Тёмный

🔴 Live | ରାଜ୍ୟପାଳଙ୍କ ପୁଅଙ୍କୁ ନେଇ ଉଠିଲା ଝଡ | Allegation of Assault by Governor's Son Sparks Tension 

Nandighosha TV
Подписаться 3,1 млн
Просмотров 68 тыс.
50% 1

#raghubardas #odishagovernor
Allegation of Assault by Governor's Son Sparks Tension
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
RU-vid: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Опубликовано:

 

9 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 335   
@s5051
@s5051 Месяц назад
ରାଜ୍ୟପାଳ କୁ ବାହାର କରାଯାଉ
@rabindramalik1137
@rabindramalik1137 Месяц назад
Bapa o puo nku Girafar kar
@SidharthPrasadDas
@SidharthPrasadDas Месяц назад
ଏବେ ବିଜେପି ଚଟା ସାମ୍ବାଦିକ କୁଆଡେ ଗଳିଛନ୍ତି କି ଶୁଭୁନି ଓଡ଼ିଆ ଅସ୍ମିତା ଚୋଦା ଭାଷଣ ଏବେ
@deepess_deepu83
@deepess_deepu83 Месяц назад
Gujrati chamcha andha bhakt Argus OTV kanak kude gala odia asmita....... Narendra khan ra chamcha andha bhakt.... BJP hatao odisha bachao
@satyanayak4213
@satyanayak4213 Месяц назад
Tanka ଗୋଷ୍ଠୀ re
@user-nr1oy1nt4p
@user-nr1oy1nt4p Месяц назад
Right sir
@anandamohakuda4943
@anandamohakuda4943 Месяц назад
Seguda sabu godi media
@SidharthPrasadDas
@SidharthPrasadDas Месяц назад
ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ସମ୍ବାଦ ସଂସ୍ଥା ଏମାନେ ପ୍ରଶ୍ନ ଯିଏ ପାୱାର ରେ ଥିବା ଲୋକଙ୍କୁ ପଚାରିବା ଦରକାର ଏ ଗୁଡା ପ୍ରଶ୍ନ ବିରୋଧୀ ଙ୍କୁ ପଚାରୁଛନ୍ତି, ଏତେ ମୁଣ୍ଡ ବିକା ଏଗୁଡା
@sibasankarsahoo822
@sibasankarsahoo822 Месяц назад
Argus କୁଆଡେ ଗଲା, ରଙ୍ଗଶାଳା ରେ ବୋଧହୁଏ ଅଛନ୍ତି....
@mr_india_89
@mr_india_89 Месяц назад
ଦୂର୍ଗାଶିଷ ତା ସ୍ତ୍ରୀ କୁ ନେଇ ଥାଇଲାଣ୍ଡ ଯାଇଛି
@prafullakumarrout8531
@prafullakumarrout8531 Месяц назад
Orgus kuade galaki
@user-pu9qo1sg6p
@user-pu9qo1sg6p Месяц назад
@@sibasankarsahoo822 ଓଡିଶା ରାଜଭବନର ରଙ୍ଗଶାଳାକୁ ଫାଟକ ବା ପାଚେରୀ ଡେଇଁ ଯାଇ ତାଛ୍ଛଲ୍ୟ ଖବର ପ୍ରସାରଣ କରିବାକୁ ସାହସ ପାଉନି ନା ପତ୍ରକାରଙ୍କ ଘଣ୍ଟିକା ଓ ଜିଭକୁ ବିଜେପି ସରକାର ମୁଠେଇ ଧରି ପକେଇଛନ୍ତି।
@bidyutlatanayak2183
@bidyutlatanayak2183 Месяц назад
ବାପା ରାଜ୍ଯ ପାଳପୁଅନୁହେ। ବିଜେପିର ସମର୍ଥନ ଅଛି ରାଜ୍ଯ ପାଳଙ୍କୁ। ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହି।
@deepess_deepu83
@deepess_deepu83 Месяц назад
BJP hatao odisha bachao
@tusarkantanayak6084
@tusarkantanayak6084 Месяц назад
ରାଜ୍ୟପାଳଙ୍କୁ ରାଜ୍ୟରୁ ବାହାର କରାଯାଉ
@nityanandaswain-cb4bp
@nityanandaswain-cb4bp Месяц назад
Correct 👍
@ChandramaniPanigrahi-m1n
@ChandramaniPanigrahi-m1n Месяц назад
ଓଡ଼ିଅା ଅସ୍ମିତାର ଏହା ପ୍ରଥମ ଝଲକ...
@user-fj5lk8hx5f
@user-fj5lk8hx5f Месяц назад
Yes sir
@laxmidharsamal6310
@laxmidharsamal6310 Месяц назад
Argus tv ଦୁର୍ଗା ସୁଶାନ୍ତ ଟିକେ ଆମ ମାନ୍ୟବର ରାଜ୍ୟପାଳ ଙ୍କୁ ଟିକେ ପଚାରୁନ୍ତୁ
@ChandramaniPanigrahi-m1n
@ChandramaniPanigrahi-m1n Месяц назад
B. J. P ରାଜ୍ୟ ସରକାର ର ପ୍ରଥମ ଭେଟି.
@deepess_deepu83
@deepess_deepu83 Месяц назад
Priya odisha basi apan dekhantu a BJP sarkar kama......aita kan odia asmita.... BJP Gunda raja ku biswas kare...... Narendra khan ra chamcha kauthi soichhanti Argus OTV kanak kuade gale.... gujrati remote control re odisha
@narendrahembram4495
@narendrahembram4495 Месяц назад
B J P ra Odia Asmita bheti . Odosha re ganatantra nahi .
@bkstylish9519
@bkstylish9519 Месяц назад
ଡବଲ ଇଂଜିନ ସରକାର ରେ ଏଇତ ଆରମ୍ଭ ଆଗକୁ ଦେଖ
@sanjayakumarjena2416
@sanjayakumarjena2416 Месяц назад
ମଘୀଆଁ ଓଟିଭି, ଅର୍ଗସ ଟିଭି କୁଆଡେ ଗଲେ
@niranjannayakgreatodisha2342
@niranjannayakgreatodisha2342 Месяц назад
ତୁରନ୍ତ ଆରେଷ୍ଟ କରା ଯାଉ .
@pradiptadas1726
@pradiptadas1726 Месяц назад
ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବା ଉଚିତ
@nityanandaswain-cb4bp
@nityanandaswain-cb4bp Месяц назад
Right 👍
@prasantkumarpradhan791
@prasantkumarpradhan791 Месяц назад
Eya heuchi odia asmita
@banabiharimohanty6007
@banabiharimohanty6007 Месяц назад
ASO ଙ୍କୁ ମାଡ ମାରିବା ଘଟଣା କଣ ଓଟିଭି ଅର୍ଗସ ଟିଭି ଵାଲା ଙ୍କୁ ଦେଖା ଯାଉନି ନା ଜାଣିପାରୁନାହାନ୍ତି ନା ତାଙ୍କ ଅଫିସ ରେ line କଟିଯାଇଛି କାଇହିଁକି ତାଙ୍କ ଟିଭି ରେ ଦେଖାଉ ନାହାନ୍ତି କେତେ ଟଙ୍କା ଖାଇଛନ୍ତି ଏହି ଦୁଇ ଟିଭି ଚାନେଲ ଵାଲା
@banabiharimohanty6007
@banabiharimohanty6007 Месяц назад
ଆଗ ରାଜ୍ୟପାଳ ଇସ୍ତପା ଦିଅନ୍ତୁ ଆଉ ତାଙ୍କ ର ସେ ଗୁଣ୍ଡା ଗିରି ପୁଅ କୁ ଆରେଷ୍ଟ କରି ଜେଲ ରେ ପୁରାନ୍ତୁ ତା ପରେ ଯାହା କଥା
@nityanandaswain-cb4bp
@nityanandaswain-cb4bp Месяц назад
Bjp ra neta mane kebe Istapa diantini rel durghatna heu ,ki jete jaban marantu , Bjp netanka ra kiçhhi farak padeni . Bjp netankara padabi darkar ! Rajyapal Seithiru bad padibe kipari ? Jadi jane Rajyapal nija swabhiman dustiru Istapa madri padabire ,thiba Lajya Janak katha .
@nityanandaswain-cb4bp
@nityanandaswain-cb4bp Месяц назад
Ekdom thik katha 👍
@SanatanNayak-hi5ut
@SanatanNayak-hi5ut Месяц назад
ASO ଙ୍କୁ ସାହାଯ୍ୟ କରିବା ପାଇଁ ରାସ୍ତାକୁ ବାହାରିବା କୁ ଜନତା ଙ୍କୁ ଅନୁରୋଧ
@aspinijena6375
@aspinijena6375 Месяц назад
Justice for Pradhan sir (ASO)...we are with you sir 🙏🙏
@supravayoutube484
@supravayoutube484 Месяц назад
ରାଜ୍ୟ ପାଳ ପୁଅର ପେଳ କଟାଯାଉ
@shbibaprasadsingh7582
@shbibaprasadsingh7582 Месяц назад
ଡବଲ ଇଞ୍ଜିନ ନଥିଲାବେଳେ ରାଜ୍ୟ ପାଳ ଙ୍କ ପୁଅ ର ଶକ୍ତି ନଥିଲା, ଏଵେ ଡବଲ ଇଞ୍ଜିନ ଆସିଲା ପରେ ରାଜ୍ୟ ପାଳ ବଗି ରେ ଆରା ମସେ ବସି ଖେଳ କଲେ
@manojmohanty9477
@manojmohanty9477 Месяц назад
କେନ୍ଦ୍ର ସରକାର ତୁରନ୍ତ ରାଜ୍ୟପାଳଙ୍କୁ ବରଖାସ୍ତ କରନ୍ତୁ,ଭଡୁଆ ରାଜ୍ୟପାଳ ଓ ବିଜେପି ସରକାର।
@saktirout158
@saktirout158 Месяц назад
Chora bjp sarkar
@PurnachandraPanda-vx2nj
@PurnachandraPanda-vx2nj Месяц назад
କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ କଂଗ୍ରେସ ର ଆନ୍ଦୋଳନ ଜାରି ରଖିବା ଆବଶ୍ୟକ ।
@bikash2353
@bikash2353 Месяц назад
Aita ଆରମ୍ଭ ମାତ୍ର, ଅଘକୁ ବାକିଅଛି ଦେଖିବାକୁ ବିଜେପି ର
@jyotsnaranipanda2613
@jyotsnaranipanda2613 Месяц назад
Right
@sanjayakumarjena2416
@sanjayakumarjena2416 Месяц назад
ଚୋର ଟା ରାଜ୍ୟ ପାଳ ପୁଅ କୁ ଗିରଫ କର
@abinashmallik-me3bl
@abinashmallik-me3bl Месяц назад
ତୁରନ୍ତ ଆରେଷ୍ଟ କରାଯାଉ
@user-pu9qo1sg6p
@user-pu9qo1sg6p Месяц назад
ଆଜ୍ଞା; ପ୍ରମାଣିତ ହେବାକୁ ଯାଉଛି କି,"ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ" ?
@rabinarayan2414
@rabinarayan2414 Месяц назад
କିଛି ହେଲା ଭଳି ଲାଗୁନି.... Lotus brand washing machine ରେ ଗଭର୍ଣ୍ଣର ପୁଅ କୁ ପୁରେଇ ଦେଲେ ପୁରା ସଫା ସୂତର ହେଇ ବାହାରିଯିବ ... ପଣ୍ତିତ ପୁଅ ତ...
@santoshkumarbishei8937
@santoshkumarbishei8937 Месяц назад
Why governor not taken action against his son
@adikandasahoo5169
@adikandasahoo5169 Месяц назад
ଓଡିଶା ବିରୋଧୀ ଦଳ କଣ କରୁଛି
@pramodchoudharypramodchoud7769
@pramodchoudharypramodchoud7769 Месяц назад
କୋଉଠି ସୋଇଛନ୍ତି ଓଟିଭି ମିଡ଼ିଆ... ଅର୍ଗୁସ ମିଡ଼ିଆ
@user-tw2pz4ic8k
@user-tw2pz4ic8k Месяц назад
Aurgus kuade gala
@gagansahoo8501
@gagansahoo8501 Месяц назад
Kuade gala nirbhaya
@user-gr1dp7nh5t
@user-gr1dp7nh5t Месяц назад
Otv kuade gala hajigala ki
@gagansahoo8501
@gagansahoo8501 Месяц назад
Nidare soichi election re BJD birudhare khati thakijaichi
@meenapal1164
@meenapal1164 Месяц назад
ଏବେ ହାରାମି ମାନେ ଆଉକଣ କରିବେ
@ashokkumarsahoo8044
@ashokkumarsahoo8044 Месяц назад
ସାଧାରଣ ମଣିଷ ପାଇଁ ଆଇନ ଅଲଗା,ରାଜନୀତି ଲୋକ ଙ୍କ ପାଇଁ ଆଇନ ଅଲଗା
@JagabandhuMalik-ck5fj
@JagabandhuMalik-ck5fj Месяц назад
ଆମେ ଜାଣିଥିଲୁ ରାଜ୍ୟପାଳ ଜଣେ ଭଲ ମଣିଷ,ଭଦ୍ର ଲୋକ।କିନ୍ତୁ ଇଏ ହେଉଛନ୍ତି କଳିଯୁଗ ଅନ୍ଧ ଧୃତରାଷ୍ଟ୍ର ।ତାପରେ ଏହା ହେଉଛି ମୋଦୀ ଗ୍ୟାରେଣ୍ଟି।କଥା ପାହାଡ ଭଳିଆ,କାମ ପୁରା ଅଳିଆ।ଧିକ ତମ ଵଡ ପଣକୁ।
@nityanandaswain-cb4bp
@nityanandaswain-cb4bp Месяц назад
Sabutharu kharap Rajyapal ?
@asimsinha2859
@asimsinha2859 Месяц назад
Manabi kata drusti ru hon'ble rajyapal nijaru resign karidaba uchit.
@nityanandaswain-cb4bp
@nityanandaswain-cb4bp Месяц назад
Tankar manbikata nahin ? Manbikata thile ,Aji Jake padabire basi nathante !
@Skgbul470
@Skgbul470 Месяц назад
ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅସ୍ମିତା ବିଷୟ ରେ ପଚାର ଓଡ଼ିଆ ଅସ୍ମିତା ରେ ପ୍ରଧାନ PHD ,କରିଛନ୍ତି ଅବଶ୍ୟ ଓଡ଼ିଶା ବାହାରୁ ଆଯାତିଆ ଝିଅକୁ ବାହା ହେଇଛନ୍ତି, ଚଳିବ
@KishoreNaik-hk7xt
@KishoreNaik-hk7xt Месяц назад
କୁଆଡେ ଗଲା ଓଡ଼ିଶା ର ଅସ୍ମିତା ଏଇଟା କ'ଣ ଓଡ଼ିଶା ର ଅସ୍ମିତା। କୁଆଡେ ଗଲେ ଜନସାଧାରଣ ଙ୍କ ମୁଖ୍ୟମନ୍ତ୍ରୀ। କାହିଁକି ତାଙ୍କ ପାଟି ଚୁପ୍। ଦେଖିବା ସତରେ ମୋହନ ମାଝି ସାର୍ ରବର ଷ୍ଟାମ୍ପ ନା କ'ଣ।
@akhayakumarsatapathy1420
@akhayakumarsatapathy1420 Месяц назад
1st Arrest him, put him in Jail.
@tariniprasadprusty2396
@tariniprasadprusty2396 Месяц назад
Bjp hato
@tusarkantanayak6084
@tusarkantanayak6084 Месяц назад
ରାଜ୍ୟପାଳଙ୍କୁ ଗିରଫ କରାଯାଉ
@rajendraprasadmahakur4712
@rajendraprasadmahakur4712 Месяц назад
Odisha is with you Mr. Pradhaan.. Go ahead against him.
@deepess_deepu83
@deepess_deepu83 Месяц назад
Mr. Pradhan gote gujrati chamcha...... gujrat remote control re odisha..... Narendra khan ra chamcha Pradhan & mohan majhi ji.... BJP hatao odisha bachao
@pradeepkumarsenapaty6060
@pradeepkumarsenapaty6060 Месяц назад
ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଉ Argus news କୁଆଡେ ଗଲା ଜମା ଦେଖୋଉନି
@user-sf2rn3ts1i
@user-sf2rn3ts1i Месяц назад
ବିଜେପି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ku ଆରେଷ୍ଟ କରିପାରୁଛି, ଲଳିତ କୁମାର କୁ ଓଡିଶା ପଲିସୀ ଆରେଷ୍ଟ କର
@nityanandaswain-cb4bp
@nityanandaswain-cb4bp Месяц назад
Lalit Kumar kuhani ! Lalit Kuta kuha !
@kapilcharanpadhan5114
@kapilcharanpadhan5114 Месяц назад
ଚମଚା ଟିଭି ଚାନେଲ କଣ ଜାଣି ପାରୁ ନାହିଁ. ଅନ୍ୟ ବେଳକୁତ ଭାରୀ ମୁହଁ ତୋଡ.
@SALAMROCKY_BHAI
@SALAMROCKY_BHAI Месяц назад
ତାକୁ ଆଣି ଓଡଶା ମାଡ଼ ଦେଇ ଦିଅ
@AkhyayaMohanty
@AkhyayaMohanty Месяц назад
24barsara cm taanka bapa madhya cm sarbopari durdhasa jananayak kahni taanka paribarara ta kehi emiti utpat heunathile?this is the identity of great bijubaunka family
@lalitkumbhar-vj7sh
@lalitkumbhar-vj7sh Месяц назад
Eita rajnitia parivar nka shisthachar
@JuguMajhi-oq1vg
@JuguMajhi-oq1vg Месяц назад
ରାଜ୍ଯ ପାଲ କୁ ବାହାର କରାଯାଉ
@pramodchoudharypramodchoud7769
@pramodchoudharypramodchoud7769 Месяц назад
ପ୍ରଥମେ ରାଜ୍ୟପାଳ ଇସ୍ତାପା ଦିଅ...
@nityanandaswain-cb4bp
@nityanandaswain-cb4bp Месяц назад
Mahatwa baan byakti hoithile , Istapa dei sari thaante ! Kahibaku padi na thaanta ! Chhi ?
@parsuramsahoo7509
@parsuramsahoo7509 Месяц назад
ବି ଯେ ପି ଠାରୁ। ଆଉ କଣ ଆସା କରାଯାଇ ପାରେ ,ନ୍ୟାୟ ମାଗିଲେ ଗିରଫ ଦୋଷ କଲେ ସୁନପିଲା ,ଧନ୍ୟ ଆମ ରାଜନୀତି,।
@ranjitapattnaik1686
@ranjitapattnaik1686 Месяц назад
ଡିସିପି କଣ କିଛି ଜାଣୁନାହାନ୍ତି
@debanandahembram1000
@debanandahembram1000 Месяц назад
ସରକାରୀ କର୍ମଚାରୀ ଏକତା ହୋଇ ପ୍ରତିବାଦ କରିବା କଥା.
@baidyabiharigiri9439
@baidyabiharigiri9439 Месяц назад
Where is ARGUS REPORTER Now
@jyotsnaranipanda2613
@jyotsnaranipanda2613 Месяц назад
O T v ଶୋଇ ପଡିଛି ???
@jagjibandandapat7368
@jagjibandandapat7368 Месяц назад
Central& State re BJP, Tenu Modi Sarkar pothei thiba Governer nka puo birudha re kichhi hebani.
@Antaryamii872
@Antaryamii872 Месяц назад
ଆ କି ଶାସନ
@user-eu9rs3hm3q
@user-eu9rs3hm3q Месяц назад
ରାଜ୍ୟପାଳ ଙ୍କ ପୁତ୍ର ସଂସ୍କାର ଓ ଆଚରଣ ଠିକ୍ ନାହିଁ ତେଣୁ ସେ ଓଡ଼ିଶା ର ରାଜନୀତି ଇତିହାସ ରେ କଳଙ୍କ BJP ଏକ ଦଙ୍ଗା କରିବା ଦଳ
@nityanandaswain-cb4bp
@nityanandaswain-cb4bp Месяц назад
Nua Rajyapal !nua kalanka ?
@gourangapattanayak
@gourangapattanayak Месяц назад
ବିଜେପି ଚାହୁଁ ଛି ଓଡ଼ିଆ ଲୋକଙ୍କୁ ରାଜ୍ୟ ପାଳ ପୁଅ ବାଡାନ୍ତୁ
@santoshkumardash3543
@santoshkumardash3543 Месяц назад
ଗୋଟିଏ ପଟେ ଚାକିରି ଡର। ଡର ନା ଭୌଣି। ଲଢେଇ କାର। ସାଧାରଣ ଲୋକ ସବୁ ଦେଖୁଛନ୍ତି । ତମେ ଏକୁଟିଆ ନୁହେଁ
@kapilcharanpadhan5114
@kapilcharanpadhan5114 Месяц назад
ଆଉ କେହି ହୋଇଥିଲେ ପୋଲିସ ଏତେବେଳକୁ ଥାନାକୁ ନେଇ ପିଟି ପିଟି ଦର ଏଥି ମଲା କରି ସାରନ୍ତାଣି.
@s5051
@s5051 Месяц назад
Odisha police hii hi hi hi hi ....
@samalfood5262
@samalfood5262 Месяц назад
Suspend governor.
@parsuramsahoo7509
@parsuramsahoo7509 Месяц назад
ହଲଦ୍ଧାର ଦାସ ମହାପାତ୍ରଙ୍କ ବୟାନ ଠିକ୍ ଲାଗୁନି, ବିଶୃଙ୍ଖଳାର କଥା କହୁଛନ୍ତି, ବିଶୃଙ୍ଖଳା ପାଇଁ ବାଡଗ୍ରାହୀ ମୁଖ୍ୟ ଉତ୍ତର ଦାୟୀ,ନିର୍ଲଜ୍ଜ ଙ୍କ ପରି ବାଉଳା ଚଉଳଆ କଥା କହୁଛନ୍ତି, ମୁଖ୍ୟ ପ୍ରଶାସକ କଣ ତାଙ୍କ ପ୍ରତି ଆକ୍ସନ ନେଇ ପାରିବେ , ଠାକୁରଙ୍କୁ ନାୟ ଦେଇ ପାରିବେ,।ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ❤🎉🎉🎉🎉🎉🎉🎉🎉😂❤
@sumantakubehera5135
@sumantakubehera5135 Месяц назад
Raghubar ରାଜ୍ୟପାଳ ପାଇଁ ଅଯୋଗ୍ୟ
@antaryamirout304
@antaryamirout304 Месяц назад
It the result of our BJP Love.
@deepess_deepu83
@deepess_deepu83 Месяц назад
Narendra khan ra BJP neta odisha, gujrati chamcha andha bhakt, odia asmita nuhe BJP ku darkar gadi au shasan.....jemiti bi kari bjp shasan kkariba darkar..... gujrati chamcha kauthi.... BJP hatao odisha bachao
@JamesParichha.
@JamesParichha. Месяц назад
Manipur CM and odisha governor kebe change hebe ..dekhiba...
@rnk6817
@rnk6817 Месяц назад
Raghubar ନେତା ରୁ ରାଜ୍ୟପାଳ ..ପ୍ରାୟ ନେତା ର ପିଲା ହାରାମ ଆଉ କରିମିନାଲ
@nityanandaswain-cb4bp
@nityanandaswain-cb4bp Месяц назад
Sabutharu kharap Rajyapal !
@prasantajena5782
@prasantajena5782 Месяц назад
ଏନିୟୁଜ ଆଜିପଯ୍ୟନ୍ତ ଥିଲେ କେଉଠି
@user-bx8jl6ef7p
@user-bx8jl6ef7p Месяц назад
Odisha Janata Jago Governor hatao
@ajayabehera155
@ajayabehera155 Месяц назад
ପୋଲିସ ତଦନ୍ତ କରିବା ଆବଶ୍ୟକ
@arjunkumarswain1614
@arjunkumarswain1614 Месяц назад
Se byakti rajyapala nka pua na gundanka pua
@banabiharimohanty6007
@banabiharimohanty6007 Месяц назад
ଗୁଣ୍ଡା ର ପୁଅ ଗୁଣ୍ଡା ଶଳା ଟା
@akhayakumarsatapathy1420
@akhayakumarsatapathy1420 Месяц назад
Why police is inactive in this case ?
@ramshankarprasadbiswal5619
@ramshankarprasadbiswal5619 Месяц назад
କୋଶଳ କୁ କିଛି ହେବ ନାହିଁ ଦୋଷୀ ଦଣ୍ଡ ପାଇବ
@NabinSethy
@NabinSethy Месяц назад
ଓଡ଼ିଶାରେ ବିଜପିର ଦାଦାଗିରି, ଏତ ପରିବର୍ତ୍ତନ ମୋଦି ଗୀ୍ୟାରେଣ୍ଟି
@bijaysahoo6021
@bijaysahoo6021 Месяц назад
ଏବେ ମା ଘିଆ ଅର୍ଗସ ଚାନେଲ କୁଆଡେ ଗଲା ମା ଘିଆ ଅର୍ଗସ୍ ଦାଢ଼ିଆ ବୁମ୍ ଧରି ଚିଲେଇ ଚିଲେଇ ମା ଘିଆ ସବୁ ଦଳ କୁ କହୁଥିଲା bjp ବେଳକୁ କଣ ତା ପାଟିରେ ବା ନଡ୍ ପଶିଛି ନା କଣ
@suryanshucrazyindia
@suryanshucrazyindia Месяц назад
କେ ମିତି ଲା ଗୁଚି
@lipa9370
@lipa9370 Месяц назад
ମୁଖ୍ୟ ମନ୍ତ୍ରୀ ସମୟ ଆସିଛି ଓଡ଼ିଆ asimita ପରିଚୟ ଦିଅ
@prasant6260
@prasant6260 Месяц назад
Where is Odia Asmita ?
@suryanshucrazyindia
@suryanshucrazyindia Месяц назад
ତୁରନ୍ତ ରାଜୟବାଇପି ଆନ୍ଦୋଳନ କରା ଯାଉ
@JagabandhuMalik-ck5fj
@JagabandhuMalik-ck5fj Месяц назад
ଅର୍ଗସ ବାଲା କୁଆଡେ଼ ଯାଇଛି,ସେ ଦେବାଶିଷ ଵୋହୁତ ବଡ ବଡ କଥା କହେ,ସେଇଟା ଵୋପାର ଛୁଆ ନୁହେଁ କି?
@Mohantakld
@Mohantakld Месяц назад
💯% Odia Asmita
@astikjosefnoblepatra1751
@astikjosefnoblepatra1751 Месяц назад
ରାଜୟପାଳକୁ ବାନ୍ଧି ଜେଲରେ ଭର । ପରେ ପୁଅକୁ। 😅😅
@parsuramsahoo7509
@parsuramsahoo7509 Месяц назад
ତାରା ଭାଇନା ସତ୍ୟ କହିଛନ୍ତି,
@manojmalik7642
@manojmalik7642 Месяц назад
ମାଗିହା କୁ ବନ୍ଧ
@jagannathbhagwan9385
@jagannathbhagwan9385 Месяц назад
ପରିବର୍ତ୍ତନ ମୁଖ୍ୟମନ୍ତ୍ରୀ ଆଦିବାସୀ, ରାଜ୍ୟ ପାଳ ଝାଡ଼ଖଣ୍ଡ ଆଦିବାସୀ ହାଣ୍ଡିଆ ପିଇବା ମଦ ପିଇଵା
@sunakarkhatua2746
@sunakarkhatua2746 Месяц назад
Ama kadhu CM kuade gale .
@JayJagannath0307
@JayJagannath0307 Месяц назад
ଦଙ୍ଗାକାରି ସରକାର
@parsuramsahoo7509
@parsuramsahoo7509 Месяц назад
ରାଜ୍ୟ ପାଲଙ୍କ ପୁଅ କଣ ରାଜ୍ୟ ପାଲ।
@BapujiMLT
@BapujiMLT Месяц назад
BJD Hou ki bjp hou ki congress hou ଆଇନ ସମସ୍ତ ଙ୍କ ପାଇଁ ସମାନ ଅପରାଧ ରୁ କେହି ବର୍ତି ପାରିବେନି ଦଣ୍ଡ ସର୍ବସାଧାରଣ ସର୍ବ ଜନିନ ହେବା ଦରକାର
@DebasisBhoi-se5jg
@DebasisBhoi-se5jg Месяц назад
କିଳା ତିଆରି କରିବ ନବ କିଏ?
@Jeetbabu236
@Jeetbabu236 Месяц назад
ରାଜ୍ୟ ପାଳ ପୁଅ ଜେଲ ଯିବା ଦରକାର କୁଆଡେ ଗଲା ଡବୁଲ engeen କାଲି କଥା ବଡ଼ ବଡ଼ ସରକାର କାମ କିଛି ନାହିଁ
@s5051
@s5051 Месяц назад
Raghubar das istafa dia
@dillipsahoo7921
@dillipsahoo7921 Месяц назад
The culprit must be arrested immediately and kept in jail for proper punishment in court of law
@srikantapandit
@srikantapandit Месяц назад
Immediately suspend Goondaraj Governor Raghubar Das
@syedsarfarajnawaj6056
@syedsarfarajnawaj6056 Месяц назад
Very sad , Justice should be .
@lipa9370
@lipa9370 Месяц назад
ଓଡ଼ିଶା ବାସୀ ନିନ୍ଦା କଲେ ଚଳିବ ନାହିଁ ରାଜ ରାସ୍ତାକୁ ଆସିବା ଦରକାର
@maushumisoy904
@maushumisoy904 Месяц назад
ଓଡ଼ିଆ ଅଫିସର ମାଡ଼ ଖାଆନ୍ତୁ, ସରକାର ମଜା ନିଅନ୍ତୁ,
@ashokkumarsahoo8044
@ashokkumarsahoo8044 Месяц назад
ବାପ rss ଙ୍କର ଠାରୁ ପୁଅ ଯାହା ଶିଖିଛି
@sitaramkumarpradhan842
@sitaramkumarpradhan842 Месяц назад
Woh cm sir 1 month re public ru misuchanti but jane govt officers nka problem solve kariparinahanti 5 days hela good job by odissa govt cm and Odissa asmita bikasit heuchi odissa re
@himanshusekharswain9001
@himanshusekharswain9001 Месяц назад
Raghubar das not Like a good governer
@MrAditienterprise
@MrAditienterprise Месяц назад
We should not tolerate any type of vandalism who ever he may be , we odia people should be get united by any party. We odia people should be united and protest as human being
@purnachandrapadhi2449
@purnachandrapadhi2449 Месяц назад
Law and order situation in Odisha are being deteriorated day by day and such incidents came to know since BJP comes to power
Далее
Bacon на громкость
00:47
Просмотров 58 тыс.