Тёмный
No video :(

ମୋହନଙ୍କ ବିରୁଦ୍ଧରେ ବିଜେଡିର FIR ! mohan majhi | shankar mada | khati 

Khati ( ଖଟି )
Подписаться 326 тыс.
Просмотров 327 тыс.
50% 1

ମୋହନଙ୍କ ବିରୁଦ୍ଧରେ ବିଜେଡିର FIR ! mohan majhi | shankar mada | khati
#bjd #odisha #mohanmajhi #bjp #laxmibus #naveenpatnaik #vkpandian #yoga #yogaday #shankaromsharan #shankarmada #odianews #khati

Опубликовано:

 

19 авг 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,3 тыс.   
@anantakumarhembram6979
@anantakumarhembram6979 Месяц назад
ମୋହନ ମଝିକୁ ଏତିକି ଜଣା ନାହିଁ ଖଣି ଚୋର ଭିତରୁ ବୈଜୟନ୍ତ ପଣ୍ଡା, ଦିଲ୍ଲୀପ ରାୟ, ମୋଦୀ ଶାହା ର ଖାସ ଲୋକ ଅଛନ୍ତି, ତାଙ୍କୁ ଧରିବେ କୁଆଡେ ନିଜ ଚୌକି ଯିବ
@santilatapanda1386
@santilatapanda1386 Месяц назад
TATA company ra chakiri karei debi boli tanka khaichhi Pradeep panigrahi
@sukudevmajhi345
@sukudevmajhi345 Месяц назад
Right nobin haribata emangku hojomo heuni 😂😂😂
@user-uh9my3zd8b
@user-uh9my3zd8b Месяц назад
tuhito janichu chodipua kukur
@shrutik3473
@shrutik3473 Месяц назад
Dilip Ray ku arrest kariparibe ki, kehi janaku kariki dekhantu aage. Suniba ku miluchi aaga apekhya double engine re mines re chori karibaku subidha heba aebe besi. Dilip ray nku ticket deidele tanka neiki Delhi re jebe kahile durniti ku virodh karuchu aaoo durniti grashta loka nku dakiki ticket dauchanti. Jual oram nka mines sahita sampark kana samastanku jana, aaoo list dekhile aahuri naama semane janichanti. Mines re shah babu nije bag neiki tanka aanichanti aeimanak thu, se jharkhand hau ki odisha.
@ajitkumarmaharana9275
@ajitkumarmaharana9275 Месяц назад
Tama mananka katharu jaha Jana jae odisharu keunjhar ku alaga karideba uchit
@ashokkumardas6003
@ashokkumardas6003 Месяц назад
ଏତେ ସବୁ କଥା ଭାଇ ତୁମେ କହିଲ ଗୋଟେ କଥା ମୁଁ ମାନିଲି BJP ଯାହା କହେ ତାହା କରେ ନାହିଁ, 👍 right
@worldmoviesstar2.0
@worldmoviesstar2.0 Месяц назад
Bjd bholo kore gunda raj au khani mafia durniti , sadharono garibo loko nku lut kariba hairan koriba etyadi etc😂😂😂
@GingiBadra-yk4fj
@GingiBadra-yk4fj Месяц назад
ଆରେ ମା ଘିଆ ଆଉ କଣ ତୋ ବାପ
@ashokkumardas6003
@ashokkumardas6003 Месяц назад
@@GingiBadra-yk4fj ତୁ ଶଳା ପକ୍କା ମାଘିଆ ଛୋଡ଼ି ହେଉଛି
@ranjufoodzone6590
@ranjufoodzone6590 Месяц назад
କିଏ କରିଚି କି.... ଜାତି nadigosh ଚଳିବ ଭାଇ...... ସ୍ୱାର୍ଥ ଆଗ ହେବ ସବୁ ବେଳ.....
@lover_boy_s_kumar3523
@lover_boy_s_kumar3523 Месяц назад
Right
@ranjufoodzone6590
@ranjufoodzone6590 Месяц назад
❤ସୁନ୍ଦର ସମାଲୋଚନା ବଡଭାଇ 🙏👏ଧନ୍ୟବାଦ....
@gautamsahoo559
@gautamsahoo559 Месяц назад
ମୋହନ ବିଛା ମନ୍ତ୍ର ନଜାଣି ସାପ ଗାତରେ ହାତ ପୁରେଇ ଦେଲେ, ଦେଖାଯାଉ ଆଗକୁ କଣ ହଉଛି।
@chunuramhansdah2525
@chunuramhansdah2525 Месяц назад
Kon sala tumo manang ko kathare chalonta maa geha
@pratappradhan9455
@pratappradhan9455 Месяц назад
ପ୍ରଧାନ ମନ୍ତ୍ରୀଙ୍କ ଭଳି ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ଜୋରଦାର କହୁଛନ୍ତି, ସେ ଯାହା ହେଉ କେନ୍ଦୁଝରର ସବୁ ଖଣି ରକ୍ଷା ପାଇଯିବ ।
@sumitraparida8206
@sumitraparida8206 Месяц назад
Right
@Deshbhakt-hx9du
@Deshbhakt-hx9du Месяц назад
😂😂😂😂😂😂😂
@user-vy9im3jy7i
@user-vy9im3jy7i Месяц назад
Adani ka khel kob suru hoga5 saal me khanikadan ka kiya hoga odisa basi dekhna baki hay
@bunumuduli4519
@bunumuduli4519 Месяц назад
Ye salata voidio kari incom karuchi au ta maa bhouni au stree pain bra au panty kinuchi😂😂😂😂😂😂😂😂😂😂😂
@MohanlalPodh-sq7xm
@MohanlalPodh-sq7xm Месяц назад
Hai ho babu laguchhi tame bjd Harila boli dukhare achha
@gouraharipatra8243
@gouraharipatra8243 Месяц назад
ଭାଈ ଆପଣଙ୍କ କଥା ଶୁଣି ଜନାଯାଉଚି ଭିତରେ ଅନ୍ୟ କିଛି ଅଛି, ହଁ ରେ ନାରାନ କନ୍ ଗୀତ ଗାଉଚ ଯେ ମୁଖ୍ୟମନ୍ତ୍ରୀ ଙ୍କୁ ସମ୍ମାନ ଦେଇକି କହିବା ଶିଖ, ଆପଣ ପରା ଜଣେ ମାନ୍ୟଗଣ୍ୟ ସାମ୍ବାଦିକ। ଧନ ସମ୍ପଦ ଅଛି ତ ସେଥି ପାଇଁ ଏତେ ସାହସ।
@Rk-zw1cq
@Rk-zw1cq Месяц назад
Solid ମାରିଲ ହୋ ଶଙ୍କର.....
@kalpatarubhal8685
@kalpatarubhal8685 Месяц назад
ମୋହନବାବୁ କଣ କରିବେ କିଛି ଭାବିପାରୁନାହାନ୍ତି ଯାହା ମନକୁ ଆସୁଛି ତାହା କହୁଛନ୍ତି l ଓଡ଼ିଶାର ଭବିଷ୍ୟତ କଣ ?????
@partha2218
@partha2218 Месяц назад
Vala hoichhi. TN kola ru jai Gujrat kola re odisha basi. Asmita jaguthile.
@maharishiyogapeeth7283
@maharishiyogapeeth7283 Месяц назад
Odisha future khatam 😅
@kalpatarubhal8685
@kalpatarubhal8685 Месяц назад
ବିଜେପି ଜନସାଧାରଣଙ୍କୁ ଯାହା ପ୍ରତିଶୃତି ଦେଇଛି ତାହାପୂରଣ କରନ୍ତୁ ?????
@sundarsoren1062
@sundarsoren1062 Месяц назад
Tame tk budhi dauna
@kalpatarubhal8685
@kalpatarubhal8685 Месяц назад
ଆମେ ଓଡ଼ିଶାବାସୀ ଚାହୁଁଚୁ ବିଜେପି ଦେଥିବା ପ୍ରତିଶୃତି ପ୍ରଥମେ ପୂରଣକରୁ l ମୁଖମନ୍ତ୍ରୀ ସାରେ ଜନତାଙ୍କ ଦୁଃଖ ଶୁଣନ୍ତୁ l ପରେ ରାଜନୀତି ଲଢେଇ କରିବ l ଜୟ ଜଗନ୍ନାଥ 🙏🙏🙏
@satyabratadas3635
@satyabratadas3635 Месяц назад
Mines mafia bjp no 1😂😂😂
@santilatapanda1386
@santilatapanda1386 Месяц назад
Right 👍👍👍 10jana achhanti BJP re
@biranchimallick8692
@biranchimallick8692 Месяц назад
ବହୁତ୍ ବଢିଆ ଆଉ ଅପ୍ରିୟ ସତ
@Odishahotnews
@Odishahotnews Месяц назад
ଅନ୍ୟକୁ ଦୋଷ ଦେବା ଆଗରୁ ନିଜ କଥା ଭାବ
@santilatapanda1386
@santilatapanda1386 Месяц назад
Godari lo nija godaku tike dekhe sebhali amo new sarkar
@sanatanprusty9075
@sanatanprusty9075 Месяц назад
He re beemana
@santilatapanda1386
@santilatapanda1386 Месяц назад
News jaka dekh tapire smalochan kariba
@bauribandhuswain7814
@bauribandhuswain7814 Месяц назад
ମୁଖ୍ୟମନ୍ତ୍ରୀଙ୍କ ଭଳି କଥା ହୁଅନ୍ତୁ । ବିରୋଧୀଙ୍କ ଭଳି କଥା ‌ହେଲେ , ନିଜ ମର୍ଯ୍ୟାଦା ନିଜେହିଁ ହରେଇବେ ।
@user-co4fl7xl4o
@user-co4fl7xl4o Месяц назад
ବହୁତ ସୁନ୍ଦର , ମାଡ଼ି ଛାଲ........
@nadadursrinivas9427
@nadadursrinivas9427 Месяц назад
ବବି ଦାସ ଘର ଭଙ୍ଗା ବିଷୟ କହୁନାହଁ କାହିଁକି।ପାଟିରେ ମଣ୍ଡା ଅଛିକି?ବବି ଦାସ ତୁମ ଭାଇ କି?
@srikantdas8242
@srikantdas8242 Месяц назад
No bro babi ta Maa ghaita
@srikantdas8242
@srikantdas8242 Месяц назад
No bro babies ta Maa ghaita
@satyaandtulasimama6083
@satyaandtulasimama6083 Месяц назад
Modi maagiha
@basantamanjaridas1732
@basantamanjaridas1732 Месяц назад
ଓଡିଶରେ ଯାହାସବୁ ହେଇଛି, ତାକୁ ଲୋକ ଲୋକଲୋଚନକୁ ଆଣିବା କଣ ଆବଶ୍ୟକ ନଥିଲା?
@BabuliBehera-zs2ko
@BabuliBehera-zs2ko Месяц назад
ମୋହକ ବାବୁ ନୁଆ ନୁଆ ମୁଖମନ୍ତ୍ରୀ ହେଇଛନ୍ତି କିଛି ଜାଣି ନାହାଁନ୍ତି ଖଣି ଚୋରିରେ ତମ ବିଜେପି ନେତା ମାନେ ଅଛନ୍ତି ଏଇଟା ଜାଣିଛନ୍ତି ନା ନାହିଁ
@ShibaramswainShiba
@ShibaramswainShiba Месяц назад
Galua.chora
@basantbehera3915
@basantbehera3915 Месяц назад
🙏🏻🙏🏻🙏🏻ଜୟ ଜଗନ୍ନାଥ 🙏🏻🙏🏻🙏🏻ଖଣି ଚୋର ମାନଙ୍କୁ ସ୍ଥଳରେ ଧରିବେ ନା ଆକାଶ ରେ ଓଡି ଓଡି ଧରିବେ ପାଦ ତଳେ ମାଟି ରହିଲେତ ହଉ ଦେଖିବା
@sadanandasahoo3707
@sadanandasahoo3707 Месяц назад
ଦଲାଲ ମେଡିଆ। ସବୁ ମାଷ୍ଟର ଷ୍ଟ୍ରୋକ। ଖାଲି କଥାରେ ,କାମ ଭବିଷ୍ୟତ କହିବ।‌ ମୂଖ୍ୟମନ୍ତ୍ରୀ କେନ୍ଦୁଝରରେ ଅଣଓଡ଼ିଆଙ୍କ କଥା କହିଲେ । ତା ସହିତ ଯେଉଁ ଅଣ କେନ୍ଦୁଝର ବାଲା କହିଲେ, ତା ଅର୍ଥ କଣ? ଅନ୍ୟ ଜିଲ୍ଲାର ଲୋକ କେନ୍ଦୁଝରରୁ ତଡାଯିବ?
@bipinpanda7060
@bipinpanda7060 Месяц назад
Otv media ku stop kara. Chora media.
@user-by4wk6mj5o
@user-by4wk6mj5o Месяц назад
Right
@sridhardas8509
@sridhardas8509 Месяц назад
ଆରେ ଭାଇ‌ ମୋହନ ମାଝି ଆଚରଣ ଉଚ୍ଚାରଣ ଠିକ୍ ଠାକ୍ ଲାଗୁ ନାହିଁ ‌, ସେ ଗୋଟେ ମୁଖ୍ୟ ମନ୍ତ୍ରୀ ଭଳି କଥା କହୁ ନାହାନ୍ତି ‌ସେ ଜଣେ ସାଧା ରଣ‌ ନୋମିନ ସରପଞ୍ଚ ଭଳି ଭାଷଣ ବାସୀ କରୁଛନ୍ତି ।
@BirsingNaik-qe8cr
@BirsingNaik-qe8cr Месяц назад
Soto kotha hela adibasi hele boli hojom heuni
@rabindramajhi9566
@rabindramajhi9566 Месяц назад
Ta maa ku Pandu gehun thila bodhe
@gulu-ms1dl
@gulu-ms1dl Месяц назад
Tamku ଭାଷା ଦରକାର ନା ନା ଭଲ ସରକାର ଦରକାର
@BirsingNaik-qe8cr
@BirsingNaik-qe8cr Месяц назад
Nodi no dekhi longola kanhi heucho
@facetofacebat4386
@facetofacebat4386 Месяц назад
ସତ ଲୋକ ଯେବେ କହେ ସମେସ୍ତେ ପାଗଳ ଭାବନ୍ତି
@JagaJaga-tc9jb
@JagaJaga-tc9jb Месяц назад
Right ଶଙ୍କର ମାଡ଼,😂😂😂
@bhizenkumardandpat8572
@bhizenkumardandpat8572 Месяц назад
ବଢ଼ିଆ କହିଲ ଜାଗା ରେ ବାଜିଲା .....ମାଡିଚାଲ 😅 ଆମେ ଆଛୁ
@tusarkantpanda43
@tusarkantpanda43 Месяц назад
ଶଙ୍କର ଭାଇ 👍👍👍
@priyaranjanrath9188
@priyaranjanrath9188 Месяц назад
ମାଡିଚାଲ l ବହୁତ ଉଚ୍ଚକୋଟୀର ଉପସ୍ଥାପନା
@bulukumarmahapatra4605
@bulukumarmahapatra4605 Месяц назад
ଆଗେ 5T ମାଫିଆ ଧରାହେବା ଦରକାର
@bmohanty649
@bmohanty649 Месяц назад
Right Right 😂😂😂 Ama Odisha loka pura pagal jetebele centre re BJP abasta sochaniya helani setebele Odisha re BJP sarkar hela Amara odisha ra kounasi develop haba nai. Loka Sabha ru 20 ti seat miliba jogu BJP aji power re achi nahele Situation alaga hei thanta😂😂
@anvlog1851
@anvlog1851 Месяц назад
3 ମାସ ଭିତରେ ମଦ ବନ୍ଦ ହେବା ଦରକାର
@singdoba2295
@singdoba2295 Месяц назад
Asambhav 😂
@anvlog1851
@anvlog1851 Месяц назад
@@singdoba2295 ତାହେଲେ ପ୍ରତିଶ୍ରୁତି ଦେଉଥିଲେ କାହିଁକି ,ବିଜେପି ସରକାର ଆସିଲେ ମଦ ପ୍ରଥମେ ବନ୍ଦ କରିବୁ
@maharishiyogapeeth7283
@maharishiyogapeeth7283 Месяц назад
Jock of the year 😅
@rajpkisku0394
@rajpkisku0394 Месяц назад
Mada band heichhi, ebe kebala phala rasa piuchhanti..😂
@babulimurmu9316
@babulimurmu9316 Месяц назад
Mohan majhi ta pare handi piba
@sukantakumarsamantraya3988
@sukantakumarsamantraya3988 Месяц назад
ଭାଇ ଆଜିପଯ୍ୟନ୍ତ କୋଉଠି ଥିଲ ଆଜି ପର୍ଯନ୍ତ କହୁ ନଥିଲ 24 ବର୍ଷରେ କଣ କଲେ 2 ମାସ ହେଲା ସେମାନେ ନେଇଛନ୍ତି ଦେଖିବା କଣ କରୁଛନ୍ତି l ତମ ଗୀତର ଏବଂ ଚାନେଲ ର ଗଲୁ ମରିଯିବି
@gaganbiharinaik1386
@gaganbiharinaik1386 Месяц назад
ତୁମଭଳି ସୈତାନ୍ ମାନଙ୍କ ପାଇଁ ଦେଶ କୁ ମୋଗଲ ଆଉ ଇଙ୍ଗରେଜମାନେ ଶାସନ କରିଥିଲେ
@user-vm8qw9rp6o
@user-vm8qw9rp6o Месяц назад
ମୋଗଲ ତମର ଘରକୁ ଯିବେ ବୋଲି କହିଲେ ତେଣୁ ଘରଣୀଙ୍କୁ ଶଶୁର ଘରେ ଛାଡ଼ିଦେ
@padmolochanbaghsing4111
@padmolochanbaghsing4111 Месяц назад
ମଦବନ୍ଧହେଉ
@LovelyBike-qy7jt
@LovelyBike-qy7jt Месяц назад
Ara
@raghunathduari563
@raghunathduari563 Месяц назад
100%right❤❤❤❤❤❤❤❤
@gulu-ms1dl
@gulu-ms1dl Месяц назад
ଏତେ ବ୍ୟସ୍ତ କାହିଁକି କଂଗ୍ରେସ ର ନା ଗନ୍ଧ ନାହିଁ କୁକୁର ଭୁକୁବି ହାତୀ ଚାଲିବ
@user-vm8qw9rp6o
@user-vm8qw9rp6o Месяц назад
ତୁମର ବି ଫୁଲ ଫୁଟିଲା ସମୟ ସମସ୍ତଙ୍କୁ ଆଣିବ
@saisevahomensportservices3692
@saisevahomensportservices3692 Месяц назад
ଶଙ୍କର ମାଡ଼ ଠିକ ଜାଗାରେ ବାଜିଲା.....😂
@user-vp4hy8xh1l
@user-vp4hy8xh1l Месяц назад
Tame bhala acho
@bimbadharmahanta5351
@bimbadharmahanta5351 Месяц назад
ବିଜେପି କୁ ଓଡ଼ିଶାର ଲୋକ ବୋଧେ ଆଖି ବନ୍ଦ କରି ଭୁଲ ରେ ଭୋଟ ଦେଇ ଦେଇଛନ୍ତି
@Supreme12389
@Supreme12389 Месяц назад
Right
@banamalinayak9917
@banamalinayak9917 Месяц назад
​@@Supreme12389hm paraa bhai bjd ku dele sinaa gandi melaa kariki mada diantaa sale laza nahi ahuri kahuchha.
@Nabakishorehembram2024
@Nabakishorehembram2024 Месяц назад
100 % right
@rkentertainment3226
@rkentertainment3226 Месяц назад
ରାଇଟ
@ManojNayak-vw9bq
@ManojNayak-vw9bq Месяц назад
ଭୁଲ ରେ କଣ ପାଈଁ ଦେବେ ପ୍ରୋବ୍ଲେମ ଟା ହେଲା ତମେ କଂଗ୍ରେସ ଶିଆ ଆଉ ବିଜେଡି ଵାଲା ମାନେ ଗୋଟେ ଗୋଟେ ଜ୍ୟୋତିଷ ସେଥିପାଇଁ ସରକାର କୁ ମାସେ ନ ପୂରୁଣୁ ତମ କୁ ପାଞ୍ଚ ବର୍ଷ ରେ କଣ କରିବ ସେଇଟା ଦେଖା ଗଲା ଆଉ ଆସିକି ଜ୍ଞାନ ପେଲିଲ
@sayedjalalhossain7560
@sayedjalalhossain7560 Месяц назад
100%right
@srinibastripathy5938
@srinibastripathy5938 Месяц назад
ପ୍ରିୟ ଶଙ୍କର ତୁମ କଥା ବହୁତ୍ ଭଲ ଲାଗୁଚି ଜଗନ୍ନାଥ ତୁମର ମଙ୍ଗଳ କରିବେ
@chunuramhansdah2525
@chunuramhansdah2525 Месяц назад
Gandi mora
@srinibastripathy5938
@srinibastripathy5938 Месяц назад
@@chunuramhansdah2525 Sankar lage raho
@momotamohanta1618
@momotamohanta1618 Месяц назад
Sola.bia.muha
@ManojNayak-vw9bq
@ManojNayak-vw9bq Месяц назад
ନିଜର ଜ୍ଞାନ ବୋଲି କିଛି ନାହିଁ ବୋଧେ ଶଳା ପପୁ ଯେମିତି ତା ଫାନ ବି ସେମିତି 🙏
@Hero-pi5xt
@Hero-pi5xt Месяц назад
​@@chunuramhansdah2525 ତୋତେ ବହୁତ ବାଧୁଛି ନାହିଁ. ତୁ ପୁଅ ନ ହେଇ ଝିଅ ହେଇଥିଲେ ତ ଗାଣ୍ଡି ଭଲ କି ମରିଥାନ୍ତି. ପୁରା ଠିଆ ଠିଆ ପେଲିଥାନ୍ତି
@user-gp8ev9gh3l
@user-gp8ev9gh3l Месяц назад
ଆଦିବାସି ଛୁଆ , ବିରିମାଡ଼ରେ କୋଳଥ ର ଚିନ୍ତା ବଢିଲା।
@smurtiprakash4518
@smurtiprakash4518 Месяц назад
😂bedha chua
@prasantapradhan2719
@prasantapradhan2719 Месяц назад
ସିଏ ତ ଖଣି ଚୋର, ତାଙ୍କ ଦଳ କେନ୍ଦ୍ରର
@tushardash1507
@tushardash1507 Месяц назад
Question leak chora
@user-ir2kj6lf3z
@user-ir2kj6lf3z Месяц назад
ସତ କଥା କହିଲେ ଭାଇ
@sanjeebRsseven7272
@sanjeebRsseven7272 Месяц назад
ଭାଇ ସତ କହିବି ଧର୍ମେନ୍ଦ୍ର ପ୍ରଧାନ, cm, ହୋଇ ଥିଲେ ଭଲ ହୋଇ ଥାଆନ୍ତା, Yes or no..... 👍👍👍👍
@himanibal8606
@himanibal8606 Месяц назад
Yes
@Basantkumar-uv9li
@Basantkumar-uv9li Месяц назад
ପ୍ରିୟ ମୋଦି ଜି ଆମ ଏତେ ବଡ଼ ଗଣତନ୍ତ୍ର ର ପ୍ରଧାନମନ୍ତ୍ରୀ ହେବା ସହ ସେ ଏକା ସାଙ୍ଗେ ଓଡ଼ିଶା, ଛତିଶଗଡ ର ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି । ଜୟ ହୋ ।
@sarojkumarpradhan1917
@sarojkumarpradhan1917 Месяц назад
Original hindustani and odisha's real hero.this is the pure patrakaritta. Excellent thanks
@karnatandi2205
@karnatandi2205 Месяц назад
ପୁରା ଜଗଦେଖି ବାଜିବ
@subhahreeentertainment8006
@subhahreeentertainment8006 Месяц назад
ବହୁତ ସୁନ୍ଦର।ତମ କଥାଶୁଣି ମୋହନ ମାଝୀ sir ଙ୍କର ମୁହଁରୁ ଝାଳ ବାହାରିବ
@PrakashChandraNaik-xb5wf
@PrakashChandraNaik-xb5wf Месяц назад
ଭାଇ କେନ୍ଦୁଝର ରୁ ଖଣି ଚରକୁ ଫାଇନ ଆରମ୍ଭ କରାଗଲାଣି ଆପଣ ଜାଣିଲେନି ନା ନାହିଁ
@pradeepkumarmohanty2451
@pradeepkumarmohanty2451 Месяц назад
Tike notification ta patha
@prakashsamal8134
@prakashsamal8134 Месяц назад
ଫାଇନ ଟା ରାଜ୍ୟ ରାଜକୋଷ କୁ ଆସୁଛି ନା ଆଉ କୁଆଡେ ଯାଉଛି।
@skpal498
@skpal498 Месяц назад
ମୋ ଭାଇ ଓଡ଼ିଆ ଅସ୍ମିତା କଣ କହୁଛନ୍ତି, ସେ ବିଷୟରେ ଟିକେ କହିବେ କି... 😮
@Rasmiranjandasa
@Rasmiranjandasa Месяц назад
Odia asimita ebe training Nauchi Gujurata re 😂😂😂
@Nabakishorehembram2024
@Nabakishorehembram2024 Месяц назад
@@Rasmiranjandasa 😃😃😃😃
@JagabandhuMalik-ck5fj
@JagabandhuMalik-ck5fj Месяц назад
ପର କଥା,ପର ଆଲୋଚନା,ପର ନିନ୍ଦା,ପୂର୍ଵ ସରକାର ବିରୁଦ୍ଧରେ କହି କହି ଏତେ ବାଟରେ ପହଞ୍ଚିଥିବା ଲୋକ,ପୂର୍ଵ ଅଭ୍ୟାସ ଛାଡି ପାରୁନାହାଁନ୍ତି।
@uniqueofficialjeetu9030
@uniqueofficialjeetu9030 Месяц назад
------ phatilaki😂😂😂😂😂😂😂😂😂😂😢😢😢😢😢😢
@maheshkumar-fn4gc
@maheshkumar-fn4gc Месяц назад
ସତ କହିଲେ ବିଜେପି ର ଫାଟିବ
@sunildas5574
@sunildas5574 Месяц назад
Gobar bhakt😂
@jitraitudu9980
@jitraitudu9980 Месяц назад
Bjp tautor party
@Balangiriya_pila
@Balangiriya_pila Месяц назад
Ebe januchha ​@@jitraitudu9980
@sonukhansonukhan8387
@sonukhansonukhan8387 Месяц назад
Welcome. Sankara. Very. Good. Information. Salut
@user-ud7vs3en2f
@user-ud7vs3en2f Месяц назад
ଯଦି ଗୋ ହତ୍ୟା, ଜାତିଭେଦ, ଦଙ୍ଗା, ଧର୍ମ ଭେଦ, ଇତ୍ୟାଦି କିଛି ଗୌଣ ବିଷୟ ଗୁଡ଼ିକୁ ଯଦି ମୋହନ ମାଝି କୁହନ୍ତେ ତାହେଲେ ଏ ବାବୁ ମାନେ ଅତି ଉତ୍ସାହରେ ସବୁକିଛି ସମର୍ଥନ ପ୍ରଶଂସାର ସୁଅ ଛୁଟାନ୍ତେ !! ହେଲେ ଯେତେବେଳେ ସେଇ ସବର୍ଣ୍ଣ ଅସୁର ମାନେ ସବୁକିଛି ଲୁଟି ଚାଲିଛନ୍ତି ଏ କଥା ମାଝୀ ଉଠାଇ ଚାଲିଛନ୍ତି ଏକଥା ସେମାନଙ୍କୁ ସହ୍ୟ ହେଉନାହିଁ !! ରେ !! ଚକ୍ରାନ୍ତର ଜାଲ ବିଛା ଯିବ !!
@banamalisahoo9664
@banamalisahoo9664 Месяц назад
are bhai kendujhar district ra cm khorda ra nuhe Cuttack ra nuhe
@trilochanbehera6010
@trilochanbehera6010 Месяц назад
Tahale BJD khani maphianka gulam thila au apana bhadra janisiana andha bhakta thile. Odisa ku madua bedhua banja chora napusaka mane calauthile ,.
@user-ud7vs3en2f
@user-ud7vs3en2f Месяц назад
@@banamalisahoo9664 ଏଇ ତ ବିଡମ୍ବନା ସେଇ ମାନଂକ ନିମନ୍ତେ !! ସେ ଜଣେ ଆଦିବାସୀ ସବର୍ଣ୍ଣ ନୁହଁ !!
@skpal498
@skpal498 Месяц назад
ଅନ୍ଧ ଭକ୍ତ ଙ୍କ ର ଜୟ ହେଉ..
@anandamohakuda4943
@anandamohakuda4943 Месяц назад
Not possible
@odishac.c5306
@odishac.c5306 Месяц назад
ବାବୁରେ, ଗାଣ୍ଡି ରୁ ବଡା,ଛଡା, କୁକୁର 🐕 ଭଳି, କାହିଁକି କୁଆଁ କୁଆଁ ହେଉଛୁ, ମନେ ରଖ, ବିଜେପି ସରକାର କ'ଣ କରେ କ'ଣ ନ କରେ, ସମୟ କହିବ, କାନ ଖୋଲି କୁକୁର 🐕 ସୁଣ ମୋହନ ମାଝି ଙ୍କ ଉପରେ, ଗୋଟିଏ ପଦ କହିବା ପୁର୍ବରୁ, ଗୋଟିଏ କଥା ସନେ ରଖ ତୋ ବୋପାର ଗୋଟିଏ ଟଙ୍କା, ମୋହନ ମାଝି ଖାଇ ନାହାନ୍ତି, ଜେଉଁ ଦିନ ଖାଇବେ,ସେଇ ଦିନ ସଳା, ଭିଡିଓ ବନେଇ ଟଙ୍କା ରୋଜଗାର କରିବୁ, ଅଧିକ କିଛି କହୁ ନାହଁ ଏହା ପରେ ,ଷଣ୍ଢ କିଳା ଜବାବ୍
@Sushreeta_Mishra
@Sushreeta_Mishra Месяц назад
ସିଏ ତ କିଛି ଖବପ୍ ଭାଷା ର ପ୍ରୟୋଗ କରିନାହାନ୍ତି । କାହାକୁ କୁକୁର କହିନାହାନ୍ତି ଆପଣ କାଇଁ ଏଥି ଆସିକି bjp ra ......... ଚଟା କୁକୁର ପରି ହଉଛନ୍ତି 😂😂 ଏଥି ରୁ ହିଁ ଜଣା ପଡୁଛି bjp au bjp nka ଅନ୍ଧ ଭକ୍ତ କଣ.... ଆରେ ସେ politician mana nka ra kichi bhul nahi bhul sabu loka nka ra loka vote dei jiteila bele kichi bhabiki daunahanti khali ବଡ଼ ବଡ଼ ଭାଷଣ ଶୁଣିକି ବିମୋହିତ ଆଉ ଏବେ ଲୋକ ଙ୍କର ଫାଟିବ ପ୍ରବଳ
@jullysamal6626
@jullysamal6626 Месяц назад
ଐରେ bastard utar deuchu Kan Majhi କହିବ ଏବେ ମୁ ମୁଖ୍ୟମନ୍ତ୍ରୀ ,କିଏ କଣ କରିବ ତୁ ବିଶ୍ଵ ଇତିହାସରେ b sunichu ki ହାରାମି ନାୟକ ଫିଲ୍ମ ଅନିଲ କପୂର୍ ଯେମିତି ପେଟ୍ରୋଲ ଜଳି ହୋଇ ଲଙ୍ଗଳା ହୋଇ କାଦୁଆ ପ ଙ୍କରେ ପଶି ନଥିଲା ମାଝି ସେମିତି ହେବାକୁ ଚlହୁଚି ଦେଖେ କଣ ହୋଉଛି ତା ପରେ ଉତ୍ତର ଦେବୁ
@odishac.c5306
@odishac.c5306 Месяц назад
@@Sushreeta_Mishra ଭାରତ ବର୍ଷରେ କେହି ମଞ୍ଜି ପୋତି ନାହାନ୍ତି,ଜେ ସେ ହିଁ ରାଜୁତି କରିବ, ମୋହନ ମାଝି କେତେ ଦିନ ର ମୁଖ୍ୟମନ୍ତ୍ରୀ କିଏ କଲା ମୁଖ୍ୟମନ୍ତ୍ରୀ କିଛି ଜାଣିଛ ନା ଖାଲି,ମନରେ ଜାହା ଆସିଲା ତାହା କହିବା, ମନେ ରଖ ଆମେ କୋଉ ଦଳର ଚାଟୁ କାରିତା କରୁନାହୁଁ, ଜାହାର ଚାଟି ବାର ଅଛି ସେ ଚାଟୁଛି ଗୋଟେ ଲୋକ ର କାମ କରିବା ପରେ ସେ ଲୋକ ର ଭଲ ମନ୍ଦ ବିଚାର କରାଯାଏ ନା ସେ କାମ ନ କରିବା ପୁର୍ବରୁ, କହିବା ସେ କିଛି କରି ପାରିବେନି, ଆଉ ରହିଲା ମୋହନ ମାଝି ଙ୍କ କଥା ମନେ ରଖ ମୋହନ ମାଝି କାହା ଘରର ଚାକର ନୁହନ୍ତି,ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାଙ୍କ ବିଷୟରେ,ଜାହାବି ଟିପ୍ପଣୀ ଦେବ ହଜାର ଥର ଭାବିକି ଦେବ, ଚେତାବନୀ, ସେ ବି ହୁଅନ୍ତୁ ଭୁଲ୍ କୁ ଗ୍ରହଣ କରା ଜାଇ ପାରିବ ନାହିଁ
@odishac.c5306
@odishac.c5306 Месяц назад
@@jullysamal6626 bastard କହିଲୁ ଭଲ କଲୁ, ମନେ ରଖ ଜଳିବା ବସ୍ତୁ ଟି ର ସମୟ କତେ ସମସ୍ତ ଙ୍କୁ ଜଣା, ମୋତେ ନାୟକ ଫାଲ୍ମ ର ଉଦାହରଣ ଦେଉଛୁ, ସୁଣ ନାୟକ ଫାଲ୍ମ ର ମାନେ କ'ଣ ଜାଣିଛୁ, କୋଉ ଉଦ୍ଦେଶ୍ୟରେ ଫିଲ୍ମ ରିଲିଜ ହୋଇଥିଲା, ଜଦି ନ ଜାଣିଛୁ, ଚୁପ୍ ହେଇ ରହିଯା
@Hero-pi5xt
@Hero-pi5xt Месяц назад
ତୋରି ଭଳି କିଛି ମୂର୍ଖ ହିଁ ପାଇଁ ଦେଶ ର ଲୋକମାନେ ହଇରାଣ ହେଉଛନ୍ତି. ତୁ କଣ କହିଲୁ...ତା ବୋପା ର 1 ଟଙ୍କା cm ଖାଇନି. ସିଏ ଯେଉଁ tax ଟା ଦେଉଛି, ସେ ପଇସା ତ ବୋପା ଖାଉଛି କି.. ଆମେ ଯେଉଁ recharge କରୁଛେ, ଖାଦ୍ୟ ଓ ପୋଷାକ, mobile.. etc order କରୁଛେ. ତାର ପଇସା ତ ବୋପା ଖାଉଛି କି... ଆମେ ସରକାର ତିଆରି କରିଛେ. ଆମ ପଇସାରେ ସରକାର ଚାଲୁଚି. ଆମର ଅଧିକାର ଅଛି ପ୍ରଶ୍ନ ପଚାରିବାର. But ତୋର କାହିଁ ବେଶି ଫାଟୁଛି....
@ch.prasadkumarpatnaik3428
@ch.prasadkumarpatnaik3428 Месяц назад
Mohan babu jaha kohibe, tike chinta kori kohiba uchit.
@user-jb7dx9vy2l
@user-jb7dx9vy2l Месяц назад
ଏ ପ୍ରକାର ସମାଲୋଚନା ରେ କୋୖଣସି ମାନେ ନାହିଁ । ନବିନ ସପକ୍ଷରେ ଏହି ବକ୍ତବ୍ୟ ଭିତ୍ତି ହୀନ । ଭେଦ ଖୋଲିଲେ ସମସ୍ତଙ୍କୁ କାଟେ । ଏବେ ୨୫ ବର୍ଷ କାରନାମା ଧରା ପଡୁଛି । ନବୀନ ସରକାର ଓଡ଼ିଶାର ଐତିହ୍ୟ ସ୍ଵାଭିମାନ କୁ ଆଘାତ କରି ଏହିପରି ଚୋର ମିଡ଼ିଆ ଦଳ ଦେଶକୁ ଲୁଟ କରୁଛନ୍ତି ।
@uttambaba6800
@uttambaba6800 Месяц назад
Photo pose and remote control cm majhi 😂😢😅
@ratikantasahoo4729
@ratikantasahoo4729 Месяц назад
Bala BJP Hatao
@sagarmobiles2167
@sagarmobiles2167 Месяц назад
Pathan
@Hero-pi5xt
@Hero-pi5xt Месяц назад
​@@sagarmobiles2167ତ ବା ପଠାଣ
@prasanthantal8300
@prasanthantal8300 Месяц назад
ଅନ୍ଧ ଭକ୍ତ ❤️❤️
@user-np4vu5yr9q
@user-np4vu5yr9q Месяц назад
ବଢିଆ କଥାଟେ କହିଲ ଶଙ୍କର ଭାଇ ଏ ମୋହନ ମାଝି ଆମକୁ ଭକୁଆ ବନଉଛନ୍ତି । ବିଜେପି ଦଳେ ଖାଲି ଭାଷଣ ମାରନ୍ତି।ଗୋଟେ ବି ଭାଷଣର ମୂଲ୍ୟ ବୁଝନ୍ତିନି ।
@bijanmishra5021
@bijanmishra5021 Месяц назад
ବିରୁଡି ଭରା ରେ ହାତ ବାଜିଗଲା କି😂😅😊
@madhabchandrahansdah-fe2iz
@madhabchandrahansdah-fe2iz Месяц назад
ଏଇଟା କ'ଣ ତୁମର ମାଷ୍ଟର ଷ୍ଟ୍ରୋକ। ଆଗକୁ ଅପେକ୍ଷା କର ।ନଈ ନଦେଖି ଲଙ୍ଗଳା।
@user-vd7rq5yp4l
@user-vd7rq5yp4l Месяц назад
ବଡିଆ କହିଲ ଭାଇ bjp ଜାହାକହେ ତାହା କରେନି 100ରୁ100 ସତ❤❤
@papubehera4744
@papubehera4744 Месяц назад
ଆରେ ଭାଇ ଏତେ ବ୍ୟସ୍ତ କଣପାଇଁ ହଉଛ ଟିକେ ଅପେକ୍ଷା କର
@jhadeswarpalei788
@jhadeswarpalei788 Месяц назад
ଭାଇ ତୋର ଫୁଟା ଟାଣ। ମାନିବାକୁ ପଡ଼ିବ।ମିଡିଚାଲ।
@santilatapanda1386
@santilatapanda1386 Месяц назад
BJD bele kahuthila abebi madi chalo
@tikchanbhakata5373
@tikchanbhakata5373 Месяц назад
Thanks journalist babu
@krupasindhumishra3135
@krupasindhumishra3135 Месяц назад
ବହୁତ ଭଲ ଅସଲ ଅସଲ କଥା କହିଛନ୍ତି ବହୁତ ସୁନ୍ଦର ଧନ୍ୟବାଦ୍
@sibasankarsahoo822
@sibasankarsahoo822 Месяц назад
Very good ଲଜିକ l ଧନ୍ୟବାଦ..
@priyankabehera596
@priyankabehera596 Месяц назад
Jay congress vai
@sagarmobiles2167
@sagarmobiles2167 Месяц назад
Pathan
@Hero-pi5xt
@Hero-pi5xt Месяц назад
​@@sagarmobiles2167 ହଁ ଯେ. But ତୁ ତ ନିଜ କଥା କାହିଁ ଏତେ କହୁଚୁ. ତୁ pathana ଆମେ ଜାଣିଚୁ. ଆଉ ଆମେ ସବୁ ଧର୍ମ କୁ ସମ୍ମାନ ଦେଉଛୁ😀
@ratikantasahoo4729
@ratikantasahoo4729 Месяц назад
CM Chenge karajao Odisha ro
@user-hh8qv3gk6y
@user-hh8qv3gk6y Месяц назад
Bhola hebo
@rajiblochandash5072
@rajiblochandash5072 Месяц назад
ସୁନ୍ଦର ଉପସ୍ଥାପନା Remot cm is odisha cm
@alokkumardas5236
@alokkumardas5236 Месяц назад
ଶଳା ଯେତେବେଳେ ଦୀନ ରାତି news channel ରେ ନବୀନ .... ନବୀନ ହୋଇଥିଲା ସେତେବେଳେ ତ ତତେ ବାଧୁ ନଥିଲା ଏବେ କାଇଁ ଏତେ ବଢୁଛି କିରେ । ଶଳା ପାଦ ଚଟା କୁ ଭାରି କଷ୍ଟ ହୋଉଛି.... ଇୟେ ତ କିଛି ନୁହଁ ଆଗକୁ ଆହୁରି ବୋବେଇବୁ ରହି ଯା
@tejaswinipatra7094
@tejaswinipatra7094 Месяц назад
Right
@karunakarkisan1143
@karunakarkisan1143 Месяц назад
ମୋହନ ମାଝି କହିଛନ୍ତି କି ନାହିଁ ସେ ନିଜେ ନିଜକୁ ପଚାରନ୍ତୁ l
@sanjaypatra5975
@sanjaypatra5975 Месяц назад
Very good report Sankar Babu . Your post is absolutely perfect.
@foodcraft143
@foodcraft143 Месяц назад
ଶଙ୍କର ଭାଇ ତାହେଲେ ନବୀନ ପଟ୍ଟନାୟକ ଯୋଉ ୨୫ ବର୍ଷ ରେ କଣ ସବୁ ତାଡି ପକେଇଥିଲେ ଆଉ ଯୋଉ ଓଡ଼ିଶା କୁ ଲୁଣ୍ଠନ କରି ଖୋଳ କହିଦେଇଥିଲେ ତାର ହିସାବ କିଏ ଦବ
@hemantkumarroutray407
@hemantkumarroutray407 Месяц назад
ଇଏ ବିଜେଡିର ଅନ୍ଧ ଭକ୍ତ ଇଏ କ'ଣ ଉତ୍ତର ଦେବ,ଦୀର୍ଘ ୨୫ ବର୍ଷ ଭିତରେ ଇଏ କୋଉଠି ଥିଲା ସପଥ ଗ୍ରହଣର ୧ ମାସ ହେଇନି ବିଦୃପ ଆରମ୍ଭ କଲାଣୀ
@BhagirathaPrusty-yd4tj
@BhagirathaPrusty-yd4tj Месяц назад
ତୋମେ କଂଗ୍ରେସ ବାଲା ଓଡ଼ିଶାର କିଛ ଖାଈନ, ବିଜେପି ବିଜେଡ଼ି ସବୁ ଖାଉଛନ୍ତି,ସାଧୁ -----ଗୁଡା,କମେଣ୍ଟ ପଢିଲେ ଶୂନ୍ୟ ସ୍ଥାନ ପୂରଣ କରି ପଢିବୁ, ରହିଲି।
@prabasinipattanayak
@prabasinipattanayak Месяц назад
Khai nahi congress ta vote kai loka dau nahanti? Sala michha kahi lokanku bivranti karuchhi, congress ta jibanare au uthiparibani, tu jete chitkara kale Kan haba, Congress bhawan Katha kahunu, Tama bada netanka upare Kali chhata, au election ticket bikri puni 5 janaku dalaru bahara karagalani, au Tama suria Katha tike kahunu, sala nijara ghara budi Pani anthue helani, ethi tana Nana karuchhi
@jani_sobhit_kumar
@jani_sobhit_kumar Месяц назад
ଅତି ସୁନ୍ଦର🤘🏻😎👌🏻 ଭିଡ଼ିଓ
@arabindabehera9249
@arabindabehera9249 Месяц назад
Thank you Sankara bhai
@chiki_123
@chiki_123 Месяц назад
ଜୟ ଜଗନ୍ନାଥ ଏହି ଭଦ୍ର ଲୋକ ଚିକ୍କଣ କଥା କହି ମନ ମୋହୁଛନତି ୟାନକୁ ସାରା ଓଡ଼ିଶାରେ ସବୁଠାରୁ ଲୋକପ୍ରିୟ ଅବତାର ରୂପେ ଗ୍ରହଣ କରିବା ପାଇଁ ଅନୁରୋଧ
@basantajani9181
@basantajani9181 Месяц назад
Very.... Thanks you sir
@user-yo9gv9ow2z
@user-yo9gv9ow2z Месяц назад
ଶତପ୍ରତିଶତ ସତ୍ଯ ଉପରେ ଆଧାରିତ, ଉପସ୍ଥାପନା ଚମତ୍କାର 🎉
@user-ip9mk7bf6b
@user-ip9mk7bf6b Месяц назад
ହଇରେ ଚଵିଶି ବର୍ଷର ଶାସନ ଗଲା ତୋର ତ ମୁହଁ ଖୋଲୁନଥିଲା ସେତେବେଳେ କଣ କାଢ ପାଉନଥିଲା
@priyankabehera596
@priyankabehera596 Месяц назад
Ame apanka bada fan
@debarajbeherabankual7494
@debarajbeherabankual7494 Месяц назад
ବାଲି ବୋଝେଇ ଟ୍ରକ ଜବତ କରିବା ପାଇଁ ବ୍ୟବସ୍ଥା ଅଛି, କିନ୍ତୁ ଖଣି ଖାଦାନ ରୁ ମାଲ୍ ବୋଝେଇ ଟ୍ରକ କିପରି ଧରା ପଡ଼େ ନାହିଁ ଏହାର କାରଣ କଣ
@BharatiSahoo-lj5fl
@BharatiSahoo-lj5fl Месяц назад
100℅ right.
@BBMSocialTalk
@BBMSocialTalk Месяц назад
thank u bhai samasta nka ra ...akhi kholibaru
@itzbarshadas20
@itzbarshadas20 Месяц назад
ଧନ୍ୟବାଦ ଭାଇ
@pradeepjena3595
@pradeepjena3595 Месяц назад
ଆପଣ ଙ୍କ news ର ବହୁତ୍ ସତ୍ୟତା ଅଛି
@parameswarlenka2506
@parameswarlenka2506 Месяц назад
ଭାଇ ଭାରି ବଢିଆ କଥା.
@raghunathduari563
@raghunathduari563 Месяц назад
Jay Jagannath 🙏
@user-lu2fi8iz1d
@user-lu2fi8iz1d Месяц назад
ମୁଖ୍ୟ ମନ୍ତ୍ରୀ ଝେଲ ନୋ ପଟେଇଲେ ଖଣି ଚରମାନଙ୍କୁ ଓଡିଶାରେ Cm ru ଇସ୍ତପା ଦେଇଦେବା ଖତା କେବେ ଚର ମାନଙ୍କୁ ଦରିବେ ଏବେ ଅପେକ୍ଷାରେ ଓଡିଶାବାସୀ
@prasantkumarsahoo1054
@prasantkumarsahoo1054 Месяц назад
Online alchohal ଘରେ ପହଂଚିବାକୁ ବିଜେପି ଗାଡି କିଣିକି ରଖିଲନି, କାହିଁକିନା ବିଜେପି ashili ସନାତନୀ ବୋଲି ମଦ ଘରେ ଘରେ ଦବା କୁ ready, ହିନ୍ଦୁ ଠିକାଦାର ଜଗନ୍ନାଥ ବହୁତ ଖୁସି ହେବେ ମଦ online pailye janata
@prafullamajhi8619
@prafullamajhi8619 Месяц назад
ଖାଲିତ କନକନଆଉ
@user-ud7vs3en2f
@user-ud7vs3en2f Месяц назад
ତା ମାନେ ପଟ୍ଟନାୟକ, ପଣ୍ଡା, ଦାସ, ଟାଟା, ଶତପଥୀ, ପାଣିଗ୍ରାହୀ, ମିଶ୍ର, ଅଗ୍ରୱାଲ ରାଜ୍ୟକୁ ଓଡ଼ିଶାକୁ ଦେଶକୁ ଲୁଣ୍ଠନ କରୁଛନ୍ତି !!!!!!!???????..
@santilatapanda1386
@santilatapanda1386 Месяц назад
Pradeep panigrahi ku ago vigilance department dharu
@BiswajitNathNath-di5ep
@BiswajitNathNath-di5ep Месяц назад
ଓଡ଼ିଶା ର ଖଣି ଚୋର ହେଲେ ପଟ୍ଟନାୟକ୍ ପରିବାର
@chunuramhansdah2525
@chunuramhansdah2525 Месяц назад
100re 100 sotyo
@dilubhoi8961
@dilubhoi8961 Месяц назад
ସୁନ୍ଦର ଟପିକ୍
@user-fh5pi5ls8v
@user-fh5pi5ls8v Месяц назад
Sankar bhi tama katha 100% bilkul right .
@bijaypradhan3233
@bijaypradhan3233 Месяц назад
Very good
@prasantkumarmallick5636
@prasantkumarmallick5636 Месяц назад
ସୁନ୍ଦର ବହୁତ ସୁନ୍ଦର, ଧନ୍ୟବାଦ
@manashnayak2794
@manashnayak2794 Месяц назад
ନବୀନ ବାଳ କୁ ହବନି ମହଂନ ମୁଖ୍ୟମନ୍ତ୍ରୀ 💯💯💯
@Pravasha-kumar
@Pravasha-kumar 18 дней назад
ଅମିତଶାହା, ଅମ୍ବାନୀ, ମୋଦୀଜୀ ଙ୍କୁ ରିମୋଟ କରି ଦେଶକୁ ଲୁଟୁଛନ୍ତି... ବାକି ରାଜ୍ୟରେ ଲୋକ ଜାଣିଛନ୍ତି, ସେଥିପାଇଁ ଅନ୍ୟ ରାଜ୍ୟରେ ବିଜେପି ହାରୁଚି, ଓଡିଶା ଲୋକେ ପାଣ୍ଡିଆନ କୁ ସହ୍ୟ ନକରି ନବୀନ ସରକାରଙ୍କୁ ହରେଇ ଦେଲେ. ଏବେ ଭାବୁଛନ୍ତି କିନ୍ତୁ ସମୟ ଓଲଟା ହେଇଯାଅଛି, ଓଡିଶା ବାସୀ ଏବେ ପସ୍ତଉଛନ୍ତି.
@babunibabuni1172
@babunibabuni1172 Месяц назад
ମୁଖ୍ୟମନ୍ତ୍ରୀ ଆଖୁ କିଆରିରେ ପଶିବାପରୀ ହଉଛନ୍ତି।
@pravatabehera328
@pravatabehera328 Месяц назад
Raight bhai
@Deuli.vlog-7199
@Deuli.vlog-7199 Месяц назад
ଏତେ କାହିଁ ଭାଷଣ ଦବୁ, ତୁ ମୁଖ୍ୟମନ୍ତ୍ରୀ ହେଇଜା, ତୁ ଭଲ ଶାସନ କରିବୁ, ନବୀନ ତତେ କେତେ ମାଲ ଦେଇଚି, ଚେନାଲ ରେ ଭାଷଣ ମାରୁଛୁ
@gyanadhishdash2274
@gyanadhishdash2274 Месяц назад
Ati Sundar representation
@sailendupanda2027
@sailendupanda2027 Месяц назад
ତୋ କାମ କିଛି ନାହି ଯଦି ପାଲା କରି ବୁଲ ଭାଇ ଭଲ ଗୀତ ଗାଉଚୁ
Далее