
@sambalpuriartistzone2576
@sambalpuriartistzone2576 2 месяца назад
ସେ ବାବୁ ସବୁ କଥା କୁ ଆଗେ ଜାଣନ୍ତି, ସବୁ କଥାରେ ଜାଣିଛି
@manoranjanpati2077
@manoranjanpati2077 2 месяца назад
କାଇଁ ତମ ସପ୍ତଗିରି ଟାଇଗର ଦର ଦାମ କମେଇବେନି। ଏଟା ଗୋଟେ ପଇସା ଖିଆ କୁହାଲିଆ।
@pranaya3971
@pranaya3971 2 месяца назад
ଏଇ ବାଡିଖିଆ ର ମୁହ ଦେଖିଲେ ପିଟି ବାକୁ ଇଛା ହୁଏ।
@Stutee24
@Stutee24 2 месяца назад
Correct
@user-du3xv1kl9s
@user-du3xv1kl9s 2 месяца назад
ଏ ଛତରା କବି କଣ ଜାଣିଛି ତାକୁ ପଚାରୁଛ? ୟା କୁ ଓଡ଼ିଶାର ସବୁ ଜିଲ୍ଲାର ଝିଅ ମନେ ଚପଳ ମାରି ଗୁହ ଖୁଏଇବେ
@nareshchadarasahu9844
@nareshchadarasahu9844 2 месяца назад
Very very good news
@durgeshpatra4498
@durgeshpatra4498 2 месяца назад
ଏ ବାଳ ଲୋକ କୁ କଣ ପଚାରୋଛ
@harekrushnabehera3138
@harekrushnabehera3138 2 месяца назад
ବା..... କଥା । ବବି ପାଣ୍ଡିଆର ନାଁ ଲେଖି ପରମ ଶଙ୍କରାକୁ ଆଗକୁ ଆଣିବାରେ ତାଠୁ ଏ ଗଣମାଧ୍ୟମ କେତେ ମାଲ୍ ନେଇଛି ?
@harikrushnabehera7452
@harikrushnabehera7452 2 месяца назад
ବହୁତ ସୁନ୍ଦର ଉପସ୍ଥାପନା 👍👍👍👍👍👍
@user-cc1sh3wy2g
@user-cc1sh3wy2g 2 месяца назад
Thik katha
@Keonjhar.m
@Keonjhar.m 2 месяца назад
କଉ ଦଳକୁ ମାଫିଆମାନେ ଟଙ୍କା ଦେଇଛନ୍ତି ବିଜେପି କୁ ନାଁ ବିଜେଡିକୁ ଟିକେ କହିଥିଲେ ଭଲ ହୋଇଥାନ୍ତା
@pratimapaikaray7112
@pratimapaikaray7112 Месяц назад
Odissa ra 2nd Sarathi baba Pandu baba , Babi das
@SmitaraniMohanty-c4d
@SmitaraniMohanty-c4d Месяц назад
Thanks vai
@rajeshpradhan319
@rajeshpradhan319 2 месяца назад
Good statement .
@ramachandrasethi6833
@ramachandrasethi6833 2 месяца назад
Right bahi
@chinmayakhatua8667
@chinmayakhatua8667 2 месяца назад
shame on this so called media taking bite from one cartoon
@supravayoutube484
@supravayoutube484 2 месяца назад
ଏ ମାଗିହା ହଉଛି ଦୋଗଲା
@ajaysahoo0243
@ajaysahoo0243 2 месяца назад
You are right
@pradipchakra7182
@pradipchakra7182 2 месяца назад
ତୋର where about କଣ ? ତୁ କଣ ଜାଣିଛୁ?
@malkangiridesiboy2428
@malkangiridesiboy2428 2 месяца назад
ଏହି ଲୋକ କିଛି ଜାଣିନି ଆକୁ ପଚାରିଲେ କ'ଣ କହିବ ! ଭକୁଆ ଭାଣ୍ଡା ...
@sangrambiswal6375
@sangrambiswal6375 2 месяца назад
Bhai badhia katha kahile dhanyawad apananku😂
@manojkumarsi1483
@manojkumarsi1483 2 месяца назад
କଣ ରେ ଶଙ୍କରା ଏମିତି ହଉଛୁ? ବିଜେପି ଓ ବିଜେଡ଼ି ଉଭୟ ଇଲେକ୍ସନ ପରେ ଯେଉଁ ମାଲ୍ ତତେ ଦେବା କଥା ଦେଲେନି ବୋଧେ । ସେଥିପାଇଁ ଏମିତି ହେଉଛୁ ।
@trilochansahoo1299
@trilochansahoo1299 2 месяца назад
Bhai Sabas 👍
@BasantakumarRaul
@BasantakumarRaul 2 месяца назад
ନବୀନ ବାବୁ ଏକ ନମ୍ବର ହାରାମୀ। କାରଣ ସେ ହେଉଛନ୍ତି ବିଜେଡିର ସୁପ୍ରିମୋ। ତାଙ୍କ ଜ୍ଞାତସାରରେ ସବୁ ହୋଇଛି। ସେ ଅନୀତି କରିଛନ୍ତି ଏବଂ କରାଇଛନ୍ତି। ଆଉ ଗୋଟିଏ କଥା ସାମ୍ବାଦିକ ଭାଇ, ବିଜେପି ମୁଖ୍ଯମନ୍ତ୍ରୀ ତ କିଛି କରୁନାହାନ୍ତି ବୋଲି କହୁଛ, ତେବେ ତୁମେ ଟିକେ ମୂର୍ଖମନ୍ତ୍ରୀ ହୋଇ ସବୁ କରିକି ଫାଡିକି ଦେଖେଇ ଦେଲ, ଦେଖିବା। ତୁମକୁ ମୁଖ୍ଯମନ୍ତ୍ରୀ ହେବାକୁ କେହି ତ ମନା କରିନି? ଯେମିତି ତାକତ ଦେଖେଇ ୟୁଟ୍ୟୁବରେ କଥା କହୁଛ, ସେମିତି ତାକତ ଦେଖେଇ ମୁଖ୍ଯମନ୍ତ୍ରୀ ହୁଅ। କିଛି କରିକି ଦେଖାଅ। ଖାଲି ବକ୍୍ୱ ୱାସି କରିବା ଟା ମୂର୍ଖାମୀ। ତେଣୁ ତୁମେ ଯାହା ହୋଇଥିବ ବୁଝି ନିଅ।
@PradeepDehury-tu7yt
@PradeepDehury-tu7yt 2 месяца назад
You are great brother
@arjunrout9853
@arjunrout9853 2 месяца назад
25 ବର୍ଷରେ ବିଜେଡି ଆଉକିଛି ସମସ୍ୟା ରଖିଛିକି 😂😂😂
@MrandMrsmohapatra
@MrandMrsmohapatra 2 месяца назад
Sankara You are the ultimate magic
@sarat1294
@sarat1294 2 месяца назад
Bjd କାହିଁକି ବିରୋଧୀ ଦଳ ଭୂମିକା ତୁଲେଇ ପାରୁନି ? 24 ବର୍ଷ କମେଇଛି ଏବେ ପ୍ରକୃତ ରାଜନୀତି କରନ୍ତୁ
@santoshkumarbehera2038
@santoshkumarbehera2038 2 месяца назад
Congress sabu tk karuchi
@Anulifestyle12
@Anulifestyle12 2 месяца назад
Thik katha Please subscribe 🙏🙏🙏
@pramodrout1879
@pramodrout1879 2 месяца назад
Right 👍
@pramodpanda8976
@pramodpanda8976 2 месяца назад
Right Right Right
@sudhirkhatei6660
@sudhirkhatei6660 2 месяца назад
ଶଳା
@dr.h.parthasarathi885
@dr.h.parthasarathi885 2 месяца назад
ଦୁଃର ବକରା
@keshabjena6623
@keshabjena6623 2 месяца назад
Right bhai
@BijayaBehera-rz3jf
@BijayaBehera-rz3jf 2 месяца назад
Supur
@kalucharanpatra5767
@kalucharanpatra5767 2 месяца назад
ଏଇଟା କୋଉ ଗାଈର ଗୋବର
@rockkyi593
@rockkyi593 Месяц назад
Jai jagannath... Jai shree Ram... Jai BJP
@dipapradhan7550
@dipapradhan7550 Месяц назад
Satta Kohli Gandhi party Jay Ho Shankar Bhai
@amrjitbiswal7243
@amrjitbiswal7243 2 месяца назад
ଭାଇ କୁ ମୁଖ୍ୟ ମନ୍ତ୍ରୀ କରିବା କଥା
@uhkheeyDM
@uhkheeyDM 2 месяца назад
ଏଇ କୁକୁରଟା ଗୋଟିଏ କଥା ବାରମ୍ବାର ଭୁକୁଛନ୍ତି
@purandartandi
@purandartandi Месяц назад
ରାଇଟ କହିଛନ୍ତି ସେହି ଭାଇ
@rabindratudu5215
@rabindratudu5215 2 месяца назад
ଶଙ୍କର ମାଡ ଜାଗା ଦେଖି ବାଜଲା
@user-fq5gb9ep9e
@user-fq5gb9ep9e 2 месяца назад
ତୁ ଗୋଟେ ପରମ ବେହିଆ ଶଂକର ମାଡ କହି ନିଜକୁ ଆଉ ପଣ୍ଡିତ ଦେଖାନି ହାରାମି ତୋ ଉପରେ ସ୍ବତନ୍ତ୍ର ଫୋକସ୍ ରହିଲାଣି,କେବେ ହଜିଜିବୁ ସେହି ଅଜଣା ସ୍ଥାନ ରେ କେହି ବି ନଥିବେ ,ପାଣି ବି ନଥିବ ଖଲି ଗୋଟିକିଆ ଘର । ବାସ୍ ।
@seemapanda5689
@seemapanda5689 2 месяца назад
BJD has lost its relevance Navin Patnaik has no right to be an opposition leader his party is party of goons Pandian Bobby Das and Raghunandan should be suspended immediately otherwise everyone will loose respect for Navin Patnaik
@abhiramachary7450
@abhiramachary7450 2 месяца назад
Mg
@ambujasahu7971
@ambujasahu7971 2 месяца назад
ଲେଖୁଛ ଗୋଟେ ଦେଖାଉଛ ବାଳ ଲୋକଙ୍କୁ ବବି କାଇଁ ପାଣ୍ଡିଆନ କାଇଁ
@bharatiyaainodia1885
@bharatiyaainodia1885 2 месяца назад
ତୁମେ କଂଗ୍ରେସ ପାଇଁ କେତେ ମାଫିଆ ଠାରୁ ଆଦାୟ କରିଛ କୁହ ।
@bibhutijena3428
@bibhutijena3428 2 месяца назад
Eataku age pita
@chittaranjanray6449
@chittaranjanray6449 2 месяца назад
Aitta congress party ra loka
@dhusasanabehera1137
@dhusasanabehera1137 Месяц назад
ଏଟା ପରମ ପାଗଳଟା
@PratapBarik-gb6hp
@PratapBarik-gb6hp 2 месяца назад
ଏଇଟା ଶଳା କଂଗ୍ରେସ ଲୋକ ରୁ କଣ ବିଜେପି ହେଲାକି 😄
@lalpatimohanta571
@lalpatimohanta571 2 месяца назад
ଏgalua ଏକ ଦିନରେ ଏ ଲୋକ ସାରା ବ୍ରହ୍ମାଣ୍ଡ ର ଚୁଗ୍ଲି କରିବ । ଏହାର କଥାକୁ କେହି ଶୁଣନ୍ତି ନାହିଁ।
@tariniprasadpati3586
@tariniprasadpati3586 2 месяца назад
B J D End
@durjyadhanmajhi7417
@durjyadhanmajhi7417 2 месяца назад
Good bro
@laxmidharbarik5867
@laxmidharbarik5867 2 месяца назад
Right sabu dala saman
@odishacitynews
@odishacitynews 2 месяца назад
Lekin ek second 🤔
@mitumishra3216
@mitumishra3216 2 месяца назад
Tike Chasa Kale Jani Paribu
@akhilkumarraj1931
@akhilkumarraj1931 2 месяца назад
କାହାର କିଛି ହେବନୀ, ଯାହାହେବ ଓଡ଼ିଶାବାସୀଙ୍କର ।
@bibhuprasadcreation2512
@bibhuprasadcreation2512 2 месяца назад
Welcome Bhai best suggestion,,🎉🎉🎉🎉🎉🎉🎉🎉🎉🎉😢
@surendranarayanpanda8021
@surendranarayanpanda8021 2 месяца назад
ତୁମେ ଗୋଟିଏ ବୁମ ଧରିକି ବାଇଟ ନେଉଥିଲ..ଏବେ କଣ ମିଡିଆ ରେ ବାଇଟ ଦେଲଣି.କିଛି ବୁଝିହେଉ ନାହିଁ.
@chandramanipradhan2198
@chandramanipradhan2198 2 месяца назад
Call ରେକର୍ଡିଙ୍ଗ?
@damodardash1273
@damodardash1273 2 месяца назад
ଓଡ଼ିଆ competent IAS ନାହାନ୍ତି.
Далее
Самый БОЛЬШОЙ iPhone в МИРЕ!
00:52
Просмотров 905 тыс.
Inside Magic city of China | Chongqing
21:42
Просмотров 1,1 млн