Тёмный
No video :(

ମୋହନ ମାଝୀଙ୍କୁ ପାଣ୍ଡିଆନ ଚାଲେଞ୍ଜ ! mohan majhi | shankar mada | khati 

Khati ( ଖଟି )
Подписаться 326 тыс.
Просмотров 364 тыс.
50% 1

ମୋହନ ମାଝୀଙ୍କୁ ପାଣ୍ଡିଆନ ଚାଲେଞ୍ଜ ! mohan majhi | shankar mada | khati
#bjd #odisha #mohanmajhi #bjp #laxmibus #naveenpatnaik #vkpandian #shankaromsharan #shankarmada #odianews

Опубликовано:

 

19 авг 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 1,1 тыс.   
@PrahalladNayak-wn7sm
@PrahalladNayak-wn7sm 2 месяца назад
ଆରେ ଭାଇ ଏ ଅପ୍ରିୟ ସତ୍ୟ କଥା କହିବାରୁ ମୋର ଗୋଟିଏ ଭଲ ସାଙ୍ଗ ମୋ ସହିତ କଥା ହେଉନାହିଁ.
@s.mohapatra-i1k
@s.mohapatra-i1k Месяц назад
ଭଲ କଥା ତୁମେ କଥା ହୁଅ ନାହିଁ ତାକୁ ଅନ୍ଧ ଭକ୍ତ କୁହାଯାଏ
@diptiranjandas7611
@diptiranjandas7611 27 дней назад
Jjkjjjijjjjkjjjjjjjjjjjjjjjjjjjjjjjjjjjkjjjkjjjjjjkjkjjkjjjjjjkjjijkjjjjjkjjjjjjjkjjjkjjjjjjjjjjjkjjjkkjjjjjjjjijjjjjjkjjjijkjjijjjjjjijjjjjjjjjjjjjkjijjjjjjjjjjkkjjjjjjjjkjjjijjikjjjjjjjjjijkjjjjjjjkjj jjejjtj​@@s.mohapatra-i1k
@diptiranjandas7611
@diptiranjandas7611 27 дней назад
​@@s.mohapatra-i1kjjjjjjjj
@diptiranjandas7611
@diptiranjandas7611 27 дней назад
​Jjjjjj@@s.mohapatra-i1k
@reetap4008
@reetap4008 2 месяца назад
ଧିକ୍ ଧୀକ୍ ରେ ଓଡ଼ିଆ ହୀରା କିଏ ପଥର କିଏ ଚିହ୍ନି ପାରିଲନି ,ସବୁ ଖାଇଯିବେ ମୋଦୀ ରାକ୍ଷସ 😡😡
@Mr24811
@Mr24811 2 месяца назад
ଭାଇ ତୁମେ ଯାହାକହୁଛ କୁହ ମୁଁ ଆଜକୁ ୩ ମାସ ପୂର୍ବ ରୁ କରିଆସୁଛି ବିଜେପି ଓଡ଼ିଶା ରେ ସରକାର କରିବା ପାଇଁ ବିକଳ କ'ଣ ପାଇଁ ହେଉଥିଲା, ଆମ ଓଡ଼ିଶା ର ଖଣି, ପାଣି, ଜଙ୍ଗଲ, ଜମି , ଉପରେ ମୋଦୀ ର ଆଖି , ସେଥିପାଇଁ ସାରା ଭାରତ ବର୍ଷ ର ମୁଖ୍ୟମନ୍ତ୍ରୀ ମାନଂକୁ ଆଣି ମିଛ ପଚାର କରୁଥିଲା ❤ you ଓଡ଼ିଶା ???
@YOBOY08
@YOBOY08 2 месяца назад
ଭାଇ ତମେ ଏଇଠି ଯାହା ଯାହା ଲେଖିଛ ମୁଁ ମୋ ବଡ଼ ଭାଇ ସହିତ ଏଇ ସବୁ କଥା Discussion କରୁଥିଲି ବିଜେପି ସରକାର ନ ଆସିବା ପୂର୍ବରୁ ମୋ ମନ ରେ ଵି ବହୁତ ସମୟରେ ରେ ଉଙ୍କି ମାରେ ମୋଦୀ କଣ ପାଇଁ ଓଡିଶା ରେ ବିଜେପି ସରକାର ଆଣିବାକୁ ଚାହୁଁଛି ଇଲେକ୍ସନ ଆସିଲେ ଓଡିଶା ଆସିକି ଲୋକ ଙ୍କ ଗୋଡ଼ ହାତ ଧରିଦଉଛି ତାପରେ ଜାଣିଲି ଯେ ଆମ ଓଡିଶା ରେ ଲୁହାପଥର ଖଣି, ବକ୍ସସାଇଟ ଖଣି ବିଜେପି ସରକାର ଆସିଲେ ଏଇ ସବୁକୁ ବିକି ବାକୁ ତାଙ୍କୁ ସୁବିଧା ହବ 🥲
@upendrapadhanofficial5789
@upendrapadhanofficial5789 2 месяца назад
Puri Jagannath mandir ra chari dwara close karithiba pandian kana Odia Culture pain thik thila.....Answar😂😂😂
@trinathdora7785
@trinathdora7785 2 месяца назад
100 persent correct.
@ganesh.com1856
@ganesh.com1856 2 месяца назад
@@upendrapadhanofficial5789 eabe chari dwara khuli dei kn ta bada kama karidela.....tu jaiki chari duare pakhare su..tate kichi miliba bjd tate deinathila na eabe bjp daba 10 kg gold
@sumitrabiswal9644
@sumitrabiswal9644 2 месяца назад
U r right, adani sabu nei jiba
@kumarbholeswargagarai5609
@kumarbholeswargagarai5609 2 месяца назад
ଏକ number ଉପସ୍ଥାପନା ଭାଇ ବା ପ୍ରଶ୍ନ, ଆପଣଙ୍କୁ ସାଲୁଟ 🙏🙏🙏🙏🙏ବହୁତ ବହୁତ ଧନ୍ୟବାଦ
@Bishibag123
@Bishibag123 2 месяца назад
ଅତି ସୁନ୍ଦର ଭାବରେ କହିଲେ very nice bro
@pappy669
@pappy669 2 месяца назад
ଭାଇ ନାଲି ଗାମୁଛା କୁ କିଛି କହିଥିବାରୁ ଆପଣଙ୍କୁ ଅଶେଶ ଅଶେଶ ଧନ୍ୟବାଦ
@himansupanigrahi631
@himansupanigrahi631 Месяц назад
Nali gamuchha sala andha bhakta.Andha sala ku kichhi dekha jaeni.
@srikrishna12311
@srikrishna12311 2 месяца назад
ମୋଦି ସରକାର ଓଡିଶା କୁ ଲୁଟିବା ପୂର୍ବରୁ 199 ଥର ଭାବିବ।କାହିଁକି ନା one man army ଓଡିଶା ର ବାଦସାହା ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଏ ପର୍ଯ୍ୟନ୍ତ ବଂଚିଛନ୍ତି।
@shivdurgaenterprise
@shivdurgaenterprise 2 месяца назад
Khali kothare pandian good person but Navin patnaik bjp equal
@user-db8rh8dq6t
@user-db8rh8dq6t 2 месяца назад
You are right sir
@akshayamahapatra2049
@akshayamahapatra2049 2 месяца назад
​ 7:08 7:09 7:09 @@shivdurgaenterprise
@akshayamahapatra2049
@akshayamahapatra2049 2 месяца назад
You are right
@krushnachandramohanty8851
@krushnachandramohanty8851 2 месяца назад
🎉🎉
@surajmohakud-pd8fw
@surajmohakud-pd8fw 2 месяца назад
ଅତି ସୁନ୍ଦର ଭାବରେ କହିଛନ୍ତି ଅଡିଆ ଅସ୍ମିତା
@ranjitkumarmohanty9681
@ranjitkumarmohanty9681 2 месяца назад
ବହୁତ ସୁନ୍ଦର ଭାବରେ ଓଡ଼ିଆ ଅସ୍ମିତା କଥା କହୁଥିବୃରୁ ଧନ୍ୟବାଦ୍ ଦୟାକରି ଅସ୍ମିତା ଶବ୍ଦ ସାଧାରଣ ଲୋକ ବୁଝପାରୁନାହିଁ ତା ପାଇଁ ସରଳ ଭାଷାରେ ଅନୁବାଦ ପାଇଁ ଚେଷ୍ଟା କରନ୍ତୁ
@kadambinibiswal7331
@kadambinibiswal7331 2 месяца назад
Nabin pattanayak, and VK Pandian ଙ୍କୁ ହଟେଇ ମୋଦି ରତ୍ନ ଭଣ୍ଡାର ଆଉ ଖଣି ଆଦାନୀ କୁ ଦବା ପାଇଁ। ମଣିପୁର ଗୋଟେ ବର୍ଷ ହେଲା ଜଳୁଛି। Aparajita Sarangi, modi Saha କାହାରିକୁ dekhajaini। Pandian Nabinji ବହୁତ ଶାନ୍ତିରେ ଓଡ଼ିଶା କୁ ରଖିଥିଲେ। ଏମାନେ ଏଠି ଦଙ୍ଗା କରେଇ କି ଖଣି ଲୁଟିବେ
@pradiptakumarmajhi7595
@pradiptakumarmajhi7595 2 месяца назад
Bjd n team odisha ku kete lute karichhanti Se katha uthiba darakar
@lalithmali1828
@lalithmali1828 Месяц назад
Really right
@JOHANBAGHA-cf1sw
@JOHANBAGHA-cf1sw 2 месяца назад
କି କଥା ଯାକ କହୁଛ ଭାଇ ଉତ୍ତର ଦେବାର ବାଟ ହିଁ ନାହିଁ। ଧନ୍ୟବାଦ
@NalinipravaPradhan
@NalinipravaPradhan 2 месяца назад
ଏ ଓଡ଼ିଆଙ୍କୁ ପାନେ ଦରକାର ଭାଈ, ନବୀନ sir 😢😢 ଙ୍କ ଆଖିର ଲୁହ ବ୍ୟର୍ଥ ଯିବନି, ଓଡିଆ କାନ୍ଦିବେ, ଝୁରିବେ ଆଉ ଛତୁ ଥିବ।
@manojkumarnayak5949
@manojkumarnayak5949 2 месяца назад
ଯଦି ଏହିପରି ହୁଏ ପରବର୍ତ୍ତୀ ନିର୍ବାଚନ ରେ ଏହି ମୁଦା ରେ କଂଗ୍ରେସ ଆଗକୁ ଆସିବ ଓଡ଼ିଆ ବାସୀ ଅନ୍ଧ ଭକ୍ତ ନୁହନ୍ତି କି ଜଗା ସବୁ ଦେଖୁଛି ଜଗା ର ଇଚ୍ଛା ରେ ଓଡ଼ିଶା ବାସୀ ପରିଚାଳିତ 2024ଏହାର ପ୍ରମାଣ ଧର୍ମ ପ ଜୟ ପାପ ର କ୍ଷୟ ସମୟ ଆମର ସାକ୍ଷୀ
@PremChhura-cs1kt
@PremChhura-cs1kt 2 месяца назад
1000000000000000000% right
@basantbehera3915
@basantbehera3915 2 месяца назад
Thenk u🙏🏻🙏🏻🙏🏻ଏଇ ଅନ୍ଧ ମାନଙ୍କର କେବେ ଆଖି ଖୋଲିବ ଜୟ ଜଗନ୍ନାଥ 🙏🏻🙏🏻🙏🏻
@ganeshsahu7883
@ganeshsahu7883 2 месяца назад
ଅନ୍ଧ ଭକ୍ତ କୁ ବୁଝେଇବା କଣ ଏତେ ସହଜ ଭାଇ
@user-nf4eg2pz3i
@user-nf4eg2pz3i 2 месяца назад
ଭାଇ ଆପଣଙ୍କ କହିବା ଅନୁଯାୟୀ ଓଡ଼ିଶାରେ ଯାହା ଚାଲିଥିଲା କ'ଣ ସବୁ ଠିକ ଠାକ୍ ଚାଲିଥିଲା ପରିବର୍ତ୍ତନ ର କୋୖଣସି ଆବଶ୍ୟକତା ନଥିଲା। ଟିକିଏ ଉତ୍ତର ଆଶାର ଅପେକ୍ଷାରେ ।
@chandrakantibehera9413
@chandrakantibehera9413 Месяц назад
Jaha thila thike thila
@Swatipapakipari
@Swatipapakipari 2 месяца назад
Right sir
@pprs58
@pprs58 2 месяца назад
ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କିମ୍ବା ଏମପି ଅପରାଜିତା ଆଦି କଣ ଓଡ଼ିଆ ?
@biswajitpattnaik-ix6ki
@biswajitpattnaik-ix6ki 2 месяца назад
ଅଶ୍ୱିନୀ ବୈଷ୍ମବ ଓ ଅପରାଜିତା କଣ ପାଣ୍ଡୁ ପରି ମାଇକି ମୁଁହରେ ଦେଖେଇ ଗାଣ୍ଡି ମାରୁଥିଲେ
@s.mohapatra-i1k
@s.mohapatra-i1k Месяц назад
ଅଶ୍ଵିନୀ ରାଜସ୍ଥାନୀ ) ଅପରାଜିତା ବିହାରୀ
@bibhutibhusan8454
@bibhutibhusan8454 2 месяца назад
Absolutely Right brother
@bijaypatra9105
@bijaypatra9105 2 месяца назад
ଓଡିଶା ରାଜ୍ୟ ଟା ଲୋପ ପାଇଯିବକିଛି ମେଣ୍ଢା ପଲ ପାଇଁ
@SonuMaharana-lf8pt
@SonuMaharana-lf8pt 2 месяца назад
ଶଙ୍କର,ଭାଇ ଆପଣ ଠିକ୍ କହିଲେ ହେଲେ ,ଓଡ଼ିଶା ର ଜନ ସାଧାରଣ ତୋ ଏଇ କଥାକୁ ବୁଝି ପାରିଲେ ନି ତେଣୁ ନବୀନ ବାବୁଙ୍କୁ ହଜେଇ ବାକୁ ପଡ଼ିଲା।ଯିଏ 1999 ମହା ବାତ୍ୟା ଠାରୁ ପ୍ରତ୍ୟେକ ଓଡ଼ିଶାର ଦୁର୍ବିପାକ ସମୟ ରେ ଓଡ଼ିଶା ର ଲୋକଙ୍କ ସେଥିରେ ଥିଲେ ତାଙ୍କୁ ପରାଜୟ ର ତିଲକ ଦେବା ଠିକ୍ ହେଲା ନି। କିନ୍ତୁ ଭାଇ ଏଠି ନବୀନ ବାବୁ ଙ୍କ ଦଳୀୟ ନେତା ମାନେ ମଧ୍ୟ ଦଳ ଡ଼ିଆଁ କାର୍ଯ୍ୟ କରି ,ଅନେକ ଚକ୍ରବିହ କରିଥିଲେ ଯେଉଁଥିରେ ନବୀନ ବାବୁ ଫସିଗଲେ। ମିଛରେ କେତୋଟି ନିର୍ଦ୍ଧିଷ୍ଟ ଦଳ ଲୋକଙ୍କ news ଚେନେଲ୍, ନବୀନ ବାବୁଙ୍କ ଦେହ ଅସୁସ୍ଥ ,ସେ ପାଣ୍ଡିଆନ ହାତର ଖେଳନା,ଏବଂ ହାତ ଗୋଡ଼ ହଲିବା ପ୍ରସଙ୍ଗ ,ମୂବାଇଲ,ଏବଂ ଟିଭି ରେ ନିତୀ ଦିନିଆ ପ୍ରସଙ୍ଗ କରିଥିଲେ।ଏହା ଦେଖି ଲୋକ ଙ୍କ ମନ ପରିବର୍ତ୍ତନ ଆଡ଼କୁ ଢ଼ଲି ଲା।
@tarinicharansahu3690
@tarinicharansahu3690 2 месяца назад
A daba marana like janisarileni
@mikhaelraita5570
@mikhaelraita5570 2 месяца назад
ବହୁତ ଵଢି଼ଆ masses ଭାଇ
@bibhutibhusan8454
@bibhutibhusan8454 2 месяца назад
My sweet brother heart touching
@ratnakarbehera9193
@ratnakarbehera9193 2 месяца назад
Right katha
@lilyhati2185
@lilyhati2185 2 месяца назад
ବହୁତ ବଢିଆ ଅଭି ଏହି। ଅଣଓଡ଼ିଆବବାବୁ ପଵେଶକୁ କିପରି ଭାବରେ ଗ୍ରହଣ କରିବାକୁ ଯାଉଅଛି ତାହାର ଜବାବ ସମୟ କହିବ ଏହାର ପତନ ଆରମ୍ଭ ହେବ ବହୁତ ଜଲଦି
@prakashdas437
@prakashdas437 2 месяца назад
ଯେତେବେଳେ ଆଦୀବାସୀ ଏରିଆରେ ଜଙ୍ଗଲ କଟା ଯାଉଥିଲା ତୁ ସଳାଟା କେଉଁଠି ଥିଲୁ ,ସେତେବେଳେ ତ କହିଲୁନି
@JayantiMohakud-n7s
@JayantiMohakud-n7s Месяц назад
Thanks bhai
@ritanjalibiswalsarojbiswal5676
@ritanjalibiswalsarojbiswal5676 2 месяца назад
ଓଡ଼ିଆ ଅସ୍ମିତା ମାନେ କଣ ଆପଣ ବୁଝିଛନ୍ତି କହିପାରିବେ କି ଆପଣ?
@manasjena3740
@manasjena3740 Месяц назад
Kathapade kahile vai,ae kathata mo kahiba agaru apan kahidele,yar anser ea kouthi deipariba,yar sikhya dikhya b km thiba janapadila,ta katha,facial expressions ru januthibe se mane mane vabuchhi se SABJAANTA
@pratappradhan9455
@pratappradhan9455 2 месяца назад
ବାସ୍ତବରେ ପଣ୍ଡିଆନ ଉପଦେଷ୍ଟା ଭାବରେ ଓଡ଼ିଶା ପାଇଁ ବହୁତ ଭଲ କାମ କରିଥିଲେ। ହେଲେ ବର୍ତମାନ କେତେ ଓଡିଆ ଅସ୍ମିତା ଚାଲିବ ଦେଖିବା।
@chandrakantibehera9413
@chandrakantibehera9413 Месяц назад
Right 👍
@garibloi6393
@garibloi6393 2 месяца назад
You are correct❤
@SUJITKUMARDASH-ff6ck
@SUJITKUMARDASH-ff6ck 2 месяца назад
ଯୋଉ ଦିନ ଆମେ ଓଡ଼ିଶା ବାସୀ 500 ଟଙ୍କା ଆଉ ଫ୍ରି ଖାଇବା ଭୁଲି, ଯିଏ କାମ କରିବ ତାକୁ ଭୋଟ ଦେବା, ତା ହେଲେ ରାଜ୍ୟ ବଦଳିବ, ଯଦି ନୂଆ ଆସିଥିବା ସରକାର କିଛି ଗଡବଡ ଆଗକୁ ଆସେ ତେବେ 5yrs wait ନକରି ତୁରନ୍ତ ଏମାନଙ୍କୁ କାଢ଼ିବାକୁ ଏକଜୁଟ ହେବାକୁ ପଡ଼ିବ, ଟିକେ ଚିନ୍ତା କରନ୍ତୁ ଆଉ ଉତ୍ତର ଦିଅନ୍ତୁ
@akhilkumarray3930
@akhilkumarray3930 2 месяца назад
EVM ଦଲାଲ୍ କରି ଓଡ଼ିଶାରେ ବିଜେପି ସରକାର ଗଢିଛି। ballot paper ରେ election ହେଲେ ମୋଦି ଗୋଟେ ବି ଆସନ ଜିତି ପାରିବ ନାହିଁ 👍
@santilatapanda1386
@santilatapanda1386 2 месяца назад
Turanta vote heba
@NarendraNarayanJena-tv2ic
@NarendraNarayanJena-tv2ic 2 месяца назад
ଜୁନ ବାର ତାରିଖରେ ଯେଉଁ ପର୍ଯ୍ୟଟକ ମାନେ ଆସିଥିଲେ ସେମାନେ ସର୍ଭେ କରି ଯାଇଛନ୍ତି. ଖାଲି ଅପେକ୍ଷା, ବିଜପିର ଶାଗୁଣା ଆଖି ରୁ ବର୍ତ୍ତୀ ପାରିବ ନାହିଁ ଓଡିଶା. ହେ ଓଡ଼ିଆ ମାନେ ଗୋରୁ ଗୁଡିକୁ କୁଣ୍ଡା ଚୋକଡ ଦେଇ ସୁସ୍ଥ ରଖିଥାଅ. ବିଜପିର ଗ୍ୟାରେଣ୍ଟି, ସବୁ ଉଠାଇ ନେବେ. ବିଶ୍ୱାସ ରଖ. ଦାଦନ ଖଟିବା ବନ୍ଦ. ଆଉ ରଜ ପରେ କୁଆଡେ ଯିବାନି. ଘରେ ରହି ଗୋମାତା ବେପାର କଲେ ଲାଭ ହିଁ ଲାଭ. ନବୀନ ହାରିଛି ଠିକ ହେଇଛି.
@ballavcharanpradhan3532
@ballavcharanpradhan3532 2 месяца назад
ପାଣ୍ଡିଆତ୍ନ୍ ଙ୍କୁ ବିଦା କେଲ କେବଳ ଖଣି ଖାଦନ କୁ ଲୁଟି ଖାଇବେ ା
@rabimeher125
@rabimeher125 2 месяца назад
Tu sikhit achhu murkha
@shivdurgaenterprise
@shivdurgaenterprise 2 месяца назад
Pandian good person
@ajitkumarbarik-vp3tg
@ajitkumarbarik-vp3tg 2 месяца назад
ଜନତା ବାଛି ଥିବା ବିଧାୟକ କାହିକି ମୁଖ୍ୟ ମନ୍ତ୍ରୀ ଙ୍କୁ ଭେଟି ପାରୁନଥିଲେ,ତାର ଉପରେ କିଛି କୁହନ୍ତୁ,ଯୁଆଡ଼େ ବର୍ଷା ସିଆଡେ ଛତା,ଆପଣ ନିର୍ବାଚନ ଆଗରୁ କୋଉଠି ଥିଲେ,ଓ କଣ କହୁଥିଲେ ସବୁ କାମ ଓଡ଼ିଆ କରିବେ କିଛି ମାନେ ନାହିଁ, ବା ଯଦି କରିବେ ତାହେଲେ ପୂର୍ବ ପ୍ରସ୍ତୁତି ଦରକାର,ପୂର୍ବରୁ ବା ୨୫ ବର୍ଷ ହେଲା ଆମ ଵିଲ ପାଖରେ ଧାନକଟା ମେସିନ ଠିଆ ହୋଇଛି,ଆମେ ସେଥିରେ ଅମଳ କରିଛୁ,ଏବେ ଓଡ଼ିଆ ମେସିନ ହେଲେ ତ ସେଥିରେ କାଟିବୁ,ଟ ପାଇଁ ସମୟ ଦରକାର,ଓଡ଼ିଆଙ୍କ ଗୋଡ଼ଟଣା ବୁଦ୍ଧି ଜିବନହି ବୋଧେ,୨୪ ବର୍ଷ କୁ ୨୪ ଦିନ ହୋଇନାହିଁ କେତେ କଥା,ଆମେ କାହିଁକି ସେ ଗୋଟିଏ ହୀରାକୁଦ ରେ ରହିଗଲେ, ପୋସ୍କୋ କାହିଁକି ଫେରିଗଲା,୨୪ ବର୍ଷ ବିତରେ କାହିଁକି ନୂଆ ଶିଳ୍ପ ହେଲା ନାହିଁ,ଆମେ ଲୁହା ପଥର ବିକି,କାହିଁକି ଛୁଞ୍ଚି କିଣିବା,ଆମ ଖଣିର ସଦୁପଯୋଗ କେବେ ହେବ,ତୁମ ପାଖରେ କିଛି ଉତ୍ତର ଅଛି,ଏକ ପାଖିଆ କୁହନ୍ତୁ ନାହିଁ,ସମାନତା ରଖନ୍ତୁ,ଆମେତ ମୂର୍ଖ,ଆଉ ତୁମେ ବି,,,,,,,
@Meta_Gourav
@Meta_Gourav Месяц назад
ବାବୁ ଆଜି ଉଠିଲେ। ଗୋଟେ ମାସ ଭି ହେଇ ନାହିଁ ସରକାର ହେବାର କେତେ Demand କରୁଛନ୍ତି।Sir ମୁଁ ନିଜେ ୪ ବର୍ଷ ହେଲାଣି କଲେଜ ପାସ୍ ହେଇ ଏବେ ଯାଏଁ job ପାଇ ନାହିଁ।ଆମ ଓଡ଼ିଆ ରେ କଣ job ନାହିଁ ଜେ ଆମକୁ ଓଡ଼ିଶା ବାହାରକୁ ଯିବାକୁ ପଡୁଛି। ସବୁ skill ଥାଇ ମୋ ଭଳି ମୋର ବହୁତ ସାଙ୍ଗ ଘରେ ବସି ରହିଛୁ। ଏଥିରେ ସବୁ କାମ ପାଇଁ tamil କି andhra ରୁ ଲୋକ ଆସି କାମ କଲେ ଆମକୁ ଭଲ ଲାଗିବ କି।ଆମେ କଣ ପାଠ ପଢ଼ି ବେକାର। ଓଡ଼ିଶା ରେ ପିଲା ଅଭାବ ନ skill ଅଭାବ।
@jhanubhanj5656
@jhanubhanj5656 2 месяца назад
24 / 25 ବର୍ଷର ସରକାର ଙ୍କୁ ଏମିତି ପ୍ରଶ୍ନ କରିଥିଲେ ହୁଏତ ଆଜି ଆପଣଙ୍କର ପ୍ରଶ୍ନ ହିଁ ନ ଥାନ୍ତା
@djnkiskurapajyoutubechanne7324
@djnkiskurapajyoutubechanne7324 Месяц назад
Setebele emane sabu Naveen ra kala goggles pindhi thile seithi pain setebele dekha jaunathila ebe black goggles bhangi gola duniya ta safa dekhajauchhi tanku
@JayantiMohakud-n7s
@JayantiMohakud-n7s Месяц назад
Thanks bhai
@PrasantaKumarpradhan-oz3oj
@PrasantaKumarpradhan-oz3oj 2 месяца назад
କଣ କହିଲ ଆଦିବାସୀ ମନେ କିଛି ଦେଲେ ଚୁପ ରହିବେ. ଆଦିବାସୀ ଜାତି ନୁହଁ ଓଡିଶା ବାସୀ ପାଉଚ ରେ ଚୁପ ରୁହନ୍ତି। ଦେଖିକି କୁହ ସଂମାନର ସହିତ
@judhistirdas1763
@judhistirdas1763 2 месяца назад
Oh.what a beautiful news. Thanks.
@ajitkumarrout1695
@ajitkumarrout1695 2 месяца назад
Thiki bhai
@ganeswarpanda8136
@ganeswarpanda8136 2 месяца назад
ଠିକ୍ କହିଲ ଏ ଓଡିଶା ବାସି ବହୁତ ହଇରାଣ ହେବେ ତମେ ଦେଖି
@user-cu7id5si3p
@user-cu7id5si3p 2 месяца назад
😮Right
@user-xb5js1lj2r
@user-xb5js1lj2r 2 месяца назад
ଛାଗଳ କଣ ନଖାଏ, ପାଗଳ କଣ ନ କହେ ? ଅନ୍ଧଭକ୍ତ ମଧ୍ୟରୁ ତୁମେ ଯେ ଜଣେ ସଚ୍ଚା ଅନ୍ଧଭକ୍ତ ଏକଥା ଭୁଲିଯାଆନ୍ତି ।
@DSJBR
@DSJBR 2 месяца назад
😂😂😂😂😂😂😂😂
@srinibasdash1958
@srinibasdash1958 2 месяца назад
Right
@umakantatandi4187
@umakantatandi4187 2 месяца назад
Right bhai
@ththandthclasssciencebySANTOSH
@ththandthclasssciencebySANTOSH 2 месяца назад
BJP ର ଆଖି ପ୍ରାକୃତିକ ସମ୍ପଦ ଉପରେ
@kadambinibiswal7331
@kadambinibiswal7331 2 месяца назад
Pandian is very good IAS officer.
@chandrasekharsethi1761
@chandrasekharsethi1761 2 месяца назад
ପ୍ରେମ ଆହୁରି ବହୁଛି
@kadambinibiswal7331
@kadambinibiswal7331 2 месяца назад
@@chandrasekharsethi1761 ନା ଖାଲି ଅର୍ଚ୍ଚନା ପ୍ରେମ ବହୁଛି।
@sudhansumohanta8501
@sudhansumohanta8501 2 месяца назад
Bala officer sie..... Sala underground mafia
@pradipkumarsaha61
@pradipkumarsaha61 2 месяца назад
Modi amit saha hele underground Mafia
@charbak9071
@charbak9071 2 месяца назад
Yes,he was and is the most reliable and efficient,excellent and an exemplary officer.
@sashikantabehera3686
@sashikantabehera3686 2 месяца назад
Double ଇଞ୍ଜିନ. ଖଣି ଲୁଟିବା ସୁବିଧା ହେଲା. ମୋଦୀ ଭଖୁଆ ବନେଇଛି.
@jitendranaik9979
@jitendranaik9979 2 месяца назад
Double means double
@santilatapanda1386
@santilatapanda1386 2 месяца назад
EVM Hera phera
@ratnakarbehera2351
@ratnakarbehera2351 2 месяца назад
ଭାଇ ତମେ କୌ ଦଳର ପାଣ୍ଡିଆନ କଣ କରୁଥିଲା ତମେ କଣ ଦେଖୁ ନଥିଲ ତମେ ପରା ପାଣ୍ଡିଆନ ବିରୁଦ୍ଧରେ ଗୀତ କରିଥିଲ 2.ବିଜେଡି ସରକାର ସମୟ ରେ ତମେ କେବେ ବେଦାନ୍ତ ଜଗନ୍ନାଥ ଜମି ନେଇଛି ବୋଲି ଥରେ କହିନ. ଦଳ ହାରିଗଲା ବୋଲି ଔଷଧ ଜାଳରେ ତାଟିଆ କାମୁଡ ନାହିଁ
@dhrubapandey7530
@dhrubapandey7530 2 месяца назад
Eai Sankaraa ku maal miligale soi Padiba, tu gotiea CA.tate sabu hisab Jana achhi
@pramodbal5526
@pramodbal5526 2 месяца назад
Aeita mgh ta.. boka choda Munda re pandian hagiki jaichhi tari gobara mundare rakhichhi..ta Guna gaichhi.andha bhakta
@raazprasad3713
@raazprasad3713 2 месяца назад
Are Bhai tuma bhala murkha mane epari kuhanti. Thare te bhabantu , Sankar Babu anyaya birodh re hi kuhanti. Se Bjd heu ba Bjp . Ta chhada ebe jeu sarkar chalichhi, , ame taku question kariba na ?
@user-vd7rq5yp4l
@user-vd7rq5yp4l Месяц назад
ସତ କହୁଛ ଶଙ୍କର ଭାଇ bjp ସରକାର ଓଡିଶା କୁ ବିକ୍ରିକରିଦେବ।କୁଆଡେଗଲା ଓଡିଆ ଅସୀମିତା❤❤❤
@sonukhansonukhan8387
@sonukhansonukhan8387 2 месяца назад
Welcome. Very good. Information. Very. Good. Colection. Swagat
@prabhasinipradhan14
@prabhasinipradhan14 2 месяца назад
Thik kahicha bhai
@bijayaranasingh4846
@bijayaranasingh4846 2 месяца назад
Right massage
@bishnuswain7655
@bishnuswain7655 2 месяца назад
Mu apanaku dhanyabad dauchi
@sheshadevabehera7888
@sheshadevabehera7888 2 месяца назад
Rightly said.
@Kandenaik-lk3xl
@Kandenaik-lk3xl 2 месяца назад
Your right bahi
@POLICEMITRA-qx4hb
@POLICEMITRA-qx4hb 2 месяца назад
ଭାଇ ତୁମର ଭାରି ମନ ଦୁଃଖ, BJD ହରିଗଲା ବୋଲି ନାଇ,
@Ravan-nu2bu
@Ravan-nu2bu Месяц назад
Hn 😢
@ramchandramarndi9325
@ramchandramarndi9325 2 месяца назад
Right bro..
@user-dg6pj4wf8u
@user-dg6pj4wf8u 2 месяца назад
ଭାଇ pandian ଖରାପ ନୁହେଁ ସେ ଭଲ କିନ୍ତୁ ବିରୋଧୀ ଖରାପ ଓଡ଼ିଶାରେ ହିଁ ଚୋର ଦଳ ଅଛନ୍ତି। ସେ ମାନେ ଭାବିଲେ pandian ଥିଲେ କିଛି କରିହେବ ନାହିଁ ବୋଲି pandian କୁ ବଦନାମ୍ କରିଲେ ଏଇଟା ହିଁ right
@user-yf9db6tz7j
@user-yf9db6tz7j Месяц назад
Right
@subratswain9433
@subratswain9433 2 месяца назад
Your right 👍🏾
@sachingiri8462
@sachingiri8462 2 месяца назад
ସଙ୍କରା ତୁ ବହୁତ କଥା ଜାଣିଚୁ ଆମେ ଆଗରୁ ଜାଣି ଥିଲେ ତୋତେ CM କରି ଥାଆନ୍ତୁ,
@user-oi9jp1fw2l
@user-oi9jp1fw2l 2 месяца назад
yanku ebe bi kirosini Nisha gharichi chamcha atanki dala ku saport Kari Kari desa ku rasatala ku neijiba bhabichhi 70 barsa raj Kari sadharana rasta te ganku Kariparunathile. cycle kandheiki jauthila sete bele ghare southila aji dokan band. Sethi pain magana gapuchhi au 10 barsa bhitare lakhya. lakhya kilomiter paka rasta ku dekhi sakara bhai bauli hei khata khat khata khat kahi chalichhi . jesa guru wesa chela.😅😅😮😅
@sankarsanmahanta2648
@sankarsanmahanta2648 2 месяца назад
ଭାଇ ତୁମେ ଗୋଟେ ଓଡ଼ିଶା ର ବଡ଼ କମ୍ପାନୀ ତିଆରି କର ଆଉ ସବୁ ଯାକ ଜଜନା ର ଭାଗୀଦାର ହୁଅ, ଆଉ ବେକାରୀ ବେରୋଜଗାରି ସମସ୍ୟାକୁ ପୁରାଣ କର,,ଆଉ ଓଡ଼ିଆ ଅସ୍ମିତା ବଞ୍ଚାଅ ଧନ୍ୟବାଦ୍🙏
@Nayak9988
@Nayak9988 2 месяца назад
Good
@Manasi234
@Manasi234 2 месяца назад
Very nice bro
@Shisirswin71
@Shisirswin71 2 месяца назад
Right 👍
@arjunbag5441
@arjunbag5441 2 месяца назад
ନିର୍ବାଚନ ହେବା ଆଗରୁ କୋଉଠି ଶୋଇ ଥିଲୁ ଭାଇ।
@EkambaDTSbandparty
@EkambaDTSbandparty 2 месяца назад
ଶଙ୍କର ଭାଇ କିଛି କିଛି କମେଣ୍ଟ ଦେଇଛନ୍ତି ଭଲ ରେ ପଡ଼ ଆଉ କାହାକୁ ଆଙ୍ଗୁଳି ଦେଖେଇବା ଆଗ ରୁ ନିଜ କଥା ଭାବ
@JogeswarMajhi-lt7hj
@JogeswarMajhi-lt7hj 2 месяца назад
ଓଡ଼ିଆ ଶିଳ୍ପପତି ଥିଲେ ତ ଓଡ଼ିଶା ରେ ଶିଳ୍ପ ପ୍ରତିଷ୍ଠା କରିବେ,,ଶିଳ୍ପ ଯିଏ କରନ୍ତୁ କିନ୍ତୁ ଆମ ଓଡ଼ିଆ ଦାଦନ ଯିବା ଅପେକ୍ଷା ସ୍ଥାନୀୟ ନିଯୁକ୍ତି ଦିଅନ୍ତୁ,,
@manbodrana5313
@manbodrana5313 2 месяца назад
ତୁମେ କ'ଣ ଭାବୁଛ।ଅନ୍ଧ ଭକ୍ତଙ୍କ ପାଇଁ । ଯୋକ ପରି କଣ କହୁଚ୍ଛ ।
@shyamrpout4444
@shyamrpout4444 2 месяца назад
Thanks you are absolutely right.carry on.
@ASHISHKUMARPALEI-ut9tb
@ASHISHKUMARPALEI-ut9tb 2 месяца назад
Adani...will capture odisha also very soon just watch.... Please look the case of Chhattisgarh, Ladakh ....what happened with the natural beauty of these state.... Development doesn't mean to destroy our own state or country for one or two persons..😐😐😡😡😡
@ramanathnanda5995
@ramanathnanda5995 2 месяца назад
Pandian Babu,s role was like lord biswakarma some people could not understand him properly
@upendrapadhanofficial5789
@upendrapadhanofficial5789 2 месяца назад
Bala na
@sanjitxalxo9667
@sanjitxalxo9667 2 месяца назад
Right 👍
@chandrakantibehera9413
@chandrakantibehera9413 Месяц назад
Pandian write loka
@gautamsahoo559
@gautamsahoo559 2 месяца назад
ଗୁଜରାଟୀ ଗ୍ୟାଙ୍ଗ ଓଡ଼ିଶାରେ ପ୍ରବେଶ କଲେ। ଆଉ କିଛି ଦିନ ପରେ ଖଣି ଜଙ୍ଗଲ ଜମି ଲୁଟିବା ଆରମ୍ଭ ହେଇଯିବ। ଯୋଉ ମାନେ ମୋଦି ଲହର ରେ ଭାସି ଯାଇଛନ୍ତି, ଆଗକୁ ସମୟ ଆସୁଛି ମୁହଁ ଲୁଚେଇ କାନ୍ଦିବେ। ଇଥିରେ ତିଳେ ହେଲେ ସନ୍ଦେହ ନାହିଁ।
@KamalaKanta-ul3ix
@KamalaKanta-ul3ix 2 месяца назад
ସେମାନେ ସବୁଲୁଟିନେଲେ ଚଳିବ କାରଣ ସେମାନେ ଅନ୍ଧଭକ୍ତ ଙ୍କ ବାପା
@prabhakararout7010
@prabhakararout7010 2 месяца назад
ଶଙ୍କର ବାବୁ, ଏଇ କଥା Bjd ସରକାର ଥିଲା ବେଳେ କହିଥିଲେ କି? ଅନ୍ୟକୁ ଅନ୍ଧ କହିବା ପୂର୍ବରୁ ନିଜର ଆଖି କଥା ଭାବନ୍ତୁ.
@gamhasingh6406
@gamhasingh6406 2 месяца назад
😊
@ashutoshmishra7014
@ashutoshmishra7014 Месяц назад
Bhai jaha kahila.manku gal katha sabu soipadithile ebe ujagara hele media balaa sey sankar hau ki siva hau
@user-ug5jc6yf6l
@user-ug5jc6yf6l 2 месяца назад
ତୁ ଶଳା ପାଗଳଟା, ଗୋଲାମ ବନିଛୁ ପାଟିରେ ପେଳ ପୁରେଇ କଥା କହୁଛୁ। ବାଣିଜ୍ୟ ଓ ରାଜନୀତି କଣ ତାକୁ ପଢି ନିଜର ତ୍ରୁଟି ସଂଶୋଧନ କର। ତୋ ଘଇତା ପାଣ୍ଡୁ ଜଣେ ବେତନ ଭୋଗି କର୍ମଚାରୀ, ସେ ଯଦି ଓଡ଼ିଶାରେ ରାଜନୀତି କରିବ ତାକୁ କେମିତି ଗ୍ରହଣ କରାଯିବ। ସେ ଯଦିଓ ସମସ୍ତ ନିର୍ବାଚିତ ସଦସ୍ୟଙ୍କୁ କବଜାକୁ ନେଇ ରାଜ୍ୟରେ ଏକଛତ୍ରବାଦ ଶାସକ ହେବ, ଗରୀବ ଲୋକଙ୍କ ଟିକସ ପଇସାକୁ ନିଜ ଇଚ୍ଛାରେ ଖର୍ଚ୍ଚ କରିବ ସମସ୍ତଙ୍କୁ ଗୌଣକରି ନିଜେ ସର୍ବେସର୍ବା ହେବ , ୟାକୁ କେମିତି ସହିବା? ପ୍ରଭୁ ଜଗନ୍ନାଥଙ୍କୁ ଅପମାନ ଦେବା, ଓଡିଶାର ଖଣି ପାଣି ବାଲି ଜଙ୍ଗଲ ଜମି ସବୁ ଲୁଟ୍ କରିବା କଣ ତୋ ଆଖିରେ ଦିଶୁନଥିଲା? କେତେ ଢୋକିଛୁ ରେ ସ୍ଵାର୍ଥପର ଵେଇମାନ। ତୋ ଦେହରେ କଣ ଓଡିଆର ରାକ୍ତ ନାହିଁ, କେମିତି ସହିଲା ତୋ ଛାତି। ଆମେତ ନବୀନ ସରକାରକୁ ବିରୋଧ କରିନଥିଲୁ। ପାଣ୍ଡୁର ଅସାମ୍ବିଧାନିକ କାର୍ଯ୍ୟ, ଓଡ଼ିଶା ଓ ଓଡିଆଙ୍କୁ ଅସମ୍ମାନ କରିବାଯୋଗୁଁ ବିରୋଧ କରିବା କଣ ଭୁଲ୍ ଥିଲା। ମିଛ ମନଗଢା କଥା ଗପିବା ବନ୍ଦ୍ କର। ତୁ ଗୋଟିଏ ବାନା, ବେଧ ଖଟି କରି ଅନାବଶ୍ୟକ ମିଛ କଥା ପ୍ରଚାର କରୁଛୁ। ଶୁଣ, ମାତୃଭୂମି ମାତୃଭାଷାର ମମତା ଯାହୃଦେ ଜନମି ନାହିଁ ତାକୁ ଯଦି ଜ୍ଞାନି ଗଣରେ ଗଣିବା ଅଜ୍ଞାନୀ ରହିବେ କାହିଁ। !
@rajanikantakhatua3356
@rajanikantakhatua3356 Месяц назад
ଭାଇ ଛୋଟ ମୁହଁରେ ବଡ଼ କଥା election time ରେ ଏସବୁ କଥା ଉପସ୍ଥାପନା କରିବାର ଥିଲା, ସାଧାରଣ ଜନତା ଜାଣିବାର ଥିଲା,
@rajkishoredas-st8tm
@rajkishoredas-st8tm Месяц назад
Thanks for this accurate information.
@dusmantapradhan7959
@dusmantapradhan7959 2 месяца назад
Happy Raja sankar bhai
@arjunpradhan5615
@arjunpradhan5615 2 месяца назад
ପଣ୍ଡିଆନ ବିଧାୟକ ନୁହନ୍ତି। ବିଧାନ ସଭାରେ ଏଣ୍ଟର କରିବାକୁ ପର୍ମିସନ୍ ପାଇଲେ ସିନା।
@suniltanty2811
@suniltanty2811 2 месяца назад
One man army.. Nabin ..achhanti.
@santoshmohanty6301
@santoshmohanty6301 2 месяца назад
ଯୋଉ ଭକୁଆ ମାନେ ବିଜେପିର କୁକୁର ସିଏ ଖାଲି ଏଇ ପୋଷ୍ଟ ପଢି ଲାଙ୍ଗୁଳ ଜାକି ଘରେ ପେଜ ପିଇ ଶୋଇବେ , ନା ମୋଦୀର ପାଦ ଚାଟିବେ । ଶଳାମାନେ ତମେ ମାଗିହା ଗୋବର ମୁଣ୍ଡିଆ ଅନ୍ଧଭକ୍ତ ଗୁଜୁରାଟୀକୁ ପ୍ୟାଣ୍ଟ ଖୋଲି ଦେଖେଇଲ, ସିଏ ମୋହନ ମାଝିଙ୍କୁ ତମର ଡମି ନେତା କଲା ।
@BJena-wn7rr
@BJena-wn7rr 2 месяца назад
ଶତପ୍ରତିଶତ ସତ୍ୟ ତଥ୍ୟ ଉପରେ ଆଧାରିତ। ବହୁତ ଧନ୍ୟବାଦ
@satyaranjanrout1871
@satyaranjanrout1871 2 месяца назад
ବେଦାନ୍ତ କମ୍ପାନୀ କୁ କିଏ ଆଣିଲା ଓଡ଼ିଶା କୁ ଆଉ କିଏ ତାକୁ ଜମି ଦେଲା
@user-ii8cb1vq5b
@user-ii8cb1vq5b 2 месяца назад
ଆରେ sankara କୋଉଠି ଚାକିରୀ ମିଳିଲାନି କି? ଶେଷରେ ରାଜନୀତି କଲୁ 15ବର୍ଷ ହେଲା କୋଉଠି ଥିଲୁ
@Goodyboy_yt
@Goodyboy_yt Месяц назад
Bahut badhia vabare kahu ଥିବାରୁ bahut dhanyabad,
@tapankumar3251
@tapankumar3251 Месяц назад
ମୋଦୀ ଶୋଷୀ ଖାଇବା ଯୋଜନା ପ୍ରସ୍ତୁତ କରି ଅଛି। ଲୋକେ ଵୁଝିଵା କଷ୍ଟ।
@pramodpradhan1979
@pramodpradhan1979 2 месяца назад
Sabu bikri kari debe
@seenext2029
@seenext2029 2 месяца назад
ସମ୍ବିତ ପାତ୍ର - ଝାଡ଼ଖଣ୍ଡ ଅପରାଜିତା ଷଡ଼ଙ୍ଗୀ - ବିହାର 😂😂
@pkrout7233
@pkrout7233 2 месяца назад
Bjd kharap bjp kharap au kn congress vala ... Nantume govt Kariba ...
@seenext2029
@seenext2029 2 месяца назад
କଣ ଆମ ରାଜ୍ୟରେ ନେତା ର ଅଭାବ ଦେଖା ଗଲାଣି କି ?????
@premabarik1365
@premabarik1365 2 месяца назад
ଅନ୍ଧ ଭକ୍ତ ମାନେ ନାଲି ଗାମୁଛା ପିନ୍ଧିଛନ୍ତି କିନ୍ତୁ ତୁମକୁ କିଛି ବି ମିଳିବ ନାହିଁ ଲଙ୍ଗଳା ହୋଇ ବୁଲିବ
@jitusaaho8104
@jitusaaho8104 2 месяца назад
You are perfect
@SadanandaMallik-yt9vz
@SadanandaMallik-yt9vz 2 месяца назад
ବାରମ୍ବାର ଅନ୍ଧ ଭକ୍ତ ଅନ୍ଧ ଭକ୍ତ କଣକରୁଛ Congress ନେତା Congress ra ମୁଖ୍ୟ ମନ୍ତ୍ରୀ ହେଇଥିଲେ କଣ ଉଖାଡ଼ି ପକେଇ ଥାନ୍ତା
@jayantimishar5566
@jayantimishar5566 2 месяца назад
Amiti sata Katha kahithibaru dhanyabad Bhai agaru odisha basinku a Katha bujhaibar thila
@sashidevnayak3599
@sashidevnayak3599 2 месяца назад
ପାଣ୍ଡିଆନ ପାଣ୍ଡିଆନ ପାଣ୍ଡିଆନ କହି ଓଡ଼ିଆବାସୀ ଙ୍କୁ ଭଲ ପାଠ ପଢେଇଲା ବିଜେପି ସରକାର
@niranjannaik6376
@niranjannaik6376 2 месяца назад
ଥାଙ୍କ ୟୁ ଓଡ଼ିଆ,ବିସ୍ଲେସଣ ପାଇଁ,one site pandian other site aadani,ambani...one bjd other bjp
@SwamyNachika
@SwamyNachika 2 месяца назад
ବିଜୁ ବାବୁ ପଟ୍ଟନାୟକ ଓଡ଼ିଶା ପ୍ରଥମ ବିକିଲା ପରେ ନବୀନ ସରକାର ହେଲା ଖଣି, ଜଙ୍ଗଲ,ଜମି,ପାଣି, ସମ୍ପୂର୍ଣ୍ଣ ବିଜେଡି ସରକାର ବିକିଲା କୋରାପୁଟ ନବରଙ୍ଗପୁର ରାୟଗଡାରେ ଜିଲ୍ଲାସ୍ତରୀୟ ଦୁର୍ନୀତି, ଆଦିବାସୀ ଗରିବ ଲୋକଙ୍କ ଦୁଃଖ କିଏ ପୁଛିବ ପୁଣିଥରେ ଓଡ଼ିଶାରେ ମାଓବାଦୀ ହେବାକୁ ହେବ ଦ୍ଧୁଧ ସଂପୂର୍ଣ୍ଣ ରୂପେ ହେବ👍👍☝️☝️
@midnit8810
@midnit8810 2 месяца назад
ନିଜ ବିଷୟରେ ଚିନ୍ତା କର ଏ ଫାଲତୁ କଥା କାହିଁକି, ନିଜର ଚେତନାକୁ ବିସ୍ତାର କର କିଛି ମିଳିବନି ଭାଇ ଏଥିରୁ
@Mohantakld
@Mohantakld 2 месяца назад
Very Good analysis
@bibhutibhusan8454
@bibhutibhusan8454 2 месяца назад
Jay jagannath 🙏
@arunakumardas5825
@arunakumardas5825 2 месяца назад
ନଈ ନ ଦେଖୁଣୁ ଲଙ୍ଗଳା ହେଇଜାଉଛୁ କାହିଁକି? ତୁ ପାଣ୍ଡିଆ ବିଜା, ତୋ ଘରେ ଶଇବୁ ରଖିଦେ, ଜିଏ ପାଣ୍ଡିଆ ପ୍ରେମ ରଖିଛନ୍ତି ତାଙ୍କୂ ଘଡିଏ ଘଡିଏ ଦବୁ?
@nayakmitu8543
@nayakmitu8543 Месяц назад
bhai ias ha ta pare comment karibu
@ramachandrasukri886
@ramachandrasukri886 Месяц назад
Super bhai Best newse
@rudranarayansahu942
@rudranarayansahu942 2 месяца назад
ତୁମ କଥା ମୋ ମନକୁ ଛୁଇଁଲା, ସତ କହୁଚ,କିନ୍ତୁ ଯାହାର ଅସୁବିଧା ହେବ ସେଇ ମାନଙ୍କ ଟାର୍ଗେଟ ରେ ତୁମେ ରହିଯିବ,ଈଶ୍ଵର ତୁମର ମଙ୍ଗଳ କରନ୍ତୁ
@a.k.behera4195
@a.k.behera4195 2 месяца назад
ଏ ସଳା ଚାମଚା ଦଲାଲ କଂଗ୍ରେସର ଚୋର ବୁଝେଇବ ଆଉ ଓଡିଆ ଭକୁଆ ଭଳି ଶୁଣିବେ ଏହା କେବେ ସମ୍ଭବ ନୁହଁ।ଯଦି କେହି ଦେଶ ଭକ୍ତ ନାଗରିକ କିଛିବି ଦେଶପ୍ରେମର ବାର୍ତା ଦିଏ ତାହା ଗ୍ରହଣୀୟ।ହେଲେ ଦେଶର ସାଧାରଣ ଜନତା ଗାନ୍ଧୀ ପରିବାର ଆଉ ପାଦଚଟା ଦଲାଲ ମାନଂକୁ କେବେଠୁ ଦୁରେଇ ଦେଈଛନ୍ତି
@-hp7et
@-hp7et 2 месяца назад
ପ୍ରଥମ କଥା ହେଲା ଓଡ଼ିଶା ରେ ନୂଆ ମୁଖ୍ୟ ମନ୍ତ୍ରୀ ମୋହନ ମାଝି ଆସିଲେ ତୁ ତାଙ୍କୁ ପସନ୍ଦ କରୁନାହି। ଦୁଇ ନମ୍ବର କଥା ହେଲା ତୁ ଯାହା ଭାବୁଛୁ ସେ ସବୁ କିଛିବି ହେବନି। କାହିଁ କିନା ଓଡ଼ିଶା ରେ ପ୍ରଭୁ ଜଗନ୍ନାଥ ଅଛନ୍ତି ସିଏ ଯାହା ଚାହିଁ ବେ ସେୟା ହିଁ ହେବ। ତୁ ଅଯଥା କଥା କାହି ଓଡ଼ିଶା ବାସି ଙ୍କୁ ଡରା ନାହିଁ। ଦେଖୁ ଛୁ 25 ବର୍ଷ ର ବିଜେଡ଼ି ସରକାର ଯେ କି ହାରିବା ଟା ଅସମ୍ଭବ୍ ଥିଲା ସେଇ ବିଜେଡ଼ି ଆଜି ମାଟି ରେ ମିଶି ଗଲା। ପାଣ୍ଡିଆନ୍ ଶକୁନି ରୂପେ ଆସି ଓଡ଼ିଶା ରେ ଧର୍ମ ଥାପନା ହେଲା ଗୋଟେ କଥା ମନେ ରଖ୍ କୁକୁର ମାନେ ଖାଲି ଭୁକିବେ କାମୁଡ଼ି ପାରି ବେନି ଆଉ ଯଦି ଯୋଉ କୁକୁର କାମୁଡୁ ଛି ସେଇ କୁକୁର କୁ ବାନ୍ଧି କି ରଖା ଯାଏ। ଆଉ ତଥାପି ନ ମାନିଲେ ମାରି ଦିଆ ଯାଏ। ଆଉ ଯୋଉ ଆଦିବାସି କଥା କହୁନୁ ଆଦିବାସି ଅଳ୍ପ କେ ଖୁସି ହୁଏ ନାହିଁ। ପୁରା ବ୍ରହ୍ମାଣ୍ଡ ପାଇବା ପାଇଁ ଚେଷ୍ଟା କରେ। ଆଦିବାସି ଆଉ ମୂର୍ଖ ନାହାନ୍ତି। ଆଜି ସେଇ ଆଦିବାସି ଜଣେ ଓଡ଼ିଶା ର ଉପରେ। ଆଉଜଣେ ଭାରତ ର ଉପରେ। ସେଇଥି ପାଇଁ ତୋ ଭଳିଆ ମୂର୍ଖ ବ୍ୟକ୍ତି ମାନେ ମନରେ ଘୃଣା ରଖି ତୁମମାନଙ୍କ ଗାଣ୍ଡୀ ଫାଟି ଯାଉଛି।
Далее