Тёмный

ମୋ ଓଠରେ | MO OTHARE | ANURADHA & PRIYANSHU | PRASAD LIMA MUSIC OFFICIAL VIDEO | 4K 

PRASAD LIMA MUSIC
Подписаться 52 тыс.
Просмотров 115 тыс.
50% 1

A Odiya christian Devotional Song........
FOR BETTER SOUND EXPERIENCE
" USE HEADPHONES "
Full Video......
ମୋ ଓଠରେ ମୁଁ ଆନନ୍ଦରେ ..........
MO OTHARE MU ANANDARE............
A.... Odia Christian Devotional Song
Singers : ANURADHA PANIGRAHI / PRIYANSHU KARA
Music : PRASAD LIMA
Lyrics : Late TAPAN SUNA
Arrangements / Programming : SUBHAM SAMAL
Recording : Er B.K. Mahanty (Studio S.B. Record INN )
Mastering : Er B.K. Mahanty (Studio S.B. Record INN )
Video Credits.....
Cast : ANURADHA PANIGRAHI / PRIYANSHU KARA
D.O.P / Camera : Er B.K. Mahanty (Studio S.B. Record INN )
Editing: : Er B.K. Mahanty (Studio S.B. Record INN )
Thumbnail designed by : Gagan Murali
Special thanks: Er Kishore Chandra Kar Sir & Bro. Sishir Lima
ପ୍ରଭୁଙ୍କ ଗୌରବ ପାଇଁ ଆମ ସମସ୍ତ ଭିଡିଓ ଦେଖିବା ପାଇଁ Click କରନ୍ତୁ 🙏🙏
୧ . ମହାମହିମ ରାଜନ ହେଯିଶୁ ମୋର (ହ୍ୟୁମାନ ସାଗର)
• MAHA MAHIMA RAJANA | ମ...
୨ . ଅପାସୋରା ସେ ପ୍ରେମ..... ( ହ୍ୟୁମାନ ସାଗର )
• APASORA | ଅପାସୋରା ସେ ପ...
୩ . ଆସଗୋ ଯିବା ସିୟୋନର ପଥେ (ମଣ୍ଟୁ ଛୁରିଆ)
• ଆସଗୋ ଯିବା | ASOGO JIBA...
୪ . ନୀରବେ କେତେ ମୁଁ କାନ୍ଦିଛି... ( ଦୀପ୍ତି ରେଖା)
• NIRABE KANDICHHI | ନୀର...
୫ . ମୋ ଓଠରେ ମୁଁ ଆନନ୍ଦରେ ...(ଅନୁରାଧା ପ୍ରୀୟାଁଶୁ)
• ମୋ ଓଠରେ | MO OTHARE |...
୬ . Eye Watan/ ଏୟ ୱାତନ୍ ( Human Sagar)
• AYE WATAN | ऐ वतन | ...
୭ . ହେ ମନ ମୋର ପାପ ପଥୁ ଫେର.... ( ଅମିତ୍ ପାଣି )
• HE MANA | ହେ ମନ ମୋର ...
୮. ତୁମ ପରଶ.... (ଅମିତ୍ ପାଣି )
• TUMA PARASHA | ତୁମ ପରଶ...
୯ . ଅନୁତାପ ର ଲୁହ ନେଇ .....( ଅନୁରାଧା ପାଣିଗ୍ରାହୀ )
• ANUTAPA | ଅନୂତାପର ଲୁହ ...
୧୦ . ପାପେ ନାଇ ବିତା ସେ ଜୀବନ....... ( ବିଦ୍ୟୁତ୍ ଭାତ୍ରା )
• PAPE NAI | ପାପେ ନାଇ ...
୧୧ . କାଏ ମନ୍ତର୍ କଲାହୋ...... ( ବିଦ୍ୟୁତ୍ ଭାତ୍ରା )
• କାଏ ମନ୍ତର କଲା | KAI MA...
୧୨ . ପଥହରା ପଥିକ........ ( ଜୁନସ୍ ଗାଣ୍ଟା )
• PATHA HARA | ପଥହରା ...
୧୩ . ଚରଣେ ଶରଣ...... ( କୁମାର ବାପି )
• ଶରଣ | SARANA | KUM...
୧୪ ଶୁଭହ ଶାମ୍ ମେ ଭଜୁଁ ତେରା ନାମ( ହିନ୍ଦୀ). ( ତପୁ ମିଶ୍ର )
• SUBHA SHAAM | सुबह स...
୧୫ ଦିଲ୍ ମେ ଆ ଏକବାର୍ / Dil main aa ( ତପୁ ମିଶ୍ର)
• DIL MAIN AA | दिलमैं आ...
୧୬. କରତେ ହେଁ ଅର୍ପନ୍ ( ହିନ୍ଦୀ ) ... ( ଅନୁରାଧା ପାଣିଗ୍ରାହୀ )
• ARPAN | अरपन l | ANU...
#PrasdLimaMusic
#AnuradhaPanigrahiSongs
#HumanSagarNewChristianSong
#SwayamPadhiNewdevotionalsongs
#NewChristmasSongs #NewYearSongs2021
#BestHindiChristianSongs
#Kumar Bapi Songs
#LatestOdiaChristianSongs #LatestHindiChristianSongs
#HindiSongs #Gospelsongs #IndianDevotionalSongs
#JesusSongs #ChristianSongs #WorshipSongs #HolySpiritSongs
#AmitPaniNewSongs
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମହା ପବିତ୍ର ନାମ ନେଇ ସମସ୍ତଙ୍କୁ " PRASAD LIMA MUSIC " ତରଫରୁ ପ୍ରେମଭରା ନମସ୍କାର ଜ୍ଞାପନ କରୁ......
ବାସ୍ତବରେ ପ୍ରଭୁ ଯୀଶୁଙ୍କ ଅମୂଲ୍ୟ ପ୍ରେମର ବଳିଦାନ କୁ ଏ ଜଗତ ଯଦି ହୃଦୟଙ୍ଗମ କରିପାରିଥାଆନ୍ତା ତେବେ ସମସ୍ତଙ୍କ ହୃଦୟ ମନ ପ୍ରାଣରେ ଗୋଟିଏ ସ୍ୱର ଉଚ୍ଚାରିତ ହୋଇଥାନ୍ତା ........... "ମୋ ଓଠରେ ମୁଁ ଆନନ୍ଦରେ....... କରୁଥିବି ଗାନ ସ୍ମରି ତୁମ ପ୍ରେମ ଥିବାଯାଏ ମୋ ଏ ଜୀବନ"।
କାରଣ ଈଶ୍ୱର ଯେପରି ସ୍ଵୟଂଭୂ .....ଦ୍ଵିଧାର ଖଡ୍ଗ ଅଟନ୍ତି ସେହିପରି ସେ ପ୍ରେମ ଏବଂ ଅନନ୍ତ ଜୀବନ ଅଟନ୍ତି । ଓ ସେହି ଇଶ୍ଵରୀୟ ପ୍ରେମ ଉପରେ ଆଧାରିତ ଏହି ସୁନ୍ଦର ଗୀତଟି କୁ ମଧୂର କଣ୍ଠରେ ସଜାଇଛନ୍ତି ସୁନାମ ଧନ୍ୟ କଣ୍ଠଶିଳ୍ପୀ ଅନୁରାଧା ପାଣିଗ୍ରାହୀ ଏବଂ ପ୍ରୀୟଂଶୂ କର । ଆସନ୍ତୁ ଏହି ଗୀତ ଦ୍ଵାରା ସେହି ସ୍ଵୟଂଭୂ ପରମେଶ୍ୱରଙ୍କୁ ଗୌରବ କରିବା ସହିତ ତାଙ୍କ ଅନନ୍ତ ଜୀବନର ସହଯାତ୍ରୀ ହେବା ନିମନ୍ତେ ଆପଣା ଆପଣା ଜୀବନକୁ କୁପଥରୁ , ପାପର ଜଞ୍ଜଳରୁ ଫେରାଇ ଆଣୁ ।
ଏହି ଶେଷ ଏବଂ ସ୍ମରଣୀୟ ଗୀତଟିକୁ ରଚନା କରି ଚୀର ସ୍ମରଣୀୟ ହୋଇ ରହି ଯିବା ଏହି ଗୀତର ରଚକ ପ୍ରଭୁଙ୍କର ମହାନ ଦାସ ସ୍ବର୍ଗତ ତପନ୍ ସୁନାଙ୍କୁ ପ୍ରାସାଦ ଲିମା ମିଉସିକ ପରିବାର ତରଫରୁ ଅଶେଷ ଅଶେଷ ଶ୍ରଦ୍ଧାଞ୍ଜଳି ଦେଉ, ପ୍ରଭୂ ତାଙ୍କ ଆତ୍ମାକୁ ଶାନ୍ତି ଦେବାସହ ତାଙ୍କୁ ଅନନ୍ତ ଜୀବନ ପଥେ କଢାଇ ନିଅନ୍ତୁ ଏବଂ ଶୋକାକୁଳରେ ଥିବା ତାଙ୍କ ପରିବାରକୁ ପ୍ରଭୁ ଶାନ୍ତ୍ବନା ଦିଅନ୍ତୁ (ଅମେନ୍)
ଆମ Channel ର ସମସ୍ତ ଗୀତ ଗୁଡ଼ିକ ଶୁଣନ୍ତୁ ଓ ନୂତନ ଗୀତ ଗୁଡିକ ର Notification ପାଇବା ପାଇଁ ଆମ Channel କୁ SUBSCRIBE ମଧ୍ୟ କରନ୍ତୁ....... ପ୍ରଭୁ ଯୀଶୁ ଆମ ସମସ୍ତଙ୍କୁ ଆଶିର୍ବାଦ କରନ୍ତୁ ଧନ୍ୟବାଦ୍ ।
Song lyrics :-
ମୋ ଓଠରେ ମୁଁ ଆନନ୍ଦରେ . . .
କରୁଥିବି ଗାନ ସ୍ମରି ତୁମ ପ୍ରେମ
ଥିବାଯାଏ ମୋ ଏ ଜୀବନ . . . - ୦ -
ଚିରନ୍ତନ ଅନୁପମ ଅଟେ ପ୍ରଭୁ ତୁମରି ପ୍ରେମ
ଅନୁଭଵ କରିଛି ମୁଁ ଜୀବନରେ ତୁମେହିଁ ପ୍ରେମ
କେତେ ଉଚ୍ଚ ଗଭିରଯେ , ପ୍ରଭୁ ତୁମ ଅମୂଲ୍ୟ ପ୍ରେମ
ନାହିଁ କାହିଁ ମାପ ତାର , ତବ ପ୍ରେମ ଅଟେ ଅସୀମ
ପ୍ରେମରେ କଲ ଜୀବନ ଦାନ
ମୋ ପାଇଁ ହୋଇ ତୁମେ ବଳିଦାନ .... - 1 -
ତୋଳିନିଅ ହାତେ ତୁମ , ଦେଇ ପ୍ରଭୁ ପ୍ରେମର ଦାନ
ରୁହ ସଦା ମୋ ଜୀବନେ , ହୋଇ ସାଥୀ ମୋ ପ୍ରିୟତମ
ଚାଲୁଥିବି ପଥେ ତୁମ ଲଭି ତବ ଆଶିଷ ପ୍ରେମ
ଦିଅ ପ୍ରଭୁ ଚୀର ଶାନ୍ତି , ଜୀବନରେ ମୋ ପରିତ୍ରାଣ
ନେଉଛି ପ୍ରଭୁ ତୁମ ଶରଣ
ବଞ୍ଚିବି ନିତି ଭଜି ତୁମ ନାମ ..... - 2 -
!! ANTI - PIRACY WARNING !!
This Content is COPYRIGHT to PRASAD LIMA MUSIC , Any Unauthorized Reproduction , Redistribution, Re-upload (Audio or Video) is Strictly Prohibited of this Material . Legal actions will be taken against those who Violate this COPYRIGHT Material Presented.

Опубликовано:

 

22 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 636   
@moseslima2126
@moseslima2126 3 года назад
ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ ଗୋଟେ ଭିନ୍ନ ଧରଣରେ ଏହି ଗୀତକୁ ଲେଖିଥିବାରୁ ବୋହୁତ ଧନ୍ୟବାଦ ଏହି ଗୀତ ବୋହୁତ ସୁନ୍ଦର ହେଇଛି ଏହିପରି ନୂଆ ନୂଆ ଗୀତ ଲେଖିବାକୁ ପ୍ରଭୁ ଆପଣଙ୍କୁ ଚାଳନା ଦିଅନ୍ତୁ ଓ ତାଙ୍କର ସେବା କାର୍ଯ୍ୟ ନିମନ୍ତେ ବ୍ୟବହାର କରନ୍ତୁ ଆମେ ପ୍ରାର୍ଥନାରେ ଆପଣଙ୍କୁ ସ୍ମରଣ କରିବୁ 🙏God Bless You All
@PRASADLIMAMUSIC
@PRASADLIMAMUSIC 3 года назад
Moses brother...... My heartly thanks and regards to You for your beautiful and valuable feedback Moses ଭାଈ ତମର ବହୁମୂଲ୍ୟ ପ୍ରେମ ଏବଂ ପ୍ରାର୍ଥନା ପୂର୍ଣ୍ଣ ମତାମତ ପାଇଁ ଆମେ ସମସ୍ତେ ଧନ୍ୟବାଦୀ ଅଟୁ...... ପ୍ରଭୂ ତୁମକୁ ଆଶିର୍ବାଦ କରନ୍ତୁ........ ଧନ୍ୟବାଦ୍❤️❤️❤️❤️❤️❤️❤️
@sangitaranik771
@sangitaranik771 2 года назад
Wow nice song god bless u
@Anantapatuofficial
@Anantapatuofficial 3 года назад
Praise the lord sir.... ବହୁତ ସୁନ୍ଦର ଗୀତ ହେଇଚି
@PRASADLIMAMUSIC
@PRASADLIMAMUSIC 3 года назад
Anant ଭାଈ ଆପଣଙ୍କ ବହୁମୂଲ୍ୟ ପ୍ରେମ ଏବଂ ସୁନ୍ଦର ମତାମତ ପାଇଁ ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ...... ଏହି ଗୀତ ଅନେକଙ୍କ ଜୀବନରେ ଆଶିର୍ବାଦର କାରଣ ହେଉ ଏବଂ ମନ ପରିବର୍ତ୍ତନ କରିବାରେ ସାହାଯ୍ୟ କରୁ ❤️❤️❤️❤️ need your Prayers......
@mojeshnilapu3180
@mojeshnilapu3180 Год назад
Super super super ❤❤❤
@rajchetty7452
@rajchetty7452 3 года назад
Waiting i am
@kumarmd1328
@kumarmd1328 2 года назад
Super song bhai god bless you
@manualdeep2642
@manualdeep2642 2 года назад
Praise the Lord...
@Amirkumardigal
@Amirkumardigal 3 года назад
Praise the Lord Nice Song 💝💝💝💝💝
@PRASADLIMAMUSIC
@PRASADLIMAMUSIC 3 года назад
Hallelujah ❤️❤️❤️❤️ Thank You So So much ❤️❤️❤️🙏
@jiotech1248
@jiotech1248 3 года назад
🙏koti koti Dandbat dhanyabad prabhu 🙏
@s.kiskurajgraphics7701
@s.kiskurajgraphics7701 3 года назад
Hallelua,praise the Lord
@PRASADLIMAMUSIC
@PRASADLIMAMUSIC 3 года назад
Hallelujah ❤️❤️❤️ thanks for watching and loving US
@pradhan611
@pradhan611 3 года назад
Praise the Lord ଅତି ସୁନ୍ଦର ହେଇଛି
@PRASADLIMAMUSIC
@PRASADLIMAMUSIC 3 года назад
Love you So much dear brother for your beautiful comment..... God bless you ❤️❤️❤️❤️
@simiyadalabehera
@simiyadalabehera 3 года назад
Praise the lord sir.. Nice Song
@PRASADLIMAMUSIC
@PRASADLIMAMUSIC 3 года назад
Simiya ଭାଈ ମୋ ହୃଦୟ ପୁର୍ଣ୍ଣ ଧନ୍ୟବାଦ ଜଣାଏ......... ପ୍ରଭୂ ତୁମକୁ ଆଶିର୍ବାଦ କରନ୍ତୁ ❤️❤️❤️❤️❤️❤️❤️❤️
@rbjesusstatusofficial3119
@rbjesusstatusofficial3119 2 года назад
Bohut sundor gito
@subaltandi2588
@subaltandi2588 3 года назад
Praise the lord hallelujah 👌👌🙏🥰🥰
@eliyoentertainment5394
@eliyoentertainment5394 3 года назад
ବହୁତ ସୁନ୍ଦର .. 👌👌👌 Praise the Lord...
@PRASADLIMAMUSIC
@PRASADLIMAMUSIC 3 года назад
Hallelujah ❤️❤️❤️❤️ Thank You So So much dear brother.....
@sajeebpradhan
@sajeebpradhan 2 года назад
Superb voice ..Praise the lord
@chhayakantsabhanayakchhaya1744
@chhayakantsabhanayakchhaya1744 2 года назад
Bahut sundar great
@PRASADLIMAMUSIC
@PRASADLIMAMUSIC 2 года назад
ଭାଇନା........ ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ 🙏🙏🙏 ଆପଣଙ୍କ ପ୍ରେମ ଶ୍ରଦ୍ଧା ଏବଂ ଭଲପାଇବା ଆଗରେ ଆମ Team ସର୍ବଦା ରୁଣି ଅଟେ..... ଏମିତି ଆମ୍ଭମାନଙ୍କୁ ଆଗକୁ ବଢିବା ପାଇଁ ଆପଣଙ୍କ ପ୍ରାର୍ଥନା ର ସାହାଯ୍ୟ କାମନା କରୁ...... ଧନ୍ୟବାଦ୍ ❤️❤️🙏🙏
@haranmallick7441
@haranmallick7441 3 года назад
Thank you Lord jesus. Very nice song. praise the Lord 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 🙏 Amen.
@a.p5507
@a.p5507 2 года назад
Ete sunder song
@Santosh_Khosla
@Santosh_Khosla 3 года назад
Wonderful 😊👌🏻 Song
@ranjitkumarkandhpan3085
@ranjitkumarkandhpan3085 3 года назад
Super.. praise the Lord hallelujah
@PRASADLIMAMUSIC
@PRASADLIMAMUSIC 3 года назад
Thanks a lot Ranjit Bhai ଆପଣଙ୍କ ବହୁମୂଲ୍ୟ ପ୍ରେମ ଏବଂ ପ୍ରାର୍ଥନା କାମନା କରୁଛୁ.... ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ ❤️❤️❤️❤️
@gudubaghmusician6751
@gudubaghmusician6751 3 года назад
Super priyanshu brother❤️❤️❤️👌👌👌
@PRASADLIMAMUSIC
@PRASADLIMAMUSIC 3 года назад
Thanks for watching dear brother ❤️❤️
@smileboy3679
@smileboy3679 3 года назад
ବହୁତ ସୁନ୍ଦର ଗୀତ ମଧୁର ସ୍ୱର ମଧୁର ଗୀତ ବହୁତ ବଢିଆ ହେଇଛି ! ମୁଁ ଆଶା କରେ ଯେ ଏହି ଗୀତ ସମସ୍ତଙ୍କୁ ଭଲ ଲାଗୁ ସାଧପ୍ରଭୁ ଙ୍କର ଗୌରବ ହେଉ ❤️❤️❤️😉💝💝 ଅମେନ୍
@PRASADLIMAMUSIC
@PRASADLIMAMUSIC 3 года назад
ଭାଈ ଆପଣଙ୍କ ବହୁମୂଲ୍ୟ ପ୍ରେମ ଏବଂ ପ୍ରାର୍ଥନା ପୂର୍ଣ୍ଣ ମତାମତ ପାଇଁ ଆମେ ସମସ୍ତେ ଆପଣଙ୍କ ଠାରେ ଧନ୍ୟବାଦୀ ଅଟୁ...... ସଦାପ୍ରଭୁଙ୍କ ଅସୀମ ଦୟା ଏବଂ ଶାନ୍ତି ଆପଣଙ୍କ ଊପରେ ସର୍ବଦା ବର୍ତ୍ତୁ........ ଧନ୍ୟବାଦ୍
@samujofficial9746
@samujofficial9746 3 года назад
Very Exited🙅
@pritamdeepofficial118
@pritamdeepofficial118 3 года назад
Praise God..Amen🙏
@supritee_ce
@supritee_ce 3 года назад
ପ୍ରଭୁଙ୍କ ମହାନାମଙ୍କୁ ଧନ୍ୟ ହେଉ ଅତ୍ୟନ୍ତ ଆକର୍ଷଣୀୟ ଗୀତ ବାସ୍ତବରେ ମନୋହର ହୃଦୟସ୍ପର୍ଶୀ ଭାଷାରେ ଲିଖିତ 💯
@PRASADLIMAMUSIC
@PRASADLIMAMUSIC 3 года назад
ଆପଣଙ୍କ ବହୁମୂଲ୍ୟ ପ୍ରେମ ଏବଂ ମତାମତ ପାଇଁ ଆମେ ସମସ୍ତେ ଆପଣଙ୍କ ଠାରେ ଧନ୍ୟବାଦୀ ଅଟୁ ଭାଈ Supritee ...... ସଦାପ୍ରଭୁଙ୍କ ଅସୀମ ଦୟା ଏବଂ ଶାନ୍ତି ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ..... ଧନ୍ୟବାଦ୍
@MKNMUSIC
@MKNMUSIC 3 года назад
Bahut sudar haichi, every thing perfect. Priyansu bahut bhal gaicha, God bless all team
@SPKMusic
@SPKMusic 3 года назад
Thank you Kumar bhai.
@PRASADLIMAMUSIC
@PRASADLIMAMUSIC 3 года назад
Our HEARTLY Gratitude and Thanks to you MKN Music ( Kumar ଆଜ୍ଞା).... ଆମ୍ଭେମାନେ ଅତ୍ୟନ୍ତ ଆନନ୍ଦିତ..... ଆପଣଙ୍କ ବହୁମୂଲ୍ୟ ପ୍ରେମ ଏବଂ ପ୍ରାର୍ଥନା ପୂର୍ଣ୍ଣ ଆଶିର୍ବାଦ ପାଇଁ ଆମେ ସମସ୍ତେ ଆପଣଙ୍କ ଠାରେ ଧନ୍ୟବାଦୀ ଅଟୁ...... ସଦାପ୍ରଭୁଙ୍କ ଅସୀମ ଦୟା ଏବଂ ଶାନ୍ତି ଆପଣଙ୍କ ଊପରେ ସର୍ବଦା ବର୍ତ୍ତୁ........ ଧନ୍ୟବାଦ୍ ❤️❤️🙏🙏
@susajitmanohar6263
@susajitmanohar6263 3 года назад
ପୁଣିଥରେ ପ୍ରଭୁଙ୍କ ଗୌରବ ପ୍ରସଂଶା ଓ ମହିମା ଉଦେଶ୍ୟରେ.. ଏହି ସୁନ୍ଦର ଗୀତଟି ଆମ ଶ୍ରୋତାମଣ୍ଡଳୀ ଙ୍କୁ ଭେଟିଦେଇଥିବାରୁ ମୁ ଆପଣଙ୍କ ନିକଟରେ ଚିର କୃତଜ୍ଞ ଓ ଧନ୍ୟବାଦୀ ଲିମ୍ମା ଆଜ୍ଞା.. ଏକ ଗଭୀର ଅର୍ଥ.. ଅର୍ଥାତ.. ଜୀବନର ଶେଷ ଯାଏ ପ୍ରଭୁଙ୍କ ଗୌରବ ଗାନ କରିବା ପାଇଁ ଉଦବୋଧନ ର ସମ୍ବାଦ ଦେଇ ଆମ ଆତ୍ମିକ ଯାତ୍ରାର ସହାୟକ ସାଜୁଥିବାରୁ ପୁଣିଥରେ ଆପଣଙ୍କୁ ମୁ ଧନ୍ୟବାଦ ଜଣାଏ... କିନ୍ତୁ descriptions ରେ ଲେଖକ ମହାଶୟ ଙ୍କ ବିୟୋଗର ଲେଖା ପଢି.. ମୁ ଅତ୍ୟନ୍ତ ଦୁଃଖିତ କିନ୍ତୁ...ବାସ୍ତବରେ ଗୀତଟି ଅତ୍ୟନ୍ତ ସୃତିମଧୁର ହେଇଛି.. ଏକ ନୂଆ ଆଧୁନିକ ଯୁଗର ସ୍ୱର କୁ ସଂଯୋଜନା କରିଛନ୍ତି ବୋଲି ମୁ ଅନୁଭବ କରିପାରୁଛି.. ତା ସହିତ, ସଂଗୀତ ପରିଚାଳନା ବି ଅତ୍ୟନ୍ତ ହୃଦୟ ସ୍ୱର୍ତ୍ସି ହୋଇଛି.. ମୁ ଅନୁରୋଧ କରୁଛି କି.. ଏମିତି ନୂଆ ନୂଆ ଗୀତ ଦ୍ୱାରା ପ୍ରଭୁଙ୍କ ଗୌରବ କରିବା ସହିତ, ଆମ ଶ୍ରୋତାମଣ୍ଡଳୀ ଙ୍କ ହୃଦୟରେ ଆନନ୍ଦ ଭରୁଥାଅ ଶୀଘ୍ର ଆଉଗୋଟିଏ ସୁନ୍ଦର ଗୀତ ପାଇଁ ମୁଁ ଆଶା ଓ ଅପେକ୍ଷା କରୁଅଛି........ଧନ୍ୟବାଦ ( ସୁସଜିତ..)
@PRASADLIMAMUSIC
@PRASADLIMAMUSIC 3 года назад
ମୋ ପ୍ରିୟର ଭାଇ Susajit...... ମୋ ହୃଦୟର ପ୍ରେମଭରା କୃତଜ୍ଞତା ଆପଣଙ୍କୁ ଜଣାଏ । ବାସ୍ତବରେ ମୁଁ ଆପଣଙ୍କ ବହୁମୂଲ୍ୟ ମତାମତ ର ଅପେକ୍ଷାରେ ଥିଲି....... କାରଣ ପ୍ରଭୁଙ୍କ ନାମ ନେଇ ଜଣାଏ ଯେ ଆପଣଙ୍କ ବହୁମୂଲ୍ୟ ଗୋଟି ଗୋଟି ବାକ୍ୟ ଗୁଡ଼ାକ ହୃଦୟକୁ ଭେଦ କରି ସିଂହରଣ ସୃଷ୍ଟି କରି ଆନନ୍ଦ ଦେଇଥାଏ........ So Our HEARTLY THANKS to You behalf of our whole Team and love you so so much ❤️❤️❤️❤️❤️ God bless you
@BijaySabar7978
@BijaySabar7978 3 года назад
ଯୀଶୁ ବିନା ବୃଥା ଏ ଜୀବନ Really sir very Beauty full christian Devotional song very meaning full song
@PRASADLIMAMUSIC
@PRASADLIMAMUSIC 3 года назад
Thanks for your beautiful and valuable compliments dear brother Bijaya........ God bless you more and more ❤️❤️🙏🙏
@SBMusic123
@SBMusic123 3 года назад
praise the Lord super song God bless you all
@PRASADLIMAMUSIC
@PRASADLIMAMUSIC 3 года назад
Thank You So So much SB Music for your valuable feedback ❤️❤️❤️🙏
@anandabrekebeda1
@anandabrekebeda1 Месяц назад
ସତରେ ଆଜ୍ଞା ଏହି ଗୀତ ମତେ ବହୁତ୍ ଭଲ ଲାଗିଲା। ଧନ୍ୟବାଦ ପ୍ରଭୁ ଆପଣ ମାନଙ୍କୁ ଆଶୀର୍ବାଦ କରନ୍ତୁ।
@santoshmajhi9493
@santoshmajhi9493 3 года назад
Beutiful song praise the lord
@PRASADLIMAMUSIC
@PRASADLIMAMUSIC 3 года назад
Thanks for watching and loving US ❤️❤️❤️❤️❤️ God bless you
@samuelkarad8849
@samuelkarad8849 3 года назад
Praise the Lord very nice song
@PRASADLIMAMUSIC
@PRASADLIMAMUSIC 3 года назад
Thanks for your valuable feedback dear brother Samuel........ May God bless you ❤️❤️❤️
@sidheswarMajhi-do5fm
@sidheswarMajhi-do5fm Год назад
preise the lord for wonderful song 🌌👍
@chinkupradhan3874
@chinkupradhan3874 2 года назад
ହୃଦୟ ଛୁଆଁ ଗୀତ 🌹ପ୍ରଭୁଙ୍କ ଗୁଣ କୀର୍ତ୍ତନ କର ପ୍ରଭୁଙ୍କର ପ୍ରସଂଶା ହେଉ ଆମେନ
@PRASADLIMAMUSIC
@PRASADLIMAMUSIC 2 года назад
Chinku ଭାଈ....... Thanks for your beautiful Compliments ❤️❤️🙏🙏 God bless you abundantly
@philipmashi6789
@philipmashi6789 3 года назад
ବହୁତ ସୁନ୍ଦର ଗୀତ ଟିଏ... Praise the Lord
@narendrasagarofficial
@narendrasagarofficial 3 года назад
Praise the lord ପ୍ରଭୁ ଆପଣଙ୍କୁ ଆହୁରି ଆଶ୍ରିବାଦ କରନ୍ତୁ, ତାଙ୍କର ମହିମା ପାଇଁ ଆହୁରି ଗୀତ କରନ୍ତୁ ✝️✝️🙏🙏🙏👍👍💝💝
@PRASADLIMAMUSIC
@PRASADLIMAMUSIC 3 года назад
Narendra Bhai ଆପଣଙ୍କ ପ୍ରୋତ୍ସାହନ ପାଇଁ ପ୍ରଭୁଙ୍କୁ ଧନ୍ୟବାଦ୍ ଦିଏ..... ଏବଂ ଆପଣଙ୍କ ସର୍ବ କୁଶଳତା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ........ ପ୍ରଭୂ ଆପଣଙ୍କୁ ଅଶେଷ ଆଶିର୍ବାଦ କରନ୍ତୁ ❤️❤️❤️❤️❤️❤️
@narendrasagarofficial
@narendrasagarofficial 3 года назад
Thank you sir
@biswabasrajguru9833
@biswabasrajguru9833 3 года назад
Beautiful song, superb 👍👍👍👍 ବହୁତ ଭଲ ଭଜନ।
@PRASADLIMAMUSIC
@PRASADLIMAMUSIC 3 года назад
ବହୁତ ସୁନ୍ଦର ମତାମତ ପାଇଁ ଆମ Team ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁ ଆଜ୍ଞା...... ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ ଧନ୍ୟବାଦ୍ ❤️❤️❤️❤️
@sangitanag6422
@sangitanag6422 3 года назад
Bahut sundar gita ...praise the lord
@PRASADLIMAMUSIC
@PRASADLIMAMUSIC 3 года назад
Sangita ଭଉଣୀ....... ଆପଣଙ୍କ ପ୍ରେମପୂର୍ଣ୍ଣ ମତାମତ ଏବଂ ଆଶିର୍ବାଦ ପାଇଁ ଆମ Team ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁ...... ପ୍ରଭୂ ଆପଣଙ୍କୁ ଅଶେଷ ଆଶିର୍ବାଦ କରନ୍ତୁ ଧନ୍ୟବାଦ୍
@papundandasena7901
@papundandasena7901 2 года назад
ହେ ପ୍ରଭୁ ଯୀଶୁ ତୁମକୁ କଣ ବା କହିବି ତୁମେ ଏହି ଗୀତ ମଧ୍ୟମ ରେ ସମସ୍ତ ଙ୍କ ହୃଦେ କଥା କୁହ
@PRASADLIMAMUSIC
@PRASADLIMAMUSIC 2 года назад
Hallelujah hallelujah hallelujah ❤️❤️❤️ ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ ହେଉ ଏବଂ ଏଇ ଗୀତଟି ଅନେକଙ୍କ ଜୀବନରେ କାର୍ଯ୍ୟକାରୀ ହେଉ...... ଏହାହିଁ ପ୍ରଭୁଙ୍କ ଠାରେ ପ୍ରାର୍ଥନା Thank You So So much ❤️🙏
@neheraofficial2053
@neheraofficial2053 3 года назад
Prabhunka kar prasansha heu... Praise the Lord
@PRASADLIMAMUSIC
@PRASADLIMAMUSIC 3 года назад
Hallelujah hallelujah Nehera ଆଜ୍ଞା... ଆପଣଙ୍କ ବହୁମୂଲ୍ୟ ପ୍ରେମ ଏବଂ ପ୍ରାର୍ଥନା ପୂର୍ଣ୍ଣ ଆଶିର୍ବାଦ ପାଇଁ ଆମେ ସମସ୍ତେ ଆପଣଙ୍କ ଠାରେ ଧନ୍ୟବାଦୀ ଅଟୁ......
@ashaprakashguru4096
@ashaprakashguru4096 3 года назад
Super fantastic n mind blowing
@PRASADLIMAMUSIC
@PRASADLIMAMUSIC 3 года назад
Thanks for your valuable feedback Always dear Mama....... I am always happy that you are a part of our life....... God bless you ❤️❤️❤️❤️❤️❤️❤️❤️
@jjjmusicpresents5659
@jjjmusicpresents5659 3 года назад
So nice, superb song sir
@PRASADLIMAMUSIC
@PRASADLIMAMUSIC 3 года назад
Thanks for your Heartly love Always dear JJJ Music.......it will remain in My Heart always ❤️❤️🙏🙏
@niranita3014
@niranita3014 3 года назад
Exlent song.... Praise the Lord...Amen
@PRASADLIMAMUSIC
@PRASADLIMAMUSIC 3 года назад
ALL GLORY to God dear brother ❤️❤️❤️❤️❤️ and thank You So So much
@poojadas8897
@poojadas8897 Год назад
Awesome. God bless you
@PRASADLIMAMUSIC
@PRASADLIMAMUSIC Год назад
Thanks for your valuable feedback dear Loving Pooja ❤️❤️🙏🙏 God bless you richly
@kedarnayak1383
@kedarnayak1383 7 месяцев назад
ଗୀତର ତାଳ, ସ୍ୱର,ପଦ ସବୁ ମନଛୁଆଁ 💜🙏☺️👌
@nibeditanayak4963
@nibeditanayak4963 6 месяцев назад
very nice song bhai and bhouni may God bless you to sing many more 🙏🎤🎤🎤👌
@archanakumariguru2381
@archanakumariguru2381 2 года назад
Super heart touching song 👌👌👍👍praise the lord 🙏🙏🙏💖💖💖💖
@PRASADLIMAMUSIC
@PRASADLIMAMUSIC 2 года назад
ପ୍ରଭୁଙ୍କର ମହାନ୍ ନାମର ଗୌରବ ହେଉ dear Archana ..... ❤️❤️🙏🙏 Thank You So So much ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ 👍👍
@mothermary1052
@mothermary1052 3 года назад
Wow Prasad bahut aloga prakara gita heichi
@PRASADLIMAMUSIC
@PRASADLIMAMUSIC 3 года назад
ବହୁତ ବହୁତ ଧନ୍ୟବାଦ୍...... ଆମ୍ଭମାନଙ୍କ ପ୍ରଚେଷ୍ଟାକୁ ସାକାର କରିବାରେ ସାହାଯ୍ୟ କରୁଛି ଆପଣ ମାନଙ୍କ ବହୁମୂଲ୍ୟ ପ୍ରେମ ଏବଂ ମତାମତ...... Thanks a lot ❤️❤️❤️ God bless you
@maansing4604
@maansing4604 2 года назад
Very good sir👌👌👌 ବହୁତ ସୁନ୍ଦର ଗୀତ ।
@PRASADLIMAMUSIC
@PRASADLIMAMUSIC 2 года назад
Maan brother ❤️❤️🙏🙏 Parameswar ka asirbad aap Labh Karen 👍👍
@RBSTATUSCHENNAL
@RBSTATUSCHENNAL 2 года назад
Praise the loard ବହୁତ ସୁନ୍ଦର ଗୀତ ହେଇଛି
@PRASADLIMAMUSIC
@PRASADLIMAMUSIC 2 года назад
Ritesh ଭାଈ ......… ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ ❤️❤️❤️🙏🙏🙏
@madhumitasuna2925
@madhumitasuna2925 3 года назад
All glory to Lord Jesus.... Marvellous
@PRASADLIMAMUSIC
@PRASADLIMAMUSIC 3 года назад
Thanks a million dear Sister Madhumita behalf of our whole Team members ❤️❤️❤️❤️ God bless you
@salmanpurtysalmanpurty9500
@salmanpurtysalmanpurty9500 3 года назад
ବହୁତ ଦିନ ପରେ ହୃଦୟସ୍ପର୍ଶୀ ଗୀତ ଟିଏ ଶୁଣିଲି ବହୁତ ସୁନ୍ଦର ଲାଗିଲା 👌👌👌👌 ଏମିତି ସୁନ୍ଦର ସୁନ୍ଦର ଗୀତ ଗୁଡ଼ିକ ଶୁଣାଉଥାନ୍ତୁ God bless you Prashad lima Sir 🙏🙏🙏🙏🙏🙏
@PRASADLIMAMUSIC
@PRASADLIMAMUSIC 3 года назад
Salman ଭାଈ ଆପଣଙ୍କ ବହୁମୂଲ୍ୟ ପ୍ରେମ ଏବଂ ମତାମତରେ ଆମେ ଅତ୍ୟନ୍ତ ଆନନ୍ଦିତ...... ସତରେ ପେଟ ପୁରିଲା ପରି ଲାଗିଲା..... Thanks a million times dear brother ❤️❤️🙏🙏
@rajkumarpradhan9110
@rajkumarpradhan9110 2 года назад
ଗୀତ ବହୁତ ଭଲ ହୋଇଛି thankyou sir
@PRASADLIMAMUSIC
@PRASADLIMAMUSIC 2 года назад
ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ Rajkumar ଆଜ୍ଞା ❤️❤️🙏🙏 ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ
@vesrani
@vesrani 2 года назад
Mo othore mu Ananda re super sirer👍👍🙏🙏
@PRASADLIMAMUSIC
@PRASADLIMAMUSIC 2 года назад
Thanks for watching and loving US ❤️❤️🙏🙏
@ujalpradhan7504
@ujalpradhan7504 3 года назад
Praise the Lord Jesus Super Nice Song God bless your Hallelujah
@PRASADLIMAMUSIC
@PRASADLIMAMUSIC 3 года назад
Ujal ଭାଈ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ ଆମ ସମସ୍ତଙ୍କ ତତଫରୁ...❤️❤️🙏🙏
@binanag1249
@binanag1249 2 года назад
Praise the lord 🙏 so beautiful song 👍
@PRASADLIMAMUSIC
@PRASADLIMAMUSIC 2 года назад
Thank You So So much dear Bina ❤️❤️🙏🙏 It's a wonderful feedback We Thank You and may God bless you ❤️❤️
@pil1432
@pil1432 3 года назад
Wow superb, 👍👍
@PRASADLIMAMUSIC
@PRASADLIMAMUSIC 3 года назад
ALL GLORY to God Amen ❤️❤️❤️ Thank You So So much dear brother behalf of our whole family
@amitranjannayakofficial9645
@amitranjannayakofficial9645 3 года назад
Nice song..God bless you all.
@PRASADLIMAMUSIC
@PRASADLIMAMUSIC 3 года назад
Praise the Lord brother and thanks for watching and giving your valuable Compliments ❤️❤️❤️ God bless you 🙏🙏
@sujitpani1660
@sujitpani1660 3 года назад
Bahut bhala achi nana
@PRASADLIMAMUSIC
@PRASADLIMAMUSIC 3 года назад
ଖୁସି ଲାଗିଲା ବାବୁ ସୁଜିତ୍...... ପ୍ରଭୁଙ୍କ ଗୌରବ ପାଇଁ ପ୍ରୟାସ ଜାରି ରଖିବା...... ପ୍ରାର୍ଥନାରେ ସ୍ମରଣ କରି ଦିଅ ବାବୁ...... ପ୍ରଭୁ ଆଶିର୍ବାଦ କରନ୍ତୁ
@APNi-AWAAZ1982
@APNi-AWAAZ1982 2 года назад
Praise the Lord
@jyotirmayeegagarai536
@jyotirmayeegagarai536 2 года назад
Nice song God bless you
@PRASADLIMAMUSIC
@PRASADLIMAMUSIC 2 года назад
We are PROUDLY Thanking YOU 👏👏👏👏👏 Plz glorify God through your little and valuable effort ...... May God bless you abundantly
@MilanPalChristianSinger
@MilanPalChristianSinger 3 года назад
Praise the Lord... Wonderful love song
@PRASADLIMAMUSIC
@PRASADLIMAMUSIC 3 года назад
Thanks for your beautiful Compliments dear brother Milan..... God bless you ❤️❤️❤️
@ambritamishra3346
@ambritamishra3346 Год назад
Praise the lord, blessed song
@abrahmganda6083
@abrahmganda6083 2 года назад
Praise the Lord🙏🎉... Very Nice Song Sir.. Bahut Sundar lekha..
@pramodguru4108
@pramodguru4108 3 года назад
ଅତି ସୁନ୍ଦର ରଚନା, ସ୍ୱର ସଂଯୋଜନା ଉଚ୍ଚକୋଟିର ହୋଇଛି, ସଂଗୀତ ଓ ପରିଚାଳନା ସୁମଧୁର ହୋଇଛି ଗାୟକ ଓ ଗାୟିକା ନିଜର ଉତ୍ତମ ସ୍ୱର ପ୍ରଦାନ କରିଛନ୍ତି। ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।
@PRASADLIMAMUSIC
@PRASADLIMAMUSIC 3 года назад
ଆପଣଙ୍କୁ ଅଶେଷ ଅଶେଷ ଅଶେଷ ଧନ୍ୟବାଦ ପାଳକ ଆଜ୍ଞା....... ଆପଣଙ୍କ ବହୁମୂଲ୍ୟ ପ୍ରେମ ଏବଂ ପ୍ରାର୍ଥନା ପୂର୍ଣ୍ଣ ଆଶିର୍ବାଦ ପାଇଁ ଆମେ ସମସ୍ତେ ଆପଣଙ୍କ ଠାରେ ଧନ୍ୟବାଦୀ ଅଟୁ...... ଆମ ପାଇଁ ପ୍ରାର୍ଥନା କରନ୍ତୁ ଏବଂ ସଦାପ୍ରଭୁଙ୍କ ଅସୀମ ଦୟା ଏବଂ ଶାନ୍ତି ଆପଣଙ୍କ ଊପରେ ସର୍ବଦା ବର୍ତ୍ତୁ........ ଧନ୍ୟବାଦ୍
@sunitkumarnayakofficial466
@sunitkumarnayakofficial466 3 года назад
So nice. Praise the lord
@PRASADLIMAMUSIC
@PRASADLIMAMUSIC 3 года назад
Proud to hear You and Thanks a lot dear brother Sunit behalf of our whole Team.......❤️❤️ Plz watch Our all videos and Gloryfy God ....… God bless you 🙏🙏
@markamalik5978
@markamalik5978 2 года назад
Best Jesus song good bless you team
@PRASADLIMAMUSIC
@PRASADLIMAMUSIC 2 года назад
Dear MARKA brother ❤️❤️🙏🙏 Thank You So So much for your valuable love for the GLORY of the Lord ❤️❤️🙏🙏 Do watch Our all videos and Gloryfy God..…...may God bless you
@liligamango3744
@liligamango3744 2 года назад
Praise the Lord 🙏 bahut bhala heichhi bahut bhala voice priansu Bhai satare bahut badhia gauchha. god bless you.
@PRASADLIMAMUSIC
@PRASADLIMAMUSIC 2 года назад
Our Heartly Thanks and appreaciation to you dear LILI 👏👏👏👏👏👏👏👏👏 It's a wonderful feeling to get your beautiful Compliments May God bless you and family
@aanitaanu7335
@aanitaanu7335 2 года назад
So sweet voice... Praise the Lord halleluya.... Amen
@PRASADLIMAMUSIC
@PRASADLIMAMUSIC 2 года назад
Thanks a lot dear Sister Aanita .....❤️❤️🙏🙏 So beautiful Compliment..........❤️❤️ ଏତେ ସୁନ୍ଦର ପ୍ରେମର ମତାମତ ପାଇଁ ଆମେ ଆପଣଙ୍କ ଠାରେ ଅତ୍ୟନ୍ତ ଆନନ୍ଦିତ ଏବଂ ଧନ୍ୟବାଦୀ ଅଟୁ ❤️❤️❤️❤️
@jikhariyanayak7072
@jikhariyanayak7072 3 года назад
Praise the Lord sir Glory to Almighty God Wonderful song
@PRASADLIMAMUSIC
@PRASADLIMAMUSIC 3 года назад
Thanks My dear brother Jikhariya.....for your beautiful lines which gives the honour to the LORD....❤️❤️❤️❤️God bless you
@petermallik8606
@petermallik8606 3 года назад
Very nice song.. 👍👍God bless you..
@PRASADLIMAMUSIC
@PRASADLIMAMUSIC 3 года назад
Thanks for watching and loving US dear brother ❤️❤️❤️ God bless you mightyly ❤️❤️🙏
@rajbabuluyoutube87
@rajbabuluyoutube87 2 года назад
Super super song Amen 🙏🙏👌👍
@PRASADLIMAMUSIC
@PRASADLIMAMUSIC 2 года назад
Hallelujah ❤️❤️🙏🙏 Our HEARTLY THANKS and LOVE to you dear brother Raj Babula .... May God bless you abundantly ❤️❤️
@sanjugomango3440
@sanjugomango3440 2 года назад
Praise the lord sir 🙏🙏 very nice song 👍👍
@PRASADLIMAMUSIC
@PRASADLIMAMUSIC 2 года назад
Thanks a Million dear SANJU ❤️❤️🙏🙏 Your Lovely compliments will be a big encouragement for US 👏👏 God bless you mightyly
@nabakishorbag9614
@nabakishorbag9614 3 года назад
God bless you very nice song
@PRASADLIMAMUSIC
@PRASADLIMAMUSIC 3 года назад
Thanks for your valuable feedback ❤️❤️ God bless you and your family
@abhishekdigal8874
@abhishekdigal8874 3 года назад
I'm Very excited
@jeeonarang7326
@jeeonarang7326 2 года назад
Nice song . "God bless you" Hallelujah hallelujah hallelujah Amen 🙏 Amen 🙏 Amen
@PRASADLIMAMUSIC
@PRASADLIMAMUSIC 2 года назад
Thanks 😊😊😊 a lot behalf of our whole Team ❤️❤️🙏🙏
@babybaby2996
@babybaby2996 3 года назад
Very nice song Praise the Lord hallelujah God bless you Ameen 🙏🙏🙏
@PRASADLIMAMUSIC
@PRASADLIMAMUSIC 3 года назад
Our heartly thanks to you dear Baby for your beautiful Compliments ❤️❤️❤️ may God bless you
@GodofGodAmen
@GodofGodAmen 3 года назад
Nice song sir
@PRASADLIMAMUSIC
@PRASADLIMAMUSIC 3 года назад
Thanks for your valuable love and prayers support dear brother Suman....…... God bless you ❤️❤️❤️❤️
@poojanayakbharati5210
@poojanayakbharati5210 2 года назад
I like so much sir may God bless you for ever...
@APNi-AWAAZ1982
@APNi-AWAAZ1982 2 года назад
ଅତି ସୁନ୍ଦର 👌👌👌👌👌👌👌
@PRASADLIMAMUSIC
@PRASADLIMAMUSIC 2 года назад
Thanks for always being a blessed part and giving Your valuable LOVE AND PRAYER SUPPORT for Our Music Ministry 🙏🙏
@SCFAMILY
@SCFAMILY 3 года назад
Bahut sundar Gita Sir Prbhu apanku bahut aashirvad karun
@PRASADLIMAMUSIC
@PRASADLIMAMUSIC 3 года назад
ବହୁତ ଧନ୍ୟବାଦ୍ ଆଜ୍ଞା...... ଆପଣଙ୍କ ବହୁମୂଲ୍ୟ ପ୍ରେମ ଏବଂ ପ୍ରାର୍ଥନା ପୂର୍ଣ୍ଣ ଆଶିର୍ବାଦ ପାଇଁ ଆମେ ସମସ୍ତେ ଆପଣଙ୍କ ଠାରେ ଧନ୍ୟବାଦୀ ଅଟୁ...... ସଦାପ୍ରଭୁଙ୍କ ଅସୀମ ଦୟା ଏବଂ ଶାନ୍ତି ଆପଣଙ୍କ ଊପରେ ସର୍ବଦା ବର୍ତ୍ତୁ........ ଧନ୍ୟବାଦ୍
@mathyaspradhan5382
@mathyaspradhan5382 2 года назад
🎉 ସୁପର୍
@PRASADLIMAMUSIC
@PRASADLIMAMUSIC 2 года назад
Mathyas ଆଜ୍ଞା ନମସ୍କାର ❤️❤️ ଗୋଟିଏ ଶବ୍ଦ ରେ ପ୍ରଭୁଙ୍କର ଗୌରବ କରିବା ସହିତ ଆମ୍ଭମାନଙ୍କୁ ଉତ୍ସାହିତ କରି ଥିବାରୁ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
@sunemigageranga1676
@sunemigageranga1676 2 года назад
Excellent sir... 💕💕💕💕💕💕
@PRASADLIMAMUSIC
@PRASADLIMAMUSIC 2 года назад
Thank You So much dear Sunemi 👏👏❤️❤️🙏🙏 God bless you
@munnapadra2980
@munnapadra2980 2 года назад
Very nice sang 👌👌👍
@ranjitdigal2495
@ranjitdigal2495 2 года назад
ଅତି ସୁନ୍ଦର ଭାବରେ ଗାଇଛନ୍ତି ଏବଂ ମିଊଜିକ୍ ମଧ୍ୟ ଭଲ ହେଇଛି ଇଶୂର ତୁମକୁ ଆସିର୍ବାଦ କରନ୍ତୁ ଧନ୍ୟବାଦ 👍🙏
@PRASADLIMAMUSIC
@PRASADLIMAMUSIC 2 года назад
ବହୁତ ବହୁତ ଧନ୍ୟବାଦ୍ Ranjit ଆଜ୍ଞା 💕💕🙏🙏 ପ୍ରଭୁ ଆପଣଙ୍କୁ ଏବଂ ପରିବାରକୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ.....
@pareshbag1373
@pareshbag1373 3 года назад
Beautiful devotional song
@PRASADLIMAMUSIC
@PRASADLIMAMUSIC 3 года назад
Praise God Paresh Bag sir ❤️❤️🙏🙏 May God bless you
@junasjunnu3449
@junasjunnu3449 3 года назад
Praise God ✝️🛐
@PRASADLIMAMUSIC
@PRASADLIMAMUSIC 3 года назад
Hallelujah hallelujah ❤️❤️❤️ Thank You and God bless you
@martinbiswas767
@martinbiswas767 2 года назад
ବହୁତ ବଢିଆ ହେଇଛି- ------ଅଜବ ଗଜବ ର ବାବୁସାନ୍ ଓ ଦିପ୍ତିରେଖ ପାଢି ଗାଇଥିବା ଢଂଗରେ ହେଇଛି ପ୍ରଭୁ ଏମିତି ଆହୁରି ଉନ୍ନତ କରନ୍ତୁ - ଧନ୍ଯବାଦ୍
@PRASADLIMAMUSIC
@PRASADLIMAMUSIC 2 года назад
Martin Sir 🙏🙏❤️❤️ Our HEARTLY THANK You So So much for your valuable love , blessings and your appreciation.... 👏👏👏👏👏👏
@sachinbibharofficial8134
@sachinbibharofficial8134 3 года назад
What A nice Christian Song🙏 Hàllelujàh 🙏 Pràise the Lord🙏
@PRASADLIMAMUSIC
@PRASADLIMAMUSIC 3 года назад
Thanks for the appreacetable compliments ❤️❤️❤️ Thanks a lot dear brother behalf of our whole Team.......❤️❤️ Plz watch Our all videos and Gloryfy God ....… God bless you 🙏🙏
@abrahmganda6083
@abrahmganda6083 2 года назад
Jemiti lekha ku Semiti Singers.. Very Nice Combination... God Bless You Prasad Sir 🙏..
@PRASADLIMAMUSIC
@PRASADLIMAMUSIC 2 года назад
Abrahm ଆଜ୍ଞା...... ପ୍ରଭୂଙ୍କୁ ଗୌରବ ଦେଉଛନ୍ତି....ପ୍ରଭୁଙ୍କର ମହାନ ନାମର ଗୌରବ ହେଉ...... ପ୍ରଭୁ ଆପଣଙ୍କୁ ଅଶେଷ ଆଶିର୍ବାଦ କରନ୍ତୁ
@manualdeep2642
@manualdeep2642 2 года назад
Beautiful voice both of you guys... Jesus bless you.
@PRASADLIMAMUSIC
@PRASADLIMAMUSIC 2 года назад
We are PROUDLY Thanking YOU 👏👏👏👏👏 Plz glorify God through your little and valuable effort ...... May God bless you abundantly
@prabhujames8017
@prabhujames8017 2 года назад
Praise the lord ❤️❤️🙏🙏
@PRASADLIMAMUSIC
@PRASADLIMAMUSIC 2 года назад
Thank You So So much dear brother James ❤️❤️🙏🙏 God bless you abundantly
@akilwaghvlogs
@akilwaghvlogs 3 года назад
Praise God
@sishirlima9458
@sishirlima9458 3 года назад
Waiting eagerly 💕💕💕💕
@abhiramdigal5680
@abhiramdigal5680 2 года назад
ପ୍ରଭୂଙ୍କର ଗୌରବ ହେଉ 🙏👌🌹👍ଆମେନ
@PRASADLIMAMUSIC
@PRASADLIMAMUSIC 2 года назад
Amen ......🙏🙏 କେବଳ ପ୍ରଭୁଙ୍କର ଗୌରବ ହେଉ ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ
@daudbhatra5176
@daudbhatra5176 3 года назад
Praise the lord 🙏🙏🙏
@PRASADLIMAMUSIC
@PRASADLIMAMUSIC 3 года назад
Thanks a lot dear brother Daud..... May God bless you ❤️❤️🙏🙏
@nareshsabar2916
@nareshsabar2916 3 года назад
Very nice song sir
@PRASADLIMAMUSIC
@PRASADLIMAMUSIC 3 года назад
Thank You So So much Narendra Bhai ❤️❤️❤️🙏🙏🙏
@prafullanayak9579
@prafullanayak9579 2 года назад
Heart touching song sir GOD is crest u a great person For his praising.
@PRASADLIMAMUSIC
@PRASADLIMAMUSIC 2 года назад
✝️ GLORY TO GOD ✝️ and thank You So So much..... May God bless you more and more.... love you
@jacobsanta5082
@jacobsanta5082 3 года назад
V v nice heart touching song God bless all team praise the Lord
@PRASADLIMAMUSIC
@PRASADLIMAMUSIC 3 года назад
Thanks for your beautiful LOVE of blessings....... Which will remain in Our HEART ❤️❤️🙏🙏 God bless you
Далее
Папины Дочки Наоборот!
24:57
Просмотров 483 тыс.