Тёмный

ସୁଭଦ୍ରା ଯୋଜନା : ମାଉସୀ ଆଣିଲେ ଅଭିଯୋଗ, କହିଲେ ଟଙ୍କା ନଦେଲେ କହୁଛନ୍ତି ନେଟ ନାହିଁ : Nandighosha TV 

Nandighosha TV
Подписаться 3,1 млн
Просмотров 101 тыс.
50% 1

Опубликовано:

 

19 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 247   
@jiturockez8572
@jiturockez8572 10 дней назад
କି ଶୁଭଦ୍ରା ଯୋଜନା କାଢ଼ିଲେ..... ସୁଭଦ୍ରା ମାନଙ୍କର ଖରାରେ ଝାଳ କାଢ଼ି ସାରିଲେଣି...... 1.ପ୍ରତି ମାସରେ ମୋବଇଲି ରିଚାର୍ଜ minimum 300 ଟଙ୍କା. 300×12 ମାସ =3600 ଟଙ୍କା + ଶୁଭଦ୍ରା form 50+ଆଧାର ପାଇଁ 200, ଯିବା ଆସିବା ଖର୍ଚ୍ଚ ହାରାହାରି 4000/-ଟଙ୍କା ଖର୍ଚ୍ଚ ପଳାଉଛି...JIO କମ୍ପାନୀ କୁ ଭଲ ହେଲା....ଅମ୍ବାନୀ ବଞ୍ଚିବ, ମୋଦି ବି ବଞ୍ଚିବ . MODI mind କୁ ମାନିବାକୁ ପଡ଼ିବ
@khitishkumaramanta9301
@khitishkumaramanta9301 10 дней назад
You are right bhai 😊
@mrchikun3831
@mrchikun3831 9 дней назад
Tme kain recharge karuchaa karani tmra 3600 banchi jiba 😂😂 nije rechrge Kariba nije chaleiba au kahuna asiki modi tmaku ଖୁଆଇ ଦବ 😂
@jiturockez8572
@jiturockez8572 9 дней назад
ଆମେ ଝାଡା ବସିବୁ କହିବ ଟିକେ ଆମକୁ ଆସି ଛଞ୍ଚେଇ ଦେଇ ଯିବ..... ଆମର ପଇସା ଦରକାର ନାହିଁ....
@apartimoharana2763
@apartimoharana2763 8 дней назад
ମାଆ ମୋଦୀ ର ଚାଲବାଜୀ ସେ ଜାଣି ଜାଣି ସର୍ଭର ଡାଉନ କରାଇଛନ୍ତି ମୋଦୀ ନୂଆ ଭାରତ କରିବ. ଭାରତ ହୋଇଥିଲା ଭରତ ରାଜାଙ୍କ ନାମରେ ଏବେ ଭାରତ ହେବ ମୋଦୀ ନାମରେ ଅପେକ୍ଷା କର 200 ଭୋଲଟ ଝଟକା ଦେଇ ମାରିବା ପାଇଁ ଯୋଜନା ସବୁ. ଏବେ ସମୟ ଅଛି ସମସ୍ତ ଯୋଜନାକୁ ପ୍ରତ୍ୟାଖାନ କର କୌଣସି ସରକାରକୁ ସହଯୋଗ କରନା ସବୁ ଠିକ ହୋଇଯିବ. ଆମେ ଏକତା ରଖିଲେ ମୋଦୀ ଭାରତ ଛାଡି ପାକିସ୍ତାନ ଚାଲିଯିବ..
@mrchikun3831
@mrchikun3831 8 дней назад
@@jiturockez8572 hna vai tmara 4 ଚକିଆ ଯାନ ଥିବ ଜଣା ପଡ଼ୁଛି 🤣
@chinmaydas2407
@chinmaydas2407 10 дней назад
Thik katha mausi
@RockyReaction-s9b
@RockyReaction-s9b 10 дней назад
Naveen Patnaik ଙ୍କୁ ଭୋଟ ଦେଇ ଥିବାରୁ ମୁଁ ଗର୍ବିତ ❤❤❤❤
@sambhusen8805
@sambhusen8805 10 дней назад
Mu b bhai
@priyabrataputia4930
@priyabrataputia4930 10 дней назад
ଭୋଟ ସମୟରେ ଔଷଧ ରାଗରେ ତାଟିଆ କାମୁଡ଼ିଲା ପରି ବିଜେପିକୁ ଭୋଟ ଦେଲ ଏବେ ଆଉ ତାଟିଆ ରେ କିଛି ନାଁହି
@subrajitritu5512
@subrajitritu5512 10 дней назад
Right
@jatrashibaneegodipalli928
@jatrashibaneegodipalli928 10 дней назад
ଦୁଇ ମାସରେ ଛୁଆ ଜନ୍ମ ହୁଏନି ନବୀନ ସରକାର ଙ୍କୁ 24 ବର୍ଷ ସମୟ ଲାଗିଛି
@rakeshadas143
@rakeshadas143 10 дней назад
Right
@amarbag5933
@amarbag5933 23 часа назад
ରାଇଟ
@santoshkumarswain6547
@santoshkumarswain6547 10 дней назад
ନେଟୱର୍କ ବାହାନା କିଛି ନାହିଁ
@pramodkumarvlogs4429
@pramodkumarvlogs4429 10 дней назад
ମାଉଷୀ ଏ ସରକାରଙ୍କ ବିଷୟରେ ଜାଣିଗଲ କି ? ଏ "ସୁଭଦ୍ରା ଯୋଜନା" ଗୋଟିଏ ଭୂଆଁବୁଲା ଯୋଜନା....ଯେମିତି ଏ B.J.P କୁ ଭୋଟ ଦେଇଥିଲ ସେମିତି ଏ ୫ ବର୍ଷ ଅନେକ ସମସ୍ୟାରେ ପଡିବ. ଭୂଆଁବୁଲା ଯୋଜନା ଲିଷ୍ଟ୍‐‐‐‐‐ ୧.ବିଶ୍ବକର୍ମା ଯୋଜନା. ୨.ବୁଢା,ବୁଢୀ ଓ ବିଧବା ମହିଳା ଭତ୍ତା ୩.ସୁଭଦ୍ରା ଯୋଜନା ୪.ବିଦ୍ୟୁତ୍ ବିଲ୍ ଏ ସବୁ ଭୂଆଁବୁଲା କଥା.....
@dillipkumarswain5728
@dillipkumarswain5728 10 дней назад
Super. ❤❤❤
@galparealpa5885
@galparealpa5885 10 дней назад
Right mausi
@naturallover5324
@naturallover5324 10 дней назад
ମାଗଣା ଖାଇ ଖାଇ ଅଭସ୍ୟ ହେଇଯାଉଚି ମାଗଣା ଖିଆ ଲୋକ ମାନଙ୍କର 😊
@sankarsamal8286
@sankarsamal8286 11 часов назад
ଜୟ ନବୀନ 🙏
@Nabadhavhakti13
@Nabadhavhakti13 10 дней назад
ମୁଁ ନବୀନ ସାର୍ ଙ୍କୁ ଭୋଟ ଦେଲି ହେଲେ କିଏ ଜାଣିଥିଲା ଏମିତି ଅଘଟଣ ହୋଇ ଯିବ ହେ ଭଗବାନ ସମସ୍ତ ଗରିବ ଙ୍କ ଡାକ ଶୁଣ ଜୟ ଜଗନ୍ନାଥ ତ୍ରାହି ତ୍ରାହି ତ୍ରାହି
@JagabandhuMalik-ck5fj
@JagabandhuMalik-ck5fj 2 дня назад
ଵାଳ ସରକାର,ଟାଉଟର ଦଳ।ଆସୁ ଆସୁ ଓଡିଶାକୁ ବିକିବା ଆରମ୍ଭ କରିଦେଲେ। ବ୍ୟାଙ୍କ ଆକାଉଣ୍ଟ ନମ୍ଵର ନେଇ ଟଙ୍କା ନଦେଇ ଶଳେ ଗୋଟେ ନାଟକ ଲଗେଇ ଦେଲେ। ପୁଣି ଭୋଟ ଟାଇମ ଆସିଲେ ରେଡି ଥିବ ଝାଡୁ ରେ ସ୍ବାଗତ କରିବ।
@satyajitsamantray2266
@satyajitsamantray2266 10 дней назад
ସୁଭଦ୍ରା ହେଉଛି ମରୀଚିକା
@truptiranjan863
@truptiranjan863 10 дней назад
ଭୋଟ ଦେଲା ପୂର୍ବରୁ ଭାବିବା କଥା 😂 ଆଗକୁ ଆହୁରି ମିଳିବ ଅପେକ୍ଷା କରି ଥାଅ
@DhadubandhuLenka
@DhadubandhuLenka 6 дней назад
ଆମେ ସବୁ ଅନ୍ଦ ବିଜେପିକୁ ଅବଇସଆପ ଦିଅ ତମଜିବନ ସାରା ହାରିବରେ
@anilbaliarsingh6475
@anilbaliarsingh6475 10 дней назад
Good👍 BJP ku vote Dia
@munusinghrajput
@munusinghrajput 10 дней назад
ମୋହନ କୁ ଭୋଟ ଦେଇଛୁ ତୋ ସହ ଭଲ ହୋଇଛି 😂
@darshanmeher1349
@darshanmeher1349 10 дней назад
Vote dha bjp ku
@SoumyaranjandasSoumyaranja-p6r
@SoumyaranjandasSoumyaranja-p6r 10 дней назад
Thik katha mausi 😢
@SR_SanjayCreation
@SR_SanjayCreation 10 дней назад
ବିଜେପିକୁ ଭୋଟ ଦେଇ ବହୁତ ବଡ ଭୁଲ ହେଇଗଲା
@sambitsambit5840
@sambitsambit5840 10 дней назад
Ebe nabino babu monepaduchhanti ki mausi
@sunilkumarsahoo124
@sunilkumarsahoo124 10 дней назад
Apan mane khusi ta😅
@RAlok687
@RAlok687 10 дней назад
ସରକାର ଟିକେ ଧ୍ୟନ୍ ଦିଅକଳାବଜାରି ହଉଚି
@NityanandaNityananda-x2m
@NityanandaNityananda-x2m 4 дня назад
Nabini sir miss you
@balaramnatha2249
@balaramnatha2249 10 дней назад
ମାଉସୀ ଠିକ୍ କହିଛ ନବୀନ ସରକାର ସବୁ ଦେଉ ଥିଲା ପେଟରେ ଛୁଆ ଦେଉଥିବା କଥାଟା କିଛି ବୁଝୀହେଲାନି
@Sasmita-wt5gh
@Sasmita-wt5gh 23 часа назад
😅😅😅😂😂😂
@pmprasannashorts2141
@pmprasannashorts2141 10 дней назад
ଆପଣ ଠିକ୍ କହିଛନ୍ତି
@bijaykumarbehera5607
@bijaykumarbehera5607 10 дней назад
Debe nahin.
@Crickethacks836
@Crickethacks836 8 дней назад
ଭଲ ହେଇଛି.. ବିଜେପି କୁ ଭୋଟ ଦେଇଛ
@tikeswarkishan3250
@tikeswarkishan3250 10 дней назад
ସବୁ ହେବ ମାଉସୀ ଏଥର ପରା ଆମର ଡବଲ engine ସରକାର ତମେ ଟିକେ ଧର୍ଯ୍ୟ ଧର 😋😋😋😋
@BEINGARVIND-mz5fq
@BEINGARVIND-mz5fq 10 дней назад
JAY BJD💚💚💚💚💚💚💚💚🐚🐚🐚🐚🐚
@papun2961
@papun2961 8 дней назад
ଭଲ ହେଇଛି କଣ ପାଇଁ bjp କୁ ଭୋଟ ଦେଉଥିଲ
@maakitchenette
@maakitchenette 10 дней назад
ଏନେଇ ଥା 😂😂😂😂
@bibhuprasaddash4231
@bibhuprasaddash4231 10 дней назад
Abe bhabile kana haba. Net work sepatu band heichi mausi.
@sumitkumardas506
@sumitkumardas506 10 дней назад
Badhia heichi...nama nia
@subhadrabarad441
@subhadrabarad441 10 дней назад
Emanaku eia darkar vote dela belaku majja re deithile lova re
@rajeshbehera6920
@rajeshbehera6920 9 дней назад
Apana BJD deithile ta . Osssc scam kie kala . BJP
@satyajitsamantray2266
@satyajitsamantray2266 10 дней назад
ନୂଆ ସରକାର କାମ ନୂଆ ଯୋଜନା ନୂଆ ପଦ୍ଧତି ନୂଆ ବାଉଳା ହେବେ
@ezazsarwar9724
@ezazsarwar9724 4 дня назад
Miss u Naveen 😢
@ashwinisahu6584
@ashwinisahu6584 День назад
Sabu maa manke Mililani tamaku milini bhala heichhi 😅😅😅😅
@chaturbhujabag5095
@chaturbhujabag5095 10 дней назад
ଚୋବିଶ ବର୍ଷ ସରକାର ଥିଲା ନେଟ ସୁବିଧା ନିକଲା ଇ ଅସବିଧା ନାହିଁ ହେତା
@Dr.Motive-tc5dw
@Dr.Motive-tc5dw 10 дней назад
ଆଜ୍ଞା, network ନ ଆସିବାର କାରଣ ଅଧିକ ସଂଖ୍ୟାରେ ଲୋକ ଏକା ସମୟରେ site ଖୋଲୁଛନ୍ତି, ସେଥିପାଇଁ server ଚାଲୁନି, slow ହେଇଯାଉଚି । ଏଥିରେ ପୂର୍ବ ସରକାରଙ୍କ ର କଣ ଭୁଲ୍ ? ଅନ୍ଧ ଭାବରେ ନୁହେଁ, ଟିକେ ଭାବି ଚିନ୍ତି comment କରନ୍ତୁ । ଧନ୍ୟବାଦ୍
@rajeshbehera6920
@rajeshbehera6920 9 дней назад
​@@Dr.Motive-tc5dwbhai apana thik kahachanti . But Nandighosa Odisha ra nuha BJD ra channel . Emane only govt. ku criticise kruchanti . Ground re situation improvement pain kichi krinhnti ki sarkar ku inform krinhnti . Khali Naveen babunku prasansa sunauchanti . Naveen babu jane bhala loka but tanka party loka kharap . Di ta jagaru fight kle . Gote re harile au alga ta re close re jitile . Sitting CM nka popularity km heichi . Media sbujaka party manakara heigleni
@Dr.Motive-tc5dw
@Dr.Motive-tc5dw 9 дней назад
@@rajeshbehera6920 ହଁ ଭାଇ ଆପଣଙ୍କ କଥା ବି ଠିକ୍ । ସବୁ ଗଣମାଧ୍ୟମ ବିକ୍ରି ହେଇ ସାରିଲାଣି 😔
@asokajena956
@asokajena956 2 дня назад
ମୋଦି କୁଂ ପଚାର ନେଟଔାରକ କଣହେଲା
@SABARSSVLOG
@SABARSSVLOG 10 дней назад
Amiti hi heba
@BijaySahoo-r9i
@BijaySahoo-r9i 8 дней назад
Right 👍 mausi 🙏
@Ganeshpujaalifestyle344
@Ganeshpujaalifestyle344 13 часов назад
Thik kahicha maushi
@ManikalalDey
@ManikalalDey 9 дней назад
Good answer
@anitamohanta23
@anitamohanta23 2 дня назад
Right 👍👍
@lovelygirltitili1322
@lovelygirltitili1322 9 дней назад
ଆଉ ଟିକେ ହଇରାଣ ହୁଅ 🪷 ରେ ଭୋଟ ଦେବ 😂
@SanjayDas-v7d
@SanjayDas-v7d 2 дня назад
Good ❤❤❤❤
@odiajhiapriti7962
@odiajhiapriti7962 10 дней назад
Right mausi 👍
@tarunbaral385
@tarunbaral385 53 минуты назад
କି ଯୋଜନା କରିଛ କି ଖାଲି ହଇରାଣ ଯୋଜନା
@satyajitsamantray2266
@satyajitsamantray2266 10 дней назад
ବିଜେପି ଦଳ କହୁଛନ୍ତି ସବୁ ମହିଳା ସୁଭଦ୍ରା ଯୋଜନାରେ ବହୁତ ଖୁସି ଏଇ ହେଉଛି ଖୁସି,ଉସ୍ଚାହ😄😂,ବିଶ୍ୱାସ କରି ବିଶ୍ୱାସରେ ରହିବ ଅପେକ୍ଷା କର
@Krishna-lm3ws
@Krishna-lm3ws 10 дней назад
U r right
@ashokkumardas6003
@ashokkumardas6003 9 дней назад
ମାଉସୀ ମୁଁ ଆଗରୁ କହିଛି ଫୁଲ ଫୁଟିଲେ ଆଜି କୁ ଭଲ , କାଲି କି ମଲ, ନାମ ନିଅ ଏଥର.
@SantoshNayak-n3q
@SantoshNayak-n3q 3 дня назад
A sabu thik 😢😢
@ramakantanayak9567
@ramakantanayak9567 10 дней назад
ସବୁ ଜାଗାରେ ହୋଉଛି ମା ତମ ଗାଁ ରେ କା ହେଉନି କି ମା କାହିଁକି ମା ମିଛ କହୁଚ
@dknodiaboy6477
@dknodiaboy6477 10 дней назад
ଏ ମଗିଆ bjp ଆରମ୍ଭରୁ ଗୋଟିଏ ଯୋଜନା ଆଣି ଲୋକଙ୍କୁ ଏତେ ହଇରାଣ କରୁଛି ଆଗକୁ ତ ଆହୁରି ଅଛି
@antaryamimishra449
@antaryamimishra449 10 дней назад
5 ବର୍ଷ କଷ୍ଟେ ଚଳିଥାଅ ତାପରେ ସମାଧାନ ହେବା
@Forgiveme1234
@Forgiveme1234 10 дней назад
200 ଟଙ୍କା ମାଗିଲେ କଥାଟାକୁ କାଟିବା ର କାରଣ କ'ଣ।
@ଅଭୟ
@ଅଭୟ 9 дней назад
ଫାଲତୁ ସରକାର ଲୋକ କେତେ ହଇରାଣ ହେଉଛନ୍ତି ଅନଲାଇନ୍ କରିଗଲେ ଅନଲାଇନ ହେଉ ନାହିଁ
@sanjayakumarsahoo4393
@sanjayakumarsahoo4393 День назад
ଠିକ୍ କଥା😂😂😂😂😂
@HarishChandr-tb6rb
@HarishChandr-tb6rb 10 дней назад
Bholo heai chi, abe namo nioo
@PrasannaPalai-sg1xg
@PrasannaPalai-sg1xg 9 дней назад
ଉପ ମୁଖ୍ୟ ମନ୍ତ୍ରୀ ବିଆରେ ପୁରାଅ
@tikeswarkishan3250
@tikeswarkishan3250 10 дней назад
ମାଉସୀ ସୀଙ୍ଗେଲ engine ଆଉ double engine ର ଫୋରକ ଜାଣିଲ ତ 🎃🎃🎃 ମାଉସୀ ଆମର ପୁରା ବୁଝି ଗଲେ ଗଲେ ଆଉ 😋😋🤪🤪🤪🤪
@Odishamusical-w1e
@Odishamusical-w1e 10 дней назад
ମାଗଣା ଖାଇ ଖାଇ.…ସେଥି ପାଇଁ ଆମ ଓଡ଼ିଶା ର ଲୋକେ........ଗରିବ...ଆଉ କୋଢ଼ିଆ
@Tapanakumargadu
@Tapanakumargadu 3 дня назад
ନବିନ ପାଖକୁ ପଳା
@Rudra93-Priyanshi
@Rudra93-Priyanshi 4 часа назад
ଠିକ୍ କଥା କହିଲ
@MunaBhai-qh9fl
@MunaBhai-qh9fl 10 дней назад
ବିଜେପି ସରକାର ଓଡ଼ିଶାରୁ ଲୁଟି ଖାଇ ଚାଲିଛନ୍ତି ମିଛୁଆ ବିଜେପି ନେତା 👍🏻👍🏻🤣😭
@BinodiniRohidas-e3j
@BinodiniRohidas-e3j День назад
Supar
@shantidevi7848
@shantidevi7848 10 дней назад
Jay jagannath 🤩🤩🤩🤩🤩🤩🤩
@manjulatagiri2884
@manjulatagiri2884 10 дней назад
Thik kahil mausi asabu michh
@user-ju1ou1gm4s
@user-ju1ou1gm4s 8 дней назад
ଆଲୋ ମାଉସୀ ଆଉ ମାଗେଣା ଖାଇନି
@JagabandhuMalik-ck5fj
@JagabandhuMalik-ck5fj 2 дня назад
ସୁଭଦ୍ରା ଟଙ୍କା ଦେବ କହି ଭୋଟ ନେଇ ଗଲେ ହାଡେ ହାଡେ ପଛ ଦେଖୋଉଛନ୍ତି ଇଆଡ଼େ ସିଆଡେ।ସରକାର ଚାଲେ ଲୋକଙ୍କ ପଇସାରେ, ସରକାରଙ୍କ ଯୋଜନା ସାଧାରଣ ଲୋକଙ୍କ ହକ।
@lipsadash9116
@lipsadash9116 9 дней назад
Jay naveen sir ❤
@sukdakisku
@sukdakisku 10 дней назад
Free khaiba re pura ready Odisha basi😅😅😅😅😅😅😅
@asokajena956
@asokajena956 2 дня назад
ତୁମେ କଣ ପାକିସ୍ତାନି
@mrchikun3831
@mrchikun3831 9 дней назад
ଶୁଭଦ୍ରା date achi kain ସବୁ ବ୍ୟସ୍ତ ହାଇଚ ପଇସା ମିଳିଲେ ସମସ୍ତଙ୍କୁ ମିଳିବ
@JagabandhuMalik-ck5fj
@JagabandhuMalik-ck5fj 2 дня назад
ପେଳକୁ ପିଆଜ ବୁଝେଇ ଦେନା।
@Ksm955n
@Ksm955n 9 дней назад
ଠିକ କହିଲେ
@alokbastia9438
@alokbastia9438 10 дней назад
Only BJD
@narahari1294
@narahari1294 7 часов назад
ଠିକ୍ କହୁଛ😮😮
@amareshmohanty7916
@amareshmohanty7916 10 дней назад
Dabal engine sarkar 😊😊😊
@himanshuparida7011
@himanshuparida7011 10 дней назад
ଭାଇ ଭକୁଆ ବନିବାର ସୁନହରା ମୌକା ଭୋଟ ଦେଇ ଲୋକେ କାନ୍ଦୁଛନ୍ତି 😢😢😢
@2duRusikaofficel
@2duRusikaofficel 10 дней назад
ମାଉସି ହେବ ବ୍ୟାସ୍ତ ହୁଅ ନାହିଁ
@Tapanakumargadu
@Tapanakumargadu 3 дня назад
୨୪ ବର୍ଷରେ ଖାଇ ଖାଇ ମନ ଭରିନି ନୁଆ ସରକାର ଆସୁ ଆସୁ ଅସମ୍ଭାଳ ହୋଇ ଉଠିଲ ଯାହା ଜଣାପଡ଼ୁଛି ତମେ ନବୀନ ଦଳର
@asokajena956
@asokajena956 День назад
ହଁ
@amarbag5933
@amarbag5933 23 часа назад
ମିଛ କହନି
@santilatanayak8427
@santilatanayak8427 10 дней назад
ମାଉସୀ Naveen ଯୁଗ ସରିଗଲା
@SkZahed-h6n
@SkZahed-h6n 10 дней назад
Thik katha kohilo right 👍
@Lipi1234-lw3ju
@Lipi1234-lw3ju 10 дней назад
Sabu ade semiti 😂
@anitamohanta23
@anitamohanta23 2 дня назад
Eina bujhijao au debani vote😅😅😅
@LokeshManjhi-vr8jz
@LokeshManjhi-vr8jz День назад
Thik kahucha badmaa
@LaxmiSahoo-dk8xg
@LaxmiSahoo-dk8xg 22 часа назад
Sata katha kahile mausi
@narayansethi2264
@narayansethi2264 10 дней назад
Nam neo
@ashwinisahu6584
@ashwinisahu6584 День назад
MICHHUA NEWS 🎉🎉🎉🎉
@SwarnalataNayak-kw5ny
@SwarnalataNayak-kw5ny День назад
Mora 2000 khacha heishailani hele shubhadara jojana nahi puni kahuchati pharama rijete hei jaichi ame gariba loka share amiti hairana karani
@gautamakumarsahoo5932
@gautamakumarsahoo5932 10 дней назад
ବ୍ୟସ୍ତ ହୁଅନି, ଦିନକୁ ୨୩ଟଙ୍କା ପାଇବ ନେଟ୍ ଆସିବା ଯାଏ କାମଧନ୍ଦା ବନ୍ଦ କରି ଦଉଡୁଥାଅ।
@ChitaranjChitaranj
@ChitaranjChitaranj 5 дней назад
Only one BJP jindabad
@KesabaBehera-of8kl
@KesabaBehera-of8kl 10 дней назад
ମାଗଣା ଖିଆ ଛାଡ
@anchalpradhan5959
@anchalpradhan5959 10 дней назад
Double injeen sarakara double bikash
@BishnupriyaSahu-sp8xw
@BishnupriyaSahu-sp8xw 3 дня назад
Manoj Sahu 30000
@SantanuPanda-c9f
@SantanuPanda-c9f 10 дней назад
Jay bjd jay nabin
@Premkumarmohanty
@Premkumarmohanty 10 дней назад
Thaki Katha MAA
@askprasad4554
@askprasad4554 8 дней назад
Correct aahure bjp ku vote dea
@SureshgoutamPanda
@SureshgoutamPanda 10 дней назад
Tumaku thik hoichi.puni tax daba.
@GandhiKanhar-op7uu
@GandhiKanhar-op7uu 10 дней назад
Maa ନାମ ନିଅ
Далее