Hi everyone, welcome to your favourite You Tube channel #nitinkumarsinghofficial . Please do Subscribe and touch the bell🔔 icon.... And Like, Share & Comments this vedio 👍
Song Lyrics Repentance song (ଅନୁତାପ ଗୀତ )
-------------------============-------------------------------------
ହେ ପିତା ପୁତ୍ର ଆତ୍ମା... ସର୍ବ ଶକ୍ତିର ଆଧାର
କରୁଅଛି ସ୍ୱୀକାର ସର୍ବ ପାପ ମୋହର :-2 time
କି ରୂପେ ତୁମର ତଥା ସୃଷ୍ଟିର
କି ରୂପେ ନିଜର ପୁଣି ସହଦର
ପାପ ମୋ କ୍ଷମା କର....
ହେ ପିତା ପୁତ୍ର ଆତ୍ମା............
1:- ତୁମ ଶକ୍ତି ଗୁଣ ମନ ହୃଦୟରେ
ଦିଅ ପ୍ରଭୁ ଆଶ ଲଙ୍ଘନରେ
ଅଵିଵେକୀ ମୁଁ ମନ ଭାବନାରେ
ଅବାଧ୍ୟ କର୍ତ୍ତବ୍ୟ ପାଳନରେ :- 2time
ମୋର ଦୋଷ :- 2time
ଅତ୍ୟନ୍ତ ଗୁରୁ ଦୋଷ
କ୍ଷମା କର ହେ ପବିତ୍ର......
ହେ ପିତା ପୁତ୍ର ଆତ୍ମା......
2:- ସବୁ ସାଧୁ ସାଧ୍ବୀ ଦୂତ ମା କୁମାରୀ
ଭ୍ରାତା ଭଗ୍ନୀ ସବୁ ଗୋ ତୁମରି
ମାଗି ଦିଅ କ୍ଷମା ପାଶେ ପ୍ରଭୁ ଆମରି
ନିରେ ଅଳି ବିନୋତି ଗୁହାରି :- 2 time
ମୋର ଦୋଷ :- 2 time
ଅତ୍ୟନ୍ତ ଗୁରୁ ଦୋଷ
କ୍ଷମିବେ ପିତା ଈଶ୍ୱର
ହେ ପିତା ପୁତ୍ର ଆତ୍ମା...........
END
Song :- He pita putra atma
Lyrics :- Fr. Jusman Bishoyi
Compose:-Fr. Jusman Bishoyi
Keyboard :- Paras kumar
OctaPad :- Nitin Kumar
Tabla :- Prasanna kumar
Song Leading :- Thamas Nayak
Choire :- Sandhy, Anjana, Sabita
Sound :- Thamas Light and Sound
Banner :- N K S Music creation
Band :- P N P Musical group Bamunigam
Contact :- 7854013330
Whatsp :- 7655011343
• ହେ ପିତା ପୁତ୍ର ଆତ୍ମା ||...
22 сен 2024