Тёмный

Ajira Bitarka Live | ଦାଦନ ଯନ୍ତ୍ରଣାର ଅନ୍ତ! | 04 Aug 2024 | Argus News 

Argus News
Подписаться 1,4 млн
Просмотров 59 тыс.
50% 1

Опубликовано:

 

22 окт 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 175   
@gobindasoren5689
@gobindasoren5689 2 месяца назад
ସବୁଠାରୁ ଭଲ news ଯିଏ ଦେଉଛି ଏବେ ସେ ହେଉଛି Only Argus news . ସଠିକ୍ news ଲୋକଙ୍କ ପାଖରେ ଉପସ୍ଥାପନା କରୁଛନ୍ତି ସେଇଥିପାଇଁ ବହୁତ୍ ବହୁତ୍ ଧନ୍ୟବାଦ୍ Argus 🙏🙏🙏🙏
@UpendraBhoi-w6z
@UpendraBhoi-w6z 2 месяца назад
200.ଦିନକାମ ଦିଅ. ଗରିବ ପାଇଁ. mgnrega ରେ ମିସେନ୍ ନୁହଁ. କେବଳ. ଲୋକ ମାନକୁ କାମ ଦିଅ.. BJD. ର ଦୁର୍ନିତୀ ବ୍ୟଭିଚାର. ଯାଗୁ ଓଡିଶା. ଗରିବ. କେବଳ ଲୋକ ମାନେ. କାମ ଦିଅ
@niharpalai3774
@niharpalai3774 2 месяца назад
ମାନସ ବସ୍ତିଆ କୁ ନେଇ ସୁରଟ ରେ ଛାଡ଼ ଜାଣିବ ତାର oukat କେତେ,AC room basi basi BJD ର ଦୁର୍ନିତୀ ଦେଖା ଯାଉନି, ଦୁର୍ନିତୀ କରି କରି ଅଭ୍ୟସ୍ତ ହୋଇଯାଇଛନ୍ତି।
@GKforU-kc8kv
@GKforU-kc8kv 2 месяца назад
ମୁ ମୋ ବିଷୟରେ ଆପଣକୁ କିଛି କହିବି । ମୋ ବାପା ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଉଥିଲା ଓ ମୁଁ ମଦ୍ୟ ବାହାର ରାଜ୍ୟ ମୁମ୍ବାଇ କୁ ଦାଦନ ଖଟିବାକୁ ଯାଉଛି। ମୁଁ ଆପଣଙ୍କ ଜରିଆରେ ଆଶା କରୁଛି ଯେ ଆମ ଏଠି କିଛି ରୋଜଗାର ର ବ୍ୟବସ୍ଥା କରାଯାଉ। ମୋ ପୋଅ ବାହାର ରାଜ୍ୟକୁ କାମକରିବାକୁ ଜୀବନୀ । ଧନ୍ୟବାଦ୍ ମୁଁ କଣ୍ଟାବାଞ୍ଜି nac ର
@damaru137
@damaru137 2 месяца назад
Super mohan sarkar jindabad
@gunamanimohanty5710
@gunamanimohanty5710 2 месяца назад
ମୁଁ gunamani mohanty କେନ୍ଦ୍ରାପଡା ରୁ ମାଟ୍ରିକ ଟି ପାସ୍ କଲାପରେ ପାରାଦ୍ୱୀପ ରେ କାମ କରିବାକୁ ଯାଇଥିଲି. ମାସ ରେ 18 ଦିନ 20 ଦିନ କାମ ମିଳିଲା. ଦୀର୍ଘ ବର୍ଷକ ପର୍ଯ୍ୟନ୍ତ ଏହିଭଳି ଚାଲିଲା ପରେ ମୁଁ ଘରକୁ ପଇସା ଟିଏ ଦେଇପାରିଲି ନାହିଁ. ବାଧ୍ୟ ହୋଇ ସୁରତ ଆସିଲି. ନାହିଁନଥିବା ଅସୁବିଧା ରେ ରହି ଘର କୁ ଦିପଇସା ଦେଲି. ଏହି କପଡା ଓ ସୁତା କାରଖାନା ରେ କୌଣସି ନିୟମ କାନୁନ ଲାଗୁହୁଏନାହିଁ. ପ୍ରବାସୀ ଙ୍କ ଅବସ୍ଥା ଟିକେ ସୁଧୁରିଲା ଯେତେବେଳେ ମୋଦି cm ହୋଇ ଆସିଲେ. ମାନସ ବାବୁ କହୁଛନ୍ତି ସୁରତ ରେ ଲୋକ ବାସିନ୍ଦା ହେଇଗଲେଣି. ତାଙ୍କୁ ସରମ ଲାଗିବା କଥା ଲୋକ କରଜ ଚାପ ରେ ପେଷିହୋଇ ପୁରା ପରିବାର ସହ ସୁରତ ଚାଲି ଆସୁଛନ୍ତି. 15 ହଜାର 18 ହଜାର ଟଙ୍କା ପାଇଁ 12 ଘଣ୍ଟା କାମ କାଟିବାକୁ ପଡେ. ନବୀନ ବାବୁ 2019 ରେ ନିର୍ବାଚନ ପୂର୍ବରୁ ସୁରତ କାହିଁକି ଆସିଥିଲେ ମାନସ ବାବୁ କହିପାରିବେ. ଦାଦନ ତାତ୍ସଲ୍ୟ କରି କେବଳ ଭୋଟ ପାଇଁ ଆସିଥିଲେ . ନବୀନବାବୁ ଦାଦନ ଙ୍କୁ କେବଳ କମ୍ୟୁନିଟି ସେଣ୍ଟର ପାଇଁ କିଛି ଅର୍ଥ ଦେବେ ତାହା ପୁଣି ଗୁଜୁରାଟ ସରକାର ଜମି ଯୋଗେଇଦେଲେ ହେବ. ଆମର ଆଶା ଥିଲା ପ୍ରଥମ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ସୁରତ ଆସିଛନ୍ତି କିଛି ନା କିଛି ସୁବିଧା କରିବେ ଦାଦନ ଙ୍କ ପାଇଁ. ଭୋଟ ସରିଗଲା ଚୁପ ହେଇ ଘରେ ବସିଲେ.
@rashmitanayak8607
@rashmitanayak8607 2 месяца назад
ଯେ କୌଣସି ସରକାର ଆସିଲେ ମଧ୍ୟ ଦାଦନ ବନ୍ଦ ହେବ ନାହିଁ
@dipakbehera918
@dipakbehera918 2 месяца назад
ଓଡିଶ l ବାସୀ ଜାଣିଛନ୍ତି bjd ପ୍ରବକ୍ତା ମାନେ କେତେ ଗାଲୁଆ ତାହା ଓଡିଶା ବାସୀ ମାନଙ୍କୁ ସବୁ ଜାଣିଛନ୍ତି
@udhdufuudhdu2236
@udhdufuudhdu2236 2 месяца назад
ଦାଦନ ରୋକି ପାରିବନି ସରକାର
@odiacomedyforu2896
@odiacomedyforu2896 2 месяца назад
ଓଡ଼ିଶାରେ ସରକାର ମାନଙ୍କର ଅନେକ ବଳଦ ତିଆରି କାରଖାନା ଥିବା ବେଳେ ହଳୁଆ ତିଆରି କାରଖାନା ଶୂନ୍ !
@Yhgxghhhuh
@Yhgxghhhuh 2 месяца назад
I'm today very happy
@ajayatandi4904
@ajayatandi4904 2 месяца назад
Good news sar veri good
@PadipLenka
@PadipLenka 2 месяца назад
Odisha Loko ku rakha Odisha agaku jiba
@BhagirathiMohanty-e7z
@BhagirathiMohanty-e7z 2 месяца назад
NREGS. କାମରେ ମେସିନ ବନ୍ଦ କରି କାମଦେଲେ ଲୁଟ ହେବ ନାହିଁ
@SikhaSethi
@SikhaSethi 2 месяца назад
🙏🙏🙏🙏
@odiacomedyforu2896
@odiacomedyforu2896 2 месяца назад
ୟେ ୯Bନ ଦାଦନ ଜିନ୍ଦାବାଦ୍ !
@santoshswain2538
@santoshswain2538 Месяц назад
Bahut dukhar katha ama navin ra gad ganjam dadan re 1 number ganjam re jadi suta kal huanta ta hele bahut bhal huanta😢
@bulumuni-r8g
@bulumuni-r8g 2 месяца назад
Mohan Majhi Sarkar jinda baad 🙏💪
@Liputech37
@Liputech37 2 месяца назад
Good news information 👍 odisha sharakar dai😢
@Lokanath243
@Lokanath243 2 месяца назад
Right 👍👍👍
@udayaudaya6054
@udayaudaya6054 2 месяца назад
ଭଦ୍ରକ, ଯାଜପୁର, ବାଲେଶ୍ଵର, କେନ୍ଦ୍ରାପଡ଼ା,ଜାଇକି ଷ୍ଟେସନ ଦେଖ ଦାଦନ ବିଷୟରେ ବହୁତ କହୁଛ ଦାଦନ ର କଷ୍ଟ ବିଷୟରେ ଶୁଣ ଆଖିରୁ ଲୁହ ଧାର ଧାର ବହିଜିବ ମୁଁ ୨୦ ବର୍ଷ ହେଲା ତାମିଲନାଡୁ ରେ ଦାଦନ କଟୁଛି ମୁଁ ପ୍ରାୟ ଓଡ଼ିଶା ପିଲା କଁ ଜୋଗା ଜୋଗରେ ରହି ଆସିଛି ମୁଁ ଭଲଭାବେ ଦାଦନ ର କଷ୍ଟ ଜାଣିଛି ଆମ୍ପେ ଭଲଭାବେ ଜାଣିଛୁ ଓଡ଼ିଶା ର ଜେଉଁ ଗରମେଣ୍ଟ ଆସୁନା କାହିଁକି ଦାଦନ ଖଟିବା ଥୟ ଏ ସବୁ କଥା କୁହା ସରକାର
@tecnicalacademy2147
@tecnicalacademy2147 2 месяца назад
Dadan samasya ra samadhan sighra sarakarbadalaiba
@azubizu2534
@azubizu2534 2 месяца назад
ଏଣୁ ଆଣିକି ଆଉ J, C, B, ର ଫୁରସତ ନାହିଁ ♥️♥️♥️♥️♥️♥️♥️♥️♥️♥️♥️♥️
@tecnicalacademy2147
@tecnicalacademy2147 2 месяца назад
Dadan badhichalichhi. Sethi pain sarakar dayi.
@hindi122-o6q
@hindi122-o6q Месяц назад
ଆମ ଓଡ଼ିଶାରେ ରେ ନୂଆ ନୂଆ କମ୍ପାନୀ ଖୋଲା ଯାଉ. ବହୁତ ପିଲା ବେରୋଜଗାର ର ସମୀକ୍ଷିଣ ହେଉଛନ୍ତି.
@PrasantaMalick-tl7xb
@PrasantaMalick-tl7xb 2 месяца назад
ମାନସ ବତିଆ ତମେ କେଡେ ଗାଲୁଆ ଲୋକ ଟେ
@gajendrabadaraita9832
@gajendrabadaraita9832 2 месяца назад
Thik katha
@dibyalochanpatel7802
@dibyalochanpatel7802 2 месяца назад
God bless him Jay Jagannath ❤️
@kabitajani6516
@kabitajani6516 2 месяца назад
Manasaku chada dadana home kariba
@NiranjanBhatra-x1c
@NiranjanBhatra-x1c 2 месяца назад
Nabarangapur dist ku dekantu sir🙏🙏🙏
@biramhembram2124
@biramhembram2124 2 месяца назад
ମାନସ ବସ୍ତିଆ ଶଳା ଫୁଟାଣିଆଟା
@Jagannath-oc9ht
@Jagannath-oc9ht 2 месяца назад
ଅତି ଚଞ୍ଚଳ ଦୁର୍ନୀତି ହିନ ମନରେଗା ଆରମ୍ଭ କରିଦିଅନ୍ତୁ
@rajendramallick6894
@rajendramallick6894 2 месяца назад
Manas bastia sir katha ku luchantu nahi.michhara gotiye simathaye
@bimbadharjena1572
@bimbadharjena1572 2 месяца назад
କତେବଡ ଗାଲୁଆଟା ୟେ ମାନସ ବସ୍ତିଆ ଅତି ହୀନ ମନ୍ତବ୍ୟ ଦେଉଛି। ଦୀର୍ଘ ୨୫ବର୍ଷର ଶାସନ କାଳରେ ଯାହା ତ ଓଡ଼ିଶାବାସୀଙ୍କୁ ଲୁଣ୍ଠନ କଲ ଗୋଟେ ଛୁଞ୍ଚି କାରଖାନା କରିଛ ? ନିର୍ଲଜ୍ଜ
@KulamaniPutel-z6q
@KulamaniPutel-z6q 2 месяца назад
ଦାଦନ କଣ ଜାଣିନ ବିଜେଡ଼ି ନେତା
@BhagirathiMohanty-e7z
@BhagirathiMohanty-e7z 2 месяца назад
ଓଡିଶାକୁ ଲୁଟ କରବାର ସମୟ ଚାଲିଗଲ..
@bmgprashanta7744
@bmgprashanta7744 2 месяца назад
BJD ହିଁ ଦାଦନ ସମସ୍ୟା ସୃଷ୍ଟି କରିଛି
@sritamkumarsing1064
@sritamkumarsing1064 2 месяца назад
Yes THIKA dadana kamo ra nayay mileba darkar
@niharpalai3774
@niharpalai3774 2 месяца назад
Jadi employment debe ତାହେଲେ first below poverty level tale ଥିବା ଲୋକଙ୍କୁ ଦେଲେ ଦାଦନ କିଛି ଦୂର ହୋଇ ପାରିବ। କିନ୍ତୁ ଯୋଉଠି କଳ କାରଖାନା ହେଲା sethika local loka ଦାଦାଗିରି ଦେଖେଇ ନିଜେ ସବୁ ରହୁଛନ୍ତି। ଏଥି ପ୍ରତି ଧ୍ୟାନ ଦିଆଯାଉ।
@kusumabatipradhan6692
@kusumabatipradhan6692 2 месяца назад
ମାନସ ବସ୍ତିଆ ରାଜନୀତି ଛାଡ଼ି ନିଜେ ଯାଉ କିମ୍ବା ନିଜ ପିଲାଙ୍କୁ ଛାଡ଼ୁ ଦୁଃଖ କଣ ଜାଣିପାରିବ
@pramodmajhi3371
@pramodmajhi3371 2 месяца назад
ଦାଦନ ପାଇଁ ମୁ ବହୁତ ଦୁଖୀତ ସରକାର ଟିକେ ତାଙ୍କପ୍ରତି ଓଡିଶାରେ କାମଦିଅନ୍ତୁ
@MadhusudanMadhusudan-ef6fs
@MadhusudanMadhusudan-ef6fs 2 месяца назад
କିଛି କରି ପାରିବ ନାହି ଏଠି କେମିତି ଆମେ ଅଛୁ
@Bhaskarbaral-d2i
@Bhaskarbaral-d2i 2 месяца назад
Mohan.majhi.ki.jaya🎉🎉🎉
@Umakanta-p3v
@Umakanta-p3v 2 месяца назад
ବ୍ୟାଙ୍କ ଙ୍କୁ ଲୋନ ପାଁଇ ଗଲେ ଫିଲଡି ଅଫିସରମନା କରୁଛନ୍ତି, କୃଷି ଅଫିସ କୁ ଗଲେ ଅଫିସର ଦେଖା ମିଳୁନି, କାମକୁ ଗଲେ, ଠିକାଦାର ଠାରୁ ପଇସା ମିଳୁନି, ଦାଦନ ଖଟି ଯିବେନି ତ କଣ କିରିବେ, ମୋ ଗଁଆ କୋଟଗଡ ଜିଲ୍ଲା କନ୍ଧମାଳ ଓଡିଶା ମୋ ବ୍ଲକ ରେ ବହୁତ ଲୋକ ଦାଦନ ଖଟି ଵାକୁ କେରଳ, ତାମିଲନାଡୁ, ଅନ୍ଧାରପ୍ରଦେଶ, ମହାରାଷ୍ଟ୍ର, ଆସାମ, ଗୋଆ, ୟୁପି, mp, ଯାଇଛନ୍ତି, ଯଦି ମୋ ବ୍ଲକ ରେ କାମ ମିଳିଥିଲେ, କାହିଁକି ବାହାର କୁ ଦାଦନ ଖଟି ଯାଇଥାନ୍ତେ.
@Rihancreations
@Rihancreations 2 месяца назад
Titilagarh company heba kata
@tapansagria6278
@tapansagria6278 2 месяца назад
ଦାଦନ୍ କେହି ରୋକି ପାରିବେ ନାହିଁ । ଯଦି bjp କହୁଚି ସେଇଟା ଗୋଟେ ବହୁତ୍ ବଡ଼ ମଜା କ
@AnantaSwain-bt4sd
@AnantaSwain-bt4sd 2 месяца назад
Manas 1no galua
@SUNILAPRADHAN-fr2nw
@SUNILAPRADHAN-fr2nw Месяц назад
କଥାରେ ନୁହେଁ କାମରେ ବିଶ୍ୱାସ କରେ
@lkjena4407
@lkjena4407 2 месяца назад
Banglore sarkar v rule lagu Kari delani.. 100% kanada loka chakiri karibe. Sabu Odisha loka gharaku jibe. Govt should think about this and create employment system in Odisha . Khali jojana re chaliba nahi..
@The_Soul473
@The_Soul473 2 месяца назад
Sabu jilla re industri gute gute bana
@GKforU-kc8kv
@GKforU-kc8kv 2 месяца назад
ଆମ ଏଠି କାମ କଲେବି ଠିକାଦାର ମାନେ ଭଲରେ ପଇସା ଦେଉନାହାନ୍ତି ।
@MohanDash-q2t
@MohanDash-q2t 2 месяца назад
Patnagarh re company heba katha❤❤❤❤
@gobindasoren5689
@gobindasoren5689 2 месяца назад
Super BJP sarkar
@amarbag5933
@amarbag5933 2 месяца назад
ବଲାଙ୍ଗୀର ନୂଆପଡ଼ା କଳାହାଣ୍ଡି ଜିଲ୍ଲାରେ ଚାଷ ଜମି ରେ ଜଳସେଚନ ନାହିଁ ଦାଦନ ଖଟିବାକୁ ଯାଉଛୁ
@manasghatuari4612
@manasghatuari4612 2 месяца назад
Mohan sarkar 🙏👍💪
@biswajitparida9546
@biswajitparida9546 2 месяца назад
ମିଛୁଆ ସରକାର
@sambhubhueyes.babanmankukh2740
@sambhubhueyes.babanmankukh2740 2 месяца назад
ଓଡିଶାରେ 24. ବସରରେ ଖାଇ ଦେଲେ ଓ ସବୁକଲକାରଖା ନା ବଦ୍ଧ କରିଦେଲେ
@sureshpattanayak4083
@sureshpattanayak4083 2 месяца назад
Raikia block indragada GP re jani suni bahuta job card delete karajaichi ,athi prati BDO MAHASAYA drusti pakantu.
@rajupatika4290
@rajupatika4290 2 месяца назад
MGRS କାମକୁ ମଡେଲ ବଧଲାଇ ଦିଅନ୍ତୁ ଗୋଟିଏ ଦୁଇଟି account କୁ ପଇସା ଗଲା ପରି
@ratnakarnayak-up5kf
@ratnakarnayak-up5kf 2 месяца назад
Argus chanale ku bala Jana achhi
@abhimanyubindhani7748
@abhimanyubindhani7748 2 месяца назад
Bahara rajaye re gote lebor pauchi 500 tanka kintu odissa re se 300 tanka pauchi sethi pain se odissa re no rohi baharo rajoyo ku jauchi odissa re jodi leboro 500 tanks koribe se kn pain baharo rajyo ku jibo?
@ranjitkishan6708
@ranjitkishan6708 2 месяца назад
କିଛି ନାଇ news bhai ସବୁ ଜିଲ୍ଲା ର ବ୍ଲକ୍ ରେ ଗୋଟେ ଗୋଟେ କମ୍ପାନୀ ବସାନ୍ତୁ,,,e bisayre tk news ଜଣାଇବେ cm ku
@risu_suni
@risu_suni Месяц назад
Kebe dadana manankara dukha bujhiba tame😢😢
@amarbag5933
@amarbag5933 2 месяца назад
ବଲାଙ୍ଗିର ନୂଆପଡ଼ା କଳାହାଣ୍ଡି ଜିଲ୍ଲାରେ ଯଦି ପାଣି ଦେଇ ପାରିବ ତା ହେଲେ ଦାଦନ ଖଟିବାକୁ କିଛି କମି ପରେ ପାଣି ଛଡ଼ା ଯେ କୌଣସି ଯୋଜନା କଲେ ମଧ୍ୟ ଦାଦନ ଅଟକ ରଖି ପାରିବ ନାହିଁ
@ranjitkishan6708
@ranjitkishan6708 2 месяца назад
News ଭାଇ,,deth ପରେ ଲେବୋର୍ ଅଫିସ ru ସହାୟତା ରାଶି,,,e ପର୍ଯ୍ୟନ୍ତ ମିଳିନି,,, ଏସଲା bjd ସରକାର ପାଇଁ ସବୁ କେସ ପେଣ୍ଡିଙ୍ଗ ଅଛି,,,
@ChittaRanjanSahani
@ChittaRanjanSahani 2 месяца назад
ମିଛୁଆ ଦଳ କିଛି କରି ପାରିବେ ନାହିଁ
@arucharanpradhan5502
@arucharanpradhan5502 2 месяца назад
ଲେବର କାର୍ଡ ସବୁ ପଞ୍ଚାୟତରେ ରହୁଛି।ମସିନରେ କାମ ହେଉଛି। ବିଲ୍ ହେଲେ ଲେବର ମାନଙ୍କର ସନ୍ତକ କରି ଉଠା ଯାଉଛି। ତେଣୁ ଲୋକ ମାନଙ୍କ ଦ୍ଵାରା କାର୍ଯ୍ୟ କରାଯାଉ।
@ranjitkishan6708
@ranjitkishan6708 2 месяца назад
ମଦର ଚୁଡ଼ bjd ନେତା,,,
@Raghunathdas-kc7zt
@Raghunathdas-kc7zt 2 месяца назад
ଏ ମାଗିହା ମହନ ରାଢ଼ କିଛି କରି ପାରିବନି ଖାଲି ଭାଷଣ ମାରିବ ମୂର୍ଖ ଓଡ଼ିଆ,English ,Hindi, କିଛି ଜାଣିନି ଛି ଛି
@SalkhanHembram-yp5us
@SalkhanHembram-yp5us 2 месяца назад
ମାଗିହା ମାନସ ବସ୍ତିଆ ମୁହଁଫୁଟାଣିଆ ବାହାଡା ଦାନ୍ତ ଦେଖାଇ କୁକୁର ଭଳିଆ ହାଉ ହାଉ ଭୁକିବେ
@pabitranaik501
@pabitranaik501 2 месяца назад
Odisha re jalasechan kichhi heini
@TikeswarKisan-ek2mg
@TikeswarKisan-ek2mg 2 месяца назад
ବିଜେଡି ନେତା ମାନସ ବସ୍ତିଆ ଗାଲୁଆଟା ଖେଜୁରୀ ଗଛର କି ଗୁଣ ଗାଇବି ମୂଳରୁ ପାହାଚ ପାହାଚ
@Umakanta-p3v
@Umakanta-p3v 2 месяца назад
ସରକାର ଲୋକଙ୍କ ପାଁଇ ଲୋକ ଙ୍କ ନିମନ୍ତେ, ଲୋକ ଦ୍ୱାରା, n r g s କାମ 100 ଦିନ, ଦିଆ ଯିବ କିନ୍ତୁ, ବିଜେଡି ଜମାନା ରେ ନେତାଙ୍କ, ପାଁଇ, ଠିକାଦାର ନିମନ୍ତେ,ସରକାର ବାବୁ ଙ୍କ ଦ୍ୱାରା, ସବୁ ଯାଞ୍ଚ କରା ଯାଉ. ଲୁଟି ଖାଇ ଛନ୍ତି, ବିଜେଡି ଜମାନା ରେ, ତଦନ୍ତ କରାଯାଉ, ସବୁ ଚୋର ଧରା ପଡିବେ. ବିଜେପି ଜିନ୍ଦାବାଦ, ମୋହନ ବାବୁ ଜିନ୍ଦାବାଦ.
@SamparkIndian
@SamparkIndian Месяц назад
ମାନସ ବସ୍ତିଆ କୁ ନେତା କଲା କିଏ. ଶଳା କୁ ଦାଦନ କାହାକୁ କୁହନ୍ତି ଜଣା ନାହିଁ.
@ramachandraSethi-sb4eo
@ramachandraSethi-sb4eo Месяц назад
Odisha ra number 1 ganjam 😂😂😂😂😂😂😂😂
@stuluachary
@stuluachary 2 месяца назад
ଦାଦନ ଶ୍ରମିକ କମ୍ପାନୀ ବିଜେଡ଼ି ଦଳ । କୋଟି କୋଟି ଦାଦନ ଶ୍ରମିକ ତିଆରି କରିଛନ୍ତି।
@UpendraBhoi-w6z
@UpendraBhoi-w6z 2 месяца назад
ରାଜ୍ୟ. କମ୍ପାନୀ କରତୁ. ଓ ଓଡ଼ିଶାରେ ଗାଁ ମାନକୁ mgnrega ରେ ଲୋକ କୁ କାମ. ଦିଆ ଯାଉ. ମେସିନ୍ କାମ କରା ଜାଉ. mgnrega re. କେବଳ ଲୋକ ଗରିବ ମାନକ ପାଇଁ. ଗାଁ
@jagdishkumarrath4631
@jagdishkumarrath4631 2 месяца назад
ମାନସ ବସ୍ତିଆ ,ଗଣେଶ ସାହୁ ବିଜେଡି ପ୍ରବକ୍ତା।ଉଭୟେ ଏକ। ପ୍ରଜାତି ର ପ୍ରାଣୀ।
@anandapadhan2315
@anandapadhan2315 2 месяца назад
ବିଜେଡି ଚୋର କେ ଆଣିଛ ଲଡୁଛେ
@jajatinayak5573
@jajatinayak5573 Месяц назад
25 years BJD what're doing
@bhupalchandrapujhari7377
@bhupalchandrapujhari7377 2 месяца назад
Bjp ନିଶ୍ଚିତ ଭାବେ ସମାଧାନ କରିପାରିବ
@gajindrapradhan1028
@gajindrapradhan1028 2 месяца назад
Mohan sarkar purapuri fail .Next INC in Odisha
@lambodarmallick2410
@lambodarmallick2410 2 месяца назад
Kn amaku job miliba i am qualified MBA but job less please help me
@ranjitkishan6708
@ranjitkishan6708 2 месяца назад
Odisha re kuha company nai asibo.
@RabiNarayanNaik-lu2ni
@RabiNarayanNaik-lu2ni 2 месяца назад
ମଜୁରି ବାବଦରେ sir tike kuha
@manojbindhani8244
@manojbindhani8244 23 дня назад
Mayurbhanja ru bi bohut Loko jauchanti
@ShibasankarPradhan-rs5pj
@ShibasankarPradhan-rs5pj 2 месяца назад
BJD ନେତା ଗଣେଶ ଭାଇ କୁଆଡେ ଗଲେ ତାଙ୍କୁ ବି ଥରେ dibet କୁ ଡାକ
@pujaandbhasanistation4546
@pujaandbhasanistation4546 2 месяца назад
Dekhiba dadana jiba kete kamuchi
@nanakishoremajhi992
@nanakishoremajhi992 Месяц назад
Manas bastia thik bi thaipare
@Funpoint-7h
@Funpoint-7h 2 месяца назад
Se Magia bastiya michha kahuchi Odisha re Jetiki Industrial heichi sethi sabu bihari pila Achanti, Se bastiya ku Angul Pathantu mu taku dekhei debi kete Bihari pila ku
@satyanarayandas5342
@satyanarayandas5342 2 месяца назад
Asabu rajaniti Katha kintu kam kichihabani
@vlogsvideosucl
@vlogsvideosucl 2 месяца назад
Ame ebe taminadu achu
@pramodkumarpradhan9223
@pramodkumarpradhan9223 2 месяца назад
B.j.p odisha ko no1karibako chanhile . 1 jenumane +2pass Kari beckar basi chhanti.semanko. Lon for 20lakh.dia jau semane develop ment heb.buseness karochalib.karn odisha re 75%loke sikhita.semane develop ment.hele.odisha develop ment hev
@prajnashines7180
@prajnashines7180 2 месяца назад
Mgnrega ra unskilled wage-rate kam. Au timely payment nahin. Kebaa online re timely payment. Actually job seeker nka account ku time re payment aseni.
@bmgprashanta7744
@bmgprashanta7744 2 месяца назад
ଓଡ଼ିଶା low infrastructure , high poorest state, lower deployment State ଅଟେ ।
@gamingcomedy4319
@gamingcomedy4319 2 месяца назад
Mohan sir please ai guteka kama Kara.
@BinduSagarSwain
@BinduSagarSwain 2 месяца назад
Arrgus TV Kan n kahicho
@odishatapan
@odishatapan 2 месяца назад
Baleswar badhe kehi jaunahanti
@AjitBishoyi-h2z
@AjitBishoyi-h2z 2 месяца назад
Cantactar besi thaku chanti
@chaitanyabariki810
@chaitanyabariki810 2 месяца назад
😂😂 ମାନସ ଵାଵୁ ପରମ ଗାଲୁଆ ଥରେ ସୁରତ ଆସି ଵୁଲିଯାଅ ଓଡ଼ିଆ ଲୋକ କେମିତି ଅଛନ୍ତି ତମ ଦଳ ଗାଲୁଆ ତମେ ଵି ଗାଲୁଆ ତମେ ଶେଷରେ ପାଣ୍ଡିଆ ର କ୍ରିତଦାସ
@lambodarmallick2410
@lambodarmallick2410 2 месяца назад
Keteta campany achhi odisha re kuhantu
@kshirasindhupujhari1998
@kshirasindhupujhari1998 2 месяца назад
Kalahandi re dadana ra dukha,,,,ebe b kalahandi re hajar hajar dadan bahara rajya re
Далее
7PM Bulletin || 23rd October 2024 || Kanak News
25:14