Тёмный

ସମସ୍ତ ହିନ୍ଦୁ ଶାସ୍ତ୍ର କ'ଣ ମନଗଢା ପୁସ୍ତକ? Are all scriptures mythology? 

Prāńeśvar Kṛṣṇa Dās
Подписаться 45 тыс.
Просмотров 31 тыс.
50% 1

Bhagavad Gita 9.3
अश्रद्दधाना: पुरुषा धर्मस्यास्य परन्तप ।
अप्राप्य मां निवर्तन्ते मृत्युसंसारवर्त्मनि ॥ ३ ॥
aśraddadhānāḥ puruṣā
dharmasyāsya paran-tapa
aprāpya māṁ nivartante
mṛtyu-saṁsāra-vartmani
Translation
Those who are not faithful in this devotional service cannot attain Me, O conqueror of enemies. Therefore they return to the path of birth and death in this material world.
#viralvideo #bhagavadgita #odia #bhubaneswar #iskcontemple

Опубликовано:

 

21 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 220   
@subrajitpanda5948
@subrajitpanda5948 2 дня назад
ଧନ୍ୟ ତମେ ସାଧୁ, ଅଗାଧ ତୁମ ଜ୍ଞାନ... କୋଟି କୋଟି ପ୍ରଣାମ ତୁମ ପଦ ଯୁଗଳ ରେ
@okgoogleokgoogledrbhikaric2020
Babaji should ask them of qualification to understand.Kala aware Mula.
@ajitkumarmohanty4459
@ajitkumarmohanty4459 2 дня назад
❕🙏🏿🙌🏿🙏🏿❕ ଏତେ ସୁନ୍ଦର ଭାବରେ ଆଧ୍ୟାତ୍ମିକ ଜ୍ଞାନ ବୁଝାଇ ଥିବାରୁ ! ଆପଣଙ୍କ ଚରଣରେ ବାରମ୍ବାର ପ୍ରଣାମ
@KhirodPattnaik
@KhirodPattnaik 7 часов назад
ବୁଝାଇବାର ଶୈଳୀ ଚମତ୍କାର ଧନ୍ୟବାଦ
@madhusmitasahoo4465
@madhusmitasahoo4465 2 дня назад
ଆଜି ହୃଦୟ ରୁ ପ୍ରଣାମ କରୁଛି ମୋର ଅନେକ ପ୍ରଶ୍ନ ର ଉତ୍ତର ମିଳିଗଲା ଆଉ କିଛି ଅଛି...
@sunakarbarik2067
@sunakarbarik2067 День назад
Sastra saswat
@rajibsethy517
@rajibsethy517 Час назад
ଶାସ୍ତ୍ରରେ ବୃଥିବି ଚେପଟା ବୋଲି ପ୍ରମାଣ ଅଛି ।
@tapannayak4415
@tapannayak4415 День назад
ଏତେ କମ୍ ବୟସରେ ଏତେ ଜ୍ଞାନ ଧନ୍ୟ ତୁମେ
@manojkumarpradhan516
@manojkumarpradhan516 2 дня назад
ଧନ୍ୟ ତୁମେ ବାସ୍ତବରେ ସାଧୁ ଆପଣ, ପ୍ରଣାମ ହରିଓଁ
@hemantanayakz4809
@hemantanayakz4809 2 дня назад
Bahut sundar ❤❤❤❤ Jay shree krishna
@superdragonchannel429
@superdragonchannel429 2 дня назад
ଭାଇମାନେ ଆପଣଙ୍କ ଜେଜେ ବାପା ର ବାପା ଙ୍କୁ ଦେଖିଛନ୍ତି କି ନାହିଁ ନା ବିଶ୍ୱାସ ଅଛି ଥିଲେ ବୋଲି ସେମିତି ଭଗବାନ ବି ଅଛନ୍ତି ଆଉ ଥିଲେ ତାଙ୍କୁ ଦେଖିବା ଏତେ ସହଜ ନୁହଁ
@RkBahubalendra
@RkBahubalendra Час назад
ଅତି ସୁନ୍ଦର ବିସ୍ଲେସଣ, ହୃଦୟରୁ ପ୍ରଣାମ 🙏🙏🙏
@sunilpatra6669
@sunilpatra6669 2 дня назад
Dhanyabad bahut katha janichanti❤❤❤❤❤❤❤❤
@BanditteachingTrick
@BanditteachingTrick 11 часов назад
ଏହି ଶାସ୍ତ୍ର ଆସିଛି କେଉଁ ଦେଶରୁ, ଆମର ସଭ୍ୟତା ଯଥା ସିନ୍ଧୁ, ହରପ୍ପା, ରଖିଗଡି ଇତ୍ୟାଦି ସଭ୍ୟତା ରେ ଏହି ସଭ୍ୟତା ରେ ଏହି ଶାସ୍ତ୍ର ର କିଛି ବି ପ୍ରମାଣ ନାହିଁ ତେବେ ଏହି ଶାସ୍ତ୍ର ଆସିଲା କେଉଁଠୁ କୁହ
@rjyoti768
@rjyoti768 6 часов назад
Tume prithibi re nahi chandra re janma heithiba
@bismayabarik9221
@bismayabarik9221 3 часа назад
ଏହି ଶାସ୍ତ୍ର କେଉଁ ଦେଶରୁ ଆସିନାହିଁ। ଏହି ଶାସ୍ତ୍ରର ରଚନା ଭାରତରେ ହୋଇଅଛି। ସିନ୍ଧୁ, ହରପ୍ପା, ରଖୀଗଡି ଇତ୍ୟାଦି ସଭ୍ୟତାରେ ଏହି ଶାସ୍ତ୍ରର କିଛି ବି ପ୍ରମାଣ ନ ମିଳିବାର କାରଣ ହେଉଛି କି ଯେ, ପ୍ରଥମ ଲିଖିତ ଶାସ୍ତ୍ର ହେଉଛି ଋଗବେଦ । ଯାହାର ରଚନା ସର୍ବପ୍ରଥମେ ୩୫୦୦ ବର୍ଷ ପୂର୍ବେ ହୋଇଥିଲା ବା ଏହାକୁ ସେ ସମୟରେ ଲିଖିତ ରୂପ ପ୍ରଦାନ କରାଯାଇଥିଲା । ପ୍ରାଚୀନ କାଳରେ ଶାସ୍ତ୍ର ବା ବେଦର ଲିଖିତ ରୂପ ନ' ଥିଲା । ସମସ୍ତେ ଏହାକୁ ଶୁଣି କି ମନେ ରଖୁଥିଲେ । ତେଣୁ ଏହାକୁ ଶ୍ରୁତି ମଧ୍ୟ କୁହାଯାଏ । ସେଥିପାଇଁ ଏହାର ପ୍ରମାଣ ସିନ୍ଧୁ, ହରପ୍ପା, ରଖୀଗଡି ଇତ୍ୟାଦି ସଭ୍ୟତାରେ ମିଳିନାହିଁ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ, ଶାସ୍ତ୍ର ପୂର୍ବରୁ ନ' ଥିଲା।
@ASISH_SATYA_VLOGER
@ASISH_SATYA_VLOGER 2 дня назад
ଅତି ସୁନ୍ଦର୍ କଥା କିଛି ସିଖିପାରିବା
@GdChoudhury-g6t
@GdChoudhury-g6t 2 дня назад
Jai shree Krishna 🙏🙏🙏
@user-kq6vy5gt6o
@user-kq6vy5gt6o 2 дня назад
Radhe radhe radhe radhe radhe
@pankajinisahu4178
@pankajinisahu4178 2 дня назад
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେରାମ ରାମରାମହରେହରେ
@keshabkumar7848
@keshabkumar7848 2 дня назад
Jay jagannath jay panch sakha
@chittaranjan7699
@chittaranjan7699 2 дня назад
Thanks.bahut katha janichhanti.
@sanjaysahoo1841
@sanjaysahoo1841 2 дня назад
Koti koti pranam guruji
@I6j425
@I6j425 2 дня назад
ଜୟ ଜଗନ୍ନାଥ
@niranjanpanda8574
@niranjanpanda8574 2 дня назад
Very good knowledge. Jai jai Radhe Krishna.
@MaheswarNayak-t7b
@MaheswarNayak-t7b 2 дня назад
ଏତେ ଗୁଡାକ ପ୍ରଶ୍ନର ଉତ୍ତର ଦେଇ ଥିବାରୁ ଧନ୍ୟବାଦ
@basantabehera781
@basantabehera781 20 часов назад
🍀🙏ଜୟ ଜଗନ୍ନାଥ 🙏🍀
@SunakarBehera-ez5lk
@SunakarBehera-ez5lk 12 часов назад
ଜୟ ଜଗନ୍ନାଥ 🇮🇳🙏🇮🇳👍ସନାତନ ଧର୍ମ ✍️ ଜୟ ଶ୍ରୀ କୃଷ୍ଣ 🙏
@SridharNayak-u2y
@SridharNayak-u2y 2 дня назад
Harekrishna prabhu ji
@Rathi522
@Rathi522 День назад
ଆପଣଙ୍କଠାରେ ସାସ୍ତ୍ରପ୍ରତି ଆହୁରି ଅଶେଷ ଅଗାଧପାଣ୍ଡିତ୍ୟ ହେଉମହାରାଜ୍ ଏବଂ ଶ୍ରୀ ଜଗନ୍ନାଥଙ୍କ କୃପାବୃଷ୍ଟି ସର୍ବଦା ଆପଣଙ୍କପରେ ପଡୁଥାଉ । ଆପଣ ହେଉଛନ୍ତି ଆମ ସନାତନଧର୍ମର ବଉରବ ।ଜୟ ଜଗନ୍ନାଥ 🙏
@BinondaDas-si1zb
@BinondaDas-si1zb День назад
Bahut sundar gyana
@tofanKumar-l8q
@tofanKumar-l8q 13 часов назад
Bahuta bhala lagila
@sukantswain745
@sukantswain745 2 дня назад
ଜୟ ଶ୍ରୀ କୃଷ୍ଣ 🙏🏻🙏
@SalpuMajhi-io2zj
@SalpuMajhi-io2zj 2 дня назад
Dhanyabad bahutbhala❤❤❤
@narayandalai9799
@narayandalai9799 2 дня назад
ପ୍ରଣାମ🌿🌱 ଗୁରୁ 🌱🌿ଦେବ 🌿🌱🙏🙏🙏
@SoumyaBehera-r7z
@SoumyaBehera-r7z 2 дня назад
ଆମେ କୃଷ୍ଣ ଙ୍କୁ ଗୁରୁ କରିବୁ, ତାଙ୍କର ଶିଷ୍ୟ ହୋଇ କର୍ମଯୋଗୀ ,ପ୍ରେମିକ, ଜ୍ଞାନୀ, ସ୍ମାର୍ଟ ହେବୁ.
@shrabanpanigrahi6017
@shrabanpanigrahi6017 День назад
ଏଇଭଲି ମଣିଷ ସଂସାର ରେ ଦରକାର ହେ ସନ୍ଥ ତୁମେ ଏ ବୟସରେ ଧନ୍ୟହୋଇଯାଇଛ
@manoranjandash3134
@manoranjandash3134 2 дня назад
ହରେ କୃଷ୍ଣ
@goutamasahu4041
@goutamasahu4041 2 дня назад
Sastang pranipat Gurudev. Hare Krishna,, Hare Ram.
@ChandanSamal-k6w
@ChandanSamal-k6w 2 дня назад
Hare Krishna 🙏
@Pratap2000Pradhan
@Pratap2000Pradhan 2 дня назад
Hare krishna guruji
@Dhirendra-d1g
@Dhirendra-d1g 2 дня назад
PRANAMA GURUJI JAYA SHREE JAGANNATHA SWAMI NAMAHA
@narayandalai9799
@narayandalai9799 2 дня назад
Jay🚩🌴 shree 🚩🌴Ram 🚩🌴 Jay 🚩🌴sita🚩🌴 maa 🌴🚩 Jay 🚩🌴shree 🚩🌴Laxmana Lal🌴🚩 Jay 🚩🌴shree🌴🚩 Bharat🌴🚩 Lal Jay 🚩🌴shree🌴🚩 satru 🌴🚩 Ghana🚩🌴 Lal Jay 🚩🚩shree🌴🚩 hanuman 🌴🚩🙏🙏🙏
@RamchandraMandal-x9w
@RamchandraMandal-x9w 2 дня назад
ଜୟ ବାବା🙏🙏🙏, ଜୟ ଶ୍ରୀରାମ 🙏🙏🙏,ଜୟ ସନାତନ 🙏🙏🙏
@PradyumnaKhilar-m6i
@PradyumnaKhilar-m6i 2 дня назад
ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ ରାଧେ
@LaxmiPriya-eb4cb
@LaxmiPriya-eb4cb 2 дня назад
Hare krishna 😊
@narayandalai9799
@narayandalai9799 2 дня назад
ଜୟ 🚩🌴ଶ୍ରୀ 🌿🚩ଜଗନ୍ନାଥ 🚩 ଜୟ 🚩🌴ଶ୍ରୀ 🌿🚩ବଳଭଦ୍ର 🚩 ଜୟ 🌿🚩ମାଁ 🌿🚩ସୁଭଦ୍ରା 🚩 ଜୟ🌿🚩 ଶ୍ରୀ🌿🚩 ହନୁମାନ 🚩🌿 ଜୟ 🌿🚩ଶ୍ରୀ 🚩🌿ପତିତପାବନ 🌿🚩ବାନା 🌿🚩🙏🙏🙏
@laxmipriya165
@laxmipriya165 2 дня назад
Hare Krishna hare Krishna Krishna Krishna hare hare 🙏 hare ram hare ram ram ram hare hare 🙏 🌺 🌺 🙏
@GhasiGadaba-o7j
@GhasiGadaba-o7j 2 дня назад
Jay sri Ram
@metaix2960
@metaix2960 2 дня назад
Hare Krishna 🙏🏼 prabhuji 🙏🏼❤️🙏🏼🌷❤️🙏🏼🌷❤️💐
@hrusikeshkhatei1441
@hrusikeshkhatei1441 2 дня назад
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏🙏🙏🙏
@arssingh3983
@arssingh3983 4 часа назад
ହରେୃଷ୍ଣ ହରେ କୃଷ୍ଣ ହରେକୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🙏
@AnjaliMahana-vy1xk
@AnjaliMahana-vy1xk 2 дня назад
Hare Krishna prabhuji
@ashutoshgharai-kr7bx
@ashutoshgharai-kr7bx 2 дня назад
Nice pravachan
@SanatKumarGouda-v2e
@SanatKumarGouda-v2e 2 дня назад
Hare Krishna prabhuji dandvat pranam
@BijayKumarbadatyaBijayKu-yp6pd
Radhe radhe
@bibhisangudumbaka3400
@bibhisangudumbaka3400 2 дня назад
ହରେ କ୍ରିଷ୍ଣା
@PremaLata-pw3dg
@PremaLata-pw3dg День назад
ଅତି ସୁନ୍ଦର ଗୁରୁଜୀ 🙏🙏🙏
@gopalrao3469
@gopalrao3469 2 дня назад
Hare Krishna prabhuji 🙏🙏
@narayannaik9276
@narayannaik9276 2 дня назад
Jay Sri Krishna 🙏
@anitakhatua7496
@anitakhatua7496 2 дня назад
Jy sri krishna
@pcsentertainment6112
@pcsentertainment6112 18 часов назад
Bhai mun ta sanskrit student heiki b negative hei jai thili..tuma video dekhila pare puni sanskrit prati ବିଶ୍ୱାସ janma hela👏🙏dhanya he mahatma🙏
@KumarKamal-b3o
@KumarKamal-b3o 2 дня назад
ଜୟ ଜଗନ୍ନାଥ ଜୟ ସନାତନ
@hariharamahanta375
@hariharamahanta375 3 часа назад
ହରେ କୃଷ୍ଣ ହରେ କୃଷ୍ଣ ପ୍ରଭୁ ଜି
@MaheswarBarik-yk6fo
@MaheswarBarik-yk6fo 2 дня назад
Harekrishna
@Binodbiharsahoo
@Binodbiharsahoo День назад
Hare Krishna Maharaj A Das ca Dandwat pranam 🙇🪷🪷💐🌹🪔
@ashokpadhan4139
@ashokpadhan4139 10 часов назад
Very good analysis.Jai Shree Ram.
@reenaroutray9246
@reenaroutray9246 2 дня назад
So young n so knowledgeable 🙏
@MangalsinghMunda-d3m
@MangalsinghMunda-d3m 2 часа назад
Thank you best knowledge 😮😮😮
@chittaranjanmishra6857
@chittaranjanmishra6857 2 дня назад
What you said is absolutely right❤.
@mitrabhanunaik9415
@mitrabhanunaik9415 День назад
Jai jagannath Jai pancha sakha
@JaykurshnaK
@JaykurshnaK День назад
Dhanya bad jay sri krisna
@jagatanandsagar5879
@jagatanandsagar5879 2 дня назад
Nice view
@anandkumartripathy3776
@anandkumartripathy3776 2 дня назад
Hara.krishna.bhai.mast
@sanatanieducation23
@sanatanieducation23 2 дня назад
Apanku koti koti Pranam pandit ji
@lokanathmusicofficial4464
@lokanathmusicofficial4464 2 дня назад
Badhiya laguchhi
@NirodBastia
@NirodBastia 8 часов назад
Hare Krishna hare rama
@pradeepnahak3573
@pradeepnahak3573 2 дня назад
🙇🙇🌺🌺 Haribol
@manojsay5744
@manojsay5744 День назад
Sadhu name. Your Gurukul excellent knowledge
@Santoshreddyodia
@Santoshreddyodia 2 дня назад
Bahut sundar lage apananka video 😊 Jay Shree Krishna 🙏❣️
@HariprasadYadav-ey2ev
@HariprasadYadav-ey2ev 2 дня назад
HareKrishna 🙏
@ranjitbehera8692
@ranjitbehera8692 18 минут назад
Jay Shri Krishna
@SamirBehera-oc8jr
@SamirBehera-oc8jr 2 дня назад
Jay shree Ram
@ALONEBOY-c1y
@ALONEBOY-c1y 2 дня назад
Hare krsna prabhuji Apananka dekha ketebole miliba
@brajakishorpanigrahi5094
@brajakishorpanigrahi5094 8 часов назад
ଏହି କାରଣରୁ ସାଧୁ ସନ୍ଥ ମାନଙ୍କ ପାଇଁ ଭାରତ ଆଜି ଗର୍ବିତ
@MahendrapradhanPradhan-e8c
@MahendrapradhanPradhan-e8c 12 часов назад
Gyana rA bhandar jay hau tuma pari sadhu manankar
@MerePrabhu-j9x
@MerePrabhu-j9x 12 часов назад
Absolutely right ❤❤❤
@SNSPIRITUALLIVE
@SNSPIRITUALLIVE День назад
Guruswami 🙏🙏🙏🌺🌺🌺🌹🌹🌹
@shibasahu8159
@shibasahu8159 8 часов назад
Hhare Krishna 🙏🙏🙏
@SoubhagyaMohapatra-vu4zj
@SoubhagyaMohapatra-vu4zj День назад
Pranam. Jaya jagnnatha
@VijayBehera-ee6fi
@VijayBehera-ee6fi 5 часов назад
Jay Jagdish Jay Shri Ram
@nalmohan9084
@nalmohan9084 9 часов назад
Very nice 👍
@prakashmajhy6627
@prakashmajhy6627 7 часов назад
Dhanya dhanya tume baaba aam village ku thare aasibe
@amiyakumarrout219
@amiyakumarrout219 День назад
Radhe 👏 Radhe 🦚👏
@GobindaJena-in4yj
@GobindaJena-in4yj День назад
Prabhuji hare Krishna
@BinodPanda-bp2et
@BinodPanda-bp2et 8 часов назад
Radhe
@Jayprakashmllck
@Jayprakashmllck 2 дня назад
HG Pranesvar Prabhuji Ki jay 🙏🏻🙏🏻🙏🏻✨✨✨
@narayannahak8782
@narayannahak8782 День назад
Namaste hare Krishna
@tarachanmahananda6791
@tarachanmahananda6791 2 дня назад
ପ୍ରଶ୍ନ 2 ସପ୍ତ ଋଷି କିଏ ଆଉ ତାଙ୍କ କାମ କଣ... 👈କିଏ ଗୋଟେ ଏ ପ୍ରଶ୍ନ ପଚାର ତ
@NirodBastia
@NirodBastia 8 часов назад
Namaste Prabhu namaste
@ManojKumar-nk4hs
@ManojKumar-nk4hs День назад
ଜୟ ଶ୍ରୀ କ୍ରିଷ୍ଣା
@rajendranayak4909
@rajendranayak4909 День назад
🙏🙏
@SujanDebata
@SujanDebata День назад
ଶାସ୍ତ୍ର ଜଦୀ ଅସତ୍ୟ ମଣିଷ ଜନ୍ମ ଅସତ୍ୟ
@akshayapradhan1342
@akshayapradhan1342 Час назад
Pranam guruji
@sadhunabakishordas7297
@sadhunabakishordas7297 2 дня назад
ପୁଣି ଆଜି ବିଜ୍ଞାନ ଧାରାରେ ଜଡ ପଦାର୍ଥ ଜୀବନ୍ତ ପରି କାର୍ଯ୍ୟ କ୍ଷମହେଉଛି, ଯିଏ ନ ଦେଖିଛନ୍ତି, ସେମାନଙ୍କୁ କିପରି ବୁଝାଇଵ ?
Далее
Running With Bigger And Bigger Lunchlys
00:18
Просмотров 31 млн
Running With Bigger And Bigger Lunchlys
00:18
Просмотров 31 млн