Тёмный
No video :(

ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଏଏସଓ ଅଫିସରଙ୍କ ବଦଳି | Odisha Raj Bhavan ASO 

Pratidin TV
Подписаться 1,2 млн
Просмотров 81 тыс.
50% 1

ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଏଏସଓ ଅଫିସରଙ୍କ ବଦଳି | Odisha Raj Bhavan ASO, Who Accused Guv’s Son Of ‘Assault’, Transferred To Home Dept. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our RU-vid Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Опубликовано:

 

24 авг 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 309   
@babunamallick5594
@babunamallick5594 Месяц назад
ଏଇତ ବିଜେପି ସରକାର ର ଓଡ଼ିଆ ଅସ୍ମିତା ଓ ସୁଶାସନ 🤣🤣🤣
@subhransudalai8360
@subhransudalai8360 Месяц назад
ମୁଖ୍ୟମନ୍ତ୍ରୀ ମହାନତା ଦେଖେଇଲେ ନିଜ ଦପ୍ତର କୁ ବଦଳି କରି ସୁରକ୍ଷା ଦେଲେ । ଇଏତ ବିଜେପି ର ସୁଶାସନ ଆଉ ରାମ ରାଜ୍ୟ ଉପନୀତ ହେବାର ଦ୍ୱାରଦେଶ 😂😂😂😂😂😂
@satyabratadas3635
@satyabratadas3635 Месяц назад
​@@subhransudalai8360jea marichi taku kn pain arrest karajaenahi
@abinashbhoi3095
@abinashbhoi3095 Месяц назад
​@@subhransudalai8360rajyapal nka pua upre kichhi action nahin
@kapilasmahakur8371
@kapilasmahakur8371 Месяц назад
@@babunamallick5594 yes, kalinga sandha biju babu yeiya kahithile, but navin Pattnaik samaya re olta hela, jou officer olta kamo karibo ttaku badao, iye semity kichhi karithibo
@himansudash9149
@himansudash9149 Месяц назад
ଯେତେକ ମାଦରଚୋଦ ସବୁ ବିଜେପି ର ରାଜ୍ଯ ପେଳ।ମଦୁଆ ପୁଅ ଠୁ ନିଜେ ଯେଉଁ ଦିନ ମାଡ ଖାଇବ ରାଜ୍ଯ ପାଳ ବୁଝିବ।
@rajud3603
@rajud3603 Месяц назад
ଯୋଉ ମାନେ ଓଡ଼ିଆ ଅସ୍ମିତା କହି ଚିଲାଉଥିଲେ ସେ ଗୁଡ଼ା ସବୁ କୁଆଡେ ଗଲେ
@prabodhadwivedy1159
@prabodhadwivedy1159 Месяц назад
@@rajud3603 jhadkhAnd Gujurat jaichhanti ferile ans bebe.Apanku wait karibaku padiba.Mada khaithiba loka nyaya pai sarilani.Tara transfer heigala.Au kemiti nyaya darkar?
@bhabagrahisahoo-ji5oh
@bhabagrahisahoo-ji5oh Месяц назад
ସବୁ ଘୁଅ ଖାଇବାକୁ ଗଲେ
@mithunukumarnahak3470
@mithunukumarnahak3470 Месяц назад
Jharkhanda ,gujurat jaechhanti 2029 re feribe puni odia asmita kahiki vote magibe
@bajrangdal8701
@bajrangdal8701 Месяц назад
BJP ର ଦଲାଲ ମାନେ କୁଆଡ଼େ ଗଲେ ଏବେ କୁଆଡେ ଗଲା ଓଡ଼ିଆ ଅସ୍ମିତା missing ଓଡିଆ ଅସ୍ମିତା 😂😂😂
@pramodkumarvlogs4429
@pramodkumarvlogs4429 Месяц назад
ଓଡିଆ ସବୁବେଳେ ଦେଢ ଗୋଡିଆ ହେଇ ରହିଗଲେ. ଆଗରୁ କହୁଥିଲେ ତାମିଲ୍ ଶାସନ ଚଳିବ ନାହିଁ.କିନ୍ତୁ ଝାରଖଣ୍ତ ଶାସନ ଭଲ ଚାଲିଛି.😅
@birendrabag6775
@birendrabag6775 Месяц назад
Tk pakha wala loka ta....
@RupNarayanMajhi
@RupNarayanMajhi Месяц назад
ସେତେବେଳ ତାମିଲ୍, ଏବେ ଖାକି ଚଡ଼ି ବାଲା Nagpuri gang ।
@akshayakumarbehera4781
@akshayakumarbehera4781 Месяц назад
ରାଜ୍ୟପାଳ ଏବଂ ମୂଖ୍ୟମନ୍ତ୍ରୀ କଥା ହୋଇ ଭଲ ନ୍ୟାୟ ଦେଲେ
@bhimasenpradhan3080
@bhimasenpradhan3080 Месяц назад
ଏ ହେଉଛି ଡବଲ ଇଞ୍ଜିନ ସରକାର ଙ୍କ ସାସନ, ଆଉ ଓଡିଆ ଅସ୍ମିତାର ସରକାର, ଆପଣ ମାନେ ଖୁସିତୋ
@dibyapattnaik6640
@dibyapattnaik6640 Месяц назад
ଡକାୟତ ରଘୁ ପୁଅ କୁ ମୋହନ ବାବୁ ଡରୁଛନ୍ତି କି ।
@dibyalochanpradhan2614
@dibyalochanpradhan2614 Месяц назад
Yes
@bhagyadharjajpur1062
@bhagyadharjajpur1062 Месяц назад
ଓଡିଶା ବାସୀ ସୁଯୋଗ ଦେଇଛନ୍ତି,ଇଏ ଆରମ୍ଭ ମାତ୍ର...
@jullysamal6626
@jullysamal6626 Месяц назад
Aso ବଦଳିବେ na rajyapal ku ବଦଳେଇବା କଥା ଆଗ ରାଜ୍ୟପାଳ ନିଜେ ଇସ୍ତଫା ଦେବକଥା ଭଲ CM handia ଖିଆ ରାଜ୍ୟପାଳ ଅନ୍ୟ ରାଜ୍ୟକୁ ପଠା ଜଲଦି
@DurgaprasadSwain-xk1bg
@DurgaprasadSwain-xk1bg Месяц назад
ବାପ ରାଜ୍ୟ ପାଳ ବୋଲି ପୁଅ କଣ ଲୋକ ଙ୍କୁ ମାଡ଼ ମାରିବ କୋଉ ସମ୍ବିଧାନ ରେ ଅଛି
@goldodiamynews9919
@goldodiamynews9919 Месяц назад
ହେଇନି କିଛି ଆଗକୁ କଣ ହଉଛୁ ଦେଖ ଡବଲ ଇଞ୍ଜିନ
@ranajitjena4668
@ranajitjena4668 Месяц назад
ଗୋଲାମ ବିଜେପି ସରକାରର ଓଡ଼ିଆ ଅସ୍ମିତା, ସରକାର କରୁ କରୁ ଓଡ଼ିଆଙ୍କ ଉପରେ ଆକ୍ରମଣ
@ranjitkumarpothal9558
@ranjitkumarpothal9558 Месяц назад
ବାହା..ବାହାରେ ସରକାର ଏଇ ହେଉଛି ତୁମ ମାନଙ୍କର ନ୍ୟାୟ!!!! ହଁ କଥାରେ ଅଛି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହଁ। ଯିଏ ଦୋଷ କଲା ତା'ର ତ କିଛି ଉପାଡ଼ି ପାରିଲ ନାହଁ,ଯିଏ ମାଡ଼ ଖାଇ କି ନ୍ୟାୟ ପାଇଁଁ ଲଢିଲା ,ତାକୁ ଉପାଡ଼ି ଫୋପାଡି ଦେଲ । ଅତି ଦର୍ପେ ହତା ଲଙ୍କା ....... ଧନ୍ୟ ତୁମର ଶାସନ। ଧନ୍ୟ ତୁମର ନ୍ୟାୟ
@jyotsnasamal5842
@jyotsnasamal5842 Месяц назад
ଆଇନ୍ କରିବ ତମେ ଆଇନ୍ ଭାଙ୍ଗିବ ତମେ। ରାଜ୍ୟର ରାଜ୍ୟପାଳଙ୍କୁ ଭଲ ନ୍ୟାୟ ଜଣା। ବାଃ ବାଃ ରେ ବିଚାର। ପୁଅକୁ ବଞ୍ଚାଇବାକୁ ଯାଇ ଏମିତି ଷଡ଼ଯନ୍ତ୍ର ରଚନା କଲେ। ଏଥିରୁ ଜଣାପଡିଲା ଯେ ତମେ ଓଡ଼ିଶାର ଲୋକ ମାନଙ୍କୁ କିପରି ନ୍ୟାୟ ଦେବ । ଗାନ୍ଧାରୀଙ୍କ କଥା ଟିକେ ମନେ ପକାଅ । ଅକ୍ଷୟ ହେଉ ପୂଣ୍ୟ ଜଗତେ ଧର୍ମର ହେଉ ଜୟ । ଆପଣ ରକ୍ଷକ ହୋଇ ଭକ୍ଷକ ସାଜିଲା।
@akshaykhara-lt9td
@akshaykhara-lt9td Месяц назад
B j p ର ଦଲାଲ୍ ନାଲି ଗାମୁଛା ଏ ବିଷୟରେ ଟିକେ କହିଲେ ଭଲ ହୁଅନ୍ତା
@tusarsahoo9529
@tusarsahoo9529 Месяц назад
Ta pakhare kichi utara nahain, gobara khia nali gamucha.
@barikib520
@barikib520 Месяц назад
ସେଇ ଶଳା ଏବେ ଆଉ ଦେଖା ଯିବନି କିଛି ଦିନ. ନହଲେ ପେଲିକି ଛୁଆ କରିଦେବେ 😂😂🖕
@Beero_explores
@Beero_explores Месяц назад
ରାଜ୍ୟପାଳ ଙ୍କ ପୁଅ କଣ ଆଇନ ର ଉର୍ଦ୍ଧ୍ବରେ ?
@deepakpatra8151
@deepakpatra8151 Месяц назад
ତମେମାନେ କଣ ଜାଣି ନ
@KrishnaJena-xx8up
@KrishnaJena-xx8up Месяц назад
Dalal OTV, OR, ARGUS kuade gale.
@kanhubehera6190
@kanhubehera6190 Месяц назад
Marijaechhnti
@nirupamamuduli5672
@nirupamamuduli5672 Месяц назад
Soepadile
@balgopalmandal6096
@balgopalmandal6096 Месяц назад
Bjp wala nka ra chatuchanti😮
@user-uu6ck4gn1v
@user-uu6ck4gn1v Месяц назад
Nandighosa kana
@user-uu6ck4gn1v
@user-uu6ck4gn1v Месяц назад
Taali duita haatere baaje,, taaku dekheile ya ra achi yaa ku dekheile taar achi, otv kahile nandighosa bi achi
@amulyakumarsahoo3896
@amulyakumarsahoo3896 Месяц назад
ସୀମାରେ ଥାଇ ଭିଡ଼ିଓ କରୁଥିବା ଯବାନ ଏ ଘଟଣା ବିଷୟରେ କିଛି ଭିଡ଼ିଓ କରନ୍ତୁ,,,
@kishore6469
@kishore6469 Месяц назад
It's very right
@user-ss8nx6sz6t
@user-ss8nx6sz6t Месяц назад
Simare thiba jaban bjp golam se kana khaeiba
@birendrabag6775
@birendrabag6775 Месяц назад
Se maa giha suithiba tar maa k gihauthiba...
@KishoreNaik-hk7xt
@KishoreNaik-hk7xt Месяц назад
ଓଡ଼ିଆ ଅସ୍ମିତା କୁଆଡେ। ଗଲା। ଜଉ ବିଜେପି ସରକାର ଓଡ଼ିଆ ଅସ୍ମିତା କଥା କହି ଶାସନ କୁ ଆସିଥିଲା। ଓଡ଼ିଶା ବାସୀ ବିଜେପି ସରକାର କୁ ଭୋଟ ଦେବାର ଭଲ ଶିକ୍ଷା ଦେଇଛି। ବିଜେପି ସରକାର ଜଉ ଷ୍ଟେଟ ରେ ଅଛି ସେହି ଷ୍ଟେଟ ରେ ଅରାଜକତା ଚଳାଇଛି
@user-uu6ck4gn1v
@user-uu6ck4gn1v Месяц назад
Tume bjd re thiba janapaduchi dharjya ta nahin seta mohan majhi karichi ki aau kana hela j eimiti ghatila janibar darkar nahin dosha ladibaku 1 number taali gotiye hatare bajeni kichi b hela sidha BJP
@manoranjancreations9040
@manoranjancreations9040 Месяц назад
ଆଇନ୍ ଅନୁଯାୟୀ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ବଦଳି କରିବା ଠିକ୍ ନୁହେଁ ।
@bhabagrahisahoo-ji5oh
@bhabagrahisahoo-ji5oh Месяц назад
ଆଉ ବେଶୀ ଆଶା କଲେ ଚାକିରୀଟାକୁବି ହରେଇବ
@manoranjancreations9040
@manoranjancreations9040 Месяц назад
@@bhabagrahisahoo-ji5oh ତା ବି ଠିକ୍
@odishanews57
@odishanews57 Месяц назад
ଛି ଛି ହିନ୍ହ ରାଜନୀତି
@manojkumar-du9fb
@manojkumar-du9fb Месяц назад
Bah bah re Bjp sarkar
@chaitanyasahoo8971
@chaitanyasahoo8971 Месяц назад
Dhanyabad bjp sarakar,
@bhubanananda2997
@bhubanananda2997 Месяц назад
Raghubar das BJP ku jharkhand re haraiba pare odisha re bi... Kariba
@patracreation3071
@patracreation3071 Месяц назад
NYAY DARKAR...? JIYE MADA MARITHILE TANKA UPARE ACTION..KAHIN ?
@akshyakumarmishra8038
@akshyakumarmishra8038 Месяц назад
ମାଡ ମାରିଥିବା ବ୍ୟକ୍ତି କୁ କଠୋର ପଦ କ୍ଷେପ ଦରକାର hato
@mr.saggie9419
@mr.saggie9419 Месяц назад
ତମେ ଆଜି ପୀଡିତଙ୍କୁ ବଦଳି କଲ, ତମ ସମୟ ଆସୁଚି ଓଡିଶା ଲୋକ ବି ତମକୁ ବଦଳି କରିବେ 👍
@prabodhadwivedy1159
@prabodhadwivedy1159 Месяц назад
Ati sundar justice.U r grt Mohan Sir Governor Sir.Ame dhanya helu apanka vali sasak pai.
@jullysamal6626
@jullysamal6626 Месяц назад
ଛି ମାଝି ମୁଣ୍ଡା ହାଣ୍ଡିଆ ଗୁଟଖା ଖାଇ ଭୁଲ ନିର୍ଣ୍ଣୟ କରୁଚି CM ହେବାର ଯୋଗ୍ୟତା ନାହିଁ ଇସ୍ତଫା ଦିଅ ଜଲଦି
@bhaktimarga853
@bhaktimarga853 Месяц назад
ମାଡ଼ ମାରିଥିବା ଲୋକଙ୍କୁ ଦଣ୍ଡ କେବେ ମିଳିବ?
@chaitanyasahoo8971
@chaitanyasahoo8971 Месяц назад
After five years.
@sukantraj2931
@sukantraj2931 Месяц назад
ଭାଇ ୫ ଵରସ ପରେ
@Ranjanmallick1999-tr1ih
@Ranjanmallick1999-tr1ih Месяц назад
Thik katha ​@@sukantraj2931
@user-tw6vk7sk4w
@user-tw6vk7sk4w Месяц назад
ଇଏ ଆମ ଓଡ଼ିଆ ଅସ୍ମିତା👏👏👏👏
@rabindrabehuria9354
@rabindrabehuria9354 Месяц назад
Very very nice acting govt of odisha.
@srisai2566
@srisai2566 Месяц назад
Eita hauchi odia ashmita.aau eita hauchi CM sir nkara abhijoga Patra ra jana Sunani.wa wa re sarkar.
@kailashchandrabehera8609
@kailashchandrabehera8609 Месяц назад
Dhanyabad sarakar. Bhala puraskar dela.
@dhanurjayaganda4438
@dhanurjayaganda4438 Месяц назад
ଦେଖିଲ ତ ଭାଇ ମନେ ପୁରା ଆଖି ଖଳି ଦେଖ
@user-fw6rp3jr1u
@user-fw6rp3jr1u Месяц назад
BJP ରେ ଏମିତି ପାଞ୍ଚବର୍ଷ ସାତେ ଚାରି କୋଟି ଲୋକ ନ୍ୟାୟ ପାଇବେ
@bhabagrahisahoo-ji5oh
@bhabagrahisahoo-ji5oh Месяц назад
ସେ ଅଫିସର ରାଜ୍ୟପାଳ ପୁଅ ବିରୁଦ୍ଧରେ ମୁହଁ ଖୋଲିଥିବାରୁ ତାଙ୍କୁ ସସ୍ପେଣ୍ଡ ବି କରିଦେଇପାରନ୍ତି
@durbashasahani4154
@durbashasahani4154 Месяц назад
ସେ ଅର୍ଗୁସ ର ଇରାଶିଷ କୁଆଡେ ଗଲା,,,, ଆସିକି ଭୋକୁନି ତ ଏଇ କଥା ରେ....
@archanabarik2330
@archanabarik2330 Месяц назад
Bula kukura kouthi bulu thiba....
@jullysamal6626
@jullysamal6626 Месяц назад
Durgasis ସୁଧାଂଶୁ ନବୀନ ଦାସ O TV ନାଲି ଗାମୁଛା ପ୍ରକାଶ tautar ଆଦିବାସୀ ରାଣ୍ଡି ଟା ହାଣ୍ଡିଆ ଖାଇ
@pmsamal1992
@pmsamal1992 Месяц назад
Very same to governer of odisha. And govt of odisha.
@gyanaranjanbhoi3016
@gyanaranjanbhoi3016 Месяц назад
ରାଜ୍ୟପାଳ ଙ୍କ ପୁଅ ବିରୋଧ ରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ଦରକାର
@basantakumarpanda9022
@basantakumarpanda9022 Месяц назад
୭ ଦିନ ଭିତରେ ନ୍ୟାୟ ଦେବାକୁ କହିଥିଲେ ତିନିଦିନ ଭିତରେ ନ୍ୟାୟ ଦେଇଦେଲେ ବଦଳି କରି ।ଆ& କି ମହାନ୍ ବିଚାର ଧନ୍ୟ ମୋହନ ସରକାର।ଆପଣ କଳିଯୁଗର ବିକ୍ରମାଦିତ୍ୟ।
@surajmahammad3800
@surajmahammad3800 Месяц назад
Eita ghor anyaya
@BJDODISHA-dv3ez
@BJDODISHA-dv3ez Месяц назад
Badhia rajaniti chaliba.
@Suresh-kj7ky
@Suresh-kj7ky Месяц назад
ଏ ହେଉଛି double engine ସରକାର ର କାମ ଓଡିଆ କୁ ନ୍ୟାୟ ଦେବା ବଦଳରେ ଅନ୍ୟାୟ କରୁଛନ୍ତି BJP ଦଲାଲ
@haregobindaojha9251
@haregobindaojha9251 Месяц назад
Pandita pua mankada marile dosha lagibani. Ok
@SidharthMishra99
@SidharthMishra99 Месяц назад
ASO kana mankada ??😂 Governer kou Pandita ta 🤣 ST Quota party
@user-kn9qv8uf5b
@user-kn9qv8uf5b Месяц назад
ସବୁ ମାୟାରେ ବାୟା,ସବୁଭାଇ ଟଙ୍କାର ଗୁଲାମ, ରାଜ୍ଯପାଳ ନିକଟରୁ କିଛି ଟଙ୍କା ଆଉ କିଛି ଅଧିକ ଆଶ୍ୱସନା ମିଳିଥିବାରୁ, ସ୍ଵାମୀ ସ୍ତ୍ରୀ ପୁରା ଚୁପ୍
@er.chaitanyaprasadmurmu6619
@er.chaitanyaprasadmurmu6619 Месяц назад
Aaau tanka nei chup no hele jivan ru mari debe seta b bhabo
@chaitanyasahoo8971
@chaitanyasahoo8971 Месяц назад
Aeta hi sampurna sata katha,Bahara loka pitiheutha kichhi parua nahi.
@pravatkumarpatra6619
@pravatkumarpatra6619 Месяц назад
କିନ୍ତୁ ଗଣ୍ଡଗୋଳ କୋଉଠୁ ଆରମ୍ଭ ହେଲା କୌଣସି ଚାନେଲ ଦେଖାଉ ନାହିଁ ।
@mahendrajayasingh6221
@mahendrajayasingh6221 Месяц назад
Mohan TV show gajab Bhai kuade gala tumar odisha àsamita
@beautyenhancebysimi6727
@beautyenhancebysimi6727 Месяц назад
Action kebe badali kale hebani.... Mohan Babu one time politics kara ni
@Odia_Youth
@Odia_Youth Месяц назад
ରାଜ୍ୟପାଳ ପୁଅ ଉପରେ କଣ action ନିଆ ଗଲା.
@prahallladsahoo4235
@prahallladsahoo4235 Месяц назад
Alarm for BJP
@amareshamohanty69
@amareshamohanty69 Месяц назад
ଲୋକମାନେ କଣ ଏହି ନ୍ୟାୟ ପାଇବା ପାଇଁ ବିଜେପି କୁ ଭୋଟ୍ ଦେଇଥିଲେ ? ଆଉ ପୋଲିସ ବିଭାଗ ଏ ପାଇଁ କି ପଦକ୍ଷେପ ନେଇଛି ?
@bhaktakhara586
@bhaktakhara586 Месяц назад
ରାଜ୍ୟପାଳ ଙ୍କ ପୁଅ କୁ କେବେ ଆରେଷ୍ଟ କରିବ ପୋଲିସ
@sureshchandrabhoi5409
@sureshchandrabhoi5409 Месяц назад
ଏ ରାଜ୍ୟପାଳଙ୍କ କି ନ୍ୟାୟ. ମୋହନା ଏବଂ ଦ୍ରୌପଦୀ ମୁର୍ମୁ ଏବିଷୟରେ କାହିଁକି ପାଟି ଖୋଲୁନାହାନ୍ତି?
@Suresh-kj7ky
@Suresh-kj7ky Месяц назад
ରାଜ୍ୟପାଳ ବି ବଦଳି କରାଯାଉ, ଏ କି ପ୍ରକାର ଓଡିଆ ଅସ୍ମିତା?
@sadanandaswain5074
@sadanandaswain5074 Месяц назад
ମୋହନ ମାଝିର ରିମୋଟ ମୋଦୀ ହାତରେ ସିଏ ଯାହା କହିବ ଓଡିଶାରେ ତାହା ଚାଲିବ। ଉଠୁ ବୋଇଲେ ଉଠିବ ବସ୍ କହିଲେ ବସିବ ଆଉ ଇସ୍ତପା ଏହି ସଙ୍ଗେ ସଂଗେ ଦେ ବୋଇଲେ ଦେବ। ରଘୁବର, ମୋହନ, ଦ୍ରୌପଦୀ ଆଉ ମୋଦୀ ଚାରିଜଣ ଯାକ କିଏ କାହାକୁ କମ୍ ନୁହନ୍ତି ! ଯୋଉ ପଯ୍ୟନ୍ତ ରଘୁବର ରହିବ ଏଇ ଭଳିଆ ଘଟଣା ଅଗକୁ ବି ଘଟିବ ଆଉ ଓଡିଆ ଲୋକ ତାର କିଛିବି କରିପାରିବେ ନାହିଁ । କାହିଁକି ନା କେନ୍ଦ୍ର ଠୁ ଆରମ୍ୱ କରି ରାଜ୍ୟ ପଯ୍ୟନ୍ତ ତାଙ୍କରି ପାୱାର .........
@susantanaik4486
@susantanaik4486 Месяц назад
ବିଜେପି ଵାଲା ଙ୍କ କିଛି ହେବନି ତାଙ୍କର ଡବଲ ଇଞ୍ଜିନ
@subhransudalai8360
@subhransudalai8360 Месяц назад
ରାମରାଜ୍ୟ ଜିନ୍ଦାବାଦ, ସୁଶାସନ ର ପ୍ରତିଫଳନ 😂😂😂
@daitaribehera9373
@daitaribehera9373 Месяц назад
Rajyapalanku hatao
@dkpatra9182
@dkpatra9182 Месяц назад
ଏ ହେଉଛି ଓଡିଆ ଅସ୍ମିତା ଓ ସୁଶାସନ
@sundamisabar3881
@sundamisabar3881 Месяц назад
BJP leader ଵିରୁଦ୍ଧ ଯେଉ ଲୁକୋ କଥା ଉଟାଇବ ସେ ଅସୁବିଧା ହୁଏ BJP party ଭଲ ନାହିଁ
@dhirenburma8143
@dhirenburma8143 Месяц назад
Ku ade gale Mohan Majhi nka ra su sasan
@user-yy3fk9jm8c
@user-yy3fk9jm8c Месяц назад
Yeh heuchhi BJP sarkar ra Credit
@nilakanthasahoo8101
@nilakanthasahoo8101 Месяц назад
ରାଜ୍ୟ ପଲ୍ ହେବା ଯୋଗ୍ୟ ନୁହେଁ ଯିଏ ଅଛନ୍ତି ପୁଅ ଗୁଣ୍ଡା ବଦମାସ୍ ବାପ ରାଜ୍ୟ ପଲ୍ ଛି ଛି ଛି
@user-mq7qs1jz7r
@user-mq7qs1jz7r Месяц назад
ହାଣ୍ଡିଆ କୁଷୁନା ପିଆ ମୁଖ୍ୟମନ୍ତ୍ରୀ ଆଉ କ'ଣ ଟା ଅଧିକ କରିପାରିବ
@kishorepattnaik6485
@kishorepattnaik6485 Месяц назад
It's a Very Very Shame matter for ODISHA State.
@nareshmaharana6786
@nareshmaharana6786 Месяц назад
ଏଇ ହୋଉଛି BJP ର ପ୍ରକୁତ୍ ଚେହରା ଓଡିଆ ଅସ୍ମିତା କଥା କହୁଥିବା BJP ଏବେ ସେଇ ତାମିଲ ଲୋକଙ୍କୁ ସୁରକ୍ଷା ଦେବାକୁ ଯାଇ ଓଡ଼ିଆ ଲୋକଙ୍କ ପ୍ରତି ଏଇ କି ଅବିଚାର
@somanathmaharana7676
@somanathmaharana7676 Месяц назад
ଓଡ଼ିଆ ଅସ୍ମିତା କୁଆଡେ ଗଲା ଅର୍ଗୁସ ଟିଭି
@satyabratasahoo1897
@satyabratasahoo1897 Месяц назад
Chora sarkar
@jullysamal6626
@jullysamal6626 Месяц назад
ବିଚାର ହୀନ ଲୋକଟକୁ CM କାହିଁକି କରାଯାଇଛି ମୋଦି ଓଡ଼ିଶାକୁ ବୁଦେଇଦେଲା Bjp ବିବେକ ହୀନ ପାର୍ଟି ,ଗାଡ଼ିରେ କାଈ ବସିଚ ବେ ଅନ୍ୟାୟ ଅନିତି କରି ଜିତିଲା ପୁଣି ଅନ୍ୟାୟ କରି ଦୋଷୀକୁ ଖଲାସ ନିର୍ଦ୍ଧୋଷୀ କୁ ଦଣ୍ଡ ବା ବାରେ ମୋହନ ସରକାର ବିଶ୍ବରୁ ପୁରସ୍କାର ମିଳିବ ମୋହନ ମାଝି କୁ ତାଙ୍କ ଗାଁ ହାଣ୍ଡିଆ ପିଆ ଶାସନ
@manoranjanbehera7517
@manoranjanbehera7517 Месяц назад
Governor ku badali kar
@fakirasahu729
@fakirasahu729 Месяц назад
ଓଡ଼ିଆ ଅସ୍ମିତା ର ନଗ୍ନ ନମୁନା
@babulubariha2098
@babulubariha2098 Месяц назад
ସେ କୁକୁର ଅର୍ଗସ୍ ଚେନାଲ୍ କୁ ଆଡ଼େ ଗଲା ଆଉ ଜମା ଭୁକୁ ନାହିଁ ?
@Reenabehera0
@Reenabehera0 Месяц назад
Na na badali kale chaliba nahi sir nku right 👍🏻 diantu CM sir kama kari dekhantu sir nku right 👍🏻 diantu Jay jagannath 🙏🏻
@user-cb9vf1cx4i
@user-cb9vf1cx4i Месяц назад
କାଳ ପଡ଼ିବାକୁ କାଉ ରାବିଲା ଭଳି ଘଟଣା, ସତ୍ୟ ହେଲେ ସାଙ୍ଘାତିକ, ଦୋଷୀ ଦଣ୍ଡ ପାଇବାକୁ ଯୋଗ୍ୟ.
@bijoykumardas4173
@bijoykumardas4173 Месяц назад
ASO ମାଡ ଖାଇଲେ ଓ ବଦଳି ବି ହେଲେ । ଯଦି ମାଡ ଟା କୋଉ MLA ବା ମନ୍ତ୍ରି ଖାଇଥାନତେ ତେବେ ସରକାର କାହାକୁ ବଦଳି କରିଥାଆନ୍ତେ ।
@kalpatarurout3073
@kalpatarurout3073 Месяц назад
Governor pua ku arrest karajau
@nirakarsahoo7004
@nirakarsahoo7004 Месяц назад
ଚବିଶ ବର୍ଷର ନବୀନ ବାବୁଙ୍କ କଳଙ୍କିତ ଶାସନର ପରିଣତି ଆଜିର ଏ ବିଜେପି ସରକାର ଯେ ଗାଦି କୁ ଆସୁ ଆସୁ ଏଭଳି ଭାବେ ଜଣେ ସାଧାରଣ କର୍ମଚାରୀ ଙ୍କୁ ନ୍ୟାୟ ଦେବ, ଜଣେ ସଚେତନ ଶିକ୍ଷିତ ତଥା ରାଜ୍ୟର ଜଣେ ବରିଷ୍ଠ ନାଗରିକ ହିସାବରେ ମତେ ବହୁତ ଦୁଃଖ ଲାଗୁଛି ଏବଂ ଏହାକୁ ନିନ୍ଦା ମଧ୍ୟ କରୁଛି , ଆଗାମୀ ଦିନରେ ମୋହନ ସରକାରଙ୍କୁ ଏଥିପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିବ ।
@archanabarik2330
@archanabarik2330 Месяц назад
Nabin Babu nka Sasan kalankita auu a BJP Dalal gariba marana sarkar asu asu pratyek khetra re gandi marilani se kou bala Sasan a ge kuha .... Nabin babu chamcha nka maa vaunii jhia petare Karu thile a be a sarakar Samasta nka maikina petare karileni.... Setiki andha vakta Bujhi paru Naha nti 😡🤬
@saratkumarpanda7007
@saratkumarpanda7007 Месяц назад
ଆଗକୁ ଆଗକୁ ଦେଖ କଣ ସବୁ ହେବ
@amarendra29
@amarendra29 Месяц назад
Please resign raghubir
@maakitchenette
@maakitchenette Месяц назад
ଡବଲ ଇଂରାଜୀ ଶାସନ radhe radhe radhe radhe Krishna radhe Krishna
@kartikpatra2346
@kartikpatra2346 Месяц назад
ମୋହନ ବାବୁ ଆଉ କଣ କରିବେ ଚାବି ତ ମୋଦି ହାତରେ ଅଛି ଫୁଲ ଗାଣ୍ଡି ମାରିବେ ଓଡିଶା କୁ ଏ ହେଉଛି ବିଜେପି ସରକାର ସାଧାରଣ ଲୋକଙ୍କ ଅବସ୍ତା କଣ ହେବ ଆପଣ ମାନେ ଭାବି ପାରୁଥିବେ ଯଦି ସେ ଜାଗାରେ ରାଜ୍ୟ ପାଳ ଙ୍କ ପୁଅ ମାଡ଼ ଖାଇଥାନ୍ତା ତେବେ ଆମକୁ 12 ବର୍ଷ ଜେଲ ଦଣ୍ଡ ହୁଅନ୍ତା ଆପଣ ମାନେ ଖୁସି ତ
@himanshusekharswain9001
@himanshusekharswain9001 Месяц назад
Odiya Asmita🙏
@purnachandrapatrapurnachan774
@purnachandrapatrapurnachan774 Месяц назад
Governer pua nka against re case kale badali karajiba bjp ra a kn asmita dhike tuma sasan adharu sarakar bhangi jiba governer nkar a ki niti Jia sasan deiparunahanti se rajyapal rajya bhar sambhali be sadharan janata a thara samstanku madam heba sadharan janata ku badali karib
@prasantakumar1523
@prasantakumar1523 Месяц назад
ସମସ୍ତ ସରକାରୀ କର୍ମଚାରୀ ଏହାର କଠୋର ପଦକ୍ଷେପ ନେବା ଉଚିତ ।
@shreekrishnabhakta326
@shreekrishnabhakta326 Месяц назад
Anyaya karithiba lokataa athi mahan heichi anyaya re sikar houthiba loka ra badali. Bah bah 🙏 abhali maanabikataa ku.
@GuruGeetaGouGangaGayatri
@GuruGeetaGouGangaGayatri Месяц назад
❤❤❤❤❤
@biswambarsatapathy9398
@biswambarsatapathy9398 Месяц назад
BJP ku aagami vote re hatao odisha bachao
@LaluDas-yp6tj
@LaluDas-yp6tj Месяц назад
Jay jharkhand
@aknobita644
@aknobita644 Месяц назад
It is original identification of b j p
@user-xe7wj1sf4l
@user-xe7wj1sf4l Месяц назад
ଏ କି ପ୍ରକାର ନାୟ,ତାଙ୍କୁ ନାୟ ଦିଅ ଯାଉ
@mmrudraexpress8978
@mmrudraexpress8978 Месяц назад
Great bjp sarakar sikhit jubak mane apan mane khusita
@KumarDev-ri7sx
@KumarDev-ri7sx Месяц назад
ଆମେ ମାନ୍ୟବର ଓଡ଼ିଶା ସରକାରକୁଅନୁରୋଧକରୂଚୁ ତାକୁ ଆରେଟ୍ କରାଜାଉ
@rubyswain5115
@rubyswain5115 Месяц назад
Taku arest karajaini hele badali Kan Abe jaruri a ki asmita chalichi ho majhi
@archanabarik2330
@archanabarik2330 Месяц назад
A kemiti ka Sarkar.... Chhi chhi.... belajya sarkar....A sarkar estafa dia ntu.....😡😡
@DurgaprasadSwain-xk1bg
@DurgaprasadSwain-xk1bg Месяц назад
ଏ କୋଉ ପ୍ରକାର ଜଷ୍ଟିସ BJP murdabad bad
@pabitramohannanda9165
@pabitramohannanda9165 Месяц назад
All are corrupted.....
@champamalik2033
@champamalik2033 Месяц назад
Mohan Majhi Sir କଣ ଶୋଇପଡ଼ିଲେ କି ? ତାଙ୍କୁ ଏ ଖବର ଜଣା ଅଛି ତ ?
@vabanisankar8016
@vabanisankar8016 Месяц назад
ଏ ମୁଖ୍ୟମନ୍ତ୍ରୀ କାଠ କଣ୍ଢେଇଟିଏ..
@usharanisahoo8972
@usharanisahoo8972 Месяц назад
ଇଏ କଣ ଓଡ଼ିଆ ଅସ୍ମିତା
@prasantabiswal7627
@prasantabiswal7627 Месяц назад
ଗର୍କତ
@bichitranandatripathy3007
@bichitranandatripathy3007 Месяц назад
Bjp ku. Vote. Dei. Bhul. Hela
@3F7662
@3F7662 Месяц назад
Bhala heichi
@archanabarik2330
@archanabarik2330 Месяц назад
Andha vakta nku Marana Nahine...🤬🤬
Далее
Любовь #shortvideo
00:11
Просмотров 69 тыс.