Тёмный

'5 Major proposals get Odisha cabinet approval' | Nandighosha TV 

Nandighosha TV
Подписаться 3 млн
Просмотров 194 тыс.
50% 1

#cmmohancharanmajhi #odishacabinet #approval #nandighoshatv
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.com/live/
RU-vid: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
* DishTV Channel No: 1367
* Airtel Digital TV Channel No: 611
* TATASky Channel No: 1779
* Hathw@y Channel No: 731
* NXT Digital Channel No: 16
* SITI Channel No: 17 & 458
* GTPL Channel No: 719
* SUN Direct Channel No: 667
* Asianet Channel No: 219

Опубликовано:

 

9 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 372   
@avayjena9238
@avayjena9238 17 дней назад
ସର୍ବ ନିମ୍ନ ମଜୁରୀ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ଘୋଷଣା କରି ସାରିଥିଲେ,
@shreedharsahu9774
@shreedharsahu9774 17 дней назад
Exactly 😂
@bapinadas1010
@bapinadas1010 17 дней назад
ହେଲେ ଭାଇ କିଏ ଲାଗୁ କରିନଥିଲେ
@user-jg4hx7qg8s
@user-jg4hx7qg8s 17 дней назад
Lagu heithila
@manojkumarsingh6285
@manojkumarsingh6285 17 дней назад
Mahon kameile 2tanka
@ALONEBOY-qo3bi
@ALONEBOY-qo3bi 17 дней назад
​@@manojkumarsingh6285😂😂
@soumyaranjanbehera1520
@soumyaranjanbehera1520 17 дней назад
ମାଙ୍କଡ ହାତରେ ସାଳ ଗ୍ରାମ
@tiku-dani
@tiku-dani 17 дней назад
300 unit free bill
@dcnayak1062
@dcnayak1062 17 дней назад
Mirage only Not get 300 unit free electricity
@kunujanikunujani8347
@kunujanikunujani8347 17 дней назад
ଯେଉଁମାନେ ମଜୁରୀ କରୁଛନ୍ତି ସେ ମାନେ ହି ଗରିବ,ଆପଣ କହୁଛନ୍ତି,450,ସରକାରୀ କାମ ଦେଇପାରିବେ କିନ୍ତୁ,80%କାମ ପ୍ରାଇଭେଟ୍ ଚାଲୁଛି,ମାଲିକମାନେ 200,250ରେ 100 ଟଙ୍କାରେ ହି ଦେଉଛନ୍ତି ସେମାନେ କେମିତି ଘର ଚଲିବେ
@uttamdalei320
@uttamdalei320 17 дней назад
Bhai sabu heigale dhani kama kariba kiye....
@Shanvika106
@Shanvika106 17 дней назад
Labour ajika date re 500-600 ru kehi Kam naunahanti
@sagarsangam2465
@sagarsangam2465 17 дней назад
Ba ba re odia bhasana 😂😂😂
@kunapradhan2932
@kunapradhan2932 17 дней назад
Tm nabin nku kn kahuthila nijeta dekhiki odiare kahipauna
@simanchalsabara9082
@simanchalsabara9082 17 дней назад
ଓଡିଆ ଅସ୍ମିତା 200 କୋଟି କର କି କେତେ ମୂଖ୍ୟ ଶାସନ ସଚିବ ତ ଅଣ ଓଡ଼ିଆ
@status4u267
@status4u267 17 дней назад
ସୁଭଦ୍ରା ଯୋଜନ କାଇ
@pabitradas9296
@pabitradas9296 17 дней назад
P hu hu bu CT​@@status4u267
@sudhansubhusandash8764
@sudhansubhusandash8764 17 дней назад
Please restore old pension
@abinashdas2878
@abinashdas2878 17 дней назад
ସରକାରରେ କଣ ସୂଚନା ଏବଂ ଜନସମ୍ପର୍କ ମନ୍ତ୍ରୀ ନାହାନ୍ତି? ମୁଖ୍ୟମନ୍ତ୍ରୀଙ୍କୁ ଆସିକି କାଗଜ ପଢିବାକୁ ପଡୁଛି
@avayjena9238
@avayjena9238 17 дней назад
କଣ ଲେଖା ଦେଖିକି ବି ପଢ଼ି ପାରୁନାହାନ୍ତି
@anandamohakuda4943
@anandamohakuda4943 17 дней назад
😅😅
@ratikantasahoo4729
@ratikantasahoo4729 17 дней назад
Nahi Bhai BJP Loka Murkha Para
@SURESHKUMAR-qu5gz
@SURESHKUMAR-qu5gz 17 дней назад
ଓଡ଼ିଶା ରେ ରେମୋଟ କଣ୍ଟ୍ରୋଲ ସରକାର ଚାଲିଛି
@Nifty50Trader
@Nifty50Trader 17 дней назад
Pandian tamil pare ebe remote control😂😂
@ritanjalikumar8756
@ritanjalikumar8756 17 дней назад
Kete Dina chali chhi ki apan apekhya kari paru ନାହାନ୍ତି.କାରଣ ସେ st na sei thi pain
@avayjena9238
@avayjena9238 17 дней назад
ଗୋଟେ ତୃତୀୟ ଶ୍ରେଣୀର ଛାତ୍ର ଆପନଙ୍କଠୁ ଭଲ ପଢ଼ି ପାରିବ
@bhagabanmajhi5099
@bhagabanmajhi5099 17 дней назад
ତୁ ସଳାଟା ତ, ଆପନ ଲେଖିଛୁ ପରକୁ କହୁଛ, 😅😅ବକା ସଳା,
@chinmaycreationcms3201
@chinmaycreationcms3201 17 дней назад
are bhai typing re bhul hei jaithiba sethi pa katha barta kemiti kuha jauchhi dekhuchha ta
@user-nr1oy1nt4p
@user-nr1oy1nt4p 17 дней назад
Parchi cm
@pratapchandramahanand1405
@pratapchandramahanand1405 17 дней назад
You should know he was a teacher
@ratikantasahoo4729
@ratikantasahoo4729 17 дней назад
Odia Padhi paronahanti
@jagabandumohanta5398
@jagabandumohanta5398 17 дней назад
Vecancy sigra fillup karantu
@anandcreations2209
@anandcreations2209 17 дней назад
ଆମ ଗାଁରେ ବା ବେସରକାରୀ ମଜୁରିଆ ୫୦୦ ନେଉଛନ୍ତି ଆଉ କୌଶଳୀ ଶ୍ରମିକ ୭୦୦ନେଲେଣି
@anandamohakuda4943
@anandamohakuda4943 17 дней назад
😳
@debabratabehera6423
@debabratabehera6423 17 дней назад
ଆରେ ଭାଇ କୁଆଡେ ଗଲେ ତମ 300 unit ବିଜୁଳି କୁଆଡେ ଗଲା ତମ ସୁଭଦ୍ରା ଯୋଜନା କୁଆଡେ ଗଲା ତମ ଧାନ 3100 ଟଙ୍କା ଦେଖୁ ଦେକୁ ଦୁଇଟା କ୍ୟାବିନେଟ୍ ଗଲା 😛😛😛😛😛😛😛😛😛😛😛😛
@Bijayalaxmi.-_
@Bijayalaxmi.-_ 17 дней назад
ସ୍ୱାସ୍ଥ୍ୟ ସେବା ରେ କଣ ନିଷ୍ପତି ନେଲେ। ଦୀର୍ଘ ୧୫ମାସ ହେଲା ପିଲା ମାନଙ୍କୁ ମେଣ୍ଟାଲି ହାରଶ୍ କରୁଛନ୍ତି।mphw f recruitment 2023 April 29 re notice ବାହାରିଥିଲା aji kete date ହେଲାଣି। ୟା ଉପରେ ଆପଣଙ୍କ ର କଣ କିଛି ଦାୟିତ୍ଵ ନାହିଁ। କାହିଁକି ପିଲା ମାନଙ୍କୁ ଏତେ ହଇରାଣ କରୁଛନ୍ତି।
@skcraft2857
@skcraft2857 17 дней назад
Seita au kahaku dekha galani ......Mukesh mahaling ra kn jauchi sir e bisayare chinta karibe je ....... Ame bhi osssc ofc agare strike karithile ajira meeting re am pain bhi kichi solution huanta .......
@skcraft2857
@skcraft2857 17 дней назад
July 16 osssc ofc agare strike Kariba chala result asila jaen .......
@pradeepmallick2956
@pradeepmallick2956 17 дней назад
ଭୂମି ହୀନ ଚାଷୀଙ୍କୁ କଣ ମିଳିବ
@mohanprasad4757
@mohanprasad4757 17 дней назад
Surat trip
@kunapradhan2932
@kunapradhan2932 17 дней назад
Tm odia kahucha na dekhiki gapa kahucha
@SURESHKUMAR-qu5gz
@SURESHKUMAR-qu5gz 17 дней назад
ନରେନ୍ଦ୍ର ମୋଦିଙ୍କ ଲେଖା ମୋହନ ମାଝି ପଢିବାକୁ ଟିକେ ଅଡ଼ୁଆ ହେଉଛି
@laxmankumarsala9086
@laxmankumarsala9086 17 дней назад
ଲଜ୍ୟା
@tapaswinisamal3477
@tapaswinisamal3477 17 дней назад
Thik katha😂
@prasantakumarbehera1188
@prasantakumarbehera1188 17 дней назад
😂😂😂
@reemamaohapatra9821
@reemamaohapatra9821 17 дней назад
Right 👍
@anandamohakuda4943
@anandamohakuda4943 17 дней назад
😅😅
@haraprasadjena590
@haraprasadjena590 17 дней назад
Odia padhi asuni kn tame Odisha chalaib
@srikantapradhan7167
@srikantapradhan7167 17 дней назад
Kouthi thila 25 barsa agaru
@nilamanipatra601
@nilamanipatra601 17 дней назад
Naveen bhal ki padhi paru thile
@ranjandas9267
@ranjandas9267 17 дней назад
😭
@patrababunilambar
@patrababunilambar 17 дней назад
ଯେଉଁ ବିଭାଗର ମନ୍ତ୍ରୀ ସେହି ମହାଶୟ MLA କହିଥିଲେ ସୁନ୍ଦର ହୋଇଥାନ୍ତା ବୋଲି ମୁଁ ଭାବୁଛି
@ManojPalei-k8b
@ManojPalei-k8b 17 дней назад
Jay Jagannath Mr Mahon Sir Ame Ahi Paribarton Chahu Thilu Sir Jay Shree Ram Jay Jagannath 🎉🎉🎉
@swarajkumarbej3768
@swarajkumarbej3768 17 дней назад
ଜେ ଟି ଏସ୍ ଆଶାୟୀଙ୍କ କଥା କ'ଣ ହେଲା?
@user-kk6iq5zj7z
@user-kk6iq5zj7z 17 дней назад
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରର ଲୋକପ୍ରିୟ ନେତା ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସଦାସର୍ବଦା ସମାଲୋଚନା କରୁଥିବା ଭାରତୀୟ ଜନତା ପାର୍ଟି ର ନେତାମାନେ ବର୍ତ୍ତମାନ ଚୁପ୍ ରହିଛନ୍ତି , ବର୍ତ୍ତମାନ ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାଗଜ ଦେଖି ପଢ଼ିବା ପରେ ମଧ୍ୟ ଭୁଲ୍ ଭାବରେ ପଢୁଛନ୍ତି
@archananayak5258
@archananayak5258 17 дней назад
Ama janata hin bachichanti murkha manri nku
@indiagamerz7246
@indiagamerz7246 17 дней назад
ପୂର୍ବ ତନ ମୁଖ୍ୟ ମନ୍ତ୍ରୀ ଓଡ଼ିଆ ରେ କେମିତି ଭାଷଣ ଦେଉଥିଲେ ଶୁଣି ଥିବା। ବାସିପାଡ 😅😅😅
@chinmaycreationcms3201
@chinmaycreationcms3201 17 дней назад
​@@indiagamerz7246 odia pua ta padhi parunahanti kn kahuchha bhai
@parsuramsahoo7509
@parsuramsahoo7509 17 дней назад
ଠିଆ ହେଇକ ଇ ପଡ଼ ଶୁଣିବା😂😂😂😂😂​@@indiagamerz7246
@khireswarkheti7169
@khireswarkheti7169 17 дней назад
300 unit electric bill kebe chhad heba
@hussyjena6746
@hussyjena6746 17 дней назад
ବହୁତ ବଢିଆ,
@sandeshdas1690
@sandeshdas1690 17 дней назад
ସାନ୍ତାଳୀ ଭାଷା ହେଲେ ଠିକ ହେବ ବୋଧେ
@sandeshdas1690
@sandeshdas1690 17 дней назад
ଲେଖା ଦେଲେ ଵି ଭୁଲ ହେଉଛି
@user-kk6iq5zj7z
@user-kk6iq5zj7z 17 дней назад
ଆପଣଙ୍କ ସରକାର ଶିକ୍ଷା ବିଭାଗ ପ୍ରତି ଅସହିଷ୍ଣୁ ମନୋଭାବ ପୋଷଣ କରୁଥିବା ନଜିର ରହିଛି , ଯାହାକି ଓଟିଇଟି ପରୀକ୍ଷା ଫି ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ୫୦୦ଟଙ୍କା ଦେବାକୁ ଥିବା ବେଳେ ବର୍ତ୍ତମାନ ଏହା ୯୦୦ଟଙ୍କା କୁ ବୃଦ୍ଧି ପାଇଛି
@chinmaycreationcms3201
@chinmaycreationcms3201 17 дней назад
Kn kariba bhai gote gariba pila kemiti afford kariba😢
@santoshkumarswain6547
@santoshkumarswain6547 17 дней назад
Dari Dari padhuchi
@sadasivswain6451
@sadasivswain6451 17 дней назад
300 unit electric kan hela
@Subhendhu_ff
@Subhendhu_ff 17 дней назад
Apannkan odia kahiparu nahati
@niharparida9053
@niharparida9053 17 дней назад
Mohana sir nku padhibare tk asubidha heuchi ki?
@user-if7zz5ot2w
@user-if7zz5ot2w 17 дней назад
Ehi kama re odisha no1 state Kariba ki
@tapankumarmoharana517
@tapankumarmoharana517 17 дней назад
Pl. Implementation of Old Pension Scheme for the welfare of poor people in old age.
@tulusirdaspattanayak5671
@tulusirdaspattanayak5671 17 дней назад
ଆମେ କୋଶଳୀ ରେ ଗଲୁ ଆମେ ଅଣ କୁଶଳୀ ରେ ଗଲୁ ହାଇରେ ମୋହନ କୁ ଏକି କଲୁ ଦିନରେ ଡାକନ୍ତି ଶିକ୍ଷକ ବୋଲି ରାତିରେ ଆମେ ସ୍କିମାଟିକ ଅଟୁ ହାଇରେ ମୋହନ ଏକି କଲୁ ନା ଆମକୁ ରେଗୁଲାର କଲୁ ନା ଭତ୍ତା କିଛି ଦେଲୁ ସେହି ନବୀନ ସରକାର ପରି ଝୁଲେଇ ଦେଲୁ। ହାଇରେ ମହୋନା କଣ କଲୁ 😅😅😅😅😅
@jogeshsir890
@jogeshsir890 17 дней назад
300 ୟୁନିଟbill free dia
@dibyapattnaik6640
@dibyapattnaik6640 17 дней назад
Bhuli gale sir....
@jbjmotivetion123
@jbjmotivetion123 17 дней назад
(1)ଯଉ କାମକଥା କହୁଛ, ସେ ସରକାର କାମ ଲୋକ କରିପାରିବେନି, ତାକୁ ମେସିନ ଦ୍ୱରା କରି, ମଜୁରୀରେ ହିସାବ କରାଯାଏ, ଲୋକ ପାଇବେନାହିଁ (2) ତା ଠାରୁ ଲୋକ ଅଧିକ ରୋଜଗାର କରୁଛନ୍ତି,ବିଭିର୍ଣ୍ଣ ଦର ବୃଦ୍ଧି ଦ୍ୱରା ସାଧାରଣ ଲୋକଙ୍କ ପାଖରେ ପଇସା ରଉନାହିଁ, ଦର ବୃଦ୍ଧି ଦ୍ୱାରା କେତେ ନେଲେଣି, ତାହା ହିସାବ କର (3)ସାଧାରଣ ଲୋକେ 450କାହିଁଙ୍କି 600 ଟ କେହି କେହିବି ରୋଜଗାର କରୁଛନ୍ତି,ରାସନ ସଉଦା 2ଟି ଆଣିଲା ପରେ ପାଖରେ ପଇସା ସରିଯାଉଛି, (4)କେମିତି ଜଣେ ଗରିବ ଲୋକ ଚଳିବ ସେ କାମ କର, ଏପଟେ ତଣ୍ଟି ଚିପି, ପରେ ମଲମ ମାରିବା ବାଟ କରନି, (5)କହିବା ମାତ୍ର ନୁହଁ, କରିକି ଦେଖାଅ
@SriHariRadhaKrishna
@SriHariRadhaKrishna 17 дней назад
କି ବାହାଦୁରି ଦେଖ ହୋ.. ସେ 20000 JT ନବୀନ ବାବୁ ବାହାର କରିଥିଲେ, ତୁମେ କଣ ନୂଆ ବାହାର କରିବ କୁହ କୁହାଳିଆ ବିଜେପି ନେତା ଖାଲି ବଡ଼ବଡ଼ କଥା.. ଯୋଉ ବିଜେପି ସରକାର 10 ବର୍ଷ ହେଲା central govt ରେ କିଛି ନିଯୁକ୍ତି ଦେଇନି ପିଲା ବେକାରୀ ହେଇ ବୁଲୁଛନ୍ତି ସିଏ ଓଡିଶା ରେ ସରକାର କଲେ କଣ ଦେବ!! ଆମର ନବୀନ ବାବୁ ପାଣ୍ଡିଆନ sir ଠିକ ଥିଲେ,, ଓଡିଶା ବାସୀ ଏବେ ନାମ ନିଅ ହେଃ ପ୍ରଭୁ ଏ ବିଜେପି ସରକାରକୁ ଭାଙ୍ଗି ଦିଅ ଆମର ନବୀନ ବାବୁ ପୁଣିଥରେ ଦରକାର
@SasankashekharDas-cz5vf
@SasankashekharDas-cz5vf 17 дней назад
Kagaj dekhi 25pratisata padhiparunahanti..... Dhanya bjp...Dhanya tume mukhyamantri...
@narendrakumardas3214
@narendrakumardas3214 17 дней назад
Adhinimna odia asmitara udaharana. Thanks sir apabhransa odia kahuthibaru.
@gyangaming3300
@gyangaming3300 17 дней назад
ସଚଳ ସରକାର କୁ ଅଚଳ ସରକାର ଆସି,ସଚଳ କାମ କୁ ଅଚଳ କରିବାରେ ଅଚଳ ସରକାର ର ପ୍ରୟାସ.....ଧନ୍ୟବାଦ ହୋ ତୁମ ଅଚଳ ସରକାର......#ଚଳ ମଳ ସଚଳ ମଚଳ😜😜😀😁
@pratapchandramahanand1405
@pratapchandramahanand1405 17 дней назад
Jete chala mala comment dele b tame hi vote deicha.
@ratikantasahoo4729
@ratikantasahoo4729 17 дней назад
Aage Aage vala Khani Bisayare Pati Kariki kahuthila Ebe Pati Fitoni CM sir
@amarpati-zu3zm
@amarpati-zu3zm 17 дней назад
Ae kn paper dekhi ki padhu chanti kichhi Jani nahantiki😮😮
@suvashreepattanaik9322
@suvashreepattanaik9322 17 дней назад
Dekhi dekhi bi padhi parunahanti ama mukhya mantri ....chi chi lajya
@chikoodas9524
@chikoodas9524 17 дней назад
Looks like all those have done by others .. he is just reading the paper ..
@GadiBehera-sr5mv
@GadiBehera-sr5mv 17 дней назад
Julai 4 kebe heba
@rajeshkumarsahu4436
@rajeshkumarsahu4436 17 дней назад
Paper dekhiki bi cm sir padhiparunahnti
@rabinarayanmohapatra4733
@rabinarayanmohapatra4733 17 дней назад
Dhanyare......!
@RajeevMinz-BR
@RajeevMinz-BR 17 дней назад
ଯାହା ହେଉ ଓଡ଼ିଆ ଲୋକ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ହେଲେ ଯେ କି ଓଡ଼ିଆ ଭାଷା କହି ପାରୁଛି ❤❤❤❤❤❤❤❤❤
@santoshkumarmishra2620
@santoshkumarmishra2620 17 дней назад
ମୋଦୀଙ୍କ ଦରବାର ରେ ଓଡିଆ ଲୋକ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଛନ୍ତି. କିନ୍ତୁ ଆମ ଓଡିଶା ରେ ଅଣ ଓଡିଆ ପୁନଶ୍ଚ ଉଚ୍ଚପଦବୀ ରେ ଅଧିଷ୍ଠିଚ ହେଲେ. ଏ କଣ ଓଡିଆ ଅସ୍ମିତା ର ପ୍ରମାଣ କି ?
@sonalinayak5630
@sonalinayak5630 17 дней назад
Sir outsourcing lt nku regular karantu
@sagarjena6943
@sagarjena6943 17 дней назад
What about new NAC
@jitendradas8805
@jitendradas8805 17 дней назад
Old wine in new bottle
@anilsenapati7317
@anilsenapati7317 17 дней назад
352 କିଏ ପାଉଥିଲା ବା
@user-vz1db9ub7g
@user-vz1db9ub7g 17 дней назад
ମୁବି Daut
@ratikantasahoo4729
@ratikantasahoo4729 17 дней назад
Odisha CM B Perar Dekhiki Kahuchanti Super
@gopalmahakud1264
@gopalmahakud1264 17 дней назад
Sir request Private schools teacher salary bhi bhal bhabare increse heba katha
@kunapradhan2932
@kunapradhan2932 17 дней назад
Tmku kie sie mukhymantri kala kijani
@OMMPRAKASH-fr3bb
@OMMPRAKASH-fr3bb 17 дней назад
Gujarati remota
@debendra7723
@debendra7723 17 дней назад
Tmk mank speed darkar jenta ki bujhi nei para... Kana bujhi nei parbar k
@debendra7723
@debendra7723 17 дней назад
Tui bhl se sikh au kahebu Remote
@gurucharanmohapatra4508
@gurucharanmohapatra4508 17 дней назад
Belajya mukhya Mantri
@tunasahu876
@tunasahu876 10 дней назад
TuNa. ❤. ...❤Sahu
@stitirout5038
@stitirout5038 17 дней назад
Junior teacher nka na regular hela na sallary badhila sr???eta ki nyayaa??
@mohitkumarmallick347
@mohitkumarmallick347 17 дней назад
Where is your 300 unit electricity bill? You carry out your agenda you proclaimed during election.
@majhi923
@majhi923 17 дней назад
Manyabar Majhi sir ei majuri brudhi ta vote purba ru declaration hoithila. ପୂର୍ବ ସରକାର ଘୋଷଣା କରିସାରିଥିଲେ .
@realtruthoflife5524
@realtruthoflife5524 17 дней назад
mora gote request sir next speech re bhala kari practice kari ashibe.....
@user-kk6iq5zj7z
@user-kk6iq5zj7z 17 дней назад
କୋଡ଼ିଏ ହଜାର କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ଆପଣଙ୍କ ସରକାର ବିଜ୍ଞପ୍ତି ପ୍ରକାଶ କରିନାହାଁନ୍ତି , ଏହା ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ବିଜ୍ଞପ୍ତି ପ୍ରକାଶ ହୋଇଥିଲା ଏବଂ ପରୀକ୍ଷା ମଧ୍ୟ ହୋଇଥିଲା ଏଥିରେ ଆପଣଙ୍କର କିଛି ବାହାଦୁରି ନାହିଁ
@jeebanpradhan1938
@jeebanpradhan1938 17 дней назад
Kete yr pare baharila JT au kete bhala bhabare karichhanti samastanku Jana agyan.So tk bhujhi ki kuhantu
@ratikantasahoo4729
@ratikantasahoo4729 17 дней назад
Bala Achi Remote CM Kariba Kana
@MNMP2024
@MNMP2024 17 дней назад
ଏତେ ସପନକୁ ରାତି କାହିଁ ?!!
@kingdibyamusical
@kingdibyamusical 17 дней назад
450 tanka alredy heichi
@chakradharpurty3280
@chakradharpurty3280 17 дней назад
Shramikanka prati badhithiba majuri grahaniya kintu majuri khatuthiba shramikanku 80%contractor mane shramikanku upayukta time re tanku dau nahanti or totally deu nahanti falare jane shramikati nija family pratiposana karibare nhi no thibara samukhina hua tenu apari asamajik thaka contractor ku turant upayukta punishment deba pain gote majbhut kanun godha jau
@HiiShandh
@HiiShandh 17 дней назад
Vishkarm jojan logu keba heba sir
@tuleswarimeher3062
@tuleswarimeher3062 17 дней назад
Sir DV correction pain jau 7 dina time deithile sethire certificate dela Parara result asiba na nai
@zahiruddin1502
@zahiruddin1502 17 дней назад
300unt Electeer bill fee when
@user-zf2rb7ox2o
@user-zf2rb7ox2o 17 дней назад
Majuri Badiba Pare Contractor Janiparuni Kahila Pare Dauni
@munakiskumuna1321
@munakiskumuna1321 17 дней назад
Aesabu hei sarichi
@santoshkumarswain6547
@santoshkumarswain6547 17 дней назад
Kan a padhuchi
@user-uu6fc5kw5r
@user-uu6fc5kw5r 17 дней назад
Baha baha re bjp jhumla bala tama vali cm paee ame odisa loka dhaniya
@pintubohidar9585
@pintubohidar9585 17 дней назад
Electrc bill july ru debate padiba ki
@titurout4229
@titurout4229 17 дней назад
300 unit electric 💡 kan😢😢😢😢hela😮😮😮
@gopalbarik9088
@gopalbarik9088 17 дней назад
300 unit free karantu bhuligale ki ?.
@premanandabag1266
@premanandabag1266 17 дней назад
Thank you sir 🙏🙏
@shivarampradhan8049
@shivarampradhan8049 17 дней назад
Next time remort contole rahibani 😅😅
@ratikantasahoo4729
@ratikantasahoo4729 17 дней назад
CM Chenge Karajo jaldi Pepar Padhiki kahile Habani Odisha Loka Heiki Emiti Vasana Darkar nahi
@Bargarh11
@Bargarh11 17 дней назад
ଆଛା ମୋହନ ଆଗିଆଁ ଓଡିଶା ପୋଲିସ ର ସିପାହୀ ହାବିଲଦାର ମାନଙ୍କ SD allowance ଖାଦ୍ୟ ଭତ୍ତା ଟା କାଇଁ କେତେ ଦିନରୁ ସେଇ 1400 ଅଛି,ତାକୁ 3000 କୁ ବୃଦ୍ଧି କଲେ ଓଡ଼ିଶାର ସମସ୍ତ ସିପାହୀ ହାବିଲଦାର ମାନେ ଉପକୃତ ହୁଅନ୍ତେ ?
@Sipunvlogs497
@Sipunvlogs497 17 дней назад
Hindi Nayak movie mukhymantri darkar
@Hemrajsahu
@Hemrajsahu 17 дней назад
Higher education lagi kana kara jaichhi
@nayanakandi4776
@nayanakandi4776 17 дней назад
ପୂର୍ବ ସରକାର ର ଘୋଷଣା ତମେ କଣ କଲ ତୁମେ ରଙ୍ଗ ମାରୁଛ ରଙ୍ଗ ମରା ସରକାର ତାଛଡା ତୁମେତ ଓଡ଼ିଆ ଲୋକ ଦେଖିକି କଣ କହୁଛ
@status4u267
@status4u267 17 дней назад
ସୁଭଦ୍ରା ଯୋଜନ କାଇ
@SanuKumar-fm7bl
@SanuKumar-fm7bl 17 дней назад
Bhai tame script dekhiki b kahiparuna🤦🏻‍♂️
@SanuKumar-fm7bl
@SanuKumar-fm7bl 17 дней назад
Ye hauchi rubber stamp wala🤣🤣🤣
@padmanavamaharana4350
@padmanavamaharana4350 17 дней назад
13 march re BJD badhei sarichhi tame kete badheile.seita kuhantu
@user-wr4oz9co1r
@user-wr4oz9co1r 8 дней назад
Sir ଅନେକ କର୍ମଚାରୀ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (WALMI )ରେ ଅନେକ ଦିନ କାମ କରି ଶେଷରେ ସେମାନଙ୍କ ଜୀବନ ବର୍ବାଦ ହେଲା କିନ୍ତୁ ସେଥିପ୍ରତି ସରକାର ଙ୍କ ଦୃଷ୍ଟି ନାହିଁ କିନ୍ତୁ ଚାଷୀ ଉର୍ନତି କରିବେ ବୋଲି କେମିତି କହୁଛନ୍ତି
@ambarishdey4218
@ambarishdey4218 17 дней назад
ଯାହା ଯାହା କହିକି ଜିତିଚ ତାହା ଆଗେ ପୂରଣ କର
@user-ku7dj3sq1f
@user-ku7dj3sq1f 17 дней назад
Aaga tame odiaa asmita ku bujha
@subhakantdas1488
@subhakantdas1488 17 дней назад
This is the 1st and last BJP govt in odisha because of in election time what you manifest when implement, 1-msp 3100 2-old age bhata 3000 When.....
@jojo2026
@jojo2026 17 дней назад
Labour wage rate Nabin Korisarithile e kan prahasana chalichhi
@SatyabanSutar
@SatyabanSutar 17 дней назад
Agaru jaha thila seia rahila badhila Kan .
@himanshuparida7011
@himanshuparida7011 17 дней назад
ଓଡ଼ିଶାରେ ତ SKIL Devlopment ମାନେ ବାହାରକୁ ଯାଇ dadan ଖଟିବା ଓଡ଼ିଶାରେ କାମ ହିଁ ନାହିଁ..
@santoshkumarswain6547
@santoshkumarswain6547 17 дней назад
3 ghanta lagila padhiba paine
@prabinkumarrout3577
@prabinkumarrout3577 17 дней назад
Old age pension rs3000 kebe miliba?
@abinashnayak365
@abinashnayak365 17 дней назад
Right jnuta darkar seaita 1st deba khatha
@dev54094
@dev54094 17 дней назад
Right 👍
@rasmibiswal8268
@rasmibiswal8268 17 дней назад
Odia thik re kahi paruni
@rasmitachowdhury9777
@rasmitachowdhury9777 17 дней назад
Lakanku kahateile office re 30 barsa32barsa khateiki old pension lagu karibar prastab ta ta kyabinet pass karunahant kete marigaleni jagi jagi sarakarnkara nida bhanguni
Далее