Тёмный

Shocking! Removing 5T Logos from Various Departments in Odisha Will Cost ₹100 Crores | BJD 

Argus Digital
Подписаться 320 тыс.
Просмотров 34 тыс.
50% 1

5-T ଲୋଗୋ ହଟାଇବାକୁ ଖର୍ଚ୍ଚ ହେବ ୧୦୦ କୋଟି ! ଏବେ ବି ପୋଷ୍ଟରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
#ArgusDigital #5T #bjd #Arguspolitical
Follow us on Instagram :
/ argustvdigital
Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
Shocking! Removing 5T Logos from Various Departments in Odisha Will Cost ₹100 Crores | BJD
To stay updated on-the-go,
Visit Our Official Website: www.argusnews.in/ (Odia)
Visit Our Official Website: argusenglish.in/ (English)
iOS App: bit.ly/ArgusNewsiOSApp
Android App: bit.ly/ArgusNewsAndroidApp
Live TV: argusnews.in/live-tv/
Facebook: / argustvdigital
RU-vid- / @argusdigital.official
Instagram: / argustvdigital

Опубликовано:

 

5 июл 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 126   
@abanipradhan
@abanipradhan 14 часов назад
କିଛି ଖର୍ଚ୍ଚ ହେବନି ସବୁ ଉଠୀଯିବ,,,, ଖାଲି ଲୋକଙ୍କୁ କହିଦିଏ ଯିଏ 5t ହୋଡ଼ିଂ ଭାଙ୍ଗିବ ସିଏ ନେଇ ତାକୁ ବିକିପାରିବ ଦେଖିବେ ସବୁ ଗୋଟିଏ ଦିନରେ ସବୁ ବୋଡ ଭାଙ୍ଗି ନେଇଯିବେ ଲୋକେ 😂😂😂😂😂
@brajakishorepadhi4022
@brajakishorepadhi4022 14 часов назад
ନବୀନ ପଟ୍ଟନାୟକ ର ସଂପତ୍ତି ବିକି ବିଜେପି ସରକାର ୧୦୦ କୋଟି ଭରୁ।
@dibyaranjanpradhan9113
@dibyaranjanpradhan9113 14 часов назад
ତାହେଲେ ସେ ହଡ଼ିଂ ଲଗାଇବାକୁ କେତେ ଖର୍ଚ୍ଚ ହୋଇଥିବ ? ଡକାୟତ BJD
@user-iz3kq6xp1g
@user-iz3kq6xp1g 14 часов назад
ସବୁ ଟଙ୍କା ନବୀନ କୁ ଆଦାୟ କରାଯାଉ
@prasannakumarnayak2278
@prasannakumarnayak2278 14 часов назад
ହଉପଛେ ହଟୁ,ଆମ ପଇସା ତ ଖର୍ଚ୍ଚ ହେଇଥିଲା,100 କୋଟି ରୁ ଅଧିକ
@pratimajena67
@pratimajena67 14 часов назад
ଆମ ବିଜେପି ପିଲାମାନଙ୍କୁ ଅର୍ଡର ଦିଅ ଆମେ ବିନା ପଇସା ରେ ହଟାଇ ଦବୁ
@rohitameher84meher41
@rohitameher84meher41 14 часов назад
ମୋହନ ସରକାରକୁ ଗୋଟିଏ ଅନୁରୋଧ ଆଗେ ଗରିବ ଲୋକଙ୍କ ଚିଟଫଣ୍ଡ ଦେଇ କି ଯାହା ଚେଞ୍ଜ କରିବାର ଅଛି କର l
@sambhabaosambhabana3800
@sambhabaosambhabana3800 14 часов назад
ଗୋଟିଏ ଟଙ୍କା ବି ଲାଗିବନି , ଖାଲି ସରକାର କହିଦିଅନ୍ତୁ ହଟେଇବା କୁ ଲୋକ ବହିନେବେ
@sibasankarsamal3514
@sibasankarsamal3514 14 часов назад
Public nku hataibaku kuho public hatai debe sabu hoding
@user-tb8rv4rj3x
@user-tb8rv4rj3x 14 часов назад
ଜନ୍ମ ରୁ ଦେଇ ଥିବା ନାମ ରାମ ତାକୁ ଭରତ କହିଲେ କିଏ ବା ବୁଝିବ,
@Pintu_Entertener
@Pintu_Entertener 14 часов назад
0:40
@bibhubaibhav453
@bibhubaibhav453 14 часов назад
ଯେଉଁ ମାନେ କରିଥିଲେ ସେମାନେ ପେମେଣ୍ଟ କରନ୍ତୁ।
@kamaleshmoharana8868
@kamaleshmoharana8868 14 часов назад
ପୂର୍ବ ସରକାର account କୁ ହ୍ୟାକ କରି 100କୋଟି ଅଣାଯାଉ
@paramanandasenapati-im6kn
@paramanandasenapati-im6kn 12 часов назад
No need to remove 5T Signboard , we should give this sign board to private company for branding purpose. Instead of waisting 100 cr government will income 1000 cr in a year. @cmo FYI
@binodmohanty6461
@binodmohanty6461 14 часов назад
କେବଳ ଭକ୍ତ ମାନେ 5T ଲୋଗୋ କାଢ଼ି ନାହାନ୍ତି
@Sagar11532
@Sagar11532 14 часов назад
Nija nija area re public mananku kuhajau. public hatei debe . Tankate kharcha habani
@KuberSahu-nu4xt
@KuberSahu-nu4xt 14 часов назад
ତୁମେ କାମ କର ଲଗୋକଥା କାହିଭାବୁଛ ସେଟାଥିଲେ କଣ ଖ୍ୟତିହେବ
@debendrakumarnayak8406
@debendrakumarnayak8406 14 часов назад
ସେଇ hodding ରେ ନୂଆ ସରକାର ଙ୍କ ନୂଆ ଯୋଜନା hodding ଲାଗିଲେ ପୁରୁଣା hodding ଆପେ ଉଥିଯିବ l
@jyotiranjanparidajrp9537
@jyotiranjanparidajrp9537 14 часов назад
5 T ku CBi tadantu karajau
@sheetalsahu4348
@sheetalsahu4348 14 часов назад
Sabu pandu deba
Далее
Cat Corn?! 🙀 #cat #cute #catlover
00:54
Просмотров 6 млн