Тёмный

Bhabishya Malika - ଭବିଷ୍ୟ ମାଳିକା | EP 4 | ଆମିଷ ଖାଇଲେ କଣ ହବ | ସୁକାନ୍ତ ଦାସଜୀ ମହାରାଜ |Sidharth 

Sidharth Bhakti Channel
Подписаться 797 тыс.
Просмотров 995 тыс.
50% 1

ଏବେ ଓଡ଼ିଶାର ବହୁ ସହରରେ ଅନେକ Cable Network ରେ Sidharth TV Network ର ସମସ୍ତ ତିନୋଟି ଯାକ ଚ୍ୟାନେଲ୍ ଦର୍ଶକ ଉପଭୋଗ କରୁଛନ୍ତି I ତେଣୁ ଆପଣ ମଧ୍ୟ ନିଜ TV ପରଦାରେ “Sidharth TV” ଚ୍ୟାନେଲ୍ ସହ Sidharth TV Network ର ଆଉ ଦୁଇଟି ଚ୍ୟାନେଲ୍ “Sidharth Bhakti” ଓ “Sidharth Gold” ଦେଖିବା ପାଇଁ ନିଜ Cable/DTH ଅପରେଟରଙ୍କୁ Call କରି ମାଗନ୍ତୁ ଏବଂ Sidharth TV Network ର ସମସ୍ତ ତିନୋଟି ଚ୍ୟାନେଲ୍ subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618.
Subscribe us on RU-vid to watch clippings & promos of our All 3 Television Channels :
👉 Sidharth Bhakti : / sidharthbhakti
👉 SidharthTV: / sidharthtv
👉 Sidharth Gold : / sidharthgold
-----------------------------------------------------------------
Enjoy & stay connected with us!
👉 Like us on Facebook: / sidharthbhaktiodia
👉 Like us on Instagram: / sidharthbhakti
-----------------------------------------------------------------
#SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal

Опубликовано:

 

11 июн 2022

Поделиться:

Ссылка:

Скачать:

Готовим ссылку...

Добавить в:

Мой плейлист
Посмотреть позже
Комментарии : 346   
@gitaranibrahma5942
@gitaranibrahma5942 2 года назад
ମାଉସ ଖାଈବୁ ମଛିଲି ଖାଈବୁ ଆଈଶ ଖାଇବୁ ନାହିଁ ମାନେ ବୁଝାଈଲେ ନାହିଁ ବାବା🙏🙏🙏🙏🙏
@mohandassundarbhoi9261
@mohandassundarbhoi9261 2 года назад
ଗୁରୁଦେବ କଲି ଯୁଗ ଆଗରୁ ଝଗଡ଼ା ହେଉ ଥିଲା ନା ନାହିଁ ତେବେ ରାମ ଓ ରାବଣ ମଧ୍ୟରେ, କୃଷ୍ନ ଓ କଂସ ମଧ୍ୟରେ ବାଲି ସୁଗ୍ରୀବ ମଧ୍ୟରେ କଣ ହୋଇଥିଲା। କାର୍ତିକ ମାସରେ ଆଇଁଷ ମନା ଦଶହରା ରେ ଖାଇ ପାରିବ ଏଇଟା କି ନିୟମ
@herambasenapati6509
@herambasenapati6509 2 года назад
ବାବାଜୀ, ଜଗନ୍ନାଥ *ବଳରାମ, କଣ ପାଇଁ ମୃଗୟା କୁ ଯାଇଥିଲେ, କହିପାରିବେକି? ମହାଭାରତ ରେ ପାଣ୍ଡଵ କୌରବମାନେ ପିତୃଶ୍ରାଦ୍ଧ ବେଳେ, ଗଣ୍ଡା ମାରି ଭୋଜି ଦେଉଥିଲେ କଣ ପାଇଁ??
@tapu516
@tapu516 Год назад
ଜୟ ଜଗନ୍ନାଥ ଜୟ ପଞ୍ଛସଖା 🙏🙏
@samirsethi3803
@samirsethi3803 Год назад
ଜୟ ଜଗନ୍ନାଥ, ସାଧୁ ସନ୍ଥ ବୈଷ୍ଣବ ଭକ୍ତ ଗଣ ମୋର କୋଟି କୋଟି ଜନମର ଶଂରଣ୍
@jitendrasahoo9779
@jitendrasahoo9779 Год назад
ଯୟ୍ ଅଚ୍ୟୁତ 🙏🚩 ଯୟ୍ ଜଗନ୍ନାଥ 🙏🚩 ଯୟ୍ ପଞ୍ଚ ସଖା 🙏🚩 ଯୟ୍ କଳ୍କୀ ଅବତାର 🙏🚩
@sudeshnadash362
@sudeshnadash362 Год назад
ବାବା ପ୍ରଣାମ 🙏 ମୁଁ ବରଗଡ଼ ଡିସ୍ଟିକ୍ ଉଦେପୁର ଗ୍ରାମ ରୁ ଦେଖୁଛି
@goutamjani5441
Sir ମଣିଷ ଜୀବନରେ ଏମିତି 2 ଟି ଖୁସି କଣ ହୁଇ ପାରେ କୁହନ୍ତୁ sir
@knowledgeisgod3652
@knowledgeisgod3652 2 года назад
କୈବର୍ତ୍ତ ଗୀତା.. କିଏ ପଢିଛନ୍ତି ଯଦି ଟିକେ ଭାବି ନିଅନ୍ତୁ
@user-qc6tj6hh6x
ପଞ୍ଚସଖା କଥା ଜାଣିଛ ଯଦି କୁହ
@nityanandbehera3373
@nityanandbehera3373 Год назад
ଜୟ ଜଗନ୍ନାଥ ହରିବୋଲ 🙏
@sarojsamal5988
@sarojsamal5988 21 день назад
Gurudeb Pranam Great Bani Top No one 🙏
@ashokjena5932
@ashokjena5932 Год назад
ॐ ନମୋ ଭଗବତେ ବାସୁଦେବାୟ ନମଃ 🙏🙏🙏🙏
@balaramsabar4944
@balaramsabar4944 Год назад
ॐ ନମ୍ଃ ଭଗବତେ ବାସୁଦେବାୟ ନମ୍ଃ 🙏🙏🙏
@sudeshnadash362
@sudeshnadash362 Год назад
ଜୟେ ଜଗନ୍ନାଥ 🙏🙏🌺🌺 ଜୟେ ପଞ୍ଚସଖା 🙏🙏🌺🌺
@ajaykumarlenka1669
@ajaykumarlenka1669 Год назад
Jai jagarnatha swami nayan patha gami bhaba tume jai panchasakha jai sanatan sarana rakhyana mahabahu jai kalki ram jai sanatan
@user-cl1wv7ui3q
Jay sree Jagannath🙏🙏🙏
@kaushikpradhan6536
@kaushikpradhan6536 Год назад
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ 🙏🙏🙏
@adyasapradhan8967
@adyasapradhan8967 2 года назад
Apanka katha suni atma Santi pauchi
@pradeepkumarmallick1218
@pradeepkumarmallick1218 2 года назад
ଖାଦ୍ୟ ଉପରେ ଏ ସମସ୍ତ ବାରଣ କେବଳ ଜପ, ତପ, ମାନସିକ ବ୍ରତ ରଖିଥିବା ବ୍ୟକ୍ତି ଏବଂ ସନ୍ନ୍ୟାସ ବ୍ରତ ପାଳନ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଉଦ୍ଧିଷ୍ଟ। ନଚେତ୍ ସଂସାରୀ ମାନଙ୍କ ପାଇଁ କୌଣସି ପ୍ରକାର ଦୋଷା ଦୋଷ ନ ଥାଏ।
Далее
🌊🌊🌊
01:01
Просмотров 924 тыс.
🎙ПЕСНИ ВЖИВУЮ от КВАШЕНОЙ🌇
3:16:26
Thakur keshaba part 1
15:58
Просмотров 2,9 тыс.
🌊🌊🌊
01:01
Просмотров 924 тыс.