Тёмный

ସାବଧାନ ! ଏମିତି ପାପ କରୁଥିଲେ ||Amiti Papa Karuthile Sabdhana Huantu//Gayak:-susri urmila sahoo 

AMA ODISHA NATAKA
Подписаться 128 тыс.
Просмотров 1 млн
50% 1

#urmilasahoopala
#bagnibanisusriurmilasahoopala
#urmilasahupala
#odiapala
#badipala
#pala
#badipalamancha
#palacomedy
#newpala
#palabhajana
#amaodishanataka

Опубликовано:

 

10 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 453   
@ARAKSHITASWAINArakshita-qx4pd
@ARAKSHITASWAINArakshita-qx4pd 9 месяцев назад
ଅସୀମ ଜ୍ଞାନ ସୁନ୍ଦର ପାଲା ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ମୂଁ କିଂଚିତ ମାତ୍ର ଯେତେ ପ୍ରଶଂସା କଲେ ବି କମ ହେବ ଜୟ ଶ୍ରୀ କୃଷ୍ଣ 🙏🙏🙏
@bijayakumarnahak3073
@bijayakumarnahak3073 10 месяцев назад
ଅତି ସୁନ୍ଦର ଉପସ୍ଥାପନା, ବାଖ୍ୟା ବେଶ ହୃଦୟ ସ୍ପର୍ଶି, ଓଡ଼ିଆ ସାହିତ୍ୟ ର ମାନ ଲୋକ ଲୋଚନ କୁ ଆଣୁଥିବାରୁ ଅଶେଷ ଅଶେଷ ଧନ୍ୟବାଦ, ତଥା ଈଶ୍ୱର ଙ୍କ ପାଖରେ ପ୍ରାର୍ଥନା ଆପଣଙ୍କ ଖ୍ୟାତି ଅମର ରହୁ, ଜୟ ଶ୍ରୀ ହରି ❤
@BabuluBiswal-pp9st
@BabuluBiswal-pp9st 4 месяца назад
Bahuta.sundar.pala
@user-bw5jl1od7g
@user-bw5jl1od7g 7 месяцев назад
ଗାୟିକା ମହାଶୟ ଙ୍କୁ ମର କୁଟି କୁଟି ପ୍ରାଣମ 🙏🙏🙏🙏
@deepakbhoi9
@deepakbhoi9 10 месяцев назад
ଉର୍ମିଳା ସାହୁ ଦିଦି ଯେତେ ପାଲା ଗାଇଛନ୍ତି ଅତି ସୁନ୍ଦର ଏବଂତାଙ୍କ କଣ୍ଠ ସ୍ବର ହୃଦୟସ୍ପର୍ଶୀ।ମୋତେ ବହୁତ ଭଲ ଲାଗେ । ଏମିତି ପରିବେଷଣ ଜାରି ରଖନ୍ତୁ ।
@manojpal5225
@manojpal5225 9 месяцев назад
😢
@PratapNaik-s8o
@PratapNaik-s8o 9 месяцев назад
Adhunika badhja palla
@santoshbehera8607
@santoshbehera8607 7 месяцев назад
6g to 6FYIyjm..
@sudhirsatapathy6170
@sudhirsatapathy6170 6 месяцев назад
Sudhir
@csrana3039
@csrana3039 5 месяцев назад
ଅତି ସୁନ୍ଦର ପାଲା ପରିବେଷଣ ।
@user-fd4dm4qy9k
@user-fd4dm4qy9k 6 месяцев назад
ବାସ୍ତବରେ ଉର୍ମିଳା ସାହୁ ସବୁଠାରୁ ଜ୍ଞାନୀ ଗାୟିକା ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ
@Prabhunku-Khojiba-Asa
@Prabhunku-Khojiba-Asa 10 месяцев назад
🕉️ ଜୟଶ୍ରୀ ସତ୍ୟନାରାୟଣ ସ୍ୱାମୀଙ୍କର ସଦ୍ଦିଚ୍ଛାହିଁ ପୂର୍ଣ୍ଣହେଉ, ଆନନ୍ଦେ ଏକବାର ହରିବୋଲ 🤷🏻‍♂️🙏🕉️
@tapanbehera1653
@tapanbehera1653 9 месяцев назад
ବହୁତ ଭଲ ଲାଗିଲା ଆପଣଙ୍କ ପାଲା ଆପଣ ମାନଙ୍କ ପାଇଁ ଓଡ଼ିଆ ପାଲା ବଞ୍ଚି ରହିଛି 🙏🙏
@amulyasamal7855
@amulyasamal7855 10 месяцев назад
ଅତି ସୁନ୍ଦର ପାଲା , ଭଗବାନ ତୁମର ମଙ୍ଗଳ କରନ୍ତୁ
@bidhubhusanamohapatra3950
@bidhubhusanamohapatra3950 10 месяцев назад
ଅତି ସୁନ୍ଦର ଏବଂ ହୃଦୟସ୍ପର୍ଶୀ ହୋଇଛି ଆପଣ ଆପଣଙ୍କର ପରିବେଷଣ
@gurunayak7132
@gurunayak7132 10 месяцев назад
ବହୁତ ସୁନ୍ଦର ଆପଣଙ୍କ ପରୀ କେତେଜଣ ଗାୟକ ଗାୟିକା ପାଇଁ କଳିଯୁଗ ରହିଛି ଓ ହେଲେ କେବେଠାରୁ ଧ୍ଵଂସ ହେଇ ସାରନ୍ତାଣି ଆପଣଙ୍କ ପାଇଁ ଆମ ପରମ୍ପରା ବଞ୍ଚି ରହିଛି ଆଶା କରିଵି ଅଧିକ ରୁ ଅଧିକ ପାଲା ପରିବେଷଣ କରନ୍ତୁ ଆଉ ଏ ସମାଜ କୁ ଶିକ୍ଷଣୀୟ ବାର୍ତ୍ତା ଦିଅନ୍ତୁ ହୃଦୟ ରୁ ଧନ୍ୟବାଦ ଜୟ ଜଗନ୍ନାଥ
@pramoddash-2774
@pramoddash-2774 10 месяцев назад
1:56
@SfdhFhdjyp
@SfdhFhdjyp 9 месяцев назад
((
@manasmajhi7260
@manasmajhi7260 9 месяцев назад
​@pramoddash-2774 9tt 14:27 😊😅😊and the one on my
@ramkasavak......5970
@ramkasavak......5970 9 месяцев назад
Sabu bhagaban nka icha jaganath
@RamachandramaharamaRama
@RamachandramaharamaRama 2 месяца назад
​@@pramoddash-2774❤
@naiyamali7299
@naiyamali7299 8 месяцев назад
ଉର୍ମିଳା ଭଉଣୀ ଧନ୍ୟବାଦ ତମର ବିଶ୍ଲେଷଣ ପାଇଁ ❤
@BijaykumarSahoo-mx5tc
@BijaykumarSahoo-mx5tc 29 дней назад
ଆଲୋ ଦିଦି ତୁମେ ପାଲା ଗାଇବାକୁ ବହୁତ ଆଡ଼କୁ ଯାଉଛନ୍ତି ଏ ଭାଇ ପାଇଁ ଗୋଟିଏ ଭାଉଜ ଠିକ୍ କରି ପାରୁନାହାନ୍ତି କାହିଁକି, ସତରେ କ'ଣ ଧନ ନାହିଁ ବୋଲି ମଣିଷ କାହାକୁ ଆବଶ୍ୟକ ନାହିଁ କେବଳ ଟଙ୍କା କୋଠା ଚାକିରି ବେକାରୀ ଭିକାରୀ ଏ ସମସ୍ତଙ୍କୁ ଝିଅ ମିଳୁଛି ତୁ ଗୋଟେ ସ୍ତ୍ରୀ ଠିକ୍ କରି ପାରୁନୁ, କିନ୍ତୁ ପାଲା ଭଲ ହେଉଛି ଧନ୍ୟବାଦ 🌹🙏
@manojdas1374
@manojdas1374 10 месяцев назад
ବହୁତ ବଢିଆ ପାଲା ପରି ବେସନ କରୁ ଛନ୍ତି
@ashokkumarparida8563
@ashokkumarparida8563 9 месяцев назад
ଓଡ଼ିଆ ଭାଷା ସଂସ୍କୃତି କୁ ବଞ୍ଚାଇ ରଖିବା କୁ ବହୁତ ପ୍ରୟାଶ କରିଛନ୍ତି। ବହୁତ ଶୁଭେଚ୍ଛା ଓ ଅଭିନନ୍ଦନ।
@nrusingha1937
@nrusingha1937 9 месяцев назад
ଗାୟିକା ମହାଶୟା ଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏.............
@narayansial6799
@narayansial6799 4 месяца назад
🎉
@purushottamcharty2639
@purushottamcharty2639 20 дней назад
ମେଡମ ପାଲା ଦ୍ୱାରା ସମାଜରେ କେଉଁ ପ୍ରଭାବ ପରିବାର ପ୍ରତି ଆସେ ଆଲୋଚନା କଲେ ଭଲ ଲାଗିବ 🙏🙏ଧନ୍ୟବାଦ
@ranjanpradhan3610
@ranjanpradhan3610 9 месяцев назад
ଉର୍ମିଳା ସାହୁ ତୁମକୁ ମୋ ହୃଦୟ ରୁ ଧନ୍ୟବାଦ 🙏ଜୟ ଜଗନ୍ନାଥ 🙏
@jagannathsahoo9381
@jagannathsahoo9381 10 месяцев назад
❤ବହୁତ ସୁନ୍ଦର ସଂସ୍କୁର୍ତ୍ତିକ ପାଲା 🙏
@keshabchandradalbehera1017
@keshabchandradalbehera1017 5 месяцев назад
ଆପଣଙ୍କ ର ପାଲା ପରିବେଷଣ ଅତ୍ୟନ୍ତ ସୁନ୍ଦର,
@niludas3203
@niludas3203 4 месяца назад
ଆପଣଙ୍କ କଣ୍ଟ କୁ ସ୍ବରସ୍ବତୀ ବିଜେ କରିଛନ୍ତି
@sarongomahar
@sarongomahar Месяц назад
ଗୁଡ।ଗାୟିକା।ମହାଶୟ
@kubermalla8561
@kubermalla8561 8 месяцев назад
ଉର୍ମିଳା ଦିଦି ଆପଣ ସମସ୍ତ ଙ୍କ ଠାରୁ ବଡ ଭଗବାନ ଆପଣ ଙ୍କୁ ମଙ୍ଗଳ କରନ୍ତୁ
@MinatiSahoo-vw1to
@MinatiSahoo-vw1to 13 дней назад
Bahuta badhia
@samirkar4502
@samirkar4502 10 месяцев назад
କଣ୍ଠରେ କାଗ୍ଦଦେବୀ l🌸🙏👍
@darunnayak7207
@darunnayak7207 6 месяцев назад
ଉର୍ମିଲା ଦିଦି ଆପଣଙ୍କର ପାଲା ଶୁଣିବା କୁ ବହୁତ ଭଲ ଲାଗେ । ଧଞବାଦ୍
@laxmidharrout5694
@laxmidharrout5694 4 месяца назад
ଆଗମୀ ଦିନରେ ଅପନଙ୍କୁ ଆମ ଅନୁଷ୍ଠାନ ତରଫରୁ ନିମନ୍ତ୍ରଣ ରହିଲା।
@user-tk9cw3ws3p
@user-tk9cw3ws3p 15 дней назад
ମୟୂରଭଞ୍ଜ ଯଶିପୁର ଦେଖୁଛି ମାଡାମ love you madam
@user-gu2zx8mb5u
@user-gu2zx8mb5u Месяц назад
ସୁନ୍ଦର ପାଲା ପରିବେଷଣ
@smafiaboss7575
@smafiaboss7575 Месяц назад
Bahut sundar pala didi
@d.kcreated8243
@d.kcreated8243 9 месяцев назад
ଏଇଟା.. ପାଲା ନୁହଁ ଆଜ୍ଞା ନୀତିଶିକ୍ଷା ଜଗନ୍ନାଥ ଆପଣଂକ କଣ୍ଠ ରେ ବସି କହୁଛନ୍ତି 🙏🙏🙏
@balrammohanty8425
@balrammohanty8425 Месяц назад
Jay Jagannath 💩🙏❤️🙏💐👍👍👍
@sunrisecreationtheartwave.4599
@sunrisecreationtheartwave.4599 23 дня назад
ପାଲା ରେଡିଓ ରୁ ଶୁଣିଛି ଓ ଅନେକ ଦେଖିଚି ମଧ୍ଯ ହେଲେ ଆଜି ଆପଣଙ୍କ ବର୍ଣ୍ଣନ। ,ରସ, ଗ। ଇବ। ଶୈଳୀ ଦେଖି ଚରଣରେ ମୁଣ୍ଡ ନଇଁ ଗଲ।...ମନେ ହେଉଚି ଥରେ କେବେ ଦେଖା ହୁ ଅନତ।କି... ଜଗନ।ଥ ଆପଣଙ୍କୁ କୋଟି ପରମ।ୟୁ ଦି ଅନ୍ତ ....
@user-ik2dg3du6d
@user-ik2dg3du6d Месяц назад
ଅତି ସୁନ୍ଦର
@kailashpanigrahi6705
@kailashpanigrahi6705 7 дней назад
ଅତି ସୁନ୍ଦର ଉପସ୍ଥାପନା
@nirakardash6963
@nirakardash6963 10 месяцев назад
Nice description of God's creation 🎉🎉❤
@rabipadhan8767
@rabipadhan8767 6 месяцев назад
ଭାରି ସୁନ୍ଦର ସ୍ଵର ଓ ସୁନ୍ଦର ଉପ୍ଥାପନା,ମନ ଛୁଆଁ ପାଲା
@sukantanayak3518
@sukantanayak3518 6 месяцев назад
ବହୁତ୍ ବହୁତ୍ ଧନ୍ୟବାଦ।ଯାହାହେଉ ।ମୁଁ ଆପଣଙ୍କ ବାପା ମା ଙ୍କୁ ପ୍ରଣାମ କରୁଛି ।ମା ଆପଣଙ୍କୁ ଆଶ୍ରିବାଦ୍ କରନ୍ତୁ ଏହାଠାରୁ ଆହୁରି ଭଲ ପାଲା କରନ୍ତୁ ।ବେଟି ଟିକେ ନିଜ ଫୋନ ନମ୍ବର ଟି ଦେଲେ ଖୁବ୍ ଭଲ ହୁଅନ୍ତା ।
@user-uj7gi5zs9f
@user-uj7gi5zs9f 8 месяцев назад
ଆପଣଙ୍କ ପାଲା ଉଚାରଣ ବହୁତ ସୁନ୍ଦର। ଯୋଗାଯୋଗ କିପରି କରାଯିବ।
@pratimasubudhi4445
@pratimasubudhi4445 3 месяца назад
ଖୁବ୍ ସୁନ୍ଦର ହୃଦୟସ୍ପର୍ଶୀ ଭାବପୂର୍ଣ୍ଣ ଅତି ଉଚ୍ଚକୋଟୀର ପରିବେଷଣ
@brajaswain1890
@brajaswain1890 10 месяцев назад
ଦିଦି ଆପଣ ଙ୍କୁ ମୋର କୋଟି କୋଟି ପ୍ରଣାମ 🙏🙏🙏🙏🙏
@skdas8086
@skdas8086 5 месяцев назад
One of the best pala gayika🙏🙏🙏 ati sundar paribeshan. Koti koti pranam Madam 🙏🙏
@techguru345
@techguru345 Месяц назад
Apankara pala hrudayasphrsi .many many thanks
@padmanavdas2481
@padmanavdas2481 10 месяцев назад
ବହୁତ ବଢିଆ, ବହୁତ ବଢିଆ 👌
@swatimahaling9680
@swatimahaling9680 5 месяцев назад
Ati sundha pala karuchhanti bhauni❤❤❤❤
@puspanjalibahira9762
@puspanjalibahira9762 10 месяцев назад
ଅତି ସୁନ୍ଦର ପାଲା 😊
@krisnabehera5464
@krisnabehera5464 9 месяцев назад
ଉର୍ମିଳା ସାହୁ ତମକୁ ମୋର ପ୍ରଣାମ 🙏🙏🙏🙏
@durgasahoo2305
@durgasahoo2305 8 месяцев назад
ପାଳିଆସବୁଜାଣିଛି,ଆପଣାକିଛିଜାଣିନ-ଆପଣବସିପଡ'ସିଏତବାଉଳିହଉଛି
@JagiPriyadarshini
@JagiPriyadarshini Месяц назад
Gaika mahasaya knu koti koti pranam❤❤❤❤
@g.s9382
@g.s9382 10 месяцев назад
ଉଚ୍ଚାରଣ ବହୁତ ସୁନ୍ଦର
@sibaprasad1899
@sibaprasad1899 Месяц назад
Dynamic Star Gayika nku koti koti pranam
@PrakashRout-zk1fl
@PrakashRout-zk1fl 5 месяцев назад
Bhala paribesana
@sureshkumarnayak9515
@sureshkumarnayak9515 3 месяца назад
ଜୟ ଜଗନ୍ନାଥ
@bikashchandramajhee2951
@bikashchandramajhee2951 8 месяцев назад
ଉର୍ମିଳା ମା ଶ୍ରୀ ଚୈତନ୍ୟ ଙ୍କ ଅବତାର
@dibyasinghapradhan1877
@dibyasinghapradhan1877 8 месяцев назад
ଜୟ ଜଗନ୍ନାଥ 🙏🙏🙏ଗାୟିକା ଉର୍ମିଳା ସାହୁଙ୍କ ପାଲା ଗାଇବା ଶୈଳି ଓ କହିବା ଶୈଳି ଏକ ନିଆରା, ଅତି ସୁନ୍ଦର୍ 💯💯💯💯💯💯💯💯💯💯💯💯💯💯💯💯
@freefireking.2024
@freefireking.2024 2 месяца назад
Very good gayika .Many many thanks .
@debasismahapatra299
@debasismahapatra299 3 месяца назад
ଦିଦି ପଠାଣି ସାମନ୍ତ ତ ତାରା ଗଣିଥିଲେ
@SarbeswarParida-sr5yf
@SarbeswarParida-sr5yf Месяц назад
Jai shree Krishna
@lalitghana1982
@lalitghana1982 10 месяцев назад
Best pala....Your have a very high audiance binding capacity through your skillful and simple presentation. Thanks a lot..You are Pride of Odisha.
@user-hv3md9vr5h
@user-hv3md9vr5h 9 месяцев назад
ଆପଣ ଙ୍କ ପାଲା ଅତି ସୁନ୍ଦର ସୁନ୍ଦର ଭାବରେ ପରି ବେଷଣ କରୁଛନ୍ତି ଆପଣ କୁ କୋଟି କୋଟି ପ୍ରଣାମ ଆପଣ ଙ୍କର ଯୋଗା ଯୋଗ ନଂବର ମିଳି ପାରିବ କି
@MinatiLata-mc2jc
@MinatiLata-mc2jc 7 месяцев назад
Sundara sundara ati sundara pala
@gobindagopalcreative5262
@gobindagopalcreative5262 9 месяцев назад
ଆପଣଙ୍କ ସହିତ ଯୋଗା ଯୋଗ କେମିତି କରିବୁ କୁହନ୍ତୁ।। ଜୟ ଜଗନ୍ନାଥ
@bikubeautyvloge
@bikubeautyvloge 10 месяцев назад
ଉର୍ମିଳା ସାହୁ ସବୁଠୁ ଜ୍ଞାନୀ ଗାୟିକା । ଆପଣଙ୍କୁ ମୋର ଶହେ କୋଟି ପ୍ରଣାମ
@anantasamal5654
@anantasamal5654 9 месяцев назад
Absolutely perfect judgement
@sanjayapanda3211
@sanjayapanda3211 9 месяцев назад
​@@anantasamal565414:06
@chintamanipadhan3836
@chintamanipadhan3836 9 месяцев назад
0p
@BasantiSwain-st1zt
@BasantiSwain-st1zt 9 месяцев назад
P
@BasantiSwain-st1zt
@BasantiSwain-st1zt 9 месяцев назад
O
@prafumaharana3965
@prafumaharana3965 13 дней назад
Jay shree Jagannath Swami
@sekharsudhansu4137
@sekharsudhansu4137 День назад
Odisha proud to you mam best pala.
@DeepakRout191
@DeepakRout191 4 месяца назад
ଅତି ସୁନ୍ଦର ଏବଂ ଉଚ୍ଚ କୋଟିର. ଧନ୍ୟବାଦ ମାଡାମ🙏
@narayanbarik7605
@narayanbarik7605 8 месяцев назад
ଅତି ସୁନ୍ଦର ଭାବରେ ପାଲା ଗାୟିକା
@ganeshtiki9642
@ganeshtiki9642 5 месяцев назад
👍👍👍
@TapanMalik-mg6rb
@TapanMalik-mg6rb 4 месяца назад
Ati sundara galika nka pala saili
@bprakashchandrapatra6983
@bprakashchandrapatra6983 5 месяцев назад
ଉର୍ମିଳା ସାହୁ ପାଲା ଗାୟିକା ମହୋଦୟାଙ୍କୁ ଯୋଗାଯୋଗ ହୋଇ ପାରୁନାହିଁ-- ଆମେ ଗଞ୍ଜାମ ଜିଲ୍ଲାର ବାଲିପଦରକୁ ନିମନ୍ତ୍ରଣ କରି ଆଣି ତାଙ୍କ ଠାରୁ ପାଲା ପରିବେଷଣ ଶୁଣିବାକୁ ଇଛା ପ୍ରକାଶ କରିଛୁ-- ଦୟାକରି ଯୋଗାଯୋଗ ନମ୍ବର କିମ୍ବା ତାଙ୍କ ଦଳର ଠିକଣା ଜଣାଇଲେ ଆମେ ଖୁସିହେବୁ---🙏
@JayantaKumar-kb1vv
@JayantaKumar-kb1vv 4 месяца назад
Nice pala
@guduna12guduli13
@guduna12guduli13 10 месяцев назад
ସୁନ୍ଦର ପାଲା
@ranjitkumarbehera1445
@ranjitkumarbehera1445 Месяц назад
Jay Jagannath 🙏🙏🙏🙏
@bapunimaharana2643
@bapunimaharana2643 5 месяцев назад
Dide Very nice Story 🚩🌹🌹🌹🙏🙏🙏🙏🙏🙏🙏🙏
@debadattakaudi8038
@debadattakaudi8038 9 месяцев назад
Urmila sahu is my favourite pala singer.god bless him and no 1 singer for me.jay Jagannath 🙏🙏🙏
@user-gn2ei2rl7t
@user-gn2ei2rl7t 8 месяцев назад
ଉର୍ମିଳା ସାହୁଙ୍କୁ ମୋର କୋଟି ନମସ୍କାର
@AjayaSenapati-rp8jb
@AjayaSenapati-rp8jb 10 дней назад
Urimila bhouni thank you
@missspiderman008
@missspiderman008 5 месяцев назад
My favourite urmila mam
@JayantaKumar-kb1vv
@JayantaKumar-kb1vv 4 месяца назад
Bhala pala ❤❤❤❤
@draupadibanchhor2855
@draupadibanchhor2855 3 месяца назад
ବହୁତ ବହୁତ ସୁନ୍ଦର କେଉଁ ଜିଲ୍ଲା ରମୋବାଇଲନଂ
@RajeshPanda-444
@RajeshPanda-444 2 месяца назад
ଫ୍ରି♥️🦜🦜 ଓ ମା🌺🌺🌺କର୍ମେ🔥🔥🔥ମନ🦋ହରେକୃଷ୍ଣ🇮🇳🇮🇳🇮🇳ଉଧ୍ବ🌺🦜🦜କୃଷ୍ଣ🟢🔥🔥♥️♥️♥️🌈🌈🌈🙏🙏🙏
@kuntalamahanta3851
@kuntalamahanta3851 10 месяцев назад
Bahut sundar pala Dede 🙏💞
@SibanandaMallick-hd6ze
@SibanandaMallick-hd6ze 2 месяца назад
ଗାୟକ ମହାଶୟା କହ ଗାଇବା ଶୈଳି ‌ ବହୁତ ସୁନ୍ଦର ‌
@odiahelp4282
@odiahelp4282 9 месяцев назад
ଯାହା ହଉ ଆମ ଗାଁ ଝିଅ ବୋଲି ଗର୍ବ ଲାଗୁଛି ❤️
@anantasamal5654
@anantasamal5654 9 месяцев назад
Apankanku koti koti pranam
@manoranjannayak5218
@manoranjannayak5218 8 месяцев назад
Contact no please
@lipikasahusahu52
@lipikasahusahu52 3 месяца назад
ଗାୟିକାଙ୍କୁ ମହାଶୟଙ୍କୁକୋଟିକୋଟି ପ୍ରଣାମ
@user-qw2uq2gs1e
@user-qw2uq2gs1e 8 месяцев назад
ଗାଜକ ମହାଶୟ ବହୁତ ବଢିଆ ଧନ୍ୟବାଦ 🙏🙏🙏
@pratapmohanty5218
@pratapmohanty5218 4 месяца назад
Ati sundar pala paribesana Jai JAGANNATH
@abhimanyunayak9337
@abhimanyunayak9337 10 месяцев назад
Urmila Bahuni tumaku koti koti pranam 🙏🙏🙏
@bijaynaik65
@bijaynaik65 Месяц назад
Tumaku.very very thanks madam.
@baikunthabehera2072
@baikunthabehera2072 6 месяцев назад
Jay shree Ram
@amulyakrishnabhola3794
@amulyakrishnabhola3794 35 минут назад
Very nice palt 😊😊😊😊😊
@gangadharakal9125
@gangadharakal9125 6 месяцев назад
Sundar upstapana
@RajeshPanda-444
@RajeshPanda-444 2 месяца назад
ଗଜାନ୍ନଥ🇮🇳🇮🇳🇮🇳🇮🇳🙏♥️🌺🌺🌺
@babitamajhibanita3919
@babitamajhibanita3919 6 месяцев назад
Jay jagannath swami very very good didi aapnku jetebi pada sunuchhi sabu padar satantr bhal lage ❤❤❤❤
@dhaneswarrout4711
@dhaneswarrout4711 8 месяцев назад
ଭଲ ଲାଗିଲା
@dalijenadalijena-jz1hn
@dalijenadalijena-jz1hn 4 месяца назад
Ati sundar pala gauchanti apna sabubele amiti pala gauthantu
@balabantaparida855
@balabantaparida855 10 месяцев назад
Om shanti om shanti om shanti thanks🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏
@satyanarayanasethi2941
@satyanarayanasethi2941 9 месяцев назад
Very.nice pala
@bishnupanda4224
@bishnupanda4224 10 месяцев назад
Baya gita is the best but single singing is the best without any staf
@AffectionateAtom-kz1dp
@AffectionateAtom-kz1dp 5 месяцев назад
ATI Sundar didi apnku sata namskar
@TapanaJena-qq5su
@TapanaJena-qq5su Месяц назад
Jay Jagannath namaskar
@RabindraPani-x9x
@RabindraPani-x9x 10 месяцев назад
Beautiful pala
@ajitjena6471
@ajitjena6471 9 месяцев назад
Bahut sundar paribeshan didi super 🌹
Далее