Тёмный

ସାମ୍ନାକୁ ଆସିଲା ଭରତପୁର ଥାନାର ସେ ରାତିର ଭିଡିଓ ,ଅଙ୍କିତାଙ୍କ ଏ କଥାକୁ ନେଇ ରାଗିଥିଲେ ପୋଲିସ Army Major Fiancee 

Odisha Bhaskar
Подписаться 2,7 млн
Просмотров 26 тыс.
50% 1

Odisha Bhaskar is one of the state's leading Dailies and Digital Platforms and has been coming up with various objectives and issues of human interest for the last 17 years. Odisha Bhaskar brought a revolution in the media sector and set a new standard in journalism in Odia vernacular. Odisha Bhaskar delivers reliable information across all platforms.
Follow Us On
linktr.ee/Odis...
OUR WEBSITE - odishabhaskar....
FACEBOOK - / odishabhaskar
TWITTER - / odishabhaskar
INSTAGRAM - / odishabhaskar
#odishabhaskar #latestnews

Опубликовано:

 

19 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 30   
@subhashreejena4064
@subhashreejena4064 7 часов назад
ଥାନାରେ nighty କାଇଁ ପିନ୍ଧିଥିଲା ?? କଣ ଚାଲିଥିଲା , ସେ lady police କୁ ଆଗ ମାଡ଼ ଦରକାର , ସେ lady police ର ଫୋଟୋ ମିଡିଆ ରେ କାଇଁ ଦେଖାଉନ??? ଖାଲି suspend କଣ ପାଇଁ dismiss କଣ ପାଇଁ ନୁହ ??? କାହିଁକି ବର୍ଦି ପିନ୍ଧି ନଥିଲେ ସେ lady police?? ପୁରୁଷ ଙ୍କୁ ଛାଡ଼ ଏଠି ତ ଜଣେ ମହିଳା ମହିଳା ଙ୍କ ପାଇଁ ଦାଉ ସାଜୁଛି
@Vinood900
@Vinood900 7 часов назад
ପୋଲିସ୍ ଥାନା କଣ ଘର ର Bed 🛏️ Room ଯେ ନାଇଟି ହାଫ୍ ପ୍ୟାଣ୍ଟ୍ ପିନ୍ଧୁଛନ୍ତି। Duty time ରେ ଠିକ୍ Duty ନ କରି ଥାନା ରେ ଆସର ଜମେଇ ଚାଲିଛନ୍ତି ଓଡ଼ିଶା ପୋଲିସ୍
@swarnalatabehera8905
@swarnalatabehera8905 6 часов назад
ପୋଲିସଙ୍କୁ ରାତିରେ ଗରମ ହେଉଛି ନାଇଟ ରାତିରେ ପିନ୍ଧିଲେ ଥଣ୍ଡା ହେବେ
@Vinood900
@Vinood900 7 часов назад
ଯେଉଁଠି ପୋଲିସ୍ ଆଇନ ରକ୍ଷା କରିବାକୁ ଅକ୍ଷମ, ସେଠି ଓଡ଼ିଶା ର ପ୍ରତିଟି ଜନ ସାଧାରଣ ଠିକ୍ ଏହି ମହିଳା ଙ୍କ ଭଳି ପୋଲିସ୍ କୁ ଆଇନ୍ ଆଉ ଅନୁଶାସନ ର ପାଠ ପଢେଇବା ଉଚିତ୍। ପୀଡ଼ିତା ମହିଳା ଙ୍କୁ ଧନ୍ୟବାଦ।
@SonaliR-g6i
@SonaliR-g6i 3 часа назад
ମତେ ତ ତାଙ୍କ କଥା ବାର୍ତ୍ତା ରୁ ଲାଗୁଛି ଏ ମହିଳା ଙ୍କ ର ବହୁତ୍ ଭୁଲ୍ ଥିବ ଏବଂ ମଦ୍ୟ ପାନ ବି କରିଥିବେ ବୋଧେ ସେ ଦିନ Police ଙ୍କ ର ବି ଭୁଲ୍ ଥିବ ଗୋଟେ ହାତ ରେ ତାଳି ବାଜେନା କିନ୍ତୁ ୟେ Police ଙ୍କୁ ଖରାପ୍ ବ୍ୟବହାର କରିଥିବେ then ମାଡ଼ ଖାଇଥିବେ ଏବେ Acting କରୁଛନ୍ତି
@Childrenstory78
@Childrenstory78 Час назад
Chopa .. se mahila jane lawyer .. se kichi bhul karin ..first katha hela fir kn pain pekhiba .. aga se road romeo nku kn pain dharileni.. fir lekha sarila belaku se romeo mane au thibe ..
@janituajanakahinheu3202
@janituajanakahinheu3202 4 часа назад
Beshi oversmart heiki katha heuchi Sethi pain khoba khaichi😂😂, bhala heuchi sala ku.
@Mkgroyalffgamer
@Mkgroyalffgamer Час назад
ଯେତିକି ପୋଲିସ୍ ଡିଉଟି ରେ ଥିଲେ ସମସ୍ତଙ୍କ ସସ୍ପେଣ୍ଡ କରାଯାଉ ତେବେ ଆଗକୁ ଆଉ ଏମିତି ହେବ ନାହିଁ
@BimalKumar-gd7tn
@BimalKumar-gd7tn 5 часов назад
ତମେ ସବୁ କଣ ଭାବୁଛ ଏ ମାଇକିନା ର କିଛି ଭୁଲ ନାଇ । ଉଲ୍ଟା ପାଲଟା କଥା ବାର୍ତ୍ତା କରିଛି ସେଥି ପାଇଁ ଖୋବା ଖାଇଚି
@SonaliR-g6i
@SonaliR-g6i 3 часа назад
ହଁ ସେମିତି ହଁ କିଛି ହେଇଥିବ
@kumargauravmohapatra7694
@kumargauravmohapatra7694 2 часа назад
You ar absolutely right
@sitaramsahu3883
@sitaramsahu3883 3 часа назад
ଆଗକୁ ନ ବଢ଼ି, ଯଥାଶୀଘ୍ର କାର୍ଯ୍ୟନୁଷ୍ଠାନ ନେଲେ ଭଲ ହେବ।‌ ଯେଉଁ ଅଫିସର ଯୋଗୁଁ ଏ ବିଭାଗ ନିନ୍ଦା ରେ ସମ୍ମୁଖୀନ ହେଉଛି, ବିଭାଗ ଦ୍ବାରା କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିିବା ପାଇଁ ପଡିବ।
@ramakantsethy2400
@ramakantsethy2400 3 часа назад
Dhanya tume odisha police baalaa
@PramodkuBasantara
@PramodkuBasantara Час назад
Justice for Ankita
@bipinbiharinayak5973
@bipinbiharinayak5973 7 часов назад
Police bhal video karuchhanti Police service chhadi dia
@basumarandi5534
@basumarandi5534 7 часов назад
ଆର୍ମୀ ଜବାନଙ୍କ ସ୍ତ୍ରୀ ହୋଇ ତମର ତ ଇଜତ ହିଁ ଘୂଡାଇକି ରଖିପାରିଲ ନାହିଁ,ଦୁଇପଦ ଇଂରାଜୀ କହିଦେଲେ ଚୂର , ପୁଲିସ କଣ ଡରିଯିବେକି ,ଉଲଟା ଗୁଡାଇବେ କାରଣ ତମେ ଯବାନ ଙ୍କ ସ୍ତ୍ରୀ, ସ୍ତ୍ରୀ ପରିନାହଁ ।କର୍ଲଗାଲ୍ ପରି ଦେଖାଯାଉଛ , ଭାରତ ଯବାନଙ୍କ ଙ୍କ ସ୍ତ୍ରୀ ତମପରି ନୁହନ୍ତି। କାନ୍ଦୁଥା ।
@kumargauravmohapatra7694
@kumargauravmohapatra7694 2 часа назад
You ar absolutely right
@ranjanjena6454
@ranjanjena6454 7 часов назад
Ae Ladi bahut drink karichhi auu police ku miss katha kahichhi
@bhanupriyamahananda
@bhanupriyamahananda 2 часа назад
Ankita ku nyaya milu pls🙏🙏
@prasantipriyadarshini640
@prasantipriyadarshini640 6 минут назад
Au kia abe kn karile sange news wala camera neiki paleibe interview pain bt pollice nka ra dosa achi aethi boli abe kain kau interview nia houni semanankara se leady pollice ki anya pollice nka ra...........
@prasantipriyadarshini640
@prasantipriyadarshini640 4 минуты назад
Aee duniya jmiti helani aethi ନ୍ୟାୟ ଆଶା Kariba hin vul.......fir kichi din jau aee topic vi close kari debe
@KshirodKumarNayakLaluNayk
@KshirodKumarNayakLaluNayk Час назад
NIA ku dia jaau
@durgamajhi8679
@durgamajhi8679 19 минут назад
Khelo chalithila ki
@unsungwarriors875
@unsungwarriors875 54 минуты назад
Tume odia re kuha
@sasmitamohapatra7501
@sasmitamohapatra7501 2 часа назад
E Lady. Kie, ehar dress.thik achhi ki
@BANDITAROUT-k6b
@BANDITAROUT-k6b 3 часа назад
Non odia raj odisha ra chalchi dekhiba gote odia mada khau delhi re kete loka baharibe.
@Linga-x2w
@Linga-x2w 7 часов назад
Ea kie lo...ma...main culprit
@sunilkumarpatnaik6953
@sunilkumarpatnaik6953 2 часа назад
Odia Asmita. ....sabu JUMLA.... JHARKHAND TOKA asi Odia nku Mariba... Army officer & Mahila janaka mada khaiba... Very Very SHAME. .....
Далее