Тёмный

ସୁଧାଂଶୁ@8: ଏବେ ବି ଶ୍ରଦ୍ଧା ଆଉ ପାଣ୍ଡିଆନ... ନସର ପସର II SUDHANSU@8 II 

Focus Plus
Подписаться 189 тыс.
Просмотров 83 тыс.
50% 1

Опубликовано:

 

22 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 457   
@samraytudu
@samraytudu 3 месяца назад
ସୁଧାଂଶୁ ବାବୁ ନିର୍ଭୟରେ ଆପଣ ଯେମିତି ସତ ସମ୍ବାଦକୁ ପରିବେଷଣ କରୁଛନ୍ତି, ଏଇଟାହିଁ ସାମ୍ବାଦିକତାର ପରିଚୟ, ଧନ୍ୟବାଦ ଆପଣକୁ ଏବଂ ଆପଣଙ୍କ ଚାନେଲ କୁ
@sakuntalamohanta736
@sakuntalamohanta736 Месяц назад
Thank you sudhansu babu for your truth
@khirodhota1440
@khirodhota1440 3 месяца назад
ଆପଣଙ୍କ ନିର୍ଭିକତା ପାଇଁ ଅଶେଷ ଅଶେଷ ଧନ୍ୟବାଦ l
@MINIMOTIVATION6242
@MINIMOTIVATION6242 3 месяца назад
ଆପଣ ଯେତେ ପ୍ରମାଣ ଆଣି ଦେଲେବି, ଏମାନେ ପରା କ୍ରୀତଦାସ ସବୁ, ସେମାନଙ୍କୁ କିଛି ବୁଝାପଡୁନି ସେମାନେ କେମିତି କଣ କରିକି ଶାସନ ଗାଦି ରେ ବସିଲେ ହେଲା, ସବୁ ଚାଟୁକାର ଏମାନେ। ଆପଣଙ୍କ ନିର୍ଭୀକ ସାମ୍ବାଦିକତା କୁ ସାଧୁବାଦ୍ 🙏
@sijannayak4407
@sijannayak4407 3 месяца назад
ସୁଧାଂଶୁ ଭାଈ ଓଡ଼ିଶା ରେ ତୁମ ଭଳି ସାମ୍ବାଦିକ ଦେଖିବା ବିରଳ ଆମେ ଓଡ଼ିଶା ବାସୀ ତୁମ ସାଙ୍ଗରେ ଅଛୁ ତୁମେ ଆଗକୁ ମାଡ଼ିଚାଲ । ଏବଂ ପ୍ରକୃତ ସତ୍ୟ ବାହାରକୁ ଆସୁ
@birabajrang1177
@birabajrang1177 3 месяца назад
ଠିକ୍ କଥା ସାର୍ ଅତି ଉଚ୍ଚକୋଟୀର ଉପସ୍ଥାପନା ଧନ୍ୟବାଦ
@NruisiniharanjanBehera1973
@NruisiniharanjanBehera1973 3 месяца назад
ସୁନ୍ଦର ଉପାଖ୍ୟାନ ମନ ରଂଜିତ ହୋଇ ଯାଉଛି ସୁଧାଂଶୁ ଭାଇ। ନୃସିଂହ ନିର୍ଭୟ ମିଡ଼ିଆ
@bimalkantatripathy2776
@bimalkantatripathy2776 3 месяца назад
ବହୁତ ରହସ୍ୟ ଉନ୍ମୋଚନ କଲେଣି। ଏମିତି ଗୋଟିଏ ଗୋଟିଏ ରହସ୍ୟ ଉନ୍ମୋଚନ ହେଉଥାଉ।
@BailochnNayak
@BailochnNayak 3 месяца назад
ଧନ୍ୟବାଦ ସୁଦାଂଶୁ ବାବୁ ❤️ଜୟ ଜଗନ୍ନାଥ
@jagannathmishra5300
@jagannathmishra5300 3 месяца назад
ଏ କଥା ସୁଜାତା ମ୍ୟାଡମ ଙ୍କୁ ପଚରା ଯାଉ।
@rajkishoresahoo6543
@rajkishoresahoo6543 3 месяца назад
ସବାସ ସୁଧାଂଶୁ ବାବୁ. ଜଣେ ନିର୍ଭିକ ସାମ୍ବାଦିକ. ବହୁତ ବହୁତ ଧନ୍ୟବାଦ. 👍
@bhagirathisahu4363
@bhagirathisahu4363 3 месяца назад
ପ୍ରକୃତରେ ଆପଣ ସାମ୍ବାଦିକ ପାଇଁ ଉପଯୁକ୍ତ
@soubhagyasahoo3218
@soubhagyasahoo3218 3 месяца назад
Sudhanshu bhai beautiful speech wah wah wah _World no 1 Sambadik
@laxmansahoo4681
@laxmansahoo4681 3 месяца назад
ଧଳା ପୋଷାକ ତଳେ ଏକ ବିରାଟ ଦୁର୍ବଳତା ଜଣା ପଡ଼ିବାର ସମୟ ଆସୁଛି 🎉ସାଙ୍ଘାତିକ କଳା 🎉
@manaswinisahoo6357
@manaswinisahoo6357 3 месяца назад
ଆପଣଙ୍କୁ ଅଶେଷ ଧନ୍ୟବାଦ୍। ନିର୍ଭୀକ ବକ୍ତବ୍ୟ।
@mitumohanta5797
@mitumohanta5797 3 месяца назад
ଆପଣଙ୍କ ନ୍ଯୁଜ୍ ରେ ୧୦୦% ସତ ଅଛି ..... ଏଵଂ ଆପଣଙ୍କ ଯେତେ ନ୍ଯଜ୍ କୁ ନୂଆ ସରକାର ସଠିକ୍ ଭାବେ ତଦନ୍ତ କରିଵା ଦରକାର..... 🙏🙏
@RajatKumarMohanty-c7k
@RajatKumarMohanty-c7k 3 месяца назад
ବହୁତ ବହୁତ ଧନ୍ୟବାଦ ପାଡିଆ କୁ ଜେଲ ହଡା ଦରକାର
@pramodkumarkar3419
@pramodkumarkar3419 3 месяца назад
ନିର୍ଭିକ ସାମ୍ବାଦିକ ଡ ସୁଧାଂଶୁ ଶେଖର ରାଉତଙ୍କ ସ୍ୱର ନିଶ୍ଚୟ ନୂଆ ସରକାରଙ୍କ କର୍ଣ୍ଣପାତ ହେବ।
@pintukumar8823
@pintukumar8823 3 месяца назад
ଶ୍ରଦ୍ଧା ର ଶ୍ରାଦ୍ଧ କରିଦିଅନ୍ତୁ 🙏ଜୟ ଶ୍ରୀ ଜଗନ୍ନାଥ 🙏
@prahalladacharya1412
@prahalladacharya1412 3 месяца назад
You are proud of odisha
@NirakarBiswal-zg4tn
@NirakarBiswal-zg4tn 3 месяца назад
ଜଗନ୍ନାଥଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିଥାଉ ।
@dushmantkumarnath
@dushmantkumarnath 3 месяца назад
Apana nku jai jai kar Sudhansu babu,u r brave
@sushreearpitadash8845
@sushreearpitadash8845 3 месяца назад
ଏବେ ଵି ନବୀନ ନିବାସରେ ଶ୍ରଦ୍ଧା ଓ ପାଣ୍ଡିଆନ ଅଛନ୍ତି ।
@manasdalai4028
@manasdalai4028 3 месяца назад
ସବୁ ନବୀନ ର ଅପରାଗତା
@saratdas9022
@saratdas9022 3 месяца назад
ସ୍ରଧା କୁ ପାଣ୍ଡୁ ରଖିଥିଲା କହୁଥିଲା ନବୀନ ପାଖରେ ସୋଉଥିଲା ପାଣ୍ଡୁ ଭିଡିଓ କରି ରଖିକି ନବୀନ କୁ ଜାହାକହୁଚି ନବୀନ ସେଇଆ କରୁଥିଲା ନହେଲେ ପାଣ୍ଡୁ ଭିଡିଓ ଦେଖି ଡରାଉଥିଲା
@maminasingh2299
@maminasingh2299 3 месяца назад
Bhai. Real katha kahila
@akshyakrnayak4364
@akshyakrnayak4364 3 месяца назад
​@@maminasingh2299Right
@akshyakrnayak4364
@akshyakrnayak4364 3 месяца назад
Right
@sachinandanswain2397
@sachinandanswain2397 3 месяца назад
ଭାଇ ସତ କୁହ ତମେ ଏତେ ସବୁ କଥା କେମିତି ଜାଣିଲା ଆଗରୁ ଟିକେ କହିନଥାନ୍ତ l
@dipakbehera918
@dipakbehera918 3 месяца назад
Ok
@asutoshbiswal7173
@asutoshbiswal7173 3 месяца назад
The great Chanel focus news
@biranchinarayanbiswal4509
@biranchinarayanbiswal4509 3 месяца назад
Sudhanshu babu bahut bahut dhanyawad 🎉🎉🎉🎉🎉🎉.
@dipfragnant
@dipfragnant 3 месяца назад
ଏ ସବୁ ଖବର ଯଦି ଆଗରୁ ପ୍ରଚାର କରି ଥାନ୍ତ ତା ହେଲେ କେବେଠୁ ବିଜେଡି ଓଡ଼ିଶାରୁ ଗାୟବ ହେଇ ଯାଇ ଥାନ୍ତା
@khusi5258
@khusi5258 3 месяца назад
Aagaru kahithile BJD wala marideithante, corporate ki power na thila enka pakhare, family prati bipad padithanta.nua sarakar aasila pare sabu muhan kholile.
@madanmohanbehera5593
@madanmohanbehera5593 3 месяца назад
Very good 💯
@umeshchandradash2881
@umeshchandradash2881 3 месяца назад
ଧନ୍ୟବାଦ ଆଜ୍ଞା। ଆପଣ ଙ୍କୁ ବହୁତ ବହୁତ ଧନ୍ୟବାଦ ଆଜ୍ଞା
@rkbehera1241
@rkbehera1241 3 месяца назад
Good news Baha'i ❤
@swadhikarbetaj3768
@swadhikarbetaj3768 3 месяца назад
ଅସଲ କଥାଟିଏ ହେଲା ସବୁ ଜାଣିଶୁଣି ମୋହନ ସରକାର ନୀରବ କାହିଁକି?
@odiavloggergeeta1601
@odiavloggergeeta1601 3 месяца назад
Bhai se para nua c.m matra 2 month heichichi sabu action ete jaldi kemiti nebe.
@sudamsamal9534
@sudamsamal9534 3 месяца назад
ଶ୍ରଦ୍ଧା କିଏ ତାର ପରିଚୟ କଣ ତା ଠାରୁ ତ ଆହୁରି ବଢିଆ ଝିଅ ମିଳିବେ ତାଙ୍କୁ କିନ୍ତୁ ଏ ଶ୍ରଦ୍ଧା କଣ ପାଇଁ ଥିଲା
@narayandalai8414
@narayandalai8414 3 месяца назад
ଶ୍ରଦ୍ଧା ବୋଧେ christian ଧର୍ମାବଲମ୍ବୀ ଅଟେ
@pritam_rout
@pritam_rout 3 месяца назад
Nurse
@subashchandradas1638
@subashchandradas1638 3 месяца назад
ଏ କ୍ଷମତା ମୋହ, ପଇସା ମୋହ, ଆମୋଦ ନେବାର ମୋହ, କଣ ଏତେ ଶୀଘ୍ର ଭୁଲିବେ, ଦେଶ ଖୋଳ ହୋଇଯାଉ, ସର୍ବ ସାଧାରଣ ଙ୍କୁ ଯେତେ ଲୁଟିଛ ତୁମକୁ ଧର୍ମ ସହିଲେ ହେଲା।
@ParabirPanda-to3rh
@ParabirPanda-to3rh 3 месяца назад
Both are humans.The purpose is crystal clear
@BHARATSAGAROFFICIAL
@BHARATSAGAROFFICIAL 3 месяца назад
Absolutely News sir, Thank you so much Sudhansu sir
@jagdishkumarrath4631
@jagdishkumarrath4631 3 месяца назад
କିଛି ଲୋକଙ୍କ ପାଇଁ ଆପଣ ଅପ୍ରିୟ ସତ୍ୟ କଥା କହୁଥିବା ରୁ ସେମାନଙ୍କର ଗାତ୍ର ଦାହ ହେବା ସ୍ବାଭାବିକ
@khusi5258
@khusi5258 3 месяца назад
Sata kahi satru hele kharap kn kintu michha kahi kahar bhala haba thik nuhen
@kalyanpanda5885
@kalyanpanda5885 3 месяца назад
କେବଳ ଶ୍ରଦ୍ଧା ନୁହନ୍ତି, ଅନେକ ଙ୍କ ସହ ସେ ଖେଳ କରୁଥିଲେ
@anilsumankanak
@anilsumankanak 3 месяца назад
ଦୁଃଖ ଲାଗୁଚି BJP ର କିଛି କ୍ଷମତାଶାଳୀ ଓଡ଼ିଶା ନେତା ଏଭଳି କାଣ୍ଡ ରେ ସାମିଲ ହେଉଥିଲେ ବା ହେବେ ସେଥିପାଇଁ BJP କିଛି ବି କହିବନି।
@priyamkumar6812
@priyamkumar6812 3 месяца назад
Nice news sudansu bhai❤❤❤❤❤❤❤❤
@bharatchandrabarik5921
@bharatchandrabarik5921 3 месяца назад
ଆପଣଙ୍କୁ ବହୁତ ଧନ୍ୟବାଦ ସୁଧାଂଶୁ ବାବୁ ,
@rameshchandrabehera8100
@rameshchandrabehera8100 3 месяца назад
Thanks for dareing massage.
@bikashswain5616
@bikashswain5616 3 месяца назад
Bhai, clear katha...Maja kariba pai jai thile
@AmulyaBehera-p4z
@AmulyaBehera-p4z 3 месяца назад
Thank you sir
@lingarajmohapatra9925
@lingarajmohapatra9925 3 месяца назад
I am very much greatful to your daring presentation as well as I also very much thankful with Mr Navin das editor nirbhay for appealing presentation
@kabitaSahoo-lx7zh
@kabitaSahoo-lx7zh 3 месяца назад
You proceed ahead we are with you
@pratapchandramohapatra2118
@pratapchandramohapatra2118 3 месяца назад
ନବୀନ ପଟ୍ଟନାୟକ ଜମା ରୁ ଭଲ ଲୋକ ନୁହେଁ, ସବୁ ନାଟ ର ଗୋବର୍ଦ୍ଧନ ନବୀନ, କାରଣ ନବୀନ କୁ ଲୋକ ଭୋଟ ଦେଇଥିଲେ Pandian କୁ ନୁହଁ
@AkshayKumar-ze8ok
@AkshayKumar-ze8ok 3 месяца назад
ନିର୍ଭିକ ସାମ୍ବାଦିକ, ଏହି ଭଳି ସାମ୍ବାଦିକ ଓଡ଼ିଶା ପାଇଁ ଜରୁରୀ ।
@VijaykumarKumar-vm9lg
@VijaykumarKumar-vm9lg 3 месяца назад
Thank you bradar
@kulamanimohanty1275
@kulamanimohanty1275 3 месяца назад
Thaks to Focu Plus
@BabuDas-s8s
@BabuDas-s8s 3 месяца назад
ଧନ୍ୟବାଦ ଆଜ୍ଞା
@AmitSahoo-wo5gj
@AmitSahoo-wo5gj 3 месяца назад
ଧନ୍ୟବାଦ୍ ସୁଧାଂଶୁ ଭାଇ
@1jprgobindachandrasamal96
@1jprgobindachandrasamal96 3 месяца назад
Jay Jagannath
@raghumaninayak9593
@raghumaninayak9593 3 месяца назад
ଟାଙ୍କିରେ grease ରିଫିଲଳିଙ୍ଗ କରୁଥିଲେ, ନାଁ ଟା ପରା ଶ୍ରଦ୍ଧା, ନଵୀନ ବାବୁ ଓ ପାଣ୍ଡୁଆକୁ ଶରଧାରେ ଖୁସି କରୁଥିଲା
@NarayanparidaNparida
@NarayanparidaNparida 3 месяца назад
Dhanyabad ❤❤❤ right
@prabhatguin4478
@prabhatguin4478 3 месяца назад
Very very thank you Sudhanshu bhai
@Titlagarhnews
@Titlagarhnews 3 месяца назад
ଓଡିଶା ର ମଣିଷ କଶ୍ୟପ 👌
@jagadishrohidas3469
@jagadishrohidas3469 3 месяца назад
ବହୁତ ଭଲ
@Singdharani113.Youtuber
@Singdharani113.Youtuber 3 месяца назад
ବହୁତ ବଢିଆ ସାର. 🙏🏾🙏🏾🙏🏾
@gajendrapatel960
@gajendrapatel960 2 месяца назад
Good news
@rkp6786
@rkp6786 3 месяца назад
Wel done.
@dillipmohanty1000
@dillipmohanty1000 3 месяца назад
ଜୟ ଜଗନ୍ନାଥ
@manasranjanpattanayak1342
@manasranjanpattanayak1342 3 месяца назад
You are 💯 right
@sanjuktamohanty7103
@sanjuktamohanty7103 3 месяца назад
Good news Sudhanshu
@srikantdas8793
@srikantdas8793 3 месяца назад
Exlent news ମାଡି ଚାଲ
@nilamanirout1683
@nilamanirout1683 3 месяца назад
Thank u
@osadhisnanda7984
@osadhisnanda7984 2 месяца назад
Such a great brave Journalist. Glad to see your high level debate & speech towards illegal activities. 🙏
@durgaprasadmohanty2912
@durgaprasadmohanty2912 3 месяца назад
Sudhansu babu aapana great man
@neongamerz5918
@neongamerz5918 2 месяца назад
Marvellous......fantastic
@GaneswarRout-f9e
@GaneswarRout-f9e 3 месяца назад
To be weak is to be miserable.Be a hero and highlght the real issues to focuss the picture before the people for their sensitisation . Presentation of Sudhansu Babu through FOCUS PLUS is a mirror to society.Intelluctual people can better understand and extend moral suppot for sollution of the problems which is causing harm to our society. Ganeswar Rout.
@BrundabanMahananda
@BrundabanMahananda 3 месяца назад
Right sir
@dibakarpanigrahy9369
@dibakarpanigrahy9369 3 месяца назад
Excellent Sudhanshu Babu.... keep asking.... keep asking.... expose.... Naveen.....😊
@KumarBijay-u2d
@KumarBijay-u2d 3 месяца назад
Congratulations
@ChittaRanjanbaral-h5i
@ChittaRanjanbaral-h5i 3 месяца назад
ଯୁଗେ ଯୁଗେ ଧର୍ମ ଓ ସତ୍ୟ ଜୟ ହୋଇଛି ଏବେ ମଧ୍ୟ ହେବ ଆଗକୁ ବଢିଚାଲ । ଜୟ ଜଗନ୍ନାଥ
@bijaykumarsahoo7918
@bijaykumarsahoo7918 3 месяца назад
Very Nice Presentation 👏
@rohanbarik3566
@rohanbarik3566 3 месяца назад
Thanks ❤
@rashmiranjanray8230
@rashmiranjanray8230 3 месяца назад
ଆପଣଙ୍କ ନିର୍ଭୀକତା ପାଇଁ ଧନ୍ୟବାଦ
@damodarsatapathy6418
@damodarsatapathy6418 3 месяца назад
Good job
@forgetforget8557
@forgetforget8557 3 месяца назад
❤❤❤❤❤
@bijaymahanta802
@bijaymahanta802 3 месяца назад
Nabin baba is no 1 sarathi.Heart touching news.
@Savhu1122
@Savhu1122 3 месяца назад
Good news Bhai
@deepakworlddks
@deepakworlddks 3 месяца назад
👍👍👏👏👏👏ବହୁତ୍ ଭଲ ଖୁଲାସା
@gurumurtychabindra3339
@gurumurtychabindra3339 3 месяца назад
Thanks a lot for your valuable information.
@NarendraDas-q2m
@NarendraDas-q2m 3 месяца назад
Apaka himmat ko maannna padega, Thanks Sudhansu jee
@alokbeherabehera1597
@alokbeherabehera1597 3 месяца назад
. very good news
@pranatidildilbecharasahoo6719
@pranatidildilbecharasahoo6719 3 месяца назад
Sambadika haba ta apananka bhali, Sudhanshu babu.You are absolutely right.
@jyotiprakashdash5638
@jyotiprakashdash5638 3 месяца назад
ରାଜ୍ୟ ପାଳ ପୁଅ ବିଷୟରେ ଟିକେ କୁଅନ୍ତୁ
@BayijantiPingua-rf8sk
@BayijantiPingua-rf8sk 3 месяца назад
Sir apna nku bahut bahut dhanyawad se sradhanku kia rakhithile
@jitupradhan-pn1uv
@jitupradhan-pn1uv 3 месяца назад
True think.
@IndiraSahu-wz2jy
@IndiraSahu-wz2jy 3 месяца назад
Bahuta bhala lagila
@sushamadash8383
@sushamadash8383 3 месяца назад
Our courageous journalist.👌
@pradeepkumar-ni2ig
@pradeepkumar-ni2ig 2 месяца назад
❤ନିର୍ଭିକ ସାମ୍ବାଦିକତା ♥
@basantapolai4293
@basantapolai4293 2 месяца назад
Thanks
@DamodarJani-o9y
@DamodarJani-o9y 3 месяца назад
You are right sir
@pramodpatra9958
@pramodpatra9958 3 месяца назад
Bhai apanku bahut bahut dhanyabad Apan ka sathire ame achu
@swadhikarbetaj3768
@swadhikarbetaj3768 3 месяца назад
ବିଜେଡିର ରାଶଲୀଳା ଯୋଜନାର ସେମାନଙ୍କର ଝାଳ ଗମ୍ ଗମ୍ ବୋହୁଥିଲା।
@kartiknayak2723
@kartiknayak2723 2 месяца назад
Sudhansu Bhai Aapp ko Bhut Bahut Danyabad
@SukantapandaSukanta
@SukantapandaSukanta 3 месяца назад
Right.Ra
@ajaymohanty6368
@ajaymohanty6368 3 месяца назад
Avinandan karuchi
@duryodhanmahanta7766
@duryodhanmahanta7766 3 месяца назад
ସତ୍ୟ ହୋଇଥିଲେ ସାଙ୍ଘାତିକ। ସବୁ ଘଟଣାର ପର୍ଦ୍ଦାଫାଶ ହେଉ।
@JanakNayak-xc3ji
@JanakNayak-xc3ji 3 месяца назад
Tankiyu
Далее
Why Indian Media Is Polarized?
28:24
Просмотров 6 млн