Тёмный

ସିଦ୍ଧାନ୍ତଙ୍କୁ ବିଜେଡ଼ି ଠାରୁ ହରାଇବାକୁ BJP ସଭାପତି କରିଛନ୍ତି କୋଟିଏ ଟଙ୍କାର ଡିଲ! Manmohan Samal BJP Chaos. 

Pratidin TV
Подписаться 1,3 млн
Просмотров 209 тыс.
50% 1

ସିଦ୍ଧାନ୍ତଙ୍କୁ ବିଜେଡ଼ି ଠାରୁ ହରାଇବାକୁ BJP ସଭାପତି କରିଛନ୍ତି କୋଟିଏ ଟଙ୍କାର ଡିଲ! Manmohan Samal BJP Chaos. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
Like our Website page:
www.pratidintv...
Like Our Facebook Page
: / pratidinodisha
Subscribe To Our RU-vid Channel:
/ @pratidintvodisha
Subscribe To Our Hashtag Channel: / @hashtag6187
Like our Website page:
www.pratidintv...

Опубликовано:

 

10 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 583   
@GOURANGAADAYADAVofficeal
@GOURANGAADAYADAVofficeal 5 месяцев назад
ଯେଉଁ ମାନେ ବିଜେପି ରହି ବିସୁ଼ଖଲା କରୁଛନ୍ତି ତାକୁ ବିଜେପି ଦଳରୁ ବହିସ୍କାର କରାଯାଉ,ଜୟ ଶ୍ରୀ ରାମ ଜୟ ବିଜେପି
@chagulukumarbehera8728
@chagulukumarbehera8728 4 месяца назад
Bjp sabu chora nku nei rajniti karuchi
@nabakishoreprusty5497
@nabakishoreprusty5497 5 месяцев назад
ମନମୋହନ ସାମଲଙ୍କ କାର୍ଯ୍ୟକଳାପକୁ ସନ୍ଦେହ ହେଉଥିଲା
@prahaladsahu5406
@prahaladsahu5406 5 месяцев назад
ମନମୋହନ ସାମଲ ର ଏହି ନିର୍ବାଚନ ଟି ଭଲ ବ୍ୟବସାୟ କରିବ
@gapahelebisata
@gapahelebisata 5 месяцев назад
ଓଡ଼ିଶାର ଏଭଳି ପରିସ୍ଥିତି ପାଇଁ କେବଳ ଏ ବିଜେପି ହିଁ ଦାୟୀ
@brajakishorepadhi4022
@brajakishorepadhi4022 5 месяцев назад
ବିଜେଡି ଦ୍ବାରା ଏ ସବୁ ଭିଆ ଯାଉତି
@Royalking75912
@Royalking75912 5 месяцев назад
​@@brajakishorepadhi4022ବେଲଜ୍ୟା କଣ ସତରେ ଗଛରେ ଫଳନ୍ତି.....ନିଜ ଭୁଲ କୁ ଲୁଚାଉଛ କଣ ପାଇଁ..(.ବିଜେଡି ର ଭୁଲ ବାହାର କରୁଛ 😂😂😂😂😂😂😂😂😂 )
@ajitkumarsamal7202
@ajitkumarsamal7202 5 месяцев назад
BJD pura sati Savitri 😄😀
@jecreation1352
@jecreation1352 5 месяцев назад
Only bjd dai . Hari jibaa bhaya taku maariba .
@jecreation1352
@jecreation1352 5 месяцев назад
Ei sabu Kariba dwara bjd ra vote kamuchi . Karana bjp ra ta vote nathila voter bi nathile .
@sudarsan0143
@sudarsan0143 5 месяцев назад
ରାଜ୍ୟ ସଭାପତି ବହୁତ ଭୁଲ କରିଦେଲେ କିନ୍ତୁ ଏହାର ପରିଣାମ ଭୋଗିବ ରାଜ୍ୟ ଭାଜପା!
@benudharabastia8838
@benudharabastia8838 5 месяцев назад
ଜନତା ସବୁ ଜାଣନ୍ତି, ମୋ ପରିବାର ସାମିଲ ହୁଅନ୍ତୁ ଆମ ନବୀନ ନମ୍ବର ୧😊
@sunilrauto5923
@sunilrauto5923 5 месяцев назад
କଂଗ୍ରେସ ରୁ ରମେଶ ଭାଇ ଜିତିବେ
@ChittaranjanDalai-rn6hi
@ChittaranjanDalai-rn6hi 5 месяцев назад
ଏ ନିୟୂଜ କାହିଁକି ଓଟିଭି ଓ ଅର୍ଗସ ଟିଭିରେ କାହିଁକି ଦେଖାଯାଉ ନାହିଁ ?
@dipani45
@dipani45 5 месяцев назад
Paid media maw😂😂
@Kulamani1421
@Kulamani1421 5 месяцев назад
Kahinki se ta Khali bjd ra news dekheiba
@minatidas2664
@minatidas2664 5 месяцев назад
ଭାଇ ଅରଗସ ହେଉଚି ବିଜେପି ଚାମଚା
@bikramkesharidas3917
@bikramkesharidas3917 5 месяцев назад
ଲୁଛି ଜାଇଥିବେ
@sushantkumarbariki8646
@sushantkumarbariki8646 5 месяцев назад
Se sabu bjp chanel
@renubalamohapatra7437
@renubalamohapatra7437 5 месяцев назад
ଏ ସିଦ୍ଧାନ୍ତ ମହାପାତ୍ର ହାରିବା ଦରକାର ଯିଏ ଦଳର ନୁହେଁ ସେ କାହାର ନୁହେଁ।
@maabudhabudhimani2652
@maabudhabudhimani2652 5 месяцев назад
Are Bhai actually buja kan heichhi athi BJP BJD sabu ekka
@Sagar11532
@Sagar11532 5 месяцев назад
No bjd no bjp ..... Vote for Congress only
@SMILAN_143
@SMILAN_143 5 месяцев назад
କ୍ୟା ବାତ ହେ ମଜା ଆଗେୟା 😮😮😮😮
@surendranathsatapathy8654
@surendranathsatapathy8654 5 месяцев назад
ବିପିନ ପ୍ରଧାନଙ୍କୁ ବିଜେପି ଟିକେଟ ଦେଇଥିଲେ ଭଲ ହୋଇଥାନ୍ତା.. ଜୟ ହିନ୍ଦ. ଜୟ ଭାରତ.
@santoshsethi3860
@santoshsethi3860 5 месяцев назад
Sidhant au bipin pradhan misiki kama karile sure win karibe
@parshuramsahusahu1535
@parshuramsahusahu1535 5 месяцев назад
ସିନ୍ଧାନ୍ତ ହାରିବା ଦରକାର,
@santoshswain9686
@santoshswain9686 5 месяцев назад
Bro.right
@bibhubibhu28
@bibhubibhu28 5 месяцев назад
Au kn bjd ku vote debe
@biprapriya
@biprapriya 5 месяцев назад
ଓଡିଶା ରେ କାଳେ କାଳେ BJP ସରକାର ଗଠନ କରି ପାରିବ ନାହିଁ ।
@suratratha7376
@suratratha7376 4 месяца назад
Yes
@lifeislove8138
@lifeislove8138 5 месяцев назад
Sidhyanta Mohapatra ଜଣେ ନେତା ନୁହେଁ ସେ ଗୋଟେ ବୁଲା କୁକୁର ଯଉଠି ଖାଇବାକୁ ମିଳିବ ସେଠି କୁ ଯିବ ସେ କାହାରି ହେଇ ପାରିବନି ତାକୁ ଜମା ଭରସା କରନି
@jagabandhudas-vc6sd
@jagabandhudas-vc6sd 5 месяцев назад
Right
@sujitkumarmohanta7852
@sujitkumarmohanta7852 5 месяцев назад
To tahele bola KOTI🦊
@Megastarsidhantafansclub
@Megastarsidhantafansclub 5 месяцев назад
Sala kukura
@Megastarsidhantafansclub
@Megastarsidhantafansclub 5 месяцев назад
ତୁ ଶଳା କୁକୁର ଛି ଛି ଶଳା 😡
@aloksahoo6386
@aloksahoo6386 5 месяцев назад
To banda katike dahreidebi to hatare...
@fatefaith5147
@fatefaith5147 3 месяца назад
CBI ତଦନ୍ତ ହେଉ
@pradippanigrahi1370
@pradippanigrahi1370 5 месяцев назад
ଟିକେଟ ନ ପାଇଲେ ଏମିତି ହଉଛନ୍ତି
@jitubehera8947
@jitubehera8947 5 месяцев назад
Digapahandi re 10 years Hard work karuthiba parti ku tickets na deiki siddanta mahapatra ku kemiti dele
@kabulinayak7212
@kabulinayak7212 5 месяцев назад
ମୋଦି ମରିଯିବ ପଛେ, BJP ଓଡ଼ିଶା ରେ ସରକାର ଗଢ଼ି ପାରିବ ନାହିଁ ।
@jagabandhudas-vc6sd
@jagabandhudas-vc6sd 5 месяцев назад
Right 😂😂😂😂😂
@PriyankaBhola-kk7jk
@PriyankaBhola-kk7jk 5 месяцев назад
Right
@ajitnayak9992
@ajitnayak9992 5 месяцев назад
😅😅😅😅😅😅😊
@vasundharaofficial
@vasundharaofficial 5 месяцев назад
Nijo swarth pai bjd kujjinetamane kotti kotti durinit Kori khaiba pai bjd Sarakara but odisha ku kichi na kichi nuva koriba pai bjp sarkar darakar
@mohanmurudi2808
@mohanmurudi2808 5 месяцев назад
Right 💯💯💯
@brahmaachary3955
@brahmaachary3955 5 месяцев назад
ବିଜେପି ସଭାପତି ଶ୍ରୀ ମାମୋହନ ସାର୍ ଙ୍କ କିଛି ଭୁଲ ନାହିଁ,ଯେହେତୁ ଦଳ ଡ଼ିଆଁ ସିଦ୍ଧାନ୍ତ ମହାପାତ୍ର ନବୀନ ପଟ୍ଟନାୟକଙ୍କ ଦୟାରେ ବ୍ରହ୍ମପୁରରେ ସାଂସଦ ହୋଇ ଥିଲେ ବର୍ତମାନ ସୂଚନା ମିଳିଛି ସିଦ୍ଧାନ୍ତ ମହାପାତ୍ର ନିର୍ବାଚନ ପରେ ଜାଣିବେ ବିଜୟ ହେବେ କି ନାହିଁ, ଜୟ ଜଗନ୍ନାଥ
@pkpanda1371
@pkpanda1371 5 месяцев назад
ଓଃ ଆଜି ଜଣା ଗଲା ବିଜେପି ଦଳ ରାଜ୍ୟ ସଭାପତି ମନ୍ ମୋହନ ସାମଲ ଙ୍କ peon ବିଜେପି ଦଳ ର ବିରଞ୍ଚି । ଡି ବେ ଟ ରେ ଏହି ବିରଞ୍ଚି ନାରାୟଣ ତ୍ରୀପାଠୀ ବଡ଼ ବଡ଼ କଥା କୁହନ୍ତି। ସେ ସାନ ଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ପାର୍ଟୀ ଟିକେଟ ୫୦ଲକ୍ଷ ରେ ବିକ୍ରି କରୁଛନ୍ତି। ଛି ଛି ଛି।
@biswamberbhutia3280
@biswamberbhutia3280 5 месяцев назад
ବିଜେପି ସଭାପତି ଜେପି ନାଡା ସହ ନଵିନ ପଟନାୟକ ଡାଇରେକ୍ଟ କଥା ହେଉଛନ୍ତି ତାର ଅର୍ଥ ଧର୍ମେନ୍ଦ୍ର ପ୍ରଧାନ କେବଳ କାଠ କଣ୍ଡେଇ ବିଜେପି ର। ବିଜେପି ର 3 ଜଣ ଲୋକ ପାଓଆରଫୁଲ ମୋଦି ଅମିତ ଶାହା ଓ ନୀତିନ ଗଡକରି ବାକି ସବୁ କଣ୍ଡେଇ
@dev-e7n
@dev-e7n 5 месяцев назад
ଓଡିଶାର15ବରଷ‌।କାମକରିଥିବା‌।ପ୍ରଥିକୁ‌।ଆଗ‌।ସୁଜଗ।।ଦିଆଜାଉ
@himansudash9149
@himansudash9149 5 месяцев назад
ମନମୋହନ ନିଜେ ଜିତିପାରୁନାହିଁ, ସେ ଅନ୍ୟ କୁ କଣ ଜିତେଇବ।
@brajakishorepadhi4022
@brajakishorepadhi4022 5 месяцев назад
କିଏ ସତ କହୁଛି। ସିଦ୍ଧାନ୍ତ ଉଇକ କେଣ୍ଡିଡେଟ ମୁଁ ତ ମାନିବିନି।
@ajubhaicreation
@ajubhaicreation 5 месяцев назад
ସିଦ୍ଧାନ୍ତ କୁ BJP ରୁ ହଟା ଯାଉ ନେତା ପରିବର୍ତ୍ତନ କର ❤❤❤❤❤😂
@bhagabandas1563
@bhagabandas1563 5 месяцев назад
Bjd bjp bhai bhai ସେଥିପାଇଁ କଂଗ୍ରେସ କୁ ଆସ. ଯଦି ସ୍ୱାଭିମାନ ଅଛି.
@mandardharjena2450
@mandardharjena2450 5 месяцев назад
ପଶ୍ଚିମ ଓଡିଶା ରେ 2କି 3ଜାଗା ଛାଡିଦେଲେ ବିଜେପି ଜିତିବା କାଠିକର ପାଠ ହେଇଯିବ
@NutanaMajhi
@NutanaMajhi 4 месяца назад
ter makugiami
@dev-e7n
@dev-e7n 5 месяцев назад
ପୁରୁଣାନେତାଆଗ‌।ଜେଉମାନେ‌।15ଵରଷ ‌ଦଳପାଈକାମକରିଛନ୍ତି‌।ଶେମାନକୁ‌।ଆଗ‌।ସୁଜଗଦିଆଜାଉ😊
@AbhiramBiswala
@AbhiramBiswala 5 месяцев назад
ସତ କହିବାକୁ କିଆଁ ଡରିବି ସତ କହି ପଛେ ମଲେ ମରିବି
@mithunkumardas1433
@mithunkumardas1433 5 месяцев назад
ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କଲେ ନିଜ ର ଇଜ୍ଜତ ରହିବ ଏମିତି ଚିତ୍କାର କଲେ କିଛି ଲାଭ ନାହିଁ
@sunilkumarz95
@sunilkumarz95 5 месяцев назад
Vote for Congress only .. 👍
@sushantakumar8453
@sushantakumar8453 5 месяцев назад
ଜୟ ଶ୍ରୀରାମ
@gaganbehera5412
@gaganbehera5412 3 месяца назад
ଏ ଭିଡ଼ିଓ ନିର୍ବାଚନ କମିଶନରଙ୍କ ପାଖକୁ ପଠାଯାଉ II ଆଉ ଥରେ ନିର୍ବାଚନ ହବା ଉଚିତ କି II
@OMMPRAKASH-fr3bb
@OMMPRAKASH-fr3bb 5 месяцев назад
Bhai Ragantu ନାଇ ଆଗରେ car ଖାନ ଭାଉଜ NK Tharu 2ରସଗୋଲା ଖାଇ ଦେଇ gharku ଯାଆ
@asitmohanty6861
@asitmohanty6861 5 месяцев назад
Right
@nisithabeura9948
@nisithabeura9948 5 месяцев назад
😂😂😂😂😂
@nalinranjanrout9315
@nalinranjanrout9315 5 месяцев назад
ପାର୍ଟି ସଭାପତିଙ୍କ ଚରିତ୍ର ସଂହାର କରୁଛ ,ତମେ କେବେ ଦଳପ୍ରେମି ନୁହଁ ।
@brundabanbehera6253
@brundabanbehera6253 3 месяца назад
Bhala katha
@rinamohapatra4466
@rinamohapatra4466 4 месяца назад
ବିଜେପି ଦା ଇ
@subaldas9613
@subaldas9613 5 месяцев назад
ମନମହନ୍ ସାସମଲ୍ ଚୋର କାମ କରୁ ଛି ଶଳା ବିଜେପି ରେ କଳଙ୍କ
@PrasantaSahu-k4p
@PrasantaSahu-k4p 5 месяцев назад
Only bjd no 1 CM 💚💚🙏🙏
@sarojrout9173
@sarojrout9173 5 месяцев назад
ତମେ ଠିକ୍ କଥା କହୁଛ ଯେ କଷ୍ଟ କରୁଛି ତାଙ୍କ ଟିକେଟ ମିଳିବା ଦରକାର କିନ୍ତୁ ତମର ଏମିତି ରାଜ୍ୟ ସଭାପତି କୁ ଖରାପ ବ୍ୟବହାର କରନ୍ତୁ ନାହିଁ ବସିକି ଆଲୋଚନା କରନ୍ତୁ ତମେ ଏଇ ଭଳି ହେଲେ ଲୋକେ ଭାବିବେ ବିଜେଡି ର ଦଲାଲ କାମ କରୁଛ
@jagabandhudas-vc6sd
@jagabandhudas-vc6sd 5 месяцев назад
Tamaku badhuchi ki
@BibhuprasadMishra-t9m
@BibhuprasadMishra-t9m 5 месяцев назад
ସିଦ୍ଧାନ୍ତ ମହାପାତ୍ର Weak Candidate କେମିତି ହେଲେ??? ତାଙ୍କ ଠାରୁ ଲୋକ ପ୍ରିୟ ଓଡ଼ିଶାରେ କିଏ ଅଛି???😂😂😂
@bcashan
@bcashan 5 месяцев назад
Pinki apa last time harigale digapahandi re
@ArunakumarGouda-z9m
@ArunakumarGouda-z9m 5 месяцев назад
Right
@virat_bikash
@virat_bikash 5 месяцев назад
ବା ଭାଇ ବା କ୍ୟା ସିନ ହେ କାଇଁ ବାଡ଼ିଆ ପିଟା ହଉଛ ବିଜେପି କାଇଁ ଲୋକ ହିଂସା କରୁଛି ମାଡ଼ ପିଟା କାଇଁ କରୁଛି ସାଧାରଣ ଭାବେ ନରିଵାଚନ ଲଢ଼
@Nimain-y8d
@Nimain-y8d 5 месяцев назад
Siddhant Mohapatra ❤ jindabad
@rcp3276
@rcp3276 5 месяцев назад
Only Congress
@Prem-bz3tr
@Prem-bz3tr 5 месяцев назад
Odisha BJP CM sidhant Bhai
@Bhuvan_sir
@Bhuvan_sir 5 месяцев назад
Sidhant Mohapatra ❤
@cksportsnews1748
@cksportsnews1748 5 месяцев назад
ଦିଗ ପହଣ୍ଡି ରେ ବିଜେପି କେବେ ଜିତିନି, ତୁମେ କି ପ୍ରାଥୀ ଖାଲି ଟିକେଟ ଖୋଜୁଛ, ସିଦ୍ଧାର୍ଥ କୁ ସହଯୋଗ କର ଜିତିଯାଉ
@gaganbehera7401
@gaganbehera7401 5 месяцев назад
Joy ho joy ho
@pratapshasamal7586
@pratapshasamal7586 5 месяцев назад
Sidhant sir na kanhiki kahucha win bjp 2024 sidhanta mahapatra sir
@diptiskumarbal3778
@diptiskumarbal3778 5 месяцев назад
Sia kou sir tumara Bhai ganita na sahitya
@pratapshasamal7586
@pratapshasamal7586 5 месяцев назад
@@diptiskumarbal3778 bhai tume bjd ra Kan heba bada neta ki
@dipani45
@dipani45 5 месяцев назад
​@@pratapshasamal7586 Cm...and you?...chamchaa😂😂
@pradiptakishorejena7473
@pradiptakishorejena7473 5 месяцев назад
କଙ୍କଡ଼ା ଭଳି ଏମାନଙ୍କ ଜୀବନ କଟିଯିବ ।
@bikramkumar4273
@bikramkumar4273 5 месяцев назад
ଏ ଟିକେଟ ପାଇଁ ପାଗଳ
@MitaRout-f2d
@MitaRout-f2d 4 месяца назад
ଲୋକ ଆହୁରି ପରିବର୍ତ୍ତନ ଚାହୁଁଛନ୍ତି
@MinatiBarik-oi6zx
@MinatiBarik-oi6zx 5 месяцев назад
100% right
@binoddalai7386
@binoddalai7386 5 месяцев назад
Ok
@debashisjena7717
@debashisjena7717 5 месяцев назад
ଯଦି ଏତେ କାମ କରିଛୁ ତେବେ ସ୍ଵାଧୀନ ଭାବରେ ଛିଡ଼ା ହୋଇ ନିଜର କlଟତି ଦେଖା। ଆଉ ଖାଲିରେ ହାଉଳି ହେଲେ କଣ ହେବ?
@ajayakumarsahu3870
@ajayakumarsahu3870 5 месяцев назад
ମନମୋହନ ଙ୍କୁ ହଟାଇଲେ ସବୁ problem solve ହେବ
@hrusikeshmallik3221
@hrusikeshmallik3221 4 месяца назад
ଓଡ଼ିଶାର ବିଜେପି ଏ ଡିଲ କେବେ ଜଗନ୍ନାଥ ସହାୟତା କରିବେ ନାହିଁ
@kulamanipatra2261
@kulamanipatra2261 5 месяцев назад
ଏ ମାଗିଆ କଥା ରୁ ଜଣା ପଡୁଛି ଜାଣି ଜାଣି ବଦନାମ କରୁଛି ବିଜେପି କୁ... ବିଜେଡି ର ପ୍ଲାନ.. ଗଣ ମାଧ୍ୟମ କୁ ଡାକି ଲୋକ ମାନଂକ ଆଗରେ ଖେଳ କରୁଛନ୍ତି... ପଇସା ଖାଇଛି.. ସାନ ଖେମୁଣ୍ଡି ରମେଶ ଜେନା ଜିତିବ... ମାଗିଆ ପଇସା ପାଇଁ ଟିକେଟ ବିଜେପି ଦଉଛି 😄😭😭🤣🤣କି ହସ କଥା ବିଜେଡି ରେ ସିନା ଏମିତେ ହୁଅ ଯିଏ ବି ଠିଆ ହେଲେ ଜିତନ୍ତୀ ବିଜେଡି ରେ..
@anilpratihari7054
@anilpratihari7054 5 месяцев назад
Bhala heichi
@padmapadmanava1232
@padmapadmanava1232 5 месяцев назад
ଭଲ ହେଇଚି
@Kalandicharansahoo-pz6gj
@Kalandicharansahoo-pz6gj 5 месяцев назад
Love you sidhant sir ❤❤❤❤
@abhimanyumohanty1853
@abhimanyumohanty1853 5 месяцев назад
ମନକୁ ହାରିବେ ବିଶ୍ୱାସ ଘାତ ଗୁଡାକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ
@Gyana484
@Gyana484 5 месяцев назад
Argus news କୁଆଡେ ଗଲା
@pradeepkumarjena4162
@pradeepkumarjena4162 5 месяцев назад
ଏସଳାଟି ବିଜେଡି ବାଲାକକୁ ଠୁ ପଇସା ନେହି ବେପାର
@jayjagannath5952
@jayjagannath5952 5 месяцев назад
ସେ ପ୍ରଦବୀ ରେ ୧୦ ବର୍ଷ ରହିଲା ଲୋକଙ୍କ ଯାହା ସେଵା ଉନ୍ନତି କରିଛି ତାହା କହିବାକୁ ଖରାପ ଲାଗୁଛି ଏମାନେ ବହୁରୂପୀ
@riteshbehera1631
@riteshbehera1631 5 месяцев назад
ଓହୋ beautiful 🥶
@SomanathDas-jg2kr
@SomanathDas-jg2kr 5 месяцев назад
GOOD Sidhyanta Mohapatra
@RAGHUNANDAN1984-s6w
@RAGHUNANDAN1984-s6w 5 месяцев назад
100 BJP odisha ra
@ashokkumarmallick1375
@ashokkumarmallick1375 4 месяца назад
ଏ ମାଗିଆ ମାନେ ଓଡିଶା କୁ 1 no କରିବେ ମୋ ଭୋଟ ଭୁଲ ଜାଗାରେ ଦେଇଦେଲି....
@skdDeveloper2.O
@skdDeveloper2.O 5 месяцев назад
ଜୟରାମ ରାଉତ
@crazyyyy-cp5ih
@crazyyyy-cp5ih 5 месяцев назад
ଏ ଜଣେ କେବଳ ସଚୋଟ
@Prem-bz3tr
@Prem-bz3tr 5 месяцев назад
ଯାଏ ଶ୍ରୀ ରାମ ଯାଏ ଜଗନ୍ନାଥ୍ ଯାଏ ଶ୍ରୀ କ୍ରିଷ୍ଣା ଯାଏ ମା ସମଲେଇ ଜୟ ହିନ୍ଦୁ ରାଷ୍ଟ୍ର ଜୟ ମୋଦି ଗ୍ୟାରେଣ୍ଟି ଜୟ ଜନତା ଜୟ ଓଡ଼ିଶା ଜୟ ଭାରତ ଜୟ ବିଜେପି
@ajaysethy142
@ajaysethy142 5 месяцев назад
Critical situation bhai
@skbbsrodisha
@skbbsrodisha 5 месяцев назад
ମନମୋହନ ସାମଲ ଙ୍କ ପାଇଁ ବିଜେଡି ଓଡ଼ିଶା ରେ ରାଜ କରୁଛି ।
@brajakishorepadhi4022
@brajakishorepadhi4022 5 месяцев назад
ସିଦ୍ଧାନ୍ତ ମହାପାତ୍ର ହାରିବେନି । ମେଚୁର... ପରସନ ସିଦ୍ଧାନ୍ତ ବାବୁ।
@jibandutta4281
@jibandutta4281 5 месяцев назад
Bhala katha janaidela
@charmingindia5641
@charmingindia5641 5 месяцев назад
Omg
@swatisahoo8081
@swatisahoo8081 5 месяцев назад
ରାଜ୍ୟ ସଭାପତି ବଦଳାନ୍ତୂ
@prasantsmohanta4416
@prasantsmohanta4416 5 месяцев назад
ଏକଥା ବିଜେପି କେନ୍ଦ୍ରୀୟ କମିଟିକୁ ଜଣାଇବା ଦରକାର.
@karunakarmallick5854
@karunakarmallick5854 5 месяцев назад
ଭଲ ବ୍ୟବସାୟ ବହୁତ ଦିନରୁ ଆସାଇଥିଲେ
@anakarsethi4385
@anakarsethi4385 5 месяцев назад
ସେ ୨ଟା ବିଜେପି ଖୋସାମତିଆ
@keshabchandradas7716
@keshabchandradas7716 5 месяцев назад
କାହାକୁ ଦୋଷ ଦେବା ଆଗରୁ,ନିଜେ କଣ ଦୋଷ କରିଛ ଦେଖ।ପତ୍ରୀ ବାବୁ ଜଣେ ବ୍ରାହ୍ମଣ,ପୁରାଣ କିଏ ବର୍ଣ୍ଣ ନା କରିଛନ୍ତି,ବ୍ରାହ୍ମଣମାନେ,ସେମାନେ ଲେଖିଛନ୍ତି ଯେ ,କର୍ମ କର ଫଳ କୁ ଆଶା କରନି,ଯେହେତୁ ,ତୁମେ ଭଲ କର୍ମ କରିନ ସାନଖେମୁଣ୍ଡି ବିଜେପି ପାଇଁ,ସେଇଥି ପାଇଁ,,ତେଣୁ ଫଳ ଫଳିଲା ନାହିଁ,ଏଥିରେ ବିଚଳିତ ହେବାର କିଛି ନାହି,ନିଜ ଦଳ ଅଫିସ୍ ଆଗରେ ଏପରି କର୍ମ କରି।ତୁମେ ପାର୍ଟିର ବଦନାମ କରୁନ,ନିଜର ଇଜ୍ଜତ ମହତ ପଦାରେ ପକାଉଚ୍ଚ,ତମେ କି ସେବା କରିପାରିବ ଲୋକଙ୍କ,,,,,ତୁମେ ରାଜନୀତି ପାଇଁ ଯୋଗ୍ୟ ନୁହଁ।।।।
@adityasahoo532
@adityasahoo532 5 месяцев назад
Jay bjp
@sarojmohanty4327
@sarojmohanty4327 5 месяцев назад
ଧନ୍ୟ ରେ ବିଜେପି ତୁମେ, ପିଟ ସେ ମନୁଆକୁ
@ayushmanswain530
@ayushmanswain530 5 месяцев назад
ସିଦ୍ଧାନ୍ତ ମହାପାତ୍ର
@amarprasad1149
@amarprasad1149 5 месяцев назад
ଏଥର ନବୀନ ସରକାର।
@uksatapathy1
@uksatapathy1 5 месяцев назад
Pradeep Bhai Jindabad
@chandrakantibehera9413
@chandrakantibehera9413 5 месяцев назад
Manamohan ku pita
@amulyanayaks1438
@amulyanayaks1438 5 месяцев назад
Very good
@MultiLingual289
@MultiLingual289 5 месяцев назад
ଇଏ BJD ଠାରୁ କିଛି ନେଇଛି...
@ayushmanswain530
@ayushmanswain530 5 месяцев назад
ତୁ ହାରାମି କାହା ଇଙ୍ଗିତରେ ଏମିତି କରୁଛୁ, ଓଡ଼ିଶାବାସୀ ସବୁ ଜାଣିଛନ୍ତି। ମନମୋହନ ଭାଇଙ୍କ ନେତୃତ୍ୱରେ ଏଥର ଓଡ଼ିଶାରେ ବିଜେପି ସରକାର କରିବାକୁ ଯାଉଛନ୍ତି। ତୁମେ ଯେତେ ଭୋକିଲେ ବି ଲାଭ ହେବନି। ବିଜେପି ଜିନ୍ଦାବାଦ ମନମୋହନ ଭାଈ ଜିନ୍ଦାବାଦ
@SMASHBEAST1
@SMASHBEAST1 5 месяцев назад
Manipur news dekhina bodhe. ??😂
@biswajitswainbiswajitswain138
@biswajitswainbiswajitswain138 5 месяцев назад
Only Ramesh jenaa
@uksatapathy1
@uksatapathy1 5 месяцев назад
He was sincerely working as a true leader. He is a leader. But Politics is not in need of true leader.
@binayakpatra4595
@binayakpatra4595 5 месяцев назад
ସବୁ ଖାଇଯିବେ
@DeepakNaik-z7o
@DeepakNaik-z7o 5 месяцев назад
ଠିକ କଥା
@abhijitnanda40
@abhijitnanda40 5 месяцев назад
ବିଜେଡି ର ଡ୍ରାମା
@Bhagi-s7s
@Bhagi-s7s 5 месяцев назад
ଏହେ ଭାଇ ଏହା ବିଜପିର କଣ ଲୀଳା
@umakantabehera7734
@umakantabehera7734 5 месяцев назад
Baba re dubble engine heijiba re bhai ki jatra chalichhi
@ramakrushnapanda2321
@ramakrushnapanda2321 5 месяцев назад
ସବୁ ଡ୍ରାମା
Далее