Тёмный

Baena/ବଏନା  

KAINCHA MEDIA
Подписаться 5 тыс.
Просмотров 29 тыс.
50% 1

baena/ବଏନା
A koshli/sambalpuri film on BAENA
producer - GOPINATH DANDASENA
NIRANJAN PANDA
NEPAL CHANDRA BAG
STORY - MANTU MUDULI
Screenplay, dialogues and DIRECTION- Chudamani muduli
MUSIC - MOHAN SIKA
MUSUC ARRANGE - ANANDA JAL
SINGER - RAJIB KUMAR BEHERA
EDITING - BABU BAG
DINESH MEHER
SANANDA MAHALING
D.O.P- Sananda mahaling
B.G.M- Alok Mishra
CASTING-
NIMAIN CHARAN PANIGRAHI
RUDRADEB SAHU
SUSHAMA BAG
ROJISMITA HOTA
GOPINATH DANDASENA
UPENDRA MEHER
RUDRADEB SAHU
KUMUDINI PRUSTI
PARTHA BAG
PRODUCER-GOPINATH DANDASENA
CAMERA -SANANDA MAHALING
Dharani Patel
PRODUCTION PARTNER - SRI GANESH CREATION
SHANDAR MIX
BANSIDHAR MEDIA
SHUBHAM CREATION
NATYAMAHARSHI PRODUCTIONS
ANWESHAN CREATIONS
SVL MEDIA BALANGIR
STV
SAMBALPURI JALWA
DILKHUS SAMBALPURI TAHAK KUTUM BALANGIR
MURALISIKA CREATION
SPECIAL THANKS
SUSANTA NANDA
NIBRUTTI PANDA
UMESH BUSWAL
SOMANATH NAIK
PRAKASH THANAPATI
Shyam Sundar pande
Bikash Dalai
Niranjan panda
RITURAJ MAJHI
DINESH MEHER
LUCY KHAMARI
Larkipali Aampada VILLAGERS

Опубликовано:

 

20 сен 2024

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 178   
@sudhirsoundkhuntpali
@sudhirsoundkhuntpali 6 месяцев назад
ବହୁତ ସୁନ୍ଦର ସବୁ କଳାକାର ମାନକୁ ଧନ୍ୟବାଦ
@anilkathar3914
@anilkathar3914 Месяц назад
Bahut sundar heiche
@dhananjayaseth7190
@dhananjayaseth7190 3 месяца назад
Bahut bahut badhiaa
@Drx_jasobanta_nayak
@Drx_jasobanta_nayak 6 месяцев назад
"ବଏନା "ଅତି ସୁନ୍ଦର short film ମନକେ ମୋହିନେଉଛେ ଆଉ ସମାଜ କେ କିଛି ଶିଖବାର ବାର୍ତ୍ତା ଦେଉଛେ ସମସ୍ତ କଳାକାର ମାନଙ୍କୁ ମୋର ଜୁହାର
@khageswarmeher1815
@khageswarmeher1815 6 месяцев назад
ଉଚ୍ଚ କୋଟି ର ଅଭିନୟ ..Heart touching..
@arunretripathysiddhi8659
@arunretripathysiddhi8659 6 месяцев назад
ବହୁତ ସୁନ୍ଦର କାହାଣୀ ଆର ସମକର୍ ଅଭିନୟ ପଣ୍ଡା ଆଜ୍ଞାଙ୍କର ଅଭିନୟ ଦେଖି ଅଟଲ ଆଜ୍ଞାକୁ ସୋର ପଡ଼ିଗଲା 🙏👌👍
@saraswatibehera794
@saraswatibehera794 6 месяцев назад
ସୁନ୍ଦର ଚଳଚିତ୍ର, ନିଖୁଣ ଅଭିନୟ, ସମସ୍ତ କଳାକାରଙ୍କୁ ହୃଦୟରୁ ଧନ୍ୟବାଦ ଓ ଅଭିନନ୍ଦନ 🙏🙏💐💐👍👍👌👌
@durbadalakheti4548
@durbadalakheti4548 6 месяцев назад
ବହୁତ ବଢିଆ ଲାଗଲା। ସବୁ କଳାକାର ମାନକର ଅଭିନୟ ଉଚା ଦରଜା ର ଆର୍ ମନକେ ଛିଇ ପାରିଛେ। ଗାଁ ପରିବେଶ ‌ସୁନ୍ଦର ଦୁରୁଶ ଆର୍ ବଢିଆ ସଚେତନତା ବାରତା ‌ପରଷିଛେ। ସମକୁଁ ଅଭିନନ୍ଦନ ଶୁଭେଚ୍ଛା ମୁଡିଆ।
@sabitamahara6778
@sabitamahara6778 6 месяцев назад
Best actor Niranjan Panda ଖୁବ୍ ସୁନ୍ଦର୍ ଅଭିନୟ ସମସ୍ତଙ୍କର l script ଟା ଭି award ଯୋଗ୍ୟ l
@chudamanimuduli9100
@chudamanimuduli9100 6 месяцев назад
ଧନ୍ୟବାଦ 🙏🙏🙏🙏
@saritadebta8568
@saritadebta8568 6 месяцев назад
ବହୁତ୍ ସୁନ୍ଦର ଅଭିନୟ ପଣ୍ଡା ଆଜ୍ଞା ❤❤ଜୟ କୋଶଲ
@binayakamishra8475
@binayakamishra8475 6 месяцев назад
ବାସ୍ତବଧର୍ମୀ, ହୃଦୟସ୍ପର୍ଶୀ ତଥା ସାମାଜିକ ବ୍ୟବସ୍ଥାର ନିଚ୍ଛକ ପ୍ରତିଫଳନ ହେଉଛି "ବଏନା" କ୍ଷୁଦ୍ର ଚଳଚ୍ଚିତ୍ର।
@bansidharmajhi1598
@bansidharmajhi1598 6 месяцев назад
ସବୁ କଳାକାରଙ୍କ ଅଭିନୟ ଖୁବ ନିଖୁଣ ହୋଇଛି
@SuryaBarad-e9w
@SuryaBarad-e9w 6 месяцев назад
ଖୁବ୍ ସୁନ୍ଦର୍
@testofkirtan
@testofkirtan 6 месяцев назад
ପଣ୍ଡା ସାର୍ ଙ୍କ ଅଭିନୟ ବହୁତ୍ ସୁନ୍ଦର୍ ଲାଗିଲା
@malayatripathy1253
@malayatripathy1253 6 месяцев назад
Hearttouching story jabardast action thanks to kaincha media
@muralisikacreation
@muralisikacreation 6 месяцев назад
ବଏନା‌ ଫିଲ୍ମରେ ଦେଖିବାକୁ‌ ମିଲିଲା‌ ସର୍ଦ୍ଦାର କେମିତି ଦାଦନ୍‌ ନେଉଛନ୍ତି। ଲୋକ ଦାଦନ ଗଲେ‌ କେମିତି ଅସୁବିଧା ହୁଏ‌ ତାର‌ ପ୍ରତିଛବି ବେଶ୍‌ ନିଖୁଣ ଭାବନେ‌ କଲାକାର ମାନେ‌ ଅଭିନୟ ମାଧ୍ୟମରେ ସମାଜକୁ‌ ବାର୍ତ୍ତା ଦେଇଛନ୍ତି। ବାପପୁଓ‌ ଅଭିନୟ‌ ପଣ୍ଡା ଆଗିଆ ଓ‌ ବାଗ‌ ବାବୁଙ୍କର‌ ଅଭିନୟ ଖୁବ‌ ଚମତ୍କାର
@sanjayadebta8681
@sanjayadebta8681 6 месяцев назад
ବହୁତ୍ ହୃଦୟସ୍ପର୍ଶୀ ହୋଇଛି, ଦାଦନ୍ ଏକ ସମସ୍ୟା ନା ଅଦ୍ଭ୍ୟାସ ମୁଁ ବୁଝି ପାରେନି
@anantshastrithati
@anantshastrithati 6 месяцев назад
ବଢିଆଁ ଲାଗଲା ନେପାଲ sir Super sir❤❤❤
@ranjanbhoi8086
@ranjanbhoi8086 6 месяцев назад
Bahut badhiya haiche , samasta kalakar manku subhhecha❤❤❤❤❤.
@anandakumarsahu7051
@anandakumarsahu7051 6 месяцев назад
ବହୁତ ସୁନ୍ଦର ହେଇଛି। ସମସ୍ତ ଙ୍କୁ ଶୁଭେଚ୍ଛା ସହ ଜୁହାର।
@SwapnaPadhan
@SwapnaPadhan 6 месяцев назад
ସମସ୍ତଙ୍କର ଅଭିନୟ ବହୁତ୍ ବଢ଼ିଆ ହେଇଛେ ମୁଇ ତ କନ୍ଧିପକଳି😢😢😢😢😢
@rituraj7414
@rituraj7414 6 месяцев назад
Video bahut bhal lagil panchmi odisha ra enta Kam fast time hai6e juhar all teem Dil khush Kari dela owsom vari nice 💯💯💯💯💯💯💯💯💯💯
@bharatmeher6369
@bharatmeher6369 6 месяцев назад
Bahut badhia heiche ....kichi sikhbar k miluche
@motivationalofficialzone3907
@motivationalofficialzone3907 6 месяцев назад
ସମସ୍ତ କଳାକାର ସୁନ୍ଦର ଭାବରେ ନିଜ ନିଜ ଅଭିନୟ ସମ୍ପନ୍ନ କରିଛନ୍ତି ।
@Itishree213
@Itishree213 6 месяцев назад
Sundar heichhe
@comedyherosatya5108
@comedyherosatya5108 6 месяцев назад
ବହୁତ ସୁନ୍ଦର ଲାଗଲା ଭିଡ଼ିଓ ଷ୍ଟୋରୀ ମସ୍ତ ଅଛେ ସମସ୍ତେ ବହୁତ ଭଲ ଅଭିନୟ କରିଛନ
@bijayinijhankar3420
@bijayinijhankar3420 6 месяцев назад
ବହୁତ୍ ବଢିଆ ଲାଗିଲା।ସମସ୍ତେ ସୁନ୍ଦର ଅଭିନୟ କରିଛନ୍।
@sureshbag...official4397
@sureshbag...official4397 6 месяцев назад
ଗୋପୀନାଥ ଦା...ଅଭିନୟ ପହେଲା ଦେଖିଲି ଭଲ ଲାଗଲା... ସବକର ଅଭିନୟ ଭଲ ଅଛେ...👌👌👌
@chocolateboysagarrana3378
@chocolateboysagarrana3378 6 месяцев назад
Super hit
@snehaartproduction2952
@snehaartproduction2952 6 месяцев назад
ବଏ ନା ଫିଲ୍ମ ଟା ବହୁତ୍ ବଢିଆ ଲଗ୍ ଲା। ସବୁ କଳାକାର ସୁନ୍ଦର୍ ଅଭିନୟ କରିଛନ୍ । ବିଶେଷ କରି ନେପାଲ ବାଗ ଆର୍ ପଣ୍ଡା ବାବୁଙ୍କର ଅଭିନୟ ହୃଦୟସ୍ପର୍ଶୀ ହେଇ ପ।ରିଛେ।
@munmun557
@munmun557 6 месяцев назад
Dhanyabad Dada 🎉❤🙏🙏
@gunuthapagunu3170
@gunuthapagunu3170 6 месяцев назад
ଖୁବ୍ ସୁନ୍ଦର୍ ଲାଗିଲା ଫିଲ୍ମ ଟି ,, ଧନ୍ୟବାଦ ଗୋପୀନାଥ ବାବୁ 🙏 ଆପଣ ମୋତେ ଏ ଭିଡିଓ ଟି ଦେଖାଇ ଥିବାରୁ ଜୟ ଜଗନ୍ନାଥ 🙏
@santoshininaik4999
@santoshininaik4999 6 месяцев назад
ଜୀବନ୍ତ ଅଭିନୟ👌👌👌
@ntrbagarti6803
@ntrbagarti6803 6 месяцев назад
Chudamani kaka bahut val Direction dei6..kaka
@aswinipradhan5863
@aswinipradhan5863 6 месяцев назад
ବହୁତ ବଢିଆ ହଇଛେ।
@odiakathamruta
@odiakathamruta 6 месяцев назад
ସୁନ୍ଦର ଶିକ୍ଷା ଲୁହ ଭରା ଦୃଶ୍ୟ
@PritishKuSahu
@PritishKuSahu 6 месяцев назад
Bht Sundar heiche....😢dadan ra dukh...
@RohitBarik-o2h
@RohitBarik-o2h 6 месяцев назад
Heart touching film sir
@jitendriyasahu2782
@jitendriyasahu2782 6 месяцев назад
ବହୁତ ଅବିକଳ ହେଇଛେ ❤️
@sahadevdharua6904
@sahadevdharua6904 6 месяцев назад
ଏହି ପରି ଅଭିନୟ ସମାଜ ପାଇଁ ଦରକାର୍ ଆ ଏ, ଲୋକ୍ ଙ୍କୁ ଅନେକ ଗୁଡ଼ିଏ ପ୍ରେରଣା ପ୍ରଦାନ କରି ଵ, ଯେନ୍ତା ଲୋକ ସେନ୍ତା ଅଭିନୟ ହୋଇ ଛି।। ଖୁବ୍ ସୁନ୍ଦର ଧନ୍ୟବାଦ୍ ସମସ୍ତ ଅଭିନୟ ଅଭିନେତା ଙ୍କୁ।
@Just.chill786
@Just.chill786 6 месяцев назад
Film is short but acting is jabardast 👏🏻👏🏻👏🏻
@littleriddhiman8776
@littleriddhiman8776 6 месяцев назад
ବହୁତ୍ ଭଲ ହେଇଚ୍ଛେ
@iswarchandrapatel4929
@iswarchandrapatel4929 6 месяцев назад
Bahut badhia lagala "BAINA".. Badhia lagala Bhabani Dada ra acting.. 🙏🙏
@santilatabhue7096
@santilatabhue7096 6 месяцев назад
ସମସ୍ତଙ୍କର ଅଭିନୟ ବହୁତ୍ ଭଲ ଲାଗିଲା ଆଖିରୁ ପାଣି ଆସିଗଲା😢😢
@munmun557
@munmun557 6 месяцев назад
ଧନ୍ୟବାଦ ବୁହେନ
@alokpadhan8616
@alokpadhan8616 6 месяцев назад
ବାଗ ଆଜ୍ଞା ବହୁତ୍ ବଢିଆଁ ହେଇଛେ । ଭାଗ-୨ କେ ମୋର୍ ଅପେକ୍ଷା, ମତେ ଭଲ୍ ଲାଗ୍ଳା ।
@munmun557
@munmun557 6 месяцев назад
ଭାଗ 2 ବି ଆସବା 🎉ମତାମତ ଦେଇଥିବାରୁ ଧନ୍ୟବାଦ 💕🥰
@swapnikasahu
@swapnikasahu 6 месяцев назад
ବହୁତ୍ ବଢ଼ିଆ ହେଇଛେ🤩ଏନ୍ତା Short film ମାନେ ବନଉଥାଉନ୍ ଆମର୍ କୋଶଲୀ ଭାଷାରେ👍
@arunpanda7927
@arunpanda7927 6 месяцев назад
Very attractive and good presentation of artist
@ritunikhandia9377
@ritunikhandia9377 5 месяцев назад
Very nice❤🔥 Really heart touching💔🥺
@debarajbhati7429
@debarajbhati7429 6 месяцев назад
Heart touching based on real facts.Performances of all actors and actress seems lively.
@sunilpradhan5369
@sunilpradhan5369 6 месяцев назад
1991 masihare thare manglu acter k dekhithili drama re aji b best role kruchha ❤❤
@pramodputelprmod1349
@pramodputelprmod1349 6 месяцев назад
Beautiful bahut bhal lagla
@prasantabag7551
@prasantabag7551 6 месяцев назад
ବହୁତ ଭଲ ଲାଗିଲା ହୋ ଶବ୍ କୁ ମୋର୍ କୋଶଲ ରାଏଜ୍ ଆଡୁ ବହୁତ ବହୁତ ଧନ୍ୟବାଦ ଜୁହାର jay maa sameli Jay kosal
@GhanaMeher-
@GhanaMeher- 6 месяцев назад
Ek number Dada
@ankitofficial7397
@ankitofficial7397 6 месяцев назад
Bahut bhal acting ❤ kari6an thetual sir ❤🙏
@bhaktabandhusahoo5956
@bhaktabandhusahoo5956 6 месяцев назад
ନିଚ୍ଛକ ସତକଥା ଉପରେ ଫିଲିମ ବଏନା ଅଏନ୍ ଲାଗଲା ।
@BabitaBudek-u2d
@BabitaBudek-u2d 5 месяцев назад
Dada short film val lagu6❤❤
@pravatsutar2343
@pravatsutar2343 6 месяцев назад
ବହୁତ ଭଲ ଲାଗିଲା।ସୁନ୍ଦର ଅଭିନୟ କରିଛନ୍ତି କଳାକାରମାନେ।ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା
@dhananjayaseth7190
@dhananjayaseth7190 3 месяца назад
Nepal bag sir aau thetual sir nkar act bahut bahut bhal lagla
@jpmishra6604
@jpmishra6604 6 месяцев назад
Bes bes hela je 😅
@umeshbiswal2465
@umeshbiswal2465 6 месяцев назад
ବହୁତ୍ ସୁନ୍ଦର୍ ହଇଛେ ଖାସ୍ କରି ପଣ୍ଡା ଅଗିଆ ଅଭିନୟ ବାଗ ଆଗିଆଁ ବି ଆଖିରୁ ପାଣି ଆସିଗଲା
@King-ny8gx
@King-ny8gx 6 месяцев назад
Bahut badhiya.....khub Sundar
@nabaratnasahu4149
@nabaratnasahu4149 6 месяцев назад
Bahut sundar
@sudamputelnewcreation1479
@sudamputelnewcreation1479 6 месяцев назад
ଦାଦନ ର ଦୁଖ୍ କେ ବଏନା ରେ ନିଖୁନ ଭାବେ ଦେଖା ହେଇଛେ ବହୁତ ବଢିଆ ଭଲ ଲାଗ୍ଲା କୋସଲ ରାଏଜ ହେଲେ ଦୁଖ ଯେଇ ପାରେ ସବୁ କଲାକାର ମାନକେ ଜୁହାର୍
@bibekanandapradhan1401
@bibekanandapradhan1401 6 месяцев назад
ମତାମତ ଦେଇଊ ସମସ୍ତ ଦର୍ଶକ ମାନଙ୍କୁ ହୃଦୟରୁ ଧନ୍ୟବାଦ୍।
@user-fb2vo2wl3u
@user-fb2vo2wl3u 6 месяцев назад
Story, dilogue, lyrics bahut badhiya heichhe,
@pabitrasahu9275
@pabitrasahu9275 6 месяцев назад
ବହୁତ ସୁନ୍ଦର
@sairajsahu0007
@sairajsahu0007 6 месяцев назад
Bahut vl lagu 6e ... please pat 2 jldi tk bana bar lagi try Kara
@PratimaPuta-u3c
@PratimaPuta-u3c 5 месяцев назад
Jay maa samlei ✨💫
@myvillagemypride8030
@myvillagemypride8030 6 месяцев назад
ସମାଜରେ ଘଟୁଥିବା ବାସ୍ତବ କଥାବସ୍ତୁକୁ ଖୁବ୍ ସୁନ୍ଦର ଭାବରେ ଦେଖାଯାଇଛି ।ହ୍ରୁଦୟସ୍ପର୍ଶୀ। ସମସ୍ତ କଳାକାରଙ୍କ ଅଭିନୟ ସୁନ୍ଦର ହୋଇଛି ।
@chitaranjanpanda3882
@chitaranjanpanda3882 6 месяцев назад
Excellent really heart touching
@kumadiniprusty4085
@kumadiniprusty4085 21 день назад
ବହୁତ ବଢ଼ିଆ
@soumyashreekaincha6826
@soumyashreekaincha6826 6 месяцев назад
Bahút badhia lagla samkar abhinaya b bhal lagla
@budhadevsethi9545
@budhadevsethi9545 6 месяцев назад
ବହୁତ ଭଲ ଲାଗିଲା ଆପଣଙ୍କୁ ଦେଖି।ଆଗକୁ ଆହୁରି ଅଧିକକରୁ ଅଧିକ ତଥ୍ୟ ଭିତ୍ତିକ କାହାଣୀ ଶିକ୍ଷଣୀୟ ହୃଉ ଏହି ଆଶା ଓ ବିଶ୍ୱାସ ରଖୁଛି।ଧନ୍ଯବାଦ୍
@prasantakumarmelli1713
@prasantakumarmelli1713 6 месяцев назад
Bag agya bahut bhal laguchhe
@sidhantmajhi8364
@sidhantmajhi8364 6 месяцев назад
so very nice❤❤❤❤❤
@sunilchhatrapal1985
@sunilchhatrapal1985 6 месяцев назад
Bahut Sundar
@dharmendrapradhan1987
@dharmendrapradhan1987 6 месяцев назад
ବହୁତ ସୁନ୍ଦର ହେଇଛେ ଫିଲ୍ମ କୋସଲି ଭାଷାର୍ ବଢତି ଦିଗେ କାଇଁଚ ମିଡିଆ
@ajittandi2713
@ajittandi2713 5 месяцев назад
ମନ ଜିତିଦେଲା ଭିଡ଼ିଓଟା କ... ବହୁତ ଭଲ ଲାଗଲା....
@shubhamsangit9968
@shubhamsangit9968 6 месяцев назад
Nice
@mrdebu0751
@mrdebu0751 6 месяцев назад
Film gone emotional 😣😣
@dusmantameher9804
@dusmantameher9804 6 месяцев назад
Jai maa samlei
@prabinbagarty1
@prabinbagarty1 6 месяцев назад
Bahut badhia heiche dhanyabad thetual kaka
@mahendrabarik5948
@mahendrabarik5948 6 месяцев назад
Nice nice nice
@champabariha9474
@champabariha9474 6 месяцев назад
Very good nice
@sujitstudio1715
@sujitstudio1715 6 месяцев назад
❤❤❤Bahut badhiya lagla ❤❤❤
@noobplayerac130fco3
@noobplayerac130fco3 6 месяцев назад
Keep it up👏
@NirupamaPatra-n1k
@NirupamaPatra-n1k 6 месяцев назад
Very nice ❤
@VOICEOFALOK
@VOICEOFALOK 6 месяцев назад
❤lots of love
@sunandasuni-fw4qx
@sunandasuni-fw4qx 6 месяцев назад
ବହୁତ୍ ବଢିଆଁ ହେଇଛେ
@jubrajsandha670
@jubrajsandha670 5 месяцев назад
Bahut badhia samaj sachetanr baryta miluchhe dhanybat.
@mohanmeher3448
@mohanmeher3448 6 месяцев назад
Really this is heart touching the writer's emanizations.
@MEHERAMIT
@MEHERAMIT 6 месяцев назад
Real Story aie reality ta dekheichn bahut val heiche hele amar area ra lok nije bhul kari ki enta dukh pauchan ₹500 paile ki jen mud ta biki kari vote dei dauchan sethir lagi dukh miluche
@tukuthetual7755
@tukuthetual7755 6 месяцев назад
Bahut bhala lagala👏👏👏
@sahadevdharua6904
@sahadevdharua6904 6 месяцев назад
ବ ଏ ନା ନେଲେ ଲୋକ ର ସୁବିଧା ହେସି କି ଅସୁବିଧା, ଏଥିରୁ ସବୁ ଜଣା ପଡ଼ିଛି।।
@sudeshnamishra2557
@sudeshnamishra2557 6 месяцев назад
ମନ୍ କେ ଭିରି ନେଉଛେ ବଏନା , ୪୮ ମିନିଟ୍ ତକ୍ ବାନ୍ଧି ରଖୁଛେ , କଳାକାର ମାନଙ୍କର୍ ଅଭିନୟ ସୁନ୍ଦର୍ ହେଇଛେ ଆରୁ ଇଟା ସତ୍ ଘଟନା ଉପରେ ଆଧାରିତ୍ ହେଇଛେ ବଲି ସୁନ୍ଦର୍ ଲାଗୁଛେ । ଗୀତ୍ ବି ଭଲ୍ ଲାଗୁଛେ । ସମାଜର୍‌ ଦୁଖ୍ କେ ଲୋକଲୋଚନ୍ କେ ଆନବାର୍ ଗୁଟେ ସୁନ୍ଦର୍ ପ୍ରୟାସ୍ କାଇଁଚ ମିଡିଆ ର , ସମକୁ ମୁଡିଆ ଆମକୁ ଏତେ ସୁନ୍ଦର୍ ଫିଲିମ୍ ଦେଖେଇକରି ଦାଦନ୍ ର ସମସ୍ୟା କେ ନିଖୁଣ ଭାବେ ବୁଝାବାର୍ ଲାଗି 🙏। ସବୁ କଳାକାର ମାନକୁ ଶୁଭେଚ୍ଛା ବଏନା ଫିଲିମ୍ ଲାଗି ।💐
@dusmantameher9804
@dusmantameher9804 6 месяцев назад
Jai jagannath
@sriganeshcreation7506
@sriganeshcreation7506 6 месяцев назад
ପୁରା କନ୍ଦେଇ ଦେଲେ 🙏, ବହୁତ ବହୁତ ସୁନ୍ଦର ହେଇଛେ, ଶିଖବାର ଜିନିସ ଭି ଭରପୁର ଅଛେ
@moradhikar
@moradhikar 6 месяцев назад
ବହୁତ୍ ବଢିଆ ଲାଗୁଛି
@rajibmajhi9737
@rajibmajhi9737 6 месяцев назад
Bahut badia story ame jen ta ki akhe pakhe dekuchu sabubele
@surubabubagh3471
@surubabubagh3471 6 месяцев назад
This short film is truly reflecting the reality of the society. Many many thanks to the whole team for the wonderful work. Even after the 75th years of independence, Odisha particularly,the KBK districts still have the problem of migration. Exstience of large scale unemployment in these areas is still a harder hindrance. 👍
@sarojkumarsagar7258
@sarojkumarsagar7258 6 месяцев назад
Bahut Khusir Katha, Super ❤
Далее
А вам, слабо?
00:22
Просмотров 44 тыс.
С чего всё началось?
00:42
Просмотров 182 тыс.
'MADUA'   SAMBALPURI-KOSLI SHORT FILM
34:24
Просмотров 52 тыс.
Koshli Film RAAGAD
1:04:10
Просмотров 417 тыс.
FILM VETIA
43:27
Просмотров 63 тыс.
Asat a  Love Story//Sambalpuri//KOSHAL SHREE
1:24:07
Просмотров 254 тыс.
А вам, слабо?
00:22
Просмотров 44 тыс.