Тёмный
No video :(

ମିଛ କହିଥିଲା BJD, ପ୍ରମାଣ କରି ସତ ଧରାଇବ BJP || Ratna Bhandar Key || Puri Srimandir || Odisha Reporter 

Odisha Reporter
Подписаться 2,4 млн
Просмотров 112 тыс.
50% 1

ରତ୍ନଭଣ୍ଡାର ଚାବିକୁ ନେଇ କିଏ ଖେଳୁଥିଲା ? କାହିଁକି ଖୋଲିବାକୁ ପଛଘୁଞ୍ଚା ଦେଉଥିଲା ତତ୍କାଳୀନ ବିଜେଡି ସରକାର ? ଏପରିକି ଚାବି ନମିଳିବା, ଡୁପ୍ଲିକେଟ ଚାବି କଥା କାହିଁକି ଉଠିଥିଲା ? କାହିଁକି ଏକଥା କୁହାଯାଇଥିଲା, କିଏ କୁହାଇଥିଲା, ଆଗାମୀ ଦିନରେ ତା ଉପରେ ନିଶ୍ଚିତ ତର୍ଜମା ହେବ ବୋଲି ଆଇନମନ୍ତ୍ରୀ କହିବା ପରେ ବିଜେଡିର ପିଳେହି ପାଣି। ସରକାରଙ୍କ ପ୍ରାଥମିକତା ରତ୍ନଭଣ୍ଡାର ଖୋଲିବା ନେଇ ଥିଲା।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
RU-vid: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #atnabhandar #bjd #duplicatekey #ratnabhandarissue #odisha #OdishaReporter

Опубликовано:

 

23 авг 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 176   
@sidd5547
@sidd5547 Месяц назад
ବିଜେଡି ଜାଣିଶୁଣି ରତ୍ନ ଭଣ୍ଡାର ଚାବିକାଠି ଲୁଚାଇ ରଖିଲା ଓ ଖୋଲିବାକୁ ଦେଉନଥିଲା। ନବୀନ ପକା ହାରାମି ସୈତାନ୍। ତଥାପି ବେହିଆ ନବୀନ ନିବାସ ରେ ପଡ଼ି ରହିଛି, ସତେ ଯେମିତି ଆଉ କେହି କେବେ ବିଜେଡି କୁ ଭୋଟ ଦେବ। ଦେଖ ମୋହନ ମାଝି କେମିତି ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ କୁ ଚଳଚଞ୍ଚଳ କରି ଲୋକ ଙ୍କ ସମସ୍ୟା ସମାଧାନ କରୁଛନ୍ତି। ସାବାସ 🎉
@SagarikaOjha-xf8ik
@SagarikaOjha-xf8ik Месяц назад
Balla na
@sidd5547
@sidd5547 Месяц назад
@@SagarikaOjha-xf8ik କାହା ବାଳ ? ତୋର ନାଁ ତୋ ସାଙ୍ଗର ?
@kunabehera9154
@kunabehera9154 Месяц назад
Tu maa ku pachare
@user-jn2vv8gw5f
@user-jn2vv8gw5f Месяц назад
ନବିନ ନିବାସ ତୋ ବୋପାର ନୁହେଁ।
@sidd5547
@sidd5547 Месяц назад
@@user-jn2vv8gw5f ନବୀନ ନିବାସ ଅବୈଧ ଜମି ଉପରେ ଠିଆ ହେଇଛି। ସେଇଟା ମହାପ୍ରଭୁ ଲିଙ୍ଗରାଜ ଙ୍କ ଜମି। ସେଇଟା ତୋ ବୋଉର ବି ନୁହେଁ। ବୁଝିଲୁ ଡକାୟତ??
@rinkubarik2806
@rinkubarik2806 Месяц назад
ଇଏ ସେଇ ମହାଶୟ ଯିଏ ମହାପ୍ରଭୁ ପଡ଼ିଯିବା କଥାକୁ ଲୀଳା କହିଥିଲେ । ଲଜ୍ଜା ଲାଗୁନି ଲୋକଙ୍କୁ ମିଛ କଥା କହି ଜିତିଛ
@kalandikandi2324
@kalandikandi2324 Месяц назад
ତମେ vote ଦେଇଥିଲ କି ତମେ କହିବ କ'ଣ bjd ୨୪ ବର୍ଷ ହେଲା କଣ ପାଇଁ ଖୋଲୁନଥିଲ ଏବେ ଫାଟୁଛି ତମର
@RabindraMardi-sn6jq
@RabindraMardi-sn6jq Месяц назад
Right brother ​@@kalandikandi2324
@LipunMahanta-uq6lv
@LipunMahanta-uq6lv Месяц назад
ଶଳା ତୁ BJD ବାଲା ଟା କି
@rinkubarik2806
@rinkubarik2806 Месяц назад
@@LipunMahanta-uq6lv କାଇଁ ବେ ଶଳା‌ ତୋର କାଇଁ ପୋଡ଼ୁଛି କି ❓
@rinkubarik2806
@rinkubarik2806 Месяц назад
@@kalandikandi2324 ହଁ ଯେମିତି କେଦାର ନାଥ ରେ ଖୋଲି ଗାଏବ କଲା
@sanjayarout3164
@sanjayarout3164 Месяц назад
ଏ ଶଳା ଆଇନ ମନ୍ତ୍ରୀ କହିଲା ବଳଭଦ୍ର ପଡ଼ିଯିବା ଗୋଟେ ଛୋଟ କଥା
@laxmansahoo4681
@laxmansahoo4681 Месяц назад
ଚାବି କାଠି ଇଟାଲୀ କୁ ଯାଇଛି 🎉
@DuryodhanDas-wu7ft
@DuryodhanDas-wu7ft Месяц назад
ବିଜେଡିନେତାଆଖି଼଼଼଼ଖୋଲିଦେଖନ୍ତୁର ,ତନଭଣ୍ଡାରକେମିତିଖୋଲାଗଲା
@rabijena4494
@rabijena4494 Месяц назад
Naveen sir good Jay jagannath
@sanjuktabehera7052
@sanjuktabehera7052 Месяц назад
ଏ ଚୋର କହୁଥିଲା ମହାପ୍ରଭୁ ପଡିଯିବା ଗୋଟିଏ ଛୋଟ ଘଟଣା,ଓ ମହାପ୍ରଭୁଙ୍କ ଇଚ୍ଛା।
@bhagabansahu3420
@bhagabansahu3420 Месяц назад
ମିଛ ନ କହି ଯଦି ସତ କହିଥାନ୍ତା , ତେବେ 24ବର୍ଷ ଶାସନ କରୁଥାଆନ୍ତି କି, ଏବଂ ଓଡ଼ିଶାବାସୀ ଏ‌ହି ବିଜେଡି ର ଶାସକ କୁ ସମୃଳେ ପ୍ରତ୍ୟାଖାନ କରି ବିଜେପି ସରକାର କୁ ଗ୍ରହଣ କରିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରରେ ବି ଖୋଲା ଯାଉନଥିଲା
@saratsahu5757
@saratsahu5757 Месяц назад
ଭୁଲ କରିଦେଲେ କଂଗ୍ରେସ କୁ ଦବର୍ ଥିଲା ସାଧନ ଜନତା ଙ୍କୁ ଲୁତୁଛି ବିଜେପି
@Mohantakld
@Mohantakld Месяц назад
Ebe Hari loot(Modi loot) heba....
@ranajitkumarmohanty9740
@ranajitkumarmohanty9740 Месяц назад
ଏଇଟା ପ୍ରଭୁଙ୍କ ଲୀଳା କାହିଁକି ନୁହେଁ ll 2009 ପର୍ଯ୍ୟନ୍ତ ଚାବିର ସ୍ଥିତାବସ୍ଥା କଅଣ ଥିଲା ll କାରଣ 2009 ପର୍ଯ୍ୟନ୍ତ ବିଜେପି ଏ ସବୁ ଦାୟିତ୍ତ୍ୱରେ ଥିଲା ll ପ୍ରଭୁ ଜଗନ୍ନାଥ ସତ୍ୟ ଜଣାନ୍ତୁ ll ବିଜେପିର ଆକୁ ନେଇ ରାଜନୀତି ସରୁ ll ଅଯୋଧ୍ୟା ଭଳି ଏଠିବି ମିଛୁଆଙ୍କୁ ଦଣ୍ଡ ମିଳୁ ll
@KedarJena-ki9el
@KedarJena-ki9el Месяц назад
BJP cm ଙ୍କ ପ୍ରତି ଜଗନ୍ନାଥଙ୍କ ଆସ୍ରିବାଦ ଅଛି
@dasharathi2271
@dasharathi2271 Месяц назад
Pela taa achhi, murkha Andhabhakata gote loka malaa kana pain, bahara loka Rath re chadhuchhanti kiparibe😅😅😅
@maakitchenette
@maakitchenette Месяц назад
ନବୀନ ପଟ୍ଟନାୟକ ବେଷ୍ଟ
@supervaluepharma9754
@supervaluepharma9754 Месяц назад
Puppet of Pandian
@nirajbhati8073
@nirajbhati8073 Месяц назад
Always no 1 bro
@himanshusekharapanigrahi4830
@himanshusekharapanigrahi4830 Месяц назад
Dadan khatibaku ja e nu kire tu
@nirajbhati8073
@nirajbhati8073 Месяц назад
@@himanshusekharapanigrahi4830 tu jae thilu bodha
@marndi3221
@marndi3221 Месяц назад
ରତ୍ନ ଭଣ୍ଡାର ଖୋଲା ଗଲେ କଣ ଓଡ଼ିଶା ଦୁଇଗୁଣ ବିକାଶ ହେଇଯିବ କି 😂😂..
@staroyyt2309
@staroyyt2309 Месяц назад
Right 👍❤ Jay Jagannath ❣️
@arunrout9907
@arunrout9907 Месяц назад
ତମେ ଖାଲି ଏଇଖବର ଦେଖା, ଜଗନ୍ନାଥ ଙ୍କ ସହ ଜିଏ ରାଜନୀତି କରିବ ତା'ର ନାମା ରହିବନି, ରାଜ୍ୟପାଳ ଙ୍କ ପୁଅ ମାଡ଼ ମାରିବା ଘଟଣା ନିନ୍ଦନୀୟ, କେମିତି ନ୍ୟାୟ ମିଳିବ ଖବର ଦେଖିବାକୁ ମିଳୁନାହିଁ, ବିଜେଡି ସରକାର ଥିଲେ ତମକୁ କହିବାକୁ ପଡିନଥାନ୍ତା।
@supervaluepharma9754
@supervaluepharma9754 Месяц назад
Captain Dibya Shankar Mishra
@NilamaniSahu-de9rl
@NilamaniSahu-de9rl Месяц назад
ରତ୍ନଭଣ୍ଡାର ଖେଳ(କୁକର୍ମ) ପାଇଁ ପ୍ରଭୁ କ୍ଷୁବ୍ଧ ହେଲେ,ବିଜେଡ଼ି ହାରିଲା।
@durgeshpatra4498
@durgeshpatra4498 Месяц назад
ଆର କିଛି କାମ ନାହିଁ ଗୋଟିଏ କାମ ମିଳିଛି
@ranjannaik3917
@ranjannaik3917 Месяц назад
ଚାବି କାଠି ପାଣ୍ଡିଆ ନେଇ ଯାଇଛି ଓ 12 ମୁକୁଟ ନେଇଯାଇଛନ୍ତି ତାମିଲନାଡୁ ରେ ଅଛି ଜୟ ଜଗନ୍ନାଥ 🙏
@shisirakumarbehera7287
@shisirakumarbehera7287 Месяц назад
ହଇରେ ଶଳା otv ଚାବି ଟା କୋଉଠୁ ମିଳିଲା
@binodbk9884
@binodbk9884 Месяц назад
Thiki kahicha
@BeHappy-fn6qh
@BeHappy-fn6qh Месяц назад
ଆ ଶଳା ପରମ ଛୋ ଡା
@ilukumar579
@ilukumar579 Месяц назад
Jay Jagannath ❤️❤️❤️❤️❤️❤️❤️❤️❤️
@AshokBehuria-ou6tu
@AshokBehuria-ou6tu Месяц назад
ଏ ଆଇନ ମନ୍ତ୍ରୀ ନୁହନ୍ତି ଏ ହେଉଛନ୍ତି ଲୀଳା ମନ୍ତ୍ରୀ, ଯାହା ଘଟିବ ଏହା ପ୍ରଭୁଙ୍କ ଲୀଳା ବୋଲି କୁହନ୍ତି 🌹
@BharatChandra-j3c
@BharatChandra-j3c Месяц назад
😂
@user-ud7vs3en2f
@user-ud7vs3en2f Месяц назад
ଏଡ଼େ ଡ୍ରାମା କରାଯାଉଛି ?? କଣ ସେ ସବୁ ରାଜ୍ୟ ପାଣ୍ଠି କୁ ଯିବ କି ନାହିଁ ? ଖାଲି ଡ୍ରାମା ଚାଳିଛି ।
@binayakumarmohanty8486
@binayakumarmohanty8486 Месяц назад
Jay jagannath
@rojalinsamal9561
@rojalinsamal9561 Месяц назад
ହୋ ମହାଶୟ ଟିକେ ମହାମହିମ ରାଜ୍ୟପାଳ ଙ୍କ କୂଳ ନନ୍ଦନଙ୍କ ବିଷୟରେ ମୁହଁଖୋଲନ୍ତୁ।
@user-jj4di4dr6u
@user-jj4di4dr6u Месяц назад
ଜୟ ଜଗନ୍ନାଥ
@24textsoumya
@24textsoumya Месяц назад
ଶଳା ଏବେ ଆସିଲ ଓଡ଼ିଶା କୁ ଆଉ ମୋହା ପ୍ରଭୁ ଜଗନ୍ନାଥ କ ଭଣ୍ଡାର ରେ ଆଖି
@sukramadkami4222
@sukramadkami4222 Месяц назад
ଜଗନ୍ନାଥଙ୍କୁ ବୁଲାଇଲ ସେଥି ପାଇଁ ହରିଲ ।
@KishoreNaik-hk7xt
@KishoreNaik-hk7xt Месяц назад
ବିଜେଡି ସତ କହିନଥିଲେ ୨୪ ବର୍ଷ ଓଡ଼ିଶା କୁ ଶାସନ କରିଥାଆନ୍ତା। ବିଜେପି ସରକାର ଅଳ୍ପ ଦିନ ହୋଇନି ତାହାରି ରଙ୍ଗ ଦେଖେଇଲାଣି। ମୋହନ ମାଝି ପରା ଜନସାଧାରଣ ଙ୍କ ମୁଖ୍ୟମନ୍ତ୍ରୀ ଆଜି କାହିଁକି ଜଣେ ଅଣ ଓଡ଼ିଆ ଆସି ଓଡ଼ିଶା ରେ ଓଡିଆ ଅଫିସରଙ୍କୁ ମାଡ଼ ମାରିବା କ'ଣ ଓଡିଆ ଅସ୍ମିତା ନୁହେଁ। ମୁଖ୍ୟମନ୍ତ୍ରୀ ଙ୍କ ଚୁପ୍ ଦର୍ଶାଉଛି ମୋହନ ମାଝି ଖାଲି ରବର ଷ୍ଟାମ୍ପ।
@duryodhanmahanta7766
@duryodhanmahanta7766 Месяц назад
ବିଜେଡି ପତନ ଆଡ଼କୁ ମୁହାଁଇଛି। ମାଟି ରେ ମିଶିଯିବ। ସବୁ ପାଇଁ ନବୀନ ପଟ୍ଟନାୟକ ପାଣ୍ଡିଆନ୍ କୁ ଦାୟୀ କଲେ ଓଡ଼ିଶାବାସୀ।
@MihirkumarDigal
@MihirkumarDigal Месяц назад
ପାଞ୍ଚ ବର୍ଷ ଧର୍ମ ରେ ପାଗଳ ହେବ ମିଡ଼ିଆ,
@ranjitjena9795
@ranjitjena9795 Месяц назад
ରତ୍ନ ଭଣ୍ଡାର ଚାବି ଖେଳରେ ଓଡ଼ିଶାର କଣ ଉନ୍ନତି ହେବ ?? News channel ଏମିତି ହେଲେ ଓଡ଼ିଶା ର ଉନ୍ନତି କେବେ ହେବନି
@CAREWORLDNGONEWS
@CAREWORLDNGONEWS Месяц назад
"ରାଜ୍ୟ ବାସୀଙ୍କୁ ଢାଲ କରି ରାଜନୀତିରେ ଖେଳ ଖେଳିବା -ବୋଧହୁଏ ସବୁ ରାଜନୈତିକ ଦଳ ଙ୍କ ର ବଳ ଗୋଟାଇ ବାର ବାର୍ତ୍ତା ଦେଉଛନ୍ତି ।"।ମିଡିଆ ଙ୍କୁ ଧନ୍ୟବାଦ ।।
@chhabindramansingh73
@chhabindramansingh73 Месяц назад
ପୁରୁଣା ତଦନ୍ତ ନିଶ୍ଚୟ bjd କହିବାନୁଯାୟୀ ହୋଇଥିବ, ତେଣୁ ନିରପେକ୍ଷ୍ୟ ଚାବିର ତଦନ୍ତ ହେଉ ଆଉଥରେ
@ajeetkumarmohanty7880
@ajeetkumarmohanty7880 Месяц назад
5t rakhi thiba
@KrishnaJena-xx8up
@KrishnaJena-xx8up Месяц назад
OTV, OR, ARGUS NJP Dalal media, yaku boycot kara.
@saratsahu5757
@saratsahu5757 Месяц назад
Godimedia ସେମାଏ
@sumanatsahujs5742
@sumanatsahujs5742 Месяц назад
Right
@SaniyaGaming-nu9yn
@SaniyaGaming-nu9yn Месяц назад
ତମେବାବୁ କହିଥିଲ ବଡଠାକୁର ପଡିଗଲା ପରେ ପଚାରିବାରୁ କାରଣ କଣ ନା ପପ୍ରଭୁଙ୍କର ଲିଳା
@user-uu6fc5kw5r
@user-uu6fc5kw5r Месяц назад
Our cm our hero my nabin pattnayak sir
@Tukunu7248
@Tukunu7248 Месяц назад
duplicate key bisayare jia kahithila , taku dhara , jharpada jail
@ajeetkumarmohanty7880
@ajeetkumarmohanty7880 Месяц назад
Amara ku dhara
@ajeetkumarmohanty7880
@ajeetkumarmohanty7880 Месяц назад
Amara 24 barsa kana karuthila
@trilochandhal9029
@trilochandhal9029 Месяц назад
Why don't PM Modi /CM order CBI enquiry to clear all doubt Regarding key missing?
@user-ts1do9tz6e
@user-ts1do9tz6e Месяц назад
🎉Jay jagannath🙏
@akhyabehera1622
@akhyabehera1622 Месяц назад
Jay jagannath 🙏🏻 Jay Bjp
@prasantabarik9358
@prasantabarik9358 Месяц назад
Bopa kholithila and now pua kholila....sabu BJP But Nabin zindabad, just wait again Nabin will be CM
@gopalchandradigal8590
@gopalchandradigal8590 Месяц назад
Ratna bhandar chabikathi kaha pakhare ruhe Ame janichu Bjd ku dasha diantuni
@AshishkumarDas-bo2re
@AshishkumarDas-bo2re Месяц назад
JINDABAD JINDABAD JINDABAD. B J D JINDABAD
@Mohantakld
@Mohantakld Месяц назад
228 kg gold missing from Kedarnath by BJP, next Puri Ratna bhandar is handling by same fellows. After 46 yrs lock levers will be damaged and not opened by any keys
@ajeetkumarmohanty7880
@ajeetkumarmohanty7880 Месяц назад
Kamia jani pandian ku purijail rea purao
@ajeetkumarmohanty7880
@ajeetkumarmohanty7880 Месяц назад
Pandian ku puri jail rea pureai bandha
@diptinanda4858
@diptinanda4858 Месяц назад
Justice Raghubar ଦାସ commission report should be made public. Around 25 lac spent. Action must be taken.
@ShaktidharRoul-th1jr
@ShaktidharRoul-th1jr Месяц назад
ବିଜେପି ବଶୀ ଦିନ ନୁହେଁ
@StoryofYoungers
@StoryofYoungers Месяц назад
ଆରେ ତମର ତ ରଙ୍ଗ କାମ ସରିନି
@lipanmallick1896
@lipanmallick1896 Месяц назад
ଜୟ ଜଗନ୍ନାଥ 🙏🙏
@sanjaytripathy9675
@sanjaytripathy9675 Месяц назад
ମାଗିହାଙ୍କୁ ଛାଡ ନାହିଁ।
@user-ss4es5se1n
@user-ss4es5se1n Месяц назад
Godi midia hot be.
@SADANANDADEBATA
@SADANANDADEBATA Месяц назад
B. J. D. Purbaru. Kahiki. Ratana. Vandar. Kholu. Nathhila. Satabala. Kau. Sarakara. Tila. Khali. B. J. D. Ku. Dosa. Ladila. Kana. Haba.. Chakadola. Sabu. Dakhuchi.
@bhagbatpradhan2365
@bhagbatpradhan2365 Месяц назад
Naveen patnayak bala ku sari haba
@kalucharanpaikray7238
@kalucharanpaikray7238 Месяц назад
ମିଛୁଆ କେବେ ସତ ଧରାଇବ ??
@shreedharsahu9774
@shreedharsahu9774 Месяц назад
Bjd is better than bjp😂
@hemantkumarsahoo9654
@hemantkumarsahoo9654 Месяц назад
ଜୟ ଶ୍ରୀଜଗନ୍ନାଥ 🙏❤️🙏
@ashoksahu8404
@ashoksahu8404 Месяц назад
Kaba haba
@user-ud1lp4oh5t
@user-ud1lp4oh5t Месяц назад
ଓଡିଶା ବାସି ଦେଖ bjd ନେତା ନିଜେ ମାନୁଛନ୍ତି ଅଣ ଓଡିଆ ନବୀନ ଆଉ ତାମିଲ ପାଣ୍ଡୁ କୁ ପିଟି ପିଟି ବିଦା କରାଯାଉ
@ncdash4634
@ncdash4634 Месяц назад
Incompetent Law minister
@godsabodeharekrishna1000
@godsabodeharekrishna1000 Месяц назад
Magia Naveen kuade gala
@prasnnapatra3519
@prasnnapatra3519 Месяц назад
Nabin to wife ki neiki chaligala apanamane kharapbhasa comment re dhihuntu Nair. Nabinsir koin sara lndia janichhi tu kahiba agaru to bapa maanku prachare 24.barasa agaru odisa koin thila
@maheswtasamal8429
@maheswtasamal8429 Месяц назад
Jay Jagannath 🙏🙏🚩🚩🚩🇮🇳
@pradyumnagadnaik5935
@pradyumnagadnaik5935 Месяц назад
228 kg gold stolen from Kedarnath, be careful.
@ShaktidharRoul-th1jr
@ShaktidharRoul-th1jr Месяц назад
ହରି ଚନ୍ଦନ ମନ୍ତ୍ରୀ ହେବାର ପାଁଇ ଅନଫିଟ
@SaiKrishna-mh5xe
@SaiKrishna-mh5xe Месяц назад
Bjp
@alltype5070
@alltype5070 Месяц назад
Bahar ratna bhandar..kholiki gote nataka karucha..bahar ratna bhandar ta emiti re khola hauthila..
@bharadhyavlogs2207
@bharadhyavlogs2207 Месяц назад
Bjd MLA manku Arrest Karajau
@shashankanayak7428
@shashankanayak7428 Месяц назад
Jay Jagarnath 🙏
@PrakashMuduli-yo2pn
@PrakashMuduli-yo2pn Месяц назад
Ratna bhandar ra alankar bjp sarakar neijiba odisha basi sachetan hua
@user-zg7qk8zn7q
@user-zg7qk8zn7q Месяц назад
ଧରା ଯାଉ ସମସ୍ତଙ୍କୁ
@ashisasianajokaervlogs2353
@ashisasianajokaervlogs2353 Месяц назад
Bala mantri
@DuryodhanDas-wu7ft
@DuryodhanDas-wu7ft Месяц назад
ନବିନୀ଼଼଼ତସାଧୁଟା଼଼଼଼କି
@SubhashreePatra-ji5kr
@SubhashreePatra-ji5kr Месяц назад
Agharu kahithille bhalla❤how ithantaa
@SangaBhai-dx3xc
@SangaBhai-dx3xc Месяц назад
Kechi habani Jay Jagannath ⭕❗❗⭕ manima
@user-wv6yb9sw1r
@user-wv6yb9sw1r Месяц назад
ତୁ ଜାଣିବୁ ପଛେ ଚୋର ବିଜେପି ଆଇନ ମନ୍ତ୍ରୀ ଆମ ନବୀନ ବାବୁ ଯଦି ଚାହିଁ ଥିଲେ କେତେ କଣ କରି ଥାନ୍ତେ. ତମର ବିଜେପି ସରକାର ଚୋରି କରିବ ଆଉ ମହା ପ୍ରଭୁ ଙ୍କର ଅଳଙ୍କାର କୁ ହେର ଫେର କରିବାକୁ ଚେଷ୍ଟା କରୁଛ ଏ ହଉଛି ବିଜେପି ସରକାର ଚାଲ ଆଉ ନରେନ୍ଦ୍ର ମୋଦି ର ବି ଚାଲ
@kaviraj87vehera25
@kaviraj87vehera25 Месяц назад
300unit bujuli kabe miliba
@prasantabarik9358
@prasantabarik9358 Месяц назад
Michhua, Bharatiya Jatra Party
@soubhagyasahoo3218
@soubhagyasahoo3218 Месяц назад
Amar thick kahuchanti
@user-he3lc9tb2d
@user-he3lc9tb2d Месяц назад
Nabin sir nka bholi sasana kia b kari paribeni
@santoshkumarsahu8748
@santoshkumarsahu8748 Месяц назад
Pruthhiraj tama sarkar 5 barsa chaliba naa nahini
@sitaramkumarpradhan842
@sitaramkumarpradhan842 Месяц назад
Ain ministry agaru kauthi thile aji micha bahapia only lok nku bhunya buleiba Katha
@malaymohanta342
@malaymohanta342 Месяц назад
Ratna bhandara kholo obaa bond rokho, aamoro kon laabho.., kaarono sadhaarana loko dekhipaaribe nahin ki kichhi jaani paaribey nahin ...daya kori ojothaa haauli no kori aaram re uchit karjyo b korihebo...!!
@RajibBehera-hw1tj
@RajibBehera-hw1tj Месяц назад
Bjp sarkar michhua ...sala sabu chora
@shineboysiba9238
@shineboysiba9238 Месяц назад
Tame kholidela bahut bada bhul karicha kahinki Naa prabhu ghare nathiba samayare kholicha
@akshayakurout4136
@akshayakurout4136 Месяц назад
Michhua Sarkar
@manasjena9200
@manasjena9200 Месяц назад
Ganati manati😂😂😂
@DiptimayeeSwain-ms7td
@DiptimayeeSwain-ms7td Месяц назад
Kichi kama nahi khali micha prachara 🤦‍♀️ l
@jitendranaik9979
@jitendranaik9979 Месяц назад
Governor puo katha mantri kuho kebe kohiba
@user-ez7gk2gh9g
@user-ez7gk2gh9g Месяц назад
Bjd chora sabu cbi ku lagajau
@daitaribehera9373
@daitaribehera9373 Месяц назад
Bekar katha only for poltics
@Rudravlogs12357
@Rudravlogs12357 Месяц назад
Ebe Jaha dekhila Kichi jana madhyare Secret Kanhiki, Khali Tadanta Tadanta Kanhiki Haucha, karo ki Dekhao. Besi Bhasana Baji karani. Kettebele Tama period Palaithiba Janiparibani.
@ajeetkumarmohanty7880
@ajeetkumarmohanty7880 Месяц назад
Papa rea bjd budila
@kaviraj87vehera25
@kaviraj87vehera25 Месяц назад
Tame sabu godi modia
@maakitchenette
@maakitchenette Месяц назад
ସବୁ ଚୋର ମନ୍ତ୍ରୀ BJP jaumal
@dr.bhismanarayanbehera8624
@dr.bhismanarayanbehera8624 Месяц назад
Argus news pls NEET UG and NEET PG question leak bisayare kuha
@jeetendrakumarswain513
@jeetendrakumarswain513 Месяц назад
Two muslim teacher involved in bihar
@ashishpatnaik5171
@ashishpatnaik5171 Месяц назад
BJP out
@manoranjanmohanty1328
@manoranjanmohanty1328 Месяц назад
Odia asmita kuade gala? Rajyapala nka pua odia ASO ku mada marila. Se bisaya re ta kichi kahuna....😅😅😅😅
Далее
C’est qui le plus fort 😂
00:18
Просмотров 718 тыс.
C’est qui le plus fort 😂
00:18
Просмотров 718 тыс.